< ଲୁକ୍ 7 >
1 ୧ ଜିସୁ ଲକ୍ମନ୍କେ ସବୁ କାତା କଇ ସାରାଇକରି କପର୍ନାଉମ୍ ସଅରେ କେଟ୍ଲା ।
ⲁ̅ⲉⲡⲉⲓⲇⲏ ⲁϥϫⲉⲕ ⲛⲉϥϣⲁϫⲉ ⲉⲃⲟⲗ ⲧⲏⲣⲟⲩ ⲉⲙⲙⲁⲁϫⲉ ⲙⲡⲗⲁⲟⲥ ⲁϥⲃⲱⲕ ⲉϩⲟⲩⲛ ⲉⲕⲁⲫⲁⲣⲛⲁⲟⲩⲙ
2 ୨ ସେବେଲେ ସଏଟା ସନିଅମନର୍ ମୁକିଆର୍ ଗଟେକ୍ ଗତିଦାଙ୍ଗ୍ଡା, ଜର୍ ଅଇକରି ମଲାପାରା ଅଇଜାଇରଇଲା । ସେ ତାକେ ନିଜର୍ଲକ୍ ପାରା ଆଲାଦ୍ କର୍ତେରଇଲା ।
ⲃ̅ⲛⲉⲣⲉⲡϩⲙϩⲁⲗ ⲇⲉ ⲛⲟⲩϩⲉⲕⲁⲧⲟⲛⲧⲁⲣⲭⲟⲥ ⲙⲟⲕϩ ⲡⲉ ⲉϥⲛⲁⲙⲟⲩ ⲡⲁⲓ ⲇⲉ ⲛⲉϥⲧⲁⲓⲏⲩ ⲛⲧⲟⲟⲧϥ ⲡⲉ
3 ୩ ସେ ଜିସୁର୍ ବିସଇର୍ କବର୍ ସୁନି, ଜିସୁ ଜେନ୍ତିକି ଆସି ତାର୍ ଗତିଦାଙ୍ଗ୍ଡାର୍ ଜିବନ୍ ରକିଆ କର୍ସି ବଲି ବାବ୍ଲା । ସେଟାର୍ପାଇ ଜିସୁର୍ ଲଗେ କେତେଟା ଜିଉଦି ପାର୍ଚିନ୍ମନ୍କେ ପାଟାଇ ତାକେ ବାବୁଜିଆ କଲାଇ ।
ⲅ̅ⲁϥⲥⲱⲧⲙ ⲉⲧⲃⲉ ⲓⲏⲥ ⲁϥϫⲟⲟⲩ ⲛϩⲉⲛⲡⲣⲉⲥⲃⲩⲧⲉⲣⲟⲥ ⲛⲧⲉⲛⲓⲟⲩⲇⲁⲓ ϣⲁⲣⲟϥ ⲉⲩⲥⲟⲡⲥ ⲙⲙⲟϥ ϫⲉ ⲉϥⲉⲉⲓ ⲛϥⲧⲟⲩϫⲉ ⲡⲉϥϩⲙϩⲁⲗ
4 ୪ ପାର୍ଚିନ୍ମନ୍ ଜିସୁର୍ଲଗେ କେଟିକରି ତାକେ ଜୁଆର୍ ବିଆର୍ କରି କଇବାର୍ ଦାର୍ଲାଇ, “ତାର୍ପାଇ ତମେ ଏନ୍ତାରି କରିରଇଲେ, ନିକରଇସି ।
ⲇ̅ⲛⲧⲟⲟⲩ ⲇⲉ ⲁⲩⲉⲓ ϣⲁ ⲓⲏⲥ ⲁⲩⲥⲉⲡⲥⲱⲡϥ ϩⲛ ⲟⲩⲥⲡⲟⲩⲇⲏ ⲉⲩϫⲱ ⲙⲙⲟⲥ ϫⲉ ϥⲙⲡϣⲁ ⲛϭⲓ ⲡⲉⲧⲕⲛⲁⲣ ⲡⲁⲓ ⲛⲁϥ
5 ୫ କାଇକେବଇଲେ ସେ ଆମର୍ ଲକ୍ମନ୍କେ ଆଲାଦ୍ କର୍ସି ଆରି ନିଜେ ସେ ଆମର୍ ସବୁଲକର୍ ପାଇ ପାର୍ତନାଗର୍ ତିଆର୍କରି ଦେଇଆଚେ ।”
ⲉ̅ϥⲙⲉ ⲅⲁⲣ ⲙⲡⲉⲛϩⲉⲑⲛⲟⲥ ⲁⲩⲱ ⲛⲧⲟϥ ⲡⲉⲛⲧⲁϥⲕⲱⲧ ⲛⲁⲛ ⲛⲧⲥⲩⲛⲁⲅⲱⲅⲏ
6 ୬ ତେଇ ଜିସୁ ତାକର୍ ସଙ୍ଗ୍ ଗାଲା । ସେ ଗରେ କେଟ୍ବାକେ କଣ୍ଡେକ୍ ଦୁର୍ ରଇଲାକେ, ସଏଟା ସନିଅମନର୍ ମୁକିଆ ଲକ୍ମନ୍କେ ପାଟାଇ ତାକେ କଇଲା, “ମାପ୍ରୁ, କସ୍ଟ ଉଆନାଇ, କାଇକେବଇଲେ ତମେ ଜେ ମର୍ ଗରେ ପାଦ୍ ପାକାଇସା, ମର୍ ଏନ୍ତାରି ବାଗିଅ ନାଇ ।
ⲋ̅ⲓⲏⲥ ⲇⲉ ⲁϥⲃⲱⲕ ⲛⲙⲙⲁⲩ ⲉⲙⲡⲁⲧϥϩⲱⲛ ⲇⲉ ⲉⲡⲏⲓ ⲁⲫⲉⲕⲁⲧⲟⲛⲧⲁⲣⲭⲟⲥ ⲧⲛⲛⲟⲟⲩ ⲛⲛⲉϥϣⲃⲉⲉⲣ ⲉϥϫⲱ ⲙⲙⲟⲥ ⲛⲁϥ ϫⲉ ⲡϫⲟⲉⲓⲥ ⲙⲡⲣⲥⲕⲩⲗⲗⲉⲓ ⲛϯⲙⲡϣⲁ ⲅⲁⲣ ⲁⲛ ⲉⲧⲣⲉⲕⲉⲓ ⲉϩⲟⲩⲛ ϩⲁⲧⲁⲟⲩⲉϩⲥⲟⲓ
7 ୭ ଏଟାର୍ପାଇ ମୁଇ ତମର୍ଟାନେ ଆଇବାକେ ମନ୍ କରିନାଇ । ମାତର୍ ଗଟେକ୍ ପଦ୍ ଆଦେସ୍ କରା, ମର୍ ଗତିଦାଙ୍ଗ୍ଡା ନିକ ଅଇଜାଇସି ।
ⲍ̅ⲉⲧⲃⲉ ⲡⲁⲓ ⲣⲱ ⲙⲡⲓⲁⲁⲧ ⲛⲙⲡϣⲁ ⲉⲉⲓ ϣⲁⲣⲟⲕ ⲁⲗⲗⲁ ⲁϫⲓⲥ ⲙⲙⲁⲧⲉ ⲙⲡϣⲁϫⲉ ϫⲉ ⲙⲁⲣⲉ ⲡⲁϩⲙϩⲁⲗ ⲗⲟ
8 ୮ ମୁଇ ଗଟେକ୍ ଲକର୍ ତଲେ କାମ୍ କର୍ତେରଇଲେ ମିସା ମର୍ ତଲେ ସନିଅମନ୍ ଆଚତ୍ । ଆରି ମୁଇ ଗଟେକ୍ ଲକ୍କେ ଜା ବଲି କଇଲେ, ସେ ଜାଇସି । ବିନ୍ ଲକ୍କେ ଆଉ ବଇଲେ ସେ ଆଇସି । ମର୍ ଗତିଦାଙ୍ଗ୍ଡାକେ ଏଟା କର୍ ବଇଲେ, ସେ ସେଟା କର୍ସି ।”
ⲏ̅ⲕⲁⲓⲅⲁⲣ ⲁⲛⲟⲕ ⲁⲛⲅⲟⲩⲣⲱⲙⲉ ⲉⲓϣⲟⲟⲡ ϩⲁⲟⲩⲉⲝⲟⲩⲥⲓⲁ ⲉⲩⲛϩⲉⲛⲙⲁⲧⲟⲓ ϩⲁⲣⲁⲧ ϣⲁⲓϫⲟⲟⲥ ⲙⲡⲁⲓ ϫⲉ ⲃⲱⲕ ⲁⲩⲱ ϣⲁϥⲃⲱⲕ ⲁⲩⲱ ⲛⲕⲉⲟⲩⲁ ϫⲉⲁⲙⲟⲩ ⲁⲩⲱ ϣⲁϥⲉⲓ ⲁⲩⲱ ⲙⲡⲁϩⲙϩⲁⲗ ϫⲉ ⲁⲣⲓ ⲡⲁⲓ ⲛϥⲁⲁϥ
9 ୯ ଜିସୁ ତାର୍ ଏ ସବୁ ବିସଇ ସୁନି କାବା ଅଇଗାଲା, ଆରି ବୁଲିକରି ତାର୍ ପଚେ ଆଇତେରଇବା ଲକ୍ମନ୍କେ କଇଲା, “ମୁଇ ତମ୍କେ କଇଲିନି, ଇସ୍ରାଏଲ୍ ବିତ୍ରେ ମିସା ଏତେକ୍ ବଡ୍ ବିସ୍ବାସି ନ ମିଲତ୍ ।”
ⲑ̅ⲁⲓⲏⲥ ⲇⲉ ⲥⲱⲧⲙ ⲉⲛⲁⲉⲓ ⲁϥⲣϣⲡⲏⲣⲉ ⲙⲙⲟϥ ⲁϥⲕⲟⲧϥ ⲉⲛⲉⲧⲟⲩⲏϩ ⲛⲥⲱϥ ⲡⲉϫⲁϥ ⲛⲁⲩ ϫⲉ ϯϫⲱ ⲙⲙⲟⲥ ⲛⲏⲧⲛ ϫⲉ ⲟⲩⲇⲉ ⲙⲡⲓϩⲉ ⲉⲡⲓⲥⲧⲓⲥ ⲛⲧⲉⲓϭⲟⲧ ϩⲙ ⲡⲕⲉⲓⲥⲣⲁⲏⲗ
10 ୧୦ ଆରି ଜିସୁକେ ଡାକ୍ବାକେ ଜାଇରଇଲା ଲକ୍ମନ୍ ଗରେ ବାଉଡି ଆସି ଗତିଦାଙ୍ଗ୍ଡା ନିକ ଅଇରଇବାଟା ଦେକ୍ଲାଇ ।
ⲓ̅ⲁⲛⲉⲛⲧⲁⲩϫⲟⲟⲩⲥⲟⲩ ⲇⲉ ⲕⲟⲧⲟⲩ ⲉⲡⲏⲓ ⲁⲩϩⲉ ⲉⲡϩⲙϩⲁⲗ ⲉⲁϥⲙⲧⲟⲛ
11 ୧୧ ତେଇଅନି ଜିସୁ ନାଇନ୍ ନାଉଁର୍ ନଅରେ ଗାଲା । ତାର୍ସଙ୍ଗ୍ ସିସ୍ମନ୍ ଆରି ଲକ୍ମନ୍ ବେସି ଜାଇତେରଇଲାଇ ।
ⲓ̅ⲁ̅ⲁⲥϣⲱⲡⲉ ⲇⲉ ⲙⲙⲛⲛⲥⲱⲥ ⲁϥⲃⲱⲕ ⲉⲩⲡⲟⲗⲉⲓⲥ ⲉϣⲁⲩⲙⲟⲩⲧⲉ ⲉⲣⲟⲥ ϫⲉ ⲛⲁⲉⲓⲛ ⲉⲣⲉⲛⲉϥⲙⲁⲑⲏⲧⲏⲥ ⲙⲟⲟϣⲉ ⲛⲙⲙⲁϥ ⲛⲙⲡⲙⲏⲏϣⲉ ⲉⲧⲛⲁϣⲱϥ
12 ୧୨ ସେ ନଅରର୍ ଦୁଆର୍ଲଗେ କେଟୁ କେଟୁ, ଏଦେ ଦେକା! ଲକ୍ମନ୍ ଗଟେକ୍ ମଲା ଲକ୍କେ ବଇଆନ୍ତେ ରଇଲାଇ । ସେ ନିଜର୍ ମାଆର୍ ଗଟେକ୍ ସେ ପିଲା, ଆରି ସେ ମାଇଜି ରାଣ୍ଡିଟା । ନଅରର୍ ବେସିଲକ୍ମନ୍ ତାର୍ ସଙ୍ଗ୍ ରଇଲାଇ ।
ⲓ̅ⲃ̅ⲛⲧⲉⲣⲉϥϩⲱⲛ ⲇⲉ ⲉϩⲟⲩⲛ ⲉⲧⲡⲩⲗⲏ ⲛⲧⲡⲟⲗⲉⲓⲥ ⲉⲓⲥ ϩⲏⲏⲧⲉ ⲁⲩⲛⲟⲩⲁ ⲉⲃⲟⲗ ⲉϥⲙⲟⲟⲩⲧ ⲟⲩϣⲏⲣⲉ ⲟⲩⲱⲧ ⲛⲧⲉⲧⲉϥⲙⲁⲁⲩ ⲛⲧⲟⲥ ⲇⲉ ⲛⲉⲟⲩⲭⲏⲣⲁ ⲧⲉ ⲛⲉⲟⲩⲛⲟⲩⲙⲏⲏϣⲉ ⲇⲉ ⲛⲧⲉⲧⲡⲟⲗⲉⲓⲥ ⲛⲙⲙⲁⲥ ⲡⲉ
13 ୧୩ ସେ ରାଣ୍ଡି ମାଇଜିକେ ଦେକି ଜିସୁ ଦୁକ୍କଲା ଆରି ତାକେ କଇଲା, “ଏ ମାଆ କାନ୍ଦ୍ନାଇ ।”
ⲓ̅ⲅ̅ⲁⲡϫⲟⲉⲓⲥ ⲇⲉ ⲛⲁⲩ ⲉⲣⲟⲥ ⲁϥϣⲛϩⲧⲏϥ ⲉϩⲣⲁⲓ ⲉϫⲱⲥ ⲡⲉϫⲁϥ ⲛⲁⲥ ϫⲉ ⲙⲡⲣⲣⲓⲙⲉ
14 ୧୪ ଆରି, ଜିସୁ ଜାଇକରି ଡାଣ୍ଡିଆ ଚିଇଲାକେ ବଇ ଆନ୍ତେରଇବା ଲକ୍ମନ୍ ଟିଆଅଇଲାଇ । ଆରି ସେ କଇଲା, “ମୁଇ ତକେ କଇଲିନି, ନୁନା ଉଟ୍!”
ⲓ̅ⲇ̅ⲁϥϯ ⲡⲉϥⲟⲩⲟⲓ ⲇⲉ ⲁϥϫⲱϩ ⲉⲡⲉϭⲗⲟϭ ⲛⲉⲧϥⲓ ⲇⲉ ϩⲁⲣⲟϥ ⲁⲩⲁϩⲉⲣⲁⲧⲟⲩ ⲡⲉϫⲁϥ ⲛⲁϥ ϫⲉ ⲡϩⲣϣⲓⲣⲉ ⲉⲓϫⲱ ⲙⲙⲟⲥ ⲛⲁⲕ ⲧⲱⲟⲩⲛⲅ
15 ୧୫ ତେଇ ସେ ଦାଙ୍ଗ୍ଡା ଉଟିବସ୍ଲା ଆରି କାତା କଇବାର୍ ଦାର୍ଲା । ଆରି ଜିସୁ ସେ ଦାଙ୍ଗ୍ଡାକେ ତାର୍ ମାକେ ସର୍ପିଦେଲା ।
ⲓ̅ⲉ̅ⲁⲡⲉⲧⲙⲟⲟⲩⲧ ⲇⲉ ϩⲙⲟⲟⲥ ⲁϥⲁⲣⲭⲓ ⲛϣⲁϫⲉ ⲁϥⲧⲁⲁϥ ⲛⲧⲉϥⲙⲁⲁⲩ
16 ୧୬ ତେଇ ସବୁଲକ୍ ଡରିଗାଲାଇ, ଆରି ପର୍ମେସରର୍ ମଇମା କରି କରି କଇଲାଇ “ଆମର୍ ବିତ୍ରେ ଗଟେକ୍ ମଆନ୍ ବବିସତ୍ବକ୍ତା ଆଇଲାଆଚେ, ଆରି ପର୍ମେସର୍ ନିଜର୍ ଲକ୍ମନ୍କେ ଉଦାର୍ କର୍ବାକେ ଆସିଆଚେ ।”
ⲓ̅ⲋ̅ⲁⲑⲟⲧⲉ ⲇⲉ ϫⲓⲧⲟⲩ ⲧⲏⲣⲟⲩ ⲁⲩⲱ ⲁⲩϯ ⲉⲟⲟⲩ ⲙⲡⲛⲟⲩⲧⲉ ⲉⲩϫⲱ ⲙⲙⲟⲥ ϫⲉ ⲁⲩⲛⲟϭ ⲙⲡⲣⲟⲫⲏⲧⲏⲥ ⲧⲱⲟⲩⲛ ⲛϩⲏⲧⲛ ⲁⲩⲱ ϫⲉ ⲁⲡⲛⲟⲩⲧⲉ ϭⲙⲡϣⲓⲛⲉ ⲙⲡⲉϥⲗⲁⲟⲥ
17 ୧୭ ଜିସୁର୍ ଏ ବିସଇର୍ କାତା ଗୁଲାଇ ଜିଉଦା ଦେସେ ଆରି ଚାରିବାଟର୍ ଗାଉଁଗଣ୍ଡାର୍ ଲକ୍ମନ୍ ଜାନ୍ଲାଇ ।
ⲓ̅ⲍ̅ⲁⲡϣⲁϫⲉ ⲇⲉ ⲉⲓ ⲉⲃⲟⲗ ϩⲛ ϯⲟⲩⲇⲁⲓⲁ ⲧⲏⲣⲥ ⲉⲧⲃⲏⲧϥ ⲛⲙ ⲧⲡⲉⲣⲓⲭⲱⲣⲟⲥ ⲧⲏⲣⲥ
18 ୧୮ ପଚେ ଡୁବନ୍ ଦେଉ ଜଅନର୍ ସିସ୍ମନ୍ ଏ ସବୁ କାତା ଜଅନ୍କେ ଜାନାଇଲାଇ ।
ⲓ̅ⲏ̅ⲁⲙⲙⲁⲑⲏⲧⲏⲥ ⲇⲉ ⲛⲓⲱϩⲁⲛⲛⲏⲥ ⲧⲁⲙⲟϥ ⲉⲧⲃⲉ ⲛⲁⲓ ⲧⲏⲣⲟⲩ ⲁⲓⲱϩⲁⲛⲛⲏⲥ ⲙⲟⲩⲧⲉ ⲉⲥⲛⲁⲩ ⲛⲛⲉϥⲙⲁⲑⲏⲧⲏⲥ
19 ୧୯ ତେଇ ଜଅନ୍ ନିଜର୍ ସିସ୍ମନର୍ ବିତ୍ରେଅନି ଦୁଇଲକ୍କେ ଡାକି ମାପ୍ରୁର୍ ଲଗେ ଏନ୍ତାରି କଇ ପାଟାଇଲା, “ଜେ ଆଇବାର୍ ରଇଲା, ସେ ଲକ୍ ତମେସେ କି? କି କାଇ ବିନ୍ ଲକ୍କେ ଆମେ ଜାଗ୍ବୁ?”
ⲓ̅ⲑ̅ⲁϥϫⲟⲟⲩⲥⲉ ϣⲁⲡϫⲟⲉⲓⲥ ⲉϥϫⲱ ⲙⲙⲟⲥ ϫⲉ ⲛⲧⲟⲕ ⲡⲉⲧⲛⲏⲟⲩ ϫⲉⲉⲛⲛⲁϭⲱϣⲧ ϩⲏⲧϥ ⲛⲕⲉⲟⲩⲁ
20 ୨୦ ସେ ଲକ୍ମନ୍ ଜିସୁର୍ଲଗେ କେଟିକରି କଇଲାଇ, “ଡୁବନ୍ ଦେଉ ଜଅନ୍ ଆମ୍କେ ଏନ୍ତାରି କଇ ତମର୍ଲଗେ ପାଟାଇଆଚେ, ଜେ ଆଇବାର୍ ରଇଲା, ସେ ଲକ୍ ତମେ କି? କି କାଇ ଆମେ ଆରି ବିନ୍ ଲକ୍କେ ଜାଗ୍ବୁ?”
ⲕ̅ⲛⲧⲉⲣⲉⲣⲣⲱⲙⲉ ⲇⲉ ⲉⲓ ϣⲁⲣⲟϥ ⲡⲉϫⲁⲩ ⲛⲁϥ ϫⲉ ⲓⲱϩⲁⲛⲛⲏⲥ ⲡⲃⲁⲡⲧⲓⲥⲧⲏⲥ ⲡⲉⲛⲧⲁϥⲧⲛⲛⲟⲟⲩⲛ ϣⲁⲣⲟⲕ ⲉϥϫⲱ ⲙⲙⲟⲥ ϫⲉ ⲛⲧⲟⲕ ⲡⲉⲧⲛⲏⲟⲩ ϫⲉⲉⲛⲛⲁϭⲱϣⲧ ϩⲏⲧϥ ⲛⲕⲉⲟⲩⲁ
21 ୨୧ ସେବେଲେ ଜିସୁ ଜର୍ ଦୁକା, ଆରି ଡୁମା ଦାର୍ଲା ଲକ୍ମନ୍କେ ନିକ କଲା । ଆରି କେତେଟା କାଣାମନ୍କେ ମିସା ଆଁକି ଡିସାଇଲା ।
ⲕ̅ⲁ̅ϩⲛ ⲧⲉⲩⲛⲟⲩ ⲇⲉ ⲉⲧⲙⲙⲁⲩ ⲛⲉⲁϥⲧⲁⲗϭⲉ ⲟⲩⲙⲏⲏϣⲉ ⲉⲃⲟⲗ ϩⲛ ⲛⲉⲩϣⲱⲛⲉ ⲙⲛ ⲛⲉⲩⲙⲁⲥⲧⲓⲛⲅⲝ ⲁⲩⲱ ⲉⲃⲟⲗ ϩⲛ ⲛⲉⲡⲛⲁ ⲙⲡⲟⲛⲏⲣⲟⲛ ⲟⲩⲙⲏⲏϣⲉ ⲃⲃⲗⲗⲉ ⲁϥⲭⲁⲣⲓⲍⲉ ⲛⲁⲩ ⲙⲡⲛⲁⲩ ⲉⲃⲟⲗ
22 ୨୨ ଜିସୁ ଜଅନର୍ ସିସ୍ମନ୍କେ କଇଲା, “ତମେମନ୍ ଜନ୍ ଜନ୍ଟା ଦେକ୍ଲାସ୍ ଆରି ସୁନ୍ଲାସ୍, ସେଟା ସବୁ ଜାଇ ଜଅନ୍କେ ଜାନାଆ, କାଣା ଲକ୍ମନ୍ ଦେକିପାର୍ଲାଇନି, ଚଟାମନ୍ ଇଣ୍ଡିବୁଲ୍ଲାଇନି, ବଡ୍ ରଗିମନ୍ ନିକ ଅଇଲାଇନି, ବଇରା ଲକ୍ମନ୍ ସୁନ୍ଲାଇନି, ମଲାଲକ୍ମନ୍ ଜିବନ୍ଅଇ ଉଟ୍ଲାଇନି, ଆରି ଦୁକର୍ ଲକ୍ମନ୍କେ ମାପ୍ରୁର୍ ବାକିଅ ସୁନାଇଅଇଲାନି ।
ⲕ̅ⲃ̅ⲁϥⲟⲩⲱϣⲃ ⲇⲉ ⲉϥϫⲱ ⲙⲙⲟⲥ ⲛⲁⲩ ϫⲉ ⲃⲱⲕ ⲛⲧⲉⲧⲛϫⲓⲡⲟⲩⲱ ⲛⲓⲱϩⲁⲛⲛⲏⲥ ⲛⲛⲉⲛⲧⲁⲧⲉⲧⲛⲛⲁⲩ ⲉⲣⲟⲟⲩ ⲁⲩⲱ ⲛⲉⲛⲧⲁⲧⲉⲧⲛⲥⲟⲧⲙⲟⲩ ϫⲉ ⲛⲃⲗⲗⲉⲉⲩ ⲛⲁⲩ ⲉⲃⲟⲗ ⲛϭⲁⲗⲉⲉⲩ ⲙⲟⲟϣⲉ ⲛⲉⲧⲥⲟⲃϩ ⲧⲃⲃⲟ ⲛⲁⲗ ⲥⲱⲧⲙ ⲛⲉⲧⲙⲟⲟⲩⲧ ⲧⲱⲟⲩⲛ ⲛϩⲏⲕⲉ ⲥⲉⲉⲩⲁⲅⲅⲉⲗⲓⲍⲉ
23 ୨୩ ଜନ୍ଲକ୍ ମକେ ‘କିରିସ୍ଟ ସେ କି ନଏଁ?’ ବଲି ନ ବାବିକରି ବିସ୍ବାସ୍ କର୍ସି, ତାର୍ କେଡେକ୍ ନିକ କରମ୍ ।”
ⲕ̅ⲅ̅ⲁⲩⲱ ⲛⲁⲓⲁⲧϥ ⲙⲡⲉⲧⲉ ⲛϥⲛⲁⲥⲕⲁⲛⲇⲁⲗⲓⲍⲉ ⲁⲛ ⲛϩⲏⲧ
24 ୨୪ ଜଅନର୍ ସିସ୍ମନ୍ ବାଉଡିଗାଲାପଚେ ଜିସୁ ଲକ୍ମନ୍କେ ଜଅନର୍ ବିସଇ କଇବାର୍ଦାର୍ଲା, “କାଇଟା ଦେକ୍ବାକେ ତମେ ମରୁବାଲି ବୁଏଁ ବାରଇ ଜାଇରଇଲାସ୍? କାଇ ପବନେ ଜୁଲ୍ତେରଇବା ବାଉଁସ୍ ନାଲା?
ⲕ̅ⲇ̅ⲛⲧⲉⲣⲟⲩⲃⲱⲕ ⲇⲉ ⲛϭⲓ ⲛϥⲁⲓϣⲓⲛⲉ ⲛⲓⲱϩⲁⲛⲛⲏⲥ ⲁϥⲁⲣⲭⲓ ⲛϫⲟⲟⲥ ⲛⲙⲙⲏⲏϣⲉ ⲉⲧⲃⲉ ⲓⲱϩⲁⲛⲛⲏⲥ ϫⲉ ⲛⲧⲁⲧⲉⲧⲛⲉⲓ ⲉⲃⲟⲗ ⲉⲧⲉⲣⲏⲙⲟⲥ ⲉⲛⲁⲩ ⲉⲟⲩ ⲉⲩⲕⲁϣ ⲉⲣⲉⲡⲧⲏⲩ ⲕⲓⲙ ⲉⲣⲟϥ
25 ୨୫ ସେଟା ନଇଲେ ତମେ କାଇଟା ଦେକ୍ବାକେ ବାରଇଜାଇ ରଇଲାସ୍? କାଇ ଜବର୍ ଡାବୁଦେଇ ବସ୍ତର୍ ଗେନି ପିନ୍ଦିରଇବା ଗଟେକ୍ ଲକ୍କେ ଦେକ୍ବାକେ? ଦେକା, ଜନ୍ ଲକ୍ମନ୍ ଜେ କି ସୁନ୍ଦର୍ ବସ୍ତର୍ ପିନ୍ଦିକରି, ସୁକର୍ ସଙ୍ଗ୍ ଦିନ୍ ବିତାଇବାଇ, ସେମନ୍ ତା ରାଜାର୍ ନଅରେ ରଇବାଇ ।
ⲕ̅ⲉ̅ⲁⲗⲗⲁ ⲛⲧⲁⲧⲉⲧⲛⲉⲓ ⲉⲃⲟⲗ ⲉⲛⲁⲩ ⲉⲟⲩ ⲉⲩⲣⲱⲙⲉ ⲉⲣⲉϩⲉⲛϩⲃⲥⲱ ⲉⲩϭⲏⲛ ⲧⲟ ϩⲓⲱⲱϥ ⲉⲓⲥ ⲛⲉⲧϩⲛⲛϩⲃⲥⲱ ⲉⲧⲧⲁⲉⲓⲏⲩ ⲙⲛ ⲛⲉⲧⲣⲩⲫⲏ ϩⲛ ⲛⲏⲓ ⲛⲛⲉⲣⲣⲱⲟⲩ
26 ୨୬ ସେନ୍ତାର୍ ନଇଲେ କାଇକେ ବାରଇ ଜାଇରଇଲାସ୍? କାଇ ଗଟେକ୍ ବବିସତ୍ବକ୍ତାକେ ଦେକ୍ବାକେ? ମୁଇ ତମ୍କେ ସତ୍ କଇଲିନି, ଜଅନ୍ ବବିସତ୍ବକ୍ତାମନର୍ ତେଇଅନି ମିସା ଅଦିକାର୍ ରଇବା ଲକ୍ ।”
ⲕ̅ⲋ̅ⲁⲗⲗⲁ ⲛⲧⲁⲧⲉⲧⲛⲉⲓ ⲉⲃⲟⲗ ⲉⲛⲁⲩ ⲉⲟⲩ ⲉⲩⲡⲣⲟⲫⲏⲧⲏⲥ ⲉϩⲉ ϯϫⲱ ⲙⲙⲟⲥ ⲛⲏⲧⲛ ϫⲉ ⲟⲩϩⲟⲩⲉⲡⲣⲟⲫⲏⲧⲏⲥ ⲡⲉ
27 ୨୭ ଜାର୍ ବିସଇ ନେଇକରି ଦରମ୍ ସାସ୍ତରେ ଲେକାଆଚେ । ପର୍ମେସର୍ କଇଲା, “ଆମେ ନିଜର୍ ଦୁତ୍କେ ତମର୍ ଆଗେ ପାଟାଇଲୁନି, ସେ ତମର୍ ମୁଆଟେ ତମର୍ପାଇ ବାଟ୍ ତିଆର୍ କର୍ସି, ଏ ସେ ଲକ୍ ।
ⲕ̅ⲍ̅ⲡⲁⲓ ⲡⲉⲧⲥⲏϩ ⲉⲧⲃⲏⲧϥ ϫⲉ ⲉⲓⲥ ϩⲏⲏⲧⲉ ϯⲛⲁⲧⲛⲛⲟⲟⲩ ⲙⲡⲁⲁⲅⲅⲉⲗⲟⲥ ϩⲁⲧⲉⲕϩⲏ ⲡⲁⲓ ⲉⲧⲛⲁⲥⲟⲩⲧⲛ ⲧⲉⲕϩⲓⲏ ⲙⲡⲉⲕⲙⲧⲟ ⲉⲃⲟⲗ
28 ୨୮ ମୁଇ ତମ୍କେ ସତ୍ କଇଲିନି, ମାଇଜିମନର୍ ଟାନେଅନି ଜାତ୍ କରିରଇବା ସବୁର୍ ବିତ୍ରେ, ଜଅନର୍ ଟାନେଅନି ଆରି ମୁକିଅ କେ ମିସା ନାଇ, ଏଲେମିସା ପର୍ମେସରର୍ ରାଇଜେ ଜେ ସାନ୍, ସେ ଜଅନର୍ ଟାନେଅନି ବଡ୍ ।”
ⲕ̅ⲏ̅ϯϫⲱ ⲙⲙⲟⲥ ⲛⲏⲧⲛ ϫⲉ ⲙⲙⲛⲡⲉⲧⲟ ⲛⲛⲟϭ ⲉⲓⲱϩⲁⲛⲛⲏⲥ ϩⲛ ⲛⲉϫⲡⲟ ⲛⲛⲉϩⲓⲟⲙⲉ ⲡⲕⲟⲩⲓ ⲇⲉ ⲉⲣⲟϥ ⲡⲛⲟϭ ⲉⲣⲟϥ ⲡⲉ ϩⲛ ⲧⲙⲛⲧⲣⲣⲟ ⲙⲡⲛⲟⲩⲧⲉ
29 ୨୯ ଜନ୍ଲକ୍ମନ୍ ଏ ସବୁ କାତା ସୁନ୍ତେରଇଲାଇ, ସେମନ୍, ଜେନ୍ତାରିକି ସିସ୍ତୁମାଙ୍ଗୁମନ୍ ମିସା ପର୍ମେସରର୍ ଦାବିକଲାଟା ମାନି ଜଅନର୍ ଟାନେ ଡୁବନ୍ ନେଇରଇଲାଇ ।
ⲕ̅ⲑ̅ⲡⲗⲁⲟⲥ ⲇⲉ ⲧⲏⲣϥ ⲛⲙⲛⲧⲉⲗⲱⲛⲏⲥ ⲛⲧⲉⲣⲟⲩⲥⲱⲧⲙ ⲁⲩⲧⲁⲓⲉⲡⲛⲟⲩⲧⲉ ϫⲉ ⲁⲩϫⲓ ⲃⲁⲡⲧⲓⲥⲙⲁ ϩⲙ ⲡⲃⲁⲡⲧⲓⲥⲙⲁ ⲛⲓⲱϩⲁⲛⲛⲏⲥ
30 ୩୦ ମାତର୍ ପାରୁସିମନ୍ ଆରି ନିଅମ୍ ସିକାଉମନ୍ ତାକର୍ ଜିବନର୍ପାଇ ପର୍ମେସର୍ କରିରଇବା ଜଜ୍ନା ମାନତ୍ନାଇ, ଆରି ଜଅନର୍ଟାନେ ଡୁବନ୍ ନେଅତ୍ନାଇ ।
ⲗ̅ⲛⲉⲫⲁⲣⲓⲥⲥⲁⲓⲟⲥ ⲇⲉ ⲛⲙⲛⲛⲟⲙⲓⲕⲟⲥ ⲁⲩⲁⲑⲉⲧⲓ ⲙⲡϣⲟϫⲛⲉ ⲙⲡⲛⲟⲩⲧⲉ ⲉⲙⲡⲟⲩϫⲓ ⲃⲁⲡⲧⲓⲥⲙⲁ ⲉⲃⲟⲗ ϩⲓⲧⲟⲟⲧϥ
31 ୩୧ ଜିସୁ ଆରିତରେକ୍ କଇଲା, ଏବର୍ ଲକ୍ମନ୍କେ ମୁଇ କାର୍ ସଙ୍ଗ୍ ସମାନ୍ କର୍ବି? ଆରି ସେମନ୍ କାର୍ ପାରା?
ⲗ̅ⲁ̅ⲉⲓⲛⲁⲧⲟⲛⲧⲛ ⲛⲣⲱⲙⲉ ϭⲉ ⲛⲧⲉⲓⲅⲉⲛⲉⲁ ⲉⲛⲓⲙ ⲁⲩⲱ ⲉⲩⲓⲛⲉ ⲛⲛⲓⲙ
32 ୩୨ ଜନ୍ ପିଲାମନ୍ ଡାଣ୍ଡେବାଟେ ବସି ସେମନ୍ ସେମନ୍ ଡାକାଡାକିଅଇ କୁଆକୁଇ ଅଇବାଇ, “ଅଇରେ, ଆମେ ତମର୍ଲଗେ ବାଉଁସି ପୁକ୍ଲୁ, ତମେ ନାଟ୍ କରାସ୍ନାଇ, ଦୁକର୍ ଗିତ୍ ଗାଇଲୁ, ତମେ କାନ୍ଦାସ୍ନାଇ, ସେମନ୍ ତାକର୍ପାରା ।
ⲗ̅ⲃ̅ⲉⲩⲧⲛⲧⲱⲛ ⲉϩⲉⲛϣⲏⲣⲉ ϣⲏⲙ ⲉⲩϩⲙⲟⲟⲥ ϩⲓⲧⲁⲅⲟⲣⲁ ⲉⲩⲙⲟⲩⲧⲉ ⲉϩⲟⲩⲛ ⲉⲛⲉⲩϣⲃⲉⲉⲣ ⲉⲩϫⲱ ⲙⲙⲟⲥ ϫⲉ ⲁⲛϫⲱ ⲉⲣⲱⲧⲛ ⲙⲡⲉⲧⲛϭⲟⲥϭⲥ ⲁⲛⲧⲟⲓⲧ ⲙⲡⲉⲧⲛⲣⲓⲙⲉ
33 ୩୩ କାଇକେବଇଲେ, ଡୁବନ୍ ଦେଉ ଜଅନ୍ ଆସି ଉପାସେ ରଇ, ଆମଟ୍ ଅଇଲା ପଲ୍ରସ୍ ମିସା କାଏନାଇ, ଆରି ତମେ ତାକେ କଇଲାସ୍ନି ଡୁମା ଦାରିଆଚେ ବଲି ।
ⲗ̅ⲅ̅ⲁⲓⲱϩⲁⲛⲛⲏⲥ ⲅⲁⲣ ⲡⲃⲁⲡⲧⲓⲥⲧⲏⲥ ⲉⲓ ⲉⲛϥⲟⲩⲉⲙⲟⲉⲓⲕ ⲁⲛ ⲉⲛϥⲥⲉⲏⲣⲡ ⲁⲛ ⲡⲉϫⲏⲧⲛ ϫⲉ ⲟⲩⲛ ⲟⲩⲇⲁⲓⲙⲱⲛⲓⲟⲛ ϩⲓⲱⲱϥ
34 ୩୪ ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ଆସି କିଆପିଆ କଲିନି, ଆରି ତମେମନ୍ କଇଲାସ୍ନି, ଦେକା ଅ! ଏ ଗଟେକ୍ କାଉରାଟା ଆରି ମଦୁଆଟା, ସିସ୍ତୁମାଙ୍ଗୁମନର୍ ଆରି ପାପିମନର୍ ମଇତର୍ ।
ⲗ̅ⲇ̅ⲁⲡϣⲏⲣⲉ ⲙⲡⲣⲱⲙⲉ ⲉⲓ ⲉϥⲟⲩⲱⲙ ⲉϥⲥⲱ ⲡⲉϫⲏⲧⲛ ϫⲉ ⲓⲥⲟⲩⲣⲱⲙⲉ ⲣⲣⲉϥⲟⲩⲱⲙ ⲁⲩⲱ ⲣⲣⲉϥⲥⲉⲏⲣⲡ ⲛϣⲃⲏⲣ ⲛⲧⲉⲗⲱⲛⲏⲥ ϩⲓⲣⲉϥⲣⲛⲟⲃⲉ
35 ୩୫ ମାତର୍ ଜନ୍ଲକ୍ମନ୍ ପର୍ମେସରର୍ ଗିଆନ୍ ମାନ୍ବାଇ, ସେମନର୍ଟାନେ ମାପ୍ରୁ ସତ୍ ଇସାବେ ଡିସ୍ସି ।”
ⲗ̅ⲉ̅ⲁⲧⲥⲟⲫⲓⲁ ⲧⲙⲁⲓⲟ ⲉⲃⲟⲗ ϩⲛ ⲛⲉⲥϣⲏⲣⲉ ⲧⲏⲣⲟⲩ
36 ୩୬ ଆରି ପାରୁସିମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ କାଇବାକେ ଡାକ୍ଲା । ତେଇ ଜିସୁ ପାରୁସିର୍ ଗରେ ଜାଇକରି କାଇବାକେ ବସ୍ଲା ।
ⲗ̅ⲋ̅ⲁⲟⲩⲁ ⲇⲉ ⲛⲛⲉⲫⲁⲣⲓⲥⲥⲁⲓⲟⲥ ⲥⲉⲡⲥⲱⲡϥ ϫⲉ ⲉϥⲉⲟⲩⲱⲙ ⲛⲙⲙⲁϥ ⲁϥⲃⲱⲕ ⲇⲉ ⲉϩⲟⲩⲛ ⲉⲡⲏⲓ ⲙⲡⲉⲫⲁⲣⲓⲥⲥⲁⲓⲟⲥ ⲁϥⲛⲟϫϥ
37 ୩୭ ଆରି ଦେକା, ସେ ନଅରେ ଗଟେକ୍ ପାପି ମାଇଜି ରଇଲା । ଜିସୁ ପାରୁସିର୍ ଗରେ କାଇବାକେ ବସିଆଚେ ବଲି ଜାନିକରି, ସେ ଗଟେକ୍ କଣ୍ଡିତେଇ ବାସ୍ନା ଚିକନ୍ ଆନ୍ଲା ।
ⲗ̅ⲍ̅ⲉⲓⲥⲟⲩⲥϩⲓⲙⲉ ⲇⲉ ⲉⲥϩⲛⲧⲡⲟⲗⲉⲓⲥ ⲉⲩⲣⲉϥⲣⲛⲟⲃⲉ ⲧⲉ ⲁⲥⲉⲓⲙⲉ ϫⲉ ϥⲛⲏϫ ϩⲙ ⲡⲏⲓ ⲙⲡⲉⲫⲁⲣⲓⲥⲥⲁⲓⲟⲥ ⲁⲥϫⲓ ⲛⲟⲩⲁⲗⲁⲃⲁⲥⲧⲣⲟⲛ ⲛⲥⲟϭⲛ
38 ୩୮ ପଚ୍ବାଟେ ଜିସୁର୍ ପାଦ୍ଲଗେ ଟିଆଅଇ ଆଁସୁ ଜରାଇ ଜରାଇ ତାର୍ ଆଁସୁ ପାନି ସଙ୍ଗ୍ ଜିସୁର୍ ପାଦ୍ ବିଜାଇକରି ତାର୍ ଚେଣ୍ଡିସଙ୍ଗ୍ ସେଟା ପୁଚ୍ବାର୍ ଦାର୍ଲା । ଆରି ତାର୍ ପାଦେ ଚୁମି ଚୁମି କରି ସେ ଚିକନ୍ ଲାଗାଇବାର୍ ଦାର୍ଲା ।
ⲗ̅ⲏ̅ⲁⲥⲁϩⲉⲣⲁⲧⲥ ϩⲓⲡⲁϩⲟⲩ ⲙⲙⲟϥ ϩⲁⲣⲁⲧϥ ⲉⲥⲣⲓⲙⲉ ⲁⲥⲁⲣⲭⲓ ⲛϩⲣⲡⲛⲉϥⲟⲩⲉⲣⲏⲧⲉ ⲛⲛⲉⲥⲣⲙⲓⲟⲟⲩⲉ ⲉⲁⲥϥⲟⲧⲟⲩ ⲙⲡϥⲱ ⲛⲧⲉⲥⲁⲡⲉ ⲁⲥϣⲱⲡⲉ ⲉⲥϯⲡⲓ ⲉⲛⲉϥⲟⲩⲉⲣⲏⲧⲉ ⲉⲥⲧⲱϩⲥ ⲙⲙⲟⲟⲩ ⲙⲡⲥⲟϭⲛ
39 ୩୯ ସେଟା ଦେକିକରି ଜନ୍ ପାରୁସି ତାକେ ଡାକିରଇଲା, ସେ ମନେ ମନେ ବାବ୍ଲା, “ଜଦି ଏ ଲକ୍ ବବିସତ୍ବକ୍ତା ଅଇରଇତା ବଇଲେ, ଆକେ ଜେ ଚିଇଲାନି, ସେ କେ ଆରି ସେଟା କେନ୍ତାର୍ ମାଇଜି, ବଲି ଜାନ୍ତା । କାଇକେବଇଲେ ସେ ଗଟେକ୍ ପାପି ମାଇଜି ।”
ⲗ̅ⲑ̅ⲁϥⲛⲁⲩ ⲇⲉ ⲛϭⲓ ⲡⲉⲫⲁⲣⲓⲥⲥⲁⲓⲟⲥ ⲉⲛⲧⲁϥⲧⲁϩⲙⲉϥ ⲡⲉϫⲁϥ ϩⲣⲁⲓ ⲛϩⲏⲧϥ ⲉϥϫⲱ ⲙⲙⲟⲥ ϫⲉ ⲉⲛⲉⲟⲩⲡⲣⲟⲫⲏⲧⲏⲥ ⲡⲉ ⲡⲁⲓ ⲛⲉϥⲛⲁⲉⲓⲙⲉ ϫⲉ ⲟⲩ ⲧⲉ ⲁⲩⲱ ⲟⲩⲁϣ ⲙⲙⲓⲛⲉ ⲧⲉ ⲧⲉⲥϩⲓⲙⲉ ⲉⲧϫⲱϩ ⲉⲣⲟϥ ϫⲉ ⲟⲩⲣⲉϥⲣⲛⲟⲃⲉ ⲧⲉ
40 ୪୦ ଜିସୁ ତାକେ କଇଲା, “ସିମନ୍ ତକେ ମୁଇ ଅଲପ୍ କଇବାର୍ ଆଚେ ।” ସେ କଇଲା, “ଗୁରୁ କୁଆ ତେବେ ।”
ⲙ̅ⲁⲓⲏⲥ ⲇⲉ ⲟⲩⲱϣⲃ ⲡⲉϫⲁϥ ⲛⲁϥ ϫⲉ ⲥⲓⲙⲱⲛ ⲟⲩⲛϯⲟⲩϣⲁϫⲉ ⲉϫⲟⲟϥ ⲛⲁⲕ ⲛⲧⲟϥ ⲇⲉ ⲡⲉϫⲁϥ ϫⲉ ⲡⲥⲁϩ ⲁϫⲓϥ
41 ୪୧ “ଗଟେକ୍ ସାଉକାରର୍ ରୁନ୍ ନେଇରଇବା ଦୁଇଲକ୍ ରଇଲାଇ, ଗଟେକ୍ଲକ୍ ପାଁଚ୍ସ ରୁପାଟାଙ୍ଗା ଆରି ଗଟେକ୍ଲକ୍ ପଚାସ୍ ରୁପାଟାଙ୍ଗା ରୁନ୍ କରିରଇଲାଇ ।
ⲙ̅ⲁ̅ⲛⲉⲩⲛⲧⲉ ⲟⲩⲇⲁⲛⲓⲥⲧⲏⲥ ⲉⲣⲱⲙⲉ ⲥⲛⲁⲩ ⲡⲉ ⲛⲉⲩⲛⲧϥϯⲟⲩ ⲛϣⲉ ⲛⲥⲁⲧⲉⲉⲣⲉ ⲉⲩⲁ ⲉⲩⲛⲧϥⲧⲁⲓⲟⲩ ⲉⲩⲁ
42 ୪୨ ରୁନ୍ ବାନ୍ଦ୍ବାକେ ସେମନ୍କେ କାଇଟା ନ ରଇଲାଜେ, ସାଉକାର୍ ଦୁଇଲକର୍ ଜାକ ରୁନ୍ ଚାଡିଦେଲା । ତେବେ ସେମନର୍ ବିତ୍ରେ କେ ତାକେ ବେସି ଆଲାଦ୍ କର୍ସି?”
ⲙ̅ⲃ̅ⲉⲙⲙⲛⲧⲁⲩ ⲇⲉ ⲉϯ ⲁϥⲕⲁⲁϥ ⲛⲁⲩ ⲉⲃⲟⲗ ⲙⲡⲉⲥⲛⲁⲩ ⲛⲓⲙ ϭⲉ ⲙⲙⲟⲟⲩ ⲡⲉⲧⲛⲁⲙⲉⲣⲓⲧϥ ⲛϩⲟⲩⲟ
43 ୪୩ ସିମନ୍ କଇଲା, “ମୁଇ ବାବ୍ଲିନି, ସାଉକାର୍ ଜାକେ ଅଦିକ୍ ରୁନ୍ ଚାଡିଦେଲା, ସେ ।” ଜିସୁ ତାକେ କଇଲା, “ତମେ ଟିକ୍ ବିଚାର୍ କଲାସ୍ ।”
ⲙ̅ⲅ̅ⲁⲥⲓⲙⲱⲛ ⲟⲩⲱϣⲃ ⲡⲉϫⲁϥ ϫⲉ ϯⲙⲉⲉⲩⲉ ϫⲉ ⲡⲉⲛⲧⲁϥⲕⲁ ⲡⲉϩⲟⲩⲟ ϭⲉ ⲛⲁϥ ⲉⲃⲟⲗ ⲛⲧⲟϥ ⲇⲉ ⲡⲉϫⲁϥ ⲛⲁϥ ϫⲉ ⲁⲕⲕⲣⲓⲛⲉ ϩⲛ ⲟⲩⲥⲟⲟⲩⲧⲛ
44 ୪୪ ଆରି ଜିସୁ ସେ ମାଇଜିର୍ବାଟେ ମୁ ବୁଲାଇକରି ସିମନ୍କେ କଇଲା, “ଏ ମାଇଜିକେ ଦେକ୍ଲୁସ୍ନି? ମୁଇ ତମର୍ ଗରେ ଆଇଲି, ମକେ ଗଡ୍ ଦଇବାକେ ପାନି ଦିଆସ୍ନାଇ, ମାତର୍ ଏ ତାର୍ ଆଁସୁପାନି ସଙ୍ଗ୍ ମର୍ ପାଦ୍ ବିଜାଇ ତାର୍ ଚେଣ୍ଡିସଙ୍ଗ୍ ସେଟା ପୁଚିଦେଲା ।
ⲙ̅ⲇ̅ⲁϥⲕⲟⲧϥ ⲇⲉ ⲉⲧⲉⲥϩⲓⲙⲉ ⲡⲉϫⲁϥ ⲛⲥⲓⲙⲱⲛ ϫⲉ ⲕⲛⲁⲩ ⲉⲧⲉⲓⲥϩⲓⲙⲉ ⲁⲓⲉⲓ ⲉϩⲟⲩⲛ ⲉⲡⲉⲕⲏⲓ ⲙⲡⲕϯⲙⲟⲟⲩ ⲛⲁⲓ ⲉⲓⲁⲣⲁⲧ ⲛⲧⲟⲥ ⲇⲉ ⲁⲥϩⲣⲡⲛⲁⲟⲩⲉⲣⲏⲧⲉ ⲛⲛⲉⲥⲣⲙⲓⲟⲟⲩⲉ ⲉⲁⲥϥⲟⲧⲟⲩ ⲙⲡⲉⲥϥⲱ
45 ୪୫ ତମେ ମକେ ଚୁମାସ୍ନାଇ, ମାତର୍ ମୁଇ ବିତ୍ରେ ଆଇଲା ବେଲେଅନି ଏ ମର୍ ପାଦେ ଚୁମି ଚୁମି, ତାକେନାଇ ।
ⲙ̅ⲉ̅ⲙⲡⲕϯⲡⲓ ⲉⲣⲱⲓ ⲧⲁⲓ ⲇⲉ ϫⲓⲛ ⲧⲁⲓⲉⲓ ⲉϩⲟⲩⲛ ⲙⲡⲥⲗⲟ ⲉⲥϯⲡⲓ ⲉⲛⲁⲟⲩⲉⲣⲏⲧⲉ
46 ୪୬ ତମେ ମକେ ସନ୍ମାନର୍ ସଙ୍ଗ୍ ମୁଣ୍ଡେ ଚିକନ୍ ଲାଗାଆସ୍ନାଇ, ମାତର୍ ଏ ମର୍ ପାଦେ ବାସ୍ନା ଚିକନ୍ ଲାଗାଇଲା ।
ⲙ̅ⲋ̅ⲙⲡⲕⲧⲉϩⲥ ⲧⲁⲁⲡⲉ ⲛⲛⲉϩ ⲧⲁⲓ ⲇⲉ ⲁⲥⲧⲉϩⲥ ⲛⲁⲟⲩⲉⲣⲏⲧⲉ ⲛⲥⲟϭⲛ
47 ୪୭ ତେବର୍ପାଇ ମୁଇ ତକେ କଇଲିନି, ଏ ମାଇଜିର୍ କେତେ କେତେ ପାପ୍ କେମାଅଇଲାଆଚେ, କାଇକେବଇଲେ ସେ ବେସି ଆଲାଦ୍ କଲା, ମାତର୍ ଜାକେ ଅଲପ୍ କେମା ଦିଆଅଇସି, ସେ ଅଲପ୍ ଆଲାଦ୍ କର୍ସି ।”
ⲙ̅ⲍ̅ⲉⲧⲃⲉ ⲡⲁⲓ ϯϫⲱ ⲙⲙⲟⲥ ⲛⲁⲕ ϫⲉ ⲛⲉⲥⲛⲟⲃⲉ ⲉⲧⲛⲁϣⲱⲟⲩ ⲕⲏ ⲛⲁⲥ ⲉⲃⲟⲗ ϫⲉ ⲁⲥⲙⲉ ⲉⲙⲁⲧⲉ ⲡⲉϣⲁⲩⲕⲁ ⲟⲩⲕⲟⲩⲓ ⲇⲉ ⲛⲁϥ ⲉⲃⲟⲗ ϣⲁϥⲙⲉ ⲛⲟⲩⲕⲟⲩⲉⲓ
48 ୪୮ ଆରି ଜିସୁ ସେ ମାଇଜିକେ କଇଲା, “ତର୍ ସବୁ ପାପ୍ କେମା ଅଇଲା ଆଚେ ।”
ⲙ̅ⲏ̅ⲡⲉϫⲁϥ ⲇⲉ ⲛⲁⲥ ϫⲉ ⲛⲟⲩⲛⲟⲃⲉ ⲕⲏ ⲛⲉ ⲉⲃⲟⲗ
49 ୪୯ ତେଇ ଜିସୁର୍ସଙ୍ଗ୍ କାଇବାକେ ବସିରଇବା ଲକ୍ମନ୍ ମନେ ମନେ କଇବାର୍ ଦାର୍ଲାଇ, “ପାପ୍ ମିସା କେମାକଲାନିଜେ, ଏ କେ?”
ⲙ̅ⲑ̅ⲁⲩⲁⲣⲭⲓ ⲛϭⲓ ⲛⲉⲧⲛⲏϫ ⲛⲙⲙⲁϥ ⲉϫⲟⲟⲥ ϩⲙ ⲡⲉⲩϩⲏⲧ ϫⲉ ⲛⲓⲙ ⲡⲉ ⲡⲁⲓ ⲉⲧⲕⲁⲛⲟⲃⲉ ⲉⲃⲟⲗ
50 ୫୦ ମାତର୍ ଜିସୁ ସେ ମାଇଜିକେ କଇଲା, “ତୁଇ ମକେ ବିସ୍ବାସ୍ କଲାର୍ପାଇ ବଲି ରକିଆ ପାଇଆଚୁସ୍, ସାନ୍ତିସଙ୍ଗ୍ ଉଟିଜା ।”
ⲛ̅ⲡⲉϫⲁϥ ⲇⲉ ⲛⲧⲉⲥϩⲓⲙⲉ ϫⲉ ⲧⲟⲩⲡⲓⲥⲧⲓⲥ ⲧⲉⲛⲧⲁⲥⲛⲁϩⲙⲉ ⲃⲱⲕ ϩⲛ ⲟⲩⲉⲓⲣⲏⲛⲏ