< ମାର୍‌କ 15 >

1 ସାକାଲ୍‌ ସାକାଲ୍‌ ପାର୍‌ତନା ଗରର୍‌ ମୁକିଅ ପୁଜାରିମନ୍‌, ମୁକିଅ ନେତାମନ୍‌, ଜିଉଦି ନେତାମନ୍‌, ନିୟମ୍‌ ସିକାଇବା ଲକ୍‌ମନ୍‌ ଆରି ଜିଉଦି ଲକ୍‌ମନ୍‌କେ ସାସନ୍‌ କର୍‌ବା ସବୁ ରକାମର୍‌ ନେତାମନ୍‌ ଜିସୁକେ କାଇଟା କର୍‌ବାର୍‌ ଆଚେ? ବଲି ଗଟେକ୍‌ ବଡ୍‌ ପଁଚାଦି କଲାଇ । ସେମନ୍‌ ତାକେ ବାନ୍ଦିକରି ସାସନ୍‌ କର୍‌ବା ପିଲାତ୍‍କେ ସର୍‌ପିଦେଲାଇ ।
அத² ப்ரபா⁴தே ஸதி ப்ரதா⁴நயாஜகா​: ப்ராஞ்ச உபாத்⁴யாயா​: ஸர்வ்வே மந்த்ரிணஸ்²ச ஸபா⁴ம்’ க்ரு’த்வா யீஸு²ம்’ ப³ந்த⁴யித்வ பீலாதாக்²யஸ்ய தே³ஸா²தி⁴பதே​: ஸவித⁴ம்’ நீத்வா ஸமர்பயாமாஸு​: |
2 ପିଲାତ୍‌ ଜିସୁକେ ପାଚାର୍‌ଲା, “ତୁଇ କାଇ ଜିଉଦି ମନର୍‌ ରାଜା?” ଜିସୁ ତାକେ କଇଲା, “ତୁଇ ଜନ୍‌ଟା ପାଚାର୍‌ଲୁସ୍‌ନି, ସେଟା ସତ୍‌ସେ ।”
ததா³ பீலாதஸ்தம்’ ப்ரு’ஷ்டவாந் த்வம்’ கிம்’ யிஹூதீ³யலோகாநாம்’ ராஜா? தத​: ஸ ப்ரத்யுக்தவாந் ஸத்யம்’ வத³ஸி|
3 ମୁକିଅ ପୁଜାରିମନ୍‌ ଜିସୁକେ ଦସ୍‍ ଦେଇ କଇବାର୍‌ ଦାର୍‌ଲାଇ ।
அபரம்’ ப்ரதா⁴நயாஜகாஸ்தஸ்ய ப³ஹுஷு வாக்யேஷு தோ³ஷமாரோபயாஞ்சக்ரு​: கிந்து ஸ கிமபி ந ப்ரத்யுவாச|
4 ସେବେଲା ପିଲାତ୍‌ ତାକେ ଆରିତରେକ୍‌ ପାଚାର୍‌ଲା, “ତୁଇ କାଇକେ ଚିମ୍‌ରା ଅଇଦେଲୁସ୍‌? କାଇଟା ମିସା କଉସ୍‌ ନାଇ । ଦେକା ସେମନ୍‌ ତର୍‌ ବିରଦେ କେତେକ୍‌ ନିନ୍ଦା କାତା କଇଲାଇନି ।”
ததா³நீம்’ பீலாதஸ்தம்’ புந​: பப்ரச்ச² த்வம்’ கிம்’ நோத்தரயஸி? பஸ்²யைதே த்வத்³விருத்³த⁴ம்’ கதிஷு ஸாத்⁴யேஷு ஸாக்ஷம்’ த³த³தி|
5 ମାତର୍‌ ଜିସୁ କାତା ଅଏ ନାଇ । ସେଟା ଦେକିକରି ପିଲାତ୍‌ ବେସି କାବା ଅଇଗାଲା ।
கந்து யீஸு²ஸ்ததா³பி நோத்தரம்’ த³தௌ³ தத​: பீலாத ஆஸ்²சர்ய்யம்’ ஜகா³ம|
6 ରକିଆ ପାଇବାର୍‌ ପରବ୍‌ କଲାବେଲେ ସବୁ ବରସର୍‌ ରିତିନିତି ଇସାବେ ପିଲାତ୍‌, ଜନ୍‍ ଆଲେ ବନ୍ଦି ଲକ୍‌କେ, ଲକ୍‌ମନ୍‌ ବାର୍‌କରାଇ ଦେବାକେ ମନ୍‍ କରତେରଇଲାଇ, ତାକେ ବାର୍‌କରାଇ ଦେଇତେରଇଲା ।
அபரஞ்ச காராப³த்³தே⁴ கஸ்திம்’ஸ்²சித் ஜநே தந்மஹோத்ஸவகாலே லோகை ர்யாசிதே தே³ஸா²தி⁴பதிஸ்தம்’ மோசயதி|
7 ସେବେଲେ ସର୍‌କାରର୍‌ ବିରୁଦେ ଦାବିକରି ବାର୍‌ବା ନାଉଁର୍‌ ଗଟେକ୍‌ ଲକ୍‌ ବନ୍ଦି ଅଇରଇଲା । ଏ ଲକ୍‌ ଆରି କେତେଟା ଲକ୍‌ମନର୍‌ ସଙ୍ଗ୍‌, ଲକ୍‌ମନ୍‌କେ ମରାଇ ବନ୍ଦି ଅଇରଇଲା ।
யே ச பூர்வ்வமுபப்லவமகார்ஷுருபப்லவே வத⁴மபி க்ரு’தவந்தஸ்தேஷாம்’ மத்⁴யே ததா³நோம்’ ப³ரப்³பா³நாமக ஏகோ ப³த்³த⁴ ஆஸீத்|
8 ଲକ୍‌ମନ୍‌ ପିଲାତର୍‌ଟାନେ ଆସି, କଇଲାଇ, “ସବୁ ବରସର୍‌ ରିତିନିତି ଇସାବେ ଏ ତରେକ୍‌ ମିସା ଗଟେକ୍‌ ବନ୍ଦି ଲକ୍‌କେ ମୁକ୍‌ଲାଇ କରି ବାର୍‌କରାଇଦେସ୍‌ ।”
அதோ ஹேதோ​: பூர்வ்வாபரீயாம்’ ரீதிகதா²ம்’ கத²யித்வா லோகா உச்சைருவந்த​: பீலாதஸ்ய ஸமக்ஷம்’ நிவேத³யாமாஸு​: |
9 ପିଲାତ୍‌ ଲକ୍‌ମନ୍‌କେ ପାଚାର୍‌ଲା, “ତମେ କାକେ ମନ୍‍ କଲାସ୍‌ନି? ମୁଇ ତମର୍‌ ଲାଗି ଜିଉଦିମନର୍‌ ରାଜାକେ ଚାଡିଦେବି କି?”
ததா³ பீலாதஸ்தாநாசக்²யௌ தர்ஹி கிம்’ யிஹூதீ³யாநாம்’ ராஜாநம்’ மோசயிஷ்யாமி? யுஷ்மாபி⁴​: கிமிஷ்யதே?
10 ୧୦ ପିଲାତ୍‌ ରାଜା କାଇକେ ଏନ୍ତି କଇଲା ବଇଲେ, ମୁକିଅ ପୁଜାରିମନ୍‌ କୁଟ୍‌ ପାଁଚି ଜିସୁକେ ତାର୍‌ ଆତେ ସର୍‌ପିଦେଇ ଆଚତ୍‌ ବଲିକରି ସେ ଜାନିରଇଲା ।
யத​: ப்ரதா⁴நயாஜகா ஈர்ஷ்யாத ஏவ யீஸு²ம்’ ஸமார்பயந்நிதி ஸ விவேத³|
11 ୧୧ ମାତର୍‌ ମୁକିଅ ପୁଜାରିମନ୍‌ ଲକ୍‌ମନ୍‌କେ ଉସ୍‌କାଇ କରି, “ଜିସୁର୍‌ ବାଦୁଲେ ବାର୍‌ବାକେ ଆମର୍‌ପାଇ ବନ୍ଦି ଗରେଅନି ମୁକ୍‌ଲାଇବାକେ କୁଆ ।” ବଲି କଇଲାଇ ।
கிந்து யதா² ப³ரப்³பா³ம்’ மோசயதி ததா² ப்ரார்த²யிதும்’ ப்ரதா⁴நயாஜகா லோகாந் ப்ரவர்த்தயாமாஸு​: |
12 ୧୨ ମାତର୍‌ ପିଲାତ୍‌ ଆରିତରେକ୍‌ ପାଚାର୍‌ଲା, “ସେନ୍ତିଆଲେ ତମେ ଜନ୍‌ ଲକ୍‌କେ ଜିଉଦିମନର୍‌ ରାଜା ବଲି କଇଲାସ୍‌ନି, ତାକେ ମୁଇ କାଇଟା କର୍‌ବି ବଲି ତମେ ମନ୍‍ କଲାସ୍‌ନି?”
அத² பீலாத​: புந​: ப்ரு’ஷ்டவாந் தர்ஹி யம்’ யிஹூதீ³யாநாம்’ ராஜேதி வத³த² தஸ்ய கிம்’ கரிஷ்யாமி யுஷ்மாபி⁴​: கிமிஷ்யதே?
13 ୧୩ ଲକ୍‌ମନ୍‌ ବେସି ରାଟୁକରି କଇଲାଇ, “ତାକେ କୁର୍‌ସେ ମରାଆ ।”
ததா³ தே புநரபி ப்ரோச்சை​: ப்ரோசுஸ்தம்’ க்ருஸே² வேத⁴ய|
14 ୧୪ ତେଇଅନି ପିଲାତ୍‌ ଆରିତରେକ୍‌ ଲକ୍‌ମନ୍‌କେ ପାଚାର୍‌ଲା, “କାଇକେ, ସେ କାଇ ଦସ୍‌ କଲାଆଚେ ଜେ?” ମାତର୍‌ ଲକ୍‌ମନ୍‌ ଅଦିକ୍‌ ଅଦିକ୍‌ ରାଟୁଅଇକରି କଇଲାଇ, “ତାକେ କୁରୁସ୍‍ କାଟେ ମରାଆ ।”
தஸ்மாத் பீலாத​: கதி²தவாந் குத​: ? ஸ கிம்’ குகர்ம்ம க்ரு’தவாந்? கிந்து தே புநஸ்²ச ருவந்தோ வ்யாஜஹ்ருஸ்தம்’ க்ருஸே² வேத⁴ய|
15 ୧୫ ସେଟାର୍‌ପାଇ ପିଲାତ୍‌ ଲକ୍‌ମନ୍‌କେ ସାର୍‌ଦା କରାଇବାକେ ମନ୍‍କରି ବାର୍‌ବାକେ ବନ୍ଦି ଗରେଅନି ମୁକ୍‌ଲାଇଦେଇ ଜିସୁକେ କର୍‌ଡା ସଙ୍ଗ୍‌ ମାରି, କୁରୁସ୍‍କାଟେ କୁଟିମାରି ମରାଇଦେବାକେ ସନିଅମନ୍‌କେ ସର୍‌ପିଦେଲା ।
ததா³ பீலாத​: ஸர்வ்வால்லோகாந் தோஷயிதுமிச்ச²ந் ப³ரப்³பா³ம்’ மோசயித்வா யீஸு²ம்’ கஸா²பி⁴​: ப்ரஹ்ரு’த்ய க்ருஸே² வேத்³து⁴ம்’ தம்’ ஸமர்பயாம்ப³பூ⁴வ|
16 ୧୬ ସନିଅମନ୍‌ ଜିସୁକେ ରମିୟ ସର୍‌କାରର୍‌ ସାସନ୍‌କାରିଆ ପିଲାତର୍‌, ମୁକିଅ ଗରର୍‌ ଡାଣ୍ଡେ ଦାରିଗାଲାଇ ଆରି ସେମନ୍‌ ବିନ୍‌ ସନିଅମନ୍‌କେ ଗଟେକ୍‌ ଟାନେ ଡାକି ରୁଣ୍ଡାଇଲାଇ ।
அநந்தரம்’ ஸைந்யக³ணோ(அ)ட்டாலிகாம் அர்தா²த்³ அதி⁴பதே ர்க்³ரு’ஹம்’ யீஸு²ம்’ நீத்வா ஸேநாநிவஹம்’ ஸமாஹுயத்|
17 ୧୭ ସେମନ୍‌ ଜିସୁକେ କିଜାଇବାକେ ଜାମ୍‌କଲି ରଙ୍ଗର୍‌ ବସ୍‍ତର୍‍ ପିନ୍ଦାଇଲାଇ ଆରି ଗଟେକ୍‌ କାଟାର୍‌ ମୁକୁଟ୍‌ ତିଆର୍‌କରି ତାର୍‌ ମୁଣ୍ଡେ ପିନ୍ଦାଇଦେଲାଇ ।
பஸ்²சாத் தே தம்’ தூ⁴மலவர்ணவஸ்த்ரம்’ பரிதா⁴ப்ய கண்டகமுகுடம்’ ரசயித்வா ஸி²ரஸி ஸமாரோப்ய
18 ୧୮ ସେମନ୍‌ ଜିସୁକେ କିଜାଇ କରି କଇଲାଇ, “ଏ ଜିଉଦିମନର୍‌ ରାଜା ତକେ ଜୁଆର୍‌, ତୁଇ ବେସି ଦିନ୍‌ ବଁଚ୍‌ ।”
ஹே யிஹூதீ³யாநாம்’ ராஜந் நமஸ்கார இத்யுக்த்வா தம்’ நமஸ்கர்த்தாமாரேபி⁴ரே|
19 ୧୯ ସେମନ୍‌ ତର୍‌କେତର୍‌ ବେତ୍‌ ଡାଙ୍ଗ୍‌ ସଙ୍ଗ୍‌ ତାର୍‌ ମୁଣ୍ଡେ ମାର୍‌ତେରଇଲାଇ ଆରି ତାର୍‌ ଉପ୍‌ରେ ତୁକି କିଜାଇକରି ମାଣ୍ଡିକୁଟା ଦେଇ ଜୁଆର୍‌ କଲାଇ ।
தஸ்யோத்தமாங்கே³ வேத்ராகா⁴தம்’ சக்ருஸ்தத்³கா³த்ரே நிஷ்டீ²வஞ்ச நிசிக்ஷிபு​: , ததா² தஸ்ய ஸம்முகே² ஜாநுபாதம்’ ப்ரணோமு​:
20 ୨୦ ସେମନ୍‌ ଜିସୁକେ କିଜାଇ ସାରାଇଲାପଚେ, ଜାମ୍‌କଲି ରଙ୍ଗର୍‌ ବସ୍‍ତର୍‍ ତାର୍‌ ଗାଗ୍‌ଡେଅନି ବେଟିକରି, ନିଜର୍‌ ବସ୍‍ତର୍‍ ପିନ୍ଦାଇଦେଲାଇ । ତାର୍‌ପଚେ ସେମନ୍‌ ତାକେ କୁର୍‌ସକାଟେ ମରାଇବାକେ ଗଡ୍‌ ବାଇରେ ଦାରିଗାଲାଇ ।
இத்த²முபஹஸ்ய தூ⁴ம்ரவர்ணவஸ்த்ரம் உத்தார்ய்ய தஸ்ய வஸ்த்ரம்’ தம்’ பர்ய்யதா⁴பயந் க்ருஸே² வேத்³து⁴ம்’ ப³ஹிர்நிந்யுஸ்²ச|
21 ୨୧ ସେବେଲା ଆଲେକ୍‌ଜାଣ୍ଡାର୍‌ ଆରି କୁର୍‌ନିୟ ଜାଗାର୍‌ ରୁପ୍‌ଅର୍‌ ବାବା ସିମନ୍‌ ନାଉଁର୍‌ ଗଟେକ୍‌ ଲକ୍‌, ପଲିଗାରାମ୍‌ ଅନି ଆସିକରି ସେ ବାଟେ ଜାଇତେରଇଲା । ସେ ସନିଅମନ୍‌ ତାକେ ଜିସୁର୍‌ କୁର୍‌ସ ବଇବାକେ ବାଦିଅ କଲାଇ ।
தத​: பரம்’ ஸேகந்த³ரஸ்ய ருப²ஸ்ய ச பிதா ஸி²மோந்நாமா குரீணீயலோக ஏக​: குதஸ்²சித்³ க்³ராமாதே³த்ய பதி² யாதி தம்’ தே யீஸோ²​: க்ருஸ²ம்’ வோடு⁴ம்’ ப³லாத்³ த³த்⁴நு​: |
22 ୨୨ ତାର୍‌ପଚେ ସେମନ୍‌ ଜିସୁକେ ଗଲ୍‌ଗତା ନାଉଁର୍‌ ଗଟେକ୍‌ ଜାଗାଇ ଦାରିଗାଲାଇ । ଗଲ୍‌ଗତାର୍‌ ଅରତ୍‌ ଅଇଲାନି, କାପାଲ୍‌ ଜାଗା ।
அத² கு³ல்க³ல்தா அர்தா²த் ஸி²ர​: கபாலநாமகம்’ ஸ்தா²நம்’ யீஸு²மாநீய
23 ୨୩ ସେମନ୍‌ ଜିସୁକେ ଅସ ମିସାଇଲା ଅଙ୍ଗୁର୍‌ ରସ୍‌ କାଅ ବଲିକରି ଦେଲାଇ, ମାତର୍‌ ସେ ନିଚ୍‌ଲା ।
தே க³ந்த⁴ரஸமிஸ்²ரிதம்’ த்³ராக்ஷாரஸம்’ பாதும்’ தஸ்மை த³து³​: கிந்து ஸ ந ஜக்³ராஹ|
24 ୨୪ ତାର୍‌ପଚେ ଜିସୁକେ କୁର୍‌ସେ ଚଗାଇଲାଇ ଆରି ତାର୍‌ ବସ୍‍ତର୍‍ କାର୍‌ବାଗେ କାଇଟା ମିଲ୍‌ସି ବଲି ବାଟାକରି ନେବାକେ, କେଡ୍‌ ପୁଟାଇକରି ନିଜର୍‌ ନିଜର୍‌ ବିତ୍‌ରେ ବାଟାକରି ନେଲାଇ ।
தஸ்மிந் க்ருஸே² வித்³தே⁴ ஸதி தேஷாமேகைகஸ²​: கிம்’ ப்ராப்ஸ்யதீதி நிர்ணயாய
25 ୨୫ ସେମନ୍‌ ସାକ୍‌ଲିଆ ନ ଗଁଟା ବେଲାଇ ଜିସୁକେ କୁର୍‌ସେ ଚଗାଇଲାଇ ।
தஸ்ய பரிதே⁴யாநாம்’ விபா⁴கா³ர்த²ம்’ கு³டிகாபாதம்’ சக்ரு​: |
26 ୨୬ ଆରି “ଏଟା ଜିଉଦିମନର୍‌ ରାଜା ।” ବଲି ନିନ୍ଦା କାତା ଲେକି କୁରୁସ୍‌ ଉପ୍‌ରେ ଡସାଇଲାଇ ।
அபரம் ஏஷ யிஹூதீ³யாநாம்’ ராஜேதி லிகி²தம்’ தோ³ஷபத்ரம்’ தஸ்ய ஸி²ரஊர்த்³வ்வம் ஆரோபயாஞ்சக்ரு​: |
27 ୨୭ କୁର୍‌ସେ ଜିସୁର୍‌ ସଙ୍ଗ୍‌ ଆରି ଦୁଇଟା ଚର୍‌ମନ୍‌କେ, ତାର୍‌ ଉଜାବାଟେ ଗଟେକ୍‌କେ, ଡେବ୍‌ରି ବାଟେ ଆରିଗଟେକ୍‌କେ ଚଗାଇରଇଲାଇ ।
தஸ்ய வாமத³க்ஷிணயோ ர்த்³வௌ சௌரௌ க்ருஸ²யோ ர்விவிதா⁴தே|
28 ୨୮ ସେ ବୁଲ୍‌ କଲା ଲକ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ବଲି, ଇସାବ୍‌ ଅଇଲା ବଲିକରି ପର୍‍ମେସରର୍‌ ସାସ୍‌ତରେ ଲେକାଅଇରଇବା ବିସଇ ସିଦ୍‌ ଅଇଲା ।
தேநைவ "அபராதி⁴ஜநை​: ஸார்த்³த⁴ம்’ ஸ க³ணிதோ ப⁴விஷ்யதி," இதி ஸா²ஸ்த்ரோக்தம்’ வசநம்’ ஸித்³த⁴மபூ⁴த|
29 ୨୯ ସେ ବାଟ୍‌ ଦେଇ ଜିବା ଲକ୍‌ମନ୍‌ ନିଜେ ନିଜେ ମୁଣ୍ଡ୍‌ ଜୁଲାଇ ଜିସୁକେ ନିନ୍ଦାକରି କଇଲାଇ, “ପାର୍‌ତନା ଗର୍‌ ବାଙ୍ଗାଇ କରି ତିନ୍‌ଦିନ୍‌ ବିତ୍‌ରେ ତିଆର୍‌ କର୍‌ବାଲକ୍‌ ଏ ସେ କି?” ବଲି କିଜାଇଲାଇ ।
அநந்தரம்’ மார்கே³ யே யே லோகா க³மநாக³மநே சக்ருஸ்தே ஸர்வ்வ ஏவ ஸி²ராம்’ஸ்யாந்தோ³ல்ய நிந்த³ந்தோ ஜக³து³​: , ரே மந்தி³ரநாஸ²க ரே தி³நத்ரயமத்⁴யே தந்நிர்ம்மாயக,
30 ୩୦ “ତୁଇ ଏବେ କୁର୍‌ସେ ଅନି ଉତ୍‌ରି ନିଜ୍‌କେ ରକିଆ କର୍‌ ।”
அது⁴நாத்மாநம் அவித்வா க்ருஸா²த³வரோஹ|
31 ୩୧ ମୁକିଅ ପୁଜାରିମନ୍‌ ଆରି ନିୟମ୍‌ ସିକାଇବା ଲକ୍‌ମନ୍‌ ମିସା ନିଜର୍‌ ନିଜର୍‌ ବିତ୍‌ରେ କାତାଅଇକରି କିଜାଇଲାଇ । ସେମନ୍‌ କଇତେରଇଲାଇ, “ବିନ୍‌ ଲକ୍‌ମନ୍‌କେ ରକିଆ କର୍‌ତେରଇଲା, ମାତର୍‌ ସେ ନିଜେ ରକିଆ ଅଇ ନାପାର୍‌ଲା ।”
கிஞ்ச ப்ரதா⁴நயாஜகா அத்⁴யாபகாஸ்²ச தத்³வத் திரஸ்க்ரு’த்ய பரஸ்பரம்’ சசக்ஷிரே ஏஷ பராநாவத் கிந்து ஸ்வமவிதும்’ ந ஸ²க்நோதி|
32 ୩୨ “ତମେ ସତଇସେ ଇସ୍‌ରାଏଲର୍‌ ରାଜା କିରିସ୍‌ଟ ଅଇରଇଲେ, କୁର୍‌ସେ ଅନି ଉତ୍‌ରି ଆଉ । ସେନ୍ତି ଅଇଲେ ଆମେ ଦେକିକରି ବିସ୍‌ବାସ୍‌ କର୍‌ବୁ ।” ବଲି କଇଲାଇ । ଜନ୍‌ ଲକ୍‌ମନ୍‌କେ ଜିସୁର୍‌ ସଙ୍ଗ୍‌ କୁର୍‌ସେ ଚଗାଇରଇଲାଇ, ସେମନ୍‌ ମିସା ଜିସୁକେ ନିନ୍ଦା କଲାଇ ।
யதீ³ஸ்ராயேலோ ராஜாபி⁴ஷிக்தஸ்த்ராதா ப⁴வதி தர்ஹ்யது⁴நைந க்ருஸா²த³வரோஹது வயம்’ தத்³ த்³ரு’ஷ்ட்வா விஸ்²வஸிஷ்யாம​: ; கிஞ்ச யௌ லோகௌ தேந ஸார்த்³த⁴ம்’ க்ருஸே² (அ)வித்⁴யேதாம்’ தாவபி தம்’ நிர்ப⁴ர்த்ஸயாமாஸது​: |
33 ୩୩ ମୁଇଦାନିଆ ବାର୍‌ଟା ବେଲାଇଅନି ତିନ୍‌ଟା ଜାକ ଗୁଲାଇ ଦେସ୍‌ ଆନ୍ଦାର୍‌ ଅଇଗାଲା ।
அத² த்³விதீயயாமாத் த்ரு’தீயயாமம்’ யாவத் ஸர்வ்வோ தே³ஸ²​: ஸாந்த⁴காரோபூ⁴த்|
34 ୩୪ ଦିନ୍‌ ତିନ୍‌ଟା ବେଲେ ଜିସୁ ଆଉଲିଅଇ କଇଲା, “ଏଲଇ ଏଲଇ ଲାମା ସବକ୍‌ତାନି ।” ଆର୍‌ ଅରତ୍‌ ଅଇଲାନି, “ଏ ମର୍‌ ପର୍‌ମେସର୍‌ ଏ ମର୍‌ ପର୍‌ମେସର୍‌, ତମେ ମକେ କାଇକେ ଚାଡିଦେଲାସ୍‌?”
ததஸ்த்ரு’தீயப்ரஹரே யீஸு²ருச்சைரவத³த் ஏலீ ஏலீ லாமா ஸி²வக்தநீ அர்தா²த்³ "ஹே மதீ³ஸ² மதீ³ஸ² த்வம்’ பர்ய்யத்யாக்ஷீ​: குதோ ஹி மாம்’?"
35 ୩୫ ଏ କାତା ସୁନି ସେଲଗେ ଟିଆ ଅଇରଇବା କେତେ ଲକ୍‌ କଇଲାଇ, “ସେ ଏଲିୟକେ ଡାକ୍‌ଲାନି ।”
ததா³ ஸமீபஸ்த²லோகாநாம்’ கேசித் தத்³வாக்யம்’ நிஸ²ம்யாசக்²யு​: பஸ்²யைஷ ஏலியம் ஆஹூயதி|
36 ୩୬ ତେଇଅନି ଗଟେକ୍‌ ଲକ୍‌ ପାଲାଇ ଜାଇ ଅଙ୍ଗୁର୍‌ ରସେ, ତୁଲା ବୁଡାଇ ଡାଙ୍ଗେ ବାନ୍ଦି ଉପ୍‌ରେ ଲାମାଇଦେଲା । ସେ ଲକ୍‌ କଇଲା, “ଏବେ ଏଲିୟ ଆସିକରି ଆକେ କୁର୍‍ସେ ଅନି ଉତ୍‌ରାଇଦେଇସି କି ନାଇ ଦେକୁ ।”
தத ஏகோ ஜநோ தா⁴வித்வாக³த்ய ஸ்பஞ்ஜே (அ)ம்லரஸம்’ பூரயித்வா தம்’ நடா³க்³ரே நிதா⁴ய பாதும்’ தஸ்மை த³த்த்வாவத³த் திஷ்ட² ஏலிய ஏநமவரோஹயிதும் ஏதி ந வேதி பஸ்²யாமி|
37 ୩୭ ମାତର୍‌ ଜିସୁ ଆଉଲିଅଇଲା ଦାପ୍‌ରେ ତାର୍‌ ଜିବନ୍‌ ଚାଡିଗାଲା ।
அத² யீஸு²ருச்சை​: ஸமாஹூய ப்ராணாந் ஜஹௌ|
38 ୩୮ ସେବେଲା ମନ୍ଦିରର୍‍ ସୁକଲ୍‌ ଜାଗା ବିନେ କର୍‌ବା ପାର୍‌ଦା ଉପ୍‌ରେଅନି ତଲେ ଜାକ ଦୁଇ ତାଡ୍‌ ଅଇ ଚିରିଅଇଗାଲା ।
ததா³ மந்தி³ரஸ்ய ஜவநிகோர்த்³வ்வாத³த⁴​: ர்ய்யந்தா விதீ³ர்ணா த்³விக²ண்டா³பூ⁴த்|
39 ୩୯ ତେଇ ଜିସୁର୍‌ କୁର୍‌ସ ମୁଆଟେ ଟିଆଅଇରଇଲା ସଏଟା ସନିଅମନର୍‌ ମୁକିଅ, ଜିସୁ ସାରାସାରି ଆଉଲି ଅଇଲାଟା ଆରି ସେ କେନ୍ତି ଅଇକରି ମଲା, ଦେକିକରି କଇଲା, “ସତଇସେ ଏ ପର୍‌ମେସରର୍‌ ପିଲା ରଇଲା ।”
கிஞ்ச இத்த²முச்சைராஹூய ப்ராணாந் த்யஜந்தம்’ தம்’ த்³ரு’ஷ்த்³வா தத்³ரக்ஷணாய நியுக்தோ ய​: ஸேநாபதிராஸீத் ஸோவத³த் நரோயம் ஈஸ்²வரபுத்ர இதி ஸத்யம்|
40 ୪୦ ତେଇ କେତେଟା ମାଇଜିମନ୍‌ ମିସା କୁର୍‌ସେ ଅନି ଦୁରିକେ ଟିଆଅଇ ଦେକ୍‌ତେରଇଲାଇ । ସେମନ୍‌ ଅଇଲାଇନି, ମଗ୍‌ଦଲିନି ମରିୟମ୍‌, ସାନ୍‌ଟା ଜାକୁବ୍‌ ଆରି ଜସିର୍‌ ମା ମରିୟମ୍‌ ଆରି ସଲମି ।
ததா³நீம்’ மக்³த³லீநீ மரிஸம் கநிஷ்ட²யாகூபோ³ யோஸேஸ்²ச மாதாந்யமரியம் ஸா²லோமீ ச யா​: ஸ்த்ரியோ
41 ୪୧ ଜିସୁ ଗାଲିଲିତେଇ ରଇଲାବେଲେ ଏ ମାଇଜିମନ୍‌ ଜିସୁର୍‌ ସଙ୍ଗ୍‍ ଜାଇତେରଇଲାଇ । ଆରି ତାକେ ଦର୍‌କାର୍‌ ରଇଲା ବିସଇ ସାଇଜ କର୍‌ତେରଇଲାଇ । ଜିସୁର୍‌ ସଙ୍ଗ୍‌ ଜିରୁସାଲାମେ ଆସିରଇଲା ବିନ୍‌ ମାଇଜିମନ୍‌ ମିସା ତେଇ ରଇଲାଇ ।
கா³லீல்ப்ரதே³ஸே² யீஸு²ம்’ ஸேவித்வா தத³நுகா³மிந்யோ ஜாதா இமாஸ்தத³ந்யாஸ்²ச யா அநேகா நார்யோ யீஸு²நா ஸார்த்³த⁴ம்’ யிரூஸா²லமமாயாதாஸ்தாஸ்²ச தூ³ராத் தாநி த³த்³ரு’ஸு²​: |
42 ୪୨ ସେ ଦିନ୍‌ ବିସ୍‌ରାମ୍‌ ଦିନ୍‌ ପାଇ ତିଆର୍‌ ଅଇବା ଦିନ୍‌ ଅଇରଇଲା । ସେଦିନେ ସଞ୍ଜ୍‌ବେଲା,
அதா²ஸாத³நதி³நஸ்யார்தா²த்³ விஸ்²ராமவாராத் பூர்வ்வதி³நஸ்ய ஸாயம்’கால ஆக³த
43 ୪୩ ଆରାମାତିଆ ଗାଉଁର୍‌ ବିଚାର୍‌କର୍‌ବା ମୁକିଅ ଲକ୍‌ ବିତ୍‌ରେ ରଇଲା ଜସେପ୍‌ ନାଉଁର୍‌ ଗଟେକ୍‌ ଲକ୍‌, ପର୍‌ମେସର୍‌ ସାସନ୍‌ କର୍‌ବା ରାଇଜର୍‌ ବେଲା ଆସ ବଲି ଜାଗିରଇବା ଗଟେକ୍‌ ଲକ୍‌ । ବେସି ସାଆସ୍‌ଅଇ ପିଲାତର୍‌ ଲଗେ ଜାଇକରି ଜିସୁର୍‌ ମଲାମଡ୍‌ ମାଙ୍ଗ୍‌ଲା ।
ஈஸ்²வரராஜ்யாபேக்ஷ்யரிமதீ²யயூஷப²நாமா மாந்யமந்த்ரீ ஸமேத்ய பீலாதஸவித⁴ம்’ நிர்ப⁴யோ க³த்வா யீஸோ²ர்தே³ஹம்’ யயாசே|
44 ୪୪ ଜିସୁ ଏତେକ୍‌ ଦାପ୍‌ରେ ମରିଗାଲା ବଲି ସୁନି ପିଲାତ୍‌ କାବା ଅଇଗାଲା । ତାର୍‌ ସନିଅମନର୍‌ ନେତାକେ ଡାକି “ଜିସୁ ମଲାବେ କି?” ବଲି ପାଚାର୍‌ଲା ।
கிந்து ஸ இதா³நீம்’ ம்ரு’த​: பீலாத இத்யஸம்ப⁴வம்’ மத்வா ஸ²தஸேநாபதிமாஹூய ஸ கதா³ ம்ரு’த இதி பப்ரச்ச²|
45 ୪୫ ସେ ସନିଅମନର୍‌ ନେତା, ଜିସୁ ମରିଗାଲା ବିସଇ ପିଲାତ୍‌କେ କଇଲା । ତାର୍‌ପଚେ ଜସେପ୍‌କେ ପିଲାତ୍‌ କଇଲା, “ତୁଇ ମଡ୍‌ ନେଇ ପାରୁସ୍‌ ।”
ஸ²தஸேமநாபதிமுகா²த் தஜ்ஜ்ஞாத்வா யூஷபே² யீஸோ²ர்தே³ஹம்’ த³தௌ³|
46 ୪୬ ସେଟାର୍‌ପାଇ ଜସେପ୍‌ ଜିସୁର୍‌ ଗାଗଡ୍‌ କୁର୍‌ସ ଉପ୍‌ରେଅନି ଉତ୍‌ରାଇ ଆନ୍‌ଲା ଆରି ଗଟେକ୍‌ ନୁଆ ଲୁଗା ସଙ୍ଗ୍‌ ଗୁଡିଆଇକରି ରାଙ୍ଗ୍‌ନି କାଟି ତିଆର୍‌ କରି ରଇଲା ଗଟେକ୍‌ ପାଆରେ ନେଇକରି ସଙ୍ଗଇଲା । ଗଟେକ୍‌ ବଡ୍‌ ଚାଚଡା ପାକ୍‌ନା ନେଇ ପାଆର୍‌ ମୁଆଟେ ଡାବିଦେଲା ।
பஸ்²சாத் ஸ ஸூக்ஷ்மம்’ வாஸ​: க்ரீத்வா யீஸோ²​: காயமவரோஹ்ய தேந வாஸஸா வேஷ்டாயித்வா கி³ரௌ கா²தஸ்²மஸா²நே ஸ்தா²பிதவாந் பாஷாணம்’ லோட²யித்வா த்³வாரி நித³தே⁴|
47 ୪୭ ଜିସୁକେ ଜନ୍‌ ଜାଗାଇ ନେଇ ସଙ୍ଗଇ ରଇଲାଇ, ସେ ଜାଗା ମଗ୍‌ଦଲିନି ମରିୟମ୍‌ ଆରି ଜସିର୍‌ ମା ମରିୟମ୍‌ ଦେକିରଇଲା ।
கிந்து யத்ர ஸோஸ்தா²ப்யத தத மக்³த³லீநீ மரியம் யோஸிமாத்ரு’மரியம் ச த³த்³ரு’ஸ²த்ரு’​: |

< ମାର୍‌କ 15 >