< ମାର୍କ 6 >
1 ୧ ଜିସୁ ସେ ଜାଗା ଚାଡି, ସାନ୍ବେଲେ ଅନି ବଡିଆଇଲା ନଅରେ ଆଇଲା, ଆରି ତାର୍ ସିସ୍ମନ୍ ମିସା ତାର୍ ସଙ୍ଗ୍ ଗାଲାଇ ।
Καὶ ἐξῆλθεν ἐκεῖθεν, καὶ ἔρχεται εἰς τὴν πατρίδα αὐτοῦ, καὶ ἀκολουθοῦσιν αὐτῷ οἱ μαθηταὶ αὐτοῦ.
2 ୨ ବିସ୍ରାମ୍ବାର୍ ଆଇଲାକେ, ସେ ଜିଉଦିମନର୍ ପାର୍ତନା ଗରେ ସିକିଆ ଦେବାର୍ ଦାର୍ଲା, ଆରି କେତେ କେତେ ଲକ୍ ତାର୍ କାତା ସୁନି କାବା ଅଇ କଇଲାଇ, “ଏ ଲକ୍ ଏ ସବୁଜାକ କନ୍ତି ଅନି ସିକ୍ଲା? ଆରି, ଆକେ ଏନ୍ତାରି ଗିଆନ୍ କେ ଦେଲା? ଆରି କେବେ ନ ଅଇବା କାମର୍ ବପୁ କନ୍ତିଅନି ପାଇଲା?
καὶ γενομένου σαββάτου ἤρξατο διδάσκειν ἐν τῇ συναγωγῇ· καὶ οἱ πολλοὶ ἀκούοντες ἐξεπλήσσοντο λέγοντες Πόθεν τούτῳ ταῦτα, καὶ τίς ἡ σοφία ἡ δοθεῖσα τούτῳ; καὶ αἱ δυνάμεις τοιαῦται διὰ τῶν χειρῶν αὐτοῦ γινόμεναι;
3 ୩ ଏ ଲକ୍ତା ସେ ବାଡଇ । ସେ ମରିୟମର୍ ପଅ, ଜାକୁବ୍, ଜସି, ଜିଉଦା ଆରି ସିମନ୍ ତାର୍ ବାଇ ଅଇବାଇ । ଆର୍ ବଇନିମନ୍ ତା ଇତି ଆମର୍ ସଙ୍ଗ୍ ଆଚତ୍ ।” ଏନ୍ତାରି କଇକରି ସେମନ୍ ତାକେ ମାନତ୍ ନାଇ ।
οὐχ οὗτός ἐστιν ὁ τέκτων, ὁ υἱὸς τῆς Μαρίας καὶ ἀδελφὸς Ἰακώβου καὶ Ἰωσῆτος καὶ Ἰούδα καὶ Σίμωνος; καὶ οὐκ εἰσὶν αἱ ἀδελφαὶ αὐτοῦ ὧδε πρὸς ἡμᾶς; καὶ ἐσκανδαλίζοντο ἐν αὐτῷ.
4 ୪ ତେଇ ଜିସୁ ସେମନ୍କେ କଇଲା, “ନିଜର୍ ନଅରର୍ କୁଟୁମର୍ ଲକ୍ମନ୍କେ ଆରି ନିଜର୍ ଗରର୍ ଲକ୍କେ ଚାଡି ବାକି ସବୁ ଜାଗାଇ ବାବବାଦିମନ୍କେ ସନ୍ମାନ୍ ମିଲ୍ସି ।”
καὶ ἔλεγεν αὐτοῖς ὁ Ἰησοῦς ὅτι Οὐκ ἔστιν προφήτης ἄτιμος εἰ μὴ ἐν τῇ πατρίδι αὐτοῦ καὶ ἐν τοῖς συγγενεῦσιν αὐτοῦ καὶ ἐν τῇ οἰκίᾳ αὐτοῦ.
5 ୫ ସେଜାଗାଇ ଆରି କେତେଟା ରଗିମନ୍କେ ସେ ଆତ୍ ସଙ୍ଗଇକରି ନିକ କର୍ବାଟା ଚାଡି ଆରି କାଇ ନ ଅଇବା କାମ୍ କରିନାପାର୍ଲା । କାଇକେବଇଲେ ତେଇର୍ ଲକ୍ମନ୍ ତାକେ ବିସ୍ବାସ୍ କରତ୍ ନାଇ ।
καὶ οὐκ ἐδύνατο ἐκεῖ ποιῆσαι οὐδεμίαν δύναμιν, εἰ μὴ ὀλίγοις ἀρρώστοις ἐπιθεὶς τὰς χεῖρας ἐθεράπευσεν.
6 ୬ ଆରି ତେଇର୍ ଲକ୍ମନ୍ ତାକେ ବିସ୍ବାସ୍ ନ କର୍ବାଟା ଦେକି ଜିସୁ କାବାଅଇଗାଲା ।
καὶ ἐθαύμασεν διὰ τὴν ἀπιστίαν αὐτῶν. Καὶ περιῆγεν τὰς κώμας κύκλῳ διδάσκων.
7 ୭ ପଚେ ସେ ଚାରିବେଡ୍ତିର୍ ଗାଉଁ ମନ୍ ବୁଲି ବୁଲି ସିକିଆ ଦେବାର୍ ଦାର୍ଲା । ଏତ୍କି ବିତ୍ରେ ସେ ବାରଟା ସିସ୍ମନ୍କେ ଲଗେ ଡାକି, ଦୁଇ ଦୁଇ ଲକ୍କେ ପାଟାଇବାର୍ ଆରାମ୍ କଲା, ସେମନ୍କେ ଡୁମାମନ୍କେ ଚାଡାଇବାକେ ଅଦିକାର୍ ଦେଲା ।
Καὶ προσκαλεῖται τοὺς δώδεκα, καὶ ἤρξατο αὐτοὺς ἀποστέλλειν δύο δύο, καὶ ἐδίδου αὐτοῖς ἐξουσίαν τῶν πνευμάτων τῶν ἀκαθάρτων,
8 ୮ ଜିବାବେଲେ ଗଟେକ୍ ଡାଙ୍ଗ୍ ଚାଡି ବାଟ୍ କର୍ଚର୍ ପାଇ ରୁଟି କି ବେସ୍ନିଟାନେ ଡାବୁ ନ ନିଆ ବଲି ଆଦେସ୍ ଦେଲା ।
καὶ παρήγγειλεν αὐτοῖς ἵνα μηδὲν αἴρωσιν εἰς ὁδὸν εἰ μὴ ῥάβδον μόνον, μὴ ἄρτον, μὴ πήραν, μὴ εἰς τὴν ζώνην χαλκόν,
9 ୯ ମାତର୍ ସେମନ୍କେ ପାଣ୍ଡଇ ପିନ୍ଦ୍ବାକେ କଇଲା, ପିନ୍ଦିରଇବା ଚକା ଚାଡି ଆରି ଗଟେକ୍ ଚକା ନିଆନାଇ ବଲି କଇଲା ।
ἀλλὰ ὑποδεδεμένους σανδάλια, καὶ μὴ ἐνδύσησθε δύο χιτῶνας.
10 ୧୦ “ଜେଡେବେଲେ ତମ୍କେ ଜାର୍ ଗରେ ଡାକ୍ବାଇ ସେ ନଅର୍ ଚାଡିଜିବା ଜାକ ତେଇସେ ରୁଆ ।
καὶ ἔλεγεν αὐτοῖς Ὅπου ἐὰν εἰσέλθητε εἰς οἰκίαν, ἐκεῖ μένετε ἕως ἂν ἐξέλθητε ἐκεῖθεν.
11 ୧୧ ଜଦି କନ୍ ନଅରର୍ ଲକ୍ମନ୍ ତମ୍କେ ନ ନାମତ୍, ଆରି ତମର୍ କାତା ନ ସୁନତ୍, ସେ ଜାଗାଇ ଅନି ଆଇବା ବେଲେ ସେମନର୍ ବିରଦେ ସାକି ଇସାବେ, ତମର୍ ପାଦର୍ ଦୁଲି ପାପ୍ଡିଦିଆସ୍ । ଏଟାର୍ଲାଗି ସେ ନଅରର୍ ଲକ୍ମନ୍ ଜାନ୍ବାଇ ଜେ, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ।”
καὶ ὃς ἂν τόπος μὴ δέξηται ὑμᾶς μηδὲ ἀκούσωσιν ὑμῶν, ἐκπορευόμενοι ἐκεῖθεν ἐκτινάξατε τὸν χοῦν τὸν ὑποκάτω τῶν ποδῶν ὑμῶν εἰς μαρτύριον αὐτοῖς.
12 ୧୨ ସିସ୍ମନ୍ ବାରଇ ଜାଇ ଲକ୍ମନ୍କେ “ତମର୍ ପାପ୍ ଟାନେଅନି ବାଉଡା ।” ବଲି ଜାନାଇଲାଇ ।
Καὶ ἐξελθόντες ἐκήρυξαν ἵνα μετανοῶσιν,
13 ୧୩ କେତେକ୍ କେତେକ୍ ଲକ୍ମନର୍ ଟାନେଅନି ଡୁମା ଚାଡାଇଲାଇ, ଆରି କେତେକ୍ ରଗି ଲକ୍ମନ୍କେ ଚିକନ୍ ଲାଗାଇ ନିମାନ୍ କଲାଇ ।
καὶ δαιμόνια πολλὰ ἐξέβαλλον, καὶ ἤλειφον ἐλαίῳ πολλοὺς ἀρρώστους καὶ ἐθεράπευον.
14 ୧୪ ଜିସୁର୍ ନାଉଁ ସବୁବାଟେ ଉଡ୍ରା ଅଇଗାଲାକେ, ଏରଦ୍ ରାଜା ଜିସୁର୍ ବିସଇ ସୁନ୍ଲା, ଆରି ଲକ୍ମନ୍ କଇତେରଇଲାଇ, ଡୁବନ୍ ଦେଉ ଜଅନ୍ ମରିକରି ଉଟି ଆଚେ, ତେବର୍ପାଇ ଏ ସବୁ ନ ଅଇବା କାମର୍ ସକ୍ତି ତାର୍ଟାନେ କାମ୍ କଲାନି ।
Καὶ ἤκουσεν ὁ βασιλεὺς Ἡρῴδης, φανερὸν γὰρ ἐγένετο τὸ ὄνομα αὐτοῦ, καὶ ἔλεγον ὅτι Ἰωάνης ὁ Βαπτίζων ἐγήγερται ἐκ νεκρῶν, καὶ διὰ τοῦτο ἐνεργοῦσιν αἱ δυνάμεις ἐν αὐτῷ.
15 ୧୫ ମାତର୍ ବିନ୍ ବିନ୍ ଲକ୍ମନ୍ କଇତେ ରଇଲାଇ, ଏ ଏଲିୟ, ଆରି କେ କେ କଇତେ ରଇଲାଇ, ଆଗର୍ ବାବବାଦି ମନର୍ପାରା ଗଟେକ୍ ଲକ୍ ।
ἄλλοι δὲ ἔλεγον ὅτι Ἡλείας ἐστίν· ἄλλοι δὲ ἔλεγον ὅτι προφήτης ὡς εἷς τῶν προφητῶν.
16 ୧୬ ମାତର୍ ଏରଦ୍ ଏଟା ସୁନି କଇଲା, “ମୁଇ ଜନ୍ ଜଅନର୍ ମୁଣ୍ଡ୍ କାଟାଇଲି, ସେ ମଲାତେଇଅନି ଉଟିଆଚେ!”
ἀκούσας δὲ ὁ Ἡρῴδης ἔλεγεν Ὃν ἐγὼ ἀπεκεφάλισα Ἰωάνην, οὗτος ἠγέρθη.
17 ୧୭ ତେବେ ଏରଦ୍ ନିଜର୍ ବାଇ ପିଲିପର୍ ମାଇଜି ଏରଦିଆକେ ବିବା ଅଇ ରଇଲା । ତାକେ ସାର୍ଦା କର୍ବାକେ ନିଜେ ଏରଦ୍ ଲକ୍ମନ୍କେ ପାଟାଇ ଡୁବନ୍ ଦେଉ ଜଅନ୍କେ ଦାରି, ବାନ୍ଦିକରି ବନ୍ଦି କର୍ବାକେ ଆଦେସ୍ ଦେଲା ।
Αὐτὸς γὰρ ὁ Ἡρῴδης ἀποστείλας ἐκράτησεν τὸν Ἰωάνην καὶ ἔδησεν αὐτὸν ἐν φυλακῇ διὰ Ἡρῳδιάδα τὴν γυναῖκα Φιλίππου τοῦ ἀδελφοῦ αὐτοῦ, ὅτι αὐτὴν ἐγάμησεν·
18 ୧୮ କାଇକେବଇଲେ ଜଅନ୍ ଏରଦ୍କେ ତର୍କେତର୍ କଇତେରଇଲା “ମସାର୍ ନିୟମ୍ ଇସାବେ ନିଜର୍ ବାଇର୍ ମାଇଜିକେ ସଙ୍ଗଇବାର୍ ତର୍ ବିଦି ନାଇ ।”
ἔλεγεν γὰρ ὁ Ἰωάνης τῷ Ἡρῴδῃ ὅτι Οὐκ ἔξεστίν σοι ἔχειν τὴν γυναῖκα τοῦ ἀδελφοῦ σου.
19 ୧୯ ଏନ୍ତାରି କଇଲାକେ ଏରଦିଆ ଜଅନ୍କେ ରିସା ଅଇ ତାକେ ମରାଇବାକେ ମନ୍ କର୍ତେରଇଲା, ମାତର୍ ନାପାର୍ତେ ରଇଲା ।
ἡ δὲ Ἡρῳδιὰς ἐνεῖχεν αὐτῷ καὶ ἤθελεν αὐτὸν ἀποκτεῖναι, καὶ οὐκ ἠδύνατο·
20 ୨୦ କାଇକେବଇଲେ ଏରଦ୍ ଜଅନ୍କେ ଗଟେକ୍ ଦରମ୍ ଆରି ସୁକଲ୍ ଲକ୍ ବଲି ଜାନି ଡର୍ତେ ରଇଲା, ଆରି ତାକେ ରକିଆ କର୍ବାକେ ଚେସ୍ଟା କର୍ତେରଇଲା । ଜେଡେବେଲେ ମିସା ତାର୍ କାତା ସୁନ୍ତେରଇଲା, ବେସି କିଲ୍ବିଲ୍ ଅଇତେରଇଲା । ଏଲେମିସା ସେଟା ସାର୍ଦା ସଙ୍ଗ୍ ସୁନ୍ତେରଇଲା ।
ὁ γὰρ Ἡρῴδης ἐφοβεῖτο τὸν Ἰωάνην, εἰδὼς αὐτὸν ἄνδρα δίκαιον καὶ ἅγιον, καὶ συνετήρει αὐτόν, καὶ ἀκούσας αὐτοῦ πολλὰ ἠπόρει, καὶ ἡδέως αὐτοῦ ἤκουεν.
21 ୨୧ ପଚେ ଏରଦିଆର୍ ଜାଗ୍ତେ ରଇବା ଦିନ୍ କେଟିଆଇଲା । ଏରଦର୍ ଜନମ୍ ଦିନେ, ନିଜର୍ ମନ୍ତ୍ରି ମନ୍କେ ଆରି ମୁକିଅ ମୁକିଅ ସେନାପତି ଆରି ଗାଲିଲିର୍ ବଡ୍ବଡ୍ ଲକ୍ମନ୍କେ ଡାକି, ରାତିଆ ଗଟେକ୍ ବଜିକଲା ।
Καὶ γενομένης ἡμέρας εὐκαίρου ὅτε Ἡρῴδης τοῖς γενεσίοις αὐτοῦ δεῖπνον ἐποίησεν τοῖς μεγιστᾶσιν αὐτοῦ καὶ τοῖς χιλιάρχοις καὶ τοῖς πρώτοις τῆς Γαλιλαίας,
22 ୨୨ ତେଇ ଏରଦିଆର୍ ଟକି ବିତ୍ରେ ପୁରି ଏରଦ୍ ଆରି ତାର୍ ସଙ୍ଗ୍ ବସି କାଇବା ଲକ୍ମନ୍କେ ନାଟ୍କରି ମନ୍ଚାଇ ଦେଲା । ରାଜା ଟକିକେ କଇଲା, “ତୁଇ ଜାଇଟା ମନ୍ କଲୁସ୍ନି ସେଟା ମାଙ୍ଗ୍, ମୁଇ ତକେ ଦେବି ।”
καὶ εἰσελθούσης τῆς θυγατρὸς αὐτῆς τῆς Ἡρῳδιάδος καὶ ὀρχησαμένης, ἤρεσεν τῷ Ἡρῴδῃ καὶ τοῖς συνανακειμένοις. ὁ δὲ βασιλεὺς εἶπεν τῷ κορασίῳ Αἴτησόν με ὃ ἐὰν θέλῃς, καὶ δώσω σοι·
23 ୨୩ ଆରି ଏରଦ୍ ତାର୍ ଲଗେ ପର୍ମାନ୍ କଲା, “ତୁଇ ଆମ୍କେ ଜାଇଟା ମାଙ୍ଗ୍ଲେ ମିସା, ମୁଇ ରାଇଜର୍ ଅଦ୍ ବାଗ୍ ଜାକ ତକେ ଦେଇ ଦେବି ।”
καὶ ὤμοσεν αὐτῇ Ὅτι ἐάν με αἰτήσῃς δώσω σοι ἕως ἡμίσους τῆς βασιλείας μου.
24 ୨୪ ତେଇଅନି ସେ ବାରଇଜାଇ ତାର୍ ମାଆକେ ପାଚାର୍ଲା, “ମୁଇ କାଇଟା ମାଙ୍ଗ୍ବି?” ତାର୍ ମାଆ କଇଲା, “ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ମାଙ୍ଗ୍ ।”
καὶ ἐξελθοῦσα εἶπεν τῇ μητρὶ αὐτῆς Τί αἰτήσωμαι; ἡ δὲ εἶπεν Τὴν κεφαλὴν Ἰωάνου τοῦ Βαπτίζοντος.
25 ୨୫ ସେଦାପ୍ରେ ଟକି ରାଜାର୍ ଲଗେ ଆସି ଏଟା କଇ ମାଙ୍ଗ୍ଲା, “ତୁଇ ମକେ ଏବେ ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ଗଟେକ୍ ତାଲାଇ କାଟି ଦେ ।”
καὶ εἰσελθοῦσα εὐθὺς μετὰ σπουδῆς πρὸς τὸν βασιλέα ᾐτήσατο λέγουσα Θέλω ἵνα ἐξαυτῆς δῷς μοι ἐπὶ πίνακι τὴν κεφαλὴν Ἰωάνου τοῦ Βαπτιστοῦ.
26 ୨୬ ସେକାତା ସୁନି ରାଜା ବେସି ଦୁକ୍ କଲା ମାତର୍ ନିଜେ କାତା ଦେଇରଇଲାଟା ଆରି କାଇବାକେ ବସି ରଇବା ଲକ୍ମନର୍ମୁଆଟେ ମାଙ୍ଗ୍ଲାଟା ନାଇ ବଲି କଇବାକେ ମନ୍ କରେନାଇ ।
καὶ περίλυπος γενόμενος ὁ βασιλεὺς διὰ τοὺς ὅρκους καὶ τοὺς ἀνακειμένους οὐκ ἠθέλησεν ἀθετῆσαι αὐτήν.
27 ୨୭ ତେବେ ରାଜା ସେଦାପ୍ରେ ଗଟେକ୍ ସଇନକେ ପାଟାଇ ତାର୍ ମୁଣ୍ଡ୍ ଆନ୍ବାକେ ଆଦେସ୍ ଦେଲା, ତେଇ ସଇନ ବନ୍ଦି ଗରେ ଜାଇ, ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ କାଟ୍ଲା ।
καὶ εὐθὺς ἀποστείλας ὁ βασιλεὺς σπεκουλάτορα ἐπέταξεν ἐνέγκαι τὴν κεφαλὴν αὐτοῦ.
28 ୨୮ ଆରି ସେ ମୁଣ୍ଡ୍ ଗଟେକ୍ ତାଲାଇ ଆନି ଟକିକେ ଦେଲା, ଆରି ଟକି ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ନେଇ ତାର୍ ମାକେ ଦେଲା ।
καὶ ἀπελθὼν ἀπεκεφάλισεν αὐτὸν ἐν τῇ φυλακῇ, καὶ ἤνεγκεν τὴν κεφαλὴν αὐτοῦ ἐπὶ πίνακι καὶ ἔδωκεν αὐτὴν τῷ κορασίῳ, καὶ τὸ κοράσιον ἔδωκεν αὐτὴν τῇ μητρὶ αὐτῆς.
29 ୨୯ ଜଅନର୍ ସିସ୍ମନ୍ ତେଇର୍ କବର୍ ସୁନି ଆଇଲାଇ, ଆରି ମଲା ମଡ୍କେ ନେଇ ମସ୍ନେ ତପ୍ଲାଇ ।
καὶ ἀκούσαντες οἱ μαθηταὶ αὐτοῦ ἦλθαν καὶ ἦραν τὸ πτῶμα αὐτοῦ καὶ ἔθηκαν αὐτὸ ἐν μνημείῳ.
30 ୩୦ ପଚେ ପେରିତ୍ମନ୍ ଜିସୁର୍ ଲଗେ ରୁଣ୍ଡ୍ଲାଇ, ଆରି ସେମନ୍ ଜନ୍ ଜନ୍ଟା କରି ରଇଲାଇ, ଆରି ଜାଇ ଜାଇଟା ସିକାଇ ଦେଇରଇଲାଇ, ସେସବୁ ତାକେ ଜାନାଇଲାଇ ।
Καὶ συνάγονται οἱ ἀπόστολοι πρὸς τὸν Ἰησοῦν, καὶ ἀπήγγειλαν αὐτῷ πάντα ὅσα ἐποίησαν καὶ ὅσα ἐδίδαξαν.
31 ୩୧ ସେଡ୍କି ବେଲେ ଜିସୁ ସେମନ୍କେ କଇଲା, “ତମେମନ୍ ମର୍ସଙ୍ଗ୍ ଆସା ଆମେ ଗଟେକ୍ କିନରା ଜାଗାଇ ଜାଇ ଚନେକ୍ ବିସ୍ରାମ୍ କରୁ ।” କାଇକେବଇଲେ କେତେକ୍ କେତେକ୍ ଲକ୍ ଆସ୍ ଜା ଅଇତେରଇଲାଇଜେ ସେମନ୍କେ କାଇବାକେ ମିସା ସୁଜଗ୍ ନ ମିଲ୍ତେ ରଇଲା ।
καὶ λέγει αὐτοῖς Δεῦτε ὑμεῖς αὐτοὶ κατ’ ἰδίαν εἰς ἔρημον τόπον καὶ ἀναπαύσασθε ὀλίγον. ἦσαν γὰρ οἱ ἐρχόμενοι καὶ οἱ ὑπάγοντες πολλοί, καὶ οὐδὲ φαγεῖν εὐκαίρουν.
32 ୩୨ ତେବେ ଜିସୁ ଆରି ତାର୍ ସିସ୍ମନ୍ ବାରଇ ବେଗ୍ଲି ଜାଇ ଡଙ୍ଗାଇ ବସି ଗଟେକ୍ କିନରା ଜାଗାଇ ଗାଲାଇ ।
καὶ ἀπῆλθον ἐν τῷ πλοίῳ εἰς ἔρημον τόπον κατ’ ἰδίαν.
33 ୩୩ ମାତର୍ ସେମନ୍ ବାରଇ ଜିବାଟା ବେସିଲକ୍ ଦେକି ଚିନ୍ଲାଇ, ଆରି ସବୁ ନଅରେ ଅନି ଲକ୍ମନ୍ ପାଲାଇ ପାଲାଇ ଜାଇ ସେମନର୍ ଆଗ୍ତୁ କେଟ୍ଲାଇ ।
καὶ εἶδον αὐτοὺς ὑπάγοντας καὶ ἐπέγνωσαν πολλοί, καὶ πεζῇ ἀπὸ πασῶν τῶν πόλεων συνέδραμον ἐκεῖ καὶ προῆλθον αὐτούς.
34 ୩୪ ଜିସୁ ଡଙ୍ଗାଇଅନି ବାରଇ, ବେସି ଲକ୍ମନ୍କେ ଦେକି ତାର୍ ଜିବନ୍ ଦୁକାଇ ଦୟାକଲା । କାଇକେବଇଲେ ସେମନ୍ ଗଉଡ୍ ନ ରଇଲା ମେଣ୍ଡାରାସି ପାରା ରଇଲାଇ ଆରି ସେ ସେମନ୍କେ କେତେକ୍ ବିସଇ ସିକିଆ ଦେବାର୍ଦାର୍ଲା ।
Καὶ ἐξελθὼν εἶδεν πολὺν ὄχλον, καὶ ἐσπλαγχνίσθη ἐπ’ αὐτοὺς ὅτι ἦσαν ὡς πρόβατα μὴ ἔχοντα ποιμένα, καὶ ἤρξατο διδάσκειν αὐτοὺς πολλά.
35 ୩୫ ଏତ୍କି ବିତ୍ରେ ବେଲ୍ ବସି ଆଇବାକେ ସିସ୍ମନ୍ ଆସି ଜିସୁକେ କଇଲାଇ, “ଏ ଜାଗା ତା ଚିମ୍ରା ଜାଗା ଆରି ବେଲ୍ ମିସା ବସିଆଇଲାନି,
Καὶ ἤδη ὥρας πολλῆς γενομένης προσελθόντες αὐτῷ οἱ μαθηταὶ αὐτοῦ ἔλεγον ὅτι Ἔρημός ἐστιν ὁ τόπος, καὶ ἤδη ὥρα πολλή·
36 ୩୬ ତେବର୍ପାଇ ଲକ୍ମନ୍କେ ପାଟାଇ ଦିଆସ୍ । ଜେନ୍ତି କି ସେମନ୍ ଚାରିବେଡ୍ତିର୍ ଗାଉଁ ମନ୍କେ ଜାଇ ନିଜର୍ ନିଜର୍ ପାଇ କାଇବାକେ କାଇଟା ମିସା ଗେନତ୍ ।”
ἀπόλυσον αὐτούς, ἵνα ἀπελθόντες εἰς τοὺς κύκλῳ ἀγροὺς καὶ κώμας ἀγοράσωσιν ἑαυτοῖς τί φάγωσιν.
37 ୩୭ ମାତର୍ ଜିସୁ ସେମନ୍କେ କଇଲା, “ତମେ ସେମନ୍କେ କାଇଟା ମିସା କାଇବାକେ ଦିଆସ୍ ।” ସେମନ୍ ତାକେ କଇଲାଇ, “ଆମେ ଜାଇ ଆଟ୍ ମାସର୍ କୁଲି ଡାବୁ ନେଇ ଏମନ୍କେ ରୁଟି ଗେନିଆନି କୁଆଇବୁ କି?”
ὁ δὲ ἀποκριθεὶς εἶπεν αὐτοῖς Δότε αὐτοῖς ὑμεῖς φαγεῖν. καὶ λέγουσιν αὐτῷ Ἀπελθόντες ἀγοράσωμεν δηναρίων διακοσίων ἄρτους, καὶ δώσομεν αὐτοῖς φαγεῖν;
38 ୩୮ ଜିସୁ ସେମନ୍କେ କଇଲା, “ତମର୍ ଲଗେ କେତେଟା ରୁଟି ଆଚେ? ଜାଇ ଦେକା ।” ସେମନ୍ ଦେକିଆସି ତାକେ କଇଲାଇ, “ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ।”
ὁ δὲ λέγει αὐτοῖς Πόσους ἔχετε ἄρτους; ὑπάγετε ἴδετε. καὶ γνόντες λέγουσιν Πέντε, καὶ δύο ἰχθύας.
39 ୩୯ ତେଇ ସବୁଲକ୍ ଜେନ୍ତି ଦଲ୍ଦଲ୍ ଅଇ କଅଁଲି ଗାଁସ୍ ଉପ୍ରେ ବସ୍ବାଇ, ଏଟାର୍ପାଇ ଜିସୁ ତାର୍ ସିସ୍ମନ୍କେ ତିଆର୍ଲା ।
καὶ ἐπέταξεν αὐτοῖς ἀνακλιθῆναι πάντας συμπόσια συμπόσια ἐπὶ τῷ χλωρῷ χόρτῳ.
40 ୪୦ ସେମନ୍ ସଏ ସଏ ଆରି ପଚାସ୍ ପଚାସ୍ ଲକ୍ ଦାଡି ଦାଡି ଅଇ ବସ୍ଲାଇ ।
καὶ ἀνέπεσαν πρασιαὶ πρασιαὶ κατὰ ἑκατὸν καὶ κατὰ πεντήκοντα.
41 ୪୧ ପଚେ ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି “ରୁଟି ବାଙ୍ଗାଇ ଲକ୍ମନ୍କେ ଦିଆସ୍ ।” ବଲି ସିସ୍ମନ୍କେ ଦେଲା । ଆରି, ସେ ଦୁଇଟା ମାଚ୍ ସବୁକେ ବାଟାକରି ଦେଲା ।
καὶ λαβὼν τοὺς πέντε ἄρτους καὶ τοὺς δύο ἰχθύας ἀναβλέψας εἰς τὸν οὐρανὸν εὐλόγησεν καὶ κατέκλασεν τοὺς ἄρτους καὶ ἐδίδου τοῖς μαθηταῖς ἵνα παρατιθῶσιν αὐτοῖς, καὶ τοὺς δύο ἰχθύας ἐμέρισεν πᾶσιν.
42 ୪୨ ତେଇ ସବୁଲକ୍ କାଇକରି ପେଟ୍ ପୁରାଇଲାଇ,
καὶ ἔφαγον πάντες καὶ ἐχορτάσθησαν·
43 ୪୩ ଆରି ସେମନ୍ ବାଙ୍ଗ୍ଲା ରୁଟି ଆରି ମାଚ୍ ରୁଣ୍ଡାଇ ବାର୍ଟା ଡାଲାଇ ପୁରୁନ୍ କଲାଇ ।
καὶ ἦραν κλάσματα δώδεκα κοφίνων πληρώματα καὶ ἀπὸ τῶν ἰχθύων.
44 ୪୪ ତେଇ କାଇଲା ଲକ୍ମନର୍ ବିତ୍ରେ ଅବ୍କା ମନସ୍ ପିଲାମନ୍ ପାଁଚ୍ ଅଜାର୍ ରଇଲାଇ ।
καὶ ἦσαν οἱ φαγόντες τοὺς ἄρτους πεντακισχίλιοι ἄνδρες.
45 ୪୫ ସେଦାପ୍ରେ ଜିସୁ ନିଜର୍ ସିସ୍ମନ୍କେ ଡଙ୍ଗାଇ ବସି ଗାଡ୍ ସେପାଟର୍ ବେତ୍ସାଇଦାଇ ତାର୍ ଆଗ୍ତୁ ଜିବାକେ କଇଲା, ଆରି ତେଇ ରଇଲା ଲକ୍ମନ୍କେ ନିଜର୍ ନିଜର୍ ଗର୍ମନ୍କେ ପାଟାଇ ଦେଲା ।
Καὶ εὐθὺς ἠνάγκασεν τοὺς μαθητὰς αὐτοῦ ἐμβῆναι εἰς τὸ πλοῖον καὶ προάγειν εἰς τὸ πέραν πρὸς Βηθσαϊδάν, ἕως αὐτὸς ἀπολύει τὸν ὄχλον.
46 ୪୬ ଜିସୁ ଲକ୍ମନ୍କେ ପାଟାଇଲା ପଚେ, ପାର୍ତନା କର୍ବାକେ କୁପ୍ଲିଉପ୍ରେ ଗାଲା ।
καὶ ἀποταξάμενος αὐτοῖς ἀπῆλθεν εἰς τὸ ὄρος προσεύξασθαι.
47 ୪୭ ରାତି ଅଇଲାକେ ଡଙ୍ଗା ସମ୍ଦୁର୍ ମଜାଇ ରଇଲା, ଆରି ସମ୍ଦୁର୍ ପାଲି ଜିସୁ ଗଟେକ୍ ଲକ୍ସେ ରଇଲା ।
καὶ ὀψίας γενομένης ἦν τὸ πλοῖον ἐν μέσῳ τῆς θαλάσσης, καὶ αὐτὸς μόνος ἐπὶ τῆς γῆς.
48 ୪୮ ମୁଆଟ୍ ବାଟେ ଅନି ପବନ୍ ଆଇତେ ରଇଲାଜେ ତାର୍ ସିସ୍ମନ୍ ଡଙ୍ଗା ଗାଟ୍ବାକେ କସ୍ଟ ଅଇବାଟା ଜିସୁ ଦେକ୍ଲା । କୁକ୍ଡା ଡାକେ ଜିସୁ ସମ୍ଦୁର୍ ଉପ୍ରେ ଇଣ୍ଡି ଇଣ୍ଡି ସେମନର୍ ଲଗେ ଗାଲା, ଆରି ସେମନ୍କେ ବାଟ୍ ଦେଇ ଜିବାଟା ସିସ୍ମନ୍ ଦେକ୍ଲାଇ ।
καὶ ἰδὼν αὐτοὺς βασανιζομένους ἐν τῷ ἐλαύνειν, ἦν γὰρ ὁ ἄνεμος ἐναντίος αὐτοῖς, περὶ τετάρτην φυλακὴν τῆς νυκτὸς ἔρχεται πρὸς αὐτοὺς περιπατῶν ἐπὶ τῆς θαλάσσης· καὶ ἤθελεν παρελθεῖν αὐτούς.
49 ୪୯ ମାତର୍ ସେମନ୍ ଜିସୁ ପାନିତେଇ ଇଣ୍ଡ୍ବାଟା ଦେକି ଡୁମା ବଲି ବାବି କିର୍କିର୍ଲାଇ ।
οἱ δὲ ἰδόντες αὐτὸν ἐπὶ τῆς θαλάσσης περιπατοῦντα ἔδοξαν ὅτι φάντασμά ἐστιν, καὶ ἀνέκραξαν·
50 ୫୦ କାଇକେବଇଲେ ସବୁଲକ୍ ତାକେ ଦେକି କିଲ୍ବିଲ୍ ଅଇଜାଇତେ ରଇଲାଇ । ସେଦାପ୍ରେ ଜିସୁ ସେମନର୍ ସଙ୍ଗ୍ କାତା ବାର୍ତା ଅଇ ସେମନ୍କେ କଇଲା, “ଡରାନାଇ ସାଆସ୍ ଦାରା, ଏଟାତା ମୁଇ ।”
πάντες γὰρ αὐτὸν εἶδαν καὶ ἐταράχθησαν. ὁ δὲ εὐθὺς ἐλάλησεν μετ’ αὐτῶν, καὶ λέγει αὐτοῖς Θαρσεῖτε, ἐγώ εἰμι, μὴ φοβεῖσθε.
51 ୫୧ ଆରି, ସେ ସେମନର୍ ଲଗେ ଜାଇ ଡଙ୍ଗାଇ ଚଗ୍ଲା, ଆରି ପବନ୍ ବନ୍ଦ୍ ଅଇଲା । ତେଇ ସେମନ୍ ମନେ ମନେ କାବା ଅଇଗାଲାଇ,
καὶ ἀνέβη πρὸς αὐτοὺς εἰς τὸ πλοῖον, καὶ ἐκόπασεν ὁ ἄνεμος· καὶ λίαν ἐκ περισσοῦ ἐν ἑαυτοῖς ἐξίσταντο·
52 ୫୨ କାଇକେବଇଲେ ପାଁଚ୍ଟା ରୁଟିର୍ ଗଟ୍ନାଇଅନି ଜିସୁ କେ ବଲି ବୁଜି ନ ରଇଲାଇଜେ ସେମନର୍ ବୁଦି ଗୁପିଜାଇରଇଲା ।
οὐ γὰρ συνῆκαν ἐπὶ τοῖς ἄρτοις, ἀλλ’ ἦν αὐτῶν ἡ καρδία πεπωρωμένη.
53 ୫୩ ଜିସୁ ଆରି ତାର୍ ସିସ୍ମନ୍ ଗାଡ୍ ଲଙ୍ଗି ଗିନେସରତ୍ ବାଟେ ଜାଇକରି କେଟ୍ଲାଇ ଆରି ଗାଡ୍ପାଲି ଡଙ୍ଗା ବାନ୍ଦ୍ଲାଇ ।
Καὶ διαπεράσαντες ἐπὶ τὴν γῆν ἦλθον εἰς Γεννησαρὲτ καὶ προσωρμίσθησαν.
54 ୫୪ ଆରି, ଡଙ୍ଗାଇ ଅନି ଉତର୍ଲା ଦାପ୍ରେ, ଲକ୍ମନ୍ ଜିସୁକେ ଚିନ୍ଲାଇ ।
καὶ ἐξελθόντων αὐτῶν ἐκ τοῦ πλοίου εὐθὺς ἐπιγνόντες αὐτὸν
55 ୫୫ ଆରି ସେମନ୍ ଜିସୁ ଆଇଲା କବର୍ ସୁନାଇବାକେ ସବୁ ଗାଏଁ ପାଲାଇଲାଇ । ସେ ଜନ୍ ଜନ୍ ଜାଗାଇ ଆଚେ ବଲି ସୁନ୍ଲାଇ, ସେ ଜାଗାଇ ଜରର୍ ଲକ୍ମନ୍କେ କଟ୍ ମିସ୍ତେ ବଇ ଆନ୍ବାର୍ ଦାର୍ଲାଇ ।
περιέδραμον ὅλην τὴν χώραν ἐκείνην καὶ ἤρξαντο ἐπὶ τοῖς κραβάττοις τοὺς κακῶς ἔχοντας περιφέρειν, ὅπου ἤκουον ὅτι ἐστίν.
56 ୫୬ ଆରି ସେ ଜେତେକ୍ ଜେତେକ୍ ଗାଉଁ, ସଅର୍ ଆରି ପୁଟ୍ ମନ୍କେ କେଟ୍ଲା, ଲକ୍ମନ୍ ସେ ସବୁ ଜାଗାଇ ଆଟ୍ ବଜାର୍ମନ୍କେ ରଗିମନ୍କେ ସଙ୍ଗଇଦେଇ, ସେମନ୍ ତାର୍ ଲୁଗା ଅଁଟିଟାନେ ଚିଇବୁ ବଲି ଜୁଆର୍ବିଆର୍ କଲାଇ । ଜେତେକ୍ ଲକ୍ ତାକେ ଚିଇଲାଇ, ସବୁଲକ୍ ନିକ ଅଇଲାଇ ।
καὶ ὅπου ἂν εἰσεπορεύετο εἰς κώμας ἢ εἰς πόλεις ἢ εἰς ἀγροὺς, ἐν ταῖς ἀγοραῖς ἐτίθεσαν τοὺς ἀσθενοῦντας, καὶ παρεκάλουν αὐτὸν ἵνα κἂν τοῦ κρασπέδου τοῦ ἱματίου αὐτοῦ ἅψωνται· καὶ ὅσοι ἂν ἥψαντο αὐτοῦ ἐσῴζοντο.