< ମାର୍‌କ 16 >

1 ବିସ୍‌ରାମ୍‌ବାର୍‌ ସାର୍‌ଲା ତାର୍‌ ଆର୍‌କର୍‌ ଦିନେ ମଗ୍‌ଦଲିନି ମରିୟମ୍‌, ଜାକୁବର୍‌ ମାଆ ମରିୟମ୍‌ ଆରି ସଲମି, ଜିସୁର୍‌ ମଲା ଗାଗ୍‌ଡେ ଲାଗାଇବାକେ ବାସ୍‌ନା ଚିକନ୍‌ ଗେନିଆନ୍‌ଲାଇ ।
E passato il sabato, Maria Maddalena e Maria madre di Giacomo e Salome comprarono degli aromi per andare a imbalsamar Gesù.
2 ରଇବାର୍‌ ଦିନର୍‌ ସାକାଲ୍‌ ସାକାଲ୍‌ ସେମନ୍‌ ତାର୍‌ ଗାଗଡ୍‌ ସଙ୍ଗଇଲା ଜାଗାକେ ଜାଇତେରଇଲାଇ । ସେବେଲେ ବେଲ୍‌ ଉଦି ଆଇତେରଇଲା ।
E la mattina del primo giorno della settimana, molto per tempo, vennero al sepolcro sul levar del sole.
3 ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ “ଜିସୁର୍‌ ଗାଗଡ୍‌ ସଙ୍ଗଇରଇଲା ମୁଆଟର୍‌ ବଡ୍‌ ଚାଚଡା ପାକ୍‌ନା ଆମର୍‌ ପାଇ କେ ଗୁଚାଇଦେଇସି ତେବେ?” ବଲି କାତା ଅଇତେରଇଲାଇ ।
E dicevano tra loro: Chi ci rotolerà la pietra dall’apertura del sepolcro?
4 ସେମନ୍‌ ସେ ଜାଗାଇ କେଟିକରି ଦେକ୍‌ଲାବେଲେ, ଏଦେ ଦେକା! ସେ ବଡ୍‌ ଚାଚଡା ପାକ୍‌ନା ଗୁଚିଜାଇରଇଲା ।
E alzati gli occhi, videro che la pietra era stata rotolata; ed era pur molto grande.
5 ସେବେଲା ସେମନ୍‌ ସେ ଜାଗା ବିତ୍‌ରେ ପୁରିକରି ଦେକ୍‌ଲାବେଲେ ଗଟେକ୍‌ ବିଜ୍‌ଲି ପାରା ଜଗ୍‌ଜଗି ଜାଇତେରଇବା ଦବ୍‌ ପଚିଆ ପିନ୍ଦିରଇବା ଦାଙ୍ଗ୍‌ଡା, ଜିସୁର୍‌ ମଡ୍‌ ସଙ୍ଗଇରଇଲା ଜାଗାର୍‍ ଉଜାବାଟେ ବସିରଇଲା । ସେଟା ଦେକି ସେମନ୍‌ ବେସି ଡରିଜାଇ କାବା ଅଇଗାଲାଇ ।
Ed essendo entrate nel sepolcro, videro un giovinetto, seduto a destra, vestito d’una veste bianca, e furono spaventate.
6 ମାତର୍‌ ସେ ଲକ୍‌ ସେମନ୍‌କେ କଇଲା, “ଡରାନାଇ, ତମେ କୁର୍‌ସେ ମଲା ନାଜରିତ୍‌ ଗଡର୍‌ ଜିସୁ କିରିସ୍‌ଟକେ କଜ୍‌ଲାସ୍‌ନି କି? ସେ ଇତି ନାଇନି, ଏବେ ମଲାଟାନେଅନି ଉଟ୍‌ଲା ଆଚେ । ତାର୍‌ ମଡ୍‌ ସଙ୍ଗଇଲା ଜାଗା ଦେକା ।” ବଲି କଇଲା ।
Ma egli disse loro: Non vi spaventate! Voi cercate Gesù il Nazareno che è stato crocifisso; egli è risuscitato; non è qui; ecco il luogo dove l’aveano posto.
7 “ତମେ ଜାଇକରି ତାର୍‌ ସିସ୍‌ମନ୍‌କେ ଆରି ପିତର୍‌କେ ବାଇଦରେ କୁଆ, ତମେ ଜିବା ଆଗ୍‌ତୁ ଜିସୁ ଗାଲିଲି ଗଡେ ଗାଲା ଆଚେ । ସେ ତମ୍‌କେ ଜେନ୍ତି କଇରଇଲା, ସେନ୍ତିସେ ଗାଲିଲି ଗଡେ ତାକେ ଦେକ୍‌ସା ।” ବଲି କଇଲା ।
Ma andate a dire ai suoi discepoli ed a Pietro, ch’egli vi precede in Galilea; quivi lo vedrete, come v’ha detto.
8 ସେ ମାଇଜିମନ୍‌ ବେସି କାବା ଅଇଜାଇ, ତର୍‌ତରି ଜାଇକରି ସେ ଜାଗାଇଅନି ବାରଇକରି ପାଲାଇଲାଇ ଆରି ସେମନ୍‌ ବେସି ଡରିଜାଇକରି କାକେ ମିସା କାଇବଲି କଅତ୍‌ନାଇ ।
Ed esse, uscite, fuggiron via dal sepolcro, perché eran prese da tremito e da stupore, e non dissero nulla ad alcuno, perché aveano paura.
9 (note: The most reliable and earliest manuscripts do not include Mark 16:9-20.) ଜିସୁ ମଲାଟାନେଅନି ଉଟ୍‌ଲା ଆଟର୍‌ ପର୍‌ତୁମ୍‌ ଦିନର୍‌ ସାକାଲେ ଜନ୍‌ ମାଇଜିଟାନେଅନି ଜିସୁ ସାତ୍‌ଟା ଡୁମାମନ୍‌କେ କେଦିରଇଲା, ମଗ୍‌ଦଲିନି ନାଉଁର୍‌ ମରିୟମ୍‌କେ ପର୍‌ତୁମ୍‌ ଦେକାଇଅଇଲା ।
(note: The most reliable and earliest manuscripts do not include Mark 16:9-20.) Or Gesù, essendo risuscitato la mattina del primo giorno della settimana, apparve prima a Maria Maddalena, dalla quale avea cacciato sette demoni.
10 ୧୦ ସେ ମାଇଜି ତେଇଅନି ଜାଇକରି, ଦୁକ୍‌ଅଇ କରି କାନ୍ଦ୍‌ତେ ରଇଲା ଜିସୁର୍‌ ସିସ୍‌ମନ୍‌କେ କଇଲା,
Costei andò ad annunziarlo a coloro ch’eran stati con lui, i quali facean cordoglio e piangevano.
11 ୧୧ “ଜିସୁ ମଲାତେଇଅନି ଉଟ୍‌ଲା ଆଚେ ଆରି ମୁଇ ତାକେ ନିଜେ ଦେକିଆଚି ।” ବଲି କଇଲା । ସିସ୍‌ମନ୍‌ ତାକେ ମୁଲ୍‌କେ ବିସ୍‌ବାସ୍‌ କରତ୍‌ ନାଇ ।
Ed essi, udito ch’egli viveva ed era stato veduto da lei, non lo credettero.
12 ୧୨ ତାର୍‌ପଚେ ଦୁଇଟା ସିସ୍‌ମନ୍‌ ଗଟେକ୍‌ ଗାଏଁ ଜିବାବେଲେ ଜିସୁ ସେମନ୍‌କେ ବିନ୍‌ ରୁପେ ଦେକାଇଅଇଲା । ସିସ୍‌ମନ୍‌ ତାକେ ଚିନି ନାପାର୍‌ଲାଇ ।
Or dopo questo, apparve in altra forma a due di loro ch’eran in cammino per andare ai campi;
13 ୧୩ ସେ ଦୁଇଟା ସିସ୍‌ମନ୍‌ ବାଉଡିଆସିକରି ବିନ୍‌ ସିସ୍‌ମନ୍‌କେ ଏ କାତା କଇଲାଇ । ଏନ୍ତି କଇଲେ ମିସା ସିସ୍‌ମନ୍‌ ତାକର୍‌ କାତା ବିସ୍‌ବାସ୍‌ କରତ୍‌ ନାଇ ।
e questi andarono ad annunziarlo agli altri; ma neppure a quelli credettero.
14 ୧୪ ତାର୍‌ପଚେ ଏଗାର୍‌ଟା ସିସ୍‌ମନ୍‌ କାଇବାବେଲେ ଜିସୁ ସେମନ୍‌କେ ଦେକାଇଅଇଲା । ଜିସୁ ମଲାଟାନେଅନି ଉଟ୍‌ଲାଟା ଦେକିରଇଲା ଲକ୍‌ମନ୍‌ କଇଲା କାତା ବିସ୍‌ବାସ୍‌ ନ କରି, ସେମନର୍‌ ମନ୍‌ ଆଁଟ୍‌ କଲାର୍‌ ଲାଗି ସେମନ୍‌କେ ଲାଗ୍‌ଲା ।
Di poi, apparve agli undici, mentre erano a tavola; e li rimproverò della loro incredulità e durezza di cuore, perché non avean creduto a quelli che l’avean veduto risuscitato.
15 ୧୫ ଜିସୁ ସେମନ୍‌କେ କଇଲା, “ତମେ ଏ ଦୁନିଆର୍‌ ଗୁଲାଇବାଟେ ଜାଇକରି ସବୁ ଲକ୍‌ମନ୍‌କେ ମର୍‌ ନିମାନ୍‌ କାତା କୁଆ ।
E disse loro: Andate per tutto il mondo e predicate l’evangelo ad ogni creatura.
16 ୧୬ ଜେ ଜେ ଏ ନିମାନ୍‍ କାତା ବିସ୍‌ବାସ୍‌ କରି ଡୁବନ୍‌ ନେବାଇ, ସେମନ୍‌ ପାପେଅନି ରକିଆ ପାଇବାଇ, ମାତର୍‌ ଜେ ଜେ ଏ ନିମାନ୍‍ କାତା ବିସ୍‌ବାସ୍‌ ନ କରତ୍‌, ପର୍‌ମେସର୍‌ ସେମନ୍‌କେ ଡଣ୍ଡ୍‌ ଦେଇସି ।
Chi avrà creduto e sarà stato battezzato sarà salvato; ma chi non avrà creduto sarà condannato.
17 ୧୭ ଆରି ବିସ୍‌ବାସି ଲକ୍‌ମନ୍‌ ମର୍‌ ନାଉଁ ଦାରି ଡୁମାମନ୍‌କେ ବାର୍‌କରାଇ କେଦିଦେବାଇ ଆରି ନାଜାନିରଇବା ବାସାଇ କାତା ଅଇବାଇ । ଏନ୍ତି ବିସ୍‌ବାସ୍‌ କର୍‌ବା ଲକ୍‌ମନର୍‌ଟାନେ ଗଟେକ୍‌ ଚିନ୍‌ ପାରା ଅଇସି ।
Or questi sono i segni che accompagneranno coloro che avranno creduto: nel nome mio cacceranno i demoni; parleranno in lingue nuove;
18 ୧୮ ସେମନ୍‌ ନାଜାନିକରି ସାଁପ୍‌ ଆତେ ଦାର୍‌ଲେ କି ବିସ୍‌ କାଇଲେ ନ ମରତ୍‌ । ଜର୍‌ଦୁକାର୍‌ ଲକ୍‌ମନ୍‌କେ ଆତ୍‌ ଚିଇ କରି ପାର୍‌ତନା କଲେ, ସେଲକ୍‌ମନ୍‌ ନିମାନ୍‌ ଅଇଜିବାଇ” ବଲି କଇଲା ।
prenderanno in mano dei serpenti; e se pur bevessero alcunché di mortifero, non ne avranno alcun male; imporranno le mani agl’infermi ed essi guariranno.
19 ୧୯ ମାପ୍‌ରୁ ଜିସୁ ଏ ସବୁ କାତା ସେମନ୍‌କେ କଇ ସାରାଇଲା ପଚେ, ପର୍‌ମେସର୍‌ ତାକେ ସର୍‌ଗେ ଦାରିଗାଲା ଆରି ପର୍‌ମେସର୍‌ ସନ୍‌ମାନ୍‌ ଜାଗାଇ ବସ୍‌ଲା ।
Il Signor Gesù dunque, dopo aver loro parlato, fu assunto nel cielo, e sedette alla destra di Dio.
20 ୨୦ ତାର୍‌ପଚେ ତାର୍‌ ସିସ୍‌ମନ୍‌ ଜାଇକରି ଏ ଦୁନିଆର୍‌ ଗୁଲାଇବାଟେ ମାପ୍‌ରୁ ଜିସୁର୍‌ ନିମାନ୍‌ କାତା କଇଲାଇ ଆରି ମାପ୍‌ରୁ ତାକର୍‌ ସଙ୍ଗ୍‍ ରଇକରି କାବାଅଇଜିବା ବିନ୍‌ ବିନ୍‌ କାମ୍‌ କଲା । ଏନ୍ତାରି ସେମନ୍‌ କଇବା କାତା ସତ୍‌ ବଲି ଦେକାଇଦେଲା ।
E quelli se ne andarono a predicare da per tutto, operando il Signore con essi e confermando la Parola coi segni che l’accompagnavano.

< ମାର୍‌କ 16 >