< ଲୁକ୍‌ 6 >

1 ତରେକ୍‌ ବିସ୍‌ରାମ୍‌ ବାରେ ଜିସୁ ତାସ୍‌ ରଇଲା ପଦାବାଟେ ଜିବାବେଲେ ତାର୍‌ ସିସ୍‌ମନ୍‌ କେଡ୍‌ ଚିଡାଇ ଆତେ ରମ୍‌ଦି କାଇତେରଇଲାଇ ।
અચરઞ્ચ પર્વ્વણો દ્વિતીયદિનાત્ પરં પ્રથમવિશ્રામવારે શસ્યક્ષેત્રેણ યીશોર્ગમનકાલે તસ્ય શિષ્યાઃ કણિશં છિત્ત્વા કરેષુ મર્દ્દયિત્વા ખાદિતુમારેભિરે|
2 ସେମନ୍‌କେ ଦେକ୍‌ତେରଇବା ପାରୁସି ଲକ୍‌ମନର୍‌ ବିତ୍‌ରେଅନି କେତେଲକ୍‌ କଇଲାଇ, “ବିସ୍‌ରାମ୍‌ ବାରେ ଜନ୍‌ଟା କର୍‌ବାର୍‌ ବିଦି ନଏଁ, ସେଟା ତମେ କାଇକେ କଲାସ୍‌ନି?”
તસ્માત્ કિયન્તઃ ફિરૂશિનસ્તાનવદન્ વિશ્રામવારે યત્ કર્મ્મ ન કર્ત્તવ્યં તત્ કુતઃ કુરુથ?
3 ଜିସୁ ସେମନ୍‌କେ କ‍ଇଲା, “ଦାଉଦ୍‌ ଆରି ତାର୍‌ ସଙ୍ଗର୍‌ ଲକ୍‌ମନ୍‌ ବୁକେ ରଇଲାବେଲେ, ଦାଉଦ୍‌ କାଇଟା କରିରଇଲା, ସେଟା କାଇ ତମେ ପଡାସ୍‌ ନାଇ କି?
યીશુઃ પ્રત્યુવાચ દાયૂદ્ તસ્ય સઙ્ગિનશ્ચ ક્ષુધાર્ત્તાઃ કિં ચક્રુઃ સ કથમ્ ઈશ્વરસ્ય મન્દિરં પ્રવિશ્ય
4 ସୁନା, ଦାଉଦ୍‌ ପର୍‌ମେସରର୍‌ ଗରେ ପୁରି, ପର୍‌ମେସର୍‌କେ ସର୍‌ପି ଅଇରଇଲା ଜନ୍‌ ରୁଟି, ପୁଜାରିମନ୍‌କେ ଚାଡି ଆରି କେ ମିସା କାଇବାର୍‌ ବିଦି ନ ରଇଲା, ସେଟା ନେଇକରି କାଇଲା ଆରି ତାର୍‌ ସଙ୍ଗର୍‌ ଲକ୍‌ମନ୍‌କେ ମିସା ଦେଇରଇଲା ।”
યે દર્શનીયાઃ પૂપા યાજકાન્ વિનાન્યસ્ય કસ્યાપ્યભોજનીયાસ્તાનાનીય સ્વયં બુભજે સઙ્ગિભ્યોપિ દદૌ તત્ કિં યુષ્માભિઃ કદાપિ નાપાઠિ?
5 ଆରି ଜିସୁ କଇଲା, “ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମୁଇ ବିସ୍‌ରାମ୍‌ ବାରେ ଲକ୍‌ମନ୍‌ କାଇଟା କର୍‌ବାର୍‌ ଆଚେ କାଇଟା କର୍‌ବାର୍‌ ନାଇ, ସେଟା କଇବାର୍‌ ମର୍‌ ଅଦିକାର୍‌ ଆଚେ ।”
પશ્ચાત્ સ તાનવદત્ મનુજસુતો વિશ્રામવારસ્યાપિ પ્રભુ ર્ભવતિ|
6 ଆରି ଜିସୁ ବିନ୍‌ ଗଟେକ୍‌ ବିସ୍‌ରାମ୍‌ବାରେ, ଜିଉଦି ଲକ୍‌ମନର୍‌ ପାର୍‌ତନା ଗରେ ଜାଇକରି ସିକାଇତେରଇଲା । ତେଇ ଗଟେକ୍‌ ଲକ୍‌ ରଇଲା । ତାର୍‍ ଉଜା ଆତ୍‌ ସୁକିଜାଇରଇଲା ।
અનન્તરમ્ અન્યવિશ્રામવારે સ ભજનગેહં પ્રવિશ્ય સમુપદિશતિ| તદા તત્સ્થાને શુષ્કદક્ષિણકર એકઃ પુમાન્ ઉપતસ્થિવાન્|
7 ଆରି ଜିସୁ ବିସ୍‌ରାମ୍‌ବାରେ ମିସା କେ ଜାନେ ନିକ କର୍‌ସି, ଏଟା ଦେକୁ ବଲି ପାରୁସି ଲକ୍‌ମନ୍‌ ଆରି ସାସ୍‌ତର୍‌ ସିକାଉମନ୍‌ ତାକେସେ ଦେକି ଦେକି ରଇଲାଇ, କାଇକେବଇଲେ ତାର୍‌ ବିରୁଦେ ଦସ୍‌ ଦାର୍‌ବାକେ ।
તસ્માદ્ અધ્યાપકાઃ ફિરૂશિનશ્ચ તસ્મિન્ દોષમારોપયિતું સ વિશ્રામવારે તસ્ય સ્વાસ્થ્યં કરોતિ નવેતિ પ્રતીક્ષિતુમારેભિરે|
8 ମାତର୍‌ ଜିସୁ ତାକର୍‌ ମନେ ବାବ୍‌ଲାଟା ଜାନିକରି, ଜନ୍‌ ଲକର୍‌ ଆତ୍‌ ସୁକିଜାଇରଇଲା, ତାକେ କଇଲା, “ଉଟ୍‌ ଆରି ସବୁଲକର୍‌ ମୁଆଟେ ଟିଆ ଅ ।” ଆରି ସେଲକ୍‌ ଉଟି ଟିଆଅଇଲା ।
તદા યીશુસ્તેષાં ચિન્તાં વિદિત્વા તં શુષ્કકરં પુમાંસં પ્રોવાચ, ત્વમુત્થાય મધ્યસ્થાને તિષ્ઠ|
9 ତେଇ ଜିସୁ ସେମନ୍‌କେ କଇଲା, “ମୁଇ ତମ୍‌କେ ପାଚାର୍‌ଲିନି, ବିସ୍‌ରାମ୍‌ବାରେ ବିଦି ଇସାବେ କାଇଟା କର୍‌ବାର୍‌? ନିକ କର୍‌ବାର୍‌ କି କାରାପ୍‌ କର୍‌ବାର୍‌? ଜିବନ୍‌ ବଁଚାଇବାର୍‌ କି ମରାଇବାର୍‌?”
તસ્માત્ તસ્મિન્ ઉત્થિતવતિ યીશુસ્તાન્ વ્યાજહાર, યુષ્માન્ ઇમાં કથાં પૃચ્છામિ, વિશ્રામવારે હિતમ્ અહિતં વા, પ્રાણરક્ષણં પ્રાણનાશનં વા, એતેષાં કિં કર્મ્મકરણીયમ્?
10 ୧୦ ଆରି ସେ ଚାରିବେଡ୍‌ତି ସବୁକେ ଦେକି ସେ ଲକ୍‌କେ କଇଲା, “ତମର୍‌ ଆତ୍‌ ଲାମାଆ ।” ତେଇ ସେ ସେନ୍ତାର୍‌ କଲା, ଆରି ତାର୍‌ ଆତ୍‌ ପୁରାପୁରୁନ୍‌ ନିକ ଅଇଗାଲା ।
પશ્ચાત્ ચતુર્દિક્ષુ સર્વ્વાન્ વિલોક્ય તં માનવં બભાષે, નિજકરં પ્રસારય; તતસ્તેન તથા કૃત ઇતરકરવત્ તસ્ય હસ્તઃ સ્વસ્થોભવત્|
11 ୧୧ ମାତର୍‌ ପାରୁସିମନ୍‌ ଆରି ସାସ୍‌ତର୍‌ ସିକାଉମନ୍‌ ବେସି ରିସା ଅଇଗାଲାଇ ଆରି ଜିସୁର୍‌ ବିରୁଦେ “କାଇଟା କରୁ?” ବଲି ତାକର୍‌ ତାକର୍‌ ବିତ୍‌ରେ ନିଆଇ କଲାଇ ।
તસ્માત્ તે પ્રચણ્ડકોપાન્વિતા યીશું કિં કરિષ્યન્તીતિ પરસ્પરં પ્રમન્ત્રિતાઃ|
12 ୧୨ ସେବେଲେ ଦିନେକ୍‌ ଜିସୁ ପାର୍‌ତନା କର୍‌ବାକେ ବାରଇ, ପର୍‌ବତେ ଗାଲା ଆରି ଗୁଲାଇରାତି ପର୍‌ମେସର୍‌କେ ପାର୍‌ତନା କରି କରି ରଇଲା ।
તતઃ પરં સ પર્વ્વતમારુહ્યેશ્વરમુદ્દિશ્ય પ્રાર્થયમાનઃ કૃત્સ્નાં રાત્રિં યાપિતવાન્|
13 ୧୩ ସାକାଲ୍‌ ପାଇଲାକେ, ଜିସୁ ସିସ୍‌ମନ୍‌କେ ଲଗେ ଡାକି ସେମନର୍‌ ବିତ୍‌ରେଅନି ବାର ଲକ୍‌କେ ବାଚ୍‌ଲା, ଆରି ସେମନ୍‌କେ ପେରିତ୍‌ ବଲି ନାଉଁ ଦେଲା ।
અથ દિને સતિ સ સર્વ્વાન્ શિષ્યાન્ આહૂતવાન્ તેષાં મધ્યે
14 ୧୪ ସେମନ୍‌ ରଇଲା, ସିମନ୍‌ ଜାକେ କି ସେ ପିତର୍‌ ବଲି ମିସା ନାଉଁ ଦେଲା, ଆରି ସିମନର୍‌ ବାଇ ଆନ୍ଦ୍‌ରିୟ, ଜାକୁବ୍‌ ଆରି ଜଅନ୍‌, ପିଲିପ୍‌ ଆରି ବାର୍‌ତଲମି ।
પિતરનામ્ના ખ્યાતઃ શિમોન્ તસ્ય ભ્રાતા આન્દ્રિયશ્ચ યાકૂબ્ યોહન્ ચ ફિલિપ્ બર્થલમયશ્ચ
15 ୧୫ ମାତିଉ ଆରି ତମା, ଆଲ୍‌ପିର୍‌ ପ ଜାକୁବ୍‌ ଆରି ସିମନ୍‌, ଜାକେ କି କାଇ କାମ୍‌ କର୍‌ବାକେ ମିସା ଆଗ୍‌ତୁ ଅଇସି ବଲି କଇବାଇ ।
મથિઃ થોમા આલ્ફીયસ્ય પુત્રો યાકૂબ્ જ્વલન્તનામ્ના ખ્યાતઃ શિમોન્
16 ୧୬ ଜାକୁବର୍‌ ପ ଜିଉଦା ଆରି ଇସ୍‌କାରିତ ଜିଉଦା, ଜେ କି ଜିସୁକେ ସତ୍‌ରୁମନ୍‍କେ ସର୍‌ପିଦେଇ ରଇଲା ।
ચ યાકૂબો ભ્રાતા યિહૂદાશ્ચ તં યઃ પરકરેષુ સમર્પયિષ્યતિ સ ઈષ્કરીયોતીયયિહૂદાશ્ચૈતાન્ દ્વાદશ જનાન્ મનોનીતાન્ કૃત્વા સ જગ્રાહ તથા પ્રેરિત ઇતિ તેષાં નામ ચકાર|
17 ୧୭ ଆରି ଜିସୁ ପେରିତ୍‌ମନର୍‌ ସଙ୍ଗ୍‌ ଉତ୍‌ରିକରି, ଗଟେକ୍‌ ସଦ୍‌ରମ୍‌ ରଇଲା ଜାଗାଇ ଟିଆଅଇଲା । ଆରି ତେଇ ତାର୍‌ ବେସି ସିସ୍‌ମନ୍‌, ଜିଉଦା ରାଇଜର୍‌ ବେସି ଲକ୍‌, ଜିରୁସାଲାମ୍‌ ଆରି ସମ୍‌ଦୁର୍‌ ପାଲି ରଇବା ସର ଆରି ସିଦନ୍‌ ସଅରେଅନି ବେସି ଲକ୍‌ମନ୍‌ ରୁଣ୍ଡିରଇଲାଇ ।
તતઃ પરં સ તૈઃ સહ પર્વ્વતાદવરુહ્ય ઉપત્યકાયાં તસ્થૌ તતસ્તસ્ય શિષ્યસઙ્ઘો યિહૂદાદેશાદ્ યિરૂશાલમશ્ચ સોરઃ સીદોનશ્ચ જલધે રોધસો જનનિહાશ્ચ એત્ય તસ્ય કથાશ્રવણાર્થં રોગમુક્ત્યર્થઞ્ચ તસ્ય સમીપે તસ્થુઃ|
18 ୧୮ ଲକ୍‌ମନ୍‌ ତାର୍‌ ବାକିଅ ସୁନ୍‌ବାକେ ଆରି ନିଜର୍‌ ନିଜର୍‌ ରଗେଅନି ନିକ ଅଇବାକେ ଆସିରଇଲାଇ । ଜନ୍‌ ଲକ୍‌ମନ୍‌ ଡୁମା ଦାରାଇଅଇ ଦୁକ୍‌ କସ୍‌ଟ ପାଇତେରଇଲାଇ, ସେମନ୍‌କେ ଜିସୁ ନିକ କଲା ।
અમેધ્યભૂતગ્રસ્તાશ્ચ તન્નિકટમાગત્ય સ્વાસ્થ્યં પ્રાપુઃ|
19 ୧୯ ସବୁଲକ୍‌ମନ୍‌ ଜିସୁକେ ଚିଇବାକେ ଚେସ୍‌ଟା କର୍‌ତେରଇଲାଇ । କାଇକେବଇଲେ ତାର୍‌ ଗାଗ୍‌ଡେଅନି ମାପ୍‌ରୁର୍‌ ବପୁ ବାରଇତେରଇଲା ଆରି ସବୁଲକ୍‌ମନ୍‌କେ ନିକ କରତେରଇଲା ।
સર્વ્વેષાં સ્વાસ્થ્યકરણપ્રભાવસ્ય પ્રકાશિતત્વાત્ સર્વ્વે લોકા એત્ય તં સ્પ્રષ્ટું યેતિરે|
20 ୨୦ ସେବେଲେ ଜିସୁ ନିଜର୍‌ ସିସ୍‌ମନର୍‌ ବାଟେ ଦେକି କଇଲା, “ତମେ ଏବେ କାକୁର୍‌ତି ଅଇଆଚାସ୍‌ ତମର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ପର୍‌ମେସରର୍‌ ରାଇଜ୍‌ ତମର୍‌ଟା ।
પશ્ચાત્ સ શિષ્યાન્ પ્રતિ દૃષ્ટિં કુત્વા જગાદ, હે દરિદ્રા યૂયં ધન્યા યત ઈશ્વરીયે રાજ્યે વોઽધિકારોસ્તિ|
21 ୨୧ ତମେମନ୍‌ ଏବେ ବୁକେ ଆଚାସ୍‌, ତମର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ, ତମ୍‌କେ ପର୍‌ମେସର୍‌ ପୁରାପୁରୁନ୍‌ ଦେଇସି । ତମେମନ୍‌ ଏବେ କାନ୍ଦ୍‌ଲାସ୍‌ନି, ତମର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ତମେମନ୍‌ ସାର୍‌ଦା ଅଇକରି ଆଁସ୍‌ସା ।”
હે અધુના ક્ષુધિતલોકા યૂયં ધન્યા યતો યૂયં તર્પ્સ્યથ; હે ઇહ રોદિનો જના યૂયં ધન્યા યતો યૂયં હસિષ્યથ|
22 ୨୨ ଲକ୍‌ମନ୍‌ ଜେବେ ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମର୍‌ ଲାଗି ତମ୍‌କେ ଇନ୍‌ କର୍‌ବାଇ, ଆରି ବେଗ୍‌ଲାଇ ଦେବାଇ, ନିନ୍ଦାକରି ତମର୍‌ ନାଉଁ ମନ୍ଦ୍‌ ବଲି ଦାର୍‌ବାଇ, ତମର୍‌ କେଡେକ୍‌ ନିକ କରମ୍‌ ।
યદા લોકા મનુષ્યસૂનો ર્નામહેતો ર્યુષ્માન્ ઋતીયિષ્યન્તે પૃથક્ કૃત્વા નિન્દિષ્યન્તિ, અધમાનિવ યુષ્માન્ સ્વસમીપાદ્ દૂરીકરિષ્યન્તિ ચ તદા યૂયં ધન્યાઃ|
23 ୨୩ ସେ ଦିନେ ସାର୍‌ଦା ଅଇ ନାଟ୍‌ କର୍‌ସା । କାଇକେବଇଲେ ଦେକା, ସର୍‌ଗେ ତମର୍‌ ପୁରୁସ୍‌କାର୍‌ ଅଦିକ୍‌ ଆରି ସେନ୍ତାରି ତା ସେମନର୍‌ ଆନିଦାଦିମନ୍‌, ବବିସତ୍‍ବକ୍‍ତାମନ୍‌କେ କର୍‌ତେରଇଲାଇ ।
સ્વર્ગે યુષ્માકં યથેષ્ટં ફલં ભવિષ્યતિ, એતદર્થં તસ્મિન્ દિને પ્રોલ્લસત આનન્દેન નૃત્યત ચ, તેષાં પૂર્વ્વપુરુષાશ્ચ ભવિષ્યદ્વાદિનઃ પ્રતિ તથૈવ વ્યવાહરન્|
24 ୨୪ ମାତର୍‌ ଏ ଡଣ୍ଡ୍‌ ପାଉମନ୍‌, ତମେମନ୍‌ ଏବେ ସାଉକାର୍‌ ଆଚାସ୍‍, କାଇକେବଇଲେ ତମେ ନିଜେ ନିଜେ ସୁକ୍‌ ପାଇଲାସ୍‌ବେ ।
કિન્તુ હા હા ધનવન્તો યૂયં સુખં પ્રાપ્નુત| હન્ત પરિતૃપ્તા યૂયં ક્ષુધિતા ભવિષ્યથ;
25 ୨୫ ଏ ଡଣ୍ଡ୍‌ପାଉମନ୍‌, ଏବେ ତମେ ନିକସଙ୍ଗ୍‌ କାଇଲାସ୍‌ନି, କାଇକେବଇଲେ, ତମେ ବୁକେସେ ରଇସା । ଏ ଡଣ୍ଡ୍‌ପାଉମନ୍‌, ତମେମନ୍‌ ଏବେ ଆଁସ୍‌ଲାସ୍‌ନି, କାଇକେବଇଲେ ପଚେ ଦୁକେ ରଇକରି କାନ୍ଦ୍‌ସା ।
ઇહ હસન્તો યૂયં વત યુષ્માભિઃ શોચિતવ્યં રોદિતવ્યઞ્ચ|
26 ୨୬ “ଜେଡେବେଲେ ତମ୍‌କେ ଲକ୍‌ମନ୍‌ ବଲ୍‌ ବଲିକରି ବାବ୍‌ଲାଇନି, ଏ ଡଣ୍ଡ୍‌ପାଉମନ୍‌, ତାକର୍‌ ଆନିଦାଦି ତା ମାପ୍‌ରୁର୍‌ କାତା ବୁଲ୍‌କାଉମନର୍‌ପାଇ ସେନ୍ତାରି କର୍‌ତେରଇଲାଇ ।”
સર્વ્વૈલાકૈ ર્યુષ્માકં સુખ્યાતૌ કૃતાયાં યુષ્માકં દુર્ગતિ ર્ભવિષ્યતિ યુષ્માકં પૂર્વ્વપુરુષા મૃષાભવિષ્યદ્વાદિનઃ પ્રતિ તદ્વત્ કૃતવન્તઃ|
27 ୨୭ “ମାତର୍‌ ତମେମନ୍‌ ସୁନି ଆଚାସ୍‍ଜେ ମୁଇ ତମ୍‌କେ କଇଲିନି, ତମର୍‌ ସତ୍‌ରୁମନ୍‌କେ ଆଲାଦ୍‌ କରା, ଜନ୍‌ ଲକ୍‌ମନ୍‌ ତମ୍‌କେ ଇନ୍‌ କର୍‌ବାଇ, ସେମନର୍‌ ମଙ୍ଗଲ୍‌ କରା ।
હે શ્રોતારો યુષ્મભ્યમહં કથયામિ, યૂયં શત્રુષુ પ્રીયધ્વં યે ચ યુષ્માન્ દ્વિષન્તિ તેષામપિ હિતં કુરુત|
28 ୨୮ ଜନ୍‌ ଲକ୍‌ମନ୍‌ ତମ୍‌କେ ସାଇପ୍‌ ଦେବାଇ, ସେମନ୍‌କେ ଆସିର୍‌ବାଦ୍‌ କରା । ଜନ୍‌ ଲକ୍‌ମନ୍‌ ତମ୍‌କେ ଇଜତ୍‌ ଜିକ୍‌ବାଇ, ସେମନର୍‌ପାଇ ପାର୍‌ତନା କରା ।
યે ચ યુષ્માન્ શપન્તિ તેભ્ય આશિષં દત્ત યે ચ યુષ્માન્ અવમન્યન્તે તેષાં મઙ્ગલં પ્રાર્થયધ્વં|
29 ୨୯ ଜେ ତମ୍‌କେ ଗଟେକ୍‌ ଗାଲେ ଚାପଡ୍‌ ମାର୍‌ସି, ତାକେ ଆରିଗଟେକ୍‌ ଗାଲ୍‌ ମିସା ଦେକାଇଦିଆସ୍‌ । ଜେ ତମର୍‌ ଚାଦର୍‌ ଦାରିଜାଇସି, ତାକେ ତମର୍‌ ପିନ୍ଦ୍‌ଲାଟା ନେବାକେ ମିସା ମନା କରାନାଇ ।
યદિ કશ્ચિત્ તવ કપોલે ચપેટાઘાતં કરોતિ તર્હિ તં પ્રતિ કપોલમ્ અન્યં પરાવર્ત્ત્ય સમ્મુખીકુરુ પુનશ્ચ યદિ કશ્ચિત્ તવ ગાત્રીયવસ્ત્રં હરતિ તર્હિ તં પરિધેયવસ્ત્રમ્ અપિ ગ્રહીતું મા વારય|
30 ୩୦ ଜେ ତମ୍‌କେ ମାଙ୍ଗ୍‌ସି, ତାକେ ଦିଆସ୍‌ । ଆରି ଜେ ତମର୍‌ ଦନ୍‌ ସଁମ୍‌ପତି ଉଦାର୍‌ ନେଇସି, ତାର୍‌ଟାନେଅନି ସେଟା ଆରିତରେକ୍‌ ମାଙ୍ଗାନାଇ ।
યસ્ત્વાં યાચતે તસ્મૈ દેહિ, યશ્ચ તવ સમ્પત્તિં હરતિ તં મા યાચસ્વ|
31 ୩୧ ଲକ୍‌ମନ୍‌ ତମ୍‌କେ ଜେନ୍ତି କରତ୍‌ ବଲି ମନ୍‌ କଲାସ୍‍ନି, ତମେମିସା ସେମନର୍‌ଟାନେ ସେନ୍ତାର୍‌ କରା ।”
પરેભ્યઃ સ્વાન્ પ્રતિ યથાચરણમ્ અપેક્ષધ્વે પરાન્ પ્રતિ યૂયમપિ તથાચરત|
32 ୩୨ “ଆରି ଜନ୍‌ ଲକ୍‌ମନ୍‌ ତମ୍‌କେ ଆଲାଦ୍‌ କଲାଇନି, ଜଦି ସେମନ୍‌କେସେ ତମେ ଆଲାଦ୍‌ କର୍‌ସା ବଇଲେ କାଇ ଆସିର୍‌ବାଦ୍‌ ପାଇସା? କାଇକେବଇଲେ ପାପିମନ୍‌ ମିସା ସେନ୍ତାରି କର୍‌ବାଇ ।
યે જના યુષ્માસુ પ્રીયન્તે કેવલં તેષુ પ્રીયમાણેષુ યુષ્માકં કિં ફલં? પાપિલોકા અપિ સ્વેષુ પ્રીયમાણેષુ પ્રીયન્તે|
33 ୩୩ ଜଦି ଜନ୍‌ ଲକ୍‌ମନ୍‌ ତମର୍‌ ମଙ୍ଗଲ୍‌ କଲାଇନି, ସେମନ୍‌କେସେ ମଙ୍ଗଲ୍‌ କର୍‌ସା ବଇଲେ, କାଇ ଆସିର୍‌ବାଦ୍‌ ପାଇସା? କାଇକେବଇଲେ ପାପିମନ୍‌ ମିସା ସେନ୍ତାରି କର୍‌ବାଇ ।
યદિ હિતકારિણ એવ હિતં કુરુથ તર્હિ યુષ્માકં કિં ફલં? પાપિલોકા અપિ તથા કુર્વ્વન્તિ|
34 ୩୪ ଆରି ଜନ୍‌ ଲକ୍‌ମନର୍‌ଟାନେଅନି ତମର୍‌ ମିଲାଇବାର୍‌ ଆସା ରଇସି, ଜଦି ସେମନ୍‌କେସେ ଉଦାର୍‌ ଦେଇସା ବଇଲେ, ତମେ କାଇ ଆସିର୍‌ବାଦ୍‌ ପାଇସା? ପାପିମନ୍‌ ମିସା ସମାନ୍‌ ଇସାବେ ବାନ୍ଦ୍‌ଲାଟା ମିଲବଲି, ରୁନ୍‌ ଦେବାଇ ।
યેભ્ય ઋણપરિશોધસ્ય પ્રાપ્તિપ્રત્યાશાસ્તે કેવલં તેષુ ઋણે સમર્પિતે યુષ્માકં કિં ફલં? પુનઃ પ્રાપ્ત્યાશયા પાપીલોકા અપિ પાપિજનેષુ ઋણમ્ અર્પયન્તિ|
35 ୩୫ ମାତର୍‌ ତମର୍‌ ସତ୍‌ରୁମନ୍‌କେ ଆଲାଦ୍‌ କରା । ଆରି ସେମନର୍‌ ମଙ୍ଗଲ୍‌ କରା । ରୁନ୍‌ ବାନ୍ଦ ବଲି ଆସା ନ କରି, ରୁନ୍‌ ଦିଆସ୍‌ । ସେନ୍ତାର୍‌କଲେ ତମର୍‌ ପୁରୁସ୍‌କାର୍‌ ଅଦିକ୍‌ ଅଇସି । ଆରି ତମେ ପର୍‌ମେସରର୍‌ ପ ଅଇସା । କାଇକେବଇଲେ ସେ ନ ମାନ୍‌ବା ଲକର୍‌ ଆରି କରାପ୍‌ ଲକର୍‌ ମିସା ଦୟାକାରିଆ ।
અતો યૂયં રિપુષ્વપિ પ્રીયધ્વં, પરહિતં કુરુત ચ; પુનઃ પ્રાપ્ત્યાશાં ત્યક્ત્વા ઋણમર્પયત, તથા કૃતે યુષ્માકં મહાફલં ભવિષ્યતિ, યૂયઞ્ચ સર્વ્વપ્રધાનસ્ય સન્તાના ઇતિ ખ્યાતિં પ્રાપ્સ્યથ, યતો યુષ્માકં પિતા કૃતઘ્નાનાં દુર્વ્ટત્તાનાઞ્ચ હિતમાચરતિ|
36 ୩୬ ତମର୍‌ ସରଗର୍‌ ବାବା ଜେନ୍ତାରି ଦୟା କଲାନି, ସେନ୍ତାରି ତମେ ମିସା ଦୟା କରା ।”
અત એવ સ યથા દયાલુ ર્યૂયમપિ તાદૃશા દયાલવો ભવત|
37 ୩୭ “ବିନ୍‌ଲକର୍‌ ବିଚାର୍‌ କରାନାଇ, ସେନ୍ତାର୍‌କଲେ ପର୍‌ମେସର୍‌ ତମ୍‌କେ ବିଚାର୍‌ କର୍‌ସି । ଦସ୍‌ ନ ଦିଆସ୍‌, ସେନ୍ତାର୍‌କଲେ ପର୍‌ମେସର୍‌ ତମ୍‌କେ ଦସ୍‌ ନ ଦାରେ । କେମା କରା, ସେନ୍ତାର୍‌କଲେ ତମ୍‌କେ କେମା ମିଲ୍‌ସି ।
અપરઞ્ચ પરાન્ દોષિણો મા કુરુત તસ્માદ્ યૂયં દોષીકૃતા ન ભવિષ્યથ; અદણ્ડ્યાન્ મા દણ્ડયત તસ્માદ્ યૂયમપિ દણ્ડં ન પ્રાપ્સ્યથ; પરેષાં દોષાન્ ક્ષમધ્વં તસ્માદ્ યુષ્માકમપિ દોષાઃ ક્ષમિષ્યન્તે|
38 ୩୮ ବିନ୍‌ ଲକ୍‌କେ ଦାନ୍‌ କରା, ସେନ୍ତାର୍‌କଲେ ପର୍‌ମେସର୍‌ ତମ୍‌କେ ଦାନ୍‌ ଦେଇସି, ଲକ୍‌ମନ୍‌ ମାନ୍‌ଟାନେ କାଦି ପୁରୁନ୍‌କରି ତାକେ ଚାପି ଜୁଲାଇ, ଉଚ୍‌ଲାଇକରି, ତମର୍‌ ଅଁଟିତେଇ ଦେବାଇ, କାଇକେବଇଲେ ଜନ୍‌ ଇସାବେ ତମେ ନାପ୍‌ସା, ସେ ଇସାବେ ସେ ତମ୍‌କେ ନାପି ଦିଆଅଇସି ।”
દાનાનિદત્ત તસ્માદ્ યૂયં દાનાનિ પ્રાપ્સ્યથ, વરઞ્ચ લોકાઃ પરિમાણપાત્રં પ્રદલય્ય સઞ્ચાલ્ય પ્રોઞ્ચાલ્ય પરિપૂર્ય્ય યુષ્માકં ક્રોડેષુ સમર્પયિષ્યન્તિ; યૂયં યેન પરિમાણેન પરિમાથ તેનૈવ પરિમાણેન યુષ્મત્કૃતે પરિમાસ્યતે|
39 ୩୯ ଜିସୁ ସେମନ୍‌କେ ଉଦାଅରନ୍‌ ଦେଇ କଇଲା, “କାଣା କାଇ କାଣାକେ ବାଟ୍‌ ଦେକାଇପାରେକି? ନାଇ, ନାପାରେ । ଜଦି ସେମନ୍‌ ସେନ୍ତାରି କର୍‌ବାଇ ବଇଲେ ଦୁଇଲକ୍‌ଜାକ କାଲେ ନ ଅଦ୍‌ରତ୍‌ କି?
અથ સ તેભ્યો દૃષ્ટાન્તકથામકથયત્, અન્ધો જનઃ કિમન્ધં પન્થાનં દર્શયિતું શક્નોતિ? તસ્માદ્ ઉભાવપિ કિં ગર્ત્તે ન પતિષ્યતઃ?
40 ୪୦ ଗୁରୁର୍‌ଟାନେଅନି ସିସ୍‌ ବଡ୍‌ ନାଇ । ମାତର୍‌ ସିସ୍‌ମନ୍‌ ସିକିଆ ପାଇ ସାରାଇଲେ ସିଦ୍‌ଅଇ ଗୁରୁର୍‌ ସମାନ୍‌ ଅଇବାଇ ।”
ગુરોઃ શિષ્યો ન શ્રેષ્ઠઃ કિન્તુ શિષ્યે સિદ્ધે સતિ સ ગુરુતુલ્યો ભવિતું શક્નોતિ|
41 ୪୧ “ଆରି କାଇକେ ତମର୍‌ ବାଇର୍‌ ଆଁକିଟାନେ ରଇବା ସାନ୍‌ କାଚ୍‌ରା ଦେକ୍‌ଲାସ୍‌ନି? ମାତର୍‌ ତମର୍‌ ନିଜର୍‌ ଆଁକିଟାନେ ଜନ୍‍ ବଡ୍‌ କାଚ୍‌ରା ଆଚେ, ସେଟା ବାବିଦେକାସ୍‌ନାଇ ।
અપરઞ્ચ ત્વં સ્વચક્ષુષિ નાસામ્ અદૃષ્ટ્વા તવ ભ્રાતુશ્ચક્ષુષિ યત્તૃણમસ્તિ તદેવ કુતઃ પશ્યમિ?
42 ୪୨ ତମେ ନିଜର୍‌ ଆଁକିଟାନେ ରଇବା ବଡ୍‌ଟା କାଚ୍‌ରା ନ ଦେକିକରି, ନିଜର୍‌ ବାଇର୍‌ ଆଁକି ଟାନେ ରଇବା ସାନ୍‌ କାଚ୍‌ରା ଦେକି କେନ୍ତି କଇପାରାସ୍‌, ଆଉ ବାଇ ତମର୍‌ ଆଁକିଅନି କାଚ୍‌ରା ବାର୍‌କରାଇଦେବି? ଏ କୁଟିଆଲ୍‌ମନ୍‌, ପର୍‌ତୁମ୍‌ ନିଜର୍‌ ଆଁକିଅନି କାଚ୍‌ରା ବାର୍‌କରାଇପାକା, ତାର୍‌ପଚେ ନିଜର୍‌ ବାଇର୍‌ ଆଁକିଟାନେ ରଇବା କାଚ୍‌ରା ସବୁ ବାର୍‌କରାଇବାକେ, ନିକକରି ଦେକିପାରାସ୍‌ ।”
સ્વચક્ષુષિ યા નાસા વિદ્યતે તામ્ અજ્ઞાત્વા, ભ્રાતસ્તવ નેત્રાત્ તૃણં બહિઃ કરોમીતિ વાક્યં ભ્રાતરં કથં વક્તું શક્નોષિ? હે કપટિન્ પૂર્વ્વં સ્વનયનાત્ નાસાં બહિઃ કુરુ તતો ભ્રાતુશ્ચક્ષુષસ્તૃણં બહિઃ કર્ત્તું સુદૃષ્ટિં પ્રાપ્સ્યસિ|
43 ୪୩ “ନିକ ଗଚେ କାରାପ୍‌ ପଲ୍‌ ନ ପଲେ, କାରାପ୍‌ ଗଚେ ନିକ ପଲ୍‌ ନ ପଲେ ।
અન્યઞ્ચ ઉત્તમસ્તરુઃ કદાપિ ફલમનુત્તમં ન ફલતિ, અનુત્તમતરુશ્ચ ફલમુત્તમં ન ફલતિ કારણાદતઃ ફલૈસ્તરવો જ્ઞાયન્તે|
44 ୪୪ କାଇକେବଇଲେ ଗଚ୍‌ମନ୍‌କେ ତାର୍‌ ପଲର୍‌ଲାଗି ଜାନିଅଇସି । କାଟା ଗଚେଅନି ଲକ୍‌ମନ୍‌ ଡୁମ୍‌ରି ପଲ୍‌ ନ ତଲତ୍‌, କି କାଟା ବୁଟାଇଅନି ଅଙ୍ଗୁର୍‌ ପଲ୍‌ ନ ତଲତ୍‌ ।
કણ્ટકિપાદપાત્ કોપિ ઉડુમ્બરફલાનિ ન પાતયતિ તથા શૃગાલકોલિવૃક્ષાદપિ કોપિ દ્રાક્ષાફલં ન પાતયતિ|
45 ୪୫ ନିକ ଲକ୍‌ ନିଜର୍‌ ମନ୍‌ ବିତ୍‌ରର୍‌ ଗରବ୍‌ବିତ୍‌ରେ ଅନି ନିକଟା ବାର୍‌କରାଇସି । ଆରି କାରାପ୍‌ ଲକ୍‌ମନ୍‌ ନିଜର୍‌ ମନ୍‌ ବିତ୍‌ରର୍‌ ଗରବ୍‌ଟାନେ ଅନି କାରାପ୍‌ଟା ବାର୍‌କରାଇବାଇ । କାଇକେବଇଲେ, ମନ୍‌ବିତ୍‌ରେ ଚିନ୍ତା କର୍‌ବାଟା, ଟଣ୍ଡ୍‌ କାତା କଇସି ।”
તદ્વત્ સાધુલોકોઽન્તઃકરણરૂપાત્ સુભાણ્ડાગારાદ્ ઉત્તમાનિ દ્રવ્યાણિ બહિઃ કરોતિ, દુષ્ટો લોકશ્ચાન્તઃકરણરૂપાત્ કુભાણ્ડાગારાત્ કુત્સિતાનિ દ્રવ્યાણિ નિર્ગમયતિ યતોઽન્તઃકરણાનાં પૂર્ણભાવાનુરૂપાણિ વચાંસિ મુખાન્નિર્ગચ્છન્તિ|
46 ୪୬ “ଆରି ତମେ କାଇକେ ମକେ ଏ ମାପ୍‌ରୁ ଏ ମାପ୍‌ରୁ, ବଲି ଡାକିକରି ମର୍‌ ଆଦେସ୍‌ ମାନାସ୍‌ ନାଇ?
અપરઞ્ચ મમાજ્ઞાનુરૂપં નાચરિત્વા કુતો માં પ્રભો પ્રભો ઇતિ વદથ?
47 ୪୭ ଜେ ମିସା ମର୍‌ଲଗେ ଆସି, ମର୍‌ କାତା ସୁନି, ସେଟା ସବୁ ମାନ୍‌ସି, ସେ କାର୍‌ ସମାନ୍‌ ରଇସି, ସେଟା ମୁଇ ତମ୍‌କେ ଦେକାଇବି ।
યઃ કશ્ચિન્ મમ નિકટમ્ આગત્ય મમ કથા નિશમ્ય તદનુરૂપં કર્મ્મ કરોતિ સ કસ્ય સદૃશો ભવતિ તદહં યુષ્માન્ જ્ઞાપયામિ|
48 ୪୮ ସେ ଏନ୍ତାରି ଗଟେକ୍‌ ଗର୍‌ ଉଟାଇବା ଲକର୍‌ପାରା । ଜେ ଗଇର୍‌ କରି କୁନି, କୁନାଦି ପାକ୍‌ନା ଉପ୍‌ରେ ବସାଇଲା । ବନିଆ ପାନି ଆସି ସେଟା ଉଲ୍‌କା ମାର୍‌ଲା ମିସା ସେଟା ବସ୍‌ଲାଇ ନାପାର୍‌ଲା । କାଇକେବଇଲେ ସେଟା ନିମାନ୍‌କରି ଉଟାଇରଇଲା ।
યો જનો ગભીરં ખનિત્વા પાષાણસ્થલે ભિત્તિં નિર્મ્માય સ્વગૃહં રચયતિ તેન સહ તસ્યોપમા ભવતિ; યત આપ્લાવિજલમેત્ય તસ્ય મૂલે વેગેન વહદપિ તદ્ગેહં લાડયિતું ન શક્નોતિ યતસ્તસ્ય ભિત્તિઃ પાષાણોપરિ તિષ્ઠતિ|
49 ୪୯ ମାତର୍‌ ଜନ୍‌ ଲକ୍‌ମନ୍‌ ମର୍‌କାତା ସୁନିକରି ମିସା ସେ ଇସାବେ ଚଲାଚଲ୍‌ତି ନ କରତ୍‌, ସେ କୁନାଦି ନ କରି, ବାଲି ଉପ୍‌ରେ ଗର୍‌କଲା ଲକର୍‌ପାରା । ଜବର୍‌ ଅଇତେ ଉଦ୍‌କାମାର୍‌ଲା ଦାପ୍‌ରେ ସେ ଗର୍‌ ବସ୍‌ଲିଗାଲା ଆରି ସେଟା ଅପର୍‌ବଲ୍‌ ବିନାସ୍‌ ଅଇଲା ।”
કિન્તુ યઃ કશ્ચિન્ મમ કથાઃ શ્રુત્વા તદનુરૂપં નાચરતિ સ ભિત્તિં વિના મૃદુપરિ ગૃહનિર્મ્માત્રા સમાનો ભવતિ; યત આપ્લાવિજલમાગત્ય વેગેન યદા વહતિ તદા તદ્ગૃહં પતતિ તસ્ય મહત્ પતનં જાયતે|

< ଲୁକ୍‌ 6 >