< ମାର୍କ 15 >
1 ୧ ସାକାଲ୍ ସାକାଲ୍ ପାର୍ତନା ଗରର୍ ମୁକିଅ ପୁଜାରିମନ୍, ମୁକିଅ ନେତାମନ୍, ଜିଉଦି ନେତାମନ୍, ନିୟମ୍ ସିକାଇବା ଲକ୍ମନ୍ ଆରି ଜିଉଦି ଲକ୍ମନ୍କେ ସାସନ୍ କର୍ବା ସବୁ ରକାମର୍ ନେତାମନ୍ ଜିସୁକେ କାଇଟା କର୍ବାର୍ ଆଚେ? ବଲି ଗଟେକ୍ ବଡ୍ ପଁଚାଦି କଲାଇ । ସେମନ୍ ତାକେ ବାନ୍ଦିକରି ସାସନ୍ କର୍ବା ପିଲାତ୍କେ ସର୍ପିଦେଲାଇ ।
Immediately in the morning the chief priests, with the elders and scribes, and the whole council, held a consultation, and bound Yeshua, and carried him away, and delivered him to Pilate.
2 ୨ ପିଲାତ୍ ଜିସୁକେ ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା?” ଜିସୁ ତାକେ କଇଲା, “ତୁଇ ଜନ୍ଟା ପାଚାର୍ଲୁସ୍ନି, ସେଟା ସତ୍ସେ ।”
Pilate asked him, "Are you the King of the Jews?" He answered, "You say so."
3 ୩ ମୁକିଅ ପୁଜାରିମନ୍ ଜିସୁକେ ଦସ୍ ଦେଇ କଇବାର୍ ଦାର୍ଲାଇ ।
The chief priests accused him of many things.
4 ୪ ସେବେଲା ପିଲାତ୍ ତାକେ ଆରିତରେକ୍ ପାଚାର୍ଲା, “ତୁଇ କାଇକେ ଚିମ୍ରା ଅଇଦେଲୁସ୍? କାଇଟା ମିସା କଉସ୍ ନାଇ । ଦେକା ସେମନ୍ ତର୍ ବିରଦେ କେତେକ୍ ନିନ୍ଦା କାତା କଇଲାଇନି ।”
Pilate again asked him, "Have you no answer? See how many things they testify against you."
5 ୫ ମାତର୍ ଜିସୁ କାତା ଅଏ ନାଇ । ସେଟା ଦେକିକରି ପିଲାତ୍ ବେସି କାବା ଅଇଗାଲା ।
But Yeshua made no further answer, and Pilate was amazed.
6 ୬ ରକିଆ ପାଇବାର୍ ପରବ୍ କଲାବେଲେ ସବୁ ବରସର୍ ରିତିନିତି ଇସାବେ ପିଲାତ୍, ଜନ୍ ଆଲେ ବନ୍ଦି ଲକ୍କେ, ଲକ୍ମନ୍ ବାର୍କରାଇ ଦେବାକେ ମନ୍ କରତେରଇଲାଇ, ତାକେ ବାର୍କରାଇ ଦେଇତେରଇଲା ।
Now at the feast he used to release to them one prisoner, whom they requested.
7 ୭ ସେବେଲେ ସର୍କାରର୍ ବିରୁଦେ ଦାବିକରି ବାର୍ବା ନାଉଁର୍ ଗଟେକ୍ ଲକ୍ ବନ୍ଦି ଅଇରଇଲା । ଏ ଲକ୍ ଆରି କେତେଟା ଲକ୍ମନର୍ ସଙ୍ଗ୍, ଲକ୍ମନ୍କେ ମରାଇ ବନ୍ଦି ଅଇରଇଲା ।
There was one called Bar-Aba, bound with those who had made insurrection, who in the insurrection had committed murder.
8 ୮ ଲକ୍ମନ୍ ପିଲାତର୍ଟାନେ ଆସି, କଇଲାଇ, “ସବୁ ବରସର୍ ରିତିନିତି ଇସାବେ ଏ ତରେକ୍ ମିସା ଗଟେକ୍ ବନ୍ଦି ଲକ୍କେ ମୁକ୍ଲାଇ କରି ବାର୍କରାଇଦେସ୍ ।”
And the crowd went up and began to ask him to do for them according to his custom.
9 ୯ ପିଲାତ୍ ଲକ୍ମନ୍କେ ପାଚାର୍ଲା, “ତମେ କାକେ ମନ୍ କଲାସ୍ନି? ମୁଇ ତମର୍ ଲାଗି ଜିଉଦିମନର୍ ରାଜାକେ ଚାଡିଦେବି କି?”
Pilate answered them, saying, "Do you want me to release to you the King of the Jews?"
10 ୧୦ ପିଲାତ୍ ରାଜା କାଇକେ ଏନ୍ତି କଇଲା ବଇଲେ, ମୁକିଅ ପୁଜାରିମନ୍ କୁଟ୍ ପାଁଚି ଜିସୁକେ ତାର୍ ଆତେ ସର୍ପିଦେଇ ଆଚତ୍ ବଲିକରି ସେ ଜାନିରଇଲା ।
For he perceived that for envy the chief priests had delivered him up.
11 ୧୧ ମାତର୍ ମୁକିଅ ପୁଜାରିମନ୍ ଲକ୍ମନ୍କେ ଉସ୍କାଇ କରି, “ଜିସୁର୍ ବାଦୁଲେ ବାର୍ବାକେ ଆମର୍ପାଇ ବନ୍ଦି ଗରେଅନି ମୁକ୍ଲାଇବାକେ କୁଆ ।” ବଲି କଇଲାଇ ।
But the chief priests stirred up the crowd, that he should release Bar-Aba to them instead.
12 ୧୨ ମାତର୍ ପିଲାତ୍ ଆରିତରେକ୍ ପାଚାର୍ଲା, “ସେନ୍ତିଆଲେ ତମେ ଜନ୍ ଲକ୍କେ ଜିଉଦିମନର୍ ରାଜା ବଲି କଇଲାସ୍ନି, ତାକେ ମୁଇ କାଇଟା କର୍ବି ବଲି ତମେ ମନ୍ କଲାସ୍ନି?”
Pilate again asked them, "What then should I do to him whom you call the King of the Jews?"
13 ୧୩ ଲକ୍ମନ୍ ବେସି ରାଟୁକରି କଇଲାଇ, “ତାକେ କୁର୍ସେ ମରାଆ ।”
They shouted again, "Crucify him."
14 ୧୪ ତେଇଅନି ପିଲାତ୍ ଆରିତରେକ୍ ଲକ୍ମନ୍କେ ପାଚାର୍ଲା, “କାଇକେ, ସେ କାଇ ଦସ୍ କଲାଆଚେ ଜେ?” ମାତର୍ ଲକ୍ମନ୍ ଅଦିକ୍ ଅଦିକ୍ ରାଟୁଅଇକରି କଇଲାଇ, “ତାକେ କୁରୁସ୍ କାଟେ ମରାଆ ।”
Pilate said to them, "Why, what evil has he done?" But they shouted all the louder, "Crucify him."
15 ୧୫ ସେଟାର୍ପାଇ ପିଲାତ୍ ଲକ୍ମନ୍କେ ସାର୍ଦା କରାଇବାକେ ମନ୍କରି ବାର୍ବାକେ ବନ୍ଦି ଗରେଅନି ମୁକ୍ଲାଇଦେଇ ଜିସୁକେ କର୍ଡା ସଙ୍ଗ୍ ମାରି, କୁରୁସ୍କାଟେ କୁଟିମାରି ମରାଇଦେବାକେ ସନିଅମନ୍କେ ସର୍ପିଦେଲା ।
Pilate, wishing to please the crowd, released Bar-Aba to them, and handed over Yeshua, when he had flogged him, to be crucified.
16 ୧୬ ସନିଅମନ୍ ଜିସୁକେ ରମିୟ ସର୍କାରର୍ ସାସନ୍କାରିଆ ପିଲାତର୍, ମୁକିଅ ଗରର୍ ଡାଣ୍ଡେ ଦାରିଗାଲାଇ ଆରି ସେମନ୍ ବିନ୍ ସନିଅମନ୍କେ ଗଟେକ୍ ଟାନେ ଡାକି ରୁଣ୍ଡାଇଲାଇ ।
The soldiers led him away within the court, which is the Praetorium; and they called together the whole cohort.
17 ୧୭ ସେମନ୍ ଜିସୁକେ କିଜାଇବାକେ ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦାଇଲାଇ ଆରି ଗଟେକ୍ କାଟାର୍ ମୁକୁଟ୍ ତିଆର୍କରି ତାର୍ ମୁଣ୍ଡେ ପିନ୍ଦାଇଦେଲାଇ ।
They clothed him with purple, and weaving a crown of thorns, they put it on him.
18 ୧୮ ସେମନ୍ ଜିସୁକେ କିଜାଇ କରି କଇଲାଇ, “ଏ ଜିଉଦିମନର୍ ରାଜା ତକେ ଜୁଆର୍, ତୁଇ ବେସି ଦିନ୍ ବଁଚ୍ ।”
They began to salute him, "Greetings, King of the Jews."
19 ୧୯ ସେମନ୍ ତର୍କେତର୍ ବେତ୍ ଡାଙ୍ଗ୍ ସଙ୍ଗ୍ ତାର୍ ମୁଣ୍ଡେ ମାର୍ତେରଇଲାଇ ଆରି ତାର୍ ଉପ୍ରେ ତୁକି କିଜାଇକରି ମାଣ୍ଡିକୁଟା ଦେଇ ଜୁଆର୍ କଲାଇ ।
They struck his head with a reed, and spat on him, and bowing their knees, did homage to him.
20 ୨୦ ସେମନ୍ ଜିସୁକେ କିଜାଇ ସାରାଇଲାପଚେ, ଜାମ୍କଲି ରଙ୍ଗର୍ ବସ୍ତର୍ ତାର୍ ଗାଗ୍ଡେଅନି ବେଟିକରି, ନିଜର୍ ବସ୍ତର୍ ପିନ୍ଦାଇଦେଲାଇ । ତାର୍ପଚେ ସେମନ୍ ତାକେ କୁର୍ସକାଟେ ମରାଇବାକେ ଗଡ୍ ବାଇରେ ଦାରିଗାଲାଇ ।
When they had mocked him, they took the purple off of him, and put his own garments on him. They led him out to crucify him.
21 ୨୧ ସେବେଲା ଆଲେକ୍ଜାଣ୍ଡାର୍ ଆରି କୁର୍ନିୟ ଜାଗାର୍ ରୁପ୍ଅର୍ ବାବା ସିମନ୍ ନାଉଁର୍ ଗଟେକ୍ ଲକ୍, ପଲିଗାରାମ୍ ଅନି ଆସିକରି ସେ ବାଟେ ଜାଇତେରଇଲା । ସେ ସନିଅମନ୍ ତାକେ ଜିସୁର୍ କୁର୍ସ ବଇବାକେ ବାଦିଅ କଲାଇ ।
And they forced one passing by, Shimon of Qurinaya, coming from the country, the father of Alexander and Rufus, to go with them, that he might carry his cross.
22 ୨୨ ତାର୍ପଚେ ସେମନ୍ ଜିସୁକେ ଗଲ୍ଗତା ନାଉଁର୍ ଗଟେକ୍ ଜାଗାଇ ଦାରିଗାଲାଇ । ଗଲ୍ଗତାର୍ ଅରତ୍ ଅଇଲାନି, କାପାଲ୍ ଜାଗା ।
And they brought him to the place called Gagulta, which is translated, "The place of a skull."
23 ୨୩ ସେମନ୍ ଜିସୁକେ ଅସ ମିସାଇଲା ଅଙ୍ଗୁର୍ ରସ୍ କାଅ ବଲିକରି ଦେଲାଇ, ମାତର୍ ସେ ନିଚ୍ଲା ।
They offered him wine mixed with myrrh to drink, but he did not take it.
24 ୨୪ ତାର୍ପଚେ ଜିସୁକେ କୁର୍ସେ ଚଗାଇଲାଇ ଆରି ତାର୍ ବସ୍ତର୍ କାର୍ବାଗେ କାଇଟା ମିଲ୍ସି ବଲି ବାଟାକରି ନେବାକେ, କେଡ୍ ପୁଟାଇକରି ନିଜର୍ ନିଜର୍ ବିତ୍ରେ ବାଟାକରି ନେଲାଇ ।
Crucifying him, they parted his garments among them, casting lots on them, what each should take.
25 ୨୫ ସେମନ୍ ସାକ୍ଲିଆ ନ ଗଁଟା ବେଲାଇ ଜିସୁକେ କୁର୍ସେ ଚଗାଇଲାଇ ।
It was nine in the morning, and they crucified him.
26 ୨୬ ଆରି “ଏଟା ଜିଉଦିମନର୍ ରାଜା ।” ବଲି ନିନ୍ଦା କାତା ଲେକି କୁରୁସ୍ ଉପ୍ରେ ଡସାଇଲାଇ ।
The superscription of his accusation was written over him, "THE KING OF THE JEWS."
27 ୨୭ କୁର୍ସେ ଜିସୁର୍ ସଙ୍ଗ୍ ଆରି ଦୁଇଟା ଚର୍ମନ୍କେ, ତାର୍ ଉଜାବାଟେ ଗଟେକ୍କେ, ଡେବ୍ରି ବାଟେ ଆରିଗଟେକ୍କେ ଚଗାଇରଇଲାଇ ।
With him they crucified two robbers; one on his right hand, and one on his left.
28 ୨୮ ସେ ବୁଲ୍ କଲା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ବଲି, ଇସାବ୍ ଅଇଲା ବଲିକରି ପର୍ମେସରର୍ ସାସ୍ତରେ ଲେକାଅଇରଇବା ବିସଇ ସିଦ୍ ଅଇଲା ।
And the Scripture was fulfilled which says, "And he was numbered with transgressors."
29 ୨୯ ସେ ବାଟ୍ ଦେଇ ଜିବା ଲକ୍ମନ୍ ନିଜେ ନିଜେ ମୁଣ୍ଡ୍ ଜୁଲାଇ ଜିସୁକେ ନିନ୍ଦାକରି କଇଲାଇ, “ପାର୍ତନା ଗର୍ ବାଙ୍ଗାଇ କରି ତିନ୍ଦିନ୍ ବିତ୍ରେ ତିଆର୍ କର୍ବାଲକ୍ ଏ ସେ କି?” ବଲି କିଜାଇଲାଇ ।
Those who passed by blasphemed him, wagging their heads, and saying, "Ha. You who destroy the temple, and build it in three days,
30 ୩୦ “ତୁଇ ଏବେ କୁର୍ସେ ଅନି ଉତ୍ରି ନିଜ୍କେ ରକିଆ କର୍ ।”
save yourself and come down from the cross."
31 ୩୧ ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଇବା ଲକ୍ମନ୍ ମିସା ନିଜର୍ ନିଜର୍ ବିତ୍ରେ କାତାଅଇକରି କିଜାଇଲାଇ । ସେମନ୍ କଇତେରଇଲାଇ, “ବିନ୍ ଲକ୍ମନ୍କେ ରକିଆ କର୍ତେରଇଲା, ମାତର୍ ସେ ନିଜେ ରକିଆ ଅଇ ନାପାର୍ଲା ।”
Likewise, also the chief priests mocking among themselves with the scribes said, "He saved others. He cannot save himself.
32 ୩୨ “ତମେ ସତଇସେ ଇସ୍ରାଏଲର୍ ରାଜା କିରିସ୍ଟ ଅଇରଇଲେ, କୁର୍ସେ ଅନି ଉତ୍ରି ଆଉ । ସେନ୍ତି ଅଇଲେ ଆମେ ଦେକିକରି ବିସ୍ବାସ୍ କର୍ବୁ ।” ବଲି କଇଲାଇ । ଜନ୍ ଲକ୍ମନ୍କେ ଜିସୁର୍ ସଙ୍ଗ୍ କୁର୍ସେ ଚଗାଇରଇଲାଇ, ସେମନ୍ ମିସା ଜିସୁକେ ନିନ୍ଦା କଲାଇ ।
Let the Meshikha, the King of Israyel, now come down from the cross, that we may see and believe him." Those who were crucified with him insulted him.
33 ୩୩ ମୁଇଦାନିଆ ବାର୍ଟା ବେଲାଇଅନି ତିନ୍ଟା ଜାକ ଗୁଲାଇ ଦେସ୍ ଆନ୍ଦାର୍ ଅଇଗାଲା ।
Now when it was noon, there was darkness over the whole land until three in the afternoon.
34 ୩୪ ଦିନ୍ ତିନ୍ଟା ବେଲେ ଜିସୁ ଆଉଲିଅଇ କଇଲା, “ଏଲଇ ଏଲଇ ଲାମା ସବକ୍ତାନି ।” ଆର୍ ଅରତ୍ ଅଇଲାନି, “ଏ ମର୍ ପର୍ମେସର୍ ଏ ମର୍ ପର୍ମେସର୍, ତମେ ମକେ କାଇକେ ଚାଡିଦେଲାସ୍?”
Then at three in the afternoon Yeshua called out with a loud voice, saying, "Elohi, Elohi, lema shabachthani?" which is translated, "My God, my God, why have you forsaken me?"
35 ୩୫ ଏ କାତା ସୁନି ସେଲଗେ ଟିଆ ଅଇରଇବା କେତେ ଲକ୍ କଇଲାଇ, “ସେ ଏଲିୟକେ ଡାକ୍ଲାନି ।”
Some of those who stood by, when they heard it, said, "Look, he is calling for Eliya."
36 ୩୬ ତେଇଅନି ଗଟେକ୍ ଲକ୍ ପାଲାଇ ଜାଇ ଅଙ୍ଗୁର୍ ରସେ, ତୁଲା ବୁଡାଇ ଡାଙ୍ଗେ ବାନ୍ଦି ଉପ୍ରେ ଲାମାଇଦେଲା । ସେ ଲକ୍ କଇଲା, “ଏବେ ଏଲିୟ ଆସିକରି ଆକେ କୁର୍ସେ ଅନି ଉତ୍ରାଇଦେଇସି କି ନାଇ ଦେକୁ ।”
One ran, and filling a sponge full of vinegar, put it on a reed, and gave it to him to drink, saying, "Let him be. Let us see whether Eliya comes to take him down."
37 ୩୭ ମାତର୍ ଜିସୁ ଆଉଲିଅଇଲା ଦାପ୍ରେ ତାର୍ ଜିବନ୍ ଚାଡିଗାଲା ।
Yeshua gave a loud cry, and gave up the spirit.
38 ୩୮ ସେବେଲା ମନ୍ଦିରର୍ ସୁକଲ୍ ଜାଗା ବିନେ କର୍ବା ପାର୍ଦା ଉପ୍ରେଅନି ତଲେ ଜାକ ଦୁଇ ତାଡ୍ ଅଇ ଚିରିଅଇଗାଲା ।
The veil of the temple was torn in two from the top to the bottom.
39 ୩୯ ତେଇ ଜିସୁର୍ କୁର୍ସ ମୁଆଟେ ଟିଆଅଇରଇଲା ସଏଟା ସନିଅମନର୍ ମୁକିଅ, ଜିସୁ ସାରାସାରି ଆଉଲି ଅଇଲାଟା ଆରି ସେ କେନ୍ତି ଅଇକରି ମଲା, ଦେକିକରି କଇଲା, “ସତଇସେ ଏ ପର୍ମେସରର୍ ପିଲା ରଇଲା ।”
And when the centurion, who stood by opposite him, saw that he cried out like this and breathed his last, he said, "Truly this man was the Son of God."
40 ୪୦ ତେଇ କେତେଟା ମାଇଜିମନ୍ ମିସା କୁର୍ସେ ଅନି ଦୁରିକେ ଟିଆଅଇ ଦେକ୍ତେରଇଲାଇ । ସେମନ୍ ଅଇଲାଇନି, ମଗ୍ଦଲିନି ମରିୟମ୍, ସାନ୍ଟା ଜାକୁବ୍ ଆରି ଜସିର୍ ମା ମରିୟମ୍ ଆରି ସଲମି ।
There were also women watching from afar, among whom were both Maryam Magdelaitha, and Maryam the mother of Yaquv the younger and of Yusi, and Shalom;
41 ୪୧ ଜିସୁ ଗାଲିଲିତେଇ ରଇଲାବେଲେ ଏ ମାଇଜିମନ୍ ଜିସୁର୍ ସଙ୍ଗ୍ ଜାଇତେରଇଲାଇ । ଆରି ତାକେ ଦର୍କାର୍ ରଇଲା ବିସଇ ସାଇଜ କର୍ତେରଇଲାଇ । ଜିସୁର୍ ସଙ୍ଗ୍ ଜିରୁସାଲାମେ ଆସିରଇଲା ବିନ୍ ମାଇଜିମନ୍ ମିସା ତେଇ ରଇଲାଇ ।
who, when he was in Galila, followed him, and served him; and many other women who came up with him to Urishlim.
42 ୪୨ ସେ ଦିନ୍ ବିସ୍ରାମ୍ ଦିନ୍ ପାଇ ତିଆର୍ ଅଇବା ଦିନ୍ ଅଇରଇଲା । ସେଦିନେ ସଞ୍ଜ୍ବେଲା,
When evening had now come, because it was the Preparation Day, that is, the day before the Sabbath,
43 ୪୩ ଆରାମାତିଆ ଗାଉଁର୍ ବିଚାର୍କର୍ବା ମୁକିଅ ଲକ୍ ବିତ୍ରେ ରଇଲା ଜସେପ୍ ନାଉଁର୍ ଗଟେକ୍ ଲକ୍, ପର୍ମେସର୍ ସାସନ୍ କର୍ବା ରାଇଜର୍ ବେଲା ଆସ ବଲି ଜାଗିରଇବା ଗଟେକ୍ ଲକ୍ । ବେସି ସାଆସ୍ଅଇ ପିଲାତର୍ ଲଗେ ଜାଇକରି ଜିସୁର୍ ମଲାମଡ୍ ମାଙ୍ଗ୍ଲା ।
Yauseph of Arimathea, a prominent council member who also himself was looking for the Kingdom of God, came. He boldly went in to Pilate, and asked for the body of Yeshua.
44 ୪୪ ଜିସୁ ଏତେକ୍ ଦାପ୍ରେ ମରିଗାଲା ବଲି ସୁନି ପିଲାତ୍ କାବା ଅଇଗାଲା । ତାର୍ ସନିଅମନର୍ ନେତାକେ ଡାକି “ଜିସୁ ମଲାବେ କି?” ବଲି ପାଚାର୍ଲା ।
Pilate was surprised that he was already dead; and summoning the centurion, he asked him whether he had been dead long.
45 ୪୫ ସେ ସନିଅମନର୍ ନେତା, ଜିସୁ ମରିଗାଲା ବିସଇ ପିଲାତ୍କେ କଇଲା । ତାର୍ପଚେ ଜସେପ୍କେ ପିଲାତ୍ କଇଲା, “ତୁଇ ମଡ୍ ନେଇ ପାରୁସ୍ ।”
When he found out from the centurion, he granted the body to Yauseph.
46 ୪୬ ସେଟାର୍ପାଇ ଜସେପ୍ ଜିସୁର୍ ଗାଗଡ୍ କୁର୍ସ ଉପ୍ରେଅନି ଉତ୍ରାଇ ଆନ୍ଲା ଆରି ଗଟେକ୍ ନୁଆ ଲୁଗା ସଙ୍ଗ୍ ଗୁଡିଆଇକରି ରାଙ୍ଗ୍ନି କାଟି ତିଆର୍ କରି ରଇଲା ଗଟେକ୍ ପାଆରେ ନେଇକରି ସଙ୍ଗଇଲା । ଗଟେକ୍ ବଡ୍ ଚାଚଡା ପାକ୍ନା ନେଇ ପାଆର୍ ମୁଆଟେ ଡାବିଦେଲା ।
He bought a linen cloth, and taking him down, wound him in the linen cloth, and placed him in a tomb which had been cut out of a rock. He rolled a stone against the door of the tomb.
47 ୪୭ ଜିସୁକେ ଜନ୍ ଜାଗାଇ ନେଇ ସଙ୍ଗଇ ରଇଲାଇ, ସେ ଜାଗା ମଗ୍ଦଲିନି ମରିୟମ୍ ଆରି ଜସିର୍ ମା ମରିୟମ୍ ଦେକିରଇଲା ।
Maryam of Magdelaitha and Maryam, the mother of Yusi, saw where he was placed.