< ମାର୍କ 10 >
1 ୧ ତାର୍ପଚେ ଜିସୁ ସେ ଜାଗା ଚାଡିକରି ଜିଉଦା ରାଇଜର୍ ସନ୍ଦି ଆରି ଜର୍ଦନର୍ ଆରି ଗଟେକ୍ ବାଟେ ଆଇଲା । ଆରି ସବୁ ବେଲାର୍ ପାରା ଲକ୍ମନ୍ ତାର୍ ଲଗେ ରୁଣ୍ଡ୍ଲାଇ । ଆରି ଜିସୁ ସେମନ୍କେ ପର୍ମେସରର୍ କାତା ସିକାଇଦେଲା ।
Wychodząc z Kafarnaum Jezus skierował się na południe, do Judei i w okolice leżące po drugiej stronie Jordanu. A gdy nauczał, jak zwykle otoczony przez tłumy,
2 ୨ କେତେଟା ପାରୁସିମନ୍ ଜିସୁରୁ ଲଗେ ଆସିକରି ତାକେ ବୁଲ୍ ଦାର୍ବାକେ ଏନ୍ତାରି ପର୍ସନ୍ ପାଚାର୍ଲାଇ । “ଗଟେକ୍ ମୁନୁସ୍ ତାର୍ ମାଇଜିକେ ଚାଡିଦେବାଟା ଆମର୍ ନିୟମେ ଆଚେ କି?”
podeszli faryzeusze i—chcąc Go sprowokować do jakiejś niefortunnej wypowiedzi—zapytali Go: —Czy zezwalasz na rozwody?
3 ୩ ଜିସୁ ସେମନ୍କେ କଇଲା, “ମସା ତମ୍କେ କାଇ ଆଦେସ୍ ଦେଲା ଆଚେ?”
—A co na ten temat powiedział Mojżesz?—spytał ich Jezus.
4 ୪ ସେମନ୍ କଇଲାଇ, “ଗଟେକ୍ ମୁନୁସ୍ ତାର୍ ମାଇଜିକେ ଚାଡିଦେବାର୍ ରାଜିନାମା ପତର୍ ଲେକି ତାକେ ଦେଲାପଚେ ତାକେ ପାଟାଇଦେଇ ଅଇସି ବଲି ମସା କଇଲା ଆଚେ ।”
—Pozwolił wręczyć żonie dokument rozwodowy i odprawić ją—odrzekli.
5 ୫ ଜିସୁ ସେମନ୍କେ କଇଲା, “ମସା କାଇକେ ଏନ୍ତି ଲେକିରଇଲା ବଇଲେ, ତମର୍ ମନ୍ବିତ୍ରର୍ ବୁଜ୍ବା ବପୁ ଡାଟ୍ ରଇଲାଟା ଦେକିକରି ସେ, ଏ ଆଦେସ୍ ଲେକିଦେଲା ଆଚେ ।
—Mojżesz zezwolił na to tylko z powodu waszych zatwardziałych serc—odparł Jezus.
6 ୬ ଜେନ୍ତି ସାସ୍ତର୍ କଇଲାନି, ପର୍ମେସର୍ ଜେଡେବେଲେ ଏ ଦୁନିଆ ତିଆର୍କଲା, ସେବେଲେ ସେ ମାଇଜିମୁନୁସ୍ କରି ତିଆର୍କଲା ଆଚେ ।
—Ale nie taki był Boży zamiar. Już na samym początku Bóg stworzył bowiem mężczyznę i kobietę.
7 ୭ ସେଟାର୍ପାଇ ଗଟେକ୍ ମୁନୁସ୍ ତାର୍ ବାବା ମାକେ ଚାଡିକରି ତାର୍ ମାଇଜି ସଙ୍ଗ୍ ମିସ୍ସି ।
Dlatego właśnie mężczyzna powinien opuścić rodziców
8 ୮ ସେ ଦୁଇଲକ୍ ଗଟେକ୍ ଅଇବାଇ, ଆରି ସେମନ୍ ଦୁଇଲକ୍ ଇସାବେ ନ ରଅତ୍, ମାତର୍ ଗଟେକ୍ ଲକ୍ ଇସାବେ ରଇବାଇ ।
i złączyć się z żoną, aby ci dwoje stali się jednym ciałem.
9 ୯ ସେଟାର୍ପାଇ ପର୍ମେସର୍ ଜନ୍ ଦୁଇଲକ୍କେ ମିସାଇଆଚେ, କେ ମିସା ସେମନ୍କେ ବିନେ ନ ବେଗ୍ଲାଅତ୍ ।”
Żaden człowiek nie ma prawa rozdzielać tego, co połączył Bóg.
10 ୧୦ ଜିସୁ ଆରି ତାର୍ ସିସ୍ମନ୍ ଗରେ ବାଉଡିଗାଲା ପଚେ, ସିସ୍ମନ୍ ଆରିତରେକ୍ ଏ ବିସଇ ତାକେ ପାଚାର୍ଲାଇ ।
Gdy później znalazł się z uczniami w domu, ci powrócili do tego tematu.
11 ୧୧ ଜିସୁ ସେମନ୍କେ କଇଲା, “ଗଟେକ୍ ମନସ୍ ତାର୍ ମାଇଜିକେ ଚାଡ୍ପତର୍ ଦେଇ ବିନ୍ ମାଇଜିକେ ବିବା ଅଇସି ବଇଲେ, ସେ ମନସ୍ ପର୍ତୁମ୍ ମାଇଜିର୍ ବିରୁଦେ ପାଦ୍ରା କାମ୍ କଲାନି ।
Wtedy im powiedział: —Jeśli mężczyzna rozwodzi się z żoną i poślubia inną kobietę, dopuszcza się grzechu niewierności małżeńskiej.
12 ୧୨ ଆରି ସେନ୍ତି ସେ ଜନ୍ ମାଇଜିଟକି ତାର୍ ମୁନୁସ୍କେ ଚାଡ୍ ପତର୍ ଦେଇ, ବିନ୍ ମୁନୁସ୍କେ ବିବା ଅଇସି ବଇଲେ ସେ ମିସା ପର୍ତୁମ୍ ମନସ୍ ବିରୁଦେ ପାଦ୍ରି କାମ୍ କଲାନି ।” ବଲିକରି କଇଲା ।
Podobnie żona, jeśli porzuca męża, aby powtórnie wyjść za mąż, dopuszcza się grzechu niewierności.
13 ୧୩ ଗଟେକ୍ ଦିନ୍ କେତେକ୍ ଲକ୍ମନ୍ ତାକର୍ ପିଲାଟକିମନ୍କେ ଜିସୁ ଆତ୍ ସଙ୍ଗଇ ଆସିର୍ବାଦ୍ କର ବଲି ତାର୍ଲଗେ ଆନ୍ଲାଇ । ମାତର୍ ତାର୍ ସିସ୍ମନ୍ ଲକ୍ମନ୍କେ, ଦମ୍କାଲାଇ ।
Zdarzyło się też, że przyprowadzono do Jezusa dzieci, prosząc, aby je pobłogosławił. Uczniowie jednak odsuwali je, nie chcąc, aby Mu przeszkadzały.
14 ୧୪ ଜିସୁ ଏଟା ଦେକି ବେସି ରିସାଅଇ ସିସ୍ମନ୍କେ କଇଲା, “ସାନ୍ ପିଲାମନ୍କେ ମର୍ ଲଗେ ଆଇବାକେ ବାଟ୍ ଦିଆସ୍, ସେମନ୍କେ ମନା କରାନାଇ । କାଇକେବଇଲେ ପର୍ମେସରର୍ ରାଇଜ୍ ଏନ୍ତି ପିଲାଟକିମନର୍ ପାରା ରଇବା ଲକ୍ମନର୍ ପାଇସେ ।
Widząc to, Jezus oburzył się na nich i rzekł: —Nie zabraniajcie dzieciom przychodzić do Mnie, gdyż do takich jak one należy królestwo Boże.
15 ୧୫ ମୁଇ ତମ୍କେ ସତ୍ କାତା କଇଲିନି, କେ ମିସା ଗଟେକ୍ ସାନ୍ ପିଲାର୍ ପାରା ନ ଅଇ, ପର୍ମେସରର୍ ରାଇଜ୍ ନ ନାମତ୍, ସେମନ୍ କେବେ ମିସା ତାର୍ ରାଇଜେ କେଟି ନାପାରତ୍ ।”
Zapewniam was: Jeśli ktoś nie przyjdzie do Boga tak, jak dziecko przychodzi do ojca, nie będzie miał wstępu do Jego królestwa.
16 ୧୬ ତାର୍ପଚେ ଜିସୁ ସାନ୍ ସାନ୍ ପିଲାଟକିମନ୍କେ ଉଁଚାରି ତାକର୍ ମୁଣ୍ଡେ ଚିଇକରି ଆସିର୍ବାଦ୍ କଲା ।
I przytulał dzieci, i kładł na nie ręce, błogosławiąc je.
17 ୧୭ ଜିସୁ ଆରି ତାର୍ ସିସ୍ମନ୍ ତେଇଅନି ବାରଇ ଜିବାବେଲେ ବାଟେ ଗଟେକ୍ ଲକ୍ ପାଲାଇ ଆସି ତାର୍ ଲଗେ କେଟ୍ଲା ଆରି ତାର୍ ମୁଆଟେ ମାଣ୍ଡିକୁଟା ଦେଇ ପାଚାର୍ଲା, “ଏ ନିମାନ୍ ଗୁରୁ, ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ?” (aiōnios )
W trakcie przygotowań do dalszej drogi przybiegł do Jezusa jakiś młody człowiek. Ukląkł przed Nim i zapytał: —Dobry nauczycielu, co mam czynić, aby osiągnąć życie wieczne? (aiōnios )
18 ୧୮ ଜିସୁ ତାକେ କଇଲା, “ତୁଇ ମକେ କାଇକେ ନିମାନ୍ ଲକ୍ ବଲି କଇଲୁସ୍ନି? କାଇକେବଇଲେ ପର୍ମେସର୍କେ ଚାଡିକରି ଆରି ବିନ୍ଟା କେ ମିସା ନିମାନ୍ ଲକ୍ ନାଇ ।
—Dlaczego nazywasz Mnie „dobrym”?—zapytał Jezus. —Naprawdę dobry jest tylko Bóg.
19 ୧୯ ଆରି ତୁଇ ନିଅମ୍ତା ଜାନିଆଚୁସ୍, ମାର୍ବାର୍ ନାଇ, ପାଦ୍ରାପାଦ୍ରି କାମ୍ କର୍ବାର୍ ନାଇ, ଚର୍ କାମ୍ କର୍ବାର୍ ନାଇ, ମିଚ୍ ସାକି ଦେବାର୍ ନାଇ, ଆୟା ବାବାକେ ସନ୍ମାନ୍ ଦିଆସ୍ ।” ବଲି କଇଲା ।
Jeśli zaś chodzi o twoje pytanie, to znasz chyba przykazania: „Nie zabijaj, bądź wierny w małżeństwie, nie kradnij, nie składaj fałszywych zeznań, szanuj rodziców!”?
20 ୨୦ ସେ ଲକ୍ ଜିସୁକେ କଇଲା, “ଏ ଗୁରୁ, ମୁଇତା ଏସବୁ ଆଦେସ୍ ସାନ୍ ବେଲେ ଅନି ମାନ୍ଲିନି ।”
—Nauczycielu! Nigdy nie przekroczyłem żadnego z nich—odpowiedział.
21 ୨୧ ଜିସୁ ତାକେ ନିକକରି ଦେକ୍ଲା ଆରି ତାକେ ଆଲାଦ୍ କରି କଇଲା, “ତୁଇ ଏବେ ମିସା ଗଟେକ୍ ବିସଇତେଇ ଉନା ଆଚୁସ୍ । ତୁଇ ଜାଇ ତର୍ ଦନ୍ସଁପତି ବିକି, ସେ ଡାବୁ ଗରିବ୍ ଲକ୍ମନ୍କେ ବାଟାକରି ଦେସ୍, ତୁଇ ସର୍ଗେ ଦନ୍ ପାଇସୁ । ଏନ୍ତିକରି ମର୍ ପଚେ ପଚେ ଆଉ ।” ବଲିକରି କଇଲା ।
Jezus spojrzał na niego z głęboką miłością i rzekł: —Zatem jedno pozostało ci do zrobienia: Idź i sprzedaj swój majątek, a pieniądze rozdaj biednym. To zapewni ci skarb w niebie. Potem wróć i chodź ze Mną.
22 ୨୨ ଜିସୁ କଇଲା ଏ କାତା ସୁନିକରି ସେ ଲକ୍ ମୁ ସୁକାଇ କରି, ଗରେ ଉଟିଗାଲା । କାଇକେବଇଲେ ସେଲକ୍ ବେସି ସାଉକାର୍ ରଇଲା ।
Na te słowa młody człowiek spochmurniał i odszedł zasmucony; był bowiem bardzo bogaty.
23 ୨୩ ଜିସୁ ଚାରିବେଡ୍ତି ଦେକିକରି ସିସ୍ମନ୍କେ କଇଲା, “ସାଉକାର୍ ଲକ୍ମନ୍ ପର୍ମେସରର୍ ରାଇଜେ ଜିବାଟା ବେସି କସ୍ଟ ଆଚେ ।”
Jezus odprowadził go wzrokiem i powiedział do uczniów: —Oto jak trudno jest bogatym wejść do królestwa Bożego.
24 ୨୪ ଜିସୁର୍ କାତା ସୁନିକରି ସିସ୍ମନ୍ କାବା ଅଇଗାଲାଇ । ମାତର୍ ଜିସୁ ସେମନ୍କେ ଆରିତରେକ୍ କଇଲା, “ଏ ମର୍ ପିଲାମନ୍ ପର୍ମେସରର୍ ରାଇଜେ ଜିବାଟା ଲକ୍ମନ୍କେ କେଡେକ୍ କସ୍ଟ!
A ponieważ zdumiało to uczniów, dodał: —Nie sposób wejść do Bożego królestwa, jeśli pokłada się nadzieję w bogactwie.
25 ୨୫ ଜେନ୍ତି ଗଟେକ୍ ବଡ୍ ଜଁତ୍ ସୁଜି ବାଟେ ଚିଙ୍ଗ୍ଲି ଜିବାକେ କସ୍ଟ, ସାଉକାର୍ ଲକ୍ ପର୍ମେସରର୍ ରାଇଜେ କେଟ୍ବାଟା ତାର୍ତେଇଅନି ଅଦିକ୍ କସ୍ଟ ।”
Łatwiej wielbłądowi przejść przez ucho od igły, niż bogatemu człowiekowi wejść do królestwa Bożego.
26 ୨୬ ସିସ୍ମନ୍ ଆରିତରେକ୍ ବେସି କାବା ଅଇଗାଲାଇ ଆରି ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ, “ଏନ୍ତି ବଇଲେ କେ ତେବେ ରକିଆ ପାଇସି?”
Słowa te poważnie zastanowiły uczniów: —Kto więc może być zbawiony?—pytali.
27 ୨୭ ଜିସୁ ସେମନ୍କେ ଦେକିକରି କଇଲା, “ଏ ବିସଇ ଲକ୍ମନର୍ ଟାନେ ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।”
Jezus spojrzał na nich i rzekł: —To przekracza ludzkie możliwości, ale dla Boga wszystko jest możliwe.
28 ୨୮ ପିତର୍ ଜିସୁକେ କଇଲା, “ଦେକା ଆମେ ଆମର୍ ସବୁ ଚାଡିଦେଇ ତମର୍ ସଙ୍ଗ୍ ଆଇଲୁଆଚୁ ।”
—My zostawiliśmy wszystko i poszliśmy za Tobą—odezwał się Piotr.
29 ୨୯ ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ଜେ ମର୍ ସଙ୍ଗ୍ ଆଇବାକେ ଆରି ପର୍ମେସରର୍ ନିମାନ୍ କାତା ଜାନାଇବାକେ ଗର୍ ଦୁଆର୍, ବାଇ ବଇନି, ମା ବାବା, ପିଲାଟକି ଆରି ଜମିବାଡି ଚାଡିକରି ଆଚେ,
—Zapewniam was—odpowiedział Jezus—że każdy, kto z miłości do Mnie i w celu głoszenia dobrej nowiny opuścił dom, braci, siostry, matkę, ojca, dzieci albo posiadłości,
30 ୩୦ ସେ ସତ୍ସେ, ନିଜର୍ ଚାଡିରଇଲା ସବୁ ବିସଇତେଇଅନି ସଏ ବାଗ୍ ଅଦିକ୍ ଏ ଜୁଗେ ପାଇସି । ଗର୍ ଦୁଆର୍, ବାଇ ବଇନି, ମାଆ ବାବା, ପିଲାଟକି ଆରି ଜମିବାଡି ଏ ସବୁ ଦିନ୍ସୁ ଅଦିକ୍ ପାଇସି ଆରି ତାର୍ ସଙ୍ଗ୍ ଗେଞ୍ଜ୍ନା ମିସା ପାଇସି । ମାତର୍ ଆଇବା ଜୁଗେ ପର୍ମେସରର୍ ରାଇଜେ, ସେ ନ ସାର୍ବା ଜିବନ୍ ପାଇସି । (aiōn , aiōnios )
otrzyma w zamian sto razy więcej domów, braci, sióstr, matek, dzieci oraz posiadłości, ale spotkają go też prześladowania! Oprócz tego, co otrzyma tu, na ziemi, czeka go życie wieczne w przyszłym świecie. (aiōn , aiōnios )
31 ୩୧ ମାତର୍ ଜନ୍ ଲକ୍ମନ୍ ଆଗ୍ତୁ ଅଇତେରଇବାଇ, ସେମନ୍ ପଚେ ରଇବାଇ । ଆରି କେ କେ ପଚେ ରଇବାଇ, ସେମନ୍ ଆଗ୍ତୁ ରଇବାଇ ।”
Wtedy wielu ludzi, obecnie uznawanych za wielkich, przestanie się liczyć, a inni, teraz uznawani za najmniejszych, będą wielkimi.
32 ୩୨ ସେମନ୍ ଜିରୁସାଲମେ ଗାଲାବେଲେ, ଜିସୁ ସେମନର୍ ଆଗ୍ତୁ ଆଗ୍ତୁ ଜାଇତେ ରଇଲା । ସେବେଲା ସିସ୍ମନ୍ କାବାଅଇଜାଇତେ ରଇଲାଇ । ଆରି ଜିସୁର୍ ପଚେ ପଚେ ଜିବା ଲକ୍ମନ୍ ସବୁ ସେ ଜିରୁସାଲେମେ ଗାଲାନି ବଲି ଡରିଜାଇତେ ରଇଲାଇ । ଜିସୁ ତାର୍ ବାର୍ଟା ସିସ୍ମନ୍କେ ବିନେ ଡାକିନେଇକରି ନିଜ୍କେ କାଇକାଇଟା ଅଇସି, ସେ ବିସଇ କଇବାର୍ ଦାର୍ଲା ।
Podążali teraz w kierunku Jerozolimy. Jezus szedł przodem, a za Nim uczniowie, pełni lęku i trwogi. Wtedy wziął Dwunastu na bok i jeszcze raz powiedział im o wszystkim, co Go czeka:
33 ୩୩ ଜିସୁ ତାର୍ ସିସ୍ମନ୍କେ କଇଲା, “ସୁନା ଆମେ ଜିରୁସାଲମେ ଗାଲୁନି । ତେଇ ପର୍ମେସରର୍ଟାନେଅନି ଆସିରଇବା ନର୍ପିଲା, ମକେ ବିସ୍ବାସେ ବିସ୍ ଦେଲାପାରା କରି ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଇ ଦେବା ଲକ୍ମନ୍କେ ସର୍ପି ଦେବାଇ । ସେମନ୍ ମକେ କିଜାଇକରି ବିଚାର୍ କରି ‘ଆକେ ମରାଇବାର୍ ଆଚେ ।’ ବଲି ରମିୟ ଲକ୍ମନ୍କେ ସର୍ପି ଦେବାଇ ।
—Gdy znajdziemy się w Jerozolimie—mówił—Ja, Syn Człowieczy, zostanę schwytany i postawiony przed najwyższymi kapłanami i przywódcami religijnymi, którzy skażą Mnie na śmierć i wydadzą w ręce Rzymian, aby Mnie zabili.
34 ୩୪ ସେମନ୍ ମକେ ଟାପ୍ରା କର୍ବାଇ, ମର୍ ଉପ୍ରେ ତୁକ୍ବାଇ । ମକେ କର୍ଡା ସଙ୍ଗ୍ ମାର୍ବାଇ, ଆରି ସାରାସାରି ମରାଇବାଇ । ମାତର୍ ମରିକରି ତିନ୍ଦିନ୍ ଗାଲାପଚେ, ମୁଇ ଆରି ତରେକ୍ ମଲାଟାନେଅନି ଉଟ୍ବି ।”
Będą śmiać się ze Mnie i pluć na Mnie; ubiczują Mnie i w końcu zabiją. Lecz po trzech dniach powrócę do życia.
35 ୩୫ ଜେବଦି ନାଉଁର୍ ଗଟେକ୍ ଲକର୍ ପିଲାମନ୍ ଜାକୁବ୍ ଆରି ଜଅନ୍ ଜିସୁର୍ତେଇ ଆସି ତାକେ କଇଲାଇ, “ଏ ଗୁରୁ, ଆମେ ତର୍ତେଇ ଜାଇଟା ମାଙ୍ଗ୍ବୁ, ତୁଇ ସେଟା କର୍ ବଲି ଆମେ ମନ୍ କଲୁନି ।”
Potem podeszli do Niego Jakub i Jan, synowie Zebedeusza, i rzekli: —Nauczycielu! Mamy do Ciebie prośbę.
36 ୩୬ ଜିସୁ ପାଚାର୍ଲା, “ମୁଇ ତମର୍ ପାଇ କାଇଟା କର୍ବି ବଲି ମନ୍ କଲାସ୍ନି?”
—Jaką?—zapytał.
37 ୩୭ ସେମନ୍ ଜିସୁକେ କଇଲାଇ, “ତୁଇ ତର୍ ଡାକ୍ପୁଟା ପାଇବା ବସ୍ବା ଜାଗାଇ ବସ୍ଲା ବେଲେ ଆମର୍ ଦୁଇଲକର୍ ବିତ୍ରେ ଅନି ଗଟେକ୍ ଲକ୍କେ ତର୍ ଉଜା ବାଟେ ଆରି ଗଟେକ୍ ଲକ୍କେ ଡେବ୍ରି ବାଟେ ବସାଅ ବଲି ମନ୍ କଲୁନି ।”
—Chcielibyśmy zasiadać w Twoim królestwie tuż obok Ciebie—po prawej i lewej stronie.
38 ୩୮ ଜିସୁ ସେମନ୍କେ କଇଲା, “ତମେ କାଇ ବିସଇ ମାଙ୍ଗ୍ଲାସ୍ନି ସେ ବିସଇ ନାଜାନାସ୍ । ମକେ ଜନ୍ ମୁତାଇ ଦୁକ୍କସ୍ଟ ପାଇବାକେ ଆଚେ, ସେ ମୁତାର୍ ଦୁକ୍କସ୍ଟ ପାଇପାରାସ୍ କି? ଆରି ମୁଇ ଜନ୍ ଡୁବନ୍ ନେବାର୍ ଆଚେ, ସେ ଡୁବନ୍ ନେଇ ପାରାସ୍ କି?”
—Nie wiecie, o co prosicie!—odrzekł im Jezus. —Czy jesteście gotowi wypić mój „kielich cierpienia”? Albo przejść chrzest, jaki jest dla Mnie przeznaczony?
39 ୩୯ ସେମନ୍ ଜିସୁକେ କଇଲାଇ, “ଉଁ ଆମେ ପାର୍ବୁ ।” ଜିସୁ ସେମନ୍କେ କଇଲା, “ଏଟା ସତ୍ସେ । ମୁଇ ଜନ୍ ମୁତାର୍ ଦୁକ୍କସ୍ଟ ପାଇବି ଆରି ଜନ୍ ଡୁବନ୍ ନେବି ତମେମିସା ସେ ମୁତାର୍ ଦୁକ୍ କସ୍ଟ ଆରି ଡୁବନ୍ ପାଇସା ।
—Tak—opowiedzieli bracia. —Rzeczywiście, wypijecie ten „kielich” i przejdziecie ten chrzest—kontynuował Jezus—
40 ୪୦ ମାତର୍ ମର୍ ଉଜାବାଟେ କି ଡେବ୍ରିବାଟେ ବସ୍ବାକେ ଦେବାର୍, ମର୍ ଅଦିକାର୍ ନାଇ, ମାତର୍ ମର୍ ବାବା ବାଚ୍ସି ।”
ale nie mam prawa posadzić was na tronie obok siebie. Te miejsca są już rozdzielone.
41 ୪୧ ଜାକୁବ୍ ଆରି ଜଅନ୍ କଇଲା କାତା ବିନ୍ ସିସ୍ମନ୍ ଜେଡେବେଲ୍ ସୁନ୍ଲାଇ, ଜାକୁବ୍ ଆରି ଜଅନ୍କେ ବେସି ରିସା ଅଇଗାଲାଇ ।
Gdy pozostałych dziesięciu uczniów dowiedziało się o tej prośbie, oburzyli się na Jakuba i Jana.
42 ୪୨ ମାତର୍ ଜିସୁ ତାର୍ ସିସ୍ମନ୍କେ ଗଟେକ୍ଟାନେ ଡାକି କରି ସେମନ୍କେ କଇଲା, “ଏ ଦୁନିଆର୍ ରାଜାମନ୍ ଆରି ନେତାମନ୍ ଲକ୍ମନ୍କେ ନିଜର୍ ଅଦିକାରେ ରକ୍ବାକେ ମନ୍ କର୍ବାଇ । ଆରି ସର୍କାର୍ ମିସା ତାକର୍ ତଲେ ରଇଲା ଲକ୍ମନ୍କେ ନିଜର୍ ଅଦିକାରେ ରକି ରଇବାକେ ମନ୍ କର୍ବାଇ । ଏ ବିସଇ ତମେ ଜାନିଆଚାସ୍ ।
Wtedy Jezus zawołał wszystkich do siebie i powiedział: —Jak wiecie, wielcy tego świata nadużywają swojej władzy nad ludźmi.
43 ୪୩ ମାତର୍ ତମର୍ ବିତ୍ରେ ଏନ୍ତି ନ ରଇକରି ବିନ୍ବାବେ ରଇବାର୍ ଆଚେ । ତମର୍ ବିତ୍ରେଅନି କେ ବଡ୍ ଲକ୍ ପାରା ଦେକାଇଅଇବାକେ ମନ୍ କଲାନି ବଇଲେ, ସେ ତମର୍ ସବୁ ଲକର୍ ଗଟେକ୍ ଗତିଦାଙ୍ଗ୍ଡା ପାରା ରଅ ।
Lecz wśród was powinno być inaczej. Jeśli ktoś z was chce być wielki, powinien stać się sługą.
44 ୪୪ ଜଦି କେ ତମର୍ ବିତ୍ରେ ଅନି ପର୍ମେସରର୍ ମୁଆଟେ ମୁକିଅ ଲକ୍ ଅଇବାକେ ମନ୍ କଲାନି ବଇଲେ, ସେ ଗଟେକ୍ ଗେନ୍ଲା ଗତିଦାଙ୍ଗ୍ଡା ପାରା ସେବା କର ।
A kto chce być największy ze wszystkich, musi stać się niewolnikiem wszystkich.
45 ୪୫ କାଇକେ ବଇଲେ ପର୍ମେସର୍ଟାନେଅନି ଆସିରଇବା ନର୍ପିଲା ମୁଇ, ବିନ୍ ଲକ୍ମନର୍ଟାନେଅନି ମକେ ସେବା ମିଲ ବଲି ଆସି ନାଇ, ମାତର୍ ସେବା କର୍ବାକେ ଆସି ଆଚି । ଆରି ମୁଇ ଜିବନ୍ ଦେବାର୍ ଲାଗି, ବେସି ଲକ୍ ଦସି ବଲି ଏଜାଇ ନ ଅଇ, ପାପେଅନି ରକିଆ ପାଇବାଇ ।”
Przecież nawet Ja, Syn Człowieczy, nie przyszedłem po to, żeby Mi służono, lecz aby służyć innym i złożyć własne życie jako okup za wielu ludzi.
46 ୪୬ ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ ଜିରିଅ ନାଉଁର୍ ଗଡେ କେଟ୍ଲାଇ । ସେ ଗଡ୍ ଚାଡିକରି ଗାଲାବେଲେ, ତିମାୟ ନାଉଁର୍ ଲକର୍ ପିଲା ବାର୍ତିମୟ ବଲି ଗଟେକ୍ କାଣା ଲକ୍ ବାଟ୍ପାଲି ବସି ବିକ୍ ମାଙ୍ଗ୍ତେରଇଲା ।
Rozmawiając, dotarli do Jerycha. Gdy wychodzili z miasta, ciągnął już za nimi wielki tłum. A pewien niewidomy żebrak, Bartymeusz (to znaczy: syn Tymeusza) siedział tam przy drodze.
47 ୪୭ ନାଜରିତର୍ ଜିସୁ ଏବାଟେ ଆଇଲାନି ବଲି ସୁନି, ସେ ବେସି ଆଉଲି ଅଇକରି କଇଲା, “ଏ ଦାଉଦର୍ ପଅ ଜିସୁ, ମକେ ଦୟାକରା!”
Usłyszał, że Jezus z Nazaretu znajduje się w pobliżu, i zaczął wołać: —Jezusie, potomku króla Dawida, zmiłuj się nade mną!
48 ୪୮ ବେସି ଲକ୍ମନ୍ ତାକେ ଚିମ୍ରାଇଅଇ ରଇବାକେ କଇଲାଇ, ମାତର୍ ସେ କାଣାଲକ୍ ଅଦିକ୍ ଅଦିକ୍ ଆଉଲିଅଇକରି କଇଲା, “ଏ ଦାଉଦର୍ ପଅ! ମକେ ଦୟା କରା ।”
—Cicho bądź!—krzyczeli na niego ludzie. On jednak tym głośniej wołał: —Potomku Dawida, zmiłuj się nade mną!
49 ୪୯ ଜିସୁ ତେବିକରି କଇଲା, “ତାକେ ମର୍ ଲଗେ ଆଇବାକେ କୁଆ ।” ଲକ୍ମନ୍ କାଣାକେ ଡାକିକରି କଇଲାଇ, “ସାଆସ୍ ଦାରିକରି ଉଟ୍, ଜିସୁ ତକେ ଡାକ୍ଲାନି ।”
Jezus zatrzymał się i rzekł: —Zawołajcie go tutaj! Poszli więc po niego i powiedzieli: —Masz szczęście, człowieku! Chodź, On cię woła!
50 ୫୦ କାଣା ଲକ୍ ତାର୍ ଚାଦର୍ ତେଇ ପିଙ୍ଗିଦେଇକରି ଚିକାଲ୍ନା ଡେଗଇ ଉଟ୍ଲା ଆରି ଜିସୁର୍ ଲଗେ ଗାଲା ।
Bartymeusz zrzucił płaszcz, zerwał się na nogi i ruszył do Jezusa.
51 ୫୧ ଜିସୁ ତାକେ ପାଚାର୍ଲା “ମୁଇ ତର୍ପାଇ କାଇଟା କର୍ବି ବଲି ତୁଇ ମନ୍ କଲୁସ୍ନି?” ସେ କଇଲା, “ଏ ଗୁରୁ, ମୁଇ ଜେନ୍ତିକି ଦେକି ପାର୍ବି ସେଟା ମନ୍ କଲିନି ।”
—Co mogę dla ciebie zrobić?—zapytał Jezus. —Nauczycielu!—prosił niewidomy. —Chciałbym widzieć!
52 ୫୨ ଜିସୁ ତାକେ କଇଲା, “ଜା, ତୁଇ ନିମାନ୍ ଅଇଜାଇ ଆଚୁସ୍ । କାଇକେବଇଲେ ତୁଇ ମକେ ବିସ୍ବାସ୍ କରି ଆଁକି ଦେକି ପାର୍ଲୁସ୍ନି ।” ସେଦାପ୍ରେସେ କାଣା ଆଁକି ଦେକି ବାଟେ ବାଟେ ଜିସୁର୍ ପଚେ ଜିବାର୍ ଦାର୍ଲା ।
—Dobrze, niech się tak stanie!—powiedział Jezus. —Twoja wiara cię uzdrowiła. I natychmiast niewidomy odzyskał wzrok i poszedł z Nim.