< ମାର୍କ 11 >
1 ୧ ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ଲଗାଲଗି ଅଇକରି ଜିତ୍ ନାଉଁର୍ ଡଙ୍ଗର୍ଲଗେ ରଇଲା ବେତ୍ପାଗି ଆରି ବେତ୍ନିଆ ନାଉଁର୍ ଗାଏଁ କେଟ୍ଲାଇ । ଜିସୁ ସିସ୍ମନର୍ ବିତ୍ରେଅନି ଦୁଇଲକ୍କେ ଡାକିକରି ସେମନ୍କେ କଇଲା,
Un kad tie tuvu pie Jeruzālemes nāca, pie Betfagas un Betanijas pie Eļļas kalna, tad Viņš sūtīja divus no Saviem mācekļiem,
2 ୨ ତମେ ଆମର୍ ମୁଆଟେ ରଇଲା ଗାଏଁ ଜା । ତମେ ଗାଉଁ ବିତ୍ରେ ଜିବାବେଲେ, ଗଟେକ୍ ଗଦ ପିଲା ବାନ୍ଦିରଇଲାଟା ଦେକ୍ସା । ସେ ଗଦ ପିଲାର୍ ଉପ୍ରେ ଏବେଜାକ କେ ମିସା ଚଗତ୍ ନାଇ । ତାକେ ମେଲିକରି ମର୍ଲଗେ ଦାରିଆସା ।
Un uz tiem sacīja: “Noejat tanī miestā, kas jūsu priekšā, un iegājuši jūs tūdaļ atradīsiet piesietu kumeļu, uz kā vēl neviens cilvēks nav sēdējis. Atraisījuši to atvediet.
3 ୩ ଜଦି କେ ତମ୍କେ କାଇକେ ମେଲିକରି ନେଲାସ୍ନି? ବଲି ପାଚାର୍ଲେ, ମାପ୍ରୁକେ ଦର୍କାର୍ ଆଚେ ଆରି ସେ ତମ୍କେ ଦାପ୍ରେସେ ବାଉଡାଇଦେଇସି । ବଲି ସେମନ୍ ଜିବା ଆଗ୍ତୁ ସେମନ୍କେ ପାଟାଇଦେଲା ।
Un ja kas jums sacīs: Kāpēc jūs to dariet? Tad atsakāt: Tam Kungam tā vajag; un tūdaļ tas to atsūtīs šurp.”
4 ୪ ସେ ଗାଏଁ ଗାଲାଇ ଜେ ଗଟେକ୍ ଗରର୍ ଡାଣ୍ଡର୍ ଡିଆଗଡିଲଗେ ଗଦ ପିଲା ବାନ୍ଦିଅଇ ରଇଲାଟା ଦେକିକରି ତାକେ ଜାଇ ମେଲ୍ଲାଇ ।
Un tie nogāja un atrada to kumeļu ārā pie durvīm piesietu uz ielas, un to atraisīja.
5 ୫ ତେଇ ଟିଆଅଇରଇଲା କେତେଲକ୍ମନ୍ କଇଲାଇ, “ତମେ କାଇଟା କଲାସ୍ନି? ଆରି କାଇକେ ଏ ଗଦ ପିଲାକେ ମେଲ୍ଲାସ୍ନି?”
Un kādi no tiem, kas tur stāvēja, uz viņiem sacīja: “Ko jūs darāt, ka atraisiet to kumeļu?”
6 ୬ ସେମନ୍କେ ଜିସୁ ଜେନ୍ତି କଇବାକେ କଇରଇଲା, ସେନ୍ତାରିସେ ସିସ୍ମନ୍ ଲକ୍ମନ୍କେ କଇଲାଇ । ତାର୍ପଚେ ସେ ଲକ୍ମନ୍ “ଗଦ ପିଲାକେ ନିଆ ।” ବଲି କଇଲାଇ ।
Un viņi uz tiem sacīja, kā Jēzus bija pavēlējis. Un tie tos atlaida.
7 ୭ ସେମନ୍ ଗଦ ପିଲାକେ ଜିସୁର୍ ଲଗେ ଆନ୍ଲାଇ ଆରି ନିଜର୍ ନିଜର୍ ପଚିଆମନ୍ ଗଦ ପିଲାର୍ ପିଟି ଉପ୍ରେ ପାକାଇଲାଇ । ଆରି ଜିସୁ ଗଦ ଉପ୍ରେ ବସ୍ଲା ।
Un viņi to kumeļu atveda pie Jēzus un savas drēbes uzlika un To sēdināja virsū.
8 ୮ ବେସି ଲକ୍ମନ୍ ଜିସୁକେ ସନ୍ମାନ୍ ଦେବାକେ ନିଜର୍ ନିଜର୍ ପଚିଆମନ୍ ବାଟେ ଅଚାଇଦେଲାଇ ଆରି ବିନ୍ଲକ୍ମନ୍ ଗଚର୍ ଡାଲ୍ପତର୍ ଆରି କେନ୍ଦାମନ୍ କାଟିଆନିକରି ବାଟେ ଅଚାଇଦେଲାଇ ।
Un daudzi savas drēbes izklāja uz ceļu; un citi zarus cirta no kokiem un tos izkaisīja uz ceļu.
9 ୯ ଜିସୁର୍ ଆଗ୍ତୁବାଟେ ଆରି ପଚ୍ବାଟେ ଜିବା ଲକ୍ମନ୍ ବେସି ଆଉଲିଅଇ ଏନ୍ତି କଇତେରଇଲାଇ, “ଅସାନା, ପର୍ମେସର୍କେ ଡାକ୍ପୁଟା କରା । ପର୍ମେସର୍ ତାକେ ଆସିର୍ବାଦ୍ କଲାଆଚେ ।
Un tie, kas gāja priekšā un pakaļā, kliedza un sauca: “Ozianna, slavēts, kas nāk Tā Kunga Vārdā!
10 ୧୦ ଆମର୍ ଆନିଦାଦି ଦାଉଦ୍ ରାଜାର୍ ରାଇଜ୍ ଆଇଲାନି, ତାର୍ ରାଇଜ୍ ପର୍ମେସର୍ ଆସିର୍ବାଦ୍ କର । ସର୍ଗେ ରଇବା ବାବା ପର୍ମେସର୍ ସନ୍ମାନ୍ ପାଇଲାପାରା କାତା କୁଆ” ବଲି କଇଲାଇ ।
Slavēta ir mūsu tēva Dāvida valstība, kas nāk! Ozianna augstībā!”
11 ୧୧ ତାର୍ପଚେ ଜିସୁ ଜିରୁସାଲାମ୍ ଆସିକରି ପର୍ମେସରର୍ ଗର୍ ବିତ୍ରେ ପୁର୍ଲା । ଆରି ଚାରିବେଡ୍ତି ରଇଲା ସବୁ ଜିନିସ୍ମନ୍ ନିମାନ୍ କରି ଦେକ୍ଲା । ସେ ବେଲା ବେସି ଅଲ୍ସମ୍ ଅଇଗାଲାଜେ, ସେ ବାର୍ଟା ସିସ୍ମନର୍ ସଙ୍ଗ୍ ବେତ୍ନିଆ ନାଉଁର୍ ଗାଏଁ ଉଟିଜାଇକରି ତେଇ ରଇଲା ।
Un Jēzus iegāja Jeruzālemē un Dieva namā. Un kad Viņš visu visapkārt bija uzlūkojis, un jau vakars bija, tad Viņš izgāja ar tiem divpadsmit uz Betaniju.
12 ୧୨ ତାର୍ ଆର୍କର୍ ଦିନେ ଜିସୁ ଆରି ତାର୍ ସିସ୍ମନ୍ ବେତ୍ନିଆଇଅନି ଜିରୁସାଲାମ୍ ଆଇବାବେଲେ ଜିସୁକେ ବେସି ବୁକ୍ କଲା ।
Un otrā dienā, kad tie no Betanijas izgāja, tad Viņam gribējās ēst.
13 ୧୩ ଜିସୁ ଦୁରିକେ ଅନି ବେସି ପତର୍ ରଇବା ଗଟେକ୍ ଡୁମ୍ରିଗଚ୍ ଦେକ୍ଲା । ଆରି ସେ ଗଚେ କେତେଟା ପଲ୍ ଦାରିରଇସି ବଲି ବାବିକରି ଗଚ୍ବୁନ୍ଦେ ଗାଲା । ମାତର୍ ଗଚ୍ଲଗେ ଜାଇକରି ଦେକ୍ଲାଜେ, ଗଟେକ୍ ମିସା ପଲ୍ ମିଲେ ନାଇ । କାଇକେବଇଲେ, ସେଟା ଡୁମ୍ରିପଲ୍ ଦାର୍ବା ଦିନ୍ ନ ରଇଲା ।
Un no tālienes redzēdams vienu vīģes koku, kam lapas bija, Viņš nāca, lai Viņš tanī ko atrastu; un pie tā piegājis Viņš neatrada nenieka kā vien lapas: jo nebija vīģu laiks.
14 ୧୪ ଜିସୁ ଗଚ୍କେ କଇଲା, “ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍ ।” ସେ କାତା ତାର୍ ସିସ୍ମନ୍ ସୁନ୍ଲାଇ । (aiōn )
Un Jēzus uzrunāja un uz to sacīja: “Lai neviens nemūžam vairs neēd augļus no tevis.” Un Viņa mācekļi klausījās. (aiōn )
15 ୧୫ ତାର୍ପଚେ ଜିସୁ ଜିରୁସାଲାମର୍ ଗଡେ ଜାଇ, ମନ୍ଦିରେ ପୁରିକରି ତେଇ ଗେନାବିକା କର୍ବା ଲକ୍ମନ୍କେ ଡାଣ୍ଡେ ବାର୍କରାଇଦେଲା । ବିନ୍ ଦେସର୍ ଡାବୁ ବାଦ୍ଲାଇବା ଲକ୍ମନର୍ ଟେବୁଲ୍ ଆରି ବିରୁ କର୍ବା ପରୁଆ ବିକ୍ବା ଲକ୍ମନର୍ ବସ୍ବା ପିଡା ପାସ୍ଲାଇ ପାକାଇଲା ।
Un tie nāca uz Jeruzālemi, un Dieva namā iegājis Viņš iesāka izdzīt visus, kas pārdeva un pirka Dieva namā, un apgāza to mijēju galdus un to baložu pārdevēju krēslus.
16 ୧୬ ମନ୍ଦିରର୍ ଡାଣ୍ଡେ ଗେନା ବିକା କର୍ବାକେ ସେ କାକେମିସା ଦେଏ ନାଇ ।
Un neļāva nevienu lietu nest caur Dieva namu.
17 ୧୭ ତାର୍ ପଚେ ସେ ଲକ୍ମନ୍କେ ସିକାଇଦେବାବେଲେ ଏନ୍ତି କଇଲା, “ମର୍ ମନ୍ଦିର୍ ସବୁ ଜାତିର୍ ଲକ୍ମନର୍ ପାର୍ତନା ଗର୍ ବଲି ନାମ୍ବାଇ ବଲି ପର୍ମେସରର୍ ବଇଟାନେ ଲେକା ଅଇଆଚେ, ମାତର୍ ତମେ ସେ ଗର୍ ଚର୍ମନର୍ ପାଆର୍ କରିଆଚାସ୍ ।”
Un mācīja un uz tiem sacīja: “Vai nav rakstīts: “Mans nams taps nosaukts lūgšanas nams visām tautām?” Bet jūs to esat darījuši par slepkavu bedri.”
18 ୧୮ ତେଇ ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଉମନ୍ ଏ କାତା ସୁନି, ଜିସୁକେ କେନ୍ତି ମରାଇବାର୍ ଅଇସି ବଲି ଚେସ୍ଟା କର୍ତେରଇଲାଇ । ମାତର୍ ଲକ୍ମନ୍କେ ଡର୍ତେରଇଲାଇ । କାଇକେବଇଲେ ଲକ୍ମନ୍ ସେ ସିକାଇଦେବା ବିସଇ କାବା ଅଇକରି ବେସି ମନ୍ କରି ସୁନ୍ତେରଇଲାଇ ।
Un tie rakstu mācītāji un augstie priesteri to dzirdēja un meklēja, kā Viņu nomaitātu; jo tie bijās no Viņa, tāpēc ka visi ļaudis izbrīnījās par Viņa mācību.
19 ୧୯ ଆରି ସେଦିନର୍ ସଞ୍ଜ୍ ଅଇଲାକେ ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ନଅରେଅନି ବାରଇକରି ଉଟିଗାଲାଇ ।
Un kad vakars metās, tad Viņš izgāja no pilsētas ārā.
20 ୨୦ ତାର୍ ଆର୍କର୍ ଦିନର୍ ସାକାଲେ ବାଉଡି ଆଇବାବେଲେ, ଏଦେ ଦେକା! ସେ ଡୁମ୍ରିଗଚ୍ ବୁନ୍ଦେଅନି ଟିପେଜାକ ସୁକି ଜାଇରଇଲାଟା ଦେକ୍ଲାଇ ।
Un no rīta agrumā garām iedami tie redzēja to vīģes koku nokaltušu no pašām saknēm.
21 ୨୧ ସେବେଲା ଜିସୁ ଆଗ୍ତୁ କଇରଇଲା କାତା ପିତର୍ ଏତାଇକରି ତାକେ କଇଲା, “ଏ ଗୁରୁ ଜନ୍ ଡୁମ୍ରି ଗଚ୍କେ ତମେ ସାଇପ୍ ଦେଇରଇଲାସ୍, ସେ ଗଚ୍ ସୁକିଗାଲା ଆଚେ ।”
Pēteris atminējies uz Viņu sacīja: “Mācītāj, redzi, tas vīģes koks, ko Tu esi nolādējis, tas ir nokaltis.”
22 ୨୨ ଜିସୁ ସେମନ୍କେ କଇଲା, “ତମେ ପର୍ମେସରର୍ ତେଇ ବିସ୍ବାସ୍ କରିରୁଆ ।
Un Jēzus atbildēja un uz tiem sacīja: “Ticat uz Dievu.
23 ୨୩ ମୁଇ ତମ୍କେ ସତ୍ କାତା କଇଲିନି, ଜେ ନିଜର୍ ମନେ ଅଇସି କି ନଏ ବଲିକରି ଏନେ ତେନେ ନ ଅଇ, ସେ କଇବା କାତାଇ ବିସ୍ବାସ୍ କରି, ‘ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ।’ ବଲି କଇଲେ ସେଟା ସେନ୍ତାରି ଅଇସି ।
Jo patiesi, Es jums saku: ja kas šim kalnam sacīs: celies un meties jūrā! un nešaubīsies savā sirdī, bet ticēs, ka notiks, ko viņš saka: tad viņam notiks, ko viņš saka.
24 ୨୪ ସେଟାର୍ପାଇ ମୁଇ ତମ୍କେ କଇଲିନି, ତମେ ପାର୍ତନାଇ ଜନ୍ଟା ମିଲ୍ସି ବଲି ବିସ୍ବାସ୍ କରି ମାଙ୍ଗ୍ଲେ, ସେଟା ତମ୍କେ ମିଲ୍ସି ।
Tāpēc Es jums saku: visu, ko jūs lūgdami lūgsiet, ticat, ka jūs dabūsiet, tad tas jums notiks.
25 ୨୫ ମାତର୍ ତମେ ପାର୍ତନା କର୍ବା ବେଲେ ତମର୍ ମନେ କାର୍ ବିରଦେ ମିସା କାଇ କାତା ରଇଲେ, ତାକେ କେମା ଦିଆସ୍ । ଏନ୍ତି କଲେ ତମର୍ ସରଗର୍ ବାବା ମିସା ତମ୍କେ ତମର୍ ପାପେଅନି କେମା ଦେଇସି ।
Un kad jūs stāvat, Dievu lūgdami, tad piedodat, ja jums kas ir pret kādu, lai arī jūsu Tēvs, kas debesīs, jums piedod jūsu noziegumus.
26 ୨୬ ମାତର୍ ତମେ କେମା ନ କଲେ, ତମର୍ ସରଗର୍ ବାବା ମିସା ତମ୍କେ କେମା ନ ଦେଏ ।”
Bet ja jūs nepiedodat, tad arī jūsu Tēvs debesīs jūsu noziegumus nepiedos.”
27 ୨୭ ସେମନ୍ ଆରିତରେକ୍ ଜିରୁସାଲାମେ ଆଇଲାଇ । ଜିସୁ ମନ୍ଦିରର୍ ଦୁଆରେ ବୁଲ୍ବାବେଲେ ମୁକିଅ ପୁଜାରିମନ୍, ନିୟମ୍ ସିକାଉମନ୍ ଆରି ପାର୍ଚିନ୍ମନ୍ ତାର୍ ଲଗେ ଆସି ପାଚାର୍ଲାଇ,
Un tie nāca atkal uz Jeruzālemi, un Viņam Dieva namā staigājot, nāca pie Viņa tie augstie priesteri un rakstu mācītāji un tie vecaji,
28 ୨୮ “ତୁଇ କାଇ ଅଦିକାରେ ଏ ସବୁ କାମ୍ମନ୍ କଲୁସ୍ନି? ଆରି ଏ ସବୁ କାମ୍ମନ୍ କର୍ବାକେ ତକେ କେ ଅଦିକାର୍ ଦେଲାଆଚେ?”
Un uz To sacīja: “Kādā varā Tu šo visu dari? Un kas Tev šo varu devis, ka Tu to dari?”
29 ୨୯ ମାତର୍ ଜିସୁ ସେମନ୍କେ କଇଲା, “ମୁଇ ମିସା ତମ୍କେ ଏକାଇ ଗଟେକ୍ ସେ ପର୍ସନ୍ ପାଚାର୍ବି, ସେ ପର୍ସନର୍ ଉତର୍ ତମେ କଇଲେ, ମୁଇ ଏ ସବୁ କାମ୍ କନ୍ ଅଦିକାରେ କଲିନି, ସେଟା ତମ୍କେ କଇବି ।
Bet Jēzus atbildēja un uz tiem sacīja: “Es arīdzan jums vienu vārdu vaicāšu, un atbildiet Man; tad Es jums arīdzan sacīšu, kādā varā Es to daru.
30 ୩୦ ଜଅନ୍ ଡୁବନ୍ ଦେବା ଅଦିକାର୍ ସରଗର୍ ପର୍ମେସରର୍ଟାନେଅନି ଆସିରଇଲା କି ଲକ୍ମନର୍ ଟାନେଅନି ଆସିରଇଲା? ଏଟା ମକେ କୁଆ ।” ବଲି କଇଲା ।
Vai Jāņa kristība bija no debesīm, vai no cilvēkiem? Atbildiet Man.”
31 ୩୧ ତେଇ ସେମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ଆମେ ଜଦି ସରଗର୍ ପର୍ମେସରର୍ ଟାନେଅନି ବଲି କଇବୁ ବଇଲେ, ସେନ୍ତାର୍ ଆଲେ ତମେ ଜଅନ୍ ଜନ୍ଟା କଇଲା ସେଟା କାଇକେ ବିସ୍ବାସ୍ କରାସ୍ ନାଇ? ବଲିକରି ଜିସୁ ଆମ୍କେ କଇସି ।
Un tie domāja savā starpā un sacīja: ja mēs sakām: “No debesīm,” tad Viņš sacīs: “Kāpēc tad jūs viņam neesat ticējuši?”
32 ୩୨ ମାତର୍ ଲକ୍ମନର୍ଟାନେଅନି ବଲି କଇବାକେ ଆମ୍କେ ଡର୍ ଲାଗ୍ଲାନି । କାଇକେ ବଇଲେ ଜଅନ୍ ଗଟେକ୍ ବବିସତ୍ବକ୍ତା ବଲି ସେମନ୍ ସବୁଲକ୍ ବିସ୍ବାସ୍ କଲାଇନି ।”
Bet ja sacīsim: “No cilvēkiem,” - viņi bijās no tiem ļaudīm. Jo visi to Jāni turēja, ka tas patiesi pravietis bijis.
33 ୩୩ ସେଟାର୍ପାଇ ସେମନ୍ ଆମେ ନାଜାନୁ । ବଲି ଜିସୁକେ କଇଲାଇ । ତାର୍ପଚେ ଜିସୁ ସେମନ୍କେ କଇଲା, “ଏନ୍ତି ବଇଲେ ମୁଇ ମିସା କନ୍ ଅଦିକାରେ ଏସବୁ କାମ୍ କଲିନି, ସେଟା ତମ୍କେ ନ କଇ ।”
Un tie atbildēja un uz Jēzu sacīja: “Mēs nezinām.” Un Jēzus atbildēja un uz tiem sacīja: “Tad Es arīdzan jums nesaku, kādā varā Es to daru.”