< ମାର୍‌କ 2 >

1 କେତେଦିନ୍‌ ଗାଲା ପଚେ ଜିସୁ ଆରି ତରେକ୍‌ କପର୍‌ନାଉମେ ବାଅଡ୍‌ଲାକେ, ସେ ଗରେ ଆଚେ ବଲି ଆଲା ଅଇଗାଲା ।
Och efter några dagar gick han åter in i Capernaum; och det spordes, att han var i huset.
2 ସେ ଗରେ ଏତେମାଣ୍ଡ୍‌ ଲକ୍‌ ଜମ୍‌ଲାଇ ଜେ, ଦୁଆରେ ମିସା ଟାନ୍‌ ଦାରିନାପାର୍‌ଲା, ଆରି ଜିସୁ ସେମନର୍‌ ଲଗେ ପର୍‌ମେସରର୍‌ ବାକିଅ ସୁନାଇବାର୍‌ ଦାର୍‌ଲା ।
Och straxt församlades der månge, så att de icke rum hade, icke heller utanför dörrene; och han hade tal för dem.
3 ସେଡ୍‌କି ବେଲେ କେତେକ୍‌ ଲକ୍‌ମନ୍‌ ଗଟେକ୍‌ ଚେରେଙ୍ଗ୍‌ ରଗିକେ ବଇକରି ତାର୍‌ ଲଗେ ଦାରିଆଇଲାଇ । ତାକର୍‌ ବିତ୍‌ରେ ଅନି ଚାର୍‌ଲକ୍‌ ରଗିକେ ବଇରଇଲାଇ ।
Och de hade fram för honom en borttagnan, den der framburen var af fyra.
4 ମାତର୍‌ ଲକ୍‌ମନ୍‌ ଚିପାଟେଲା ଅଇରଇଲାଇକେ, ତାକେ ଜିସୁର୍‌ ଲଗେ ନେଇ ନାପାର୍‌ଲାଇ । ନାପାରିକରି, ଜିସୁ ଜନ୍‌ଟାନେ ରଇଲା, ତେଇର୍‌ ଚାନି ବଡ୍‌ଟା କାଣାକରି, ରଗିକେ କଟ୍‌ ମିସ୍‌ତେ ତାର୍‌ ମୁଆଟେ ସିଦା ଉତ୍‌ରାଇଦେଲାଇ ।
Och då de icke kunde komma till honom, för folkets skull, refvo de taket på huset, der han var; och gjorde ett hål på taket, och med tåg släppte neder sängena, der den borttagne uti låg.
5 ଜିସୁ ସେମନର୍‌ ବିସ୍‌ବାସ୍‌ ଦେକି ଚେରେଙ୍ଗ୍‌ ରଗିକେ କଇଲା, “ବାବୁରେ ମୁଇ ତର୍‌ ପାପ୍‌ କେମା କରିଦେଲି ।”
När Jesus såg deras tro, sade han till den borttagna: Min son, dina synder vare dig förlåtna.
6 ମାତର୍‌ ସେ ଗର୍‌ ବିତ୍‌ରେ କେତେଟା ସାସ୍‌ତର୍‌ ସିକାଇବା ଲକ୍‌ମନ୍‌ ବସି ନିଜର୍‌ ନିଜର୍‌ ମନ୍‌ ବିତ୍‌ରେ ବାବିଅଇତେରଇଲାଇ,
Så voro der någre utaf de Skriftlärde sittande, som tänkte i sin hjerta:
7 “ଏ ଲକ୍‌ ଚେରେଙ୍ଗ୍‌ ରଗିକେ ‘ତର୍‌ ପାପ୍‌ କେମା କରିଦେଲି ।’ ବଲି କେନ୍ତି କଇପାର୍‌ଲା? ଏ ପର୍‌ମେସର୍‌କେ ନିନ୍ଦା କର୍‌ସିଆଚେ, ସେ ଗଟେକ୍‌ ମାପ୍‌ରୁକେ ଚାଡିଦେଲେ, ଆରି କେ ମିସା ପାପ୍‌ କେମା କରି ପାରତ୍‌ କି?”
Hvi talar denne sådana hädelse? Ho kan förlåta synder, utan allena Gud?
8 ସେଦାପ୍‌ରେ ଜିସୁ ସେମନ୍‌ ମନେ ମନେ ଏନ୍ତାରି ବାବିଅଇଲାଟା, ନିଜର୍‌ ଆତ୍‌ମାଇ ଜାନି ସେମନ୍‌କେ କଇଲା, “ତମେ କାଇକେ ନିଜର୍‌ ନିଜର୍‌ ମନେ ଏ ସବୁଜାକ ବାବିଅଇଲାସ୍‌ନି?
Och straxt Jesus förnam det i sinom anda, att de sådant tänkte vid sig sjelfva, sade han till dem: Hvi tänken I sådant i edor hjerta?
9 କନ୍‌ଟା କର୍‌ବାଟା ସଅଜ୍‌ ଅଇଲାନି? ବାବୁରେ ‘ମୁଇ ତର୍‌ ପାପ୍‌ କେମା କରିଦେଲି ।’ ବଲି କଇବାଟା, କି ‘ଉଟ୍‌ ତର୍‌ କଟ୍‌ ବଇ ଇଣ୍ଡିଜା ।’ ବଲ୍‌ବାଟା?
Hvilket är lättare säga till den borttagna: Dina synder vare dig förlåtna; eller säga: Statt upp, och tag dina säng och gack?
10 ୧୦ ମାତର୍‌ ଗୁଲାଇ ଜଗତର୍‌ ପାପ୍‌ କେମା କର୍‌ବାକେ ପର୍‌ମେସର୍‌ ପାଟାଇଲା ନର୍‌ପିଲା ମର୍‌ ଅଦିକାର୍‌ ଆଚେ ବଲି ଏବେ ମୁଇ, ଏ ଲକ୍‌କେ ନିକ କରି ଦେକାଇବି ।” ସେ ଚେରେଙ୍ଗ୍‌ ରଗିକେ କଇଲା,
Men på det I skolen veta, att menniskones Son hafver magt på jordene förlåta synder, sade han till den borttagna:
11 ୧୧ “ମୁଇ ତକେ କଇଲିନି ଉଟ୍‌, ତର୍‌ କଟ୍‌ ବଇ, ନିଜର୍‌ ଗରେ ବାରିଜା ।”
Dig säger jag: Statt upp; tag dina säng, och gack i ditt hus.
12 ୧୨ ସେଦାପ୍‌ରେ ସେ ରଗି ଉଟି କଟ୍‌ ବଇକରି ସବୁ ଲକର୍‌ ଦେକ୍‌ତେ ବାରଇ ଗାଲା । ସେବେଲାଇ ସବୁଲକ୍‌ କାବା ଅଇ ପର୍‌ମେସରର୍‌ ମଇମା କରି କରି କଇଲାଇ, “ଆମେ ଏନ୍ତାରିଟା କେବେ ମିସା ଦେକି ନ ରଇଲୁ ।”
Och straxt stod han upp, tog sina säng, och gick ut i allas deras åsyn; så att alle undrade storliga, och prisade Gud, sägande: Sådant såge vi aldrig.
13 ୧୩ ସେ ଆରିତରେକ୍‌ ସମ୍‌ଦୁରର୍‌ କଣ୍ଡିବାଟେ ବାରଇଗାଲା । ବେସି ଲକ୍‌ମନ୍‌ ତାର୍‌ ଲଗେ ଆଇଲାକେ, ଜିସୁ ସେମନ୍‌କେ ସିକିଆ ଦେବାର୍‌ ଦାର୍‌ଲା ।
Och han gick åter ut till hafvet; och allt folket kom till honom, och han lärde dem.
14 ୧୪ ଆରି ସେ ଜାଉ ଜାଉ ଆଲ୍‌ପିଅର୍‌ ପଅ ଲେବିକେ ରମିୟ ସର୍‌କାରର୍‌ ପାଇ ସିସ୍‌ତୁମାଙ୍ଗୁମନ୍‌ ମାଙ୍ଗ୍‌ବା ଜାଗାଇ ବସି ରଇବାଟା ଦେକି ତାକେ କଇଲା, “ମର୍‌ ସଙ୍ଗ୍‌ ଆଉ ।” ତେଇଅନି ସେ ତାର୍‌ ସିସ୍‌ତୁମାଙ୍ଗୁମନ୍‌ ମାଙ୍ଗ୍‌ବାଟା ଚାଡି ଉଟିକରି ଜିସୁର୍‌ ସଙ୍ଗ୍‍ ଗାଲା ।
Och då Jesus gick der fram, såg han Levi, Alphei son, sittandes vid tullen, och sade till honom: Följ mig. Och han stod upp, och följde honom.
15 ୧୫ ପଚେ ଜିସୁ ଲେବିର୍‌ ଗରେ ଜାଇ କାଇବା ବେଲେ ବେସି ସିସ୍‌ତୁମାଙ୍ଗ୍‌ବା ଲକ୍‌ ଆରି ଜନ୍‌ ଲକ୍‌ମନ୍‌କେ ପାପି ବଲି କଇତେରଇଲାଇ, ତାର୍‌ ସିସ୍‌ମନ୍‌ର୍‌ ସଙ୍ଗ୍‌ ମିସି କାଇତେରଇଲାଇ । କାଇକେବଇଲେ ଏନ୍ତାରି ବେସି ଲକ୍‌ ତାର୍‌ ସଙ୍ଗ୍‌ ଜାଇତେ ରଇଲାଇ ।
Och det begaf sig, då han satt till bords i hans hus, såto ock desslikes månge Publicaner och syndare till bords med Jesu och hans Lärjungar; ty de voro månge, som hade följt honom.
16 ୧୬ ଜିସୁ ପାପି ଆରି ସିସ୍‌ତୁମାଙ୍ଗୁମନର୍‌ ସଙ୍ଗ୍‌ କାଇଲାନି, ଏଟା ଦେକିକରି ପାରୁସି ଦଲର୍‌ ସାସ୍‌ତର୍‌ ସିକାଉମନ୍‌ ତାର୍‌ ସିସ୍‌ମନ୍‌କେ କଇବାର୍‌ ଦାର୍‌ଲାଇ, “ସେ କାଇକେ ସିସ୍‌ତୁମାଙ୍ଗୁମନର୍‍ ଆରି ପାପିମନର୍‌ ସଙ୍ଗ୍‌ କାଇଲାନି?”
Och då de Skriftlärde och Phariseer sågo, att han åt med de Publicaner och syndare, sade de till hans Lärjungar: Hvi äter och dricker han med Publicaner och syndare?
17 ୧୭ ସେଟା ସୁନି ଜିସୁ ସାସ୍‌ତର୍‌ ସିକାଉମନ୍‌କେ କଇଲା, “ନିମାନ୍‌ ଲକ୍‌ମନର୍‌ପାଇ ଡାକ୍‌ଦରର୍‌ ଲଡା ନାଇ, ମାତର୍‌ ନିମାନ୍‌ ନ ରଇଲା ଲକ୍‌ମନ୍‌କେ ଲଡା ଆଚେ । ଜେ ନିଜେ ‘ମୁଇ ଦରମ୍‌ ଲକ୍‌ ।’ ବଲି ବାବିଅ‍ଇବା ଲକର୍‌ପାଇ ମୁଇ ଆସିନାଇ, ମାତର୍‌ ପାପିମନ୍‌କେ ପାପ୍‌ଟାନେଅନି ବାଉଡାଇବାକେ ଆସିଆଚି ।”
När Jesus det hörde, sade han till dem: De der helbregda äro, behöfva icke läkare, utan de som kranke äro; jag är icke kommen till att kalla de rättfärdiga, utan syndare, till bättring.
18 ୧୮ ଡୁବନ୍‌ ଦେଉ ଜଅନର୍‌ ସିସ୍‌ମନ୍‌ ଆରି ପାରୁସିମନ୍‌ ଉପାସ୍‌ କର୍‌ତେ ରଇଲାଇ । ସେବେଲାଇ କେତେଲକ୍‌ ଆସି ଜିସୁକେ କଇଲାଇ, “ଡୁବନ୍‌ ଦେଉ ଜଅନର୍‌ ସିସ୍‌ମନ୍‌ ଆରି ପାରୁସିମନର୍‌ ସିସ୍‌ମନ୍‌ ଉପାସ୍‌ କର୍‌ବାଇ, ମାତର୍‌ ତର୍‌ ସିସ୍‌ମନ୍‌ କାଇକେ ଉପାସ୍‌ ନ କରତ୍‌?”
Och Johannis lärjungar och de Phariseers fastade mycket; och de kommo, och sade till honom: Hvi fasta Johannis lärjungar och de Phariseers, och dine Lärjungar fasta intet?
19 ୧୯ ଜିସୁ ସେମନ୍‌କେ କ‍ଇଲା, “ବଜିଟାନେ ବିବା ଦାଙ୍ଗ୍‌ଡା ରଇବା ଜାକ ବିବା ଦାଙ୍ଗ୍‌ଡାର୍‌ ସଙ୍ଗ୍‌ ର‍ଇବା ଦାଙ୍ଗ୍‌ଡାମନ୍‌ ଉପାସେ ରଇବାଇ କି? ନାଇ ନ ର‍ଅତ୍‌ । ବିବା ଦାଙ୍ଗ୍‌ଡା ଜେଡେବେଲାଜାକ ରଇସି, ସେ ବେଲାଜାକ ସେମନ୍‌ ଉପାସେ ନ ରଅତ୍‌ ।
Sade Jesus till dem: Bröllopsfolket, kunna de fasta, så länge brudgummen är med dem? Så länge de hafva brudgummen när sig, kunna de icke fasta.
20 ୨୦ ମାତର୍‌ ବେଲା ଆଇସି, ଜେଡେବେଲେ ଲକ୍‌ମନ୍‌ ଆସି ତାକର୍‌ ଲଗେ ଅନି ବିବା ଦାଙ୍ଗ୍‌ଡାକେ ଦାରିଜିବାଇ, ସେଦିନେ ସେମନ୍‌ ଉପାସ୍‌ କର୍‌ବାଇ ।
Men de dagar skola komma, att brudgummen skall varda ifrå dem tagen; och då skola de fasta i de dagar.
21 ୨୧ “କେ ନୁଆ ଲୁଗାର୍‌ ଗର୍‌ଣ୍ଡା ପୁର୍‌ନା ଲୁଗାଇ ନ ସିଲାଏ, ସିଲାଇଲେ ନୁଆ ଗର୍‌ଣ୍ଡା ପୁର୍‌ନା ଲୁଗାକେ ଅଦିକ୍‌ ଚିରି ପାକାଇସି, ଆରି ଅଦିକ୍‌ ବଡ୍‌ଟା କାଣା କରିଦେଇସି ।
Och ingen sömmar en klut af nytt kläde på gammalt kläde; förty han rifver dock det nya stycket ifrå det gamla, och hålet varder värre.
22 ୨୨ ଆରି କେ ନୁଆ ଅଙ୍ଗୁର୍‌ ରସ୍‌ ପୁର୍‌ନା ଚାମ୍‌ ସଙ୍ଗ୍‌ ତିଆର୍‌ କଲା ମୁନାଇ ନ ସଙ୍ଗଅତ୍‌, ସଙ୍ଗଇଲେ ସେ ଅଙ୍ଗୁର୍‌ ରସ୍‌ ଆରି ଚାମ୍‌ ମୁନା ନସିଜାଇସି । ନାଇ ନୁଆ ଅଙ୍ଗୁର୍‌ ରସ୍‌ ନୁଆ ଚାମ୍‌ ମୁନାଇ ସଙ୍ଗଇବାର୍‌ ଆଚେ ।”
Och ingen låter nytt vin i gamla flaskor; annars slår det nya vinet flaskorna sönder, och vinet spilles ut, och flaskorna förderfvas; utan nytt vin skall man låta i nya flaskor.
23 ୨୩ ଜିସୁ ତରେକ୍‌ ବିସ୍‌ରାମ୍‌ବାରେ ତାସ୍‌ ରଇବା କେତ୍‌ ବାଟେ ଜାଇତେ ରଇଲା, ଆରି ଜିବାବେଲେ ତାର୍‌ ସିସ୍‌ମନ୍‌ ଦାନ୍‌ କେଡ୍‌ ଚିଡାଇତେ ଗାଲାଇ ।
Och det begaf sig, att han på Sabbathen gick genom säd; och hans Lärjungar begynte, vid de gingo, taga af axen.
24 ୨୪ ସେ ଜାଗାଇ ରଇବା ପାରୁସିମନ୍‌ ଜିସୁକେ କଇଲାଇ, “ଦେକ୍‌ ବିସ୍‌ରାମ୍‌ବାରେ ଜନ୍‌ଟା କର୍‌ବାର୍‌ ଆମର୍‌ ବିଦି ନଏଁ । ତର୍‌ ସିସ୍‌ମନ୍‌ କାଇକେ ସେଟା କଲାଇନି?”
Och de Phariseer sade till honom: Si, hvi göra de om Sabbathen det som icke lofligit är?
25 ୨୫ ଜିସୁ ସେମନ୍‌କେ କ‍ଇଲା, “ଆମର୍‌ ଡାକ୍‌ପୁଟା ଆନିଦାଦି ଦାଉଦର୍‌ ଅବାବ୍‌ ବେଲେ, ସେ ଆରି ତାର୍‌ ସଙ୍ଗ୍‌ର୍‌ ଲକ୍‌ମନ୍‌ ବୁକେ ରଇଲାଇ, ସେଡ୍‌କିବେଲେ ସେ କାଇଟା କରି ରଇଲା, ସେଟା କାଇ ତମେ କେବେ ପଡାସ୍‌ ନାଇ କି?
Då sade han till dem: Hafven I aldrig läsit, hvad David gjorde, då honom omträngde, och var hungrig, han och de der med honom voro?
26 ୨୬ ବଡ୍‌ ପୁଜାରି ଅବିୟାତର୍‌ ବେଲେ ସେ କେନ୍ତି ପର୍‌ମେସରର୍‌ ମନ୍ଦିରେ ପୁରିକରି ମାପ୍‌ରୁକେ ସର୍‌ପିଦେଲା ଜନ୍‌ ଦର୍‌ସନି ରୁଟି, ପୁଜାରିମନ୍‌କେ ଚାଡିଦେଲେ ଆରି କେ ମିସା କାଇବାର୍‌ ବିଦି ନଏଁ, ସେଟା ସେ କାଇଲା, ଆରି ସେ ରୁଟି ନିଜର୍‌ ସଙ୍ଗର୍‌ ଲକ୍‌ମନ୍‌କେ ମିସା ବାଟାକରି ଦେଇରଇଲା ।”
Huru han gick in i Guds hus, under den öfversta Presten Abjathar, och åt skådobröden, hvilka ingom voro loflige äta, utan Prestomen; och gaf desslikes dem som med honom voro.
27 ୨୭ ଜିସୁ ସେମନ୍‌କେ କଇଲା, “ବିସ୍‌ରାମ୍‌ବାର୍‌ ଲକ୍‌ମନର୍‌ ସାଇଜର୍‌ପାଇ ଅଇଲା ଆଚେ, ସେଟା ଲକ୍‌ମନ୍‌କେ ବିଜାର୍‌ କର୍‌ବାକେ ଅଏନାଇ ।
Och han sade till dem: Sabbathen är gjord för menniskones skull, och icke menniskan för Sabbathens skull.
28 ୨୮ ତେବର୍‌ପାଇ ପର୍‌ମେସର୍‌ ପାଟାଇଲା ନର୍‌ପିଲା ମୁଇ ବିସ୍‌ରାମ୍‌ବାରେ ଲକ୍‌ମନ୍‌ କାଇଟା କର୍‌ବାର୍‌ ଆଚେ, କାଇଟା କର୍‌ବାର୍‌ ନାଇ, ସେଟା କଇବାର୍‌ ମର୍‌ ଅଦିକାର୍‌ ଆଚେ ।”
Så är nu menniskones Son en Herre, desslikes ock öfver Sabbathen.

< ମାର୍‌କ 2 >