< ମାର୍‌କ 12 >

1 ତାର୍‌ପଚେ ଜିସୁ ଲକ୍‌ମନ୍‌କେ ବୁଜାଇବାକେ କେତେଟା କାତାନି କଇବାର୍‌ ଦାର୍‌ଲା । ପର୍‌ତୁମ୍‌ କାତାନି ଅଇଲାନି, ଗଟେକ୍‌ ଲକ୍‌ ଗଟେକ୍‌ ଅଙ୍ଗୁର୍‌ବାଡ୍‌ ତିଆର୍‌କରି, ତାର୍‌ ଚାରିବେଡ୍‌ତି ବାଡ୍‌ ବୁନ୍‌ଲା, ଆରି ଅଙ୍ଗୁର୍‌ ପିଲ୍‌ବାକେ ଗଟେକ୍‌ କୁଣ୍ଡ୍‌ ତିଆର୍‌କଲା । ବାଡ୍‌ ଜାଗ୍‌ବାକେ ଗଟେକ୍‌ ଚାଙ୍ଗ୍‌ ତିଆର୍‌କଲା । ଚାସ୍‌ କର୍‌ବା ଲକ୍‌ମନ୍‌କେ ବାଡ୍‌ ଆଦିବାଗ୍‌ କର୍‌ବାକେ ଦେଇକରି, ସେ ଗଟେକ୍‌ ବିନ୍‌ ଦେସେ ଉଟିଗାଲା ।
Og han begyndte at tale til dem i Lignelser: „En Mand plantede en Vingaard og satte et Gærde derom og gravede en Perse og byggede et Taarn, og han lejede den ud til Vingaardsmænd og drog udenlands.
2 ତାର୍‌ପଚେ ଅଙ୍ଗୁର୍‌ ତଲ୍‌ବା ବେଲା ଆଇଲାକେ, ସାଉକାର୍‌ ତାର୍‌ ଗଟେକ୍‌ ଗତିଦାଙ୍ଗ୍‌ଡାକେ ଅଙ୍ଗୁର୍‌ପଲର୍‌ ବାଗ୍‌ ବାଟା ପାଇବାକେ ଚାସିମନର୍‌ଲଗେ ପାଟାଇଲା ।
Og da Tiden kom, sendte han en Tjener til Vingaardsmændene, for at han af Vingaardsmændene kunde faa af Vingaardens Frugter.
3 ମାତର୍‌ ଚାସି ଲକ୍‌ମନ୍‌, ସାଉକାର୍‌ ପାଟାଇଲା ଗତିଦାଙ୍ଗ୍‌ଡାକେ ଦାରିକରି ମାରିପାକାଇଲାଇ ଆରି କାଇଟା ନ ଦେଇ ଚୁଚା ଆତେ ପାଟାଇଦେଲାଇ ।
Og de grebe ham og sloge ham og sendte ham tomhændet bort.
4 ସାଉକାର୍‌ ତାର୍‌ ଆରିଗଟେକ୍‌ ଗତି ଦାଙ୍ଗ୍‌ଡାକେ ଚାସିମନର୍‌ ଲଗେ ପାଟାଇଲା । ଚାସି ଲକ୍‌ମନ୍‌ ସେ ଗତିଦାଙ୍ଗ୍‌ଡାକେ ମିସା ମୁଣ୍ଡ୍‌ ପୁଟ୍‌ତେ ମାର୍‌ଲାଇ ଆରି ଇଜତ୍‌ ଜିକ୍‌ଲାଇ ।
Og han sendte atter en anden Tjener til dem; og ham sloge de i Hovedet og vanærede.
5 ସାଉକାର୍‌ ଆରି ଗଟେକ୍‌ ଗତିଦାଙ୍ଗ୍‌ଡାକେ ପାଟାଇଲା ଜେ, ଚାସିଲକ୍‌ମନ୍‌ ତାକେ ମର୍‌ତେ ମାରିଦେଲାଇ । ତାର୍‌ପଚେ ସାଉକାର୍‌ ଆରି ଗାଦି ଗତିଦାଙ୍ଗ୍‌ଡାମନ୍‌କେ ପାଟାଇଲା ଜେ କେତେଟା ଗତିଦାଙ୍ଗ୍‌ଡାମନ୍‌କେ ମାର୍‍ଲାଇ ଆରି କେତେଟାକେ ମର୍‌ତେ ମାରିପାକାଇଲାଇ ।
Og han sendte en anden; og ham sloge de ihjel; og mange andre; nogle sloge de, og andre dræbte de.
6 ଏବେ ସାଉକାରର୍‌ ଲଗେ ଗଟେକ୍‌ ଲକ୍‌ସେ ରଇଲା, ତାର୍‌ ନିଜର୍‌ ଆଲାଦର୍‌ ପିଲା । ମର୍‌ ପିଲାକେ ଚାସିଲକ୍‌ମନ୍‌ ନାମ୍‌ବାଇ ଆକା ଆରି ମର୍‌ ବାଗ୍‌ ପାଟାଇଦେବାଇ । ବଲି ବାବିକରି ସେ ସାରାସାରି ତାର୍‌ ପିଲାକେ ଚାସିମନର୍‌ ଲଗେ ପାଟାଇଲା ।
Endnu een havde han, en elsket Søn; ham sendte han til sidst til dem, idet han sagde: „De ville undse sig for min Søn.‟
7 ମାତର୍‌ ଚାସିମନ୍‌ ନିଜର୍‌ ନିଜର୍‌ ବିତ୍‌ରେ କାତା ଅଇଲାଇ, “ଏ ଲକ୍‌ ତା ଆମର୍‌ ସାଉକାରର୍‌ ଗଟେକ୍‌ ବଲି ପିଲା, ଆସା ଆମେ ଆକେ ମର୍‌ତେ ମାର୍‌ଲେ ଏ ବାଡ୍‌ ଆମର୍‌ ଅଇଜାଇସି ।”
Men hine Vingaardsmænd sagde til hverandre: „Det er Arvingen; kommer, lader os slaa ham ihjel, saa bliver Arven vor.‟
8 ଆରି ଚାସିମନ୍‌ ସାଉକାରର୍‌ ପିଲାକେ ଦାରିକରି ମର୍‌ତେ ମାରି ଅଙ୍ଗୁର୍‌ ବାଡର୍‌ ସେପାଟେ ପିଙ୍ଗିଦେଲାଇ ।
Og de grebe ham og sloge ham ihjel og kastede ham ud af Vingaarden.
9 ଏ କାତାନି କଇସାରାଇଲା ପଚେ, ଜିସୁ ସେମନ୍‌କେ ପାଚାର୍‌ଲା, “ଏନ୍ତି ବଇଲେ ଅଙ୍ଗୁର୍‌ ବାଡର୍‌ ସାଉକାର୍‌ କାଇଟା କର୍‌ସି? ସେ ଆସିକରି ଚାସିମନ୍‌କେ ମର୍‌ତେ ମାର୍‌ସି । ଆରି ଅଙ୍ଗୁର୍‌ ବାଡ୍‌ ବିନ୍‌ ଲକ୍‌ମନ୍‌କେ ଆଦିବାଗ୍‌ କର୍‌ବାକେ ଦେଇସି ।
Hvad vil da Vingaardens Herre gøre? Han vil komme og ødelægge Vingaardsmændene og give Vingaarden til andre.
10 ୧୦ “ଗର୍‌ ବାନ୍ଦ୍‌ବା ଲକ୍‌ମନ୍‌ ଜନ୍‌ ପାକ୍‌ନା ନଏଁ ବଲି ଚାଡ୍‌ଲାଇ, ସେ ପାକ୍‌ନା ମୁକିଆ ପାକ୍‌ନା ଅଇଲା ବଲିକରି ତମେ ପର୍‌ମେସରର୍‌ ବଇତେଇ ପଡାସ୍‌ ନାଇ କି?”
Have I ikke ogsaa læst dette Skriftord: Den Sten, som Bygningsmændene forkastede, den er bleven til en Hovedhjørnesten?
11 ୧୧ ଏ ବିସଇ ମାପ୍‌ରୁ କରିଆଚେ, ଏଟା ଆମର୍‌ ପାଇ କାବାଅଇଜିବା ବିସଇ ।
Fra Herren er dette kommet, og det er underligt for vore Øjne.‟
12 ୧୨ ତେଇ ଜିଉଦି ଲକର୍‍ ମୁକିଅ ପୁଜାରିମନ୍‌ ଜିସୁକେ ବାନ୍ଦିନେବାକେ ବାଟ୍‌ କଜ୍‌ଲାଇ । କାଇକେବଇଲେ ଜିସୁ ଆମର୍‌ ବିରଦେ ଏ କାତାନି କଇଲାଇନି ବଲିକରି ସେମନ୍‌ ଜାନିରଇଲାଇ । ମାତର୍‌ ଲକ୍‌ମନ୍‌ ଆମ୍‌କେ କାଇ କାଇଟା କର୍‌ବାଇ। ବଲିକରି ଡରି, ତାକେ ଚାଡିକରି ଉଟିଗାଲାଇ ।
Og de søgte at gribe ham, men de frygtede for Mængden; thi de forstode, at han sagde denne Lignelse imod dem; og de forlode ham og gik bort.
13 ୧୩ ତାର୍‌ପଚେ ଜିସୁକେ ତାର୍‌ କାତାଇ ବୁଲ୍‌ ଦାର୍‌ବାକେ ଜିଉଦି ନେତାମନ୍‌ କେତେଟା ପାରୁସି ଦଲର୍‌ ଲକ୍‌ମନ୍‌କେ ଆରି ଏରଦ୍‌ ରାଜାର୍‌ କେତେଟା ଲକ୍‌ମନ୍‌କେ ତାର୍‌ ଲଗେ ପାଟାଇଲାଇ ।
Og de sende nogle til ham af Farisæerne og af Herodianerne, for at de skulde fange ham i Ord.
14 ୧୪ ସେମନ୍‌ ଜିସୁର୍‌ ଲଗେ ଆସିକରି, “ଏ ଗୁରୁ ତମେ ସତ୍‌ କାତା କଇଲାସ୍‌ନି ଆରି କାକେ ମିସା ନ ଡରାସ୍‌, ସବୁ ଲକ୍‌ମନ୍‌କେ ସମାନ୍‌ ଇସାବେ ଦେକ୍‌ଲାସ୍‌ନି ବଲି ଆମେ ଜାନିଆଚୁ । କାଇକେବଇଲେ ତମେ ଲକ୍‌ମନର୍‌ ଇସାବେ ନାଇ, ମାତର୍‌ ସତ୍‌ ବାବେ ସିକାଇଲାସ୍‌ନି । ଏବେ ଆମ୍‌କେ କୁଆ, ରମିଅ ରାଜାକେ ସିସ୍‌ତୁ ଦେବାଟା ନିୟମ୍‌ କି ନାଇ?”
Og de kom og sagde til ham: „Mester! vi vide, at du er sanddru og ikke bryder dig om nogen; thi du ser ikke paa Menneskers Person, men lærer Guds Vej i Sandhed. Er det tilladt at give Kejseren Skat eller ej? Skulle vi give eller ikke give?‟
15 ୧୫ “ଆମେ ସିସ୍‌ତୁ ବାନ୍ଦ୍‌ବୁ କି ନାଇ?” ଜିସୁ ସେମନର୍‌ ମନ୍‌ବିତ୍‌ରର୍‌ କୁଟ୍‌ କାତା ବୁଜିକରି ସେମନ୍‌କେ କଇଲା, “କାଇକେ ତମେ ମକେ ପାନ୍ଦେ ପାକାଇବାକେ ଚେସ୍‌ଟା କଲାସ୍‌ନି? ରମିୟ ସର୍‌କାରର୍‌ ଗଟେକ୍‌ ଅଦ୍‌ଲି ଡାବୁ ମର୍‌ ଲଗେ ଆନା, ମୁଇ ସେଟା ଦେକ୍‌ବି ।”
Men da han saa deres Hykleri, sagde han til dem: „Hvorfor friste I mig? Bringer mig en Denar, for at jeg kan se den.‟
16 ୧୬ ସେମନ୍‌ ଗଟେକ୍‌ ଅଦ୍‌ଲି ଡାବୁ ଆନ୍‌ଲାକେ ଜିସୁ ପାଚାର୍‌ଲା, “ଏ ଡାବୁ ଉପ୍‌ରେ କାର୍‌ ମୁର୍‌ତି ଆରି ନାଉଁ ଲେକା ଅଇଆଚେ?” ସେମନ୍‌ କଇଲାଇ, “ରମିୟ ରାଜାର୍‌ ମୁର୍‌ତି ଆରି ତାର୍‌ ନାଉଁ ଲେକା ଅଇଲାଆଚେ ।”
Men de bragte den. Og han siger til dem: „Hvis Billede og Overskrift er dette?‟ Men de sagde til ham: „Kejserens.‟
17 ୧୭ ଜିସୁ କଇଲା, “ଏନ୍ତି ବଇଲେ ଜନ୍‌ଟା ରମିୟ ରାଜାର୍‌, ସେଟା ରମିୟ ରାଜାକେ ଆରି ଜନ୍‌ଟା ପର୍‌ମେସରର୍‌, ସେଟା ପର୍‌ମେସର୍‌କେ ଦିଆସ୍‌ ।” ଏ କାତା ସୁନିକରି ସେମନ୍‌ କାବା ଅଇଗାଲାଇ ।
Og Jesus sagde til dem: „Giver Kejseren, hvad Kejserens er, og Gud, hvad Guds er.‟ Og de undrede sig over ham.
18 ୧୮ ତାର୍‌ପଚେ ମଲାଟାନେଅନି ଉଟ୍‌ବା ବିସଇ, ବିସ୍‌ବାସ୍‌ ନ କର୍‌ବା ସାଦୁକି ଦଲର୍‌ ଲକ୍‌ମନ୍‌ ଜିସୁର୍‌ ଲଗେ ଆସିକରି ଏ ପର୍‌ସନ୍‌ ପାଚାର୍‌ଲାଇ ।
Og der kommer Saddukæere til ham, hvilke jo sige, at der ingen Opstandelse er, og de spurgte ham og sagde:
19 ୧୯ “ଏ ଗୁରୁ, ଜଦି ଗଟେକ୍‌ ଲକ୍‌ ବିବାଅଇକରି ପିଲାଜିଲା ନ ଅଇତେ ମରିଜାଇସି ବଇଲେ, ତାର୍‌ ବାଇ ସେ ମାଇଜିକେ ବିବାଅଇ ପିଲାଜିଲା ପାଇବାର୍‌ ଆଚେ । ଏନ୍ତି କଲେ ମରିଗାଲା ବାଇର୍‌ ପାଇ ସେ ପିଲାଟକିମନ୍‌ ତାର୍‌ ନାଉଁ ଦାର୍‌ବାଇ ବଲି ମସା ଆମର୍‌ପାଇ ନିଅମ୍‌ ଲେକିଦେଲା ଆଚେ ।
„Mester! Moses har foreskrevet os, at naar nogens Broder dør og efterlader en Hustru og ikke efterlader noget Barn, da skal hans Broder tage hans Hustru og oprejse sin Broder Afkom.
20 ୨୦ ଏନ୍ତି ସାତ୍‌ ବାଇ ରଇଲାଇ, ସବୁର୍‌ଟାନେଅନି ବଡ୍‌ ବାଇ ବିବା ଅଇଲା । ମାତର୍‌ ପିଲାଟକି ନ ଅଇତେ ମରିଗାଲା ।
Der var syv Brødre; og den første tog en Hustru, og da han døde, efterlod han ikke Afkom.
21 ୨୧ ସେଟାର୍‌ପାଇ ତାର୍‌ ପଚର୍‌ ବାଇ ସେ ମାଇଜିକେ ସଙ୍ଗଇଲା । ସେ ମିସା ପିଲାଟକି ନଇତେ ମରିଗାଲା । ତାର୍‌ପଚର୍‌ ବାଇ ମିସା ବିବା ଅଇ ପିଲାଟକି ନଇତେ ମରିଗାଲା ।
Og den anden tog hende og døde uden at efterlade Afkom, og den tredje ligesaa.
22 ୨୨ ସାତ୍‌ବାଇ ଜାକ ସେ ମାଇଜିକେ ଗଟେକ୍‌ ଲକର୍‌ ପଚେ ଗଟେକ୍‌ ଲକ୍‌ ବିବା ଅଇରଇଲାଇ । ସାରାସାରି ସାତ୍‌ ବାଇ ଜାକ ପିଲାଟକି ନ ଅଇତେ ମରିଗାଲାଇ । ତାର୍‌ପଚେ ସେ ମାଇଜି ମିସା ମରିଗାଲା ।
Og alle syv, de efterlode ikke Afkom. Sidst af dem alle døde ogsaa Hustruen.
23 ୨୩ ସାତ୍‌ବାଇ ଜାକ ତାକେ ବିବା ଅଇରଇଲାଇ, ତେବେ ମରିକରି ଉଟ୍‌ଲା ବେଲେ, ସେ କାର୍‌ ମାଇଜି ଅଇସି? ସାତ୍‌ବାଇ ଜାକ ତାକେ ବିବା ଅଇରଇଲାଇ ।”
I Opstandelsen, naar de opstaa, hvem af dem skal saa have hende til Hustru? Thi de have alle syv haft hende til Hustru.‟
24 ୨୪ ଜିସୁ ସେମନ୍‌କେ କଇଲା, “ଦରମ୍‌ ସାସ୍‌ତରେ ପର୍‌ମେସରର୍‌ କାଇଟା ଲେକା ଅଇଲା ଆଚେ ସେ ବିସଇ, ଆରି ତାର୍‌ ବପୁର୍‌ ବିସଇ ତମେ ନାଜାନି କରି ବୁଲ୍‌ ବାବ୍‌ଲାସ୍‌ନି ।
Jesus sagde til dem: „Er det ikke derfor, I fare vild, fordi I ikke kende Skrifterne, ej heller Guds Kraft?
25 ୨୫ ଜେଡେବେଲେ ଲକ୍‌ମନ୍‌ ମରିକରି ଆରି ତରେକ୍‌ ଉଟ୍‌ବାଇ, ସେବେଲେ ମୁନୁସ୍‌ପିଲାମନ୍‌ ବିବା ନ ଅଅତ୍‌, କି ମାଇଜି ଟକିମନ୍‌କେ ବିବା ଅଇବାକେ ନ ଦେଅତ୍‌ । ସେମନ୍‌ ସବୁଲକ୍‌ ସରଗର୍‌ ଦୁତ୍‌ପାରା ଅଇବାଇ ।
Thi naar de opstaa fra de døde, da tage de hverken til Ægte eller bortgiftes, men de ere som Engle i Himlene.
26 ୨୬ ମଲାଟାନେଅନି ଉଟ୍‌ବା ବିସଇ ମସା ଲେକ୍‌ଲା ବଇଟାନେ ପଡାସ୍‌ ନାଇ କି? ପର୍‌ମେସର୍‌ ଜଇଲାଗ୍‌ବା ବୁଟାଇ ମସାକେ ଦେକାଇରଇଲାଜେ, ‘ମୁଇ ଅବ୍‌ରାଆମର୍‍, ଇସାକର୍‌ ଆରି ଜାକୁବର୍‌ ପର୍‌ମେସର୍‌ ।’ ବଲି କଇଲାଟା, ଲେକା ଅଇଲାଆଚେ । ମାତର୍‌ ଏ ଲକ୍‌ମନ୍‌ ସବୁ ମରିଗାଲାଇ ଆଚତ୍‌ ।
Men hvad de døde angaar, at de oprejses, have I da ikke læst i Mose Bog i Stedet om Tornebusken, hvorledes Gud talede til ham og sagde: Jeg er Abrahams Gud og Isaks Gud og Jakobs Gud?
27 ୨୭ ପର୍‌ମେସର୍‌ ମଲାଲକ୍‌ମନର୍‌ ମାପ୍‌ରୁ ନଏଁ । ସେ ଜିବନ୍‌ ରଇଲା ଲକ୍‌ମନର୍‌ ମାପ୍‌ରୁ । ଏ ବିସଇ ତମେ ବେସି ବୁଲ୍‌ ବୁଜ୍‌ଲାସ୍‌ନି ।” ବଲି କଇଲା ।
Han er ikke dødes, men levendes Gud; I fare meget vild.‟
28 ୨୮ ଜିସୁ ଆରି ସାଦୁକି ଦଲର୍‌ ଲକ୍‌ମନ୍‌ ଦଦା ପେଲା ଅଇବାବେଲେ ଗଟେକ୍‌ ନିୟମ୍‌ ସିକାଉ ତାର୍‌ ଲଗେ ଆଇଲା । ଜିସୁ ଲକ୍‌ମନର୍‌ ପର୍‌ସନର୍‌ ଉତର୍‌ ନିମାନ୍‌ସଙ୍ଗ୍‌ କଇବାଟା ସୁନିକରି, ତାକେ ପାଚାର୍‌ଲା, “କନ୍‌ ଆଦେସ୍‌ ସବୁର୍‌ଟାନେଅନି ଅଦିକ୍‌ ମୁକିଅ?”
Og en af de skriftkloge, som havde hørt deres Ordskifte og set, at han svarede dem godt, kom til ham og spurgte ham: „Hvilket Bud er det første af alle?‟
29 ୨୯ ଜିସୁ କଇଲା, “ସବୁର୍‌ଟାନେଅନି ପର୍‌ତୁମର୍‌ ମୁକିଅ ଆଦେସ୍‌ ଅଇଲାନି, ସୁନା ଏ ଇସ୍‌ରାଏଲର୍‌ ଲକ୍‌ମନ୍‌ ମାପ୍‌ରୁ ଆମର୍‌ ପର୍‌ମେସର୍‌ ଗଟେକ୍‌ସେ ମାପ୍‌ରୁ ।
Jesus svarede: „Det første er: Hør Israel! Herren, vor Gud, Herren er een;
30 ୩୦ ତମେ ତମର୍‌ ପୁରାପୁରୁନ୍‌ ମନ୍‌ ସଙ୍ଗ୍‌, ପୁରାପୁରୁନ୍‌ ଆତ୍‌ମା ସଙ୍ଗ୍‌, ପୁରାପୁରୁନ୍‌ ଚିନ୍ତାର୍‌ ସଙ୍ଗ୍‌ ଆରି ପୁରାପୁରୁନ୍‌ ବପୁସଙ୍ଗ୍‌ ତାକେ ଆଲାଦ୍‌ କର୍‌ବାର୍‌ ଆଚେ ।
og du skal elske Herren din Gud af hele dit Hjerte og af hele din Sjæl og af hele dit Sind og af hele din Styrke.
31 ୩୧ ଆରି ପଚର୍‌ ମୁକିଅ ଆଦେସ୍‌ ଅଇଲାନି, ତମେ ନିଜ୍‌କେ ଆଲାଦ୍‌ କଲାପାରା ପଡିସାର୍‌ ଲକ୍‌କେ ମିସା ଆଲାଦ୍‌ କରା । ଏ ଦୁଇଟା ଆଦେସ୍‌ ଚାଡିକରି ଆରି କାଇ ମିସା ମୁକିଅ ଆଦେସ୍‌ ନାଇ” ବଲି କଇଲା ।
Et andet er dette: Du skal elske din Næste som dig selv. Større end disse er intet andet Bud.‟
32 ୩୨ ଏ କାତା ସୁନି ସେ ଲକ୍‌ ଜିସୁକେ କଇଲା, “ଏ ଗୁରୁ, ପର୍‌ମେସର୍‌ ଗଟେକ୍‌ ସେ, ତାକେ ଚାଡିଦେଲେ ଆରି କେ ମିସା ନାଇ । ଏ କାତା ତମେ ଟିକ୍ ବାବେ କଇଆଚାସ୍‌ ।
Og den skriftkloge sagde til ham: „Rigtigt, Mester, og med Sandhed har du sagt, at han er een, og der er ingen anden foruden ham.
33 ୩୩ ପର୍‌ମେସର୍‌କେ ସବୁ ମନ୍‌ଦେଇକରି ସବୁ ଚିନ୍ତା ଦେଇକରି ଆରି ସବୁ ବପୁ ଦେଇ ଆଲାଦ୍‌ କର୍‌ବାର୍‌ ଆଚେ ଆରି ନିଜ୍‌କେ ଆଲାଦ୍‌ କଲା ପାରା ବିନ୍‌ ଲକ୍‌କେ ମିସା ଆଲାଦ୍‌ କର୍‌ବାର୍‌ଆଚେ ବଲିକରି ତମେ କଇଲା କାତା ଟିକ୍‌ ସେ । ଆମେ ପର୍‌ମେସର୍‌କେ ଜେତେକ୍‌ ଅମ୍‌ କଲେ ମିସା ଆରି ଜେତେକ୍‌ କାଇଟା ପୁଜ୍‌ଲେ ମିସା, ଏ ଦୁଇଟା ଆଦେସ୍‌ ବେସି ମୁକିଅ ।” ବଲି କଇଲା ।
Og at elske ham af hele sit Hjerte og af hele sin Forstand og af hele sin Styrke og at elske sin Næste som sig selv, det er mere end alle Brændofrene og Slagtofrene.‟
34 ୩୪ ସେଲକ୍‌ ବେସି ବୁଦି ସଙ୍ଗ୍‍ ଉତର୍‌ ଦେଲା ଆଚେ ବଲି ଜିସୁ ଦେକି, ତାକେ କଇଲା, “ତୁଇ ପର୍‌ମେସରର୍‌ ରାଇଜେ ପୁର୍‌ବା ଲଗେସେ ଆଚୁସ୍‌ ।” ତାର୍‌ପଚେ ଆରି କେ ମିସା ଜିସୁକେ ପର୍‌ସନ୍‌ ପାଚାର୍‌ବାକେ ସାଆସ୍‌ କରି ନାପାର୍‌ଲାଇ ।
Og da Jesus saa, at han svarede forstandigt, sagde han til ham: „Du er ikke langt fra Guds Rige.‟ Og ingen vovede mere at rette Spørgsmaal til ham.
35 ୩୫ ଜିସୁ ଜିଉଦିମନ୍‌ ରୁଣ୍ଡ୍‌ବା ଗରର୍‌ ଡାଣ୍ଡେ ସିକିଆ ଦେବାବେଲେ ଲକ୍‌ମନ୍‌କେ ପାଚାର୍‌ଲା, “ପର୍‌ମେସର୍‌ ବାଚିକରି ପାଟାଇଲା ରାଜା ଦାଉଦର୍‌ ନାତିତିତି ବଲିକରି ନିୟମ୍‌ ସିକାଇଦେବା ଲକ୍‌ମନ୍‌ କେନ୍ତି କଇଲାଇନି?”
Og da Jesus lærte i Helligdommen, tog han til Orde og sagde: „Hvorledes sige de skriftkloge, at Kristus er Davids Søn?
36 ୩୬ ଦାଉଦ୍‌ ସୁକଲ୍‌ ଆତ୍‌ମାଇ ଅନି ଏନ୍ତି କଇଲା, ପର୍‌ମେସର୍‌ ମର୍‌ ମାପ୍‌ରୁକେ କଇଲା, “ମୁଇ ତର୍‌ ସତ୍‌ରୁମନ୍‌କେ ତର୍‌ ପାଦ୍‌ ତଲେ ନ ଆନ୍‌ବା ଜାକ ତୁଇ ମର୍‌ ଉଜାଆତ୍‌ବାଟେ ବସି ର ।”
David selv sagde ved den Helligaand: Herren sagde til min Herre: Sæt dig ved min højre Haand, indtil jeg faar lagt dine Fjender som en Skammel for dine Fødder.
37 ୩୭ “ଜଦି ଦାଉଦ୍‌ ରାଜା ନିଜେ ମାପ୍‌ରୁବଲି କଇରଇଲା ବଇଲେ ପର୍‌ମେସର୍‌ ବାଚିକରି ପାଟାଇରଇବା ମସିଅ କେନ୍ତି ଦାଉଦର୍‌ ପିଲା ଅଇସି?” ତେଇ ରଇଲା ବେସି ଲକ୍‌ମନ୍‌ ସାର୍‌ଦା ସଙ୍ଗ୍‌ ଏ କାତା ସୁନ୍‌ଲାଇ ।
David selv kalder ham Herre; hvorledes er han da hans Søn?‟ Og den store Skare hørte ham gerne.
38 ୩୮ ଜିସୁ ଆରି କେତେଟା ବିସଇ ସିକାଇଦେବା ବେଲେ କଇଲା, “ତମେ ନିୟମ୍‌ ସିକାଇଦେବା ଲକ୍‌ମନର୍‌ପାରା ଚଲାଚଲ୍‌ତି ନ ଅଇକରି ଜାଗ୍‌ରତ୍‌ ସଙ୍ଗ୍‌ ରୁଆ । ସେମନ୍‌ ସନ୍‌ମାନ୍‌ ପାଇବାକେ ବେସି ଡେଙ୍ଗ୍‌ ପଚିଆ ପିନ୍ଦିକରି ଏନେ ତେନେ ବୁଲ୍‌ବାଇ । ଆଟେ ବାଟେ ଲକ୍‌ମନର୍‌ଟାନେଅନି ଜୁଆର୍‌ ପାଇକରି ସନ୍‌ମାନ୍‌ ପାଇବାକେ ମନ୍‌ କର୍‌ବାଇ ।
Og han sagde i sin Undervisning: „Tager eder i Vare for de skriftkloge, som gerne ville gaa i lange Klæder og lade sig hilse paa Torvene
39 ୩୯ ଜିଉଦିମନର୍‌ ପାର୍‌ତନା ଗରେ ମୁକିଅ ଜାଗାଇ, ବଜିଟାନର୍‌ ମୁକିଅ ଜାଗାଇ ବସ୍‌ବାକେ ମନ୍‌ କର୍‌ବାଇ ।
og gerne ville have de fornemste Pladser i Synagogerne og sidde øverst til Bords ved Maaltiderne;
40 ୪୦ ଆରି ସେମନ୍‌ ରାଣ୍ଡି ମାଇଜିମନ୍‌କେ ନାଡାଇକରି ସେମନର୍‌ ଦନ୍‌ସଁପତି ଜୁରି ନେବାଇ । ସେମନ୍‌ ନିମାନ୍‌ ଲକ୍‌ ବଲିକରି ଦେକାଇଅଇବାକେ ବେସି ପର୍‌ ପାର୍‌ତନା କର୍‌ବାଇ । ଏନ୍ତି ଲକ୍‌ମନ୍‌କେ ପର୍‌ମେସର୍‌ ବିନ୍‌ ଲକ୍‌ମନର୍‌ଟାନେଅନି ବେସି ବଡ୍‌ ଡଣ୍ଡ୍‌ ଦେଇସି ।”
de, som opæde Enkers Huse og paa Skrømt bede længe, disse skulle faa des haardere Dom.‟
41 ୪୧ ଜିସୁ ମନ୍ଦିର୍‌ ବିତ୍‌ରେ ଜାଇକରି ଚାନ୍ଦାଦେବା ପେଡିଲଗେ ବସିକରି ଲକ୍‌ମନ୍‌ ପର୍‌ମେସର୍‌କେ କେନ୍ତି ଚାନ୍ଦା ଦେଲାଇନି ବଲି ଦେକ୍‌ତେରଇଲା । ସାଉକାର୍‌ ଲକ୍‌ମନ୍‌ ଲଚେକ୍‌ ଲଚେକ୍‌ ଡାବୁ ଦେବାଟା ଦେକ୍‌ଲା ।
Og han satte sig lige over for Tempelblokken og saa, hvorledes Mængden lagde Penge i Blokken, og mange rige lagde meget deri.
42 ୪୨ ସାରାସାରି ଗଟେକ୍‌ ଗରିବ୍‌ ରାଣ୍ଡି ମାଇଜି ଦାନ୍‌ ଦେବା ପେଡିଲଗେ ଆସିକରି ଦୁଇଟା ସାନ୍‌ ତାମା କାସୁ ପୁରାଇଦେଲା । ସେ ଦୁଇଟା ଡାବୁର୍‌ ଦାମ୍‌ ଗଟେକ୍‌ ଟାଙ୍ଗାଇ ଅନି ମିସା ଉନା ।
Og der kom en fattig Enke og lagde to Skærve i, hvilket er en Hvid.
43 ୪୩ ତାର୍‌ପଚେ ଜିସୁ ତାର୍‌ ସିସ୍‌ମନ୍‌କେ ଲଗେ ଡାକି କଇଲା, “ମୁଇ ତମ୍‌କେ ସତ୍‌ କାତା କଇଲିନି, ଏ ସବୁ ସାଉକାର୍‌ ଲକ୍‌ମନ୍‌ ଦେଲା ଡାବୁତେଇଅନି, ଏ ଅର୍‌କିତ୍‌ ରାଣ୍ଡି ମାଇଜି ଅଦିକ୍‌ ଦେଲାଆଚେ ।
Og han kaldte sine Disciple til sig og sagde til dem: „Sandelig, siger jeg eder, denne fattige Enke har lagt mere deri end alle de, som lagde i Tempelblokken.
44 ୪୪ କାଇକେବଇଲେ ସବୁ ଲକ୍‌ମନ୍‌ ସେମନ୍‌କେ ଦର୍‌କାର୍‌ ଅଇକରି ଅଗଲ୍‌ଲା ଡାବୁ ଦେଲାଇଆଚତ୍‌ । ମାତର୍‌ ଏ ଗରିବ୍‌ ରାଣ୍ଡି ମାଇଜି, ସେ ବଁଚ୍‌ବାପାଇ ଜେତ୍‌କି ଡାବୁ ରଇଲା, ସେ ସବୁ ଦେଲାଆଚେ” ବଲିକରି କଇଲା ।
Thi de lagde alle af deres Overflod; men hun lagde af sin Fattigdom alt det, hun havde, sin hele Ejendom.‟

< ମାର୍‌କ 12 >