< ମାର୍କ 4 >
1 ୧ ଜିସୁ ଆରିତରେକ୍ ଗାଲିଲି ସମ୍ଦୁର୍ କଣ୍ଡିଟାନେ ସିକିଆ ଦେବାର୍ ଦାର୍ଲା, ଆରି ଏତେକ୍ ମାଣ୍ଡ୍ ଲକ୍ମନ୍ ତାର୍ ଲଗେ ଟୁଲ୍ଅଇଲାଇଜେ, ସେ ସମ୍ଦୁରେ ରଇବା ଗଟେକ୍ ଡଙ୍ଗାଇ ଜାଇ ବସ୍ଲା, ଆରି ଗୁଲାଇ ଲକ୍ମନ୍ ସମ୍ଦୁର୍ ପାଲିକେ ରଇଲାଇ ।
In zopet začne učiti ob morji. In zbere se pri njem mnogo ljudstva, toliko, da stopi v ladjo, ter je sedel na morji; in vse ljudstvo je bilo ob morji na tléh.
2 ୨ ଜିସୁ ସେମନ୍କେ ବେସି ବିସଇ ଉଦାଅରନ୍ ଦେଇ ସିକାଇଲା । ଆରି ସିକାଇବାବେଲେ ସେମନ୍କେ କଇଲା,
In učil jih je v prilikah mnogo, in pravil jim je v nauku svojem:
3 ୩ “ସୁନା ଗଟେକ୍ ଚାସି ତାର୍ ବିଅନ୍ ବୁନ୍ବାର୍ ବାରଇଲା ।
Poslušajte! Glej, izšel je sejavec sejat.
4 ୪ ସେ ବୁନୁ ବୁୁନୁ କେତେକ୍ ବିଅନ୍ ବାଟେ ଅଦର୍ଲା, ଆରି ଚଡଇମନ୍ ଆସି ସବୁଜାକ ବିଅନ୍ କାଇଦେଲାଇ ।
In zgodí se, ko je sejal, padlo je nekaj zrnja poleg ceste; in priletele so tice nebeške in ga pozobale.
5 ୫ ଆରି କେତେକ୍ ବିଅନ୍ ଉନା ମାଟିରଇ ତଲେ ପାକ୍ନା ରଇଲା ବୁଏଁ ଅଦର୍ଲା, ଆରି ମାଟି ଉନା ରଇଲାକେ ଦାପ୍ରେ ଗାଜା ଅଇଲା ।
A drugo je padlo na skalnata tlá, kjer ni imelo mnogo zemlje, in precej je pognalo, ker ni imelo globoke zemlje.
6 ୬ ମାତର୍ ବେଲ୍ ଉଦ୍ଲାକେ ଗାଜା ଅଇଲାଟା ପଡି ମସ୍ରିଗାଲା, ଆରି ଚେର୍ ବେଦି ନ ରଇଲାଜେ ସୁକିଗାଲା ।
Ko je pa solnce vzšlo, ovenelo je; in ker ni imelo korenine, usahnilo je.
7 ୭ ଆରି କେତେକ୍ ବିଅନ୍ କାଟା ବୁଟା ମଜାଇ ଅଦର୍ଲା, ଆରି କାଟା ବୁଟାମନ୍ ଉଟି ବଡିକରି ଗାଜା ଅଇ ସବୁକେ ଚାପି ପାକାଇଲାଇ । ଚାପିଦେଲାକେ କାଇ ଦାନ୍ ମିସା ଅଏ ନାଇ ।
In drugo je padlo v trnje. In trnje je zrastlo in ga udušilo; in ni dalo sadú.
8 ୮ ମାତର୍, ଆରି କେତେକ୍ ବିଅନ୍ ନିକ ବୁଏଁ ଅଦର୍ଲା ଆରି ଗାଜା ଅଇ ଉଟି ବଡିକରି ତିରିସ୍ ଗୁଣ୍ ସାଟେ ଗୁଣ୍ ଆରି ସଏ ଗୁଣ୍ ଜାକ ପସଲ୍ ଦେଲା ।”
In drugo je padlo na dobro zemljo, in dajalo je sad, kteri je rastel in se množil, in rodilo je po trideset, in po šestdeset, in po sto.
9 ୯ ଆରି ଜିସୁ କଇଲା, “ଜାକେ ସୁନ୍ବାକେ କାନ୍ ଆଚେବଇଲେ, ସେ ମନ୍ଦେଇ ସୁନ ।”
In reče jim: Kdor ima ušesa, da sliši, naj sliši!
10 ୧୦ ଜିସୁ ଗଟେକ୍ଲକ୍ ରଇଲା ବେଲେ ତାର୍ସଙ୍ଗ୍ ରଇଲା ଲକ୍ମନ୍ ଆରି ବାର୍ଟା ସିସ୍ମନ୍ ତାକେ ପାଚାର୍ଲାଇ, “ତମେ କାଇକେ ଉଦାଅରନ୍ ଦେଇ ସିକାଇଲାସ୍ନି?”
Ko je pa ostal sam, vprašajo ga tisti, kteri so bili pri njem z dvanajsterimi, za to priliko.
11 ୧୧ ଜିସୁ ସେମନ୍କେ କଇଲା, “ପର୍ମେସରର୍ ରାଇଜେ ଲୁଚିକରି ରଇଲା ବିସଇ ତମେ ବୁଜିପାର୍ଲାସ୍ନି, ମାତର୍ ବାଇରେ ରଇବା ବିନ୍ ଲକ୍ମନ୍କେ ଉଦାଅରନ୍ ଦେଇ କୁଆ ଅଇଲାନି ।”
Pa jim reče: Vam je dano, da spoznate skrivnost kraljestva Božjega; onim pa, ki so zunej, godí se vse v prilikah;
12 ୧୨ ଜେନ୍ତାର୍କି “ମୁଇ କର୍ବା କାମ୍ମନ୍ ଦେକ୍ତେ ରଇଲେ ମିସା ବୁଜି ନାପାରତ୍, ଆରି କଇଲାଟାମନ୍ ସୁନି ସୁନି ମିସା ନ ବୁଜତ୍, ବୁଜ୍ତାଇଆଲେ ସେମନ୍ ପର୍ମେସରର୍ ଲଗେ ବାଅଡ୍ତାଇ ଆରି ପାପ୍ କେମା ପାଇତାଇ ।”
Da vidijo in gledajo, pa ne ugledajo; in slišijo ter poslušajo, pa ne umejo; da se ne bi kedaj spreobrnili, in bi se jim odpustili grehi.
13 ୧୩ ଜିସୁ ସେମନ୍କେ କଇଲା, “ଏ ଉଦାଅରନର୍ ଅରତ୍ ତମେ ବୁଜାସ୍ ନାଇ କି? ତେବେ ବିନ୍ ଉଦାଅରନର୍ ଅରତ୍ କେନ୍ତି ବୁଜ୍ସା?
In reče jim: Ne umete li te prilike? a kako boste vse prilike umeli?
14 ୧୪ ଚାସି ପର୍ମେସରର୍ ବାକିଅ ବୁନ୍ସି,
Sejavec seje besedo.
15 ୧୫ ଜନ୍ଲକ୍ମନ୍ ସୁନ୍ବାଇ ଆରି ସୁନ୍ଲା ଦାପ୍ରେ, ସଇତାନ୍ ଆସି ସେମନ୍ର୍ ଟାନେଅନି ବୁନିରଇବା ବାକିଅ ଜିକି ନେଇସି, ସେମନ୍ ବୁନିରଇବା ବାଟ୍ଲଗର୍ ବିଅନ୍ ପାରା ।
Ti so pa, ki so poleg ceste: kjer se seje beseda, in so jo slišali, precej pride satan in vzeme besedo, ktera je posejana v njih srca,
16 ୧୬ ସେନ୍ତାର୍ ସେ, ଜନ୍ଲକ୍ମନ୍ ବାକିଅ ସୁନ୍ଲା ଦାପ୍ରେ ସାର୍ଦା ଅଇ ସେଟା ମାନ୍ବାଇ, ସେଲକ୍ ପାକ୍ନା ରଇବା ଜାଗାଇ ଅଦର୍ଲା ବିଅନ୍ ପାରା ।
In enako so ti, ki so na skalnata tlá posejani: kteri besedo, ki so jo slišali, precej z veseljem sprejmó;
17 ୧୭ ମାତର୍ ସେମନର୍ ଟାନେ ଚେର୍ ନ ବେଦିରଏଜେ ଚନେକର୍ପାଇ ବିସ୍ବାସ୍ କରି ରଇବାଇ, ପଚେ ବାକିଅର୍ଲାଗି କସ୍ଟ କି ତାଡ୍ନା ଆଇଲେ, ସେ ଦାପ୍ରେ ବିସ୍ବାସ୍ ଚାଡି ଦେବାଇ ।
Pa nimajo korenine v sebi, nego so nestanovitni; potem ko nastane stiska ali preganjanje za voljo besede, pohujšujejo se precej.
18 ୧୮ ଆରି ଜନ୍ଲକ୍ମନ୍ ବାକିଅ ସୁନ୍ବାଇ, ମାତର୍ ତାର୍ ଦିନ୍କର୍ ବିସଇର୍ ଚିନ୍ତା, ଦନର୍ ମାୟା ଆରି ବିନ୍ ବିନ୍ ବିସଇର୍ ଲାଲ୍ସାଟାନେ ପୁରିକରି ମାପ୍ରୁର୍ ବାକିଅକେ ଚାପିପାକାଇସି, ତେଇ ମାପ୍ରୁର୍ ବାକିଅ ନିକ କାମ୍ ନ କରେ ।
In ti so, ki so v trnje posejani: ti so, kteri besedo slišijo;
19 ୧୯ ସେନ୍ତାରି ଅଦେକ୍ ଲକ୍ମନ୍ ବିଅନ୍ ବୁନିରଇବା କାଟାଲାଟା ବୁଇଁ ପାରା । (aiōn )
Pa skrbí tega sveta, in ničemurnost bogastva, in druge slasti se prikradejo, in udušé besedo, in brez sadú je. (aiōn )
20 ୨୦ ବାକିଲକ୍ମନ୍ ବାକିଅ ସୁନି ସେଟା ମାନ୍ବାଇ ଆରି ତିରିସ୍ ଗୁଣ୍, ସାଟେ ଗୁଣ୍ ଆରି ସଏ ଗୁଣ୍ ପଲ୍ ଦେବାଇ, ସେମନ୍ ବିଅନ୍ ଅଦ୍ରି ରଇବା ନିକ ବୁଇଁ ପାରା ।”
In ti so, ki so na dobro zemljo posejani: kteri besedo poslušajo in sprejemajo, ter prinašajo sad, po trideset, in po šestdeset, in po sto.
21 ୨୧ ଜିସୁ ଆରିତରେକ୍ ସେମନ୍କେ କଇଲା, “ବତି ଡସାଇ ମାନ୍ ତଲେ କି କଟ୍ ତଲେ ସଙ୍ଗଇବାକେ ନ ଆନତ୍ । ବତି, କୁଦ୍ରାଇ ସଙ୍ଗଇବାକେ ଡସାଇବାଇ ।
In reče jim; Prižiga li se sveča, da se pod mernik postavi ali pod posteljo? a ne, da se na svečnik postavi?
22 ୨୨ କାଇକେବଇଲେ ଲକ୍ମନ୍କେ ଏବେଜାକ ନାଜାନି ରଇବା ବିସଇ ଜାନାଇ ଦିଆଅଇସି, ଆରି ଜନ୍ ବିସଇ ସବୁ ଲୁଚି ରଇସି, ସେଟା ମେଲାକରି ଦିଆଅଇସି ।
Kajti nič ni skrivnega, kar se ne bi razodelo; in nič ni tako skritega, da ne bi prišlo na svetlo.
23 ୨୩ ଜଦି ଜାକେ ନିକ ସଙ୍ଗ୍ ସୁନ୍ବାର୍ ଆଚେ, ସେ ନିକ ସଙ୍ଗ୍ ସୁନ ।”
Če ima kdo ušesa, da sliši, naj sliši!
24 ୨୪ ଆରି ଜିସୁ ସେମନ୍କେ କଇଲା, “କାଇଟା ସୁନ୍ଲାସ୍ନି, ସେ ବିସଇ ଏତାଇକରି ଜାଗରତ୍ ରୁଆ । ଜନ୍ ନାପେ ତମେ ନାପ୍ସା, ସେ ନାପେ ପର୍ମେସର୍ ତମ୍କେ ନାପ୍ସି, ଆରି ତାର୍ତେଇଅନି ଅଦିକ୍ ।
In reče jim: Pomislite, kaj slišite! S kakoršno mero boste merili, merilo se bo vam, in pridalo se bo vam, ki poslušate.
25 ୨୫ କାଇକେବଇଲେ ଜାକେ ରଇ, କାମେ ଲାଗାଇରଇସି ତାକେ ଅଦିକ୍ ଦିଆଅଇସି, ଆରି ଜାକେ ରଇ, କାମେ ନ ଲାଗାଏ, ତାର୍ଟାନେ ଅନି ସେ ଅଲପ୍ ରଇଲାଟା ମିସା ନିଆଅଇସି ।”
Kajti kdor ima, dalo mu se bo; a kdor nima, odvzelo mu se bo tudi to, ka ima.
26 ୨୬ ଆରି ସେ କଇଲା, “ପର୍ମେସରର୍ ରାଇଜ୍ ଏନ୍ତାରି । ଗଟେକ୍ ଲକ୍ ନିଜର୍ ପଦାଇ ବିଅନ୍ ବୁନ୍ସି ।
In reče: Tako je kraljestvo Božje, kakor človek, če vrže seme v zemljo,
27 ୨୭ ଆରି, ସେ ଦିନ୍ବେଲେ କି ରାତିବେଲେ, ସଇଲେ କି କାମ୍ କଲେ ମିସା ବିଅନ୍ କେନ୍ତି ଆଁକ୍ରି ବଡ୍ସି, ସେଟା ନାଜାନେ,
In spí in vstaja po noči in po dnevu, in seme poganja, in raste, da ne vé on.
28 ୨୮ ଜମି ତାର୍ମନ୍କେ ପଲ୍ ଉବ୍ଜାଇସି, ପର୍ତୁମ୍ ପତର୍, ପଚେ କେଡ୍, ତାର୍ପଚେ ମୁଞ୍ଜି ପୁରୁନ୍ ରଇବା କେଡ୍ ।
Kajti zemlja sama od sebe rodí, najprej travo, potem klas, potem polno pšenico v klasu.
29 ୨୯ ମାତର୍ ଚାସ୍ ପାଚ୍ଲା ଦାପ୍ରେ କାଟ୍ବା ବେଲା କେଟିଆଇଲେ, ଚାସି କାଟ୍ବାକେ ଇଲା ଲାଗାଇସି ।”
Ko pa sad dozorí, precej pošlje srp; kajti nastala je žetev.
30 ୩୦ ସେ ଆରି ତରେକ୍ କଇଲା, “ଆମେ ପର୍ମେସରର୍ ରାଇଜ୍ କାଇଟା ସଙ୍ଗ୍ ସମାନ୍ କରୁ? ନଇଲେ କାଇ ଉଦାଅରନ୍ ସଙ୍ଗ୍ ବୁଜାଇଦେଉଁ?
In reče: Komu bomo primerili kraljestvo Božje? ali v kakošnej priliki ga bomo upodobili?
31 ୩୧ ସେଟା ଗଟେକ୍ ସର୍ସୁ ମୁଞ୍ଜି ପାରା, ବୁଏଁ ବୁନ୍ବା ବେଲେ ସେଟା ପୁର୍ତିବିର୍ ସବୁ ମୁଞ୍ଜିତେଇ ଅନି ସାନ୍ଟା,
Ono je, kakor zrno gorušično, ktero je, ko se vseje v zemljo, manjše od vseh semen, ktera so na zemlji;
32 ୩୨ ମାତର୍ ବୁନ୍ଲେ, ସେଟା ବଡିକରି ସବୁ ସାଗର୍ ଟାନେଅନି ବଡ୍ ଅଇସି, ଆରି ତାର୍ କେନ୍ଦି ଏନ୍ତି ବଡ୍ ବଡ୍ ଅଇଜାଇସି ଜେ, ସରଗର୍ ଚଡଇମନ୍ ତାର୍ କେନ୍ଦାଇ ବାସା ଅଇବାଇ ।”
In ko je vsejano, raste, in postane veče od vseh zelišč, in dela velike veje, da se morejo pod senco njegovo tice nebeške nastanjevati.
33 ୩୩ ଜିସୁ ଏନ୍ତି କେତେକ୍ କେତେକ୍ ଉଦାଅରଣ୍ ସଙ୍ଗ୍ ସେମନର୍ ବୁଜ୍ବା ବପୁ ଇସାବେ ବାକିଅ ସୁନାଇତେ ରଇଲା,
In v mnogih takošnih prilikah jim je govoril besedo, ko so jo mogli poslušati.
34 ୩୪ ଆରି ଉଦାଅରନ୍ ନଇତେ ସେ ତାକର୍ ଲଗେ କାଇ କାତା ନ କଇତେରଇଲା । ମାତର୍ ଜିସୁ ବିନ୍ ଲକ୍ମନ୍ କେ ନ ରଇଲାବେଲେ ନିଜର୍ ସିସ୍ମନ୍କେ ସବୁ ବିସଇ ବୁଜାଇ ଦେଇତେ ରଇଲା ।
Brez prilike jim pa ni govoril; a posebej je učencem svojim razlagal vse.
35 ୩୫ ସେଦିନେ ସଞ୍ଜ୍ ଅଇଲାକେ ଜିସୁ ସେମନ୍କେ କଇଲା, “ଆସା, ଗାଡ୍ ସେପାଟେ ଜୁ ।”
In reče jim tisti dan, ko se je zvečerilo: Prepeljimo se na oni kraj.
36 ୩୬ ସେଡ୍କିବେଲେ ସେମନ୍ ଲକ୍ ଗଅଲି ଚାଡିକରି, ଜିସୁ ବସି ରଇଲା, ଗଟେକ୍ ଡଙ୍ଗାଇ ଜାଇ ବସ୍ଲାଇ । ଆରି ବିନ୍ ବିନ୍ ଡଙ୍ଗା ମିସା ତାକର୍ ସଙ୍ଗ୍ ରଇଲା ।
In zapustivši ljudstvo, vzemó ga, kakor je bil v ladji; bile so pa tudi druge ladjice ž njim.
37 ୩୭ ପଚେ ଅଟାତ୍ ବେସି ବାଉପବନ୍ ଆଇଲା, ଆରି ଲଅଡିର୍ ମାଡ୍କେ ଡଙ୍ଗାଇ ପାନି ପୁରୁନ୍ ଅଇବାର୍ ଦାର୍ଲା ।
Kar nastane vélik vihar od vetra; in valovi so se vlivali v ladjo, da se je uže napolnjevala.
38 ୩୮ ସେଡ୍କିବେଲେ ଜିସୁ ଡଙ୍ଗାର୍ ପଚ୍ ଚଟୁ ମାର୍ବା ଲଗେ ମଚ୍ଲା ମୁଣ୍ଡିସାକରି ସଇଦେଇ ରଇଲା । ସିସ୍ମନ୍ ତାକେ ଉଟାଇ କଇଲାଇ, “ଏ ଗୁରୁ, ଆମେ ବୁଡିଜିବୁବେ, ତମ୍କେ କାଇ ଚେତ୍ନା ନାଇ?”
In on je bil na krmi, spé na vzglavji; in zbudé ga, in rekó mu: Učenik, ali ti ni nič mar, da pogibamo?
39 ୩୯ ସେଡ୍କିବେଲେ ଜିସୁ ଉଟି ପବନ୍କେ ଦମ୍କାଇ ଦେଇ ଲଅଡିକେ କଇଲା, “ତବିର୍ ଅଇ ଚୁପ୍ ର ।” ସେଡ୍କି ବେଲେ ପବନ୍ ବନ୍ଦ୍ ଅଇଲା, ଆରି ସବୁ ତବିର୍ ଅଇଲା ।
In vstavši, zapretí vetru, in reče morju; Umolkni, umiri se! In nehal je veter, in nastala je velika tihota.
40 ୪୦ ଆରି ସେ ସିସ୍ମନ୍କେ କଇଲା, “କାଇକେ ଏତେକ୍ ଡର୍ଲାସ୍ନି? ତମ୍କେ ଏବେଜାକ ମର୍ଲଗେ ବିସ୍ବାସ୍ ନାଇ କି?”
In reče jim: Kaj ste tako plašni? Kako, da nimate vere?
41 ୪୧ ସେମନ୍ ବେସି ଡରି ଜାଇକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ତେବେ ଏ କେ ଜେ, ପବନ୍ ଆରି ଲଅଡି ମିସା ତାର୍ ଆଦେସ୍ ମାନ୍ଲାଇନି?”
In uplašili so se z velikim strahom, in govorili so med seboj: Kdo vendar je ta, da sta mu tudi veter in morje pokorna?