< ମାର୍କ 4 >
1 ୧ ଜିସୁ ଆରିତରେକ୍ ଗାଲିଲି ସମ୍ଦୁର୍ କଣ୍ଡିଟାନେ ସିକିଆ ଦେବାର୍ ଦାର୍ଲା, ଆରି ଏତେକ୍ ମାଣ୍ଡ୍ ଲକ୍ମନ୍ ତାର୍ ଲଗେ ଟୁଲ୍ଅଇଲାଇଜେ, ସେ ସମ୍ଦୁରେ ରଇବା ଗଟେକ୍ ଡଙ୍ଗାଇ ଜାଇ ବସ୍ଲା, ଆରି ଗୁଲାଇ ଲକ୍ମନ୍ ସମ୍ଦୁର୍ ପାଲିକେ ରଇଲାଇ ।
Y otra vez comenzó a enseñar junto a la mar, y se juntó a él una gran multitud, tanto que entrándose él en un barco, se sentó en la mar, y toda la multitud estaba en tierra junto a la mar.
2 ୨ ଜିସୁ ସେମନ୍କେ ବେସି ବିସଇ ଉଦାଅରନ୍ ଦେଇ ସିକାଇଲା । ଆରି ସିକାଇବାବେଲେ ସେମନ୍କେ କଇଲା,
Y les enseñaba por parábolas muchas cosas, y les decía en su doctrina:
3 ୩ “ସୁନା ଗଟେକ୍ ଚାସି ତାର୍ ବିଅନ୍ ବୁନ୍ବାର୍ ବାରଇଲା ।
Oíd: He aquí, el que sembraba salió a sembrar.
4 ୪ ସେ ବୁନୁ ବୁୁନୁ କେତେକ୍ ବିଅନ୍ ବାଟେ ଅଦର୍ଲା, ଆରି ଚଡଇମନ୍ ଆସି ସବୁଜାକ ବିଅନ୍ କାଇଦେଲାଇ ।
Y aconteció sembrando, que una parte cayó junto al camino; y vinieron las aves del cielo, y la tragaron.
5 ୫ ଆରି କେତେକ୍ ବିଅନ୍ ଉନା ମାଟିରଇ ତଲେ ପାକ୍ନା ରଇଲା ବୁଏଁ ଅଦର୍ଲା, ଆରି ମାଟି ଉନା ରଇଲାକେ ଦାପ୍ରେ ଗାଜା ଅଇଲା ।
Y otra parte cayó en pedregales, donde no tenía mucha tierra; y luego nació, porque no tenía la tierra profunda.
6 ୬ ମାତର୍ ବେଲ୍ ଉଦ୍ଲାକେ ଗାଜା ଅଇଲାଟା ପଡି ମସ୍ରିଗାଲା, ଆରି ଚେର୍ ବେଦି ନ ରଇଲାଜେ ସୁକିଗାଲା ।
Mas, salido el sol, se quemó; y por cuanto no tenía raíz se secó.
7 ୭ ଆରି କେତେକ୍ ବିଅନ୍ କାଟା ବୁଟା ମଜାଇ ଅଦର୍ଲା, ଆରି କାଟା ବୁଟାମନ୍ ଉଟି ବଡିକରି ଗାଜା ଅଇ ସବୁକେ ଚାପି ପାକାଇଲାଇ । ଚାପିଦେଲାକେ କାଇ ଦାନ୍ ମିସା ଅଏ ନାଇ ।
Y otra parte cayó en espinas; y crecieron las espinas, y la ahogaron, y no dio fruto.
8 ୮ ମାତର୍, ଆରି କେତେକ୍ ବିଅନ୍ ନିକ ବୁଏଁ ଅଦର୍ଲା ଆରି ଗାଜା ଅଇ ଉଟି ବଡିକରି ତିରିସ୍ ଗୁଣ୍ ସାଟେ ଗୁଣ୍ ଆରି ସଏ ଗୁଣ୍ ଜାକ ପସଲ୍ ଦେଲା ।”
Y otra parte cayó en buena tierra, y dio fruto, que subió y creció; y llevó uno a treinta, y otro a sesenta, y otro a ciento.
9 ୯ ଆରି ଜିସୁ କଇଲା, “ଜାକେ ସୁନ୍ବାକେ କାନ୍ ଆଚେବଇଲେ, ସେ ମନ୍ଦେଇ ସୁନ ।”
Entonces les dijo: El que tiene oídos para oír, oiga.
10 ୧୦ ଜିସୁ ଗଟେକ୍ଲକ୍ ରଇଲା ବେଲେ ତାର୍ସଙ୍ଗ୍ ରଇଲା ଲକ୍ମନ୍ ଆରି ବାର୍ଟା ସିସ୍ମନ୍ ତାକେ ପାଚାର୍ଲାଇ, “ତମେ କାଇକେ ଉଦାଅରନ୍ ଦେଇ ସିକାଇଲାସ୍ନି?”
Y cuando estuvo solo le preguntaron, los que estaban al rededor de él con los doce, de la parábola.
11 ୧୧ ଜିସୁ ସେମନ୍କେ କଇଲା, “ପର୍ମେସରର୍ ରାଇଜେ ଲୁଚିକରି ରଇଲା ବିସଇ ତମେ ବୁଜିପାର୍ଲାସ୍ନି, ମାତର୍ ବାଇରେ ରଇବା ବିନ୍ ଲକ୍ମନ୍କେ ଉଦାଅରନ୍ ଦେଇ କୁଆ ଅଇଲାନି ।”
Y les dijo: A vosotros es dado saber el misterio del reino de Dios; mas a los que están fuera, por parábolas se les hace todo;
12 ୧୨ ଜେନ୍ତାର୍କି “ମୁଇ କର୍ବା କାମ୍ମନ୍ ଦେକ୍ତେ ରଇଲେ ମିସା ବୁଜି ନାପାରତ୍, ଆରି କଇଲାଟାମନ୍ ସୁନି ସୁନି ମିସା ନ ବୁଜତ୍, ବୁଜ୍ତାଇଆଲେ ସେମନ୍ ପର୍ମେସରର୍ ଲଗେ ବାଅଡ୍ତାଇ ଆରି ପାପ୍ କେମା ପାଇତାଇ ।”
Para que viendo, vean y no vean; y oyendo, oigan y no entiendan; porque no se conviertan, y les sean perdonados sus pecados.
13 ୧୩ ଜିସୁ ସେମନ୍କେ କଇଲା, “ଏ ଉଦାଅରନର୍ ଅରତ୍ ତମେ ବୁଜାସ୍ ନାଇ କି? ତେବେ ବିନ୍ ଉଦାଅରନର୍ ଅରତ୍ କେନ୍ତି ବୁଜ୍ସା?
Y les dijo: ¿No sabéis esta parábola? ¿Cómo pues entenderéis todas las parábolas?
14 ୧୪ ଚାସି ପର୍ମେସରର୍ ବାକିଅ ବୁନ୍ସି,
El que siembra siembra la palabra.
15 ୧୫ ଜନ୍ଲକ୍ମନ୍ ସୁନ୍ବାଇ ଆରି ସୁନ୍ଲା ଦାପ୍ରେ, ସଇତାନ୍ ଆସି ସେମନ୍ର୍ ଟାନେଅନି ବୁନିରଇବା ବାକିଅ ଜିକି ନେଇସି, ସେମନ୍ ବୁନିରଇବା ବାଟ୍ଲଗର୍ ବିଅନ୍ ପାରା ।
Y estos son los de junto al camino, en los que la palabra es sembrada; mas después que la oyeron, luego viene Satanás, y quita la palabra que fue sembrada en sus corazones.
16 ୧୬ ସେନ୍ତାର୍ ସେ, ଜନ୍ଲକ୍ମନ୍ ବାକିଅ ସୁନ୍ଲା ଦାପ୍ରେ ସାର୍ଦା ଅଇ ସେଟା ମାନ୍ବାଇ, ସେଲକ୍ ପାକ୍ନା ରଇବା ଜାଗାଇ ଅଦର୍ଲା ବିଅନ୍ ପାରା ।
Y asimismo estos son los que son sembrados en pedregales; los que cuando han oído la palabra, luego la reciben con gozo;
17 ୧୭ ମାତର୍ ସେମନର୍ ଟାନେ ଚେର୍ ନ ବେଦିରଏଜେ ଚନେକର୍ପାଇ ବିସ୍ବାସ୍ କରି ରଇବାଇ, ପଚେ ବାକିଅର୍ଲାଗି କସ୍ଟ କି ତାଡ୍ନା ଆଇଲେ, ସେ ଦାପ୍ରେ ବିସ୍ବାସ୍ ଚାଡି ଦେବାଇ ।
Mas no tienen raíz en sí, antes son temporales; que en levantándose la tribulación, o la persecución por causa de la palabra, luego se escandalizan.
18 ୧୮ ଆରି ଜନ୍ଲକ୍ମନ୍ ବାକିଅ ସୁନ୍ବାଇ, ମାତର୍ ତାର୍ ଦିନ୍କର୍ ବିସଇର୍ ଚିନ୍ତା, ଦନର୍ ମାୟା ଆରି ବିନ୍ ବିନ୍ ବିସଇର୍ ଲାଲ୍ସାଟାନେ ପୁରିକରି ମାପ୍ରୁର୍ ବାକିଅକେ ଚାପିପାକାଇସି, ତେଇ ମାପ୍ରୁର୍ ବାକିଅ ନିକ କାମ୍ ନ କରେ ।
Y estos son los que son sembrados entre espinas; los que oyen la palabra;
19 ୧୯ ସେନ୍ତାରି ଅଦେକ୍ ଲକ୍ମନ୍ ବିଅନ୍ ବୁନିରଇବା କାଟାଲାଟା ବୁଇଁ ପାରା । (aiōn )
Mas las congojas de este siglo, y el engaño de las riquezas, y las codicias que hay en las otras cosas, entrando ahogan la palabra, y viene a quedar sin fruto. (aiōn )
20 ୨୦ ବାକିଲକ୍ମନ୍ ବାକିଅ ସୁନି ସେଟା ମାନ୍ବାଇ ଆରି ତିରିସ୍ ଗୁଣ୍, ସାଟେ ଗୁଣ୍ ଆରି ସଏ ଗୁଣ୍ ପଲ୍ ଦେବାଇ, ସେମନ୍ ବିଅନ୍ ଅଦ୍ରି ରଇବା ନିକ ବୁଇଁ ପାରା ।”
Y estos son los que fueron sembrados en buena tierra; los que oyen la palabra, y la reciben, y hacen fruto, uno a treinta, otro a sesenta, otro a ciento.
21 ୨୧ ଜିସୁ ଆରିତରେକ୍ ସେମନ୍କେ କଇଲା, “ବତି ଡସାଇ ମାନ୍ ତଲେ କି କଟ୍ ତଲେ ସଙ୍ଗଇବାକେ ନ ଆନତ୍ । ବତି, କୁଦ୍ରାଇ ସଙ୍ଗଇବାକେ ଡସାଇବାଇ ।
Díjoles también: ¿Viene la luz para ser puesta debajo de un almud, o debajo de la cama? ¿No viene para ser puesta en el candelero?
22 ୨୨ କାଇକେବଇଲେ ଲକ୍ମନ୍କେ ଏବେଜାକ ନାଜାନି ରଇବା ବିସଇ ଜାନାଇ ଦିଆଅଇସି, ଆରି ଜନ୍ ବିସଇ ସବୁ ଲୁଚି ରଇସି, ସେଟା ମେଲାକରି ଦିଆଅଇସି ।
Porque no hay nada oculto que no haya de ser manifestado; ni secreto, que no haya de venir en descubierto.
23 ୨୩ ଜଦି ଜାକେ ନିକ ସଙ୍ଗ୍ ସୁନ୍ବାର୍ ଆଚେ, ସେ ନିକ ସଙ୍ଗ୍ ସୁନ ।”
Si alguno tiene oídos para oír, oiga.
24 ୨୪ ଆରି ଜିସୁ ସେମନ୍କେ କଇଲା, “କାଇଟା ସୁନ୍ଲାସ୍ନି, ସେ ବିସଇ ଏତାଇକରି ଜାଗରତ୍ ରୁଆ । ଜନ୍ ନାପେ ତମେ ନାପ୍ସା, ସେ ନାପେ ପର୍ମେସର୍ ତମ୍କେ ନାପ୍ସି, ଆରି ତାର୍ତେଇଅନି ଅଦିକ୍ ।
Díjoles también: Mirád lo que oís: Con la medida que medís, os medirán otros; y será añadido a vosotros los que oís.
25 ୨୫ କାଇକେବଇଲେ ଜାକେ ରଇ, କାମେ ଲାଗାଇରଇସି ତାକେ ଅଦିକ୍ ଦିଆଅଇସି, ଆରି ଜାକେ ରଇ, କାମେ ନ ଲାଗାଏ, ତାର୍ଟାନେ ଅନି ସେ ଅଲପ୍ ରଇଲାଟା ମିସା ନିଆଅଇସି ।”
Porque al que tiene, le será dado; y al que no tiene, aun lo que tiene le será quitado.
26 ୨୬ ଆରି ସେ କଇଲା, “ପର୍ମେସରର୍ ରାଇଜ୍ ଏନ୍ତାରି । ଗଟେକ୍ ଲକ୍ ନିଜର୍ ପଦାଇ ବିଅନ୍ ବୁନ୍ସି ।
Decía mas: Así es el reino de Dios, como si un hombre echase simiente en la tierra;
27 ୨୭ ଆରି, ସେ ଦିନ୍ବେଲେ କି ରାତିବେଲେ, ସଇଲେ କି କାମ୍ କଲେ ମିସା ବିଅନ୍ କେନ୍ତି ଆଁକ୍ରି ବଡ୍ସି, ସେଟା ନାଜାନେ,
Y durmiese y se levantase de noche y de día, y la simiente brotase y creciese como él no sabe.
28 ୨୮ ଜମି ତାର୍ମନ୍କେ ପଲ୍ ଉବ୍ଜାଇସି, ପର୍ତୁମ୍ ପତର୍, ପଚେ କେଡ୍, ତାର୍ପଚେ ମୁଞ୍ଜି ପୁରୁନ୍ ରଇବା କେଡ୍ ।
Porque la tierra de suyo frutifica, primero yerba, luego espiga, después grano lleno en la espiga.
29 ୨୯ ମାତର୍ ଚାସ୍ ପାଚ୍ଲା ଦାପ୍ରେ କାଟ୍ବା ବେଲା କେଟିଆଇଲେ, ଚାସି କାଟ୍ବାକେ ଇଲା ଲାଗାଇସି ।”
Y cuando el fruto fuere producido, luego se mete la hoz, porque la siega es llegada.
30 ୩୦ ସେ ଆରି ତରେକ୍ କଇଲା, “ଆମେ ପର୍ମେସରର୍ ରାଇଜ୍ କାଇଟା ସଙ୍ଗ୍ ସମାନ୍ କରୁ? ନଇଲେ କାଇ ଉଦାଅରନ୍ ସଙ୍ଗ୍ ବୁଜାଇଦେଉଁ?
También decía: ¿A qué haremos semejante el reino de Dios? ¿o con qué parábola le compararémos?
31 ୩୧ ସେଟା ଗଟେକ୍ ସର୍ସୁ ମୁଞ୍ଜି ପାରା, ବୁଏଁ ବୁନ୍ବା ବେଲେ ସେଟା ପୁର୍ତିବିର୍ ସବୁ ମୁଞ୍ଜିତେଇ ଅନି ସାନ୍ଟା,
Es como el grano de la mostaza, que cuando es sembrado en tierra es el más pequeño de todas las simientes que hay en la tierra;
32 ୩୨ ମାତର୍ ବୁନ୍ଲେ, ସେଟା ବଡିକରି ସବୁ ସାଗର୍ ଟାନେଅନି ବଡ୍ ଅଇସି, ଆରି ତାର୍ କେନ୍ଦି ଏନ୍ତି ବଡ୍ ବଡ୍ ଅଇଜାଇସି ଜେ, ସରଗର୍ ଚଡଇମନ୍ ତାର୍ କେନ୍ଦାଇ ବାସା ଅଇବାଇ ।”
Mas cuando fuere sembrado, sube, y se hace la mayor de todas las legumbres; y hace grandes ramas, de tal manera que las aves del cielo puedan hacer nidos debajo de su sombra.
33 ୩୩ ଜିସୁ ଏନ୍ତି କେତେକ୍ କେତେକ୍ ଉଦାଅରଣ୍ ସଙ୍ଗ୍ ସେମନର୍ ବୁଜ୍ବା ବପୁ ଇସାବେ ବାକିଅ ସୁନାଇତେ ରଇଲା,
Y con muchas tales parábolas les hablaba la palabra, conforme a lo que podían oír.
34 ୩୪ ଆରି ଉଦାଅରନ୍ ନଇତେ ସେ ତାକର୍ ଲଗେ କାଇ କାତା ନ କଇତେରଇଲା । ମାତର୍ ଜିସୁ ବିନ୍ ଲକ୍ମନ୍ କେ ନ ରଇଲାବେଲେ ନିଜର୍ ସିସ୍ମନ୍କେ ସବୁ ବିସଇ ବୁଜାଇ ଦେଇତେ ରଇଲା ।
Y sin parábola no les hablaba; mas a sus discípulos en particular declaraba todo.
35 ୩୫ ସେଦିନେ ସଞ୍ଜ୍ ଅଇଲାକେ ଜିସୁ ସେମନ୍କେ କଇଲା, “ଆସା, ଗାଡ୍ ସେପାଟେ ଜୁ ।”
Y les dijo aquel día, cuando fue tarde: Pasemos a la otra parte.
36 ୩୬ ସେଡ୍କିବେଲେ ସେମନ୍ ଲକ୍ ଗଅଲି ଚାଡିକରି, ଜିସୁ ବସି ରଇଲା, ଗଟେକ୍ ଡଙ୍ଗାଇ ଜାଇ ବସ୍ଲାଇ । ଆରି ବିନ୍ ବିନ୍ ଡଙ୍ଗା ମିସା ତାକର୍ ସଙ୍ଗ୍ ରଇଲା ।
Y enviada la multitud, le tomaron así como estaba en la nave, y había también con él otros barquichuelos.
37 ୩୭ ପଚେ ଅଟାତ୍ ବେସି ବାଉପବନ୍ ଆଇଲା, ଆରି ଲଅଡିର୍ ମାଡ୍କେ ଡଙ୍ଗାଇ ପାନି ପୁରୁନ୍ ଅଇବାର୍ ଦାର୍ଲା ।
Y se levantó una grande tempestad de viento, y echaba las ondas en la nave, de tal manera que ya se llenaba.
38 ୩୮ ସେଡ୍କିବେଲେ ଜିସୁ ଡଙ୍ଗାର୍ ପଚ୍ ଚଟୁ ମାର୍ବା ଲଗେ ମଚ୍ଲା ମୁଣ୍ଡିସାକରି ସଇଦେଇ ରଇଲା । ସିସ୍ମନ୍ ତାକେ ଉଟାଇ କଇଲାଇ, “ଏ ଗୁରୁ, ଆମେ ବୁଡିଜିବୁବେ, ତମ୍କେ କାଇ ଚେତ୍ନା ନାଇ?”
Y él estaba en la popa durmiendo sobre un cabezal; y le despertaron, y le dicen: ¿Maestro, no te importa nada que perezcamos?
39 ୩୯ ସେଡ୍କିବେଲେ ଜିସୁ ଉଟି ପବନ୍କେ ଦମ୍କାଇ ଦେଇ ଲଅଡିକେ କଇଲା, “ତବିର୍ ଅଇ ଚୁପ୍ ର ।” ସେଡ୍କି ବେଲେ ପବନ୍ ବନ୍ଦ୍ ଅଇଲା, ଆରି ସବୁ ତବିର୍ ଅଇଲା ।
Y levantándose él, riñó al viento, y dijo a la mar: Calla, enmudece. Y cesó el viento; y fue hecha grande bonanza.
40 ୪୦ ଆରି ସେ ସିସ୍ମନ୍କେ କଇଲା, “କାଇକେ ଏତେକ୍ ଡର୍ଲାସ୍ନି? ତମ୍କେ ଏବେଜାକ ମର୍ଲଗେ ବିସ୍ବାସ୍ ନାଇ କି?”
Y a ellos dijo: ¿Por qué estáis tan medrosos? ¿Cómo es que no tenéis fe?
41 ୪୧ ସେମନ୍ ବେସି ଡରି ଜାଇକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ତେବେ ଏ କେ ଜେ, ପବନ୍ ଆରି ଲଅଡି ମିସା ତାର୍ ଆଦେସ୍ ମାନ୍ଲାଇନି?”
Y temieron con gran temor, y decían el uno al otro: ¿Quién es éste, que aun el viento y la mar le obedecen?