< ଲୁକ୍ 5 >
1 ୧ ଦିନେକ୍ ଜିସୁ ଗିନେସରତ୍ ଗାଡ୍କଣ୍ଡି ଟିଆଅଇରଇଲା ବେଲେ ଲକ୍ମନ୍ ମାଣ୍ଡାଚୁଣ୍ଡା ଅଇ ପର୍ମେସରର୍ ବାକିଅ ସୁନ୍ତେରଇଲାଇ ।
And it came to pass, while the multitude was pressing upon him, and was hearing the word of God, that, he, was standing near the lake of Gennesaret;
2 ୨ ସେଡ୍କିବେଲେ ସେ ଗାଡ୍କଣ୍ଡି ଦୁଇଟା ଡଙ୍ଗା ରଇଲାଟା ଦେକ୍ଲା, କେଉଟ୍ମନ୍ ଡଙ୍ଗାଇଅନି ଉତ୍ରି ଜାଲ୍ ଦଇତେରଇଲାଇ ।
and he saw two boats placed near the lake, and, the fishers, having gone away, from them, were washing their nets.
3 ୩ ସେ ଡଙ୍ଗାମନର୍ ବିତ୍ରେଅନି ଜନ୍ଟା କେଉଟ୍ ସିମନର୍ଟା ରଇଲା, ଜିସୁ ତେଇ ଚଗିକରି “କଣ୍ଡିତେଇଅନି କଣ୍ଡେକ୍ ଦୁର୍ ପାନିତେଇ ଚାଲାଇନେ ।” ବଲି ସିମନ୍କେ କଇଲା, ଆରି ଡଙ୍ଗାଇ ବସିକରି ସିକିଆ ଦେବାର୍ ଦାର୍ଲା ।
And, entering into one of the boats, which was Simon’s, he requested him, to put off from the land, a little; and, taking a seat, out of the boat, began he teaching the multitudes.
4 ୪ ଜିସୁ କାତା ସାରାଇକରି ସିମନ୍କେ କଇଲା, “ଡେଙ୍ଗ୍ ପାନିଟାନେ ଜାଇକରି ମାଚ୍ ଦାର୍ବାକେ ତମର୍ ଜାଲ୍ ପାକାଆ ।”
And, when he ceased speaking, he said unto Simon—Put off into the deep, and let down your nets for a draught.
5 ୫ ତେଇ ସିମନ୍ କଇଲା, “ଏ ଗୁରୁ ଆମେ ସବୁଲକ୍ ଗୁଲାଇରାତି କସ୍ଟ କରି ଗଟେକ୍ ମିସା ଦାରୁନାଇ, ମାତର୍ ତମର୍ କାତା ଦାରି ମୁଇ ଜାଲ୍ ପାକାଇବି ।”
And Simon, answering, said—Master! although through the whole night we toiled, we took, nothing; howbeit, at thy bidding, I will let down the nets.
6 ୬ ଆରି ଜାଲ୍ ପାକାଇଲାଇକେ, ଏଦେ ଦେକା! ଏନ୍ତି ମାଚ୍ ଲାଗ୍ଲାଇଜେ ତାକର୍ ଜାଲ୍ ଚିରିଅଇବାର୍ ଦାର୍ଲା ।
And, when this they had done, they enclosed a very large number of fishes, and their nets began to break.
7 ୭ ଡଙ୍ଗାଇ ମାଚ୍ ବର୍ତି କଲାଇଜେ ସେ ଦୁଇଟା ଡଙ୍ଗା ବୁଡ୍ଲା ପାରା ଅଇଗାଲା ।
And they made signs to their partners in the other boat, to come and help them; and they came, and filled both the boats, —so that they began to sink.
8 ୮ ଏଟା ଦେକି ସିମନ୍ ପିତର୍ ଜିସୁର୍ ପାଦେ ମାଣ୍ଡିକୁଟା ଦେଇ ଜୁଆର୍ କରି କଇଲା, “ମର୍ଟାନେଅନି ଜାଆ ମାପ୍ରୁ, କାଇକେବଇଲେ ମୁଇ ଗଟେକ୍ ପାପି ମୁନୁସ୍ ।”
And Simon, beholding, fell down at the knees of Jesus, saying—Depart from me! Because, a sinful man, am I, O Lord!
9 ୯ କାଇକେବଇଲେ ତେଇ ସେମନ୍ ଏତେକ୍ ମାଚ୍ ଦାରିରଇଲାଇଜେ, ସେଟା ଦେକି ସିମନର୍ ସଙ୍ଗାରିମନ୍ କାବାଅଇଗାଲାଇ ।
For, amazement, overcame him, and all them who were with him, on account of the draught of the fishes which they had taken;
10 ୧୦ ଆରି ଜେବଦିର୍ ଦୁଇଟା ପ ଜାକୁବ୍ ଆରି ଜଅନ୍ ଜନ୍ଲକ୍ମନ୍ ସିମନର୍ ସଙ୍ଗାରି ରଇଲାଇ, ସେମନ୍ ମିସା ସେନ୍ତାରିସେ କାବା ଅଇଗାଲାଇ । ଆରି ଜିସୁ ସିମନ୍କେ କଇଲା, “ଡରାନାଇ, ଆଜିଅନି ତମେ ମାଚ୍ ନ ଦାରି, ଲକ୍ମନ୍କେ ମର୍ଟାନେ ଆନ୍ସା ।”
likewise also, both James and John, sons of Zebedee, who were partners with Simon. And Jesus said unto Simon—Do not fear! henceforth, shall thou be taking, men, that they may, live.
11 ୧୧ ତେଇ ସେମନ୍ ସବୁ ତାକର୍ ଡଙ୍ଗା କଣ୍ଡି ଆନି ଚାଡିଦେଇକରି ଜିସୁର୍ ପଚେ ପଚେ ଗାଲାଇ ।
And, bringing the boats down on to the land, they left all, and followed him.
12 ୧୨ ତରେକ୍ ଜିସୁ ଗଟେକ୍ ନଅରେ ରଇଲାବେଲେ ଗଟେକ୍ ଗୁଲାଇ ଗାଗଡେ ବଡ୍ରଗ୍ ଅଇରଇବା ଲକ୍ ତେଇ ରଇଲା । ସେ ଡାଣ୍ଡାସନ୍ ପଡି ମୁ ବୁଏଁ ଚିଆଇ ଜିସୁକେ ବାବୁଜିଆ କରି କଇଲା, “ଏ ମାପ୍ରୁ, ତମେ ଜଦି ମନ୍କଲୁସ୍ନି ବଇଲେ, ମକେ ନିକ କରିପାରୁସ୍ ।”
And it came to pass, while he was in one of the cities, that lo! there was a man full of leprosy; and, seeing Jesus, he fell on his face, and entreated him, saying—Lord! if thou be willing, thou canst cleanse me.
13 ୧୩ ତେଇ ଜିସୁ ଆତ୍ ଲାମାଇ ତାକେ ଚିଇ କରି କଇଲା, “ମୁଇ ମନ୍ କଲିନି, ତୁଇ ସୁକଲ୍ ଅ ।” ଦାପ୍ରେସେ ତାର୍ ବଡ୍ ରଗ୍ ଚାଡିଗାଲା ।
And, stretching forth the hand, he touched him, saying—I am willing: Be cleansed! And, straightway, the leprosy departed from him.
14 ୧୪ ଆରି ଜିସୁ ତାକେ ଆଦେସ୍ ଦେଇ କଇଲା, “ଏ କାତା କାକେ କ ନାଇ । ମାତର୍ ପୁଜାରିର୍ ଲଗେ ଜା ଆରି ସେ ତକେ ପରିକା କରି ଦେକ । ତୁଇ, ‘ନିକ ଅଇଲିଆଚି’ ବଲି ବିନ୍ ଲକର୍ ଟାନେ ସାକିଦେବାକେ ମସାର୍ ଆଦେସ୍ ଇସାବେ ବିରୁ ଦେସ୍ ।”
And, he, charged him to tell, no one, —but, departing, Show thyself to the priest, and offer for thy cleansing, according as Moses enjoined, for a witness unto them.
15 ୧୫ ମାତର୍ ଜିସୁର୍ କବର୍ ଗୁଲାଇ ଚାରିବେଡ୍ତିର୍ଲକ୍ ଜାନ୍ଲାଇ । ତାର୍ କାତା ସୁନ୍ବାପାଇ ଆରି ନିଜର୍ ନିଜର୍ ରଗେଅନି ନିକ ଅଉଁବଲି ଗାଦି ଲକ୍ମନ୍ ଟୁଲ୍ଅଇବାର୍ ଦାର୍ଲାଇ ।
But the report concerning him the more went abroad, and many multitudes were coming together, to hear, and be getting cured from their infirmities;
16 ୧୬ ମାତର୍ ଜିସୁ କିନରା ଜାଗାମନ୍କେ ଜାଇ ପାର୍ତନା କର୍ତେରଇଲା ।
howbeit, he, was retiring in the deserts, and engaging in prayer.
17 ୧୭ ଦିନେକ୍ ଜିସୁ ସିକିଆ ଦେଇତେରଇଲା । ତେଇ ଗାଲିଲିର୍ ସବୁ ଗାଏଁଅନି, ଜିଉଦା ଆରି ଜିରୁସାଲମେଅନି ଆସିରଇବା ପାରୁସିମନ୍ ଆରି ନିଅମ୍ ସିକାଉମନ୍ ତେଇ ବସିରଇଲାଇ । ଆରି ରଗିମନ୍କେ ନିକ କର୍ବାକେ ମାପ୍ରୁର୍ ବପୁ, ଜିସୁକେ ରଇଲା ।
And it came to pass, on one of the days, that, he, was teaching, and there were sitting Pharisees and Teachers of the law, who had come out of every village of Galilee and Judaea and Jerusalem; and, the power of the Lord, was there, that he might heal.
18 ୧୮ ଆରି ଏଦେ ଦେକା! ଗଟେକ୍ ଚେରେଙ୍ଗ୍ବାତ୍ ଦାର୍ଲା ମୁନୁସ୍କେ, କେତେଲକ୍ କଟ୍ ମିସ୍ତେ ବଇଆନିକରି, ଗର୍ ବିତ୍ରେ ନେଇ ଜିସୁର୍ ମୁଆଟେ ସଙ୍ଗଉବଲି, ଚେସ୍ଟା କରତେରଇଲାଇ ।
And lo! men bearing, upon a couch, one who was paralyzed, and they were seeking to bring him in, and lay him before him.
19 ୧୯ ମାତର୍ ଚିପାଟେଲାର୍ଲାଗି, ତାକେ ବିତ୍ରେ ନେବାକେ ବାଟ୍ ମିଲେନାଇ । ଏଦେ ଦେକା! ସେମନ୍ ରଗିକେ ଗର୍ ଉପ୍ରେ ଚଗାଇ ଚାଉନି ଉଜାଡି, କଟ୍ ମିସ୍ତେ ଲକ୍ମନର୍ ମଜାଇ ଜିସୁର୍ ମୁଆଟେ ଉତ୍ରାଇଦେଲାଇ ।
And, not finding by what means they might bring him in, because of the multitude, going up on the house-top, through the tiling, let they him down, with the little-couch, into the midst before Jesus.
20 ୨୦ ଜିସୁ ସେମନର୍ ବିସ୍ବାସ୍ ଦେକି କଇଲା, “ଏ ବାବୁ, ତମର୍ ସବୁ ପାପ୍ କେମା ଅଇଗାଲାବେ ।”
And, beholding their faith, he said—O man! thy sins are forgiven thee.
21 ୨୧ ସାସ୍ତର୍ ସିକାଇବା ଲକ୍ମନ୍ ଆରି ପାରୁସି ଲକ୍ମନ୍ ମନେ ମନେ କୁଆବଲା ଅଇ, ଏନ୍ତି କଇବାର୍ ଦାର୍ଲାଇ, “ଏ କେ ଜେ ପର୍ମେସରର୍ ନିନ୍ଦାକଲାନି? ପର୍ମେସର୍କେ ଚାଡି ଆରି କେ ପାପ୍ କେମା କରିପାର୍ସି?”
And the Scribes and the Pharisees began to reason, saying—Who is this that speaketh profanities? Who can forgive, sins, save, God alone?
22 ୨୨ ତେଇ ସେମନ୍ ମନେ ମନେ କୁଆବଲା ଅଇବାଟା ଜାନିକରି ସେମନ୍କେ ଜିସୁ କଇଲା, “ତମେ କାଇକେ ସବୁଲକ୍ ନିଜର୍ ମନେ ମନେ ଏନ୍ତାରି କୁଆବଲା ଅଇଲାସ୍ନି?
And Jesus, taking note of their reasonings, answering, said unto them—Why are ye reasoning in your hearts?
23 ୨୩ କାଇଟା ଉପାସ୍ କାତା? ତର୍ ସବୁ ପାପ୍ କେମା ଅଇଗାଲା ବଲି କଇବାଟା, କି ଉଟିକରି ଇଣ୍ଡି ଜା ବଲି କଇବାଟା?
Which is easier, To say—Thy sins are forgiven thee; or to say—Arise and be walking?
24 ୨୪ ମାତର୍ ପୁର୍ତିବିର୍ ସବୁ ପାପ୍ କେମା କର୍ବାକେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମର୍ ଅଦିକାର୍ଆଚେ ।” ଏଟା ତମେ ଜେନ୍ତି ଜାନିପାରାସ୍ । ଏଟାର୍ପାଇ ଜିସୁ ଚେରେଙ୍ଗ୍ବାତ୍ ଦାର୍ଲା ରଗିକେ କଇଲା, “ମୁଇ ତକେ କଇଲିନି, ଉଟ୍ ନିଜର୍ ବିଚ୍ନା ଦାରି ଗରେ ଜା ।”
But, that ye may know that, the Son of Man, hath, authority, upon the earth to forgive sins—he said to the paralyzed man—To thee, I say, Arise, and, taking up thy couch, be going thy way unto thy house.
25 ୨୫ ସେଦାପ୍ରେ ଚେରେଙ୍ଗ୍ ଦାର୍ଲା ଲକ୍ ସବୁଲକର୍ ଦେକ୍ତେ ଉଟିକରି ଜନ୍ କଟେ ସଇରଇଲା, ସେଟା ବଇ ପର୍ମେସରର୍ ମଇମା କରି କରି ତାର୍ ଗରେ ଉଟିଗାଲା ।
And, instantly arising before them, he took up that whereon he had been lying, and departed unto his house, glorifying God.
26 ୨୬ ତେଇ ରଇଲା ସବୁଲକ୍ କାବା ଅଇଜାଇକରି ପର୍ମେସରର୍ ମଇମା କର୍ବାର୍ ଦାର୍ଲାଇ ଆରି ମାପ୍ରୁର୍ ଚକିତ୍ କାମ୍ ଦେକି, “ଆଜି ଆମେ କେବେ ନ ଅଇଲାଟା ଦେକ୍ଲୁ!” ବଲି କଇଲାଇ ।
And, astonishment, seized one and all, and they began glorifying God, and were filled with fear, saying—We have seen unaccountable things, to-day!
27 ୨୭ ତାର୍ପଚେ ଜିସୁ ବାରଇଜାଇ ଲେବି ନାଉଁର୍ ଗଟେକ୍ ସିସ୍ତୁମାଙ୍ଗୁ, ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବାଟାନେ ବସିରଇବାଟା ଦେକି, ତାକେ କଇଲା, “ମର୍ସଙ୍ଗ୍ ଆଉ ।”
And, after these things, he went forth, and looked upon a tax-collector, by name Levi, —presiding over the tax-office; and he said to him—Be following me!
28 ୨୮ ତେଇ ଲେବି ସବୁଜାକ ଚାଡିଦେଇ ଉଟିକରି ଜିସୁର୍ ସଙ୍ଗ୍ ଜିବାର୍ଦାର୍ଲା ।
And, forsaking all, he arose, and was following him.
29 ୨୯ ଆରି ଲେବି ଜିସୁର୍ପାଇ ନିଜର୍ ଗରେ, ଗଟେକ୍ ବଡ୍ ବଜିକଲା । ତେଇ ସିସ୍ତୁମାଙ୍ଗୁମନ୍, ଅଦିକ୍ ଲକ୍ ଆରି ବିନ୍ ବିନ୍ ଲକ୍ମନର୍ ସଙ୍ଗ୍ ସେ କାଇବାକେ ବସ୍ଲା ।
And Levi made a great reception for him, in his house, and there was a great multitude of tax-collectors, and others, —who were with them reclining.
30 ୩୦ ତେଇ ପାରୁସିମନ୍ ଆରି ତାକର୍ ଦଲର୍ ସାସ୍ତର୍ ସିକାଉମନ୍ ଜିସୁର୍ ମୁଆଟେ ତାର୍ ସିସ୍ମନ୍କେ ଦସ୍ ଦେକାଇ କଇଲାଇ, “ତମେ କାଇକେ ସିସ୍ତୁମାଙ୍ଗୁମନର୍ ସଙ୍ଗ୍ ଆରି ପାପିମନର୍ ସଙ୍ଗ୍ ମିସି କିଆ ପିଆ କଲାସ୍ନି?”
And the Pharisees and their Scribes began murmuring unto his disciples, saying—Wherefore, with the tax-collectors and sinners, are ye eating and drinking?
31 ୩୧ ଜିସୁ ସେମନ୍କେ କଇଲା, “ଜାକେ ଦୁକାଦାରି ରଇସି, ସେସେ ଅସ କାଇସି, ଜାକେ ଦୁକା ଦାରେ ନାଇ ତାକେ ଅସ ଲଡାନାଇ ।
And, answering, Jesus said unto them—No need, have, the whole, of a physician, but, they who are sick.
32 ୩୨ ମୁଇ ଦରମ୍ ଲକ୍ବଲି ନିଜ୍କେ ବାବ୍ବା ଲକ୍ମନର୍ ପାଇ ଆସିନାଇ, ମାତର୍ ପାପି ଲକ୍ମନ୍କେ ପାପେଅନି ମନ୍ ବାଦ୍ଲାଇବାକେ ଆଇଲିଆଚି ।”
I have not come to call, righteous, men, but, sinners, unto repentance.
33 ୩୩ କେତେକ୍ ଲକ୍ ଜିସୁକେ ପାଚାର୍ଲାଇ, “ଡୁବନ୍ ଦେଉ ଜଅନର୍ ସିସ୍ମନ୍ ତର୍କେତର୍ ଉପାସ୍ କରି ପାର୍ତନା କର୍ବାଇ । ପାରୁସିମନର୍ ସିସ୍ମନ୍ ମିସା ସେନ୍ତାରି ସେ କର୍ବାଇ । ମାତର୍ ତମର୍ ସିସ୍ମନ୍ କିଆ ପିଆ କର୍ବାଇ ।”
But, they, said unto him—The disciples of John, do fast much, and, supplications, do make, —likewise also the disciples of the Pharisees; but, thine, do eat and drink!
34 ୩୪ ଜିସୁ ସେମନ୍କେ କଇଲା, “ବର୍ବାଟର୍ ଲକ୍ମନର୍ସଙ୍ଗ୍ ବର୍ ରଇଲାବେଲେ, ତମେ କାଇ ସେମନ୍କେ ଉପାସ୍ କରାଇପାରାସ୍? ନାଇ, ନାପାରାସ୍ ।
Jesus, however, said unto them—Can, ye make, the sons of the bridechamber, fast, while the bridegroom is with them?
35 ୩୫ ମାତର୍ ବେଲା ଆଇସି, ଜେଡେବେଲେ ତାକର୍ଟାନେଅନି ବର୍କେ ଡାକିଦାରିଜିବାଇ, ସେଡ୍କିବେଲେ ସେମନ୍ ଉପାସ୍ କଇବାଇ ।”
But there will come days, even when the bridegroom shall be taken from them, then, will they fast, in those days.
36 ୩୬ ଜିସୁ ସେମନ୍କେ ଆରି ଗଟେକ୍ ଉଦାଅରନ୍ ଦେଇ କଇଲା, “କେ ମିସା ପୁର୍ନା ଲୁଗା ପାଟିରଇଲାଟାନେ ନୁଆଲୁଗା ଚିରି ଚାପ୍ ନ ଦେଅତ୍, ଚାପ୍ ଦେଲେ ନୁଆଟା ମିସା ନସିଜାଇସି, ନୁଆ ଲୁଗାର୍ ଚାପ୍ ପୁର୍ନାଟାନେ ନ ମିସେ ।
Moreover, he went on to speak, a parable also, unto them—No one, rending a patch from a new mantle, patcheth it upon an old mantle; otherwise, at least, both, the new, he will rend, and, with the old, the patch which is from the new, will not agree.
37 ୩୭ ବେସି ଦିନର୍ ପୁର୍ନା ଗାଗ୍ରିଟାନେ କେ ମିସା ଏବେ ଉତ୍ରାଇଲା ମଦ୍ ନ ରକଅତ୍, ତେଇ ଜଦି ସେ ମଦ୍ ରକଇ ଡାବିଦେଲେ, ଗାଗ୍ରି ପୁଟିକରି ପଡାଅଇଜାଇସି ।
And, no one, poureth new wine into old skins; otherwise, at least, the new wine, will burst the skins, and will, itself, be poured out, and the skins be destroyed.
38 ୩୮ ତେବେ ମଦ୍ ଉତ୍ରାଇଲା ଦାପ୍ରେ ନୁଆ ଗାଗ୍ରିଟାନେ ରକଇ ସଙ୍ଗଇବାର୍ଆଚେ ।
But, new wine, into unused skins, must be poured.
39 ୩୯ ଆରି କେ ମିସା ପୁର୍ନା ମଦ୍ କାଇକରି ଏବେ ଉତ୍ରାଇଲା ମଦ୍ କାଇବାକେ ମନ୍ ନ କରତ୍, କାଇକେବଇଲେ, ସେ ବାସିଟା ଆକା ନିକ ବଲି କଇସି ।”
[No one, having drunk old, desireth new; for he saith, The old, is, mellow.]