< ଲୁକ୍ 6 >
1 ୧ ତରେକ୍ ବିସ୍ରାମ୍ ବାରେ ଜିସୁ ତାସ୍ ରଇଲା ପଦାବାଟେ ଜିବାବେଲେ ତାର୍ ସିସ୍ମନ୍ କେଡ୍ ଚିଡାଇ ଆତେ ରମ୍ଦି କାଇତେରଇଲାଇ ।
Ühel hingamispäeval, kui Jeesus läks läbi viljapõldude, katkusid ta jüngrid viljapäid, hõõrusid neid käte vahel ja sõid.
2 ୨ ସେମନ୍କେ ଦେକ୍ତେରଇବା ପାରୁସି ଲକ୍ମନର୍ ବିତ୍ରେଅନି କେତେଲକ୍ କଇଲାଇ, “ବିସ୍ରାମ୍ ବାରେ ଜନ୍ଟା କର୍ବାର୍ ବିଦି ନଏଁ, ସେଟା ତମେ କାଇକେ କଲାସ୍ନି?”
Ent mõned variserid küsisid: „Miks te teete seda, mida ei tohi teha hingamispäeval?“
3 ୩ ଜିସୁ ସେମନ୍କେ କଇଲା, “ଦାଉଦ୍ ଆରି ତାର୍ ସଙ୍ଗର୍ ଲକ୍ମନ୍ ବୁକେ ରଇଲାବେଲେ, ଦାଉଦ୍ କାଇଟା କରିରଇଲା, ସେଟା କାଇ ତମେ ପଡାସ୍ ନାଇ କି?
Jeesus vastas neile: „Kas te ei ole lugenud, mida tegi Taavet, kui temal ja ta kaaslastel oli nälg?
4 ୪ ସୁନା, ଦାଉଦ୍ ପର୍ମେସରର୍ ଗରେ ପୁରି, ପର୍ମେସର୍କେ ସର୍ପି ଅଇରଇଲା ଜନ୍ ରୁଟି, ପୁଜାରିମନ୍କେ ଚାଡି ଆରି କେ ମିସା କାଇବାର୍ ବିଦି ନ ରଇଲା, ସେଟା ନେଇକରି କାଇଲା ଆରି ତାର୍ ସଙ୍ଗର୍ ଲକ୍ମନ୍କେ ମିସା ଦେଇରଇଲା ।”
Kuidas ta läks Jumala kotta ja võttis ohvrileibu, sõi ja andis oma meestele, ehkki neid ei ole lubatud süüa kellelgi peale preestrite?“
5 ୫ ଆରି ଜିସୁ କଇଲା, “ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ବିସ୍ରାମ୍ ବାରେ ଲକ୍ମନ୍ କାଇଟା କର୍ବାର୍ ଆଚେ କାଇଟା କର୍ବାର୍ ନାଇ, ସେଟା କଇବାର୍ ମର୍ ଅଦିକାର୍ ଆଚେ ।”
Jeesus ütles neile: „Inimese Poeg on hingamispäeva Issand!“
6 ୬ ଆରି ଜିସୁ ବିନ୍ ଗଟେକ୍ ବିସ୍ରାମ୍ବାରେ, ଜିଉଦି ଲକ୍ମନର୍ ପାର୍ତନା ଗରେ ଜାଇକରି ସିକାଇତେରଇଲା । ତେଇ ଗଟେକ୍ ଲକ୍ ରଇଲା । ତାର୍ ଉଜା ଆତ୍ ସୁକିଜାଇରଇଲା ।
Ühel teisel hingamispäeval, kui Jeesus oli läinud sünagoogi ja õpetas, juhtus seal olema mees, kelle parem käsi oli kärbunud.
7 ୭ ଆରି ଜିସୁ ବିସ୍ରାମ୍ବାରେ ମିସା କେ ଜାନେ ନିକ କର୍ସି, ଏଟା ଦେକୁ ବଲି ପାରୁସି ଲକ୍ମନ୍ ଆରି ସାସ୍ତର୍ ସିକାଉମନ୍ ତାକେସେ ଦେକି ଦେକି ରଇଲାଇ, କାଇକେବଇଲେ ତାର୍ ବିରୁଦେ ଦସ୍ ଦାର୍ବାକେ ।
Kirjatundjad ja variserid otsisid põhjust, et Jeesust süüdistada, ja nõnda nad jälgisid, kas ta tervendab hingamispäeval.
8 ୮ ମାତର୍ ଜିସୁ ତାକର୍ ମନେ ବାବ୍ଲାଟା ଜାନିକରି, ଜନ୍ ଲକର୍ ଆତ୍ ସୁକିଜାଇରଇଲା, ତାକେ କଇଲା, “ଉଟ୍ ଆରି ସବୁଲକର୍ ମୁଆଟେ ଟିଆ ଅ ।” ଆରି ସେଲକ୍ ଉଟି ଟିଆଅଇଲା ।
Jeesus teadis nende mõtteid. Ta lausus mehele, kellel oli kärbunud käsi: „Tõuse püsti ja seisa meie ette!“Ta tõusis ja jäi seisma.
9 ୯ ତେଇ ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ପାଚାର୍ଲିନି, ବିସ୍ରାମ୍ବାରେ ବିଦି ଇସାବେ କାଇଟା କର୍ବାର୍? ନିକ କର୍ବାର୍ କି କାରାପ୍ କର୍ବାର୍? ଜିବନ୍ ବଁଚାଇବାର୍ କି ମରାଇବାର୍?”
Jeesus ütles neile: „Ma küsin teilt, mida on hingamispäeval lubatud teha: head või halba, päästa elu või see hävitada?“
10 ୧୦ ଆରି ସେ ଚାରିବେଡ୍ତି ସବୁକେ ଦେକି ସେ ଲକ୍କେ କଇଲା, “ତମର୍ ଆତ୍ ଲାମାଆ ।” ତେଇ ସେ ସେନ୍ତାର୍ କଲା, ଆରି ତାର୍ ଆତ୍ ପୁରାପୁରୁନ୍ ନିକ ଅଇଗାଲା ।
Ta vaatas neist igaühele otsa ja ütles mehele: „Siruta oma käsi!“Mees tegi seda ja ta käsi sai täiesti terveks.
11 ୧୧ ମାତର୍ ପାରୁସିମନ୍ ଆରି ସାସ୍ତର୍ ସିକାଉମନ୍ ବେସି ରିସା ଅଇଗାଲାଇ ଆରି ଜିସୁର୍ ବିରୁଦେ “କାଇଟା କରୁ?” ବଲି ତାକର୍ ତାକର୍ ବିତ୍ରେ ନିଆଇ କଲାଇ ।
Kirjatundjad ja variserid läksid aga raevu ja hakkasid arutama, mida nad võiksid Jeesusele teha.
12 ୧୨ ସେବେଲେ ଦିନେକ୍ ଜିସୁ ପାର୍ତନା କର୍ବାକେ ବାରଇ, ପର୍ବତେ ଗାଲା ଆରି ଗୁଲାଇରାତି ପର୍ମେସର୍କେ ପାର୍ତନା କରି କରି ରଇଲା ।
Mõni aeg hiljem läks Jeesus mäele palvetama ja veetis kogu öö Jumalat paludes.
13 ୧୩ ସାକାଲ୍ ପାଇଲାକେ, ଜିସୁ ସିସ୍ମନ୍କେ ଲଗେ ଡାକି ସେମନର୍ ବିତ୍ରେଅନି ବାର ଲକ୍କେ ବାଚ୍ଲା, ଆରି ସେମନ୍କେ ପେରିତ୍ ବଲି ନାଉଁ ଦେଲା ।
Päeva saabudes kutsus ta jüngrid enese juurde ja valis nende hulgast kaksteist, keda ta määras ka apostliteks. Need olid:
14 ୧୪ ସେମନ୍ ରଇଲା, ସିମନ୍ ଜାକେ କି ସେ ପିତର୍ ବଲି ମିସା ନାଉଁ ଦେଲା, ଆରି ସିମନର୍ ବାଇ ଆନ୍ଦ୍ରିୟ, ଜାକୁବ୍ ଆରି ଜଅନ୍, ପିଲିପ୍ ଆରି ବାର୍ତଲମି ।
Siimon, keda ta nimetas Peetruseks, tema vend Andreas, Jaakobus, Johannes, Filippus, Bartolomeus,
15 ୧୫ ମାତିଉ ଆରି ତମା, ଆଲ୍ପିର୍ ପ ଜାକୁବ୍ ଆରି ସିମନ୍, ଜାକେ କି କାଇ କାମ୍ କର୍ବାକେ ମିସା ଆଗ୍ତୁ ଅଇସି ବଲି କଇବାଇ ।
Matteus, Toomas, Jaakobus, Alfeuse poeg, Siimon, keda kutsutakse Selooteseks,
16 ୧୬ ଜାକୁବର୍ ପ ଜିଉଦା ଆରି ଇସ୍କାରିତ ଜିଉଦା, ଜେ କି ଜିସୁକେ ସତ୍ରୁମନ୍କେ ସର୍ପିଦେଇ ରଇଲା ।
Juudas, Jaakobuse poeg, ja Juudas Iskariot, kes sai äraandjaks.
17 ୧୭ ଆରି ଜିସୁ ପେରିତ୍ମନର୍ ସଙ୍ଗ୍ ଉତ୍ରିକରି, ଗଟେକ୍ ସଦ୍ରମ୍ ରଇଲା ଜାଗାଇ ଟିଆଅଇଲା । ଆରି ତେଇ ତାର୍ ବେସି ସିସ୍ମନ୍, ଜିଉଦା ରାଇଜର୍ ବେସି ଲକ୍, ଜିରୁସାଲାମ୍ ଆରି ସମ୍ଦୁର୍ ପାଲି ରଇବା ସର ଆରି ସିଦନ୍ ସଅରେଅନି ବେସି ଲକ୍ମନ୍ ରୁଣ୍ଡିରଇଲାଇ ।
Kui Jeesus oli tulnud nendega koos mäelt alla, peatus ta tasases paigas. Seal oli suur hulk tema jüngreid ja arvukalt rahvast kogu Juudamaalt, Jeruusalemmast ning Tüürose ja Siidoni rannikualalt,
18 ୧୮ ଲକ୍ମନ୍ ତାର୍ ବାକିଅ ସୁନ୍ବାକେ ଆରି ନିଜର୍ ନିଜର୍ ରଗେଅନି ନିକ ଅଇବାକେ ଆସିରଇଲାଇ । ଜନ୍ ଲକ୍ମନ୍ ଡୁମା ଦାରାଇଅଇ ଦୁକ୍ କସ୍ଟ ପାଇତେରଇଲାଇ, ସେମନ୍କେ ଜିସୁ ନିକ କଲା ।
kes olid tulnud teda kuulama ja oma haigustest terveks saama. Paranesid ka rüvedatest vaimudest piinatud inimesed.
19 ୧୯ ସବୁଲକ୍ମନ୍ ଜିସୁକେ ଚିଇବାକେ ଚେସ୍ଟା କର୍ତେରଇଲାଇ । କାଇକେବଇଲେ ତାର୍ ଗାଗ୍ଡେଅନି ମାପ୍ରୁର୍ ବପୁ ବାରଇତେରଇଲା ଆରି ସବୁଲକ୍ମନ୍କେ ନିକ କରତେରଇଲା ।
Kõik püüdsid teda puudutada, sest temast tuli vägi välja ja see tervendas neid kõiki.
20 ୨୦ ସେବେଲେ ଜିସୁ ନିଜର୍ ସିସ୍ମନର୍ ବାଟେ ଦେକି କଇଲା, “ତମେ ଏବେ କାକୁର୍ତି ଅଇଆଚାସ୍ ତମର୍ କେଡେକ୍ ନିକ କରମ୍, କାଇକେବଇଲେ ପର୍ମେସରର୍ ରାଇଜ୍ ତମର୍ଟା ।
Jeesus vaatas oma jüngrite poole ja ütles: „Õnnistatud olete teie, kes te olete vaesed, sest teie päralt on Jumala riik!
21 ୨୧ ତମେମନ୍ ଏବେ ବୁକେ ଆଚାସ୍, ତମର୍ କେଡେକ୍ ନିକ କରମ୍, କାଇକେବଇଲେ, ତମ୍କେ ପର୍ମେସର୍ ପୁରାପୁରୁନ୍ ଦେଇସି । ତମେମନ୍ ଏବେ କାନ୍ଦ୍ଲାସ୍ନି, ତମର୍ କେଡେକ୍ ନିକ କରମ୍, କାଇକେବଇଲେ ତମେମନ୍ ସାର୍ଦା ଅଇକରି ଆଁସ୍ସା ।”
Õnnistatud olete teie, kes te praegu nälgite, sest teid toidetakse! Õnnistatud olete teie, kes te praegu nutate, sest teie saate naerda!
22 ୨୨ ଲକ୍ମନ୍ ଜେବେ ପର୍ମେସର୍ ପାଟାଇରଇବା ନର୍ପିଲା ମର୍ ଲାଗି ତମ୍କେ ଇନ୍ କର୍ବାଇ, ଆରି ବେଗ୍ଲାଇ ଦେବାଇ, ନିନ୍ଦାକରି ତମର୍ ନାଉଁ ମନ୍ଦ୍ ବଲି ଦାର୍ବାଇ, ତମର୍ କେଡେକ୍ ନିକ କରମ୍ ।
Õnnistatud olete teie, kui inimesed teid vihkavad ja teid endi hulgast välja heidavad, kui nad teid teotavad ja teie nime põlgavad Inimese Poja pärast!
23 ୨୩ ସେ ଦିନେ ସାର୍ଦା ଅଇ ନାଟ୍ କର୍ସା । କାଇକେବଇଲେ ଦେକା, ସର୍ଗେ ତମର୍ ପୁରୁସ୍କାର୍ ଅଦିକ୍ ଆରି ସେନ୍ତାରି ତା ସେମନର୍ ଆନିଦାଦିମନ୍, ବବିସତ୍ବକ୍ତାମନ୍କେ କର୍ତେରଇଲାଇ ।
Olge rõõmsad sel päeval ja hüpake, sest teie tasu on suur taevas! Just samuti tegid nende esivanemad prohvetitega.
24 ୨୪ ମାତର୍ ଏ ଡଣ୍ଡ୍ ପାଉମନ୍, ତମେମନ୍ ଏବେ ସାଉକାର୍ ଆଚାସ୍, କାଇକେବଇଲେ ତମେ ନିଜେ ନିଜେ ସୁକ୍ ପାଇଲାସ୍ବେ ।
Ent häda teile, kes te olete rikkad, sest teil on lohutus juba käes!
25 ୨୫ ଏ ଡଣ୍ଡ୍ପାଉମନ୍, ଏବେ ତମେ ନିକସଙ୍ଗ୍ କାଇଲାସ୍ନି, କାଇକେବଇଲେ, ତମେ ବୁକେସେ ରଇସା । ଏ ଡଣ୍ଡ୍ପାଉମନ୍, ତମେମନ୍ ଏବେ ଆଁସ୍ଲାସ୍ନି, କାଇକେବଇଲେ ପଚେ ଦୁକେ ରଇକରି କାନ୍ଦ୍ସା ।
Häda teile, kes te praegu olete hästi toidetud, sest teie saate veel nälgida! Häda teile, kes te praegu naerate, sest teie saate leinata ja nutta!
26 ୨୬ “ଜେଡେବେଲେ ତମ୍କେ ଲକ୍ମନ୍ ବଲ୍ ବଲିକରି ବାବ୍ଲାଇନି, ଏ ଡଣ୍ଡ୍ପାଉମନ୍, ତାକର୍ ଆନିଦାଦି ତା ମାପ୍ରୁର୍ କାତା ବୁଲ୍କାଉମନର୍ପାଇ ସେନ୍ତାରି କର୍ତେରଇଲାଇ ।”
Häda teile, kui kõik inimesed räägivad teist hästi, sest samuti tegid ju nende esivanemad valeprohvetitele!
27 ୨୭ “ମାତର୍ ତମେମନ୍ ସୁନି ଆଚାସ୍ଜେ ମୁଇ ତମ୍କେ କଇଲିନି, ତମର୍ ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ମନ୍ ତମ୍କେ ଇନ୍ କର୍ବାଇ, ସେମନର୍ ମଙ୍ଗଲ୍ କରା ।
Kuid ma ütlen teile, kes kuulete: armastage oma vaenlasi, tehke head neile, kes teid vihkavad.
28 ୨୮ ଜନ୍ ଲକ୍ମନ୍ ତମ୍କେ ସାଇପ୍ ଦେବାଇ, ସେମନ୍କେ ଆସିର୍ବାଦ୍ କରା । ଜନ୍ ଲକ୍ମନ୍ ତମ୍କେ ଇଜତ୍ ଜିକ୍ବାଇ, ସେମନର୍ପାଇ ପାର୍ତନା କରା ।
Õnnistage neid, kes teid neavad, palvetage nende eest, kes teid laimavad.
29 ୨୯ ଜେ ତମ୍କେ ଗଟେକ୍ ଗାଲେ ଚାପଡ୍ ମାର୍ସି, ତାକେ ଆରିଗଟେକ୍ ଗାଲ୍ ମିସା ଦେକାଇଦିଆସ୍ । ଜେ ତମର୍ ଚାଦର୍ ଦାରିଜାଇସି, ତାକେ ତମର୍ ପିନ୍ଦ୍ଲାଟା ନେବାକେ ମିସା ମନା କରାନାଇ ।
Kui keegi lööb sind ühele põsele, pööra tema poole ka teine, ja kui keegi võtab sinult kuue, sellele ära keela ka särki!
30 ୩୦ ଜେ ତମ୍କେ ମାଙ୍ଗ୍ସି, ତାକେ ଦିଆସ୍ । ଆରି ଜେ ତମର୍ ଦନ୍ ସଁମ୍ପତି ଉଦାର୍ ନେଇସି, ତାର୍ଟାନେଅନି ସେଟା ଆରିତରେକ୍ ମାଙ୍ଗାନାଇ ।
Anna igaühele, kes sinult küsib, ja kes võtab sinu oma, sellelt ära nõua tagasi!
31 ୩୧ ଲକ୍ମନ୍ ତମ୍କେ ଜେନ୍ତି କରତ୍ ବଲି ମନ୍ କଲାସ୍ନି, ତମେମିସା ସେମନର୍ଟାନେ ସେନ୍ତାର୍ କରା ।”
Tehke teistele seda, mida soovite, et nad ka teile teeksid!
32 ୩୨ “ଆରି ଜନ୍ ଲକ୍ମନ୍ ତମ୍କେ ଆଲାଦ୍ କଲାଇନି, ଜଦି ସେମନ୍କେସେ ତମେ ଆଲାଦ୍ କର୍ସା ବଇଲେ କାଇ ଆସିର୍ବାଦ୍ ପାଇସା? କାଇକେବଇଲେ ପାପିମନ୍ ମିସା ସେନ୍ତାରି କର୍ବାଇ ।
Kui te armastate neid, kes teid armastavad, mis kasu te sellest ootate? Isegi patused armastavad neid, kes neid armastavad.
33 ୩୩ ଜଦି ଜନ୍ ଲକ୍ମନ୍ ତମର୍ ମଙ୍ଗଲ୍ କଲାଇନି, ସେମନ୍କେସେ ମଙ୍ଗଲ୍ କର୍ସା ବଇଲେ, କାଇ ଆସିର୍ବାଦ୍ ପାଇସା? କାଇକେବଇଲେ ପାପିମନ୍ ମିସା ସେନ୍ତାରି କର୍ବାଇ ।
Ja kui te teete head neile, kes teile head teevad, mis tunnustust te selle eest ootate? Isegi patused teevad sedasama.
34 ୩୪ ଆରି ଜନ୍ ଲକ୍ମନର୍ଟାନେଅନି ତମର୍ ମିଲାଇବାର୍ ଆସା ରଇସି, ଜଦି ସେମନ୍କେସେ ଉଦାର୍ ଦେଇସା ବଇଲେ, ତମେ କାଇ ଆସିର୍ବାଦ୍ ପାଇସା? ପାପିମନ୍ ମିସା ସମାନ୍ ଇସାବେ ବାନ୍ଦ୍ଲାଟା ମିଲବଲି, ରୁନ୍ ଦେବାଇ ।
Kui te laenate neile, kellelt te loodate tagasi saada, mis tunnustust te selle eest ootate? Ka patused laenavad patustele, et nad samavõrra tagasi saaksid.
35 ୩୫ ମାତର୍ ତମର୍ ସତ୍ରୁମନ୍କେ ଆଲାଦ୍ କରା । ଆରି ସେମନର୍ ମଙ୍ଗଲ୍ କରା । ରୁନ୍ ବାନ୍ଦ ବଲି ଆସା ନ କରି, ରୁନ୍ ଦିଆସ୍ । ସେନ୍ତାର୍କଲେ ତମର୍ ପୁରୁସ୍କାର୍ ଅଦିକ୍ ଅଇସି । ଆରି ତମେ ପର୍ମେସରର୍ ପ ଅଇସା । କାଇକେବଇଲେ ସେ ନ ମାନ୍ବା ଲକର୍ ଆରି କରାପ୍ ଲକର୍ ମିସା ଦୟାକାରିଆ ।
Armastage oma vaenlasi, tehke head ja laenake neile ilma midagi tagasi lootmata. Siis on teie tasu suur ja te olete Kõigekõrgema lapsed, sest tema on hea tänamatute ja kurjade vastu!
36 ୩୬ ତମର୍ ସରଗର୍ ବାବା ଜେନ୍ତାରି ଦୟା କଲାନି, ସେନ୍ତାରି ତମେ ମିସା ଦୟା କରା ।”
Olge armulised, nagu teie Isa on armuline!
37 ୩୭ “ବିନ୍ଲକର୍ ବିଚାର୍ କରାନାଇ, ସେନ୍ତାର୍କଲେ ପର୍ମେସର୍ ତମ୍କେ ବିଚାର୍ କର୍ସି । ଦସ୍ ନ ଦିଆସ୍, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦସ୍ ନ ଦାରେ । କେମା କରା, ସେନ୍ତାର୍କଲେ ତମ୍କେ କେମା ମିଲ୍ସି ।
Ärge mõistke kohut, ja ka teie üle ei mõisteta kohut! Ärge mõistke hukka, ja ka teid ei mõisteta hukka! Andke andeks, ja teile antakse andeks!
38 ୩୮ ବିନ୍ ଲକ୍କେ ଦାନ୍ କରା, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦାନ୍ ଦେଇସି, ଲକ୍ମନ୍ ମାନ୍ଟାନେ କାଦି ପୁରୁନ୍କରି ତାକେ ଚାପି ଜୁଲାଇ, ଉଚ୍ଲାଇକରି, ତମର୍ ଅଁଟିତେଇ ଦେବାଇ, କାଇକେବଇଲେ ଜନ୍ ଇସାବେ ତମେ ନାପ୍ସା, ସେ ଇସାବେ ସେ ତମ୍କେ ନାପି ଦିଆଅଇସି ।”
Andke, ja teile antakse – hea, tihedaks vajutatud, kokku raputatud, kuhjaga mõõt antakse teie rüppe. Selle mõõduga, millega teie mõõdate, mõõdetakse teile tagasi.“
39 ୩୯ ଜିସୁ ସେମନ୍କେ ଉଦାଅରନ୍ ଦେଇ କଇଲା, “କାଣା କାଇ କାଣାକେ ବାଟ୍ ଦେକାଇପାରେକି? ନାଇ, ନାପାରେ । ଜଦି ସେମନ୍ ସେନ୍ତାରି କର୍ବାଇ ବଇଲେ ଦୁଇଲକ୍ଜାକ କାଲେ ନ ଅଦ୍ରତ୍ କି?
Ta rääkis neile ka tähendamissõna: „Kas pime saab juhtida pimedat? Eks nad mõlemad kuku auku?
40 ୪୦ ଗୁରୁର୍ଟାନେଅନି ସିସ୍ ବଡ୍ ନାଇ । ମାତର୍ ସିସ୍ମନ୍ ସିକିଆ ପାଇ ସାରାଇଲେ ସିଦ୍ଅଇ ଗୁରୁର୍ ସମାନ୍ ଅଇବାଇ ।”
Ei ole jünger õpetajast üle, kuid iga väljaõppe saanu on nagu tema õpetaja.
41 ୪୧ “ଆରି କାଇକେ ତମର୍ ବାଇର୍ ଆଁକିଟାନେ ରଇବା ସାନ୍ କାଚ୍ରା ଦେକ୍ଲାସ୍ନି? ମାତର୍ ତମର୍ ନିଜର୍ ଆଁକିଟାନେ ଜନ୍ ବଡ୍ କାଚ୍ରା ଆଚେ, ସେଟା ବାବିଦେକାସ୍ନାଇ ।
Miks sa näed pindu oma venna silmas, aga palki enda silmas ei märka?
42 ୪୨ ତମେ ନିଜର୍ ଆଁକିଟାନେ ରଇବା ବଡ୍ଟା କାଚ୍ରା ନ ଦେକିକରି, ନିଜର୍ ବାଇର୍ ଆଁକି ଟାନେ ରଇବା ସାନ୍ କାଚ୍ରା ଦେକି କେନ୍ତି କଇପାରାସ୍, ଆଉ ବାଇ ତମର୍ ଆଁକିଅନି କାଚ୍ରା ବାର୍କରାଇଦେବି? ଏ କୁଟିଆଲ୍ମନ୍, ପର୍ତୁମ୍ ନିଜର୍ ଆଁକିଅନି କାଚ୍ରା ବାର୍କରାଇପାକା, ତାର୍ପଚେ ନିଜର୍ ବାଇର୍ ଆଁକିଟାନେ ରଇବା କାଚ୍ରା ସବୁ ବାର୍କରାଇବାକେ, ନିକକରି ଦେକିପାରାସ୍ ।”
Kuidas sa võid oma vennale öelda: „Vend, lase ma tõmban välja pinnu sinu silmast!“ja ise ei näe palki oma silmas? Silmakirjatseja, tõmba esmalt palk oma silmast välja, ja siis sa näed ka pindu oma venna silmast välja tõmmata!
43 ୪୩ “ନିକ ଗଚେ କାରାପ୍ ପଲ୍ ନ ପଲେ, କାରାପ୍ ଗଚେ ନିକ ପଲ୍ ନ ପଲେ ।
Ükski hea puu ei kanna halba vilja, ega halb puu head.
44 ୪୪ କାଇକେବଇଲେ ଗଚ୍ମନ୍କେ ତାର୍ ପଲର୍ଲାଗି ଜାନିଅଇସି । କାଟା ଗଚେଅନି ଲକ୍ମନ୍ ଡୁମ୍ରି ପଲ୍ ନ ତଲତ୍, କି କାଟା ବୁଟାଇଅନି ଅଙ୍ଗୁର୍ ପଲ୍ ନ ତଲତ୍ ।
Iga puud tuntakse tema viljast. Viigimarju ei korjata kibuvitstelt ega koguta viinamarjakobaraid ohakailt.
45 ୪୫ ନିକ ଲକ୍ ନିଜର୍ ମନ୍ ବିତ୍ରର୍ ଗରବ୍ବିତ୍ରେ ଅନି ନିକଟା ବାର୍କରାଇସି । ଆରି କାରାପ୍ ଲକ୍ମନ୍ ନିଜର୍ ମନ୍ ବିତ୍ରର୍ ଗରବ୍ଟାନେ ଅନି କାରାପ୍ଟା ବାର୍କରାଇବାଇ । କାଇକେବଇଲେ, ମନ୍ବିତ୍ରେ ଚିନ୍ତା କର୍ବାଟା, ଟଣ୍ଡ୍ କାତା କଇସି ।”
Hea inimene toob välja head oma südame heast tagavarast ja kuri inimene toob kurjusest välja kurja. Sest ta suu räägib sellest, mida ta süda on täis.
46 ୪୬ “ଆରି ତମେ କାଇକେ ମକେ ଏ ମାପ୍ରୁ ଏ ମାପ୍ରୁ, ବଲି ଡାକିକରି ମର୍ ଆଦେସ୍ ମାନାସ୍ ନାଇ?
Aga miks te mind hüüate: „Issand, Issand!“ega tee, mida ma ütlen?
47 ୪୭ ଜେ ମିସା ମର୍ଲଗେ ଆସି, ମର୍ କାତା ସୁନି, ସେଟା ସବୁ ମାନ୍ସି, ସେ କାର୍ ସମାନ୍ ରଇସି, ସେଟା ମୁଇ ତମ୍କେ ଦେକାଇବି ।
Ma näitan teile, milline on inimene, kes minu juurde tulles kuuleb mu sõnu ja teeb nende järgi.
48 ୪୮ ସେ ଏନ୍ତାରି ଗଟେକ୍ ଗର୍ ଉଟାଇବା ଲକର୍ପାରା । ଜେ ଗଇର୍ କରି କୁନି, କୁନାଦି ପାକ୍ନା ଉପ୍ରେ ବସାଇଲା । ବନିଆ ପାନି ଆସି ସେଟା ଉଲ୍କା ମାର୍ଲା ମିସା ସେଟା ବସ୍ଲାଇ ନାପାର୍ଲା । କାଇକେବଇଲେ ସେଟା ନିମାନ୍କରି ଉଟାଇରଇଲା ।
Ta on inimese sarnane, kes maja ehitades kaevas sügavale ja ladus alusmüüri kaljule. Kui tuli üleujutus, sööstis tulvavesi vastu maja, kuid ei suutnud seda kõigutada, sest see oli ehitatud hästi.
49 ୪୯ ମାତର୍ ଜନ୍ ଲକ୍ମନ୍ ମର୍କାତା ସୁନିକରି ମିସା ସେ ଇସାବେ ଚଲାଚଲ୍ତି ନ କରତ୍, ସେ କୁନାଦି ନ କରି, ବାଲି ଉପ୍ରେ ଗର୍କଲା ଲକର୍ପାରା । ଜବର୍ ଅଇତେ ଉଦ୍କାମାର୍ଲା ଦାପ୍ରେ ସେ ଗର୍ ବସ୍ଲିଗାଲା ଆରି ସେଟା ଅପର୍ବଲ୍ ବିନାସ୍ ଅଇଲା ।”
Aga kes kuuleb ega tee, see on inimese sarnane, kes ehitas maja maapinnale ilma alusmüürita. Tulvavesi sööstis vastu maja ja see varises kokku ning hävis täielikult.“