< ମାର୍କ 1 >
1 ୧ ଏଟା ଅଇଲାନି ପର୍ମେସରର୍ ପଅ ଜିସୁ କିରିସ୍ଟର୍ ନିମାନ୍ କବରର୍ ଆରାମ୍ ।
Ten jest początek Ewangielii Jezusa Chrystusa, Syna Bożego.
2 ୨ ଏଟା ଏନ୍ତାରି ଆରାମ୍ ଅଇଲା । ଜିସାୟ ବବିସତ୍ବକ୍ତାର୍ ସାସ୍ତରେ ଜେନ୍ତାର୍ ଲେକାଅଇଲା ଆଚେ, ପର୍ମେସର୍ କଇଲା, ଦେକା ମୁଇ ମର୍ କବର୍ ଜାନାଉକେ ତମର୍ ଆଗେ ପାଟାଇଲିନି, ସେ ତମର୍ ବାଟ୍ ତିଆର୍ କର୍ସି ।
Jako napisano w prorokach: Oto Ja posyłam Anioła mego przed obliczem twojem, który zgotuje drogę twoję przed tobą.
3 ୩ ତାର୍ ସର୍ ମରୁବାଲି ବୁଏଁ ଆଉଲିଅଇକରି ସୁନାଇଲାନି ମାପ୍ରୁର୍ ବାଟ୍ ତିଆର୍ କରା, ତାର୍ପାଇ ବାଟ୍ ସଲ୍କାଆ ।
Głos wołającego na puszczy: Gotujcie drogę Pańską, proste czyńcie ścieżki jego.
4 ୪ ତାର୍ପଚେ ଏ ସବୁ କାତା ପୁରାପୁରୁନ୍ ଅଇଲା, ଜେଡେବେଲେ, ଡୁବନ୍ ଦେଉ ଜଅନ୍ ମରୁବାଲିବୁଏଁ ଆସି ପାପ୍ କେମାର୍ ଲାଗି ବଲି ପାପ୍ଟାନେଅନି ବାଉଡାଇବା ବିସଇ କଇବାର୍ ଦାର୍ଲା । “ତମର୍ ପାପ୍ କେମା ଅଇବାକେ ପାପ୍ଟାନେ ମନ୍ ବାଦ୍ଲାଇ ଡୁବନ୍ ନିଆ । ପର୍ମେସର୍ ତମର୍ ପାପ୍ କେମା କର୍ସି ।”
Jan chrzcił na puszczy, i kazał chrzest pokuty na odpuszczenie grzechów.
5 ୫ ସେଡ୍କିବେଲେ ଜିଉଦାଦେସର୍ କେତେକ୍ ଲକ୍ ଆରି ଜିରୁସାଲାମ୍ ରାଇଜର୍ ସବୁ ଲକ୍ମନ୍ ବାରଇକରି ଜଅନର୍ କାତା ସୁନୁ ବଲି ଆଇବାର୍ ଦାର୍ଲାଇ । ଆରି ନିଜର୍ ନିଜର୍ ପାପ୍କଲାଟା ମାନିକରି ଜର୍ଦନ୍ ଗାଡେ ତାର୍ତେଇଅନି ଡୁବନ୍ ନେଲାଇ ।
I wychodziła do niego wszystka kraina Judzka, i Jeruzalemczycy, a wszyscy byli od niego chrzczeni w rzece Jordanie, wyznawając grzechy swoje.
6 ୬ ଜଅନ୍ ଉଟର୍ ଚେଣ୍ଡିସଙ୍ଗ୍ ତିଆର୍ ଅଇଲା ଲୁଗା ପିନ୍ଦି, ପସୁ ଚାମର୍ ଆଁଟାବେଡା ଆଁଟାଇ ବାନ୍ଦି ଅଇତେରଇଲା । ତାର୍ କାଦି ଅଇଲା ଚିଟ୍କା ଆରି ବନର୍ ମୁ ।
Ale Jan przyodziany był sierścią wielbłądową, a pas skórzany był około biódr jego, a jadał szarańczę i miód leśny.
7 ୭ ସେ ଜାନାଇକରି କଇବାର୍ ମୁଲିଆଇଲା, “ମର୍ ପଚେ ଗଟେକ୍ ବେସି ବପୁର୍ ଲକ୍ ଆଇସି, ତାର୍ ଗତିଦାଙ୍ଗ୍ଡା ଅଇକରି ତାର୍ ଗଡର୍ ପାଣ୍ଡଇ ବେଟ୍ବାର୍ ମିସା ମର୍ ଅଦିକାର୍ ନାଇ ।
I kazał, mówiąc: Idzie za mną możniejszy niżeli ja, któremum nie jest godzien, schyliwszy się, rozwiązać rzemyka u obuwia jego.
8 ୮ ମୁଇ ତମ୍କେ ପାନିତେଇ ଡୁବନ୍ ଦେଲିନି, ମାତର୍ ସେ ତମ୍କେ ସୁକଲ୍ଆତ୍ମାଇ ଡୁବନ୍ ଦେଇସି ।”
Jamci was chrzcił wodą; ale on was będzie chrzcił Duchem Świętym.
9 ୯ ସେଡ୍କିବେଲେ ଜିସୁ ଗାଲିଲି ଜାଗାର୍ ନାଜରିତ୍ ଗଡେ ଅନି ଆସି ଜର୍ଦନ୍ ଗାଡେ ଡୁବନ୍ ଦେଉ ଜଅନର୍ ଟାନେ ଡୁବନ୍ ନେଲା ।
I stało się w one dni, że przyszedł Jezus z Nazaretu Galilejskiego, a ochrzczony jest od Jana w Jordanie.
10 ୧୦ ସେ ପାନିତେଇ ଅନି ବାରଇ ଆଇବାବେଲେ, ସରଗ୍ ଉଗାଡି ଅଇ ପର୍ମେସରର୍ ଆତ୍ମା ପରୁଆ ପାରା ଅଇ ଜିସୁର୍ ଉପ୍ରେ ଉତ୍ରି ଆଇବାଟା ସେ ଦେକ୍ଲା ।
A zarazem wystąpiwszy z wody, ujrzał rozstępujące się niebiosa, i Ducha jako gołębicę na niego zstępującego.
11 ୧୧ ଆରି ସର୍ଗେଅନି ଗଟେକ୍ ସର୍ ସୁନିଅଇଲା, “ତୁଇ ମର୍ ଆଲାଦର୍ ପିଲା, ତର୍ଟାନେ ମୁଇ ବେସି ସାର୍ଦା ।”
I stał się głos z nieba: Tyś jest on Syn mój miły, w którym mi się upodobało.
12 ୧୨ ସେଦାପ୍ରେ ସୁକଲ୍ ଆତ୍ମା ଜିସୁକେ ମରୁବାଲି ବୁଏଁ ପାଟାଇଲା ।
A zaraz Duch wypędził go na puszczą.
13 ୧୩ ମରୁବାଲି ବୁଏଁ ଚାଲିସ୍ ଦିନ୍ ରଇଲାବେଲେ, ସଇତାନ୍ ତାକେ ପାପ୍କରାଇବାକେ ଚେସ୍ଟା କର୍ତେରଇଲା । ସେ ଜାଗାଇ ବନର୍ ଜଁତ୍ମନ୍ ରଇଲାଇ, ଆରି ସରଗର୍ ଦୁତ୍ମନ୍ ଆସି ତାର୍ ସେବା କର୍ତେରଇଲାଇ ।
I był tam na puszczy przez czterdzieści dni, będąc kuszony od szatana, a był z zwierzęty, a Aniołowie służyli mu.
14 ୧୪ କେତେଦିନ୍ ଗାଲାପଚେ ଏରଦ୍ରାଜା ଡୁବନ୍ ଦେଉ ଜଅନ୍କେ ବନ୍ଦି ଗରେ ସଙ୍ଗଇଲା ପଚେ ଜିସୁ ଗାଲିଲି ଗାଏଁ ବାଉଡିଆସି, ପର୍ମେସରର୍ ନିମାନ୍ କବର୍ ସୁନାଇବାର୍ ଦାର୍ଲା ।
Lecz potem, gdy Jan był podany do więzienia, przyszedł Jezus do Galilei, każąc Ewangieliję królestwa Bożego,
15 ୧୫ “ସମାନ୍ ବେଲା ଆଇଲା, ପର୍ମେସରର୍ ରାଇଜ୍ ଲଗେ କେଟ୍ଲା ଆଚେ । ତମେ ପାପେ ଅନି ମନ୍ ବାଉଡାଇକରି ନିମାନ୍ କାତାଇ ବିସ୍ବାସ୍ କରା ।”
A mówiąc: Wypełnił się czas i przybliżyło się królestwo Boże: Pokutujcie, a wierzcie Ewangielii.
16 ୧୬ ଜିସୁ ଗାଲିଲି ସମ୍ଦୁର୍ କଣ୍ଡିବାଟେ ଜିବା ବେଲେ ସିମନ୍ ଆରି ତାର୍ ବାଇ ଆନ୍ଦ୍ରିଅକେ ସମ୍ଦୁରେ ବଇଜାଲ୍ ପାକାଇବାଟା ଦେକ୍ଲା, ସେମନ୍ ମାଚ୍ ଦାରୁ କେଉଟ୍ମନ୍ ରଇଲାଇ ।
A przechodząc się nad morzem Galilejskiem, ujrzał Szymona i Andrzeja, brata jego, zapuszczających sieć w morze; bo byli rybitwi.
17 ୧୭ ଜିସୁ ସେମନ୍କେ କଇଲା, “ମର୍ ସଙ୍ଗ୍ ଆସା, ମୁଇ ତମ୍କେ ଲକ୍ମନ୍କେ ପର୍ମେସରର୍ ବାଟେ ଆନ୍ବା ବିସଇ ସିକାଇବି ।”
I rzekł im Jezus: Pójdźcie za mną, a uczynię was rybitwami ludzi.
18 ୧୮ ସେଦାପ୍ରେ ସେମନ୍ ଜାଲ୍ ଚାଡି ଜିସୁର୍ ପଚେ ପଚେ ଗାଲାଇ ।
A oni zarazem opuściwszy sieci swoje, poszli za nim.
19 ୧୯ ପଚେ କଣ୍ଡେକ୍ ଦୁର୍ ଜାଇ ଜେବଦିର୍ ପଅମନ୍ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ଡଙ୍ଗାଇ ଜାଲ୍ ସାଜାଡ୍ବାଟା ଦେକ୍ଲା ।
A stamtąd troszeczkę odszedłszy, ujrzał Jakóba, syna Zebedeuszowego, i Jana, brata jego, a oni w łodzi poprawiali sieci.
20 ୨୦ ଜିସୁ ସେମନ୍କେ ଦେକ୍ଲା ଦାପ୍ରେ ଡାକ୍ଲା, ଆରି ସେମନ୍ ତାକର୍ ବାବା ଜେବଦିକେ ଆରି କୁଲିଆର୍ମନ୍କେ ଡଙ୍ଗାଇ ଚାଡି ତାର୍ ସଙ୍ଗ୍ ଗାଲାଇ ।
I zaraz ich powołał; a oni zostawiwszy ojca swego Zebedeusza w łodzi z czeladzią, poszli za nim.
21 ୨୧ ପଚେ ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ ଗାଲାଇ, ଆରି ବିସ୍ରାମ୍ବାର୍ କେଟ୍ଲାକେ ସେ ଜିଉଦିମନର୍ ପାର୍ତନା ଗରେ ପୁରି, ଲକ୍ମନ୍କେ ସିକାଇବାର୍ ଦାର୍ଲା ।
Potem weszli do Kapernaum; a zaraz w sabat wszedłszy Jezus do bóżnicy, nauczał.
22 ୨୨ ଲକ୍ମନ୍ ତାର୍ ସିକିଆ ସୁନି କାବା ଅଇଗାଲାଇ, ସେ ସାସ୍ତର୍ ସିକାଉପାରା ନ ସିକାଇ, ନିଜର୍ ଅଦିକାର୍ ସଙ୍ଗ୍ ସିକିଆ ଦେଇତେ ରଇଲା ।
I zdumiewali się nad nauką jego; albowiem on ich uczył jako mający moc, a nie jako nauczeni w Piśmie.
23 ୨୩ ସେ ଦାପ୍ରେ ସେମନର୍ ପାର୍ତନା ଗରେ ଗଟେକ୍ ଡୁମା ଦାର୍ଲା ଲକ୍ କିର୍କିରି କରି ଜିସୁକେ କଇଲା,
A był w bóżnicy ich człowiek mający ducha nieczystego, który zawołał,
24 ୨୪ “ଏ ନାଜରିତ୍ ଗଡର୍ ଜିସୁ, ତୁଇ କାଇକେ ଆମ୍କେ ଅରିଆନ୍ କଲୁସ୍ନି? ତୁଇ କାଇ ଆମ୍କେ ବିନାସ୍ କର୍ବାକେ ଆଇଲୁସ୍ କି? ତୁଇ କେ, ସେଟା ମୁଇ ଜାନି, ତୁଇ ଅଇଲୁସ୍ନି ପର୍ମେସରର୍ ସୁକଲ୍ ଲକ୍ ।”
Mówiąc: Ach! cóż my z tobą mamy, Jezusie Nazareński? Przyszedłeś, abyś nas wytracił. Znam cię, ktoś jest, żeś on święty Boży.
25 ୨୫ ଜିସୁ ଡୁମାକେ ଦମ୍କାଇ କରି କଇଲା, “ଚୁପ୍ ଅ, ଆରି ଏ ଲକର୍ତେଇ ଅନି ବାର୍ଇ ଜା ।”
I zgromił go Jezus, mówiąc: Umilknij, a wynijdź z niego.
26 ୨୬ ସେଡ୍କି ବେଲେ ଡୁମା ତାକେ ମଡିପିଙ୍ଗି ବେସି କିର୍କିରି କରି ତାର୍ଲଗେ ଅନି ବାରଇଗାଲା ।
Tedy rozdarłszy go duch nieczysty i zawoławszy głosem wielkim, wyszedł z niego.
27 ୨୭ ତେବର୍ପାଇ ପାର୍ତନା ଗରେ ରଇବା ସବୁ ଲକ୍ କାବା ଅଇଗାଲାଇ ଆରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ । “ଏଟା କେନ୍ତାର୍? ଏଟାତା ଅଦିକାର୍ ସଙ୍ଗର୍ ନୁଆ ସିକିଆ । ଡୁମା ଆତ୍ମାମନ୍ ମିସା, ସେ ତିଆର୍ଲାଟା ମାନ୍ଲାଇନି ।”
I wylękli się wszyscy, tak iż się pytali między sobą, mówiąc: Cóż to jest? cóż to za nowa nauka, iż mocą i duchom nieczystym rozkazuje, i są mu posłuszni?
28 ୨୮ ସେଡ୍କିବେଲେ ଜିସୁର୍ କାତା ଗାଲିଲିର୍ ଚାରିବେଡ୍ତିର୍ ଗାଉଁମନ୍କେ କେଟିଗାଲା ।
I rozeszła się powieść o nim prędko po wszystkiej krainie, leżącej około Galilei.
29 ୨୯ ତାର୍ ପଚେ ଜିସୁ ଆରି ତାର୍ ସିସ୍ମନ୍ ପାର୍ତନା ଗରେ ଅନି ବାରଇ ଜାକୁବ୍ ଆରି ଜଅନର୍ ସଙ୍ଗ୍ ସିମନ୍ ଆରି ଆନ୍ଦ୍ରିୟର୍ ଗରେ ଗାଲାଇ ।
A wyszedłszy zaraz z bóżnicy, przyszli do domu Szymonowego i Andrzejowego z Jakóbem i z Janem.
30 ୩୦ ତେଇ ରଇଲା ଲକ୍ମନ୍ ସିମନର୍ ସାତ୍ରି ଜର୍କେ ସଇରଇଲା ବିସଇ ଜିସୁକେ କଇଲାଇ ।
A świekra Szymonowa leżała, mając gorączkę, o której mu wnet powiedzieli.
31 ୩୧ ସେଟାର୍ପାଇ ଜିସୁ ଜାଇ ସିମନର୍ ସାତ୍ରିର୍ ଆତେ ଦାରି ଉଟାଇଲା, ସେଦାପ୍ରେ ତାର୍ ଜର୍ ଚାଡିଗାଲା, ଆରି ସେ ଜାଇ ସେମନ୍କେ ସେବା କର୍ବାର୍ ଦାର୍ଲା ।
Tedy przystąpiwszy podniósł ją, ująwszy ją za rękę jej; a zaraz ją gorączka opuściła, i posługowała im.
32 ୩୨ ସଞ୍ଜ୍ ବେଲାଇ ବେଲ୍ ବୁଡିଗାଲା ପଚେ, ଲକ୍ମନ୍ ଜରର୍ ଲକ୍ମନ୍କେ ଆରି ଡୁମାଦାରି ରଇବା ସବୁଲକ୍ମନ୍କେ ଜିସୁର୍ ଲଗେ ଆନ୍ବାର୍ ଦାର୍ଲାଇ,
A gdy był wieczór i słońce zachodziło, przynosili do niego wszystkie, którzy się źle mieli, i opętane;
33 ୩୩ ଆରି ଗାଉଁର୍ ଲକ୍ମନ୍ ସେ ଗରର୍ ଦୁଆରେ ରୁଣ୍ଡ୍ଲାଇ ।
A wszystko miasto zgromadziło się do drzwi.
34 ୩୪ ସେଡ୍କିବେଲେ ସେ ବିନ୍ ବିନ୍ ରକାମର୍ ରଗ୍ ଅଇରଇବା ଜବର୍ ରଗି ଲକ୍ମନ୍କେ ନିମାନ୍ କଲା ଆରି ଜବର୍ ଡୁମାମନ୍କେ ଚାଡାଇଲା, ମାତର୍ ସେ ଡୁମାମନ୍କେ କାତା କଇବାକେ ଦେଏନାଇ । କାଇକେବଇଲେ ଡୁମାମନ୍ ଜିସୁ ପର୍ମେସରର୍ ଟାନେଅନି ଆଇଲାଆଚେ ବଲିକରି ଜାନି ରଇଲାଇ ।
I uzdrowił wiele tych, co się źle mieli na rozliczne choroby, i wygnał wiele dyjabłów, a nie dopuścił mówić dyjabłom; bo go znali.
35 ୩୫ ଆର୍କର୍ ସାକାଲେ କୁକ୍ଡା ଡାକ୍ ବେଲାଇ ଜିସୁ ଉଟି ଗରେଅନି ବାରଇ ଜାଇ ଗଟେକ୍ କିନରା ରଇବା ଚିମ୍ରା ଜାଗାଇ, ଜାଇ ପାର୍ତନା କର୍ବାର୍ ଦାର୍ଲା ।
A bardzo rano przede dniem wstawszy, wyszedł i odszedł na puste miejsce, a tam się modlił.
36 ୩୬ ସେଡ୍କିବେଲେ ସିମନ୍ ଆରି ତାର୍ ସଙ୍ଗର୍ଲକ୍ ତାକେ କଜ୍ବାର୍ ଗାଲାଇ,
I poszli za nim Szymon i ci, którzy z nim byli;
37 ୩୭ ଜେଡେବଲ୍ ସେମନ୍ ଜିସୁକେ ବେଟ୍ ଅଇଲାଇ, ଆରି କାବାଅଇ ତାକେ କଇଲାଇ, “ସବୁ ଲକ୍ ତମ୍କେ କଜ୍ଲାଇନି ।”
A znalazłszy go, rzekli mu: Wszyscy cię szukają.
38 ୩୮ ସେଡ୍କିବେଲେ ଜିସୁ ସେମନ୍କେ କଇଲା, “ଆସା, ଆମେ ରଇବା ବିନ୍ ବିନ୍ ଗାଉଁମନ୍କେ ଜୁ, କାଇକେବଇଲେ ସେ ଜାଗାମନ୍କେ ମିସା ମୁଇ ପର୍ମେସରର୍ କାତା କଇବି । କାଇକେବଇଲେ ସେଟାର୍ପାଇସେ ମୁଇ ଆଇଲିଆଚି ।”
Tedy im on rzekł: Idźmy do przyległych miasteczek, abym i tam kazał; bom na to przyszedł.
39 ୩୯ ଆରି ଗାଲିଲିର୍ ସବୁଟାନେ ବୁଲି ବୁଲି ସେମନର୍ ସବୁ ପାର୍ତନା ଗରେ, ମାପ୍ରୁର୍ କାତା ସୁନାଇଲା, ଆରି ଡୁମା ଦାର୍ଲା ଲକ୍ମନ୍କେ ଚାଡାଇଲା ।
I kazał w bóżnicach ich po wszystkiej Galilei, i wyganiał dyjabły.
40 ୪୦ ସେଡ୍କି ବେଲେ ଗଟେକ୍ ବଡ୍ ରଗି ତାର୍ ଲଗେ ଆସି ମାଣ୍ଡିକଟା ଦେଇ ତାକେ ବାବୁଜିଆ କରି କଇଲା, “ତମେ ଜଦି ମନ୍କଲେ ମକେ ସୁକଲ୍ କରି ପାର୍ସା ।”
Tedy przyszedł do niego trędowaty, prosząc go i upadając przed nim na kolana, i mówiąc mu: Jeźli chcesz, możesz mię oczyścić.
41 ୪୧ ତେଇ ସେ ତାକେ ଜିବନ୍ ଦୁକାଇଲା ଆରି ଆତ୍ ଲାମାଇ କରି ତାକେ ଚିଇକରି କଇଲା, “ମୁଇ ମନ୍ କଲିନି, ତୁଇ ସୁକଲ୍ ଅ ।”
A tak Jezus użaliwszy się, wyciągnął rękę, a dotknął się go i rzekł mu: Chcę, bądź oczyszczony!
42 ୪୨ ସେଦାପ୍ରେ ବଡ୍ ରଗ୍ ତାର୍ ଲଗେ ଅନି ଦୁର୍ଅଇଲା ଆରି ସେ ସୁକଲ୍ ଅଇଗାଲା ।
A gdy to Pan rzekł, zarazem odszedł trąd od niego, i był oczyszczony.
43 ୪୩ ଆରି, ଜିସୁ ସେ ଲକ୍କେ ଡାଟ୍ସଙ୍ଗ୍ ଆଦେସ୍ ଦେଇ ସେଦାପ୍ରେ କଇ ପାଟାଇଲା ।
A srodze mu przygroziwszy Jezus, zaraz go odprawił;
44 ୪୪ “ଜାଗ୍ରତ୍, ମୁଇ ତକେ ସୁକଲ୍ କଲି ବଲି କାକେ ମିସା କ ନାଇ, ମାତର୍ ଜା ଆରି ନିଜେ ପୁଜାରିକେ ଦେକାଇ ଅ ଆରି ମସା ଜନ୍ ଜନ୍ ବିରୁ ପର୍ମେସର୍କେ ଦେବାକେ ଆଦେସ୍ ଦେଲାଆଚେ, ସେ ଇସାବେ ଦେସ୍ । ଏଟାର୍ ଲାଗି ତୁଇ ସୁକଲ୍ ଅଇଜାଇଆଚୁସ୍ ବଲିକରି ପୁଜାରି ସବୁଲକର୍ ମୁଆଟେ ସାକି ଦେଅ ।”
I rzekł mu: Patrz, abyś nikomu nic nie powiadał, ale idź, a ukaż się kapłanowi, i ofiaruj za oczyszczenie twoje to, co rozkazał Mojżesz, na świadectwo przeciwko nim.
45 ୪୫ ମାତର୍ ସେଲକ୍ ବାରଇ ଜାଇ ଜିସୁ ସୁକଲ୍ କରିରଇବା କବର୍ ଏତେକ୍ ରାଟୁକରି କଇବୁଲ୍ଲାଇ ଜେ, ଜିସୁ ଲକ୍ମନର୍ ଦେକ୍ତେ ଦେକ୍ତେ କନ୍ ଗାଉଁମନ୍କେ ମିସା ଜାଇ ପୁରି ନାପାର୍ଲା । ମାତର୍ ବାଇରେ ଜାଇ ଚିମ୍ରା ଜାଗାମନ୍କେ ରଇଲା । ଅଇଲେ ମିସା ଲକ୍ମନ୍ ଚାରିଦିଗେ ଅନି ତାର୍ ଲଗେ ଆଇବାର୍ଦାର୍ଲାଇ ।
Ale on odszedłszy, począł wiele opowiadać i rozsławiać tę rzecz, tak iż już nie mógł Jezus jawnie wnijść do miasta, ale był na ustroniu na miejscach pustych. I schodzili się do niego zewsząd.