< ମାର୍‌କ 6 >

1 ଜିସୁ ସେ ଜାଗା ଚାଡି, ସାନ୍‌ବେଲେ ଅନି ବଡିଆଇଲା ନଅରେ ଆଇଲା, ଆରି ତାର୍‌ ସିସ୍‌ମନ୍‌ ମିସା ତାର୍‌ ସଙ୍ଗ୍‌ ଗାଲାଇ ।
Og han gik bort derfra. Og han kommer til sin Fædreneby, og hans Disciple følge ham.
2 ବିସ୍‌ରାମ୍‌ବାର୍‌ ଆଇଲାକେ, ସେ ଜିଉଦିମନର୍‌ ପାର୍‌ତନା ଗରେ ସିକିଆ ଦେବାର୍‌ ଦାର୍‌ଲା, ଆରି କେତେ କେତେ ଲକ୍‌ ତାର୍‌ କାତା ସୁନି କାବା ଅଇ କଇଲାଇ, “ଏ ଲକ୍‌ ଏ ସବୁଜାକ କନ୍ତି ଅନି ସିକ୍‌ଲା? ଆରି, ଆକେ ଏନ୍ତାରି ଗିଆନ୍‌ କେ ଦେଲା? ଆରି କେବେ ନ ଅଇବା କାମର୍‌ ବପୁ କନ୍ତିଅନି ପାଇଲା?
Og da det blev Sabbat, begyndte han at lære i Synagogen, og de mange, som hørte ham, bleve slagne af Forundring og sagde: „Hvorfra har han dog dette, og hvad er det for en Visdom, som er given ham, og hvilke kraftige Gerninger der dog sker ved hans Hænder!
3 ଏ ଲକ୍‌ତା ସେ ବାଡଇ । ସେ ମରିୟମର୍‌ ପଅ, ଜାକୁବ୍‌, ଜସି, ଜିଉଦା ଆରି ସିମନ୍‌ ତାର୍‌ ବାଇ ଅଇବାଇ । ଆର୍‌ ବଇନିମନ୍‌ ତା ଇତି ଆମର୍‌ ସଙ୍ଗ୍‌ ଆଚତ୍‌ ।” ଏନ୍ତାରି କ‍ଇକରି ସେମନ୍‌ ତାକେ ମାନତ୍‌ ନାଇ ।
Er denne ikke Tømmermanden, Marias Søn og Jakobs og Joses's og Judas's og Simons Broder? Og ere ikke hans Søstre her hos os?” Og de forargedes paa ham.
4 ତେଇ ଜିସୁ ସେମନ୍‌କେ କଇଲା, “ନିଜର୍‌ ନଅରର୍‌ କୁଟୁମର୍‌ ଲକ୍‌ମନ୍‌କେ ଆରି ନିଜର୍‌ ଗରର୍‌ ଲକ୍‌କେ ଚାଡି ବାକି ସବୁ ଜାଗାଇ ବାବବାଦିମନ୍‌କେ ସନ୍‌ମାନ୍‌ ମିଲ୍‌ସି ।”
Og Jesus sagde til dem: „En Profet er ikke foragtet uden i sit eget Fædreland og iblandt sine Slægtninge og i sit Hus.”
5 ସେଜାଗାଇ ଆରି କେତେଟା ରଗିମନ୍‌କେ ସେ ଆତ୍‌ ସଙ୍ଗ‍ଇକରି ନିକ କର୍‌ବାଟା ଚାଡି ଆରି କାଇ ନ ଅଇବା କାମ୍‌ କରିନାପାର୍‌ଲା । କାଇକେବଇଲେ ତେଇର୍‌ ଲକ୍‌ମନ୍‌ ତାକେ ବିସ୍‌ବାସ୍‌ କରତ୍‌ ନାଇ ।
Og han kunde ikke gøre nogen kraftig Gerning der; kun lagde han Hænderne paa nogle faa syge og helbredte dem.
6 ଆରି ତେଇର୍‌ ଲକ୍‌ମନ୍‌ ତାକେ ବିସ୍‌ବାସ୍‌ ନ କର୍‌ବାଟା ଦେକି ଜିସୁ କାବାଅଇଗାଲା ।
Og han forundrede sig over deres Vantro. Og han gik om i Landsbyerne der omkring og lærte.
7 ପଚେ ସେ ଚାରିବେଡ୍‌ତିର୍‌ ଗାଉଁ ମନ୍‌ ବୁଲି ବୁଲି ସିକିଆ ଦେବାର୍‌ ଦାର୍‌ଲା । ଏତ୍‌କି ବିତ୍‌ରେ ସେ ବାରଟା ସିସ୍‌ମନ୍‌କେ ଲଗେ ଡାକି, ଦୁଇ ଦୁଇ ଲକ୍‌କେ ପାଟାଇବାର୍‌ ଆରାମ୍‌ କଲା, ସେମନ୍‌କେ ଡୁମାମନ୍‌କେ ଚାଡାଇବାକେ ଅଦିକାର୍‌ ଦେଲା ।
Og han hidkalder de tolv, og han begyndte at udsende dem, to og to, og gav dem Magt over de urene Aander.
8 ଜିବାବେଲେ ଗଟେକ୍‌ ଡାଙ୍ଗ୍‌ ଚାଡି ବାଟ୍‌ କର୍‌ଚର୍‌ ପାଇ ରୁଟି କି ବେସ୍‌ନିଟାନେ ଡାବୁ ନ ନିଆ ବଲି ଆଦେସ୍‌ ଦେଲା ।
Og han bød dem, at de skulde intet tage med paa Vejen uden en Stav alene, ikke Brød, ikke Taske, ikke Kobber i Bæltet,
9 ମାତର୍‌ ସେମନ୍‌କେ ପାଣ୍ଡଇ ପିନ୍ଦ୍‌ବାକେ କଇଲା, ପିନ୍ଦିରଇବା ଚକା ଚାଡି ଆରି ଗଟେକ୍‌ ଚକା ନିଆନାଇ ବଲି କଇଲା ।
men have Sko paa og: „Ifører eder ikke to Kjortler!”
10 ୧୦ “ଜେଡେବେଲେ ତମ୍‌କେ ଜାର୍‌ ଗରେ ଡାକ୍‌ବାଇ ସେ ନଅର୍‌ ଚାଡିଜିବା ଜାକ ତେଇସେ ରୁଆ ।
Og han sagde til dem: „Hvor I komme ind i et Hus, der skulle I blive, indtil I drage bort fra Stedet.
11 ୧୧ ଜଦି କନ୍‌ ନଅରର୍‌ ଲକ୍‌ମନ୍‌ ତମ୍‌କେ ନ ନାମତ୍‌, ଆରି ତମର୍‌ କାତା ନ ସୁନତ୍‌, ସେ ଜାଗାଇ ଅନି ଆଇବା ବେଲେ ସେମନର୍‌ ବିରଦେ ସାକି ଇସାବେ, ତମର୍‌ ପାଦର୍‌ ଦୁଲି ପାପ୍‌ଡିଦିଆସ୍‌ । ଏଟାର୍‌ଲାଗି ସେ ନଅରର୍‌ ଲକ୍‌ମନ୍‌ ଜାନ୍‌ବାଇ ଜେ, ପର୍‌ମେସର୍‌ ସେମନ୍‌କେ ଡଣ୍ଡ୍‌ ଦେଇସି ।”
Og hvor man ikke vil modtage eder og ikke vil høre eder, der skulle I gaa bort fra og afryste Støvet under eders Fødder til Vidnesbyrd imod dem.”
12 ୧୨ ସିସ୍‌ମନ୍‌ ବାରଇ ଜାଇ ଲକ୍‌ମନ୍‌କେ “ତମର୍‌ ପାପ୍‌ ଟାନେଅନି ବାଉଡା ।” ବଲି ଜାନାଇଲାଇ ।
Og de gik ud og prædikede, at man skulde omvende sig.
13 ୧୩ କେତେକ୍‌ କେତେକ୍‌ ଲକ୍‌ମନର୍‌ ଟାନେଅନି ଡୁମା ଚାଡାଇଲାଇ, ଆରି କେତେକ୍‌ ରଗି ଲକ୍‌ମନ୍‌କେ ଚିକନ୍‌ ଲାଗାଇ ନିମାନ୍‌ କଲାଇ ।
Og de dreve onde Aander ud og salvede mange syge med Olie og helbredte dem.
14 ୧୪ ଜିସୁର୍‌ ନାଉଁ ସବୁବାଟେ ଉଡ୍‌ରା ଅଇଗାଲାକେ, ଏରଦ୍‌ ରାଜା ଜିସୁର୍‌ ବିସଇ ସୁନ୍‌ଲା, ଆରି ଲକ୍‌ମନ୍‌ କଇତେରଇଲାଇ, ଡୁବନ୍‌ ଦେଉ ଜଅନ୍‌ ମରିକରି ଉଟି ଆଚେ, ତେବର୍‌ପାଇ ଏ ସବୁ ନ ଅଇବା କାମର୍‌ ସକ୍‌ତି ତାର୍‌ଟାନେ କାମ୍‌ କଲାନି ।
Og Kong Herodes hørte det (thi hans Navn var blevet bekendt), og han sagde: „Johannes Døberen er oprejst fra de døde, og derfor virke Kræfterne i ham.”
15 ୧୫ ମାତର୍‌ ବିନ୍‌ ବିନ୍‌ ଲକ୍‌ମନ୍‌ କଇତେ ରଇଲାଇ, ଏ ଏଲିୟ, ଆରି କେ କେ କଇତେ ରଇଲାଇ, ଆଗର୍‌ ବାବବାଦି ମନର୍‌ପାରା ଗଟେକ୍‌ ଲକ୍‌ ।
Andre sagde: „Det er Elias;” men andre sagde: „Det er en Profet ligesom en af Profeterne.”
16 ୧୬ ମାତର୍‌ ଏରଦ୍‌ ଏଟା ସୁନି କଇଲା, “ମୁଇ ଜନ୍‌ ଜଅନର୍‌ ମୁଣ୍ଡ୍‌ କାଟାଇଲି, ସେ ମଲାତେଇଅନି ଉଟିଆଚେ!”
Men da Herodes hørte det, sagde han: „Johannes, som jeg har ladet halshugge, han er oprejst.”
17 ୧୭ ତେବେ ଏରଦ୍‌ ନିଜର୍‌ ବାଇ ପିଲିପର୍‌ ମାଇଜି ଏରଦିଆକେ ବିବା ଅଇ ରଇଲା । ତାକେ ସାର୍‌ଦା କର୍‌ବାକେ ନିଜେ ଏରଦ୍‌ ଲକ୍‌ମନ୍‌କେ ପାଟାଇ ଡୁବନ୍‌ ଦେଉ ଜଅନ୍‌କେ ଦାରି, ବାନ୍ଦିକରି ବନ୍ଦି କର୍‌ବାକେ ଆଦେସ୍‌ ଦେଲା ।
Thi Herodes havde selv sendt Bud og ladet Johannes gribe og kaste i Fængsel for sin Broder Filips Hustru, Herodias's Skyld; thi han havde taget hende til Ægte.
18 ୧୮ କାଇକେବଇଲେ ଜଅନ୍‌ ଏରଦ୍‌କେ ତର୍‌କେତର୍‌ କଇତେରଇଲା “ମସାର୍‌ ନିୟମ୍‌ ଇସାବେ ନିଜର୍‌ ବାଇର୍‌ ମାଇଜିକେ ସଙ୍ଗଇବାର୍‌ ତର୍‌ ବିଦି ନାଇ ।”
Johannes sagde nemlig til Herodes: „Det er dig ikke tilladt at have din Broders Hustru.”
19 ୧୯ ଏନ୍ତାରି କଇଲାକେ ଏରଦିଆ ଜଅନ୍‌କେ ରିସା ଅଇ ତାକେ ମରାଇବାକେ ମନ୍‌ କର୍‌ତେରଇଲା, ମାତର୍‌ ନାପାର୍‌ତେ ରଇଲା ।
Men Herodias bar Nag til ham og vilde gerne slaa ham ihjel, og hun kunde det ikke.
20 ୨୦ କାଇକେବଇଲେ ଏରଦ୍‌ ଜଅନ୍‌କେ ଗଟେକ୍‌ ଦରମ୍‌ ଆରି ସୁକଲ୍‌ ଲକ୍‌ ବଲି ଜାନି ଡର୍‌ତେ ରଇଲା, ଆରି ତାକେ ରକିଆ କର୍‌ବାକେ ଚେସ୍‌ଟା କର୍‌ତେରଇଲା । ଜେଡେବେଲେ ମିସା ତାର୍‌ କାତା ସୁନ୍‌ତେରଇଲା, ବେସି କିଲ୍‌ବିଲ୍‌ ଅଇତେରଇଲା । ଏଲେମିସା ସେଟା ସାର୍‌ଦା ସଙ୍ଗ୍‌ ସୁନ୍‌ତେରଇଲା ।
Thi Herodes frygtede for Johannes, fordi han vidste, at han var en retfærdig og hellig Mand, og han holdt sin Haand over ham; og naar han hørte ham, var han tvivlraadig om mange Ting, og han hørte ham gerne.
21 ୨୧ ପଚେ ଏରଦିଆର୍‌ ଜାଗ୍‌ତେ ର‍ଇବା ଦିନ୍‌ କେଟିଆଇଲା । ଏରଦର୍‌ ଜନମ୍‌ ଦିନେ, ନିଜର୍‌ ମନ୍ତ୍‍ରି ମନ୍‌କେ ଆରି ମୁକିଅ ମୁକିଅ ସେନାପତି ଆରି ଗାଲିଲିର୍‌ ବଡ୍‌ବଡ୍‌ ଲକ୍‌ମନ୍‌କେ ଡାକି, ରାତିଆ ଗଟେକ୍‌ ବଜିକଲା ।
Og da der kom en belejlig Dag, da Herodes paa sin Fødselsdag gjorde et Gæstebud for sine Stormænd og Krigsøversterne og de ypperste i Galilæa,
22 ୨୨ ତେଇ ଏରଦିଆର୍‌ ଟକି ବିତ୍‌ରେ ପୁରି ଏରଦ୍‌ ଆରି ତାର୍‌ ସଙ୍ଗ୍‌ ବସି କାଇବା ଲକ୍‌ମନ୍‌କେ ନାଟ୍‌କରି ମନ୍‌ଚାଇ ଦେଲା । ରାଜା ଟକିକେ କଇଲା, “ତୁଇ ଜାଇଟା ମନ୍‌ କଲୁସ୍‌ନି ସେଟା ମାଙ୍ଗ୍‌, ମୁଇ ତକେ ଦେବି ।”
og da selve Herodias's Datter kom ind og dansede, behagede hun Herodes og Gæsterne. Og Kongen sagde til Pigen: „Bed mig, om hvad som helst du vil, saa vil jeg give dig det.”
23 ୨୩ ଆରି ଏରଦ୍‌ ତାର୍‌ ଲଗେ ପର୍‌ମାନ୍‌ କଲା, “ତୁଇ ଆମ୍‌କେ ଜାଇଟା ମାଙ୍ଗ୍‌ଲେ ମିସା, ମୁଇ ରାଇଜର୍‌ ଅଦ୍‌ ବାଗ୍‌ ଜାକ ତକେ ଦେଇ ଦେବି ।”
Og han svor hende til og sagde: „Hvad som helst du beder om, vil jeg give dig, indtil Halvdelen af mit Rige.”
24 ୨୪ ତେଇଅନି ସେ ବାରଇଜାଇ ତାର୍‌ ମାଆକେ ପାଚାର୍‌ଲା, “ମୁଇ କାଇଟା ମାଙ୍ଗ୍‌ବି?” ତାର୍‌ ମାଆ କଇଲା, “ଡୁବନ୍‌ ଦେଉ ଜଅନର୍‌ ମୁଣ୍ଡ୍‌ ମାଙ୍ଗ୍‌ ।”
Og hun gik ud og sagde til sin Moder: „Hvad skal jeg bede om?” Men hun sagde: „Om Johannes Døberens Hoved.”
25 ୨୫ ସେଦାପ୍‌ରେ ଟକି ରାଜାର୍‌ ଲଗେ ଆସି ଏଟା କଇ ମାଙ୍ଗ୍‌ଲା, “ତୁଇ ମକେ ଏବେ ଡୁବନ୍‌ ଦେଉ ଜଅନର୍‌ ମୁଣ୍ଡ୍‌ ଗଟେକ୍‌ ତାଲାଇ କାଟି ଦେ ।”
Og hun gik straks skyndsomt ind til Kongen, bad og sagde: „Jeg vil, at du straks giver mig Johannes Døberens Hoved paa et Fad.”
26 ୨୬ ସେକାତା ସୁନି ରାଜା ବେସି ଦୁକ୍‌ କଲା ମାତର୍‌ ନିଜେ କାତା ଦେଇର‍ଇଲାଟା ଆରି କାଇବାକେ ବସି ରଇବା ଲକ୍‌ମନର୍‌ମୁଆଟେ ମାଙ୍ଗ୍‌ଲାଟା ନାଇ ବଲି କ‍ଇବାକେ ମନ୍‌ କରେନାଇ ।
Og om end Kongen blev meget bedrøvet, vilde han dog for Edernes og Gæsternes Skyld ikke afvise hende.
27 ୨୭ ତେବେ ରାଜା ସେଦାପ୍‌ରେ ଗଟେକ୍‌ ସଇନକେ ପାଟାଇ ତାର୍‌ ମୁଣ୍ଡ୍‌ ଆନ୍‌ବାକେ ଆଦେସ୍‌ ଦେଲା, ତେଇ ସଇନ ବନ୍ଦି ଗରେ ଜାଇ, ଡୁବନ୍‌ ଦେଉ ଜଅନର୍‌ ମୁଣ୍ଡ୍‌ କାଟ୍‌ଲା ।
Og Kongen sendte straks en af Vagten og befalede at bringe hans Hoved.
28 ୨୮ ଆରି ସେ ମୁଣ୍ଡ୍‌ ଗଟେକ୍‌ ତାଲାଇ ଆନି ଟକିକେ ଦେଲା, ଆରି ଟକି ଡୁବନ୍‌ ଦେଉ ଜଅନର୍‌ ମୁଣ୍ଡ୍‌ ନେଇ ତାର୍‌ ମାକେ ଦେଲା ।
Og denne gik hen og halshuggede ham i Fængselet; og han bragte hans Hoved paa et Fad og gav det til Pigen, og Pigen gav det til sin Moder.
29 ୨୯ ଜଅନର୍‌ ସିସ୍‌ମନ୍‌ ତେଇର୍‌ କବର୍‌ ସୁନି ଆଇଲାଇ, ଆରି ମଲା ମଡ୍‌କେ ନେଇ ମସ୍‌ନେ ତପ୍‌ଲାଇ ।
Og da hans Disciple hørte det, kom de og toge hans Lig og lagde det i en Grav.
30 ୩୦ ପଚେ ପେରିତ୍‌ମନ୍‌ ଜିସୁର୍‌ ଲଗେ ରୁଣ୍ଡ୍‌ଲାଇ, ଆରି ସେମନ୍‌ ଜନ୍‌ ଜନ୍‌ଟା କରି ରଇଲାଇ, ଆରି ଜାଇ ଜାଇଟା ସିକାଇ ଦେଇରଇଲାଇ, ସେସବୁ ତାକେ ଜାନାଇଲାଇ ।
Og Apostlene samle sig om Jesus, og de forkyndte ham alt, hvad de havde gjort, og hvad de havde lært.
31 ୩୧ ସେଡ୍‌କି ବେଲେ ଜିସୁ ସେମନ୍‌କେ କଇଲା, “ତମେମନ୍‌ ମର୍‌ସଙ୍ଗ୍‌ ଆସା ଆମେ ଗଟେକ୍‌ କିନରା ଜାଗାଇ ଜାଇ ଚନେକ୍‌ ବିସ୍‌ରାମ୍‌ କରୁ ।” କାଇକେବଇଲେ କେତେକ୍‌ କେତେକ୍‌ ଲକ୍‌ ଆସ୍‌ ଜା ଅଇତେରଇଲାଇଜେ ସେମନ୍‌କେ କାଇବାକେ ମିସା ସୁଜଗ୍‌ ନ ମିଲ୍‌ତେ ରଇଲା ।
Og han siger til dem: „Kommer nu I med afsides til et øde Sted og hviler eder lidt;” thi der var mange, som gik til og fra, og de havde ikke engang Ro til at spise.
32 ୩୨ ତେବେ ଜିସୁ ଆରି ତାର୍‌ ସିସ୍‌ମନ୍‌ ବାରଇ ବେଗ୍‌ଲି ଜାଇ ଡଙ୍ଗାଇ ବସି ଗଟେକ୍‌ କିନରା ଜାଗାଇ ଗାଲାଇ ।
Og de droge bort i Skibet til et øde Sted afsides.
33 ୩୩ ମାତର୍‌ ସେମନ୍‌ ବାରଇ ଜିବାଟା ବେସିଲକ୍‌ ଦେକି ଚିନ୍‌ଲାଇ, ଆରି ସବୁ ନଅରେ ଅନି ଲକ୍‌ମନ୍‌ ପାଲାଇ ପାଲାଇ ଜାଇ ସେମନର୍‌ ଆଗ୍‍ତୁ କେଟ୍‌ଲାଇ ।
Og man saa dem drage bort, og mange kendte dem, og til Fods strømmede de sammen derhen fra alle Byerne og kom før end de.
34 ୩୪ ଜିସୁ ଡଙ୍ଗାଇଅନି ବାରଇ, ବେସି ଲକ୍‌ମନ୍‌କେ ଦେକି ତାର୍‍ ଜିବନ୍‌ ଦୁକାଇ ଦୟାକଲା । କାଇକେବଇଲେ ସେମନ୍‌ ଗଉଡ୍‌ ନ ରଇଲା ମେଣ୍ଡାରାସି ପାରା ରଇଲାଇ ଆରି ସେ ସେମନ୍‌କେ କେତେକ୍‌ ବିସଇ ସିକିଆ ଦେବାର୍‌ଦାର୍‌ଲା ।
Og da han gik i Land, saa han en stor Skare, og han ynkedes inderligt over dem; thi de vare som Faar, der ikke have Hyrde; og han begyndte at lære dem meget.
35 ୩୫ ଏତ୍‌କି ବିତ୍‌ରେ ବେଲ୍‌ ବସି ଆଇବାକେ ସିସ୍‌ମନ୍‌ ଆସି ଜିସୁକେ କଇଲାଇ, “ଏ ଜାଗା ତା ଚିମ୍‌ରା ଜାଗା ଆରି ବେଲ୍‌ ମିସା ବସିଆଇଲାନି,
Og da Tiden allerede var fremrykket, kom hans Disciple til ham og sagde: „Stedet er øde, og Tiden er allerede fremrykket.
36 ୩୬ ତେବର୍‌ପାଇ ଲକ୍‌ମନ୍‌କେ ପାଟାଇ ଦିଆସ୍‌ । ଜେନ୍ତି କି ସେମନ୍‌ ଚାରିବେଡ୍‌ତିର୍‌ ଗାଉଁ ମନ୍‌କେ ଜାଇ ନିଜର୍‌ ନିଜର୍‌ ପାଇ କାଇବାକେ କାଇଟା ମିସା ଗେନତ୍‌ ।”
Lad dem gaa bort, for at de kunne gaa hen i de omliggende Gaarde og Landsbyer og købe sig noget at spise.”
37 ୩୭ ମାତର୍‌ ଜିସୁ ସେମନ୍‌କେ କ‍ଇଲା, “ତମେ ସେମନ୍‌କେ କାଇଟା ମିସା କାଇବାକେ ଦିଆସ୍‌ ।” ସେମନ୍‌ ତାକେ କଇଲାଇ, “ଆମେ ଜାଇ ଆଟ୍‌ ମାସର୍‌ କୁଲି ଡାବୁ ନେଇ ଏମନ୍‌କେ ରୁଟି ଗେନିଆନି କୁଆଇବୁ କି?”
Men han svarede og sagde til dem: „Giver I dem at spise!” Og de sige til ham: „Skulle vi gaa hen og købe Brød for to Hundrede Denarer og give dem at spise?”
38 ୩୮ ଜିସୁ ସେମନ୍‌କେ କଇଲା, “ତମର୍‌ ଲଗେ କେତେଟା ରୁଟି ଆଚେ? ଜାଇ ଦେକା ।” ସେମନ୍‌ ଦେକିଆସି ତାକେ କଇଲାଇ, “ପାଁଚ୍‌ଟା ରୁଟି ଆରି ଦୁଇଟା ମାଚ୍‌ ।”
Men han siger til dem: „Hvor mange Brød have I? Gaar hen og ser efter!” Og da de havde faaet det at vide, sige de: „Fem, og to Fisk.”
39 ୩୯ ତେଇ ସବୁଲକ୍‌ ଜେନ୍ତି ଦଲ୍‌ଦଲ୍‌ ଅଇ କଅଁଲି ଗାଁସ୍‌ ଉପ୍‌ରେ ବସ୍‌ବାଇ, ଏଟାର୍‌ପାଇ ଜିସୁ ତାର୍‌ ସିସ୍‌ମନ୍‌କେ ତିଆର୍‌ଲା ।
Og han bød dem at lade dem alle sætte sig ned i smaa Flokke i det grønne Græs.
40 ୪୦ ସେମନ୍‌ ସଏ ସଏ ଆରି ପଚାସ୍‌ ପଚାସ୍‌ ଲକ୍‌ ଦାଡି ଦାଡି ଅଇ ବସ୍‌ଲାଇ ।
Og de satte sig ned, Hob ved Hob, somme paa hundrede og somme paa halvtredsindstyve.
41 ୪୧ ପଚେ ଜିସୁ ପାଁଚ୍‌ଟା ରୁଟି ଆରି ଦୁଇଟା ମାଚ୍‌ ଦାରି ସରଗ୍‌ ବାଟେ ଦେକି ପର୍‌ମେସର୍‌କେ ଦନିଅବାଦ୍‌ ଦେଲା, ଆରି “ରୁଟି ବାଙ୍ଗାଇ ଲକ୍‌ମନ୍‌କେ ଦିଆସ୍‌ ।” ବଲି ସିସ୍‌ମନ୍‌କେ ଦେଲା । ଆରି, ସେ ଦୁଇଟା ମାଚ୍‌ ସବୁକେ ବାଟାକରି ଦେଲା ।
Og han tog de fem Brød og de to Fisk, saa op til Himmelen og velsignede; og han brød Brødene og gav sine Disciple dem at lægge for dem, og han delte de to Fisk til dem alle.
42 ୪୨ ତେଇ ସବୁଲକ୍‌ କାଇକରି ପେଟ୍‌ ପୁରାଇଲାଇ,
Og de spiste alle og bleve mætte.
43 ୪୩ ଆରି ସେମନ୍‌ ବାଙ୍ଗ୍‌ଲା ରୁଟି ଆରି ମାଚ୍‌ ରୁଣ୍ଡାଇ ବାର୍‌ଟା ଡାଲାଇ ପୁରୁନ୍‌ କଲାଇ ।
Og de optoge tolv Kurve fulde af Stykker, ogsaa af Fiskene.
44 ୪୪ ତେଇ କାଇଲା ଲକ୍‌ମନର୍‌ ବିତ୍‌ରେ ଅବ୍‌କା ମନସ୍‌ ପିଲାମନ୍‌ ପାଁଚ୍‌ ଅଜାର୍‌ ରଇଲାଇ ।
Og de, som spiste Brødene, vare fem Tusinde Mænd.
45 ୪୫ ସେଦାପ୍‌ରେ ଜିସୁ ନିଜର୍‌ ସିସ୍‌ମନ୍‌କେ ଡଙ୍ଗାଇ ବସି ଗାଡ୍‌ ସେପାଟର୍‌ ବେତ୍‌ସାଇଦାଇ ତାର୍‌ ଆଗ୍‌ତୁ ଜିବାକେ କଇଲା, ଆରି ତେଇ ରଇଲା ଲକ୍‌ମନ୍‌କେ ନିଜର୍‌ ନିଜର୍‌ ଗର୍‌ମନ୍‌କେ ପାଟାଇ ଦେଲା ।
Og straks nødte han sine Disciple til at gaa om Bord i Skibet og i Forvejen sætte over til hin Side, til Bethsajda, medens han selv lod Skaren gaa bort.
46 ୪୬ ଜିସୁ ଲକ୍‌ମନ୍‌କେ ପାଟାଇଲା ପଚେ, ପାର୍‌ତନା କର୍‌ବାକେ କୁପ୍‌ଲିଉପ୍‌ରେ ଗାଲା ।
Og da han havde taget Afsked med dem, gik han op paa Bjerget for at bede.
47 ୪୭ ରାତି ଅଇଲାକେ ଡଙ୍ଗା ସମ୍‌ଦୁର୍‌ ମଜାଇ ରଇଲା, ଆରି ସମ୍‌ଦୁର୍‌ ପାଲି ଜିସୁ ଗଟେକ୍‌ ଲକ୍‌ସେ ରଇଲା ।
Og da det var blevet silde, var Skibet midt paa Søen og han alene paa Landjorden.
48 ୪୮ ମୁଆଟ୍‌ ବାଟେ ଅନି ପବନ୍‌ ଆଇତେ ରଇଲାଜେ ତାର୍‌ ସିସ୍‌ମନ୍‌ ଡଙ୍ଗା ଗାଟ୍‌ବାକେ କସ୍‌ଟ ଅଇବାଟା ଜିସୁ ଦେକ୍‌ଲା । କୁକ୍‌ଡା ଡାକେ ଜିସୁ ସମ୍‌ଦୁର୍‌ ଉପ୍‌ରେ ଇଣ୍ଡି ଇଣ୍ଡି ସେମନର୍‌ ଲଗେ ଗାଲା, ଆରି ସେମନ୍‌କେ ବାଟ୍‌ ଦେଇ ଜିବାଟା ସିସ୍‌ମନ୍‌ ଦେକ୍‌ଲାଇ ।
Og da han saa, at de havde deres Nød med at ro (thi Vinden var dem imod), kommer han ved den fjerde Nattevagt til dem vandrende paa Søen. Og han vilde gaa dem forbi.
49 ୪୯ ମାତର୍‌ ସେମନ୍‌ ଜିସୁ ପାନିତେଇ ଇଣ୍ଡ୍‌ବାଟା ଦେକି ଡୁମା ବଲି ବାବି କିର୍‌କିର୍‌ଲାଇ ।
Men da de saa ham vandre paa Søen, mente de, at det var et Spøgelse, og de skrege.
50 ୫୦ କାଇକେବଇଲେ ସବୁଲକ୍‌ ତାକେ ଦେକି କିଲ୍‌ବିଲ୍‌ ଅଇଜାଇତେ ରଇଲାଇ । ସେଦାପ୍‌ରେ ଜିସୁ ସେମନର୍‌ ସଙ୍ଗ୍‌ କାତା ବାର୍‌ତା ଅଇ ସେମନ୍‌କେ କଇଲା, “ଡରାନାଇ ସାଆସ୍‌ ଦାରା, ଏଟାତା ମୁଇ ।”
Thi de saa ham alle og bleve forfærdede. Men han talte straks med dem og sagde til dem: „Værer frimodige, det er mig, frygter ikke!”
51 ୫୧ ଆରି, ସେ ସେମନର୍‌ ଲଗେ ଜାଇ ଡଙ୍ଗାଇ ଚଗ୍‌ଲା, ଆରି ପବନ୍‌ ବନ୍ଦ୍‌ ଅଇଲା । ତେଇ ସେମନ୍‌ ମନେ ମନେ କାବା ଅଇଗାଲାଇ,
Og han steg op i Skibet til dem, og Vinden lagde sig, og de forfærdedes over al Maade ved sig selv.
52 ୫୨ କାଇକେବଇଲେ ପାଁଚ୍‌ଟା ରୁଟିର୍‌ ଗଟ୍‍ନାଇଅନି ଜିସୁ କେ ବଲି ବୁଜି ନ ରଇଲାଇଜେ ସେମନର୍‌ ବୁଦି ଗୁପିଜାଇରଇଲା ।
Thi de havde ikke faaet Forstand af det, som var sket med Brødene; men deres Hjerte var forhærdet.
53 ୫୩ ଜିସୁ ଆରି ତାର୍‌ ସିସ୍‌ମନ୍‌ ଗାଡ୍‌ ଲଙ୍ଗି ଗିନେସରତ୍‌ ବାଟେ ଜାଇକରି କେଟ୍‌ଲାଇ ଆରି ଗାଡ୍‌ପାଲି ଡଙ୍ଗା ବାନ୍ଦ୍‌ଲାଇ ।
Og da de vare farne over til Landet, kom de til Genezareth og lagde til der.
54 ୫୪ ଆରି, ଡଙ୍ଗାଇ ଅନି ଉତର୍‌ଲା ଦାପ୍‌ରେ, ଲକ୍‌ମନ୍‌ ଜିସୁକେ ଚିନ୍‌ଲାଇ ।
Og da de traadte ud af Skibet, kendte man ham straks.
55 ୫୫ ଆରି ସେମନ୍‌ ଜିସୁ ଆଇଲା କବର୍‌ ସୁନାଇବାକେ ସବୁ ଗାଏଁ ପାଲାଇଲାଇ । ସେ ଜନ୍‌ ଜନ୍‌ ଜାଗାଇ ଆଚେ ବଲି ସୁନ୍‌ଲାଇ, ସେ ଜାଗାଇ ଜରର୍‌ ଲକ୍‌ମନ୍‌କେ କଟ୍‌ ମିସ୍‌ତେ ବଇ ଆନ୍‌ବାର୍‌ ଦାର୍‌ଲାଇ ।
Og de løb om i hele den Egn og begyndte at bringe de syge paa deres Senge omkring, hvor de hørte, at han var.
56 ୫୬ ଆରି ସେ ଜେତେକ୍‌ ଜେତେକ୍‌ ଗାଉଁ, ସଅର୍‌ ଆରି ପୁଟ୍‌ ମନ୍‌କେ କେଟ୍‌ଲା, ଲକ୍‌ମନ୍‌ ସେ ସବୁ ଜାଗାଇ ଆଟ୍‌ ବଜାର୍‌ମନ୍‌କେ ରଗିମନ୍‌କେ ସଙ୍ଗଇଦେଇ, ସେମନ୍‌ ତାର୍‌ ଲୁଗା ଅଁଟିଟାନେ ଚିଇବୁ ବଲି ଜୁଆର୍‌ବିଆର୍‌ କଲାଇ । ଜେତେକ୍‌ ଲକ୍‌ ତାକେ ଚିଇଲାଇ, ସବୁଲକ୍‌ ନିକ ଅଇଲାଇ ।
Og hvor som helst han gik ind i Landsbyer eller Byer eller Gaarde, lagde de de syge paa Torvene og bade ham om, at de maatte røre blot ved Fligen af hans Klædebon; og alle de, som rørte ved ham, bleve helbredede.

< ମାର୍‌କ 6 >