< ମାର୍‌କ 10 >

1 ତାର୍‌ପଚେ ଜିସୁ ସେ ଜାଗା ଚାଡିକରି ଜିଉଦା ରାଇଜର୍‌ ସନ୍ଦି ଆରି ଜର୍‌ଦନର୍‌ ଆରି ଗଟେକ୍‌ ବାଟେ ଆଇଲା । ଆରି ସବୁ ବେଲାର୍‌ ପାରା ଲକ୍‌ମନ୍‌ ତାର୍‌ ଲଗେ ରୁଣ୍ଡ୍‌ଲାଇ । ଆରି ଜିସୁ ସେମନ୍‌କେ ପର୍‌ମେସରର୍‌ କାତା ସିକାଇଦେଲା ।
Og han bryder op derfra og kommer til Judæas Egne og Landet hinsides Jordan, og atter samler der sig Skarer om ham; og han lærte dem atter, som han plejede.
2 କେତେଟା ପାରୁସିମନ୍‌ ଜିସୁରୁ ଲଗେ ଆସିକରି ତାକେ ବୁଲ୍‌ ଦାର୍‌ବାକେ ଏନ୍ତାରି ପର୍‌ସନ୍‌ ପାଚାର୍‌ଲାଇ । “ଗଟେକ୍‌ ମୁନୁସ୍‌ ତାର୍‌ ମାଇଜିକେ ଚାଡିଦେବାଟା ଆମର୍‌ ନିୟମେ ଆଚେ କି?”
Og Farisæerne kom hen og spurgte ham for at friste ham: „Er det en Mand tilladt at skille sig fra sin Hustru?‟
3 ଜିସୁ ସେମନ୍‌କେ କଇଲା, “ମସା ତମ୍‌କେ କାଇ ଆଦେସ୍‌ ଦେଲା ଆଚେ?”
Men han svarede og sagde til dem: „Hvad har Moses budt eder?‟
4 ସେମନ୍‌ କଇଲାଇ, “ଗଟେକ୍‌ ମୁନୁସ୍‌ ତାର୍‌ ମାଇଜିକେ ଚାଡିଦେବାର୍‌ ରାଜିନାମା ପତର୍‌ ଲେକି ତାକେ ଦେଲାପଚେ ତାକେ ପାଟାଇଦେଇ ଅଇସି ବଲି ମସା କଇଲା ଆଚେ ।”
Men de sagde: „Moses tilstedte at skrive et Skilsmissebrev og skille sig fra hende.‟
5 ଜିସୁ ସେମନ୍‌କେ କଇଲା, “ମସା କାଇକେ ଏନ୍ତି ଲେକିରଇଲା ବଇଲେ, ତମର୍‌ ମନ୍‌ବିତ୍‌ରର୍‌ ବୁଜ୍‌ବା ବପୁ ଡାଟ୍‌ ରଇଲାଟା ଦେକିକରି ସେ, ଏ ଆଦେସ୍‌ ଲେକିଦେଲା ଆଚେ ।
Og Jesus sagde til dem: „For eders Hjerters Haardheds Skyld skrev han eder dette Bud.
6 ଜେନ୍ତି ସାସ୍‌ତର୍‌ କଇଲାନି, ପର୍‌ମେସର୍‌ ଜେଡେବେଲେ ଏ ଦୁନିଆ ତିଆର୍‌କଲା, ସେବେଲେ ସେ ମାଇଜିମୁନୁସ୍‌ କରି ତିଆର୍‌କଲା ଆଚେ ।
Men fra Skabningens Begyndelse skabte Gud dem som Mand og Kvinde.
7 ସେଟାର୍‌ପାଇ ଗଟେକ୍‌ ମୁନୁସ୍‌ ତାର୍‌ ବାବା ମାକେ ଚାଡିକରି ତାର୍‌ ମାଇଜି ସଙ୍ଗ୍‌ ମିସ୍‌ସି ।
Derfor skal en Mand forlade sin Fader og Moder, [og holde fast ved sin Hustru; ]
8 ସେ ଦୁଇଲକ୍‌ ଗଟେକ୍‌ ଅଇବାଇ, ଆରି ସେମନ୍‌ ଦୁଇଲକ୍‌ ଇସାବେ ନ ରଅତ୍‌, ମାତର୍‌ ଗଟେକ୍‌ ଲକ୍‌ ଇସାବେ ରଇବାଇ ।
og de to skulle blive til eet Kød. Saaledes ere de ikke længer to, men eet Kød.
9 ସେଟାର୍‌ପାଇ ପର୍‌ମେସର୍‌ ଜନ୍‌ ଦୁଇଲକ୍‌କେ ମିସାଇଆଚେ, କେ ମିସା ସେମନ୍‌କେ ବିନେ ନ ବେଗ୍‌ଲାଅତ୍‌ ।”
Derfor, hvad Gud har sammenføjet, maa et Menneske ikke adskille.‟
10 ୧୦ ଜିସୁ ଆରି ତାର୍‌ ସିସ୍‌ମନ୍‌ ଗରେ ବାଉଡିଗାଲା ପଚେ, ସିସ୍‌ମନ୍‌ ଆରିତରେକ୍‌ ଏ ବିସଇ ତାକେ ପାଚାର୍‌ଲାଇ ।
Og i Huset spurgte Disciplene ham atter om dette.
11 ୧୧ ଜିସୁ ସେମନ୍‌କେ କଇଲା, “ଗଟେକ୍‌ ମନସ୍‌ ତାର୍‌ ମାଇଜିକେ ଚାଡ୍‌ପତର୍‌ ଦେଇ ବିନ୍‌ ମାଇଜିକେ ବିବା ଅଇସି ବଇଲେ, ସେ ମନସ୍‌ ପର୍‌ତୁମ୍‌ ମାଇଜିର୍‌ ବିରୁଦେ ପାଦ୍‌ରା କାମ୍‌ କଲାନି ।
Og han siger til dem: „Den, som skiller sig fra sin Hustru og tager en anden til Ægte, han bedriver Hor imod hende.
12 ୧୨ ଆରି ସେନ୍ତି ସେ ଜନ୍‌ ମାଇଜିଟକି ତାର୍‌ ମୁନୁସ୍‌କେ ଚାଡ୍‌ ପତର୍‌ ଦେଇ, ବିନ୍‌ ମୁନୁସ୍‌କେ ବିବା ଅଇସି ବଇଲେ ସେ ମିସା ପର୍‌ତୁମ୍‌ ମନସ୍‌ ବିରୁଦେ ପାଦ୍‌ରି କାମ୍‌ କଲାନି ।” ବଲିକରି କଇଲା ।
Og dersom hun efter at have skilt sig fra sin Mand ægter en anden, bedriver hun Hor.‟
13 ୧୩ ଗଟେକ୍‌ ଦିନ୍‌ କେତେକ୍‌ ଲକ୍‌ମନ୍‌ ତାକର୍‌ ପିଲାଟକିମନ୍‌କେ ଜିସୁ ଆତ୍‌ ସଙ୍ଗଇ ଆସିର୍‌ବାଦ୍‌ କର ବଲି ତାର୍‌ଲଗେ ଆନ୍‌ଲାଇ । ମାତର୍‌ ତାର୍‌ ସିସ୍‌ମନ୍‌ ଲକ୍‌ମନ୍‌କେ, ଦମ୍‌କାଲାଇ ।
Og de bare smaa Børn til ham, for at han skulde røre ved dem; men Disciplene truede dem, som bare dem frem.
14 ୧୪ ଜିସୁ ଏଟା ଦେକି ବେସି ରିସାଅଇ ସିସ୍‌ମନ୍‌କେ କଇଲା, “ସାନ୍‌ ପିଲାମନ୍‌କେ ମର୍‌ ଲଗେ ଆଇବାକେ ବାଟ୍‌ ଦିଆସ୍‌, ସେମନ୍‌କେ ମନା କରାନାଇ । କାଇକେବଇଲେ ପର୍‌ମେସରର୍‌ ରାଇଜ୍‌ ଏନ୍ତି ପିଲାଟକିମନର୍‌ ପାରା ରଇବା ଲକ୍‌ମନର୍‌ ପାଇସେ ।
Men da Jesus saa det, blev han vred og sagde til dem: „Lader de smaa Børn komme til mig; formener dem det ikke, thi Guds Rige hører saadanne til.
15 ୧୫ ମୁଇ ତମ୍‌କେ ସତ୍‌ କାତା କଇଲିନି, କେ ମିସା ଗଟେକ୍‌ ସାନ୍‌ ପିଲାର୍‌ ପାରା ନ ଅଇ, ପର୍‌ମେସରର୍‌ ରାଇଜ୍‌ ନ ନାମତ୍‌, ସେମନ୍‌ କେବେ ମିସା ତାର୍‍ ରାଇଜେ କେଟି ନାପାରତ୍‌ ।”
Sandelig, siger jeg eder, den, som ikke modtager Guds Rige ligesom et lille Barn, han skal ingenlunde komme ind i det.‟
16 ୧୬ ତାର୍‌ପଚେ ଜିସୁ ସାନ୍‌ ସାନ୍‌ ପିଲାଟକିମନ୍‌କେ ଉଁଚାରି ତାକର୍‌ ମୁଣ୍ଡେ ଚିଇକରି ଆସିର୍‌ବାଦ୍‌ କଲା ।
Og han tog dem i Favn og lagde Hænderne paa dem og velsignede dem.
17 ୧୭ ଜିସୁ ଆରି ତାର୍‌ ସିସ୍‌ମନ୍‌ ତେଇଅନି ବାରଇ ଜିବାବେଲେ ବାଟେ ଗଟେକ୍‌ ଲକ୍‌ ପାଲାଇ ଆସି ତାର୍‌ ଲଗେ କେଟ୍‌ଲା ଆରି ତାର୍‌ ମୁଆଟେ ମାଣ୍ଡିକୁଟା ଦେଇ ପାଚାର୍‌ଲା, “ଏ ନିମାନ୍‌ ଗୁରୁ, ନ ସାର୍‌ବା ଜିବନ୍‌ ମିଲାଇବାକେ ଆଲେ ମୁଇ କାଇଟା କର୍‌ବାର୍‌ ଆଚେ?” (aiōnios g166)
Og da han gik ud paa Vejen, løb en hen og faldt paa Knæ for ham og spurgte ham: „Gode Mester! hvad skal jeg gøre, for at jeg kan arve et evigt Liv?‟ (aiōnios g166)
18 ୧୮ ଜିସୁ ତାକେ କଇଲା, “ତୁଇ ମକେ କାଇକେ ନିମାନ୍‌ ଲକ୍‌ ବଲି କଇଲୁସ୍‌ନି? କାଇକେବଇଲେ ପର୍‌ମେସର୍‌କେ ଚାଡିକରି ଆରି ବିନ୍‌ଟା କେ ମିସା ନିମାନ୍‌ ଲକ୍‌ ନାଇ ।
Men Jesus sagde til ham: „Hvorfor kalder du mig god? Ingen er god, uden een, nemlig Gud.
19 ୧୯ ଆରି ତୁଇ ନିଅମ୍‍ତା ଜାନିଆଚୁସ୍‌, ମାର୍‌ବାର୍‌ ନାଇ, ପାଦ୍‌ରାପାଦ୍‌ରି କାମ୍‌ କର୍‌ବାର୍‌ ନାଇ, ଚର୍‌ କାମ୍‌ କର୍‌ବାର୍‌ ନାଇ, ମିଚ୍‌ ସାକି ଦେବାର୍‌ ନାଇ, ଆୟା ବାବାକେ ସନ୍‌ମାନ୍‌ ଦିଆସ୍‌ ।” ବଲି କଇଲା ।
Du kender Budene: Du maa ikke bedrive Hor; du maa ikke slaa ihjel; du maa ikke stjæle; du maa ikke sige falsk Vidnesbyrd; du maa ikke besvige; ær din Fader og din Moder.‟
20 ୨୦ ସେ ଲକ୍‌ ଜିସୁକେ କଇଲା, “ଏ ଗୁରୁ, ମୁଇତା ଏସବୁ ଆଦେସ୍‌ ସାନ୍‌ ବେଲେ ଅନି ମାନ୍‌ଲିନି ।”
Men han sagde til ham: „Mester! det har jeg holdt alt sammen fra min Ungdom af.‟
21 ୨୧ ଜିସୁ ତାକେ ନିକକରି ଦେକ୍‌ଲା ଆରି ତାକେ ଆଲାଦ୍‌ କରି କଇଲା, “ତୁଇ ଏବେ ମିସା ଗଟେକ୍‌ ବିସଇତେଇ ଉନା ଆଚୁସ୍‌ । ତୁଇ ଜାଇ ତର୍‌ ଦନ୍‌ସଁପତି ବିକି, ସେ ଡାବୁ ଗରିବ୍‌ ଲକ୍‌ମନ୍‌କେ ବାଟାକରି ଦେସ୍‌, ତୁଇ ସର୍‌ଗେ ଦନ୍‌ ପାଇସୁ । ଏନ୍ତିକରି ମର୍‌ ପଚେ ପଚେ ଆଉ ।” ବଲିକରି କଇଲା ।
Men Jesus saa paa ham og fattede Kærlighed til ham og sagde til ham: „Een Ting fattes dig; gaa bort, sælg alt, hvad du har, og giv det til de fattige, saa skal du have en Skat i Himmelen; og kom saa og følg mig!‟
22 ୨୨ ଜିସୁ କଇଲା ଏ କାତା ସୁନିକରି ସେ ଲକ୍‌ ମୁ ସୁକାଇ କରି, ଗରେ ଉଟିଗାଲା । କାଇକେବଇଲେ ସେଲକ୍‌ ବେସି ସାଉକାର୍‌ ରଇଲା ।
Men han blev ilde til Mode over den Tale og gik bedrøvet bort; thi han havde meget Gods.
23 ୨୩ ଜିସୁ ଚାରିବେଡ୍‌ତି ଦେକିକରି ସିସ୍‌ମନ୍‌କେ କଇଲା, “ସାଉକାର୍‌ ଲକ୍‌ମନ୍‌ ପର୍‌ମେସରର୍‌ ରାଇଜେ ଜିବାଟା ବେସି କସ୍‌ଟ ଆଚେ ।”
Og Jesus saa sig omkring og siger til sine Disciple: „Hvor vanskeligt komme de, som have Rigdom, ind i Guds Rige!‟
24 ୨୪ ଜିସୁର୍‌ କାତା ସୁନିକରି ସିସ୍‌ମନ୍‌ କାବା ଅଇଗାଲାଇ । ମାତର୍‌ ଜିସୁ ସେମନ୍‌କେ ଆରିତରେକ୍‌ କଇଲା, “ଏ ମର୍‌ ପିଲାମନ୍‌ ପର୍‌ମେସରର୍‌ ରାଇଜେ ଜିବାଟା ଲକ୍‌ମନ୍‌କେ କେଡେକ୍‍ କସ୍‌ଟ!
Men Disciplene bleve forfærdede over hans Ord. Men Jesus tog atter til Orde og siger til dem: „Børn, hvor vanskeligt er det, at [de, som forlade sig paa Rigdom, kunne] komme ind i Guds Rige!
25 ୨୫ ଜେନ୍ତି ଗଟେକ୍‌ ବଡ୍‌ ଜଁତ୍‌ ସୁଜି ବାଟେ ଚିଙ୍ଗ୍‌ଲି ଜିବାକେ କସ୍‌ଟ, ସାଉକାର୍‌ ଲକ୍‌ ପର୍‌ମେସରର୍‌ ରାଇଜେ କେଟ୍‌ବାଟା ତାର୍‌ତେଇଅନି ଅଦିକ୍‌ କସ୍‌ଟ ।”
Det er lettere for en Kamel at gaa igennem et Naaleøje end for en rig at gaa ind i Guds Rige.‟
26 ୨୬ ସିସ୍‌ମନ୍‌ ଆରିତରେକ୍‌ ବେସି କାବା ଅଇଗାଲାଇ ଆରି ନିଜର୍‌ ନିଜର୍‌ ବିତ୍‌ରେ କାତା ଅଇଲାଇ, “ଏନ୍ତି ବଇଲେ କେ ତେବେ ରକିଆ ପାଇସି?”
Men de forfærdedes overmaade og sagde til hverandre: „Hvem kan da blive frelst?‟
27 ୨୭ ଜିସୁ ସେମନ୍‌କେ ଦେକିକରି କଇଲା, “ଏ ବିସଇ ଲକ୍‌ମନର୍‌ ଟାନେ ଅଇନାପାରେ, ମାତର୍‌ ପର୍‌ମେସରର୍‌ ଟାନେ ସବୁଟା ଅଇପାର୍‌ସି ।”
Jesus saa paa dem og siger: „For Mennesker er det umuligt, men ikke for Gud; thi alle Ting ere mulige for Gud.‟
28 ୨୮ ପିତର୍‌ ଜିସୁକେ କଇଲା, “ଦେକା ଆମେ ଆମର୍‌ ସବୁ ଚାଡିଦେଇ ତମର୍‌ ସଙ୍ଗ୍‍ ଆଇଲୁଆଚୁ ।”
Peter tog til Orde og sagde til ham: „Se, vi have forladt alle Ting og fulgt dig.‟
29 ୨୯ ଜିସୁ ସେମନ୍‌କେ କଇଲା, “ମୁଇ ତମ୍‌କେ ସତ୍‌ କାତା କଇଲିନି, ଜେ ମର୍‌ ସଙ୍ଗ୍‍ ଆଇବାକେ ଆରି ପର୍‌ମେସରର୍‌ ନିମାନ୍‌ କାତା ଜାନାଇବାକେ ଗର୍‌ ଦୁଆର୍‌, ବାଇ ବଇନି, ମା ବାବା, ପିଲାଟକି ଆରି ଜମିବାଡି ଚାଡିକରି ଆଚେ,
Jesus sagde: „Sandelig, siger jeg eder, der er ingen, som har forladt Hus eller Brødre eller Søstre eller Moder eller Fader eller Børn eller Marker for min og for Evangeliets Skyld,
30 ୩୦ ସେ ସତ୍‌ସେ, ନିଜର୍‌ ଚାଡିରଇଲା ସବୁ ବିସଇତେଇଅନି ସଏ ବାଗ୍‌ ଅଦିକ୍‌ ଏ ଜୁଗେ ପାଇସି । ଗର୍‌ ଦୁଆର୍‌, ବାଇ ବଇନି, ମାଆ ବାବା, ପିଲାଟକି ଆରି ଜମିବାଡି ଏ ସବୁ ଦିନ୍‌ସୁ ଅଦିକ୍‌ ପାଇସି ଆରି ତାର୍‌ ସଙ୍ଗ୍‍ ଗେଞ୍ଜ୍‌ନା ମିସା ପାଇସି । ମାତର୍‌ ଆଇବା ଜୁଗେ ପର୍‌ମେସରର୍‌ ରାଇଜେ, ସେ ନ ସାର୍‌ବା ଜିବନ୍‌ ପାଇସି । (aiōn g165, aiōnios g166)
uden at han jo skal faa hundrede Fold igen, nu i denne Tid Huse og Brødre og Søstre og Mødre og Børn og Marker tillige med Forfølgelser, og i den kommende Verden et evigt Liv. (aiōn g165, aiōnios g166)
31 ୩୧ ମାତର୍‌ ଜନ୍‍ ଲକ୍‌ମନ୍‌ ଆଗ୍‌ତୁ ଅଇତେରଇବାଇ, ସେମନ୍‌ ପଚେ ରଇବାଇ । ଆରି କେ କେ ପଚେ ରଇବାଇ, ସେମନ୍‌ ଆଗ୍‌ତୁ ରଇବାଇ ।”
Men mange af de første skulle blive de sidste, og af de sidste de første.‟
32 ୩୨ ସେମନ୍‌ ଜିରୁସାଲମେ ଗାଲାବେଲେ, ଜିସୁ ସେମନର୍‌ ଆଗ୍‌ତୁ ଆଗ୍‌ତୁ ଜାଇତେ ରଇଲା । ସେବେଲା ସିସ୍‌ମନ୍‌ କାବାଅଇଜାଇତେ ରଇଲାଇ । ଆରି ଜିସୁର୍‌ ପଚେ ପଚେ ଜିବା ଲକ୍‌ମନ୍‌ ସବୁ ସେ ଜିରୁସାଲେମେ ଗାଲାନି ବଲି ଡରିଜାଇତେ ରଇଲାଇ । ଜିସୁ ତାର୍‌ ବାର୍‌ଟା ସିସ୍‌ମନ୍‌କେ ବିନେ ଡାକିନେଇକରି ନିଜ୍‌କେ କାଇକାଇଟା ଅଇସି, ସେ ବିସଇ କଇବାର୍‌ ଦାର୍‌ଲା ।
Men de vare paa Vejen op til Jerusalem, og Jesus gik foran dem, og de vare forfærdede, og de, som fulgte med, vare bange. Og han tog atter de tolv til sig og begyndte at sige dem, hvad der skulde times ham:
33 ୩୩ ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ସୁନା ଆମେ ଜିରୁସାଲମେ ଗାଲୁନି । ତେଇ ପର୍‌ମେସରର୍‌ଟାନେଅନି ଆସିରଇବା ନର୍‌ପିଲା, ମକେ ବିସ୍‌ବାସେ ବିସ୍‌ ଦେଲାପାରା କରି ମୁକିଅ ପୁଜାରିମନ୍‍ ଆରି ନିୟମ୍‌ ସିକାଇ ଦେବା ଲକ୍‌ମନ୍‍କେ ସର୍‌ପି ଦେବାଇ । ସେମନ୍‌ ମକେ କିଜାଇକରି ବିଚାର୍‌ କରି ‘ଆକେ ମରାଇବାର୍‌ ଆଚେ ।’ ବଲି ରମିୟ ଲକ୍‍ମନ୍‍କେ ସର୍‌ପି ଦେବାଇ ।
„Se, vi drage op til Jerusalem, og Menneskesønnen skal overgives til Ypperstepræsterne og de skriftkloge, og de skulle dømme ham til Døden og overgive ham til Hedningerne;
34 ୩୪ ସେମନ୍‌ ମକେ ଟାପ୍‌ରା କର୍‌ବାଇ, ମର୍‌ ଉପ୍‌ରେ ତୁକ୍‌ବାଇ । ମକେ କର୍‌ଡା ସଙ୍ଗ୍‌ ମାର୍‌ବାଇ, ଆରି ସାରାସାରି ମରାଇବାଇ । ମାତର୍‌ ମରିକରି ତିନ୍‌ଦିନ୍‌ ଗାଲାପଚେ, ମୁଇ ଆରି ତରେକ୍‌ ମଲାଟାନେଅନି ଉଟ୍‌ବି ।”
og de skulle spotte ham og spytte paa ham og hudstryge ham og ihjelslaa ham, og tre Dage efter skal han opstaa.‟
35 ୩୫ ଜେବଦି ନାଉଁର୍‌ ଗଟେକ୍‌ ଲକର୍‌ ପିଲାମନ୍‌ ଜାକୁବ୍‌ ଆରି ଜଅନ୍‌ ଜିସୁର୍‌ତେଇ ଆସି ତାକେ କଇଲାଇ, “ଏ ଗୁରୁ, ଆମେ ତର୍‌ତେଇ ଜାଇଟା ମାଙ୍ଗ୍‌ବୁ, ତୁଇ ସେଟା କର୍‌ ବଲି ଆମେ ମନ୍‍ କଲୁନି ।”
Og Jakob og Johannes, Zebedæus's Sønner, gaa hen til ham og sige: „Mester! vi ønske, at du vil gøre for os det, vi ville bede dig om.‟
36 ୩୬ ଜିସୁ ପାଚାର୍‌ଲା, “ମୁଇ ତମର୍‌ ପାଇ କାଇଟା କର୍‌ବି ବଲି ମନ୍‍ କଲାସ୍‌ନି?”
Og han sagde til dem: „Hvad ønske I, at jeg skal gøre for eder?‟
37 ୩୭ ସେମନ୍‌ ଜିସୁକେ କଇଲାଇ, “ତୁଇ ତର୍‌ ଡାକ୍‌ପୁଟା ପାଇବା ବସ୍‍ବା ଜାଗାଇ ବସ୍‌ଲା ବେଲେ ଆମର୍‌ ଦୁଇଲକର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌କେ ତର୍‌ ଉଜା ବାଟେ ଆରି ଗଟେକ୍‌ ଲକ୍‌କେ ଡେବ୍‌ରି ବାଟେ ବସାଅ ବଲି ମନ୍‍ କଲୁନି ।”
Men de sagde til ham: „Giv os, at vi maa sidde, den ene ved din højre Side og den anden ved din venstre Side i din Herlighed.‟
38 ୩୮ ଜିସୁ ସେମନ୍‌କେ କଇଲା, “ତମେ କାଇ ବିସଇ ମାଙ୍ଗ୍‌ଲାସ୍‌ନି ସେ ବିସଇ ନାଜାନାସ୍‌ । ମକେ ଜନ୍‌ ମୁତାଇ ଦୁକ୍‌କସ୍‌ଟ ପାଇବାକେ ଆଚେ, ସେ ମୁତାର୍‌ ଦୁକ୍‌କସ୍‌ଟ ପାଇପାରାସ୍‌ କି? ଆରି ମୁଇ ଜନ୍‌ ଡୁବନ୍‌ ନେବାର୍‌ ଆଚେ, ସେ ଡୁବନ୍‌ ନେଇ ପାରାସ୍‌ କି?”
Men Jesus sagde til dem: „I vide ikke, hvad I bede om. Kunne I drikke den Kalk, som jeg drikker, eller døbes med den Daab, som jeg døbes med?‟
39 ୩୯ ସେମନ୍‌ ଜିସୁକେ କଇଲାଇ, “ଉଁ ଆମେ ପାର୍‌ବୁ ।” ଜିସୁ ସେମନ୍‌କେ କଇଲା, “ଏଟା ସତ୍‌ସେ । ମୁଇ ଜନ୍‌ ମୁତାର୍‌ ଦୁକ୍‌କସ୍‌ଟ ପାଇବି ଆରି ଜନ୍‌ ଡୁବନ୍‌ ନେବି ତମେମିସା ସେ ମୁତାର୍‌ ଦୁକ୍‌ କସ୍‌ଟ ଆରି ଡୁବନ୍‌ ପାଇସା ।
Men de sagde til ham: „Det kunne vi.‟ Men Jesus sagde til dem: „Den Kalk, som jeg drikker, skulle I drikke, og den Daab, som jeg døbes med, skulle I døbes med;
40 ୪୦ ମାତର୍‌ ମର୍‌ ଉଜାବାଟେ କି ଡେବ୍‌ରିବାଟେ ବସ୍‌ବାକେ ଦେବାର୍‌, ମର୍‌ ଅଦିକାର୍‌ ନାଇ, ମାତର୍‌ ମର୍‌ ବାବା ବାଚ୍‌ସି ।”
men det at sidde ved min højre eller ved min venstre Side tilkommer det ikke mig at give; men det gives til dem, hvem det er beredt.‟
41 ୪୧ ଜାକୁବ୍‌ ଆରି ଜଅନ୍‌ କଇଲା କାତା ବିନ୍‌ ସିସ୍‌ମନ୍‌ ଜେଡେବେଲ୍‌ ସୁନ୍‌ଲାଇ, ଜାକୁବ୍‌ ଆରି ଜଅନ୍‌କେ ବେସି ରିସା ଅଇଗାଲାଇ ।
Og da de ti hørte det, begyndte de at blive vrede paa Jakob og Johannes.
42 ୪୨ ମାତର୍‌ ଜିସୁ ତାର୍‌ ସିସ୍‌ମନ୍‌କେ ଗଟେକ୍‌ଟାନେ ଡାକି କରି ସେମନ୍‌କେ କଇଲା, “ଏ ଦୁନିଆର୍‌ ରାଜାମନ୍‌ ଆରି ନେତାମନ୍‌ ଲକ୍‌ମନ୍‌କେ ନିଜର୍‌ ଅଦିକାରେ ରକ୍‌ବାକେ ମନ୍‍ କର୍‌ବାଇ । ଆରି ସର୍‌କାର୍‌ ମିସା ତାକର୍‌ ତଲେ ରଇଲା ଲକ୍‌ମନ୍‌କେ ନିଜର୍‌ ଅଦିକାରେ ରକି ରଇବାକେ ମନ୍‍ କର୍‌ବାଇ । ଏ ବିସଇ ତମେ ଜାନିଆଚାସ୍‌ ।
Og Jesus kaldte dem til sig og siger til dem: „I vide, at de, der gælde for Folkenes Fyrster, herske over dem, og de store iblandt dem bruge Myndighed over dem.
43 ୪୩ ମାତର୍‌ ତମର୍‌ ବିତ୍‌ରେ ଏନ୍ତି ନ ରଇକରି ବିନ୍‌ବାବେ ରଇବାର୍‌ ଆଚେ । ତମର୍‌ ବିତ୍‌ରେଅନି କେ ବଡ୍‌ ଲକ୍‌ ପାରା ଦେକାଇଅଇବାକେ ମନ୍‍ କଲାନି ବଇଲେ, ସେ ତମର୍‌ ସବୁ ଲକର୍‌ ଗଟେକ୍‌ ଗତିଦାଙ୍ଗ୍‌ଡା ପାରା ରଅ ।
Men saaledes er det ikke iblandt eder; men den, som vil blive stor iblandt eder, skal være eders Tjener;
44 ୪୪ ଜଦି କେ ତମର୍‌ ବିତ୍‌ରେ ଅନି ପର୍‌ମେସରର୍‌ ମୁଆଟେ ମୁକିଅ ଲକ୍‌ ଅଇବାକେ ମନ୍‍ କଲାନି ବଇଲେ, ସେ ଗଟେକ୍‌ ଗେନ୍‌ଲା ଗତିଦାଙ୍ଗ୍‌ଡା ପାରା ସେବା କର ।
og den, som vil blive den første af eder, skal være alles Tjener;
45 ୪୫ କାଇକେ ବଇଲେ ପର୍‌ମେସର୍‌ଟାନେଅନି ଆସିରଇବା ନର୍‌ପିଲା ମୁଇ, ବିନ୍‌ ଲକ୍‌ମନର୍‌ଟାନେଅନି ମକେ ସେବା ମିଲ ବଲି ଆସି ନାଇ, ମାତର୍‌ ସେବା କର୍‌ବାକେ ଆସି ଆଚି । ଆରି ମୁଇ ଜିବନ୍‌ ଦେବାର୍‍ ଲାଗି, ବେସି ଲକ୍‌ ଦସି ବଲି ଏଜାଇ ନ ଅଇ, ପାପେଅନି ରକିଆ ପାଇବାଇ ।”
thi ogsaa Menneskesønnen er ikke kommen for at lade sig tjene, men for at tjene og give sit Liv til en Genløsning for mange.‟
46 ୪୬ ତାର୍‌ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିରିଅ ନାଉଁର୍‌ ଗଡେ କେଟ୍‌ଲାଇ । ସେ ଗଡ୍‌ ଚାଡିକରି ଗାଲାବେଲେ, ତିମାୟ ନାଉଁର୍‍ ଲକର୍‌ ପିଲା ବାର୍‌ତିମୟ ବଲି ଗଟେକ୍‌ କାଣା ଲକ୍‌ ବାଟ୍‍ପାଲି ବସି ବିକ୍‌ ମାଙ୍ଗ୍‌ତେରଇଲା ।
Og de komme til Jeriko; og da han gik ud af Jeriko tillige med sine Disciple og en stor Skare, sad Timæus's Søn, Bartimæus, en blind Tigger, ved Vejen.
47 ୪୭ ନାଜରିତର୍‌ ଜିସୁ ଏବାଟେ ଆଇଲାନି ବଲି ସୁନି, ସେ ବେସି ଆଉଲି ଅଇକରି କଇଲା, “ଏ ଦାଉଦର୍‌ ପଅ ଜିସୁ, ମକେ ଦୟାକରା!”
Og da han hørte, at det var Jesus af Nazareth, begyndte han at raabe og sige: „Du Davids Søn, Jesus, forbarm dig over mig!‟
48 ୪୮ ବେସି ଲକ୍‌ମନ୍‌ ତାକେ ଚିମ୍‌ରାଇଅଇ ରଇବାକେ କଇଲାଇ, ମାତର୍‌ ସେ କାଣାଲକ୍‌ ଅଦିକ୍‌ ଅଦିକ୍‌ ଆଉଲିଅଇକରି କଇଲା, “ଏ ଦାଉଦର୍‌ ପଅ! ମକେ ଦୟା କରା ।”
Og mange truede ham, for at han skulde tie; men han raabte meget stærkere: „Du Davids Søn, forbarm dig over mig!‟
49 ୪୯ ଜିସୁ ତେବିକରି କଇଲା, “ତାକେ ମର୍‌ ଲଗେ ଆଇବାକେ କୁଆ ।” ଲକ୍‌ମନ୍‌ କାଣାକେ ଡାକିକରି କଇଲାଇ, “ସାଆସ୍‌ ଦାରିକରି ଉଟ୍‌, ଜିସୁ ତକେ ଡାକ୍‌ଲାନି ।”
Og Jesus stod stille og sagde: „Kalder paa ham!‟ Og de kalde paa den blinde og sige til ham: „Vær frimodig, staa op! han kalder paa dig.‟
50 ୫୦ କାଣା ଲକ୍‌ ତାର୍‌ ଚାଦର୍‌ ତେଇ ପିଙ୍ଗିଦେଇକରି ଚିକାଲ୍‌ନା ଡେଗଇ ଉଟ୍‌ଲା ଆରି ଜିସୁର୍‌ ଲଗେ ଗାଲା ।
Men han kastede sin Overkjortel af sig, sprang op og kom til Jesus.
51 ୫୧ ଜିସୁ ତାକେ ପାଚାର୍‌ଲା “ମୁଇ ତର୍‌ପାଇ କାଇଟା କର୍‌ବି ବଲି ତୁଇ ମନ୍‍ କଲୁସ୍‌ନି?” ସେ କଇଲା, “ଏ ଗୁରୁ, ମୁଇ ଜେନ୍ତିକି ଦେକି ପାର୍‌ବି ସେଟା ମନ୍‍ କଲିନି ।”
Og Jesus tog til Orde og sagde til ham: „Hvad vil du, at jeg skal gøre for dig?‟ Men den blinde sagde til ham: „Rabbuni, at jeg kan blive seende!‟
52 ୫୨ ଜିସୁ ତାକେ କଇଲା, “ଜା, ତୁଇ ନିମାନ୍‌ ଅଇଜାଇ ଆଚୁସ୍‌ । କାଇକେବଇଲେ ତୁଇ ମକେ ବିସ୍‌ବାସ୍‌ କରି ଆଁକି ଦେକି ପାର୍‌ଲୁସ୍‌ନି ।” ସେଦାପ୍‌ରେସେ କାଣା ଆଁକି ଦେକି ବାଟେ ବାଟେ ଜିସୁର୍‌ ପଚେ ଜିବାର୍‌ ଦାର୍‌ଲା ।
Og Jesus sagde til ham: „Gaa bort, din Tro har frelst dig.‟ Og straks blev han seende, og han fulgte ham paa Vejen.

< ମାର୍‌କ 10 >