< ଲୁକ୍ 9 >
1 ୧ ପଚେ ଜିସୁ ବାର୍ଟା ସିସ୍ମନ୍କେ ରୁଣ୍ଡାଇକରି, ସେମନ୍କେ ସବୁ ଡୁମା ଚାଡାଇବାକେ, ରଗ୍ ନିକ କର୍ବାକେ ବପୁ ଆରି ଅଦିକାର୍ ଦେଲା ।
And Jesus called his twelve, and gave them power and authority over all demons and diseases, to heal them.
2 ୨ ଆରି ସେମନ୍କେ ପର୍ମେସରର୍ ରାଇଜ୍ ଜାନାଇବାକେ ଆରି ରଗ୍ଦୁକା ଅଇରଇବା ଲକ୍ମନ୍କେ ନିକ କର୍ବାକେ ପାଟାଇଲା ।
And he sent them forth, to proclaim the kingdom of God, and to heal the sick.
3 ୩ ସେମନ୍କେ କଇଲା, “ତମେ ଜିବାବେଲେ ଡାଙ୍ଗ୍ କି ମୁନା କି ରୁଟି, କି ଡାବୁ କାଇଟା ମିସା ନିଆନାଇ । ପିନ୍ଦ୍ଲାଟା ଚାଡିକରି ଆରି ଉଚ୍କା ନିଆନାଇ ।
And he said to them: Take nothing for the journey, neither a staff, nor a wallet, nor bread, nor money; neither have two tunics.
4 ୪ ଜେଡେବେଲେ ତମ୍କେ ଜାର୍ ଗରେ ଡାକିନେବାଇ, ସେ ନଅର୍ ଚାଡି ଜିବାଜାକ ତେଇସେ ରୁଆ ।
And into whatever house ye enter, there stay, and thence depart.
5 ୫ ଆରି ଜେତେଲକ୍ ତମ୍କେ ନ ମାନତ୍, ସେ ନଅରେଅନି ବାରଇ ଆଇବା ବେଲାଇ, ତାକର୍ ବିରୁଦେ ସାକି ଇସାବେ ତମର୍ ପାଦେଅନି ଦୁଲି ପାପ୍ଡି ଦିଆସ୍ ।”
And against them that receive you not, when ye go out of that city, shake off even the dust of your feet against them, for a testimony.
6 ୬ ତେଇଅନି ସିସ୍ମନ୍ ଜାଇକରି ଗାଉଁ ଗାଉଁ ବୁଲି ଗୁଲାଇ ଜାଗାଇ ସୁବ୍ କବର୍ କଇ କଇ ଆରି ଜର୍ଦୁକାର୍ ଲକ୍ମନ୍କେ ନିମାନ୍ କର୍ବାର୍ ଦାର୍ଲାଇ ।
And the Legates went forth, and travelled about the villages and cities, and preached and healed everywhere.
7 ୭ ଏତ୍କିବିତ୍ରେ ଗାଲିଲିର୍ ମୁକିଅ ରାଜା ଏରଦ୍ ଏ ସବୁ ଅଇରଇବା ବିସଇ ଜାନି କାନାବାନା ଅଇଗାଲା । କାଇକେବଇଲେ ଡୁବନ୍ ଦେଉ ଜଅନ୍ ମଲାତେଇଅନି ଉଟ୍ଲାଆଚେ ବଲି କେ କେ କଇତେରଇଲାଇ ।
And Herod the Tetrarch heard of all the things done by him, and he was disturbed; because some said, that John had arisen from the dead.
8 ୮ ଆରି, କେ କେ ଏଲିୟ ଦର୍ସନ୍ ଦେଲାଆଚେ ବଲି କଇଲାଇ । ବିନ୍ ଲକ୍ମନ୍ ପୁର୍ବକାଲର୍ ବବିସତ୍ବକ୍ତାମନର୍ ବିତ୍ରେଅନି ଗଟେକ୍ଲକ୍ ଉଟି ଆସିଆଚେ ବଲି କଇତେ ରଇଲାଇ ।
But others said, that Elijah hath appeared; and others, that a prophet from among the ancient prophets hath arisen.
9 ୯ ମାତର୍ ଏରଦ୍ କଇଲା, “ମୁଇ ତା ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ କାଟାଇଆଚି, ମାତର୍ ଜାର୍ ବିସଇ ଆମେ ଏନ୍ତାର୍ କାତା ସୁନ୍ଲୁନି, ଏ କେ?” ଆରି ସେ ତାକେ ଦେକ୍ବିବଲି ଚେସ୍ଟା କର୍ତେରଇଲା ।
And Herod said: The head of John, I have cut off; but who is this, of whom I hear these things? And he was desirous to see him.
10 ୧୦ ପଚେ ବାର୍ଟା ସିସ୍ମନ୍ ବାଉଡି ଆସି ଜାଇ ଜାଇଟା କରିରଇଲାଇ, ସେ ସବୁ ଜିସୁର୍ ଲଗେ ବାତାଇଦେଲାଇ । ତେଇଅନି ଜିସୁ ଜେନ୍ତିକି ଲକ୍ମନର୍ଟାନେଅନି ବିନେ ରଇବାକେ ସେମନ୍କେ ବେତ୍ସାଇଦା ନାଉଁର୍ ନଅରେ ଡାକିନେଲା ।
And when the Legates returned, they narrated, to Jesus all they had done. And he took them aside, to the desert part of Bethsaida.
11 ୧୧ ମାତର୍ ଲକ୍ମନ୍ ସେଟା ଜାନିକରି ତାକର୍ ପଚେ ପଚେ ଗାଲାଇ । ଜିସୁ ସେମନ୍କେ ମିସା ଆଲାଦ୍କରି ଡାକି ପର୍ମେସରର୍ ରାଇଜର୍ ବିସଇ କଇବାର୍ ଦାର୍ଲା । ଆରି ଜନ୍ ଲକ୍ମନ୍ ନିକ ଅଇବାର୍ ରଇଲା, ସେମନ୍କେ ନିକକଲା ।
And when the multitude knew it, they followed him: and he received them, and conversed with them respecting the kingdom of God: and such as had need of healing, he healed.
12 ୧୨ ଏତ୍କିବିତ୍ରେ ଦିନ୍ ସାରି ରାତିଅଇବାର୍ ଆରାମ୍ ଅଇଲା, ତେଇ ପାଟାଇରଇବା ବାର୍ଟା ସିସ୍ ଜିସୁର୍ଲଗେ ଆସି କଇଲାଇ, “ଲକ୍ମନ୍ ଜାଇକରି ତାକର୍ପାଇ ବାସା ଆରି କାଦିର୍ପାଇ ଚାରିବେଡ୍ତିର୍ ଗାଉଁ ଆରି ଗୁଡାମନ୍କେ କଜତ୍ । ସେଟାର୍ପାଇ ତମେ ସେମନ୍କେ ମେଲାନି ଦିଆସ୍ । କାଇକେବଇଲେ ଆମେ ଇତି ମେଲାନ୍ ଜାଗାଇ ଆଚୁ ।”
And when the day began to decline, his disciples came near, and said to him: Send away the multitude, that they may go to the villages around us and to the towns, to lodge in them, and to procure themselves food, for we are in a desert place.
13 ୧୩ ମାତର୍ ଜିସୁ ସେମନ୍କେ କଇଲା, “ତମେ ସେମନ୍କେ କାଇବାକେ ଦିଆସ୍ ।” ସେମନ୍ କଇଲାଇ, “ଆମର୍ଲଗେ ଏକାଇ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଚାଡି ଅଦିକ୍ ନାଇ । ସେନ୍ତାର୍ଆଲେ ଆମେ ଜାଇକରି ଏ ସବୁଲକର୍ପାଇ କନ୍ତିଅନି କାଦି ଗେନ୍ବୁ?”
Jesus said to then: Give ye them to eat. And they say: We have no more than five loaves and two fishes; unless we go and buy food for all this people:
14 ୧୪ କାଇକେବଇଲେ ସେମନ୍ ଅବ୍କା ମୁନୁସ୍ପିଲାମନ୍ସେ ପାଁଚ୍ ଅଜାର୍ ରଇଲାଇ । ଜିସୁ ସିସ୍ମନ୍କେ କଇଲା, “ଗଟେକ୍ ଗଟେକ୍ ଦାଡି, ପଚାସ୍ ଲକ୍କେ ଲାକା ବସାଆ ।”
for they were about five thousand men. Jesus said to them: Make them recline by companies, fifty persons in a company.
15 ୧୫ ତେଇ ସେମନ୍ ସେନ୍ତାରିକରି ଲକ୍ମନ୍କେ ବସାଇଲାଇ ।
And the disciples did so, and made them all recline.
16 ୧୬ ଆରି, ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି, ସରଗ୍ବାଟେ ମୁ କରି ଦନିଅବାଦ୍ ଦେଲା ଆରି ବାଙ୍ଗାଇକରି ସିସ୍ମନ୍କେ ବାଟାକଲା ।
And Jesus took the five loaves and two fishes, and looked towards heaven, and blessed, and brake, and gave to his disciples to set before the multitudes.
17 ୧୭ ତେଇ ସବୁଲକ୍ ପେଟ୍ ପୁର୍ତେ କାଇଲାଇ ଆରି ସାନ୍ତି ଅଇଲାଇ । ପଚେ ସିସ୍ମନ୍ ତେଇ ଅଗ୍ଲି ରଇବା ବାଙ୍ଗାଇଲାଟାମନ୍ ବାର ଡାଲା ଉବ୍ରାଇଲାଇ ।
And they all ate, and were satisfied: and they took up the fragments of remains, twelve baskets.
18 ୧୮ ତରେକ୍ ଜିସୁ ଗଟେକ୍ ଲକ୍ସେ କିନରା ଜାଗାଇ ବସି ପାର୍ତନା କର୍ବାବେଲେ ସିସ୍ମନ୍ ତାର୍ଲଗେ ଆଇଲାଇ, ଆରି ସେ ସିସ୍ମନ୍କେ ପାଚାର୍ଲା, “ମୁଇ କେ ବଲି ଲକ୍ମନ୍ କଇଲାଇନି?”
And as he was praying in private with his disciples, he asked them, and said: Who, do the multitudes say of me, that I am?
19 ୧୯ ସେମନ୍ କଇଲାଇ, “କେ କେ ଡୁବନ୍ ଦେଉ ଜଅନ୍, ଆରି କେ କେ ଏଲିୟ, ଆରି କେ କେ ପୁର୍ବର୍ ବବିସତ୍ବକ୍ତାମନର୍ ବିତ୍ରେଅନି ଗଟେକ୍ଲକ୍ ମଲାତେଇଅନି ଜିବନ୍ ଅଇଲାଆଚେ ବଲି କଇଲାଇନି ।”
They answer and say to him: John the Baptizer; others, Elijah and others, a prophet, one of the ancient prophets arisen.
20 ୨୦ ସେ ସିସ୍ମନ୍କେ ପାଚାର୍ଲା, “ମାତର୍ ତମେ ମୁଇ କେ ବଲି ବାବ୍ଲାସ୍ନି?” ପିତର୍ କଇଲା “ତମେ ପର୍ମେସର୍ ପାଟାଇଲା କିରିସ୍ଟ ।”
He said to them: But who, do ye say, that I am? Simon answered, and said: The Messiah of God.
21 ୨୧ ତେଇ ଜିସୁ ଏଟା କାକେ ନ କଇବାପାଇ ସେମନ୍କେ ଜାଗ୍ରତ୍କରି ତିଆର୍ଲା ।
And he chided them, and charged them, that they should say this to no one.
22 ୨୨ ସେ ସେମନ୍କେ କଇଲା, “ପର୍ମେସର୍ ପାଟାଇଲା ନର୍ପିଲା ମୁଇ ବେସି ଦୁକ୍ କସ୍ଟ ଅଇବାର୍ଆଚେ । ପାର୍ଚିନ୍ମନ୍, ସାସ୍ତର୍ ସିକାଉମନ୍ ଆରି ମୁକିଅ ପୁଜାରିମନ୍ ମକେ ନ ନାମତ୍ । ସେମନ୍ ମକେ ମରାଇବାଇ । ଆରି ତିନ୍ଦିନ୍ ପଚେ ମୁଇ ଆରିତରେକ୍ ମଲାତେଇଅନି ଜିବନ୍ ଅଇ ଉଟ୍ବି ।”
And he said to them: The Son of man is to suffer many things, and to be rejected by the Elders and the chief priests and Scribes; and they will kill him; and on the third day, he will arise.
23 ୨୩ ସେଡ୍କିବେଲେ ଜିସୁ ସବୁଲକ୍କେ କଇଲା, “ତେବେ କେ ମିସା ମର୍ସଙ୍ଗ୍ ଆଇବାକେ ମନ୍ କର୍ସି, ସେ ନିଜର୍ ମନ୍କଲାଟା ସବୁ ଚାଡିଦେବାର୍ ଆଚେ, ଆରି ସବୁଦିନ୍ ତାର୍ ନିଜର୍ କୁର୍ସ ବଇ ମର୍ ସଙ୍ଗ୍ ଆସ ।
And he said before all the people: He that would follow me, must deny himself, and take up his cross daily, and so come after me.
24 ୨୪ କାଇକେବଇଲେ, ଜେ ନିଜର୍ ଜିବନ୍ ବଁଚାଇବାକେ ମନ୍ କର୍ସି, ସେ ସେଟା ଆରାଇସି । ମାତର୍ ଜେ ମର୍ପାଇବଲି ଜିବନ୍ ଆରାଇସି, ସେ ସେଟା ରକିଆ କର୍ସି ।
For he that will preserve his life, shall lose it; but he that shall lose his life, for my sake, will preserve it.
25 ୨୫ ଆରି ଜଦି ଗଟେକ୍ ମୁନୁସ୍ ଗୁଲାଇ ଦୁନିଆ ଜିତିକରି ନିଜେ ବିନାସ୍ ଅଇସି, କି ଆରାଇସି, ତେବେ ତାର୍ କାଇ ଲାବ୍?
For, what will a man be profited, if he gain the whole world, and lose his life or be deprived of it?
26 ୨୬ ତେବେ କେ ମିସା ମର୍ପାଇ ଆରି ମର୍ ବାକିଅର୍ ଲାଜ୍ ଅଇସି, ଜେଡ୍କିବେଲେ ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ନିଜର୍ ଆରି ବାବାର୍, ଆରି ସୁକଲ୍ ଦୁତ୍ମନର୍ ମଇମାସଙ୍ଗ୍ ବାଉଡି ଆଇବି, ସେଡ୍କିବେଲେ ତାର୍ ବିସଇ ନେଇ ଲାଜ୍ଅଇବି ।
And whoever shall be ashamed of me and of my words, of him will the Son of man be ashamed, when he cometh in the glory of his Father, with his holy angels.
27 ୨୭ ମାତର୍ ମୁଇ ତମ୍କେ ସତ୍ କଇଲିନି, ପର୍ମେସରର୍ ରାଇଜ୍ ନ ଦେକ୍ବାଜାକ ଇତି ଟିଆଅଇରଇବା ଲକ୍ମନର୍ ବିତ୍ରେଅନି କେତେଲକ୍, ପର୍ମେସରର୍ ରାଇଜ୍ ଦେକ୍ବାଇ ।”
I tell you the truth, that there are some standing here, who will not taste death, until they shall see the kingdom of God.
28 ୨୮ ଜିସୁ ଏ ସବୁ କଇ ପାକାପାକି ଆଟ୍ଦିନ୍ ଗାଲାପଚେ, ଜଅନ୍, ପିତର୍ ଆରି ଜାକୁବର୍ ସଙ୍ଗ୍ ପାର୍ତନା କର୍ବାକେ ପର୍ବତ୍ ଉପ୍ରେ ଗାଲା ।
And it was about eight days after these discourses, that Jesus took Simon and James and John, and went up a mountain to pray.
29 ୨୯ ଆରି, ସେ ପାର୍ତନା କର୍ବାବେଲେ ତାର୍ ମୁ ବିନ୍ ଅଇଗାଲା ଆରି ସେ ପିନ୍ଦ୍ଲା ଲୁଗା ଦବ୍ ଅଇ ବିଜ୍ଲିପାରା ଜିକ୍ମିକିଗାଲା ।
And while he prayed, the aspect of his countenance was changed, and his garments became white and brilliant.
30 ୩୦ ଆରି ଏଦେ ଦେକା! ସେଦାପ୍ରେ ମସା ଆରି ଏଲିୟ ତାର୍ସଙ୍ଗ୍ କାତାବାର୍ତା ଅଇବାର୍ ଦାର୍ଲାଇ ।
And lo, two men were talking with him: and they were Moses and Elijah,
31 ୩୧ ସେମନ୍ ସରଗର୍ ମଇମାସଙ୍ଗ୍ ଡିସ୍ତେ ରଇଲାଇ । ସେ କେନ୍ତି ଜିରୁସାଲାମେ ଦୁକ୍ କସ୍ଟ ପାଇ ମରିକରି ପର୍ମେସରର୍ ଜଜ୍ନା ସିଦ୍ କର୍ବାର୍ ଆଚେ ବଲି ସେମନ୍ ଜିସୁର୍ସଙ୍ଗ୍ କାତା ଅଇଲାଇ ।
who appeared in glory. And they were conversing on his departure, which was to be consummated at Jerusalem.
32 ୩୨ ସେଡ୍କିବେଲେ ପିତର୍ ଆରି ତାର୍ ସଙ୍ଗର୍ ଲକ୍ମନ୍ ଟାଟିଅଇତେ ସଇଦେଇରଇଲାଇ, ମାତର୍ ସେମନ୍ ଚେତାଅଇ ଜାଗ୍ରତ୍ ଅଇବାକେ, ଜିସୁର୍ ମଇମା ଆରି ତାର୍ସଙ୍ଗ୍ ଦୁଇଲକ୍ ଟିଆଅଇରଇବାଟା ଦେକ୍ଲାଇ ।
And Simon and those with him were oppressed with drowsiness; and being scarcely awake, they saw his glory, and those two men who stood near him.
33 ୩୩ ମସା ଆରି ଏଲିୟ ବାରଇ ଜିବା ବେଲେ ପିତର୍ ଜିସୁକେ କଇବାର୍ ଦାର୍ଲା, “ଏ ଗୁରୁ, ଆମେ ତା ଏ ଜାଗାଇ ଆଚୁ, ଏଟା ନିକ ଜାଗା, ଇତି ତିନ୍ଟା କୁଡିଆ ତିଆର୍ କରୁ । ତମର୍ପାଇ ଗଟେକ୍, ମସାର୍ପାଇ ଗଟେକ୍ ଆରି ଏଲିୟର୍ପାଇ ଗଟେକ୍ ।” ମାତର୍ ସେ କାଇଟା କଇଲାନି, ସେଟା ସେ ଜାନିନାପାର୍ଲା ।
And when they began t to retire from him, Simon said to Jesus: Rabbi, it is delightful for us to be here. And let us make here three booths, one for thee, and one for Moses, and one for Elijah. But he knew not what he said.
34 ୩୪ ସେ ଏନ୍ତି କଇବାବେଲେ ବାଦଲ୍ ଆସି ସେମନ୍କେ ଡାବିଅଇଦେଲା । ବାଦଲ୍ ଡାବିଦେଲାକେ ସେମନ୍ ଡରିଗାଲାଇ ।
And as he thus spoke, there was a cloud; and it overshadowed them; and they were afraid, when they saw Moses and Elijah go up into the cloud.
35 ୩୫ ଆରି, ବାଦ୍ଲେଅନି ଏନ୍ତି ବାକିଅ ଆଇଲା, “ଏଟାସେ ମର୍ ପିଲା, ଆକେ ମୁଇ ବାଚିଆଚି, ସେ କଇବାଟା ସୁନା ।”
And there was a voice from the cloud, which said: This is my beloved Son; hear ye him.
36 ୩୬ ସେ ସବଦ୍ ଅଇଲାପଚେ ଜିସୁ ଗଟେକ୍ଲକ୍ସେ ଡିସ୍ଲା । ଆରି, ସେମନ୍ ଚିମ୍ରା ଅଇରଇଲାଇ, ତେଇ ଜାଇଜାଇଟା ଦେକିରଇଲାଇ, ସେବେଲେ ସେ କାତା କାକେ ନ କଇ, ମନେ ଦାରିରଇଲାଇ ।
And when the voice had passed, Jesus was found to be alone. And they kept silence, and told no one in those days what they had seen.
37 ୩୭ ଆର୍କର୍ ଦିନେ ଜିସୁ ଆରି ତିନ୍ଟା ସିସ୍ମନ୍ ଡଙ୍ଗ୍ରେଅନି ଉତ୍ରି ଆଇଲାଇ । ଆରି ସେ ଜାଗାଇ ବେସି ଲକ୍ମନ୍ ତାକର୍ସଙ୍ଗ୍ ବେଟ୍ ଅଇଲାଇ ।
And the next day, as they came down from the mountain, a great multitude met them.
38 ୩୮ ଆରି ଦେକା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଆଉଲିଅଇ କଇଲା, “ଏ ଗୁରୁ ମୁଇ ତମ୍କେ ବାବୁଜିଆ କଲିନି, ମର୍ ପିଲାକେ ଅଲପ୍ ଦେକି ଦୟାକରା, କାଇକେବଇଲେ ସେ ମର୍ ଗଟେକ୍ ବଲି ପଅ ।
And a man from the throng cried out, and said: Teacher, I beseech thee, turn thyself to me. Here is my only son:
39 ୩୯ ଦେକା, ତାକେ ଗଟେକ୍ ଡୁମା ଦାର୍ସି, ଆରି ସେ ଅଟାତ୍ କିର୍କିରି ଉଟ୍ସି, ତାକେ ସେ ଏନ୍ତି ମଡିପାକାଇସିଜେ, ତାର୍ ମୁଏଅନି ପେପୁଲ୍ ବାରଇଜାଇସି, ଆରି ସେ ତାକେ କଣ୍ଡିଆବଣ୍ଡିଆ କରି ତାର୍ଟାନେଅନି କସ୍ଟେ ବାରଇଜାଇସି ।
and a spirit cometh upon him, and he suddenly crieth out, and gnasheth his teeth, and foameth; and he hardly leaveth him, when he hath crushed him.
40 ୪୦ ତାକେ ଡୁମା ଚାଡାଇବାକେ ବଲି ମୁଇ ତମର୍ ସିସ୍ମନର୍ ଲଗେ ଆନି ଗୁଆରି କରିରଇଲି, ମାତର୍ ସେମନ୍ ନାପାର୍ଲାଇ ।”
And I requested thy disciples to expel him; and they could not.
41 ୪୧ ଜିସୁ କଇଲା, “ଏରେ କରାପ୍ବାଟେ ଜାଇ ବିସ୍ବାସ୍ ନ କଲା ଲକ୍ମନ୍, କେତେ କାଲ୍ ଆରି ମୁଇ ତମର୍ସଙ୍ଗ୍ ମୁର୍ଚି ରଇବି, ପିଲାକେ ଇତି ଦାରିଆସା ।”
And Jesus answered, and said: O the unbelieving and perverse generation! How long shall I be with you, and bear with you? Bring hither thy son.
42 ୪୨ ପିଲା ଆଇବାବେଲେ କାର୍ ଆତ୍ମା ତାକେ ବୁଏଁ ଆପ୍ଟିଦେଇ ମଡିପାକାଇଲା, ସେ ଆତ୍ମାକେ ଜିସୁ ଦମ୍କାଇଲା ଆରି ପିଲାକେ ନିକକରି ତାର୍ ବାବାକେ ସର୍ପିଦେଲା ।
And while he was bringing him, the demon threw him down, and convulsed him. And Jesus rebuked the unclean spirit, and healed the lad, and delivered him to his father.
43 ୪୩ ତେଇ କେବେ ଦେକି ନ ରଇବା ପର୍ମେସରର୍ ବପୁ ଦେକି ସବୁଲକ୍ କାବା ଅଇଗାଲାଇ ।
And they were all amazed at the majesty of God. And while every one admired at all that Jesus did, he said to his disciples:
44 ୪୪ ତାର୍ କରିରଇବା ସବୁ କାମର୍ଲାଗି ସବୁଲକ୍ ଚକିତ୍ ଅଇବାବେଲେ ସେ ସିସ୍ମନ୍କେ କଇଲା, “ଏବେ ମୁଇ କାତା ନିମାନ୍କରି କଇଦେଲିନି, ସୁନା । କାଇକେବଇଲେ ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ବିସ୍ବାସେ ବିସ୍ଦେଲାପାରା ଲକ୍ମନ୍କେ ସର୍ପି ଅଇବାର୍ ଗାଲିନି ।”
Lay up these words in your minds: for the Son of man is to be delivered into the hands of men.
45 ୪୫ ମାତର୍ ସିସ୍ମନ୍ ସେ କାତା ବୁଜିନାପାର୍ଲାଇ, ଆରି ସେଟା ତାକର୍ଟାନେଅନି ଲୁଚିରଇଲା । ତେବର୍ପାଇ ସେମନ୍ ଏଟା ବୁଜିନାପାର୍ଲେ ମିସା ଜିସୁକେ ପାଚାର୍ବାକେ ଡର୍ତେରଇଲାଇ ।
But they understood not that speech; because it was hidden from them, that they should not know it: and they feared to ask him concerning that speech.
46 ୪୬ ତରେକ୍ ସିସ୍ମନର୍ ବିତ୍ରେ କେ ମୁକିଆ, ସେ ବିସଇ ନେଇ ଦଦାପେଲା ଅଇଲାଇ ।
And the thought arose among them, which of them was to be the greatest.
47 ୪୭ ମାତର୍ ଜିସୁ ତାକର୍ ମନ୍ବିତ୍ରର୍ କାତା ଜାନିକରି, ଗଟେକ୍ ସାନ୍ ପିଲାକେ ଦାର୍ଲା ଆରି ତାକର୍ ମୁଆଟେ ଟିଆକରି ସେମନ୍କେ କଇଲା,
And Jesus knew the thought of their heart: and he took a child, and placed him near to him;
48 ୪୮ “କେ ମିସା ମର୍ ନାଉଁଦାରି ଏ ପିଲାକେ ନାମ୍ସି, ସେ ମକେ ନାମ୍ସି । ଜେ ମକେ ନାମ୍ସି, ସେ ମର୍ ପାଟାଇରଇବା ବାବାକେ ନାମ୍ସି । ସେଟାର୍ପାଇ ତମର୍ ବିତ୍ରେ ଜେ ସବୁର୍ ଟାନେଅନି ସାନ୍, ସେ ପର୍ମେସର୍ ତେଇ ମୁକିଅ ।”
and said to them: Whoever receiveth a child like this, in my name, receiveth me; and he that receiveth me, receiveth him that sent me. For he that shall be least among you all, he will be the great one.
49 ୪୯ ତେଇ ଜଅନ୍ କଇଲା, “ଏ ଗୁରୁ, ଆମେ ଗଟେକ୍ ଲକ୍, ତମର୍ ନାଉଁ ଦାରି ଡୁମା ଚାଡାଇବାଟା ଦେକ୍ଲୁ ଆରି ତାକେ ନ କର୍ ବଲି ତେବାଇଲୁ କାଇକେବଇଲେ ସେ ଆମର୍ ଦଲର୍ ଲକ୍ ନଏଁ ।”
And John answered, and said: Our Rabbi, we saw a man casting out demons in thy name; and we forbad him, because he doth not, with us, follow thee.
50 ୫୦ ମାତର୍ ଜିସୁ ସେମନ୍କେ କଇଲା, “ତେବାଆ ନାଇ, ଜନ୍ଲକ୍ ତମର୍ ବିରଦେ ନାଇ, ସେମନ୍ ତମର୍ ବାଟେ ।”
Jesus said to them: Forbid not: for, whoever is not against you, is for you.
51 ୫୧ ପଚେ ଜେଡେବେଲେ ଜିସୁର୍ ସର୍ଗେ ଜିବାର୍ ବେଲା କେଟିଆଇତେରଇଲା, ସେଡେବେଲେ ସେ ଜିରୁସାଲାମ୍ ଜିବାକେ ମନ୍କଲା ।
And when the days for his ascension were completed, so it was, that he set his face to go up to Jerusalem.
52 ୫୨ ସେ ଜିବା ଆଗ୍ତୁ କେତେଟା ଲକ୍ମନ୍କେ ପାଟାଇଲା । ସେମନ୍ ଜାଇକରି ଜିସୁର୍ପାଇ ସବୁ କର୍ବାକେ ସମିରଣିୟମନର୍ ଗଟେକ୍ ଗାଏଁ କେଟ୍ଲାଇ ।
And he sent messengers before his face; and they went, and entered a village of the Samaritans, to prepare lodgings for him.
53 ୫୩ ମାତର୍ ଜିସୁ ଜିରୁସାଲାମ୍ ଜିବାକେ ମନ୍କଲାଆଚେ ବଲି ଜାନିକରି, ତାକେ ଡାକି ବସାଅତ୍ନାଇ ।
And they received him not, because he had set his face to go up to Jerusalem.
54 ୫୪ ଏଟାଦେକି ଜାକୁବ୍ ଆରି ଜଅନ୍ କଇଲାଇ, “ମାପ୍ରୁ ଏଲିୟ ମିସା ଜେନ୍ତି କରିରଇଲା, ସେନ୍ତାର୍ସେ ଆମେ ବାଦ୍ଲେଅନି ଜଇ ଅଦ୍ରାଇ ସେମନ୍କେ ନାସ୍କର୍ବାକେ ତମେ ମନ୍ କଲାସ୍ନି କି?”
And when his disciples James and John saw it, they said to him: Our Lord, wilt thou that we speak, and fire come down from heaven, and consume them, as also did Elijah?
55 ୫୫ ମାତର୍ ଜିସୁ ବୁଲିକରି ସେମନ୍କେ ଦମ୍କାଇକରି କଇଲା, “ତମେମନ୍ କେନ୍ତାରି ଆତ୍ମାର୍ ଲକ୍, ଏଟା ନାଜାନାସ୍ । ମାପ୍ରୁ ପାଟାଇରଇବା ନର୍ପିଲା ମୁଇ ମୁନୁସ୍ମନର୍ ଜିବନ୍ ନାସ୍ କର୍ବାକେ ନ ଆସି, ରକିଆ କର୍ବାକେ ଆସିଆଚେ ।”
And he turned and rebuked them, and said: Ye know not of what spirit ye are.
56 ୫୬ ତାର୍ପଚେ ସେମନ୍ ଆରିଗଟେକ୍ ଗାଏଁ ଉଟିଗାଲାଇ ।
For the Son of man hath not come to destroy souls; but to quicken them. And they went to another village.
57 ୫୭ ସେମନ୍ ଜିବାବେଲେ ବାଟେ ଗଟେକ୍ ଲକ୍ ଜିସୁକେ କଇଲା, “ତମେ ଜନ୍ ଜାଗାଇ ଜାଇସା, ମୁଇ ତମର୍ସଙ୍ଗ୍ ଆଇବି ।”
And as they went by the way, one said to him: I will follow thee to whatever place thou goest, my Lord.
58 ୫୮ ଜିସୁ ତାକେ କଇଲା, “କକପାନ୍ଦିର୍ ପାଆର୍ ଆଚେ, ଚଡଇମନ୍କେ ଗୁଡା ଆଚେ, ମାତର୍ ମାପ୍ରୁ ପାଟାଇରଇବା ନର୍ପିଲା ମକେ ବସ୍ବାକେ ନିଜର୍ ଗର୍ ନାଇ ।”
Jesus said to him: The foxes have holes, and the birds of heaven have coverts; but the Son of man hath not where he may lay his head.
59 ୫୯ ତାର୍ପଚେ ଜିସୁ ଆରିଗଟେକ୍ ଲକ୍କେ କଇଲା, “ମର୍ସଙ୍ଗ୍ ଆଉ ।” ମାତର୍ ସେ କଇଲା, “ପର୍ତୁମ୍ ଜାଇ ମର୍ ବାବାକେ ଦନ୍ କରିଆଇବାଜାକ ମକେ ଆଦେସ୍ ଦିଆ ।”
And he said to another: Come thou after me. And he said to him: My Lord, permit me first to go and bury my father.
60 ୬୦ ମାତର୍ ଜିସୁ ତାକେ କଇଲା, “ମଲାଲକ୍ମନ୍ ମଲାଲକ୍ମନ୍କେ ଦନ୍ କର୍ବାକେ ଚାଡିଦିଆସ୍, ମାତର୍ ତମେ ଜାଇ ପର୍ମେସରର୍ ରାଇଜ୍ ଜାନାଆ ।”
And Jesus said to him: Allow the dead to bury their dead; and go thou and proclaim the kingdom of God.
61 ୬୧ ଆରିଗଟେକ୍ ଲକ୍ କଇଲା, “ମାପ୍ରୁ ମୁଇ ତମର୍ସଙ୍ଗ୍ ଆଇବି, ମାତର୍ ଗରର୍ ଲକ୍ମନ୍କେ ଗାଲିନି ବଲି କଇକରି ଆଇବାକେ ଆଦେସ୍ ଦିଆ ।”
Another said to him: I will follow thee, my Lord; but allow me first to bid adieu to my household, and I will come.
62 ୬୨ ମାତର୍ ଜିସୁ ତାକେ କଇଲା, “ଜେ କସ୍ବାବେଲେ ନଙ୍ଗଲ୍ଦାରି ପଚେ ଦେକିଲାଗିରଇସି, ସେ ପର୍ମେସରର୍ ରାଇଜର୍ ସେବା କର୍ବାକେ ଅଦିକାର୍ ନ ପାଏ ।”
Jesus said to him: No man putting his hand to the ox-plough, and looking backward, is fit for the kingdom of God.