< ମାର୍‌କ 15 >

1 ସାକାଲ୍‌ ସାକାଲ୍‌ ପାର୍‌ତନା ଗରର୍‌ ମୁକିଅ ପୁଜାରିମନ୍‌, ମୁକିଅ ନେତାମନ୍‌, ଜିଉଦି ନେତାମନ୍‌, ନିୟମ୍‌ ସିକାଇବା ଲକ୍‌ମନ୍‌ ଆରି ଜିଉଦି ଲକ୍‌ମନ୍‌କେ ସାସନ୍‌ କର୍‌ବା ସବୁ ରକାମର୍‌ ନେତାମନ୍‌ ଜିସୁକେ କାଇଟା କର୍‌ବାର୍‌ ଆଚେ? ବଲି ଗଟେକ୍‌ ବଡ୍‌ ପଁଚାଦି କଲାଇ । ସେମନ୍‌ ତାକେ ବାନ୍ଦିକରି ସାସନ୍‌ କର୍‌ବା ପିଲାତ୍‍କେ ସର୍‌ପିଦେଲାଇ ।
Brzy ráno velekněží s nejvyšší židovskou radou vynesli nad Ježíšem rozsudek smrti a poslali ho v poutech k římskému místodržiteli Pilátovi.
2 ପିଲାତ୍‌ ଜିସୁକେ ପାଚାର୍‌ଲା, “ତୁଇ କାଇ ଜିଉଦି ମନର୍‌ ରାଜା?” ଜିସୁ ତାକେ କଇଲା, “ତୁଇ ଜନ୍‌ଟା ପାଚାର୍‌ଲୁସ୍‌ନି, ସେଟା ସତ୍‌ସେ ।”
„Tak ty jsi ten král Židů?“ušklíbl se Pilát. „Jak říkáš, “odpověděl Ježíš.
3 ମୁକିଅ ପୁଜାରିମନ୍‌ ଜିସୁକେ ଦସ୍‍ ଦେଇ କଇବାର୍‌ ଦାର୍‌ଲାଇ ।
Velekněží ho u Piláta obvinili z mnoha zločinů.
4 ସେବେଲା ପିଲାତ୍‌ ତାକେ ଆରିତରେକ୍‌ ପାଚାର୍‌ଲା, “ତୁଇ କାଇକେ ଚିମ୍‌ରା ଅଇଦେଲୁସ୍‌? କାଇଟା ମିସା କଉସ୍‌ ନାଇ । ଦେକା ସେମନ୍‌ ତର୍‌ ବିରଦେ କେତେକ୍‌ ନିନ୍ଦା କାତା କଇଲାଇନି ।”
„Co ty na?“dal mu slovo místodržitel. „Co odpovíš na všechny ty žaloby?“
5 ମାତର୍‌ ଜିସୁ କାତା ଅଏ ନାଇ । ସେଟା ଦେକିକରି ପିଲାତ୍‌ ବେସି କାବା ଅଇଗାଲା ।
Ježíš však už ani nepromluvil, nehájil se. Divný zločinec!
6 ରକିଆ ପାଇବାର୍‌ ପରବ୍‌ କଲାବେଲେ ସବୁ ବରସର୍‌ ରିତିନିତି ଇସାବେ ପିଲାତ୍‌, ଜନ୍‍ ଆଲେ ବନ୍ଦି ଲକ୍‌କେ, ଲକ୍‌ମନ୍‌ ବାର୍‌କରାଇ ଦେବାକେ ମନ୍‍ କରତେରଇଲାଇ, ତାକେ ବାର୍‌କରାଇ ଦେଇତେରଇଲା ।
Vždy o Velikonocích amnestoval místodržitel podle volby lidu jednoho ze židovských vězňů.
7 ସେବେଲେ ସର୍‌କାରର୍‌ ବିରୁଦେ ଦାବିକରି ବାର୍‌ବା ନାଉଁର୍‌ ଗଟେକ୍‌ ଲକ୍‌ ବନ୍ଦି ଅଇରଇଲା । ଏ ଲକ୍‌ ଆରି କେତେଟା ଲକ୍‌ମନର୍‌ ସଙ୍ଗ୍‌, ଲକ୍‌ମନ୍‌କେ ମରାଇ ବନ୍ଦି ଅଇରଇଲା ।
Pro výtržnost a vraždu seděl ve vězení jakýsi Barabáš se svými kumpány.
8 ଲକ୍‌ମନ୍‌ ପିଲାତର୍‌ଟାନେ ଆସି, କଇଲାଇ, “ସବୁ ବରସର୍‌ ରିତିନିତି ଇସାବେ ଏ ତରେକ୍‌ ମିସା ଗଟେକ୍‌ ବନ୍ଦି ଲକ୍‌କେ ମୁକ୍‌ଲାଇ କରି ବାର୍‌କରାଇଦେସ୍‌ ।”
Před Pilátovým sídlem se shromáždil dav a začal se dovolávat tradiční amnestie.
9 ପିଲାତ୍‌ ଲକ୍‌ମନ୍‌କେ ପାଚାର୍‌ଲା, “ତମେ କାକେ ମନ୍‍ କଲାସ୍‌ନି? ମୁଇ ତମର୍‌ ଲାଗି ଜିଉଦିମନର୍‌ ରାଜାକେ ଚାଡିଦେବି କି?”
Pilát toho využil a promluvil k nim: „Chcete, abych propustil toho židovského krále?“
10 ୧୦ ପିଲାତ୍‌ ରାଜା କାଇକେ ଏନ୍ତି କଇଲା ବଇଲେ, ମୁକିଅ ପୁଜାରିମନ୍‌ କୁଟ୍‌ ପାଁଚି ଜିସୁକେ ତାର୍‌ ଆତେ ସର୍‌ପିଦେଇ ଆଚତ୍‌ ବଲିକରି ସେ ଜାନିରଇଲା ।
Tušil totiž, že velekněží ho odsoudili k smrti, protože se báli jeho vlivu na lidi.
11 ୧୧ ମାତର୍‌ ମୁକିଅ ପୁଜାରିମନ୍‌ ଲକ୍‌ମନ୍‌କେ ଉସ୍‌କାଇ କରି, “ଜିସୁର୍‌ ବାଦୁଲେ ବାର୍‌ବାକେ ଆମର୍‌ପାଇ ବନ୍ଦି ଗରେଅନି ମୁକ୍‌ଲାଇବାକେ କୁଆ ।” ବଲି କଇଲାଇ ।
Ale velekněžími navedená chátra žádala propuštění Barabáše.
12 ୧୨ ମାତର୍‌ ପିଲାତ୍‌ ଆରିତରେକ୍‌ ପାଚାର୍‌ଲା, “ସେନ୍ତିଆଲେ ତମେ ଜନ୍‌ ଲକ୍‌କେ ଜିଉଦିମନର୍‌ ରାଜା ବଲି କଇଲାସ୍‌ନି, ତାକେ ମୁଇ କାଇଟା କର୍‌ବି ବଲି ତମେ ମନ୍‍ କଲାସ୍‌ନି?”
„Co tedy mám udělat s tím, kterému říkáte židovský král?“
13 ୧୩ ଲକ୍‌ମନ୍‌ ବେସି ରାଟୁକରି କଇଲାଇ, “ତାକେ କୁର୍‌ସେ ମରାଆ ।”
„Ukřižovat!“ozvaly se výkřiky.
14 ୧୪ ତେଇଅନି ପିଲାତ୍‌ ଆରିତରେକ୍‌ ଲକ୍‌ମନ୍‌କେ ପାଚାର୍‌ଲା, “କାଇକେ, ସେ କାଇ ଦସ୍‌ କଲାଆଚେ ଜେ?” ମାତର୍‌ ଲକ୍‌ମନ୍‌ ଅଦିକ୍‌ ଅଦିକ୍‌ ରାଟୁଅଇକରି କଇଲାଇ, “ତାକେ କୁରୁସ୍‍ କାଟେ ମରାଆ ।”
„Ale za jaký zločin?“namítal Pilát. Lůza však skandovala: „Na kříž! Na kříž!“
15 ୧୫ ସେଟାର୍‌ପାଇ ପିଲାତ୍‌ ଲକ୍‌ମନ୍‌କେ ସାର୍‌ଦା କରାଇବାକେ ମନ୍‍କରି ବାର୍‌ବାକେ ବନ୍ଦି ଗରେଅନି ମୁକ୍‌ଲାଇଦେଇ ଜିସୁକେ କର୍‌ଡା ସଙ୍ଗ୍‌ ମାରି, କୁରୁସ୍‍କାଟେ କୁଟିମାରି ମରାଇଦେବାକେ ସନିଅମନ୍‌କେ ସର୍‌ପିଦେଲା ।
Pilát tedy ustoupil nátlaku davu, dal propustit z vězení Barabáše a Ježíše vydal popravčí četě, aby ho zbičovali a ukřižovali.
16 ୧୬ ସନିଅମନ୍‌ ଜିସୁକେ ରମିୟ ସର୍‌କାରର୍‌ ସାସନ୍‌କାରିଆ ପିଲାତର୍‌, ମୁକିଅ ଗରର୍‌ ଡାଣ୍ଡେ ଦାରିଗାଲାଇ ଆରି ସେମନ୍‌ ବିନ୍‌ ସନିଅମନ୍‌କେ ଗଟେକ୍‌ ଟାନେ ଡାକି ରୁଣ୍ଡାଇଲାଇ ।
Vojáci odvedli Ježíše na nádvoří vládní budovy a svolali celou rotu.
17 ୧୭ ସେମନ୍‌ ଜିସୁକେ କିଜାଇବାକେ ଜାମ୍‌କଲି ରଙ୍ଗର୍‌ ବସ୍‍ତର୍‍ ପିନ୍ଦାଇଲାଇ ଆରି ଗଟେକ୍‌ କାଟାର୍‌ ମୁକୁଟ୍‌ ତିଆର୍‌କରି ତାର୍‌ ମୁଣ୍ଡେ ପିନ୍ଦାଇଦେଲାଇ ।
Oblékli ho do purpurové látky jako do královského pláště, spletli věnec z trní a posadili mu ho na hlavu jako korunu.
18 ୧୮ ସେମନ୍‌ ଜିସୁକେ କିଜାଇ କରି କଇଲାଇ, “ଏ ଜିଉଦିମନର୍‌ ରାଜା ତକେ ଜୁଆର୍‌, ତୁଇ ବେସି ଦିନ୍‌ ବଁଚ୍‌ ।”
Začali ho výsměšně zdravit a volali: „Ať žije židovský král!“
19 ୧୯ ସେମନ୍‌ ତର୍‌କେତର୍‌ ବେତ୍‌ ଡାଙ୍ଗ୍‌ ସଙ୍ଗ୍‌ ତାର୍‌ ମୁଣ୍ଡେ ମାର୍‌ତେରଇଲାଇ ଆରି ତାର୍‌ ଉପ୍‌ରେ ତୁକି କିଜାଇକରି ମାଣ୍ଡିକୁଟା ଦେଇ ଜୁଆର୍‌ କଲାଇ ।
Bili jej holí do hlavy, plivali na něj a pak si zase před něj klekali a klaněli se mu.
20 ୨୦ ସେମନ୍‌ ଜିସୁକେ କିଜାଇ ସାରାଇଲାପଚେ, ଜାମ୍‌କଲି ରଙ୍ଗର୍‌ ବସ୍‍ତର୍‍ ତାର୍‌ ଗାଗ୍‌ଡେଅନି ବେଟିକରି, ନିଜର୍‌ ବସ୍‍ତର୍‍ ପିନ୍ଦାଇଦେଲାଇ । ତାର୍‌ପଚେ ସେମନ୍‌ ତାକେ କୁର୍‌ସକାଟେ ମରାଇବାକେ ଗଡ୍‌ ବାଇରେ ଦାରିଗାଲାଇ ।
Když se dost pobavili, svlékli mu zase purpurový plášť, oblékli mu jeho vlastní šaty a vedli ho na popraviště.
21 ୨୧ ସେବେଲା ଆଲେକ୍‌ଜାଣ୍ଡାର୍‌ ଆରି କୁର୍‌ନିୟ ଜାଗାର୍‌ ରୁପ୍‌ଅର୍‌ ବାବା ସିମନ୍‌ ନାଉଁର୍‌ ଗଟେକ୍‌ ଲକ୍‌, ପଲିଗାରାମ୍‌ ଅନି ଆସିକରି ସେ ବାଟେ ଜାଇତେରଇଲା । ସେ ସନିଅମନ୍‌ ତାକେ ଜିସୁର୍‌ କୁର୍‌ସ ବଇବାକେ ବାଦିଅ କଲାଇ ।
Ježíš nemohl těžký kříž sám unést. Do města právě přicházel jistý Šimon, rodák z Kyrény, a toho vojáci přinutili, aby mu pomohl. (Šimon je otec pozdějších křesťanů Alexandra a Rufa.)
22 ୨୨ ତାର୍‌ପଚେ ସେମନ୍‌ ଜିସୁକେ ଗଲ୍‌ଗତା ନାଉଁର୍‌ ଗଟେକ୍‌ ଜାଗାଇ ଦାରିଗାଲାଇ । ଗଲ୍‌ଗତାର୍‌ ଅରତ୍‌ ଅଇଲାନି, କାପାଲ୍‌ ଜାଗା ।
Tak přivedli Ježíše až na popraviště, které se jmenovalo Golgota, což znamená Lebka.
23 ୨୩ ସେମନ୍‌ ଜିସୁକେ ଅସ ମିସାଇଲା ଅଙ୍ଗୁର୍‌ ରସ୍‌ କାଅ ବଲିକରି ଦେଲାଇ, ମାତର୍‌ ସେ ନିଚ୍‌ଲା ।
Nabídli mu víno s omamnou příměsí, ale on je odmítl.
24 ୨୪ ତାର୍‌ପଚେ ଜିସୁକେ କୁର୍‌ସେ ଚଗାଇଲାଇ ଆରି ତାର୍‌ ବସ୍‍ତର୍‍ କାର୍‌ବାଗେ କାଇଟା ମିଲ୍‌ସି ବଲି ବାଟାକରି ନେବାକେ, କେଡ୍‌ ପୁଟାଇକରି ନିଜର୍‌ ନିଜର୍‌ ବିତ୍‌ରେ ବାଟାକରି ନେଲାଇ ।
Pak jej přibili na kříž a losovali o jeho šaty.
25 ୨୫ ସେମନ୍‌ ସାକ୍‌ଲିଆ ନ ଗଁଟା ବେଲାଇ ଜିସୁକେ କୁର୍‌ସେ ଚଗାଇଲାଇ ।
Poprava se konala v devět hodin ráno.
26 ୨୬ ଆରି “ଏଟା ଜିଉଦିମନର୍‌ ରାଜା ।” ବଲି ନିନ୍ଦା କାତା ଲେକି କୁରୁସ୍‌ ଉପ୍‌ରେ ଡସାଇଲାଇ ।
Ježíšovu vinu oznamoval nápis nad jeho hlavou: „Židovský král“.
27 ୨୭ କୁର୍‌ସେ ଜିସୁର୍‌ ସଙ୍ଗ୍‌ ଆରି ଦୁଇଟା ଚର୍‌ମନ୍‌କେ, ତାର୍‌ ଉଜାବାଟେ ଗଟେକ୍‌କେ, ଡେବ୍‌ରି ବାଟେ ଆରିଗଟେକ୍‌କେ ଚଗାଇରଇଲାଇ ।
Zároveň s ním ukřižovali dva zločince; jednoho po pravé a druhého po levé straně.
28 ୨୮ ସେ ବୁଲ୍‌ କଲା ଲକ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ବଲି, ଇସାବ୍‌ ଅଇଲା ବଲିକରି ପର୍‍ମେସରର୍‌ ସାସ୍‌ତରେ ଲେକାଅଇରଇବା ବିସଇ ସିଦ୍‌ ଅଇଲା ।
Splnila se tak prorocká předpověď: „Je zahrnut mezi zločince.“
29 ୨୯ ସେ ବାଟ୍‌ ଦେଇ ଜିବା ଲକ୍‌ମନ୍‌ ନିଜେ ନିଜେ ମୁଣ୍ଡ୍‌ ଜୁଲାଇ ଜିସୁକେ ନିନ୍ଦାକରି କଇଲାଇ, “ପାର୍‌ତନା ଗର୍‌ ବାଙ୍ଗାଇ କରି ତିନ୍‌ଦିନ୍‌ ବିତ୍‌ରେ ତିଆର୍‌ କର୍‌ବାଲକ୍‌ ଏ ସେ କି?” ବଲି କିଜାଇଲାଇ ।
Kolemjdoucí mu nadávali a vysmívali se mu: „Tak tys nám chtěl zbořit chrám a za tři dny ho zase postavit?
30 ୩୦ “ତୁଇ ଏବେ କୁର୍‌ସେ ଅନି ଉତ୍‌ରି ନିଜ୍‌କେ ରକିଆ କର୍‌ ।”
Když jsi tak mocný, pomoz si sám a sestup z kříže!“
31 ୩୧ ମୁକିଅ ପୁଜାରିମନ୍‌ ଆରି ନିୟମ୍‌ ସିକାଇବା ଲକ୍‌ମନ୍‌ ମିସା ନିଜର୍‌ ନିଜର୍‌ ବିତ୍‌ରେ କାତାଅଇକରି କିଜାଇଲାଇ । ସେମନ୍‌ କଇତେରଇଲାଇ, “ବିନ୍‌ ଲକ୍‌ମନ୍‌କେ ରକିଆ କର୍‌ତେରଇଲା, ମାତର୍‌ ସେ ନିଜେ ରକିଆ ଅଇ ନାପାର୍‌ଲା ।”
Mezi posměvači byla i skupina významných kněží a učitelů zákona, kteří si mezi sebou říkali: „Jiným pomáhal a teď je bezmocný.
32 ୩୨ “ତମେ ସତଇସେ ଇସ୍‌ରାଏଲର୍‌ ରାଜା କିରିସ୍‌ଟ ଅଇରଇଲେ, କୁର୍‌ସେ ଅନି ଉତ୍‌ରି ଆଉ । ସେନ୍ତି ଅଇଲେ ଆମେ ଦେକିକରି ବିସ୍‌ବାସ୍‌ କର୍‌ବୁ ।” ବଲି କଇଲାଇ । ଜନ୍‌ ଲକ୍‌ମନ୍‌କେ ଜିସୁର୍‌ ସଙ୍ଗ୍‌ କୁର୍‌ସେ ଚଗାଇରଇଲାଇ, ସେମନ୍‌ ମିସା ଜିସୁକେ ନିନ୍ଦା କଲାଇ ।
Jestli je to opravdu Mesiáš, zaslíbený král Izraele, ať sestoupí z kříže. To nás přesvědčí a uvěříme mu.“A také zločinci na křížích mu spílali.
33 ୩୩ ମୁଇଦାନିଆ ବାର୍‌ଟା ବେଲାଇଅନି ତିନ୍‌ଟା ଜାକ ଗୁଲାଇ ଦେସ୍‌ ଆନ୍ଦାର୍‌ ଅଇଗାଲା ।
V poledne se náhle setmělo a zlověstné šero trvalo až do tří hodin.
34 ୩୪ ଦିନ୍‌ ତିନ୍‌ଟା ବେଲେ ଜିସୁ ଆଉଲିଅଇ କଇଲା, “ଏଲଇ ଏଲଇ ଲାମା ସବକ୍‌ତାନି ।” ଆର୍‌ ଅରତ୍‌ ଅଇଲାନି, “ଏ ମର୍‌ ପର୍‌ମେସର୍‌ ଏ ମର୍‌ ପର୍‌ମେସର୍‌, ତମେ ମକେ କାଇକେ ଚାଡିଦେଲାସ୍‌?”
Ve tři hodiny odpoledne vykřikl Ježíš: „Eloi, Eloi, lema sabachtani?“Jsou to úvodní slova dvacátého druhého žalmu: „Bože můj, Bože můj, proč jsi mne opustil?“
35 ୩୫ ଏ କାତା ସୁନି ସେଲଗେ ଟିଆ ଅଇରଇବା କେତେ ଲକ୍‌ କଇଲାଇ, “ସେ ଏଲିୟକେ ଡାକ୍‌ଲାନି ।”
Někteří z přihlížejících mu nerozuměli a domnívali se, že volá na pomoc proroka Elijáše.
36 ୩୬ ତେଇଅନି ଗଟେକ୍‌ ଲକ୍‌ ପାଲାଇ ଜାଇ ଅଙ୍ଗୁର୍‌ ରସେ, ତୁଲା ବୁଡାଇ ଡାଙ୍ଗେ ବାନ୍ଦି ଉପ୍‌ରେ ଲାମାଇଦେଲା । ସେ ଲକ୍‌ କଇଲା, “ଏବେ ଏଲିୟ ଆସିକରି ଆକେ କୁର୍‍ସେ ଅନି ଉତ୍‌ରାଇଦେଇସି କି ନାଇ ଦେକୁ ।”
Jeden z nich připevnil na hůl houbu nasátou kyselým vínem a přistrčil mu ji ke rtům se slovy: „Počkáme si, zda mu Elijáš přijde na pomoc.“
37 ୩୭ ମାତର୍‌ ଜିସୁ ଆଉଲିଅଇଲା ଦାପ୍‌ରେ ତାର୍‌ ଜିବନ୍‌ ଚାଡିଗାଲା ।
Ježíš vykřikl ještě jednou a zemřel.
38 ୩୮ ସେବେଲା ମନ୍ଦିରର୍‍ ସୁକଲ୍‌ ଜାଗା ବିନେ କର୍‌ବା ପାର୍‌ଦା ଉପ୍‌ରେଅନି ତଲେ ଜାକ ଦୁଇ ତାଡ୍‌ ଅଇ ଚିରିଅଇଗାଲା ।
V tu chvíli se opona, která zastírala nejsvatější místnost chrámu, roztrhla napůl od shora až dolů.
39 ୩୯ ତେଇ ଜିସୁର୍‌ କୁର୍‌ସ ମୁଆଟେ ଟିଆଅଇରଇଲା ସଏଟା ସନିଅମନର୍‌ ମୁକିଅ, ଜିସୁ ସାରାସାରି ଆଉଲି ଅଇଲାଟା ଆରି ସେ କେନ୍ତି ଅଇକରି ମଲା, ଦେକିକରି କଇଲା, “ସତଇସେ ଏ ପର୍‌ମେସରର୍‌ ପିଲା ରଇଲା ।”
Římský setník, který velel popravčí četě a byl svědkem Ježíšových posledních chvil, zvolal: „Ten člověk byl opravdu Boží Syn!“
40 ୪୦ ତେଇ କେତେଟା ମାଇଜିମନ୍‌ ମିସା କୁର୍‌ସେ ଅନି ଦୁରିକେ ଟିଆଅଇ ଦେକ୍‌ତେରଇଲାଇ । ସେମନ୍‌ ଅଇଲାଇନି, ମଗ୍‌ଦଲିନି ମରିୟମ୍‌, ସାନ୍‌ଟା ଜାକୁବ୍‌ ଆରି ଜସିର୍‌ ମା ମରିୟମ୍‌ ଆରି ସଲମି ।
Zpovzdálí přihlížely některé ženy, mezi nimi Marie Magdaléna, Marie, matka Jakuba „malého“a Josefa, a Salome.
41 ୪୧ ଜିସୁ ଗାଲିଲିତେଇ ରଇଲାବେଲେ ଏ ମାଇଜିମନ୍‌ ଜିସୁର୍‌ ସଙ୍ଗ୍‍ ଜାଇତେରଇଲାଇ । ଆରି ତାକେ ଦର୍‌କାର୍‌ ରଇଲା ବିସଇ ସାଇଜ କର୍‌ତେରଇଲାଇ । ଜିସୁର୍‌ ସଙ୍ଗ୍‌ ଜିରୁସାଲାମେ ଆସିରଇଲା ବିନ୍‌ ମାଇଜିମନ୍‌ ମିସା ତେଇ ରଇଲାଇ ।
Ty v něho uvěřily už kdysi v Galileji a od té doby mu sloužily. A byly tu i jiné ženy, které s ním přišly do Jeruzaléma.
42 ୪୨ ସେ ଦିନ୍‌ ବିସ୍‌ରାମ୍‌ ଦିନ୍‌ ପାଇ ତିଆର୍‌ ଅଇବା ଦିନ୍‌ ଅଇରଇଲା । ସେଦିନେ ସଞ୍ଜ୍‌ବେଲା,
Nastával páteční večer, pro židy začátek sobotního svátku.
43 ୪୩ ଆରାମାତିଆ ଗାଉଁର୍‌ ବିଚାର୍‌କର୍‌ବା ମୁକିଅ ଲକ୍‌ ବିତ୍‌ରେ ରଇଲା ଜସେପ୍‌ ନାଉଁର୍‌ ଗଟେକ୍‌ ଲକ୍‌, ପର୍‌ମେସର୍‌ ସାସନ୍‌ କର୍‌ବା ରାଇଜର୍‌ ବେଲା ଆସ ବଲି ଜାଗିରଇବା ଗଟେକ୍‌ ଲକ୍‌ । ବେସି ସାଆସ୍‌ଅଇ ପିଲାତର୍‌ ଲଗେ ଜାଇକରି ଜିସୁର୍‌ ମଲାମଡ୍‌ ମାଙ୍ଗ୍‌ଲା ।
Josef z Arimatie, vážený člen velerady, který také vyhlížel Mesiášovu vládu, přišel odvážně k Pilátovi a žádal Ježíšovo tělo.
44 ୪୪ ଜିସୁ ଏତେକ୍‌ ଦାପ୍‌ରେ ମରିଗାଲା ବଲି ସୁନି ପିଲାତ୍‌ କାବା ଅଇଗାଲା । ତାର୍‌ ସନିଅମନର୍‌ ନେତାକେ ଡାକି “ଜିସୁ ମଲାବେ କି?” ବଲି ପାଚାର୍‌ଲା ।
Místodržitel se podivil, že by Ježíš tak brzy zemřel. Zavolal si velitele popravčí čety a zeptal se ho na to.
45 ୪୫ ସେ ସନିଅମନର୍‌ ନେତା, ଜିସୁ ମରିଗାଲା ବିସଇ ପିଲାତ୍‌କେ କଇଲା । ତାର୍‌ପଚେ ଜସେପ୍‌କେ ପିଲାତ୍‌ କଇଲା, “ତୁଇ ମଡ୍‌ ନେଇ ପାରୁସ୍‌ ।”
Když mu to setník potvrdil, přikázal vydat Ježíšovo tělo Josefovi.
46 ୪୬ ସେଟାର୍‌ପାଇ ଜସେପ୍‌ ଜିସୁର୍‌ ଗାଗଡ୍‌ କୁର୍‌ସ ଉପ୍‌ରେଅନି ଉତ୍‌ରାଇ ଆନ୍‌ଲା ଆରି ଗଟେକ୍‌ ନୁଆ ଲୁଗା ସଙ୍ଗ୍‌ ଗୁଡିଆଇକରି ରାଙ୍ଗ୍‌ନି କାଟି ତିଆର୍‌ କରି ରଇଲା ଗଟେକ୍‌ ପାଆରେ ନେଇକରି ସଙ୍ଗଇଲା । ଗଟେକ୍‌ ବଡ୍‌ ଚାଚଡା ପାକ୍‌ନା ନେଇ ପାଆର୍‌ ମୁଆଟେ ଡାବିଦେଲା ।
Ten koupil plátno, a když sňali Ježíšovo tělo z kříže, zavinul je a uložil do vlastní hrobky, vytesané ve skále. Před vchod přivalili kamennou desku.
47 ୪୭ ଜିସୁକେ ଜନ୍‌ ଜାଗାଇ ନେଇ ସଙ୍ଗଇ ରଇଲାଇ, ସେ ଜାଗା ମଗ୍‌ଦଲିନି ମରିୟମ୍‌ ଆରି ଜସିର୍‌ ମା ମରିୟମ୍‌ ଦେକିରଇଲା ।
Marie Magdaléna a Marie Josefova je sledovaly, a věděly tak, kde je Ježíš pohřben.

< ମାର୍‌କ 15 >