< ମାର୍‌କ 3 >

1 ପଚେ ଜିସୁ ଆରି ଗଟେକ୍‌ ତର୍‌ ଜିଉଦିମନର୍‌ ପାର୍‌ତନା ଗରେ ଗାଲା । ତେଇ ଗଟେକ୍‌ ଲକ୍‌ ରଇଲା । ତାର୍‌ ଗଟେକ୍‌ ଆତ୍‌ ସୁକିଜାଇରଇଲା ।
அநந்தரம்’ யீஸு²​: புந ர்ப⁴ஜநக்³ரு’ஹம்’ ப்ரவிஷ்டஸ்தஸ்மிந் ஸ்தா²நே ஸு²ஷ்கஹஸ்த ஏகோ மாநவ ஆஸீத்|
2 ଜିସୁ କେଜାନେ ବିସ୍‌ରାମ୍‌ ବାରେ ନିମାନ୍‌ କର୍‌ସି ବଲି, ସେମନ୍‌ ଆଁକି ନ ମରାଇତେ ଦେକ୍‌ତେରଇଲାଇ, କାଇକେବଇଲେ ଜେନ୍ତିକି ତାର୍‌ ବିରୁଦେ ଦସ୍‌ ଦାରିପାର୍‌ବାଇ ।
ஸ விஸ்²ராமவாரே தமரோகி³ணம்’ கரிஷ்யதி நவேத்யத்ர ப³ஹவஸ்தம் அபவதி³தும்’ சி²த்³ரமபேக்ஷிதவந்த​: |
3 ଜନ୍‌ ଲକର୍‌ ଆତ୍‌ ସୁକି ଜାଇରଇଲା, ତାକେ ଜିସୁ କଇଲା, “ଆଉ ମଜାଇ ଟିଆ ଅ ।”
ததா³ ஸ தம்’ ஸு²ஷ்கஹஸ்தம்’ மநுஷ்யம்’ ஜகா³த³ மத்⁴யஸ்தா²நே த்வமுத்திஷ்ட²|
4 ଆରି ଜିସୁ ଲକ୍‌ମନ୍‌କେ ପାଚାର୍‌ଲା, “ବିସ୍‌ରାମ୍‌ବାରେ କାଇଟା କର୍‌ବା ନିଅମ୍‌? ନିକ କର୍‌ବାର୍‌ କି ଆସାର୍‌ କର୍‌ବାର୍‌? ଜିବନ୍‌ ବଁଚାଇବାର୍‌ କି ମରାଇଦେବାର୍‌?” ମାତର୍‌ ସେମନ୍‌ କାଇଟା ନ କଇ ଚିମ୍‌ରାଅଇ ରଇଲାଇ ।
தத​: பரம்’ ஸ தாந் பப்ரச்ச² விஸ்²ராமவாரே ஹிதமஹிதம்’ ததா² ஹி ப்ராணரக்ஷா வா ப்ராணநாஸ² ஏஷாம்’ மத்⁴யே கிம்’ கரணீயம்’? கிந்து தே நி​: ஸ²ப்³தா³ஸ்தஸ்து²​: |
5 ସେବେଲେ ତାକର୍‌ ମନ୍‌ ଡାଟ୍‌ ର‍ଇବାଟା ଦେକିକରି ଜିସୁ ଦୁକ୍‌ଅଇ ରିସାସଙ୍ଗ୍‌, ଚାରିବେଡ୍‌ତି ଦେକ୍‍ଲା । ଆରି ସେ ଲକ୍‌କେ କଇଲା, “ଆତ୍‌ ଲାମା ।” ସେ ଲକ୍‌ ଆତ୍‌ ଲାମାଇଲା, ଆରି ତାର୍‌ ଆତ୍‌ ନିମାନ୍‌ ଅଇଗାଲା ।
ததா³ ஸ தேஷாமந்த​: கரணாநாம்’ காடி²ந்யாத்³தே⁴தோ ர்து³​: கி²த​: க்ரோதா⁴த் சர்துத³ஸோ² த்³ரு’ஷ்டவாந் தம்’ மாநுஷம்’ க³தி³தவாந் தம்’ ஹஸ்தம்’ விஸ்தாரய, ததஸ்தேந ஹஸ்தே விஸ்த்ரு’தே தத்³த⁴ஸ்தோ(அ)ந்யஹஸ்தவத்³ அரோகோ³ ஜாத​: |
6 ତେଇଅନି ପାରୁସିମନ୍‌ ସେ ଜାଗାଇଅନି ଦାପ୍‌ରେ ବାରଇ ଜାଇ ଜିସୁକେ ମରାଉ ବଲି ତାର୍‌ ବିରୁଦେ ଏରଦ୍‌ ରାଜାର୍‌ ଲକ୍‌ମନର୍‌ସଙ୍ଗ୍‌ ଉପାଇ ପାଁଚ୍‌ବାର୍‌ ଦାର୍‌ଲାଇ ।
அத² பி²ரூஸி²ந​: ப்ரஸ்தா²ய தம்’ நாஸ²யிதும்’ ஹேரோதீ³யை​: ஸஹ மந்த்ரயிதுமாரேபி⁴ரே|
7 ସେଡ୍‌କିବେଲେ ଜିସୁ ସିସ୍‌ମନର୍‌ ସଙ୍ଗ୍‌ ଲକ୍‌ମନର୍‌ଟାନେଅନି ବେଗ୍‌ଲି କରି, ସମ୍‌ଦୁର୍‌ କଣ୍ଡିବାଟେ ବାରଇ ଗାଲା । ଆରି ଗାଲିଲି ଅନି ବେସି ଲକ୍‌ ତାର୍‌ ପଚେ ପଚେ ଆଇଲାଇ, ଆରି ଜିଉଦା,
அதஏவ யீஸு²ஸ்தத்ஸ்தா²நம்’ பரித்யஜ்ய ஸி²ஷ்யை​: ஸஹ புந​: ஸாக³ரஸமீபம்’ க³த​: ;
8 ଜିରୁସାଲାମ୍‌, ଇଦମ୍‌, ଜର୍‌ଦନ୍‌ର୍‌ ଉପର୍‌ ବାଟେ ରଇବା ସର ଆରି ସିଦନର୍‌ ଚାରିବେଡ୍‌ତିର୍‌ ଲକ୍‌ ସେ କରିରଇବା ସବୁ କାମର୍‌ କାତା ସୁନି ତାର୍‌ ଲଗେ ଆଇଲାଇ ।
ததோ கா³லீல்யிஹூதா³-யிரூஸா²லம்-இதோ³ம்-யர்த³ந்நதீ³பாரஸ்தா²நேப்⁴யோ லோகஸமூஹஸ்தஸ்ய பஸ்²சாத்³ க³த​: ; தத³ந்ய​: ஸோரஸீத³நோ​: ஸமீபவாஸிலோகஸமூஹஸ்²ச தஸ்ய மஹாகர்ம்மணாம்’ வார்த்தம்’ ஸ்²ருத்வா தஸ்ய ஸந்நிதி⁴மாக³த​: |
9 ସେଡ୍‌କିବେଲେ ଚିପାଟେଲା ରଇଲାକେ, ଲକ୍‌ମନ୍‌ ଜେନ୍ତିକି ଉପ୍‌ରେ ଡାବି ନ ଅଅତ୍‌, ତେବର୍‌ ପାଇ ଜିସୁ ସିସ୍‌ମନ୍‌କେ ତାର୍‌ପାଇ ଗଟେକ୍‌ ସାନ୍‌ଟା ଡଙ୍ଗା ଆନି ଜାଗାଇବାକେ ତିଆର୍‌ଲା ।
ததா³ லோகஸமூஹஸ்²சேத் தஸ்யோபரி பததி இத்யாஸ²ங்க்ய ஸ நாவமேகாம்’ நிகடே ஸ்தா²பயிதும்’ ஸி²ஷ்யாநாதி³ஷ்டவாந்|
10 ୧୦ କାଇକେବଇଲେ ସେ ବେସି ଲକ୍‌ମନ୍‌କେ ନିମାନ୍‌ କଲାଜେ ଜର୍‌ଦୁକା ଅଇରଇବା ଲକ୍‌ମନ୍‌ ତାକେ ଚିଉଁ ବଲି ଉପ୍‌ରେ ଡାବିଅଇ ଜାଇତେରଇଲାଇ ।
யதோ(அ)நேகமநுஷ்யாணாமாரோக்³யகரணாத்³ வ்யாதி⁴க்³ரஸ்தா​: ஸர்வ்வே தம்’ ஸ்ப்ரஷ்டும்’ பரஸ்பரம்’ ப³லேந யத்நவந்த​: |
11 ୧୧ ଆରି ଜେଡେବେଲେ ଜିସୁକେ କରାପ୍‌ ଆତ୍‌ମାମନ୍‌ ଦେକ୍‌ତେ ରଇଲାଇ, ସେ ଆତ୍‌ମାମନ୍‌ ତାର୍‌ ମୁଆଟେ ଅଦ୍‌ରି ଆଉଲିଅଇ କଇତେରଇଲାଇ, “ତୁଇ ଆକା ପର୍‌ମେସରର୍‌ ପଅ ।”
அபரஞ்ச அபவித்ரபூ⁴தாஸ்தம்’ த்³ரு’ஷ்ட்வா தச்சரணயோ​: பதித்வா ப்ரோசை​: ப்ரோசு​: , த்வமீஸ்²வரஸ்ய புத்ர​: |
12 ୧୨ ମାତର୍‌ ଜିସୁ ଡୁମାମନ୍‌କେ ତାର୍‌ ବିସଇନେଇ ବିନ୍‌ ଲକ୍‌ମନ୍‌କେ କାଇ ବଲି ନ କୁଆ ବଲି ଡାଟ୍‌ସଙ୍ଗ୍‌ ଆଦେସ୍‌ ଦେଇତେରଇଲା ।
கிந்து ஸ தாந் த்³ரு’ட⁴ம் ஆஜ்ஞாப்ய ஸ்வம்’ பரிசாயிதும்’ நிஷித்³த⁴வாந்|
13 ୧୩ ଜିସୁ ପର୍‌ବତ୍‌ ଉପ୍‌ରେ ଜାଇ, ଜନ୍‌ ଲକ୍‌ମନ୍‌କେ ସେ ମନ୍‍ କଲା, ସେମନ୍‌କେ ଲଗେ ଡାକ୍‌ଲା, ଆରି ସେମନ୍‌ ତାର୍‌ ଲଗେ ଆଇଲାଇ ।
அநந்தரம்’ ஸ பர்வ்வதமாருஹ்ய யம்’ யம்’ ப்ரதிச்சா² தம்’ தமாஹூதவாந் ததஸ்தே தத்ஸமீபமாக³தா​: |
14 ୧୪ ସେ ବାର ଲକ୍‌କେ ବାଚ୍‌ଲା ଆରି ସେମନ୍‌କେ ତାର୍‌ କବର୍‌ ନେଉ ବଲି ଡାକ୍‌ଲା । ଜେନ୍ତି ସେମନ୍‌ ତାର୍‌ ସଙ୍ଗ୍‌ ରଇପାରତ୍‌ ଆରି ସେମନ୍‌ ତାର୍‌ କବର୍‌ ଜାନାଇବାଇ,
ததா³ ஸ த்³வாத³ஸ²ஜநாந் ஸ்வேந ஸஹ ஸ்தா²தும்’ ஸுஸம்’வாத³ப்ரசாராய ப்ரேரிதா ப⁴விதும்’
15 ୧୫ ଆରି ଡୁମାଚାଡାଇବାକେ ଅଦିକାର୍‌ ଦେଲା ।
ஸர்வ்வப்ரகாரவ்யாதீ⁴நாம்’ ஸ²மநகரணாய ப்ரபா⁴வம்’ ப்ராப்தும்’ பூ⁴தாந் த்யாஜயிதுஞ்ச நியுக்தவாந்|
16 ୧୬ ଜିସୁ ବାର ଲକ୍‌କେ ବାଚ୍‌ଲା, ଜନ୍‌ଲକ୍‌ମନ୍‌ କି ସିମନ୍‌, ଜାକେ ସେ ପିତର୍‌ ବଲି ନାଉଁ ଦେଲା,
தேஷாம்’ நாமாநீமாநி, ஸி²மோந் ஸிவதி³புத்ரோ
17 ୧୭ ଜେବଦିର୍‌ ପ ଜାକୁବ୍ ଆରି ତାର୍‌ ବାଇ ଜଅନ୍‌କେ ସେ ବିନେରିଗସ୍‌ ବଲି ନାଉଁ ଦେଲା, ଆର୍‌ ଅରତ୍‌ ଅଇଲାନି ମେଗ୍‌ନାଦର୍‌ ପଅମନ୍‌,
யாகூப்³ தஸ்ய ப்⁴ராதா யோஹந் ச ஆந்த்³ரிய​: பி²லிபோ ப³ர்த²லமய​: ,
18 ୧୮ ଆନ୍ଦ୍‌ରିୟ, ପିଲିପ୍‍, ବାର୍‌ତଲମି, ମାତିଉ, ତମା, ଆଲ୍‌ପିର୍‌ ପଅ ଜାକୁବ୍, ତଦିୟ, କିଣାନିୟ ସିମନ୍‌, ଜେ କି ରମିୟ ସର୍‌କାରର୍‌ ବିରୁଦେ ଉଟିରଇଲା ।
மதீ² தோ²மா ச ஆல்பீ²யபுத்ரோ யாகூப்³ த²த்³தீ³ய​: கிநாநீய​: ஸி²மோந் யஸ்தம்’ பரஹஸ்தேஷ்வர்பயிஷ்யதி ஸ ஈஷ்கரியோதீயயிஹூதா³ஸ்²ச|
19 ୧୯ ଆରି ଇସ୍‌କାରିୟତିୟ ଜିଉଦା, ଜେ କି ଜିସୁକେ ସତ୍‌ରୁକେ ସର୍‌ପି ଦେଇର‍ଇଲା ।
ஸ ஸி²மோநே பிதர இத்யுபநாம த³தௌ³ யாகூப்³யோஹந்ப்⁴யாம்’ ச பி³நேரிகி³ஸ்² அர்த²தோ மேக⁴நாத³புத்ராவித்யுபநாம த³தௌ³|
20 ୨୦ ପଚେ ଜିସୁ ଗଟେକ୍‌ ଗରେ ପୁର୍‌ଲା । ସେଡ୍‌କି ବେଲେ ଲକ୍‌ମନ୍‌ ଆରି ତରେକ୍‌ ଏତେକ୍‌ ରୁଣ୍ଡ୍‌ଲାଇ ଜେ, ସେ ଆରି ତାର୍‌ ସିସ୍‌ମନ୍‌ କାଇବାର୍‌ ମିସା ନାପାର୍‌ଲାଇ ।
அநந்தரம்’ தே நிவேஸ²நம்’ க³தா​: , கிந்து தத்ராபி புநர்மஹாந் ஜநஸமாக³மோ (அ)ப⁴வத் தஸ்மாத்தே போ⁴க்துமப்யவகாஸ²ம்’ ந ப்ராப்தா​: |
21 ୨୧ “ଜିସୁକେ କାଇବାକେ ମିସା ବେଲା ନାଇ ।” ବଲି କଇ ତାକର୍‌ ଗରର୍‌ ଲକ୍‌ ସୁନି, ତାକେ ଗରେ ଡାକିନେବାକେ ଆଇଲାଇ । କାଇକେବଇଲେ ସେମନ୍‌ କଇଲାଇ, “ତାର୍‌ ବୁଦି ବାନାଅଇଗାଲାନି ।”
ததஸ்தஸ்ய ஸுஹ்ரு’ல்லோகா இமாம்’ வார்த்தாம்’ ப்ராப்ய ஸ ஹதஜ்ஞாநோபூ⁴த்³ இதி கதா²ம்’ கத²யித்வா தம்’ த்⁴ரு’த்வாநேதும்’ க³தா​: |
22 ୨୨ ଆରି, ଜିରୁସାଲାମ୍‌ ଅନି ଆସିରଇବା ସାସ୍‌ତର୍‌ ସିକାଉମନ୍‌ କଇଲାଇ, “ଆକେ ଡୁମାମନର୍‌ ନେତା ବାଲ୍‍ଜିବୁଲ୍‌ ଦାରିଆଚେ, ଆରି ଡୁମାମନର୍‌ ନେତାର୍‌ ବପୁସଙ୍ଗ୍‍ ଡୁମା ଚାଡାଇଲାନି ।”
அபரஞ்ச யிரூஸா²லம ஆக³தா யே யே(அ)த்⁴யாபகாஸ்தே ஜக³து³ரயம்’ புருஷோ பூ⁴தபத்யாபி³ஷ்டஸ்தேந பூ⁴தபதிநா பூ⁴தாந் த்யாஜயதி|
23 ୨୩ ସେଡ୍‌କିବେଲେ ଜିସୁ ସାସ୍‌ତର୍‌ ସିକାଉମନ୍‌କେ ଲଗେଡାକି ଉଦାଅରନ୍‌ ଦେଇ କଇଲା, “ସଇତାନ୍‍ କେନ୍ତି ସଇତାନ୍‌କେ ଚାଡାଇ ପାର୍‌ସି?
ததஸ்தாநாஹூய யீஸு² ர்த்³ரு’ஷ்டாந்தை​: கதா²ம்’ கதி²தவாந் ஸை²தாந் கத²ம்’ ஸை²தாநம்’ த்யாஜயிதும்’ ஸ²க்நோதி?
24 ୨୪ ଜଦି ଗଟେକ୍‌ ରାଇଜ୍‌ ଦୁଇ ବାଗ୍‌ ଅଇ ନିଜର୍‌ ବିରୁଦେ ଉଟ୍‌ସି, ତେବେ ସେ ରାଜିଅ ବେସିଦିନ୍‌ ନ ରଏ ।
கிஞ்சந ராஜ்யம்’ யதி³ ஸ்வவிரோதே⁴ந ப்ரு’த²க்³ ப⁴வதி தர்ஹி தத்³ ராஜ்யம்’ ஸ்தி²ரம்’ ஸ்தா²தும்’ ந ஸ²க்நோதி|
25 ୨୫ ଗଟେକ୍‌ ଗର୍‌ ବାଗ୍‌ ଅଇ ନିଜର୍‌ ବିରୁଦେ ଉଟ୍‌ସି, ତେବେ ସେ ଗର୍‌ ବେସି ଦିନ୍‌ ନ ରଏ ।
ததா² கஸ்யாபி பரிவாரோ யதி³ பரஸ்பரம்’ விரோதீ⁴ ப⁴வதி தர்ஹி ஸோபி பரிவார​: ஸ்தி²ரம்’ ஸ்தா²தும்’ ந ஸ²க்நோதி|
26 ୨୬ ସେନ୍ତାର୍‌ସେ ସଇତାନ୍‌ ଜଦି ବାଗ୍‌ ଅଇ ନିଜର୍‌ ବିରୁଦେ ଉଟ୍‌ସି, ତେବେ ସେ ତବିର୍‌ ଅଇ ରଇ ନାପାରେ, ମାତର୍‌ ତାର୍‌ ବିନାସ୍‌ ଗଟ୍‌ସି ।
தத்³வத் ஸை²தாந் யதி³ ஸ்வவிபக்ஷதயா உத்திஷ்ட²ந் பி⁴ந்நோ ப⁴வதி தர்ஹி ஸோபி ஸ்தி²ரம்’ ஸ்தா²தும்’ ந ஸ²க்நோதி கிந்தூச்சி²ந்நோ ப⁴வதி|
27 ୨୭ “ମାତର୍‌ କେ ମିସା ବପୁ ରଇବା ଲକ୍‌କେ ପର୍‌ତୁମ୍‌ ନ ବାନ୍ଦ୍‌ତେ, ତାର୍‌ ଗରେ ପୁରିକରି ସେଲକର୍‌ ନିଜର୍‌ ସବୁ ଚରାଇ ନେଇ ନାପାରେ, ମାତର୍‌ ସେ ବପୁ ରଇବା ଲକ୍‌କେ ଆଗେ ବାନ୍ଦ୍‌ଲେ ସିନା ସେ ତାର୍‌ ଗରେ ପୁରି ଚରିପାର୍‌ସି ।
அபரஞ்ச ப்ரப³லம்’ ஜநம்’ ப்ரத²மம்’ ந ப³த்³தா⁴ கோபி தஸ்ய க்³ரு’ஹம்’ ப்ரவிஸ்²ய த்³ரவ்யாணி லுண்ட²யிதும்’ ந ஸ²க்நோதி, தம்’ ப³த்³வ்வைவ தஸ்ய க்³ரு’ஹஸ்ய த்³ரவ்யாணி லுண்ட²யிதும்’ ஸ²க்நோதி|
28 ୨୮ “ମୁଇ ତମ୍‌କେ ସତ୍‌ କଇଲିନି, ଲକ୍‌ମନର୍‌ ସବୁ ପାପ୍‌, ଆରି ସେମନ୍‌ ଜେତେକ୍‌ ନିନ୍ଦା କାତା କଇ ପର୍‌ମେସରର୍‌ ନିନ୍ଦା କଲେ ମିସା, ସେ ସବୁଜାକ କେମା କରାଅଇସି ।
அதோஹேதோ ர்யுஷ்மப்⁴யமஹம்’ ஸத்யம்’ கத²யாமி மநுஷ்யாணாம்’ ஸந்தாநா யாநி யாநி பாபாநீஸ்²வரநிந்தா³ஞ்ச குர்வ்வந்தி தேஷாம்’ தத்ஸர்வ்வேஷாமபராதா⁴நாம்’ க்ஷமா ப⁴விதும்’ ஸ²க்நோதி,
29 ୨୯ ଜେକି ସୁକଲ୍‌ଆତ୍‌ମାର୍‌ ବିରୁଦେ ନିନ୍ଦା କାତା କଇସି, ତାକେ କନ୍‌ କାଲେ ମିସା ପର୍‌ମେସର୍‌ କେମା ନ ଦେଏ, ଆରି ସେ ନ ସାର୍‌ବା ପାପର୍‌ ଦସି ଅଇସି ।” (aiōn g165, aiōnios g166)
கிந்து ய​: கஸ்²சித் பவித்ரமாத்மாநம்’ நிந்த³தி தஸ்யாபராத⁴ஸ்ய க்ஷமா கதா³பி ந ப⁴விஷ்யதி ஸோநந்தத³ண்ட³ஸ்யார்ஹோ ப⁴விஷ்யதி| (aiōn g165, aiōnios g166)
30 ୩୦ ତାକେ କାରାପ୍‌ ଆତ୍‌ମା ଲାଗିଆଚେ ବଲି ସାସ୍‌ତର୍‌ ସିକାଉମନ୍‌ କଇଲାଇକେ, ଜିସୁ ଏନ୍ତାରି କଇଲା ।
தஸ்யாபவித்ரபூ⁴தோ(அ)ஸ்தி தேஷாமேதத்கதா²ஹேதோ​: ஸ இத்த²ம்’ கதி²தவாந்|
31 ୩୧ ସେଡ୍‌କିବେଲେ ଜିସୁର୍‌ ମା ଆରି ବାଇମନ୍‌ ଆସି ବାଇରେ ଟିଆ ଅଇ ଜିସୁକେ ଡାକାଇପାଟାଇଲାଇ ।
அத² தஸ்ய மாதா ப்⁴ராத்ரு’க³ணஸ்²சாக³த்ய ப³ஹிஸ்திஷ்ட²நதோ லோகாந் ப்ரேஷ்ய தமாஹூதவந்த​: |
32 ୩୨ ତେଇ ତାର୍‌ ଚାରିବେଡ୍‌ତି ବସି ରଇବା ଲକ୍‌ମନ୍‌ ତାକେ କଇଲାଇ, “ଦେକା, ତମର୍‌ ମାଆ ଆରି ବାଇ ବଇନି ବାଇରେ ରଇ ତମ୍‌କେ କଜ୍‌ଲାଇନି ।”
ததஸ்தத்ஸந்நிதௌ⁴ ஸமுபவிஷ்டா லோகாஸ்தம்’ ப³பா⁴ஷிரே பஸ்²ய ப³ஹிஸ்தவ மாதா ப்⁴ராதரஸ்²ச த்வாம் அந்விச்ச²ந்தி|
33 ୩୩ ଜିସୁ ସେମନ୍‌କେ କ‍ଇଲା, “କେ ମର୍‌ ମା ଆରି ବାଇବଇନିମନ୍‌?”
ததா³ ஸ தாந் ப்ரத்யுவாச மம மாதா கா ப்⁴ராதரோ வா கே? தத​: பரம்’ ஸ ஸ்வமீபோபவிஷ்டாந் ஸி²ஷ்யாந் ப்ரதி அவலோகநம்’ க்ரு’த்வா கத²யாமாஸ
34 ୩୪ ସେ ତାର୍‌ ଚାରିବେଡ୍‌ତି ବସିରଇବା ଲକ୍‌ମନ୍‌କେ ଦେକିକରି କଇଲା, “ଏମନ୍‌ ମର୍‌ ମାଆ ଆରି ମର୍‌ ବାଇ ବଇନି ।
பஸ்²யதைதே மம மாதா ப்⁴ராதரஸ்²ச|
35 ୩୫ ଜନ୍‌ ଲକ୍‌ମନ୍‌ ପର୍‌ମେସର୍‌ ମନ୍‌କଲାଟା ପୁରାପୁରୁନ୍‌ କର୍‌ବାଇ, ସେ ମର୍‌ ବାଇ, ବଇନି ଆରି ମା ।”
ய​: கஸ்²சித்³ ஈஸ்²வரஸ்யேஷ்டாம்’ க்ரியாம்’ கரோதி ஸ ஏவ மம ப்⁴ராதா ப⁴கி³நீ மாதா ச|

< ମାର୍‌କ 3 >