< ମାର୍‌କ 13 >

1 ଜିସୁ, ଜିଉଦିମନର୍‌ ପାର୍‌ତନା ଗରେଅନି ବାରଇକରି ଜିବାବେଲେ ତାର୍‌ ଗଟେକ୍‌ ସିସ୍‌ ତାକେ କଇଲା, “ଏ ଗୁରୁ ଏଦେ ଦେକା! ବଡ୍‌ ବଡ୍‌ ପାକ୍‌ନାଇ ମନ୍ଦିର୍‌ କେତେକ୍‌ ସୁନ୍ଦର୍‌ ଅଇ ତିଆର୍‌ ଅଇଲାଆଚେ!”
And as Jesus retired from the temple, one of his disciples said to him: Teacher; behold; see these stones, and these structures!
2 ଜିସୁ ତାକେ କଇଲା, “ତୁଇ ଏ ବଡ୍‌ ବଡ୍‌ ପାକ୍‌ନାଇ ତିଆର୍‌ ଅଇଲା ପର୍‌ମେସରର୍‌ ଗର୍‌ ଦେକ୍‌ଲୁସ୍‌ନି? ଏ ସବୁ ଗର୍‌ ନସ୍‌ଟ ଅଇଜାଇସି । ସବୁ ପାକ୍‌ନାମନ୍‌ ଡୁଲିକରି ମାଟିତେଇ ଏନେତେନେ ଅଇଜାଇସି, ଗଟେକ୍‌ ପାକ୍‌ନା ଆରି ଗଟେକ୍‌ ପାକ୍‌ନାର୍‌ ଉପ୍‌ରେ ନ ରଏ ।”
And Jesus said to him: Admirest thou these great structures? There will not be left here one stone upon another, not demolished.
3 ତାର୍‌ପଚେ ଜିସୁ ପର୍‌ମେସରର୍‌ ଗରର୍‌ ମୁଆଟେ ରଇଲା ଜିତ୍‌ ନାଉଁର୍‌ ଗଚ୍‌ମନ୍‌ ରଇବା ଡଙ୍ଗ୍‌ରେ ବସିରଇଲା । ସେବେଲା ପିତର୍‌, ଜାକୁବ୍‌, ଜଅନ୍‌ ଆରି ଆନ୍ଦ୍‌ରିୟ, କେ ନ ରଇଲାବେଲେ ତେଇ ଆସିକରି ତାକେ ପାଚାର୍‌ଲାଇ ।
And as Jesus was sitting on the mount of Olives, over against the temple, Cephas and James and John and Andrew asked him, privately:
4 “ଏ ସବୁ ଗଟ୍‍ନା କେବେ ଅଇସି ଆରି ସବୁ ଅଇବା ଚିନ୍‌ମନ୍‌ କାଇଟା, ଆମ୍‌କେ କଇଦେ ।” ବଲି କଇଲାଇ ।
Tell us, when will these things be? and what will be the sign that these things approach their consummation?
5 ଜିସୁ ସେମନ୍‌କେ କଇଲା, “ତମେ ଜାଗ୍‌ରତ୍‌ ଅଇକରି ରୁଆ, ତମ୍‌କେ କେ ମିସା ନ ନାଡାଅତ୍‌ ।
And Jesus began to say to them Beware, that no one mislead you:
6 କାଇକେବଇଲେ ବେସି ଲକ୍‌ମନ୍‌ ମର୍‌ ନାଉଁ ଦାରି, ସେମନ୍‌ କିରିସ୍‌ଟ ବଲି ବେସି ଲକ୍‌ମନ୍‌କେ ବୁଲ୍‌କାଇବାଇ ।
for many will come in my name, and will say: I am he. And they will mislead many.
7 ମାତର୍‌ ଜେଡେବେଲେ ତମେ ଜୁଇଦର୍‌ ବିସଇ ନଇଲେ ଜୁଇଦ୍‌ ଇତି ଅଇସି ନଇଲେ ସିତି ଅଇସି ବଲିକରି ଲକ୍‌ମନ୍‌ କଇବାଟା ସୁନ୍‌ଲେ, କିଲ୍‌ବିଲ୍‌ ନ ଉଆ । ଏ ସବୁ ଗଟ୍‍ନା ଅଇସି, ମାତର୍‌ ସେଦାପ୍‌ରେ ଆକା ଜୁଗ୍‌ ସେସ୍‌ ନଏଁ ।
But when ye shall hear of battles, and the rumor of battles, be not afraid; for this must be; but the end is not yet.
8 କାଇକେବଇଲେ, ଗଟେକ୍‌ ଦେସର୍‌ ଲକ୍‌ମନ୍‌ ଆରି ଗଟେକ୍‌ ଦେସର୍‌ ଲକ୍‌ମନର୍‍ ବିରଦେ ଜୁଇଦ୍‌ କର୍‌ବାଇ । ଗଟେକ୍‌ ରାଇଜ୍‌ ଆରିଗଟେକ୍‌ ରାଇଜର୍‌ ବିରଦେ ଉଟ୍‌ବାଇ । ବେସି ଜାଗାଇ ଦର୍‌ତନି ଚୁଲ୍‌ବୁଲ୍‌ସି, ଆରି ବେସି ଜାଗାଇ ମର୍‌ଡି ଅଇସି । ଏସବୁ ଗଟ୍‍ନା ଗଟେକ୍‌ ପିଲା ଜନମ୍‌ ଅଇବା ଆଗ୍‌ତୁ ଆଇବା ଦୁକାସୁକା ପାରା ଅଇସି ।”
For nation will rise against nation, and kingdom against kingdom, and there will be earthquakes in several places, and there will be famines and insurrections. These are the beginning of sorrows.
9 “ଏନ୍ତି ସବୁ ଅଇବା ବେଲା ତମେ ଜାଗ୍‌ରତ୍‌ ରୁଆ । ଲକ୍‌ମନ୍‌ ତମ୍‌କେ ବାନ୍ଦିକରି ବିଚାର୍‌ କର୍‌ବା ଲକ୍‌ମନ୍‍କେ ସର୍‌ପିଦେବାଇ । ସେମନ୍‌ ନିଆଇ କର୍‌ବା ଜାଗାଇ ତମ୍‌କେ ମାରିପାକାଇବାଇ । ତମେ ମର୍‌ ସିସ୍‌ ଅଇରଇବା ଲାଗି, ସାସନ୍‌ କର୍‌ବା ଲକ୍‌ମନର୍‌ଟାନେ ଆରି ରାଜାମନର୍‌ ମୁଆଟେ ଟିଆ କରାଇବାଇ । ତମେ ମର୍‌ଟାନେ ବିସ୍‌ବାସ୍‌ କଲା ବିସଇ ତେଇ ସାକି ଦେଇସା ।
And take heed to yourselves; for they will deliver you up to the tribunals; and ye will be beaten in the synagogues, and ye will stand before kings and governors, on my account, for a testimony to them.
10 ୧୦ ଏ ସବୁ ଗଟ୍‍ନା ଅଇଜିବା ଆଗ୍‌ତୁ, ସବୁ ଦେସର୍‌ ଲକ୍‌ମନର୍‌ ଲଗେ, ଏ ନିମାନ୍‌ କବର୍‌ କେଟ୍‌ବାର୍‌ ଆଚେ ।
And my tidings must first be proclaimed among all the nations.
11 ୧୧ ସେମନ୍‌ ତମ୍‌କେ ବନ୍ଦିକରି ବିଚାର୍‌ କର୍‌ବା ବେଲେ ତେଇ କାଇଟା କଇବୁ ବଲିକରି ଆଗ୍‌ତୁ ଚିନ୍ତା କରାନାଇ । ତମେ କାଇଟା କଇବାର୍‌ ଆଚେ, ସେ କାତା ପର୍‌ମେସର୍‌ ତମ୍‌କେ ସମାନ୍‌ ବେଲାଇ ଦେଇସି । କାଇକେବଇଲେ ସେ ବେଲାଇ ତମେ ନିଜେ ନ କୁଆସ୍‌ ମାତର୍‌ ସୁକଲ୍‌ଆତ୍‌ମା ତମର୍‌ଟାନେଅନି କାତା କଇସି ।
And when they shall lead you to deliver you up, be not solicitous beforehand what ye shall say, neither premeditate; but, that which shall be given you in that hour, speak ye; for it is not ye that speak, but the Holy Spirit.
12 ୧୨ ବାଇ ବାଇକେ ମରାଇବାତେଇ ସର୍‌ପିଦେବାଇ ଆରି ବାବା ପିଲାକେ ମରାଇବାତେଇ ସର୍‌ପି ଦେବାଇ ଆରି ପିଲାଟକିମନ୍‌ ତାକର୍‌ ମାଆ ବାବା ବିରୁଦେ ଉଟିକରି ସେମନ୍‌କେ ମରାଇବାକେ ସର୍‌ପିଦେବାଇ ।
And brother will deliver up his brother to death, and the father his son; and children will rise up against their parents, and will kill them.
13 ୧୩ ତମେ ମର ସିସ୍‌ ଅଇରଇଲାର୍‌ ଲାଗି ସବୁ ଲକ୍‌ମନ୍‌ ତମ୍‌କେ ଗିନ୍‌ କର୍‌ବାଇ । ମାତର୍‌ ଜେ ସାରାସାରି ଜାକ ମୁର୍‌ଚି କରି ରଇସି, ସେ ରକିଆପାଇସି ।”
And ye will be hated of every man, on account of my name. But whoever shall persevere to the end, shall live.
14 ୧୪ “ମାତର୍‌ ତମେ ଜେଡେବେଲା କେ ମନ୍‍ ନ କର୍‌ବାଟା ଆରି ନାସ୍‌ ଅଇବା ଦିନ୍‌ସୁ ଜନ୍‌ଟାକି ସୁକଲ୍‌ ଜାଗାଇ ସଙ୍ଗଇବାର୍‌ ନଏଁ, ସେ ଜାଗାଇ ସଙ୍ଗଇବାଟା ଦେକ୍‌ଲେ, ତମେ ସେ ଜାଗାଇଅନି ପାଲାଇବାର୍‌ ଆଚେ । ଏ ବିସଇ ପଡ୍‌ବା ଲକ୍‌ମନ୍‌, ତମେ ଏ କାତା ବୁଜା । ସେବେଲେ ଜନ୍‌ ଲକ୍‌ମନ୍‌ ଜିଉଦା ରାଇଜେ ରଇବାଇ, ସେମନ୍‌ ଡଙ୍ଗ୍‌ରେ ପାଲାଅତ୍‌ ।
And when ye see the profane sign of desolation, which was mentioned by Daniel the prophet, standing where it ought not; (let him that readeth, understand; ) then let those that are in Judaea, flee to the mountain:
15 ୧୫ ଜଦି କେ ଗରର୍‌ ଚାଉନି ଉପ୍‌ରେ ରଇସିବଇଲେ, ସେ ଗର୍‌ ବିତ୍‌ରେ ତାର୍‌ କାଇମିସା ଦିନ୍‌ସୁ ଆନ୍‌ବି ବଲିକରି ନ ଜାଅ ।
and let him that is on the roof, not come down and enter it, to take any thing from his house:
16 ୧୬ ଜଦି କେ ଚାସ୍‌ ରଇବା ପଦାଇ ରଇସି, ସେ ତାର୍‌ ଚାଦର୍‌ ଆନ୍‌ବାକେ ଗରେ ବାଉଡି ନ ଜାଅ ।
and let him that is in the field, not return back to take his clothing.
17 ୧୭ ଗାଗ୍‌ଡେ ରଇଲା ମାଇଜିମନର୍‌ପାଇ ଆରି ଦୁଦ୍‌ କୁଆଇବା ମାଇଜିମନର୍‌ ପାଇ ସେବେଲେ ପାଲାଇବାକେ ବେସି କସ୍‌ଟ ଅଇସି ।
But, woe to those with child, and to those who nurse children, in those days!
18 ୧୮ ଏ ସବୁ ଗଟ୍‍ନା ସିତ୍‌ ଦିନେ ନ ଅଇବାକେ ପାର୍‌ତନା କରା ।
And pray ye, that your flight be not in winter.
19 ୧୯ କାଇକେବଇଲେ ପର୍‌ମେସର୍‌ ଏ ଦୁନିଆ ତିଆର୍‌କଲା ଦିନେଅନି ଆଜିକେ ଜାକ ସେନ୍ତାରି ଦୁକ୍‌ କସ୍‌ଟ ଅଏନାଇ ଆରି ପଚେ କେବେମିସା ନ ଅଏ । ସେନ୍ତି ବେସି ଦୁକ୍‌ କସ୍‌ଟର୍‌ ଗଟ୍‍ନା ସେ ଦିନ୍‌ମନ୍‌କେ ଅଇସି ।
For in those days will be affliction, such as hath not been from the beginning of the creation that God made until now, and shall not be.
20 ୨୦ ଜଦି ପର୍‌ମେସର୍‌ ଅପର୍‌ବଲ୍‌ ଦୁକର୍‌ ଦିନ୍‌ମନ୍‌ ଉନା ନ କରି ରଇଲେ, ତେବେ ଦୁନିଆର୍‌ କେ ମିସା ରକିଆ ନ ପାଇକରି ମରି ଜିବାର୍‌ ଅଇତା । ମାତର୍‌ ସେ ଜନ୍‌ ଲକ୍‌ମନ୍‌କେ ବାଚିଆଚେ ସେ ଲକ୍‌ମନର୍‌ପାଇ ସେ ଦୁକର୍‌ ଦିନ୍‌ମନ୍‌ ଉନା କଲାଆଚେ ।”
And, unless God should shorten those days, no flesh would live. But, on account of the elect whom he hath chosen, he hath shortened those days.
21 ୨୧ ସେବେଲେ କେ ଜଦି ତମ୍‌କେ ଇତି କିରିସ୍‌ଟ ଆଚେ । ନଇଲେ ତେଇ ସେ ଆଚେ । ବଲି କଇସି, ତାକେ ବିସ୍‌ବାସ୍‌ କରା ନାଇ ।
Then, if any one shall say to you: Lo, here is Messiah, or lo, there; give not credence.
22 ୨୨ ସେଦିନ୍‌ମନ୍‌କେ ମୁଇଆକା କିରିସ୍‌ଟ । ବଲିକରି ମିଚ୍‌ କଇବା ବବିସତ୍‌ କଇବାଲକ୍‌, ବିନ୍‌ ବିନ୍‌ ରକାମର୍‌ ଚିନ୍‌ ଆରି କାବା ଅଇଜିବା କାମ୍‌ମନ୍‌ ଦେକାଇବାଇ । ପର୍‌ମେସର୍‌ ବାଚ୍‌ଲା ଲକ୍‌ମନ୍‌ ତମ୍‌କେ ମିସା ନାଡାଇବାକେ ଚେସ୍‌ଟା କର୍‌ବାଇ ।
For false Messiahs will arise, and lying prophets; and they will give signs and wonders; and will deceive, if possible, even the elect.
23 ୨୩ ସେଦିନ୍‌ମନ୍‌କେ କାଇ କାଇଟା ଅଇସି ସେ ବିସଇନେଇ ତମେ ଜାଗ୍‌ରତ୍‌ ଅଇ ରୁଆ । ସେଟାର୍‌ପାଇ, ଦେକା ସେ ବେଲା ନ ଆଇବା ଆଗ୍‌ତୁ ମୁଇ ତମ୍‌କେ ଜାନାଇଦେଲିନି ।
But take ye heed. Lo, I have told you the whole beforehand.
24 ୨୪ ସେଦିନ୍‌ମନ୍‌କେ, ସେ ଦୁକର୍‌ ଗଟ୍‍ନା ଅଇଲାପଚେ ବେଲ୍‌ ଉଜଲ୍‌ ନ ଦେଇକରି ଆନ୍ଦାର୍‌ ଅଇଜାଇସି ଆରି ଜନ୍‌ ମିସା ଉଜଲ୍‌ ନ ଦେଏ ।
And in those days, after that affliction, the sun will be darkened; and the moon will not give her light;
25 ୨୫ ତାରାମନ୍‌ ବାଦ୍‌ଲେଅନି ଅଦର୍‌ବାଇ ଆରି ବାଦ୍‌ଲେ ଉଜଲ୍‌ ରଇବାଟାମନ୍‌କେ ପର୍‌ମେସର୍‌ ଆଲାଇଦେଇସି ।
and the stars will fall from heaven; and the powers of heaven will be shaken.
26 ୨୬ “ସେବେଲା ନର୍‌ପିଲା ମୁଇ, ବେସି ବପୁତେଇ ଆରି ଡାକ୍‌ପୁଟା ସଙ୍ଗ୍‌ ବାଦଲ୍‌ଟାନେ ଆଇବାଟା ଲକ୍‌ମନ୍‌ ଦେକ୍‌ବାଇ ।
And then will they see the Son of man coming in the clouds, with great power and glory.
27 ୨୭ ସେବେଲା ମର୍‌ ଦୁତ୍‌ମନ୍‌କେ ପାଟାଇକରି ଦୁନିଆ ସାର୍‌ଲାଅନି ଆରି ସରଗ୍‌ ଚିଡ୍‌ଲା ତେଇଅନି ପର୍‌ମେସର୍‌ ବାଚ୍‌ଲା ଲକ୍‌ମନ୍‌କେ ଟୁଲିଆଇବି ।”
And then will he send forth his angels, and will assemble his elect from the four winds, from the extremity of earth to the extremity of heaven.
28 ୨୮ “ଏବେ ଡୁମ୍‌ରି ଗଚର୍‌ ଉଦାଅରନ୍‌ ଅନି ଏ ବିସଇ ସିକା । ଜେଡେବେଲେ ତାର୍‌ କେନ୍ଦିଅନି ପତର୍‌ ପାଲୁଆନି କରି, କାଁଚାପତ୍‌ରିଆ ଡିସ୍‌ଲେ, କାରାଦିନ୍‌ କେଟ୍‌ଲା ବଲିକରି ତମ୍‌କେ କେ ନ କଇଲେମିସା ଜାନାସ୍‌ ।
And, from the fig-tree learn ye a simile. When its twigs are tender, and its leaves bud forth, ye know that summer approacheth.
29 ୨୯ ସେନ୍ତିସେ ତମେ ଏ ସବୁ ଗଟ୍‍ନା ଦେକ୍‌ବାବେଲେ, ମୁଇ ଆଇବା ଦିନ୍‌ କେଟ୍‌ଲା, ବଲିକରି ଜାନ୍‌ସା ।
So also, when ye shall see these occurrences, know ye, that it is near, at the door.
30 ୩୦ ମୁଇ ତମ୍‌କେ ସତ୍‌କାତା କଇଲିନି, ଏ ଗଟ୍‍ନା ନ ଅଇବାଜାକ, ଏବେ ରଇଲା ଲକ୍‌ମନ୍‌ ନ ମରତ୍‌ ।
Verily I say to you, That this generation shall not pass away, until all these things occur.
31 ୩୧ ବାଦଲ୍‌ ଆରି ତେଇ ଉଜଲ୍‌ ଅଇ ରଇବାଟାମନ୍‌, ଦୁନିଆଇ ଆରି ତେଇରଇବା ସବୁ ଦିନ୍‌ସୁ ନାସ୍‌ ଅଇବା ସାରାସାରି ଦିନ୍‌ ଆଇସି, ମାତର୍‌ ମର୍‌ ବାକିଅ କେବେ ମିସା ନ ସାରେ ।”
Heaven and earth will pass away, but my words will not pass away.
32 ୩୨ “ମାତର୍‌ ସବୁ ଗଟ୍‍ନା କେବେ ଆରି ଜେଡେବେଲା ଅଇସି ବଲିକରି କେ ମିସା ନାଜାନତ୍‌ । ସରଗର୍‌ ଦୁତ୍‌ କି ସତ୍‌ ମାପ୍‌ରୁର୍‌ ପିଲା ମୁଇ ମିସା ନାଜାନି । ମର୍‌ ବାବା ପର୍‌ମେସର୍‌ ଗଟେକ୍‌ ଲକ୍‌ସେ ଜାନିଆଚେ ।
But of that day and that hour, knoweth no man; nor the angels of heaven; neither the Son, but the Father.
33 ୩୩ ସେ ଦିନ୍‌ କି ବେଲା କେବେ ଆଇସି, ସେଟା ତମେ କେ ନାଜାନାସ୍‌ । ସେଟାର୍‌ପାଇ ତମେ ଜାଗ୍‌ରତ୍‌ ଅଇ ତିଆର୍‌ଅଇ ରୁଆ ।
Take heed, watch, and pray; for ye know not when the time is.
34 ୩୪ ମୁଇ ଆଇବା ଦିନ୍‌, ଏନ୍ତି ଗଟେକ୍‌ ଲକ୍‌ ତାର୍‍ ଗର୍‌ ଚାଡି ବିନ୍‌ ଦେସେ ଜିବା ବିସଇ ସମାନ୍‍ କରିଅଇସି । ସେ ନିଜର୍‌ ଗତିଦାଙ୍ଗ୍‌ଡାମନ୍‌କେ ଡାକିକରି ସେମନ୍‌ କାଇ କାଇ କାମ୍‌ କର୍‌ବାର୍‌ଆଚେ, ସେ ସବୁ ବିସଇ ସେମନ୍‌କେ କଇଲା । ବାଟ୍‌ ଡିଆଗଡି ଜାଗ୍‌ବା ଗତିଦାଙ୍ଗ୍‌ଡାକେ ଡାକିକରି ସେ ବାଉଡି ଆଇବା ଜାକ ଜାଗିକରି ରଇବାକେ କଇକରି ଗାଲା ।
For it is as a man, who took a journey, and left his home; and he gave authority to his servants, and to each his service; and he commanded the porter to be watchful.
35 ୩୫ ତମେମିସା ଜାଗୁଆଲର୍‌ ପାରା ଜାଗ୍‌ରତ୍‌ ଅଇ ରୁଆ । କାଇକେବଇଲେ ସାଉକାର୍‌ ସଞ୍ଜ୍‌ବେଲା, କି ମଜାରାତି, କି କୁକ୍‌ଡାଡାକେ କି ସାକ୍‌ଲିଆ ଆଇସି ସେଟା ତମେ ନାଜାନାସ୍‌ ।
Watch ye, therefore; for ye know not when the lord of the house cometh; at evening, or at midnight, or at the cock-crowing, or in the morning:
36 ୩୬ ଜଦି ସେ ଅଟାତ୍‌ ଆସିକରି ଦେକ୍‌ଲାବେଲେ, ତମେ ଇସ୍‌ରାଇଲର୍‌ ଲକ୍‌ମନର୍‌ ପାରା ରଇବାଟା ସେ ଦେକ୍‌ବାର୍‌ନାଇ ।
lest he come suddenly, and find you sleeping.
37 ୩୭ ମୁଇ ତମ୍‌କେ କାଇଟା କଇଲିନି, ସେ ବିସଇସେ ସବୁ ଲକ୍‌କେ କଇଲିନି । ମୁଇ ଆଇବା ଦିନ୍‌ପାଇ ତିଆର୍‌ ଅଇକରି ସବୁବେଲା ଜାଗ୍‌ରତ୍‌ ଅଇକରି ରୁଆ ।”
And what I say to you, I say to you all: Be ye watchful.

< ମାର୍‌କ 13 >