< ମାର୍କ 5 >
1 ୧ ଜିସୁ ଆରି ତାର୍ ସିସ୍ମନ୍ ସମ୍ଦୁର୍ ସେପାଟେ ରଇବା ଗରାସିୟମନର୍ ଜାଗାଇ କେଟ୍ଲାଇ ।
ⲁ̅ⲁⲩⲱ ⲁⲩⲙⲟⲟϣⲉ ⲉⲡⲉⲕⲣⲟ ⲛⲧⲉⲑⲁⲗⲁⲥⲥⲁ ⲉⲧⲉⲭⲱⲣⲁ ⲛⲛⲅⲉⲣⲁⲥⲏⲛⲟⲥ
2 ୨ ଜିସୁ ଡଙ୍ଗାଇଅନି ଉତର୍ଲା ଦାପ୍ରେ ଗଟେକ୍ ଡୁମା ଦାରିରଇବା ଲକ୍ ମସ୍ନେ ଅନି ବାରଇ ତାକେ ବେଟ୍ଅଇବାକେ ଆଇଲା ।
ⲃ̅ⲁⲩⲱ ⲛⲧⲉⲣⲉϥⲫⲱϭⲉ ⲉⲡⲉⲕⲣⲟ ⲛⲧⲉⲩⲛⲟⲩ ⲁϥⲧⲱⲙⲛⲧ ⲉⲣⲟϥ ⲛϭⲓ ⲟⲩⲣⲱⲙⲉ ⲉϥⲛⲏⲩ ⲉⲃⲟⲗ ϩⲛ ⲛⲉⲙϩⲁⲟⲩ ⲉⲣⲉⲟⲩⲡⲛⲁ ⲛⲁⲕⲁⲑⲁⲣⲧⲟⲛ ⲛⲙⲙⲁϥ
3 ୩ ସେ ଲକ୍ ମସ୍ନେ ବାସାଅଇରଇଲା, ଆରି କେ ମିସା ତାକେ ସିକିଲି ସଙ୍ଗ୍ ବାନ୍ଦି ନାପାର୍ତେ ରଇଲାଇ ।
ⲅ̅ⲉϥϣⲟⲟⲡ ϩⲛ ⲛⲉⲙϩⲁⲟⲩ ⲉⲙⲡⲉϣⲗⲁⲁⲩ ϭⲉ ϭⲙϭⲟⲙ ⲉⲙⲟⲣϥ ϩⲛ ϩⲁⲗⲩⲥⲓⲥ ⲉⲃⲟⲗ
4 ୪ ତାକେ କେତେକ୍ ତର୍ ଗଡେ କଡୁ ଆରି ଆତେ ସିକିଲି ସଙ୍ଗ୍ ବାନ୍ଦ୍ଲେ ମିସା, ସେ ସିକିଲି ସବୁ ଚିଡାଇ ଦେଇ, କଡୁ ସବୁ ବାଙ୍ଗାଇ ପାକାଇତେ ରଇଲା । ତାକେ ବାନ୍ଦି ସଙ୍ଗଇବାକେ କାର୍ ମିସା ବପୁ ନ ରଇଲା ।
ⲇ̅ϫⲉ ⲁⲩⲙⲟⲣϥ ⲛϩⲁϩ ⲛⲥⲟⲡ ⲛϩⲉⲛⲡⲁⲓⲇⲉⲥ ⲛⲙϩⲉⲛϩⲁⲗⲩⲥⲓⲥ ⲁⲩⲱ ϣⲁϥⲥⲗⲡⲛϩⲁⲗⲩⲥⲓⲥ ⲛϥⲟⲩⲉϭⲡ ⲙⲡⲁⲓⲇⲉⲥ ⲉⲙⲡⲉϣⲗⲁⲁⲩ ϭⲙϭⲟⲙ ⲉⲣⲟϥ
5 ୫ ସେ ଦିନ୍ ରାତି ସବୁବେଲେ ମସ୍ନେ ଆରି କୁପ୍ଲିତେଇ ରଇ କିର୍କିର୍ତେ ରଇଲା, ଆରି ପାକ୍ନା ସଙ୍ଗ୍ ଗାଗ୍ଡେ ମୁଣ୍ଡେ ମାରିଅଇ କଣ୍ଡିଆ ବଣ୍ଡିଆ ଅଇଜାଇତେରଇଲା ।
ⲉ̅ⲁⲩⲱ ⲟⲩⲟⲉⲓϣ ⲛⲓⲙ ⲛⲧⲉⲩϣⲏ ⲙⲛ ⲡⲉϩⲟⲟⲩ ⲛⲉϥϩⲛ ⲛⲉⲙϩⲁⲟⲩ ⲁⲩⲱ ϩⲛ ⲛⲧⲟⲩⲓⲏ ⲉϥϫⲓϣⲕⲁⲕ ⲉⲃⲟⲗ ⲉⲩϩⲓⲟⲩⲉ ⲉⲣⲟϥ ϩⲛ ⲛⲱⲛⲉ
6 ୬ ସେ ଜିସୁକେ ଦୁରିକେ ଅନି ଦେକି ପାଲାଇ ଆସି ତାର୍ ମୁଆଟେ ଅଦର୍ଲା ।
ⲋ̅ⲛⲧⲉⲣⲉϥⲛⲁⲩ ⲉⲓⲏⲥ ϩⲙ ⲡⲟⲩⲉ ⲁϥⲡⲱⲧ ⲁϥⲡⲁϩⲧϥ ϩⲁⲣⲁⲧϥ ⲁϥⲟⲩⲱϣⲧ ⲛⲁϥ
7 ୭ ଆରି ଆଉଲି ଅଇ କିର୍କିରି କରି କଇଲା, “ଏ ସବୁର୍ ଟାନେଅନି ବଡ୍ ପର୍ମେସରର୍ ପ ଜିସୁ, ମର୍ ଟାନେ ତମର୍ କାଇ କାମ୍ ଆଚେ? ମୁଇ ତମ୍କେ ପର୍ମେସରର୍ ନାଉଁ ଦାରି ଗୁଆରି କରି କଇଲିନି, ମକେ କସ୍ଟ ଦିଆନାଇ ।”
ⲍ̅ⲁϥⲱϣ ⲇⲉ ⲉⲃⲟⲗ ϩⲛ ⲟⲩⲛⲟϭ ⲛϩⲣⲟⲟⲩ ⲉϥϫⲱ ⲙⲙⲟⲥ ϫⲉ ⲁϩⲣⲟⲕ ⲛⲙⲙⲁⲓ ⲓⲏⲥ ⲡϣⲏⲣⲉ ⲙⲡⲛⲟⲩⲧⲉ ⲉⲧϫⲟⲥⲉ ϯⲱⲣⲕ ⲉⲣⲟⲕ ⲙⲡⲛⲟⲩⲧⲉ ϫⲉ ⲛⲛⲉⲕⲃⲁⲥⲁⲛⲓⲍⲉ ⲙⲙⲟⲓ
8 ୮ କାଇକେବଇଲେ ଜିସୁ ତାକେ ଆଗ୍ତୁ କଇତେରଇଲା, “ଏରେ ଡୁମା, ଏ ଲକର୍ଟାନେଅନି ବାରଇ ଜା ।”
ⲏ̅ⲛⲉⲣⲉⲓⲏⲥ ⲅⲁⲣ ϫⲱ ⲙⲙⲟⲥ ⲛⲁϥ ϫⲉ ⲁⲙⲟⲩ ⲉⲃⲟⲗ ⲙⲡⲣⲱⲙⲉ ⲡⲉⲡⲛⲁ ⲛⲁⲕⲁⲑⲁⲣⲧⲟⲛ
9 ୯ ଆରି, ଜିସୁ ତାକେ ପାଚାର୍ଲା, “ତର୍ ନାଉଁ କାଇ ନାଉଁ?” ସେ ତାକେ କଇଲା, “ମର୍ ନାଉଁ ବାଇନି ଡୁମା, ଏନ୍ତି ଆମେ ଜବର୍ ଆଚୁ ।”
ⲑ̅ⲁⲩⲱ ⲛⲉϥϫⲛⲟⲩ ⲙⲙⲟϥ ϫⲉ ⲛⲓⲙ ⲉⲣⲛⲧⲕ ⲡⲉϫⲁϥ ⲛⲁϥ ϫⲉ ⲗⲉⲅⲓⲱⲛ ⲡⲉ ⲡⲣⲁⲛ ϫⲉ ⲧⲛϫⲕϩⲁϩ
10 ୧୦ ଆରି, ସେ ଲକ୍ ଜେନ୍ତିକି ସେମନ୍କେ ସେ ଜାଗାଇ ଅନି ବାଇରେ ନ ପାଟାଅ ବଲି, ଜିସୁକେ ତର୍କେ ତର୍ ଜୁଆର୍ ବିଆର୍ କଲା ।
ⲓ̅ⲁⲩⲱ ⲁⲩⲥⲉⲡⲥⲱⲡϥ ⲉⲙⲁⲧⲉ ϫⲉⲕⲁⲥ ⲛⲛⲉϥⲛⲟϫⲟⲩ ⲉⲃⲟⲗ ⲛⲧⲉⲭⲱⲣⲁ
11 ୧୧ ସେ ଲଗର୍ କୁପ୍ଲି ପାଲିକେ ବେସି ଗୁସ୍ରି ମାନ୍ଦା ଚାର୍ତେରଇଲାଇ ।
ⲓ̅ⲁ̅ⲛⲉⲥⲙⲡⲙⲁ ⲇⲉ ⲉⲧⲙⲙⲁⲩ ϩⲁⲣⲁⲧϥ ⲙⲡⲧⲟⲟⲩ ⲛϭⲓ ⲟⲩⲛⲟϭ ⲛⲁⲅⲉⲗⲏ ⲣⲣⲓⲣ ⲉⲩⲙⲟⲟⲛⲉ ⲙⲙⲟⲥ
12 ୧୨ ଆରି ଡୁମାମନ୍ ଜିସୁକେ ଜୁଆର୍ ବିଆର୍ କରି କଇଲାଇ, “ସେ ଗୁସ୍ରିମନର୍ ବିତ୍ରେ ପୁର୍ବାକେ ଆମ୍କେ ପାଟାଆ ।”
ⲓ̅ⲃ̅ⲁⲩⲱ ⲁⲩⲥⲉⲡⲥⲱⲡϥ ⲉⲩϫⲱ ⲙⲙⲟⲥ ⲛⲁϥ ϫⲉ ϫⲟⲟⲩⲛ ⲉϩⲟⲩⲛ ⲉⲛⲉϣⲁⲩ
13 ୧୩ ଜିସୁ ସେମନ୍କେ ଆଦେସ୍ ଦେଲାଦାପ୍ରେ, ସେ ଲକର୍ ଲଗେଅନି ଡୁମାମନ୍ ବାରଇକରି ଗୁସ୍ରିମନର୍ ବିତ୍ରେ ପୁର୍ଲାଇ । ସେଡ୍କିବେଲେ, ସେ ଆଡାର୍ ବିଡ୍କିକରି ପାଲାଇଲାଇ ଆରି କୁପ୍ଲି ଅନି ଗସ୍ରିକରି ସମ୍ଦୁରେ ଜାଇ ବୁଡି ମରିଗାଲାଇ । ଆଡାରେ ଗୁସ୍ରି ମାନ୍ଦା ପାକାପାକି ଦୁଇଅଜାର୍ଟା ରଇଲାଇ ।
ⲓ̅ⲅ̅ⲁⲩⲱ ⲁⲩⲕⲁⲁⲩ ⲉⲧⲣⲉⲩⲃⲱⲕ ⲛⲧⲉⲣⲉⲛⲉⲡⲛⲁ ⲇⲉ ⲛⲁⲕⲁⲑⲁⲣⲧⲟⲛ ⲉⲓ ⲉⲃⲟⲗ ⲁⲩⲃⲱⲕ ⲉϩⲟⲩⲛ ⲉⲛⲉϣⲁⲩ ⲁⲩⲱ ⲁⲥⲣⲱϩⲧ ⲛϭⲓ ⲧⲁⲅⲉⲗⲏ ⲣⲣⲓⲣ ϩⲓϫⲛ ⲧϣⲱⲙⲉ ⲉⲡⲉⲭⲏⲧ ⲉⲩⲛⲁⲣϫⲟⲩⲱⲧ ⲛϣⲉ ⲁⲩⲙⲟⲩ ϩⲛ ⲧⲉⲑⲁⲗⲁⲥⲥⲁ
14 ୧୪ ଗୁସ୍ରିମନ୍କେ ଚାରାଇତେରଇବା ଲକ୍ମନ୍ ପାଲାଇ ଜାଇ ଗାଉଁ ଆରି ଗୁଡାମନ୍କେ ସେଟା ଜାନାଇଲାଇ । ଜାନାଇଲାଟା ସୁନି ଲକ୍ମନ୍ “ତେଇ କାଇଟା ଅଇଲାଆଚେ?” ବଲି ଦେକ୍ବାର୍ ଆଇଲାଇ ।
ⲓ̅ⲇ̅ⲛⲉⲧⲙⲟⲟⲛⲉ ⲇⲉ ⲙⲙⲟⲟⲩ ⲁⲩⲡⲱⲧ ⲁⲩϫⲓⲡⲟⲩⲱ ⲉϩⲣⲁⲓ ⲉⲧⲡⲟⲗⲓⲥ ⲙⲛⲛⲥⲱϣⲉ ⲁⲩⲉⲓ ⲉⲃⲟⲗ ⲉⲛⲁⲩ ⲉⲡⲉⲛⲧⲁϥϣⲱⲡⲉ
15 ୧୫ ଆରି ଲକ୍ମନ୍ ଜିସୁର୍ ଲଗେ ଆସିକରି ସେ ଡୁମା ଦାରି ରଇଲା ଜନ୍ଲକ୍କେ କି ଆଗ୍ତୁ ବାଇନି ଡୁମା ଦାରିରଇଲା, ସେ ଲକ୍ ନିମାନ୍ ଲୁଗା ପିନ୍ଦିକରି ନିକ ଲକର୍ପାରା ବସିରଇବାଟା ଦେକି ଡରିଗାଲାଇ ।
ⲓ̅ⲉ̅ⲁⲩⲉⲓ ⲇⲉ ⲉⲣⲁⲧϥ ⲛⲓⲏⲥ ⲁⲩⲛⲁⲩ ⲉⲡⲉⲧⲟ ⲛⲣⲉϥϣⲟⲟⲣ ⲉϥϩⲙⲟⲟⲥ ⲉϩⲣⲁⲉⲓ ⲉⲣⲉⲛⲉϥϩⲟⲉⲓⲧⲉ ϩⲓⲱⲱϥ ⲁⲩⲱ ⲉⲣⲉⲡⲉϥϩⲏⲧ ⲥⲙⲟⲛⲧ ⲡⲉⲛⲧⲁⲗⲉⲅⲉⲱⲛ ϣⲱⲡⲉ ⲛⲙⲙⲁϥ ⲁⲩⲱ ⲁⲩⲣϩⲟⲧⲉ
16 ୧୬ ଆରି ଜନ୍ ଲକ୍ମନ୍ ଦେକିରଇଲାଇ, ସେମନ୍ ସେ ଡୁମା ଦାରିରଇବା ଲକ୍କେ କାଇଟା ଅଇରଇଲା, ସେଟା ଆରି ଗୁସ୍ରିମନ୍କେ ଅଇଲା ବିସଇ ସେମନ୍କେ କଇଦେଲାଇ ।
ⲓ̅ⲋ̅ⲛⲉⲛⲧⲁⲩⲛⲁⲩ ⲇⲉ ⲁⲩⲧⲁⲟⲩⲟ ⲉⲣⲟⲟⲩ ⲛⲑⲉ ⲛⲧⲁⲥϣⲱⲡⲉ ⲙⲡⲉⲧⲟ ⲛⲇⲁⲓⲙⲱⲛⲓⲟⲛ ⲁⲩⲱ ⲉⲧⲃⲉ ⲛⲉϣⲁⲩ
17 ୧୭ ତେଇ ଲକ୍ମନ୍ ଜିସୁକେ ସେମନର୍ ସନ୍ଦିଅନି ଚାଡି ଜିବାକେ ବାବୁଜିଆ କଲାଇ ।
ⲓ̅ⲍ̅ⲁⲩⲥⲉⲡⲥⲱⲡϥ ⲇⲉ ⲉⲧⲣⲉϥⲡⲱⲱⲛⲉ ⲉⲃⲟⲗ ϩⲛ ⲛⲉⲩⲧⲟϣ
18 ୧୮ ପଚେ ଜିସୁ ଡଙ୍ଗାଇ ଚଗ୍ବା ବେଲେ ଜନ୍ଲକ୍କେ ଆଗ୍ତୁ ଡୁମା ଦାରିରଇଲା, ସେ ଲକ୍ ତାର୍ ସଙ୍ଗ୍ ରଇବାକେ ବାବୁଜିଆ କଲା ।
ⲓ̅ⲏ̅ⲁⲩⲱ ⲉϥⲛⲁⲧⲁⲗⲉ ⲉⲡϫⲟⲉⲓ ⲁϥⲥⲉⲡⲥⲱⲡϥ ⲛϭⲓ ⲡⲉⲧⲟ ⲛⲇⲁⲓⲙⲱⲛⲓⲟⲛ ⲉⲧⲣⲉϥⲟⲩⲁϩϥ ⲛⲥⲱϥ
19 ୧୯ ମାତର୍ ଜିସୁ ତାକେ ତେବାଇକରି କଇଲା, “ତମର୍ ଗରେ, ତମର୍ ନିଜର୍ ଲକ୍ମନର୍ ଟାନେ ଜା, ଆରି ପର୍ମେସର୍ ତର୍ପାଇ ଜନ୍ ବଡ୍ କାମ୍ କଲା ଆଚେ ଆରି ତକେ ଜନ୍ ଦୟା ଦେକାଇ ଆଚେ, ସେଟା ସବୁ ସେମନ୍କେ ଜାନାଇଦେସ୍ ।”
ⲓ̅ⲑ̅ⲁⲩⲱ ⲙⲡϥⲕⲁⲁϥ ⲉϥϫⲱ ⲙⲙⲟⲥ ⲛⲁϥ ϫⲉ ⲃⲱⲕ ⲉϩⲣⲁⲉⲓ ⲉⲡⲉⲕⲏⲉⲓ ϣⲁⲛⲉⲕⲣⲱⲙⲉ ⲛⲅⲧⲁⲟⲩⲟ ⲉⲣⲟⲟⲩ ⲛⲛⲉⲛⲧⲁⲡϫⲟⲉⲓⲥ ⲁⲁⲩ ⲛⲁⲕ
20 ୨୦ ତେଇଅନି ସେ ଲକ୍ ଜାଇକରି, ଜିସୁ ତାର୍ପାଇ ଜନ୍ ବଡ୍ କାମ୍ କରିରଇଲା, ସେ ସବୁ ଦେକାପଲି ନଅରେ, ଗାଉଁମନ୍କେ କଇବୁଲ୍ଲା । ତେଇ ସବୁଲକ୍ କାବା ଅଇଗାଲାଇ ।
ⲕ̅ⲉⲁϥⲛⲁ ⲛⲁⲕ ⲁϥⲃⲱⲕ ⲇⲉ ⲁϥⲁⲣⲭⲉⲥⲑⲁⲓ ⲛⲧⲁϣⲉⲟⲉⲓϣ ϩⲛ ⲧⲇⲉⲕⲁⲡⲟⲗⲓⲥ ⲛⲛⲉⲛⲧⲁ ⲓⲏⲥ ⲁⲁⲩ ⲛⲁϥ ⲁⲩⲱ ⲁⲩⲣϣⲡⲏⲣⲉ ⲧⲏⲣⲟⲩ
21 ୨୧ ଜିସୁ ଡଙ୍ଗା ଲଙ୍ଗି ଜାଇ ଆରିତରେକ୍ ବାଉଡି ଆଇଲାଦାପ୍ରେ, ଜବର୍ଲକ୍ ତାର୍ ଲଗେ ରୁଣ୍ଡ୍ଲାଇ, ଆରି ସେ ସମ୍ଦୁର୍ କଣ୍ଡି ରଇଲା ।
ⲕ̅ⲁ̅ⲛⲧⲉⲣⲉϥϫⲓⲟⲟⲣ ⲉⲃⲟⲗ ϩⲙ ⲡϫⲟⲉⲓ ⲛϭⲓ ⲓⲏⲥ ⲁϥⲉⲓ ⲉⲡⲉⲕⲣⲟ ⲁⲩⲛⲟϭ ⲙⲙⲏⲏϣⲉ ⲥⲱⲟⲩϩ ⲉⲣⲟϥ ⲛⲉϥϩⲁⲧⲉⲑⲁⲗⲁⲥⲥⲁ ⲇⲉ
22 ୨୨ ସେଡ୍କିବେଲେ ଜିଉଦିମନର୍ ପାର୍ତନା ଗରର୍ ମୁକିଅ, ଜାଇରସ୍ ନାଉଁର୍ ଗଟେକ୍ ଲକ୍ ଆସି ଜିସୁକେ ଦେକି ତାର୍ ଗଡ୍ତଲେ ଅଦର୍ଲା ।
ⲕ̅ⲃ̅ⲁⲩⲱ ⲁϥⲉⲓ ⲛϭⲓ ⲟⲩⲁ ⲛⲁⲣⲭⲓⲥⲩⲛⲁⲅⲱⲅⲟⲥ ⲉⲡⲉϥⲣⲁⲛ ⲡⲉ ⲓⲁⲉⲓⲣⲟⲥ ⲛⲧⲉⲣⲉϥⲛⲁⲩ ⲇⲉ ⲉⲣⲟϥ ⲁϥⲡⲁϩⲧϥ ϩⲁⲣⲁⲧϥ
23 ୨୩ ଆରି ବେସି ବାବୁଜିଆ କରି କଇଲା, “ମର୍ ଟକି ମର୍ବା ଉପ୍ରେ ଆଚେ, ସେ ଜେନ୍ତି ନିକ ଅଇ ବଁଚ୍ସି, ତେବର୍ ପାଇ ତମେ ଆସି ତାର୍ ଉପ୍ରେ ଆତ୍ ସଙ୍ଗଇଦିଆସ୍ ।”
ⲕ̅ⲅ̅ⲁⲩⲱ ⲁϥⲥⲉⲡⲥⲱⲡϥ ⲉⲙⲁⲧⲉ ⲉϥϫⲱ ⲙⲙⲟⲥ ϫⲉ ⲧⲁϣⲉⲉⲣⲉ ⲙⲟⲕϩ ⲛϣⲱⲛⲉ ϫⲉⲕⲁⲥ ϭⲉ ⲉⲕⲉⲉⲓ ⲛⲅⲕⲁⲧⲟⲟⲧⲕ ϩⲓϫⲱⲥ ϫⲉ ⲉⲥⲉⲗⲟ ⲛⲥⲱⲛϩ
24 ୨୪ ଜିସୁ ତାକର୍ ସଙ୍ଗ୍ ଗାଲା, ଆରି ଗାଦିଲକ୍ ତାର୍ ପଚେ ପଚେ ଜିବାର୍ ଦାର୍ଲାଇ, ଆରି ଲକ୍ମନ୍ ତାକେ ଡାବାଡାବି ଅଇତେ ରଇଲାଇ ।
ⲕ̅ⲇ̅ⲁϥⲃⲱⲕ ⲇⲉ ⲛⲙⲙⲁϥ ⲁⲩⲱ ⲁϥⲟⲩⲁϩϥ ⲛⲥⲱϥ ⲛϭⲓ ⲟⲩⲛⲟϭ ⲙⲙⲏⲏϣⲉ ⲛⲉⲩⲑⲗⲓⲃⲉ ⲇⲉ ⲙⲙⲟϥ
25 ୨୫ ତେଇ ଗଟେକ୍ ବାର ବରସ୍ ଜାକ ଗାଗ୍ଡେଅନି ବନି ଜିବା ମାଇଜିଟକି ରଇଲା ।
ⲕ̅ⲉ̅ⲁⲩⲱ ⲟⲩⲥϩⲓⲙⲉ ⲉⲣⲉⲡⲉⲥⲛⲟϥ ϣⲟⲩⲟ ⲙⲙⲟⲥ ⲉⲓⲥ ⲙⲛⲧⲥⲛⲟⲟⲩⲥ ⲣⲣⲟⲙⲡⲉ
26 ୨୬ ଜେ କି କେତେ କେତେ ଡାକ୍ଟର୍ଟାନେ ଜାଇକରି ମିସା ସାସ୍ତି ବଗି ସବୁ ବିକିଦେଇ ରଇଲା । ମାତର୍ ଅଲପ୍ମିସା ନିକ ନ ଅଇ ଅଦିକ୍ ଅଦିକ୍ ଅଇଜାଇତେରଇଲା ।
ⲕ̅ⲋ̅ⲁⲩⲱ ⲁⲥϣⲉⲡϩⲁϩ ⲛϩⲓⲥⲉ ⲛⲧⲟⲟⲧⲟⲩ ⲛϩⲁϩ ⲛⲥⲁⲉⲓⲛ ⲁⲩⲱ ⲁⲥϫⲟ ⲉⲃⲟⲗ ⲛⲛⲉⲧⲉⲩⲛⲧⲁⲥⲥⲉ ⲧⲏⲣⲟⲩ ⲉⲙⲡⲥⲙⲧⲟⲛ ⲗⲁⲁⲩ ⲁⲗⲗⲁ ⲛⲧⲁⲥⲉⲓ ⲛⲑⲟ
27 ୨୭ ଜେଡେବେଲେ ସେ ଜିସୁର୍ ବିସଇ ସୁନି, ଲକ୍ ଗଅଲି ବିତ୍ରେ ପଚ୍ବାଟେ ଆସି ଜିସୁର୍ ଲୁଗା ଚିଇଲା, କାଇକେବଇଲେ ସେ କଇତେ ରଇଲା,
ⲕ̅ⲍ̅ⲛⲧⲉⲣⲉⲥⲥⲱⲧⲙ ⲉⲧⲃⲉ ⲓⲏⲥ ⲁⲥⲟϣⲥ ⲉϩⲟⲩⲛ ϩⲙ ⲡⲙⲏⲏϣⲉ ⲁⲥⲉⲓ ⲉⲡⲁϩⲟⲩ ⲙⲙⲟϥ ⲁⲥϫⲱϩ ⲉⲧⲉϥϣⲧⲏⲛ
28 ୨୮ “କେନ୍ତି ମିସା ମୁଇ ତାର୍ ଲୁଗାଜାଲି ଅଲପ୍ ଚିଇଲେ ନିମାନ୍ ଅଇବି ।”
ⲕ̅ⲏ̅ⲁⲥϫⲟⲟⲥ ⲅⲁⲣ ϫⲉ ⲉⲓϣⲁⲛϫⲱϩ ⲉⲛⲉϥϩⲟⲓⲧⲉ ϯⲛⲁⲗⲟ
29 ୨୯ ସେ ଦାପ୍ରେ ତାର୍ ବନି ଜିବାଟା ବନ୍ଦ୍ଅଇଗାଲା, ସେଟା ସେ ନିଜେ ଜାନି ପାର୍ଲା ।
ⲕ̅ⲑ̅ⲁⲩⲱ ⲛⲧⲉⲩⲛⲟⲩ ⲁⲥϭⲱ ⲛϭⲓ ⲧⲡⲏⲅⲏ ⲙⲡⲉⲥⲥⲛⲟϥ ⲁⲩⲱ ⲁⲥⲉⲓⲙⲉ ϩⲙ ⲡⲉⲥⲥⲱⲙⲁ ϫⲉ ⲁⲥⲗⲟ ⲉⲃⲟⲗ ϩⲛ ⲧⲙⲁⲥⲧⲓⲅⲝ ⲉⲧⲛⲙⲙⲁⲥ
30 ୩୦ ସେ ଦାପ୍ରେ ଜିସୁ ନିଜର୍ ଟାନେଅନି ସକ୍ତି ବାରଇବାଟା ଜାନିକରି ଲକ୍ମନର୍ ବାଟେ ବୁଲି ଦେକି କଇଲା, “କେ ମର୍ ଲୁଗା ଚିଇଲା?”
ⲗ̅ⲓⲏⲥ ⲇⲉ ⲛⲧⲉⲣⲉϥⲉⲓⲙⲉ ⲛⲧⲉⲩⲛⲟⲩ ϩⲣⲁⲓ ⲛϩⲏⲧϥ ⲉⲧϭⲟⲙ ⲉⲛⲧⲁⲥⲉⲓ ⲉⲃⲟⲗ ⲙⲙⲟϥ ⲁϥⲕⲧⲟϥ ϩⲙ ⲡⲙⲏⲏϣⲉ ⲉϥϫⲱ ⲙⲙⲟⲥ ϫⲉ ⲛⲓⲙ ⲡⲉ ⲛⲧⲁϥϫⲱϩ ⲉⲛⲁϩⲟⲓⲧⲉ
31 ୩୧ ତାର୍ ସିସ୍ମନ୍ ତାକେ କଇଲାଇ, “ତମେତା ଦେକ୍ଲାସ୍ନି, ଲକ୍ମନ୍ ତମର୍ ଉପ୍ରେ ଡାବା ଡାବି ଅଇଗାଲାଇନି ଆରି ତମେ କେନ୍ତି କଇଲାସ୍ନି, କେ ମକେ ଚିଇଲା ବଲି?”
ⲗ̅ⲁ̅ⲡⲉϫⲉⲛⲉϥⲙⲁⲑⲏⲧⲏⲥ ⲛⲁϥ ϫⲉ ⲕⲛⲁⲩ ⲉⲡⲙⲏⲏϣⲉ ⲉⲧⲑⲗⲓⲃⲉ ⲙⲙⲟⲕ ⲉⲧⲃⲉ ⲡⲁⲓ ⲕϫⲱ ⲙⲙⲟⲥ ϫⲉ ⲛⲓⲙ ⲡⲉ ⲛⲧⲁϥϫⲱϩ ⲉⲣⲟⲉⲓ
32 ୩୨ ମାତର୍ ଜେ ଏଟା କରିରଇଲା, ତାକେ ଦେକ୍ବାକେ ସେ ଚାରିବେଡ୍ତି ଆଁକି ବୁଲାଇବାର୍ ଦାର୍ଲା ।
ⲗ̅ⲃ̅ⲁϥⲕⲧⲉⲓⲁⲧϥ ⲇⲉ ⲉⲛⲁⲩ ⲉⲧⲉⲛⲧⲁⲥⲣ ⲡⲁⲓ
33 ୩୩ ସେଡ୍କି ବେଲେ ସେ ମାଇଜିଟକି ତାକେ ଜନ୍ ଜନ୍ଟା ଗଟିଆଚେ, ସେଟା ଜାନି, ଡରିକରି ତର୍ତରି ତର୍ତରି ଆସି ଜିସୁର୍ ଗଡ୍ତଲେ ଅଦ୍ରି ସବୁ ସତ୍କାତା କଇଲା ।
ⲗ̅ⲅ̅ⲧⲉⲥϩⲓⲙⲉ ⲇⲉ ⲁⲥⲣ ϩⲟⲧⲉ ⲁⲩⲱ ⲁⲥⲥⲧⲱⲧ ⲉⲥⲥⲟⲟⲩⲛ ⲙⲡⲉⲛⲧⲁϥϣⲱⲡⲉ ⲙⲙⲟⲥ ⲁⲥⲉⲓ ⲁⲥⲡⲁϩⲧⲥ ϩⲁⲣⲁⲧϥ ⲁⲥⲧⲁⲟⲩⲟ ⲉⲣⲟϥ ⲛⲧⲙⲉ ⲧⲏⲣⲥ
34 ୩୪ ଜିସୁ ତାକେ କଇଲା, “ନୁନି, ମର୍ଟାନେ ବିସ୍ବାସ୍ କଲାକେ ତୁଇ ନିମାନ୍ ଅଇ ଆଚୁସ୍, ସାନ୍ତିଅଇ ଜା ଆରି ତର୍ ରଗେଅନି ନିମାନ୍ ଅଇ ର ।”
ⲗ̅ⲇ̅ⲛⲧⲟϥ ⲇⲉ ⲡⲉϫⲁϥ ⲛⲁⲥ ϫⲉ ⲧⲁϣⲉⲉⲣⲉ ⲧⲟⲩⲡⲓⲥⲧⲓⲥ ⲧⲉ ⲛⲧⲁⲥⲛⲁϩⲙⲉ ⲃⲱⲕ ϩⲛ ⲟⲩⲉⲓⲣⲏⲛⲏ ⲛⲧⲉⲗⲟ ⲉⲃⲟⲗ ϩⲛ ⲧⲟⲩⲙⲁⲥⲧⲓⲅⲝ
35 ୩୫ ସେ ଏ କାତା କଇଲା ବେଲେ ଜିଉଦି ମନର୍ ପାର୍ତନା ଚାଲାଉ ଜାଇରସର୍ ଗରେଅନି ଗଟେକ୍ ଲକ୍ ଆସି କଇଲା, “ତମର୍ ନୁନି ମରିଗାଲାବେ, କାଇକେ ଗୁରୁକେ ଆରି କସ୍ଟ ଦେଲାସ୍ନି?”
ⲗ̅ⲉ̅ⲉⲧⲓ ⲛⲧⲟϥ ⲉϥϣⲁϫⲉ ⲁⲩⲉⲓ ⲛϭⲓ ⲛⲣⲱⲙⲉ ⲙⲡⲁⲣⲭⲓⲥⲩⲛⲁⲅⲱⲅⲟⲥ ⲉⲩϫⲱ ⲙⲙⲟⲥ ⲛⲁϥ ϫⲉ ⲧⲉⲕϣⲉⲉⲣⲉ ⲁⲥⲙⲟⲩ ⲉⲕⲛⲁϯϩⲟⲓ ϭⲉ ⲙⲡⲥⲁϩ ⲉⲧⲃⲉ ⲟⲩ
36 ୩୬ ମାତର୍ ଜିସୁ ସେମନ୍ କାତା ଅଇଲାଟା ନ ସୁନ୍ଲାପାରାଅଇ ପାର୍ତନା ଚାଲାଉକେ କଇଲା, “ଡରାନାଇ, ଆବ୍କା ବିସ୍ବାସ୍ କରା ।”
ⲗ̅ⲋ̅ⲓⲏⲥ ⲇⲉ ⲛⲧⲉⲣⲉϥⲥⲱⲧⲙ ⲉⲡϣⲁϫⲉ ⲉϥϫⲱ ⲙⲙⲟϥ ⲡⲉϫⲁϥ ⲙⲡⲁⲣⲭⲓⲥⲩⲛⲁⲅⲱⲅⲟⲥ ϫⲉ ⲙⲡⲣⲣ ϩⲟⲧⲉ ⲡⲓⲥⲧⲉⲩⲉ ⲙⲙⲁⲧⲉ
37 ୩୭ ଆରି ପିତର୍, ଜାକୁବ ଆରି ତାର୍ ବାଇ ଜଅନକେ ଚାଡି ଆରି କାକେ ନିଜର୍ ସଙ୍ଗ୍ ଜିବାକେ ଦେଏ ନାଇ ।
ⲗ̅ⲍ̅ⲁⲩⲱ ⲙⲡϥⲕⲁⲗⲁⲁⲩ ⲉⲟⲩⲁϩϥ ⲛⲥⲱϥ ⲛⲥⲁⲡⲉⲧⲣⲟⲥ ⲛⲙⲓⲁⲕⲱⲃⲟⲥ ⲛⲙⲓⲱϩⲁⲛⲛⲏⲥ ⲡⲥⲟⲛ ⲛⲓⲁⲕⲱⲃⲟⲥ
38 ୩୮ ସେମନ୍ ପାର୍ତନା ଚାଲାଉର୍ ଗରେ ଆଇଲା ଦାପ୍ରେ, ଜିସୁ, ଆଉଲି ଅଇବାଟା ଆରି ବେସି ମାର୍ଚପ୍ ଅଇ କାନ୍ଦ୍ବାଟା ଦେକ୍ଲା ।
ⲗ̅ⲏ̅ⲁⲩⲱ ⲁⲩⲉⲓ ⲉϩⲣⲁⲓ ⲉⲡⲏⲉⲓ ⲙⲡⲁⲣⲭⲓⲥⲩⲛⲁⲅⲱⲅⲟⲥ ⲁϥⲛⲁⲩ ⲉⲣⲟⲟⲩ ⲉⲩϣⲧⲣⲧⲱⲣ ⲁⲩⲱ ⲉⲩⲣⲓⲙⲉ ⲉⲩⲟⲩⲛⲣⲟ ⲉⲙⲁⲧⲉ
39 ୩୯ ମାତର୍ ବିତ୍ରେ ଜାଇ ଲକ୍ମନ୍କେ କଇଲା, “କାଇକେ ଆଉଲି ଅଇ କାନ୍ଦ୍ଲାସ୍ନି? ଏ ନୁନି ମରେ ନାଇ, ଅବ୍କା ସଇଦେଇଆଚେ ।” ସେଡ୍କି ବେଲେ ସେମନ୍ ଜିସୁକେ ଲାଜ୍ କରାଇ କଇବାର୍ ଦାର୍ଲାଇ ।
ⲗ̅ⲑ̅ⲛⲧⲉⲣⲉϥⲃⲱⲕ ⲇⲉ ⲉϩⲟⲩⲛ ⲡⲉϫⲁϥ ⲛⲁⲩ ϫⲉ ⲁϩⲣⲱⲧⲛ ⲧⲉⲧⲛϣⲧⲣⲧⲱⲣ ⲁⲩⲱ ⲧⲉⲧⲛⲣⲓⲙⲉ ⲉⲧϣⲉⲉⲣⲉ ϣⲏⲙ ⲙⲡⲥⲙⲟⲩ ⲁⲗⲗⲁ ⲉⲥⲛⲕⲟⲧⲕ
40 ୪୦ ମାତର୍ ସେ ସବୁକେ ବାର୍କରି ଟକିର୍ ଆୟାବାବାକେ ଆରି ନିଜର୍ ସିସ୍ମନର୍ ସଙ୍ଗ୍, ତାକେ ଜନ୍ ଲଗେ ଡୁଲାଇ ରଇଲାଇ, ସେ ଜାଗାଇ ଗାଲା ।
ⲙ̅ⲁⲩⲥⲱⲃⲉ ⲛⲥⲱϥ ⲛⲧⲟϥ ⲇⲉ ⲛⲧⲉⲣⲉϥⲛⲟϫⲟⲩ ⲉⲃⲟⲗ ⲧⲏⲣⲟⲩ ⲁϥϫⲓⲡⲓⲱⲧ ⲛⲧϣⲉⲉⲣⲉ ϣⲏⲙ ⲙⲛ ⲧⲉⲥⲙⲁⲁⲩ ⲙⲛ ⲛⲉⲧⲛⲙⲙⲁϥ ⲁϥⲃⲱⲕ ⲉϩⲟⲩⲛ ⲉⲡⲙⲁ ⲉⲧⲉⲣⲉⲧϣⲉⲉⲣⲉ ϣⲏⲙ ⲛϩⲏⲧϥ
41 ୪୧ ଆରି ଟକିର୍ ଆତେଦାରି ତାକେ କଇଲା, “ଟଲିତାକୁମ୍!” ବଇଲେ “ଏ ନୁନି ମୁଇଁ ତକେ କଇଲିନି ଉଟ୍!”
ⲙ̅ⲁ̅ⲁⲩⲱ ⲛⲧⲉⲣⲉϥⲁⲙⲁϩⲧⲉ ⲛⲧϭⲓϫ ⲛⲧϣⲉⲉⲣⲉ ϣⲏⲙ ⲡⲉϫⲁϥ ⲛⲁⲥ ϫⲉ ⲧⲁⲗⲉⲓⲑⲁ ⲕⲟⲩⲙ ⲉⲧⲉ ⲡⲁⲓ ⲡⲉ ϣⲁⲩⲟⲩⲁϩⲙⲉϥ ϫⲉ ⲧϣⲉⲉⲣⲉ ϣⲏⲙ ⲉⲉⲓϫⲉⲣⲟ ⲧⲱⲟⲩⲛⲉ
42 ୪୨ ଏତ୍କି କଇଲା ଦାପ୍ରେ ଟକି ଉଟି ବୁଲ୍ବାର୍ ଦାର୍ଲା, ତାକେ ବାର ବରସ୍ ଅଇରଇଲା । ସେଡ୍କିବେଲେ ସବୁଲକ୍ମନ୍ ଦେକି ଅଦିକ୍ କାବାଅଇଗାଲାଇ ।
ⲙ̅ⲃ̅ⲁⲩⲱ ⲛⲧⲉⲩⲛⲟⲩ ⲁⲥⲧⲱⲟⲩⲛⲥ ⲛϭⲓ ⲧϣⲉⲉⲣⲉ ϣⲏⲙ ⲁⲥⲙⲟⲟϣⲉ ⲛⲉⲥϩⲙ ⲙⲛⲧⲥⲛⲟⲟⲩⲥ ⲅⲁⲣ ⲣⲣⲟⲙⲡⲉ ⲁⲩⲱ ⲁⲩⲣϣⲡⲏⲣⲉ ⲛⲧⲉⲩⲛⲟⲩ ⲛⲟⲩⲛⲟϭ ⲛϣⲡⲏⲣⲉ
43 ୪୩ ଜେନ୍ତି ଆରି, କେ ମିସା ଟକିକେ ଗଟ୍ଲା ବିସଇ ନାଜାନତ୍, ତେବର୍ ପାଇ ସେ ଟକିର୍ ଆୟାବାବାକେ ଅଦିକ୍ ଡାଟ୍ ସଙ୍ଗ୍ ଆଦେସ୍ ଦେଲା, ଆରି “ଟକିକେ କାଇଟା ଆଲେ କାଇବାକେ ଦିଆସ୍ ।” ବଲି କଇଲା ।
ⲙ̅ⲅ̅ⲁϥϩⲱⲛ ⲇⲉ ⲉⲧⲟⲟⲧⲟⲩ ⲉⲙⲁⲧⲉ ϫⲉⲕⲁⲥ ⲉⲛⲛⲉⲗⲁⲁⲩ ⲉⲓⲙⲉ ⲉⲡⲁⲓ ⲁⲩⲱ ⲁϥⲟⲩⲉϩⲥⲁϩⲛⲉ ⲉⲧⲣⲉⲩⲧⲙⲙⲟⲥ