< ମାର୍କ 13 >
1 ୧ ଜିସୁ, ଜିଉଦିମନର୍ ପାର୍ତନା ଗରେଅନି ବାରଇକରି ଜିବାବେଲେ ତାର୍ ଗଟେକ୍ ସିସ୍ ତାକେ କଇଲା, “ଏ ଗୁରୁ ଏଦେ ଦେକା! ବଡ୍ ବଡ୍ ପାକ୍ନାଇ ମନ୍ଦିର୍ କେତେକ୍ ସୁନ୍ଦର୍ ଅଇ ତିଆର୍ ଅଇଲାଆଚେ!”
And as He was going out of the temple, one of his disciples saith to Him, Master, behold what fine stones are here, and what stately buildings!
2 ୨ ଜିସୁ ତାକେ କଇଲା, “ତୁଇ ଏ ବଡ୍ ବଡ୍ ପାକ୍ନାଇ ତିଆର୍ ଅଇଲା ପର୍ମେସରର୍ ଗର୍ ଦେକ୍ଲୁସ୍ନି? ଏ ସବୁ ଗର୍ ନସ୍ଟ ଅଇଜାଇସି । ସବୁ ପାକ୍ନାମନ୍ ଡୁଲିକରି ମାଟିତେଇ ଏନେତେନେ ଅଇଜାଇସି, ଗଟେକ୍ ପାକ୍ନା ଆରି ଗଟେକ୍ ପାକ୍ନାର୍ ଉପ୍ରେ ନ ରଏ ।”
And Jesus answering said unto him, Thou seest these grand buildings: but there shall not be left one stone upon another, which shall not be thrown down.
3 ୩ ତାର୍ପଚେ ଜିସୁ ପର୍ମେସରର୍ ଗରର୍ ମୁଆଟେ ରଇଲା ଜିତ୍ ନାଉଁର୍ ଗଚ୍ମନ୍ ରଇବା ଡଙ୍ଗ୍ରେ ବସିରଇଲା । ସେବେଲା ପିତର୍, ଜାକୁବ୍, ଜଅନ୍ ଆରି ଆନ୍ଦ୍ରିୟ, କେ ନ ରଇଲାବେଲେ ତେଇ ଆସିକରି ତାକେ ପାଚାର୍ଲାଇ ।
And as He was sitting on the mount of Olives over against the temple, Peter and James and John and Andrew asked Him privately,
4 ୪ “ଏ ସବୁ ଗଟ୍ନା କେବେ ଅଇସି ଆରି ସବୁ ଅଇବା ଚିନ୍ମନ୍ କାଇଟା, ଆମ୍କେ କଇଦେ ।” ବଲି କଇଲାଇ ।
saying, Tell us when these things shall be, and what shall be the sign when all these things are to be accomplished.
5 ୫ ଜିସୁ ସେମନ୍କେ କଇଲା, “ତମେ ଜାଗ୍ରତ୍ ଅଇକରି ରୁଆ, ତମ୍କେ କେ ମିସା ନ ନାଡାଅତ୍ ।
But Jesus answered them and said, Beware least any one deceive you:
6 ୬ କାଇକେବଇଲେ ବେସି ଲକ୍ମନ୍ ମର୍ ନାଉଁ ଦାରି, ସେମନ୍ କିରିସ୍ଟ ବଲି ବେସି ଲକ୍ମନ୍କେ ବୁଲ୍କାଇବାଇ ।
for many shall come in my name saying, I am the Christ, and shall deceive many.
7 ୭ ମାତର୍ ଜେଡେବେଲେ ତମେ ଜୁଇଦର୍ ବିସଇ ନଇଲେ ଜୁଇଦ୍ ଇତି ଅଇସି ନଇଲେ ସିତି ଅଇସି ବଲିକରି ଲକ୍ମନ୍ କଇବାଟା ସୁନ୍ଲେ, କିଲ୍ବିଲ୍ ନ ଉଆ । ଏ ସବୁ ଗଟ୍ନା ଅଇସି, ମାତର୍ ସେଦାପ୍ରେ ଆକା ଜୁଗ୍ ସେସ୍ ନଏଁ ।
And when ye hear of wars, and rumors of wars, be not troubled; for such things must happen; but the end will not be yet.
8 ୮ କାଇକେବଇଲେ, ଗଟେକ୍ ଦେସର୍ ଲକ୍ମନ୍ ଆରି ଗଟେକ୍ ଦେସର୍ ଲକ୍ମନର୍ ବିରଦେ ଜୁଇଦ୍ କର୍ବାଇ । ଗଟେକ୍ ରାଇଜ୍ ଆରିଗଟେକ୍ ରାଇଜର୍ ବିରଦେ ଉଟ୍ବାଇ । ବେସି ଜାଗାଇ ଦର୍ତନି ଚୁଲ୍ବୁଲ୍ସି, ଆରି ବେସି ଜାଗାଇ ମର୍ଡି ଅଇସି । ଏସବୁ ଗଟ୍ନା ଗଟେକ୍ ପିଲା ଜନମ୍ ଅଇବା ଆଗ୍ତୁ ଆଇବା ଦୁକାସୁକା ପାରା ଅଇସି ।”
For nation shall rise against nation, and kingdom against kingdom; and there shall be earthquakes in divers places, and famines and troubles: these will be the beginnings of sorrows.
9 ୯ “ଏନ୍ତି ସବୁ ଅଇବା ବେଲା ତମେ ଜାଗ୍ରତ୍ ରୁଆ । ଲକ୍ମନ୍ ତମ୍କେ ବାନ୍ଦିକରି ବିଚାର୍ କର୍ବା ଲକ୍ମନ୍କେ ସର୍ପିଦେବାଇ । ସେମନ୍ ନିଆଇ କର୍ବା ଜାଗାଇ ତମ୍କେ ମାରିପାକାଇବାଇ । ତମେ ମର୍ ସିସ୍ ଅଇରଇବା ଲାଗି, ସାସନ୍ କର୍ବା ଲକ୍ମନର୍ଟାନେ ଆରି ରାଜାମନର୍ ମୁଆଟେ ଟିଆ କରାଇବାଇ । ତମେ ମର୍ଟାନେ ବିସ୍ବାସ୍ କଲା ବିସଇ ତେଇ ସାକି ଦେଇସା ।
But look to yourselves; for they will deliver you up to councils, and synagogues: and ye shall be scourged, and set before governors and kings on my account, for a testimony against them.
10 ୧୦ ଏ ସବୁ ଗଟ୍ନା ଅଇଜିବା ଆଗ୍ତୁ, ସବୁ ଦେସର୍ ଲକ୍ମନର୍ ଲଗେ, ଏ ନିମାନ୍ କବର୍ କେଟ୍ବାର୍ ଆଚେ ।
And the gospel must first be published to all nations.
11 ୧୧ ସେମନ୍ ତମ୍କେ ବନ୍ଦିକରି ବିଚାର୍ କର୍ବା ବେଲେ ତେଇ କାଇଟା କଇବୁ ବଲିକରି ଆଗ୍ତୁ ଚିନ୍ତା କରାନାଇ । ତମେ କାଇଟା କଇବାର୍ ଆଚେ, ସେ କାତା ପର୍ମେସର୍ ତମ୍କେ ସମାନ୍ ବେଲାଇ ଦେଇସି । କାଇକେବଇଲେ ସେ ବେଲାଇ ତମେ ନିଜେ ନ କୁଆସ୍ ମାତର୍ ସୁକଲ୍ଆତ୍ମା ତମର୍ଟାନେଅନି କାତା କଇସି ।
But when they shall lead you to deliver you up, be not anxiously careful beforehand what ye shall speak, neither premeditate: but whatever shall be suggested to you at that very time, this speak: for it is not you that speak, but the holy Spirit.
12 ୧୨ ବାଇ ବାଇକେ ମରାଇବାତେଇ ସର୍ପିଦେବାଇ ଆରି ବାବା ପିଲାକେ ମରାଇବାତେଇ ସର୍ପି ଦେବାଇ ଆରି ପିଲାଟକିମନ୍ ତାକର୍ ମାଆ ବାବା ବିରୁଦେ ଉଟିକରି ସେମନ୍କେ ମରାଇବାକେ ସର୍ପିଦେବାଇ ।
One brother shall betray another to death, and the father the son: and children shall appear against their parents, and cause them to be put to death.
13 ୧୩ ତମେ ମର ସିସ୍ ଅଇରଇଲାର୍ ଲାଗି ସବୁ ଲକ୍ମନ୍ ତମ୍କେ ଗିନ୍ କର୍ବାଇ । ମାତର୍ ଜେ ସାରାସାରି ଜାକ ମୁର୍ଚି କରି ରଇସି, ସେ ରକିଆପାଇସି ।”
And ye shall be hated by all men for my sake: but he that endures to the end shall be saved.
14 ୧୪ “ମାତର୍ ତମେ ଜେଡେବେଲା କେ ମନ୍ ନ କର୍ବାଟା ଆରି ନାସ୍ ଅଇବା ଦିନ୍ସୁ ଜନ୍ଟାକି ସୁକଲ୍ ଜାଗାଇ ସଙ୍ଗଇବାର୍ ନଏଁ, ସେ ଜାଗାଇ ସଙ୍ଗଇବାଟା ଦେକ୍ଲେ, ତମେ ସେ ଜାଗାଇଅନି ପାଲାଇବାର୍ ଆଚେ । ଏ ବିସଇ ପଡ୍ବା ଲକ୍ମନ୍, ତମେ ଏ କାତା ବୁଜା । ସେବେଲେ ଜନ୍ ଲକ୍ମନ୍ ଜିଉଦା ରାଇଜେ ରଇବାଇ, ସେମନ୍ ଡଙ୍ଗ୍ରେ ପାଲାଅତ୍ ।
Now when ye shall see the desolating abomination, spoken of by Daniel the prophet, set up where it ought not to be, (let him that readeth, attend) then let those in Judea flee to the mountains:
15 ୧୫ ଜଦି କେ ଗରର୍ ଚାଉନି ଉପ୍ରେ ରଇସିବଇଲେ, ସେ ଗର୍ ବିତ୍ରେ ତାର୍ କାଇମିସା ଦିନ୍ସୁ ଆନ୍ବି ବଲିକରି ନ ଜାଅ ।
and let not him that is at the top of the house come down into the house, nor go in to fetch any thing out of his house:
16 ୧୬ ଜଦି କେ ଚାସ୍ ରଇବା ପଦାଇ ରଇସି, ସେ ତାର୍ ଚାଦର୍ ଆନ୍ବାକେ ଗରେ ବାଉଡି ନ ଜାଅ ।
nor let him that is in the field return back for his clothes.
17 ୧୭ ଗାଗ୍ଡେ ରଇଲା ମାଇଜିମନର୍ପାଇ ଆରି ଦୁଦ୍ କୁଆଇବା ମାଇଜିମନର୍ ପାଇ ସେବେଲେ ପାଲାଇବାକେ ବେସି କସ୍ଟ ଅଇସି ।
But wo to them that are with child, and to them that give suck in those days.
18 ୧୮ ଏ ସବୁ ଗଟ୍ନା ସିତ୍ ଦିନେ ନ ଅଇବାକେ ପାର୍ତନା କରା ।
But pray that your flight may not be in the winter;
19 ୧୯ କାଇକେବଇଲେ ପର୍ମେସର୍ ଏ ଦୁନିଆ ତିଆର୍କଲା ଦିନେଅନି ଆଜିକେ ଜାକ ସେନ୍ତାରି ଦୁକ୍ କସ୍ଟ ଅଏନାଇ ଆରି ପଚେ କେବେମିସା ନ ଅଏ । ସେନ୍ତି ବେସି ଦୁକ୍ କସ୍ଟର୍ ଗଟ୍ନା ସେ ଦିନ୍ମନ୍କେ ଅଇସି ।
for in those days shall be such affliction as never was from the beginning of the world, unto this day, nor ever shall be.
20 ୨୦ ଜଦି ପର୍ମେସର୍ ଅପର୍ବଲ୍ ଦୁକର୍ ଦିନ୍ମନ୍ ଉନା ନ କରି ରଇଲେ, ତେବେ ଦୁନିଆର୍ କେ ମିସା ରକିଆ ନ ପାଇକରି ମରି ଜିବାର୍ ଅଇତା । ମାତର୍ ସେ ଜନ୍ ଲକ୍ମନ୍କେ ବାଚିଆଚେ ସେ ଲକ୍ମନର୍ପାଇ ସେ ଦୁକର୍ ଦିନ୍ମନ୍ ଉନା କଲାଆଚେ ।”
And if the Lord did not shorten those days, none could escape: but for the sake of the elect, whom He hath chosen, He hath shortened those days.
21 ୨୧ ସେବେଲେ କେ ଜଦି ତମ୍କେ ଇତି କିରିସ୍ଟ ଆଚେ । ନଇଲେ ତେଇ ସେ ଆଚେ । ବଲି କଇସି, ତାକେ ବିସ୍ବାସ୍ କରା ନାଇ ।
And then if any shall say to you, Behold, here is the Christ, or, Behold, He is there, believe it not:
22 ୨୨ ସେଦିନ୍ମନ୍କେ ମୁଇଆକା କିରିସ୍ଟ । ବଲିକରି ମିଚ୍ କଇବା ବବିସତ୍ କଇବାଲକ୍, ବିନ୍ ବିନ୍ ରକାମର୍ ଚିନ୍ ଆରି କାବା ଅଇଜିବା କାମ୍ମନ୍ ଦେକାଇବାଇ । ପର୍ମେସର୍ ବାଚ୍ଲା ଲକ୍ମନ୍ ତମ୍କେ ମିସା ନାଡାଇବାକେ ଚେସ୍ଟା କର୍ବାଇ ।
for there shall rise up false Christs, and false prophets, who shall work signs and wonders, to seduce, if possible, even the elect.
23 ୨୩ ସେଦିନ୍ମନ୍କେ କାଇ କାଇଟା ଅଇସି ସେ ବିସଇନେଇ ତମେ ଜାଗ୍ରତ୍ ଅଇ ରୁଆ । ସେଟାର୍ପାଇ, ଦେକା ସେ ବେଲା ନ ଆଇବା ଆଗ୍ତୁ ମୁଇ ତମ୍କେ ଜାନାଇଦେଲିନି ।
But do ye beware: behold, I have told you all before.
24 ୨୪ ସେଦିନ୍ମନ୍କେ, ସେ ଦୁକର୍ ଗଟ୍ନା ଅଇଲାପଚେ ବେଲ୍ ଉଜଲ୍ ନ ଦେଇକରି ଆନ୍ଦାର୍ ଅଇଜାଇସି ଆରି ଜନ୍ ମିସା ଉଜଲ୍ ନ ଦେଏ ।
But in those days, after that affliction, the sun shall be darkened, and the moon shall not give it's light; and the stars of heaven shall fall,
25 ୨୫ ତାରାମନ୍ ବାଦ୍ଲେଅନି ଅଦର୍ବାଇ ଆରି ବାଦ୍ଲେ ଉଜଲ୍ ରଇବାଟାମନ୍କେ ପର୍ମେସର୍ ଆଲାଇଦେଇସି ।
and the powers in the heavens shall be shaken;
26 ୨୬ “ସେବେଲା ନର୍ପିଲା ମୁଇ, ବେସି ବପୁତେଇ ଆରି ଡାକ୍ପୁଟା ସଙ୍ଗ୍ ବାଦଲ୍ଟାନେ ଆଇବାଟା ଲକ୍ମନ୍ ଦେକ୍ବାଇ ।
and then shall they see the Son of man coming in clouds, with great power and glory.
27 ୨୭ ସେବେଲା ମର୍ ଦୁତ୍ମନ୍କେ ପାଟାଇକରି ଦୁନିଆ ସାର୍ଲାଅନି ଆରି ସରଗ୍ ଚିଡ୍ଲା ତେଇଅନି ପର୍ମେସର୍ ବାଚ୍ଲା ଲକ୍ମନ୍କେ ଟୁଲିଆଇବି ।”
And He will then send forth his messengers, and will gather his elect together from the four winds, from the end of the earth to the end of heaven.
28 ୨୮ “ଏବେ ଡୁମ୍ରି ଗଚର୍ ଉଦାଅରନ୍ ଅନି ଏ ବିସଇ ସିକା । ଜେଡେବେଲେ ତାର୍ କେନ୍ଦିଅନି ପତର୍ ପାଲୁଆନି କରି, କାଁଚାପତ୍ରିଆ ଡିସ୍ଲେ, କାରାଦିନ୍ କେଟ୍ଲା ବଲିକରି ତମ୍କେ କେ ନ କଇଲେମିସା ଜାନାସ୍ ।
Now learn a parable from the fig-tree: when it's branch is tender and bringeth forth leaves, ye know that summer is nigh;
29 ୨୯ ସେନ୍ତିସେ ତମେ ଏ ସବୁ ଗଟ୍ନା ଦେକ୍ବାବେଲେ, ମୁଇ ଆଇବା ଦିନ୍ କେଟ୍ଲା, ବଲିକରି ଜାନ୍ସା ।
so ye also, when ye see these things come to pass, know that He is near, even at the doors.
30 ୩୦ ମୁଇ ତମ୍କେ ସତ୍କାତା କଇଲିନି, ଏ ଗଟ୍ନା ନ ଅଇବାଜାକ, ଏବେ ରଇଲା ଲକ୍ମନ୍ ନ ମରତ୍ ।
Verily I tell you, that this generation shall not pass away until all these things be fulfilled.
31 ୩୧ ବାଦଲ୍ ଆରି ତେଇ ଉଜଲ୍ ଅଇ ରଇବାଟାମନ୍, ଦୁନିଆଇ ଆରି ତେଇରଇବା ସବୁ ଦିନ୍ସୁ ନାସ୍ ଅଇବା ସାରାସାରି ଦିନ୍ ଆଇସି, ମାତର୍ ମର୍ ବାକିଅ କେବେ ମିସା ନ ସାରେ ।”
Heaven and earth shall pass away, but my words cannot pass away.
32 ୩୨ “ମାତର୍ ସବୁ ଗଟ୍ନା କେବେ ଆରି ଜେଡେବେଲା ଅଇସି ବଲିକରି କେ ମିସା ନାଜାନତ୍ । ସରଗର୍ ଦୁତ୍ କି ସତ୍ ମାପ୍ରୁର୍ ପିଲା ମୁଇ ମିସା ନାଜାନି । ମର୍ ବାବା ପର୍ମେସର୍ ଗଟେକ୍ ଲକ୍ସେ ଜାନିଆଚେ ।
But of THAT day and hour knoweth no one, not even the angels in heaven, nor the Son, but the Father only.
33 ୩୩ ସେ ଦିନ୍ କି ବେଲା କେବେ ଆଇସି, ସେଟା ତମେ କେ ନାଜାନାସ୍ । ସେଟାର୍ପାଇ ତମେ ଜାଗ୍ରତ୍ ଅଇ ତିଆର୍ଅଇ ରୁଆ ।
Take heed therefore, watch and pray; for ye know not when the time is:
34 ୩୪ ମୁଇ ଆଇବା ଦିନ୍, ଏନ୍ତି ଗଟେକ୍ ଲକ୍ ତାର୍ ଗର୍ ଚାଡି ବିନ୍ ଦେସେ ଜିବା ବିସଇ ସମାନ୍ କରିଅଇସି । ସେ ନିଜର୍ ଗତିଦାଙ୍ଗ୍ଡାମନ୍କେ ଡାକିକରି ସେମନ୍ କାଇ କାଇ କାମ୍ କର୍ବାର୍ଆଚେ, ସେ ସବୁ ବିସଇ ସେମନ୍କେ କଇଲା । ବାଟ୍ ଡିଆଗଡି ଜାଗ୍ବା ଗତିଦାଙ୍ଗ୍ଡାକେ ଡାକିକରି ସେ ବାଉଡି ଆଇବା ଜାକ ଜାଗିକରି ରଇବାକେ କଇକରି ଗାଲା ।
as a man travelling abroad, who left his house, and gave charge to his servants, to each his work, and bid the porter be watchful.
35 ୩୫ ତମେମିସା ଜାଗୁଆଲର୍ ପାରା ଜାଗ୍ରତ୍ ଅଇ ରୁଆ । କାଇକେବଇଲେ ସାଉକାର୍ ସଞ୍ଜ୍ବେଲା, କି ମଜାରାତି, କି କୁକ୍ଡାଡାକେ କି ସାକ୍ଲିଆ ଆଇସି ସେଟା ତମେ ନାଜାନାସ୍ ।
Watch ye therefore; for ye know not when the master of the house cometh: (in the evening, or at midnight, or at the cock-crowing, or in the morning: )
36 ୩୬ ଜଦି ସେ ଅଟାତ୍ ଆସିକରି ଦେକ୍ଲାବେଲେ, ତମେ ଇସ୍ରାଇଲର୍ ଲକ୍ମନର୍ ପାରା ରଇବାଟା ସେ ଦେକ୍ବାର୍ନାଇ ।
least coming on a sudden he should find you sleeping.
37 ୩୭ ମୁଇ ତମ୍କେ କାଇଟା କଇଲିନି, ସେ ବିସଇସେ ସବୁ ଲକ୍କେ କଇଲିନି । ମୁଇ ଆଇବା ଦିନ୍ପାଇ ତିଆର୍ ଅଇକରି ସବୁବେଲା ଜାଗ୍ରତ୍ ଅଇକରି ରୁଆ ।”
And what I say to you, I say to all, Watch.