< ମାର୍କ 3 >
1 ୧ ପଚେ ଜିସୁ ଆରି ଗଟେକ୍ ତର୍ ଜିଉଦିମନର୍ ପାର୍ତନା ଗରେ ଗାଲା । ତେଇ ଗଟେକ୍ ଲକ୍ ରଇଲା । ତାର୍ ଗଟେକ୍ ଆତ୍ ସୁକିଜାଇରଇଲା ।
Wszedł zasię do bóżnicy, a był tam człowiek, który miał rękę uschłą.
2 ୨ ଜିସୁ କେଜାନେ ବିସ୍ରାମ୍ ବାରେ ନିମାନ୍ କର୍ସି ବଲି, ସେମନ୍ ଆଁକି ନ ମରାଇତେ ଦେକ୍ତେରଇଲାଇ, କାଇକେବଇଲେ ଜେନ୍ତିକି ତାର୍ ବିରୁଦେ ଦସ୍ ଦାରିପାର୍ବାଇ ।
I podstrzegali go, jeźliby go w sabat uzdrowił, aby go oskarżyli.
3 ୩ ଜନ୍ ଲକର୍ ଆତ୍ ସୁକି ଜାଇରଇଲା, ତାକେ ଜିସୁ କଇଲା, “ଆଉ ମଜାଇ ଟିଆ ଅ ।”
I rzekł onemu człowiekowi, który miał rękę uschłą: Wystąp w pośrodek.
4 ୪ ଆରି ଜିସୁ ଲକ୍ମନ୍କେ ପାଚାର୍ଲା, “ବିସ୍ରାମ୍ବାରେ କାଇଟା କର୍ବା ନିଅମ୍? ନିକ କର୍ବାର୍ କି ଆସାର୍ କର୍ବାର୍? ଜିବନ୍ ବଁଚାଇବାର୍ କି ମରାଇଦେବାର୍?” ମାତର୍ ସେମନ୍ କାଇଟା ନ କଇ ଚିମ୍ରାଅଇ ରଇଲାଇ ।
I rzekł do nich: Godzili się w sabat dobrze czynić, czyli źle czynić? człowieka zachować, czyli zabić? a oni milczeli.
5 ୫ ସେବେଲେ ତାକର୍ ମନ୍ ଡାଟ୍ ରଇବାଟା ଦେକିକରି ଜିସୁ ଦୁକ୍ଅଇ ରିସାସଙ୍ଗ୍, ଚାରିବେଡ୍ତି ଦେକ୍ଲା । ଆରି ସେ ଲକ୍କେ କଇଲା, “ଆତ୍ ଲାମା ।” ସେ ଲକ୍ ଆତ୍ ଲାମାଇଲା, ଆରି ତାର୍ ଆତ୍ ନିମାନ୍ ଅଇଗାଲା ।
Tedy spojrzawszy po nich z gniewem i zasmuciwszy się nad zatwardzeniem serca ich, rzekł onemu człowiekowi: Wyciągnij rękę twoję! i wyciągnął; i przywrócona jest ręka jego do zdrowia jako i druga.
6 ୬ ତେଇଅନି ପାରୁସିମନ୍ ସେ ଜାଗାଇଅନି ଦାପ୍ରେ ବାରଇ ଜାଇ ଜିସୁକେ ମରାଉ ବଲି ତାର୍ ବିରୁଦେ ଏରଦ୍ ରାଜାର୍ ଲକ୍ମନର୍ସଙ୍ଗ୍ ଉପାଇ ପାଁଚ୍ବାର୍ ଦାର୍ଲାଇ ।
Tedy wyszedłszy Faryzeuszowie, uczynili wnet radę z Herodyjany przeciwko niemu, jakoby go stracili.
7 ୭ ସେଡ୍କିବେଲେ ଜିସୁ ସିସ୍ମନର୍ ସଙ୍ଗ୍ ଲକ୍ମନର୍ଟାନେଅନି ବେଗ୍ଲି କରି, ସମ୍ଦୁର୍ କଣ୍ଡିବାଟେ ବାରଇ ଗାଲା । ଆରି ଗାଲିଲି ଅନି ବେସି ଲକ୍ ତାର୍ ପଚେ ପଚେ ଆଇଲାଇ, ଆରି ଜିଉଦା,
Ale Jezus z uczniami swymi ustąpił nad morze, a wielkie mnóstwo szło za nim z Galilei i z ziemi Judzkiej,
8 ୮ ଜିରୁସାଲାମ୍, ଇଦମ୍, ଜର୍ଦନ୍ର୍ ଉପର୍ ବାଟେ ରଇବା ସର ଆରି ସିଦନର୍ ଚାରିବେଡ୍ତିର୍ ଲକ୍ ସେ କରିରଇବା ସବୁ କାମର୍ କାତା ସୁନି ତାର୍ ଲଗେ ଆଇଲାଇ ।
I z Jeruzalemu, i z Idumei, i zza Jordanu, i z tych, którzy mieszkali około Tyru i Sydonu, wielkie mnóstwo, słysząc, jak wielkie rzeczy czynił, przyszli do niego.
9 ୯ ସେଡ୍କିବେଲେ ଚିପାଟେଲା ରଇଲାକେ, ଲକ୍ମନ୍ ଜେନ୍ତିକି ଉପ୍ରେ ଡାବି ନ ଅଅତ୍, ତେବର୍ ପାଇ ଜିସୁ ସିସ୍ମନ୍କେ ତାର୍ପାଇ ଗଟେକ୍ ସାନ୍ଟା ଡଙ୍ଗା ଆନି ଜାଗାଇବାକେ ତିଆର୍ଲା ।
I rozkazał uczniom swoim, aby łódkę mieli zawsze w pogotowiu, dla ludu, aby go nie cisnęli.
10 ୧୦ କାଇକେବଇଲେ ସେ ବେସି ଲକ୍ମନ୍କେ ନିମାନ୍ କଲାଜେ ଜର୍ଦୁକା ଅଇରଇବା ଲକ୍ମନ୍ ତାକେ ଚିଉଁ ବଲି ଉପ୍ରେ ଡାବିଅଇ ଜାଇତେରଇଲାଇ ।
Albowiem ich wiele uzdrawiał, tak iż nań padali, aby się go dotykali, którzykolwiek choroby mieli.
11 ୧୧ ଆରି ଜେଡେବେଲେ ଜିସୁକେ କରାପ୍ ଆତ୍ମାମନ୍ ଦେକ୍ତେ ରଇଲାଇ, ସେ ଆତ୍ମାମନ୍ ତାର୍ ମୁଆଟେ ଅଦ୍ରି ଆଉଲିଅଇ କଇତେରଇଲାଇ, “ତୁଇ ଆକା ପର୍ମେସରର୍ ପଅ ।”
A duchowie nieczyści, gdy go ujrzeli, upadali przed nim i wołali, mówiąc: Ty jesteś Syn Boży!
12 ୧୨ ମାତର୍ ଜିସୁ ଡୁମାମନ୍କେ ତାର୍ ବିସଇନେଇ ବିନ୍ ଲକ୍ମନ୍କେ କାଇ ବଲି ନ କୁଆ ବଲି ଡାଟ୍ସଙ୍ଗ୍ ଆଦେସ୍ ଦେଇତେରଇଲା ।
Ale ich on srodze gromił, żeby go nie objawiali.
13 ୧୩ ଜିସୁ ପର୍ବତ୍ ଉପ୍ରେ ଜାଇ, ଜନ୍ ଲକ୍ମନ୍କେ ସେ ମନ୍ କଲା, ସେମନ୍କେ ଲଗେ ଡାକ୍ଲା, ଆରି ସେମନ୍ ତାର୍ ଲଗେ ଆଇଲାଇ ।
I wstąpił na górę, a wezwał do siebie tych, których sam chciał, i przyszli do niego.
14 ୧୪ ସେ ବାର ଲକ୍କେ ବାଚ୍ଲା ଆରି ସେମନ୍କେ ତାର୍ କବର୍ ନେଉ ବଲି ଡାକ୍ଲା । ଜେନ୍ତି ସେମନ୍ ତାର୍ ସଙ୍ଗ୍ ରଇପାରତ୍ ଆରି ସେମନ୍ ତାର୍ କବର୍ ଜାନାଇବାଇ,
I postanowił ich dwanaście, aby z nim byli, a iżby je wysłał kazać Ewangieliję:
15 ୧୫ ଆରି ଡୁମାଚାଡାଇବାକେ ଅଦିକାର୍ ଦେଲା ।
I żeby mieli moc uzdrawiać choroby i wyganiać dyjabły:
16 ୧୬ ଜିସୁ ବାର ଲକ୍କେ ବାଚ୍ଲା, ଜନ୍ଲକ୍ମନ୍ କି ସିମନ୍, ଜାକେ ସେ ପିତର୍ ବଲି ନାଉଁ ଦେଲା,
Szymona, któremu imię dał Piotr;
17 ୧୭ ଜେବଦିର୍ ପ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ସେ ବିନେରିଗସ୍ ବଲି ନାଉଁ ଦେଲା, ଆର୍ ଅରତ୍ ଅଇଲାନି ମେଗ୍ନାଦର୍ ପଅମନ୍,
I Jakóba, syna Zebedeuszowego, i Jana, brata Jakóbowego, (którym dał imię Boanerges, to jest: synowie gromu);
18 ୧୮ ଆନ୍ଦ୍ରିୟ, ପିଲିପ୍, ବାର୍ତଲମି, ମାତିଉ, ତମା, ଆଲ୍ପିର୍ ପଅ ଜାକୁବ୍, ତଦିୟ, କିଣାନିୟ ସିମନ୍, ଜେ କି ରମିୟ ସର୍କାରର୍ ବିରୁଦେ ଉଟିରଇଲା ।
I Andrzeja, i Filipa, i Bartłomieja, i Mateusza, i Tomasza, i Jakóba, syna Alfeuszowego, i Tadeusza, i Szymona Kananejczyka;
19 ୧୯ ଆରି ଇସ୍କାରିୟତିୟ ଜିଉଦା, ଜେ କି ଜିସୁକେ ସତ୍ରୁକେ ସର୍ପି ଦେଇରଇଲା ।
I Judasza Iszkaryjota, który go też wydał.
20 ୨୦ ପଚେ ଜିସୁ ଗଟେକ୍ ଗରେ ପୁର୍ଲା । ସେଡ୍କି ବେଲେ ଲକ୍ମନ୍ ଆରି ତରେକ୍ ଏତେକ୍ ରୁଣ୍ଡ୍ଲାଇ ଜେ, ସେ ଆରି ତାର୍ ସିସ୍ମନ୍ କାଇବାର୍ ମିସା ନାପାର୍ଲାଇ ।
I przyszli do domu. I zgromadził się znowu lud, tak iż nie mogli ani chleba jeść.
21 ୨୧ “ଜିସୁକେ କାଇବାକେ ମିସା ବେଲା ନାଇ ।” ବଲି କଇ ତାକର୍ ଗରର୍ ଲକ୍ ସୁନି, ତାକେ ଗରେ ଡାକିନେବାକେ ଆଇଲାଇ । କାଇକେବଇଲେ ସେମନ୍ କଇଲାଇ, “ତାର୍ ବୁଦି ବାନାଅଇଗାଲାନି ।”
A gdy o tem usłyszeli jego powinni, przyszli, aby go pojmali; bo mówili, że odszedł od rozumu.
22 ୨୨ ଆରି, ଜିରୁସାଲାମ୍ ଅନି ଆସିରଇବା ସାସ୍ତର୍ ସିକାଉମନ୍ କଇଲାଇ, “ଆକେ ଡୁମାମନର୍ ନେତା ବାଲ୍ଜିବୁଲ୍ ଦାରିଆଚେ, ଆରି ଡୁମାମନର୍ ନେତାର୍ ବପୁସଙ୍ଗ୍ ଡୁମା ଚାଡାଇଲାନି ।”
A nauczeni w Piśmie, którzy byli przyszli z Jeruzalemu, mówili: Iż ma Beelzebuba, a iż przez książęcia dyjabelskiego wygania dyjabły.
23 ୨୩ ସେଡ୍କିବେଲେ ଜିସୁ ସାସ୍ତର୍ ସିକାଉମନ୍କେ ଲଗେଡାକି ଉଦାଅରନ୍ ଦେଇ କଇଲା, “ସଇତାନ୍ କେନ୍ତି ସଇତାନ୍କେ ଚାଡାଇ ପାର୍ସି?
I wezwawszy ich, mówił do nich w podobieństwach: Jakoż może szatan szatana wyganiać?
24 ୨୪ ଜଦି ଗଟେକ୍ ରାଇଜ୍ ଦୁଇ ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ରାଜିଅ ବେସିଦିନ୍ ନ ରଏ ।
A jeźliże królestwo samo w sobie będzie rozdzielone, nie może się ostać ono królestwo.
25 ୨୫ ଗଟେକ୍ ଗର୍ ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ଗର୍ ବେସି ଦିନ୍ ନ ରଏ ।
I dom, jeźliby sam przeciwko sobie był rozdzielony, nie będzie się mógł ostać on dom.
26 ୨୬ ସେନ୍ତାର୍ସେ ସଇତାନ୍ ଜଦି ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ତବିର୍ ଅଇ ରଇ ନାପାରେ, ମାତର୍ ତାର୍ ବିନାସ୍ ଗଟ୍ସି ।
Takci, jeźli szatan powstał sam przeciwko sobie i jest rozdzielony, nie może się ostać, ale koniec bierze.
27 ୨୭ “ମାତର୍ କେ ମିସା ବପୁ ରଇବା ଲକ୍କେ ପର୍ତୁମ୍ ନ ବାନ୍ଦ୍ତେ, ତାର୍ ଗରେ ପୁରିକରି ସେଲକର୍ ନିଜର୍ ସବୁ ଚରାଇ ନେଇ ନାପାରେ, ମାତର୍ ସେ ବପୁ ରଇବା ଲକ୍କେ ଆଗେ ବାନ୍ଦ୍ଲେ ସିନା ସେ ତାର୍ ଗରେ ପୁରି ଚରିପାର୍ସି ।
Nikt nie może sprzętu mocarzowego, wszedłszy do domu jego, rozchwycić, jeźliby pierwej mocarza onego nie związał; a potem dom jego splądruje.
28 ୨୮ “ମୁଇ ତମ୍କେ ସତ୍ କଇଲିନି, ଲକ୍ମନର୍ ସବୁ ପାପ୍, ଆରି ସେମନ୍ ଜେତେକ୍ ନିନ୍ଦା କାତା କଇ ପର୍ମେସରର୍ ନିନ୍ଦା କଲେ ମିସା, ସେ ସବୁଜାକ କେମା କରାଅଇସି ।
Zaprawdę powiadam wam, że wszystkie grzechy synom ludzkim będą odpuszczone, i bluźnierstwa, któremibykolwiek bluźnili;
29 ୨୯ ଜେକି ସୁକଲ୍ଆତ୍ମାର୍ ବିରୁଦେ ନିନ୍ଦା କାତା କଇସି, ତାକେ କନ୍ କାଲେ ମିସା ପର୍ମେସର୍ କେମା ନ ଦେଏ, ଆରି ସେ ନ ସାର୍ବା ପାପର୍ ଦସି ଅଇସି ।” (aiōn , aiōnios )
Ale kto bluźni przeciwko Duchowi Świętemu, nie ma odpuszczenia na wieki, ale winien jest sądu wiecznego. (aiōn , aiōnios )
30 ୩୦ ତାକେ କାରାପ୍ ଆତ୍ମା ଲାଗିଆଚେ ବଲି ସାସ୍ତର୍ ସିକାଉମନ୍ କଇଲାଇକେ, ଜିସୁ ଏନ୍ତାରି କଇଲା ।
Bo mówili: Ma ducha nieczystego.
31 ୩୧ ସେଡ୍କିବେଲେ ଜିସୁର୍ ମା ଆରି ବାଇମନ୍ ଆସି ବାଇରେ ଟିଆ ଅଇ ଜିସୁକେ ଡାକାଇପାଟାଇଲାଇ ।
Przyszli tedy bracia i matka jego, a stojąc przed domem, posłali do niego, i kazali go zawołać.
32 ୩୨ ତେଇ ତାର୍ ଚାରିବେଡ୍ତି ବସି ରଇବା ଲକ୍ମନ୍ ତାକେ କଇଲାଇ, “ଦେକା, ତମର୍ ମାଆ ଆରି ବାଇ ବଇନି ବାଇରେ ରଇ ତମ୍କେ କଜ୍ଲାଇନି ।”
A lud siedział około niego, i rzekli mu: Oto matka twoja i bracia twoi szukają cię przed domem.
33 ୩୩ ଜିସୁ ସେମନ୍କେ କଇଲା, “କେ ମର୍ ମା ଆରି ବାଇବଇନିମନ୍?”
Ale im on odpowiedział, mówiąc: Któż jest matka moja, i bracia moi?
34 ୩୪ ସେ ତାର୍ ଚାରିବେଡ୍ତି ବସିରଇବା ଲକ୍ମନ୍କେ ଦେକିକରି କଇଲା, “ଏମନ୍ ମର୍ ମାଆ ଆରି ମର୍ ବାଇ ବଇନି ।
A spojrzawszy wokoło po tych, którzy koło niego siedzieli, rzekł: Oto matka moja, i bracia moi!
35 ୩୫ ଜନ୍ ଲକ୍ମନ୍ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାଇ, ସେ ମର୍ ବାଇ, ବଇନି ଆରି ମା ।”
Albowiem ktobykolwiek czynił wolę Bożą, ten jest brat mój, i siostra moja, i matka moja.