< ଲୁକ୍ 4 >
1 ୧ ଜିସୁ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇକରି ଜର୍ଦନ୍ ଗାଡେଅନି ବାଉଡି ଆଇଲା । ଆରି ସଇତାନର୍ ଟାନେ ପରିକା କରାଇବାକେ ତାକେ ଆତ୍ମା ଚାଲାଇ ନେଲା । ତେଇ ଚାଲିସ୍ ଦିନ୍ ଜାକ ସଇତାନ୍ ତାକେ ପରିକା କର୍ତେରଇଲା ।
Jesu, azere noMweya Mutsvene, akadzoka kubva paJorodhani akatungamirirwa noMweya mugwenga,
2 ୨ ସର୍ତେ ଦିନ୍ ସାର୍ଲା ପଚେ ସେ ବୁକ୍କେ ବାୟାଚୁରା ଅଇଗାଲା ।
umo maakaedzwa naSatani kwamazuva makumi mana. Haana chaakadya pamazuva iwayo, uye pakupera kwamazuva iwayo akanzwa nzara.
3 ୩ ତେଇ ସଇତାନ୍ ଜିସୁକେ କଇଲା, “ତୁଇ ଜଦି ପର୍ମେସରର୍ ପ, ତେବେ ଏ ପାକ୍ନା କାଦି ଅ ବଲି ଆଦେସ୍ ଦେସ୍ ।”
Satani akati kwaari, “Kana iwe uri mwanakomana waMwari, rayira dombo iri kuti rive chingwa.”
4 ୪ ଜିସୁ ତାକେ କଇଲା, “ପର୍ମେସରର୍ ସାସ୍ତରେ ଲେକାଅଇ ଆଚେ, ମୁନୁସ୍ ଅବ୍କା କାଦି କାଇ ନ ବଁଚେ ।”
Jesu akapindura akati, “Kwakanyorwa kuchinzi, ‘Munhu haararami nechingwa bedzi, asi neshoko rimwe nerimwe rinobuda mumuromo maMwari.’”
5 ୫ ତାର୍ପଚେ ସଇତାନ୍ ଜିସୁକେ ଗଟେକ୍ ଉଁଚ୍ ଜାଗାଇ ଡାକି ଦାରିଜାଇ କରି ଆଁକିମିଟ୍କା ମାର୍ବା ଏତ୍କି ପର୍କେ ଜଗତର୍ ସବୁ ରାଇଜ୍ ଦେକାଇଲା ।
Satani akamutungamirira kunzvimbo yakakwirira uye akamuratidza munguva diki diki umambo hwose hwenyika.
6 ୬ ଆରି ଜିସୁକେ କଇଲା, “ମୁଇ ତକେ ଏ ସବୁ ଦନ୍ ସଁପତିର୍ ଅଦିକାର୍ ଆରି ମଇମା ଦେବି । କାଇକେବଇଲେ ସେଟା ସବୁ ମକେ ସର୍ପିଦେଲାଆଚେ, ଆରି ମୁଇ ଜାକେ ମନ୍ କର୍ବି, ତାକେ ଦେବି ।
Akati kwaari, “Ndichakupa simba rahwo rose nokubwinya kwahwo, nokuti ndakahupiwa, uye ini ndinogona kuhupa kuna ani zvake wandinoda.
7 ୭ ତେବର୍ପାଇ, ଜେବେ ତୁଇ ମକେ ଜୁଆର୍ କର୍ସୁ, ତେବେ ସେ ସବୁଜାକ ତର୍ ଅଇସି ।”
Saka kana ukandinamata, huchava hwako hwose.”
8 ୮ ଜିସୁ ତାକେ କଇଲା, “ପର୍ମେସରର୍ ସାସ୍ତରେ ଲେକାଅଇଆଚେ, ତୁଇ ତର୍ ପର୍ମେସର୍କେସେ ଜୁଆର୍ କର୍ସୁ, ଆରି ତାକେସେ ସେବା କର୍ସୁ ।”
Jesu akapindura akati, “Kwakanyorwa kuchinzi, ‘Namata Ishe Mwari wako umushumire iye oga.’”
9 ୯ ପଚେ ସଇତାନ୍ ଜିସୁକେ ଜିରୁସାଲାମେ ଡାକିଦାରିଜାଇ, ମନ୍ଦିରର୍ ଚାଉନି ଟିପେ ଟିଆକରାଇ କଇଲା, “ତୁଇ ଜଦି ପର୍ମେସରର୍ ପ, ତେବେ ଇତିଅନି ତଲେ ଡେଗଇଦେସ୍,
Satani akamutungamirira kuJerusarema akamuita kuti amire pachiruvi chetemberi. Akati kwaari, “Kana uri mwanakomana waMwari, zviwisire pasi uchibva pano.
10 ୧୦ କାଇକେବଇଲେ ସାସ୍ତରେ ଲେକାଆଚେ ତକେ ରକିଆ କର୍ବାକେ ପର୍ମେସର୍ ତାର୍ ନିଜର୍ ଦୁତ୍ମନ୍କେ ଆଦେସ୍ ଦେଇସି ।
Nokuti kwakanyorwa kuchinzi: “‘Acharayira vatumwa vake pamusoro pako kuti vakuchengete kwazvo;
11 ୧୧ ଆରି ମିସା ଲେକା ଆଚେ, ‘ଜେନ୍ତିକି ତର୍ ପାଦ୍ ପାକ୍ନାଇ ନ ପାଏ, ସେଟାର୍ପାଇ ଦୁତ୍ମନ୍ ତକେ ଆତେଦାରି ଟେକି ନେବାଇ ।’”
vachakusimudza mumaoko avo, kuti rutsoka rwako rurege kugumburwa padombo.’”
12 ୧୨ ଜିସୁ ସଇତାନ୍କେ କଇଲା, “ଏଟା ମିସା ଲେକାଆଚେ, ତୁଇ ତର୍ ମାପ୍ରୁ ନିଜର୍ ପର୍ମେସର୍କେ ପରିକା କର୍ ନାଇ ।”
Jesu akati, “Zvinonzi, ‘Usaedza Ishe Mwari wako.’”
13 ୧୩ ସଇତାନ୍ ସବୁ ରକାମର୍ ପରିକା ସାରାଇଲା ପଚେ, ଆରି ତରେକ୍ ବେଲା ମିଲ୍ବାଜାକ କେତେ ଦିନର୍ ପାଇ ଜିସୁକେ ଚାଡି ଉଟିଗାଲା ।
Satani akati apedza kuedza kwake kwose uku, akabva paari kusvikira pane imwe nguva.
14 ୧୪ ତାର୍ପଚେ ଜିସୁ ଆତ୍ମାଇ ବପୁଅଇକରି ଗାଲିଲି ରାଇଜେ ବାଉଡିଗାଲା । ଆରି ତାର୍ କବର୍ ଗାଲିଲି ରାଇଜର୍ ଗୁଲାଇ ଗାଉଁମନ୍ ଜାନ୍ଲାଇ ।
Jesu akadzokera kuGarirea musimba roMweya, uye shoko pamusoro pake rakapararira kumativi ose enyika.
15 ୧୫ ପଚେ ଜିସୁ ଜିଉଦିମନର୍ ପାର୍ତନା ଗର୍ମନ୍କେ ବୁଲି ବୁଲି ସିକିଆ ଦେଇକରି ସବୁ ଲକର୍ଟାନେ ଅନି ଡାକ୍ପୁଟା ପାଇବାର୍ ଦାର୍ଲା ।
Akadzidzisa mumasinagoge avo, uye munhu wose akamurumbidza.
16 ୧୬ ଏତ୍କିବିତ୍ରେ ନାଜରିତେ, ଜନ୍ ଜାଗାଇ କି ଜିସୁ ସାନ୍ବେଲେ ଅନି ବଡ୍ ଅଇରଇଲା, ସେ ଜାଗାଇ ଗାଲା । ଆରି ନିଜର୍ ରିତିନିତି ଇସାବେ, ବିସ୍ରାମ୍ ବାରେ ଜିଉଦିମନର୍ ପାର୍ତନା ଗରେ କେଟି ଦରମ୍ ସାସ୍ତର୍ ପଡ୍ବାକେ ଟିଆ ଅଇଲା ।
Akaenda kuNazareta, kwaakanga arerwa, uye nomusi weSabata akapinda musinagoge, setsika yake. Akasimuka kuti averenge.
17 ୧୭ ସେଡ୍କିବେଲେ ତାକେ ଜିସାୟ ବବିସତ୍ବକ୍ତା ଲେକିରଇଲା ଦରମ୍ ସାସ୍ତର୍ ଦିଆଅଇଲା, ଆରି ଜିସୁ ସେ ଜିସାୟ ବଇଟାନେ ଲେକାଅଇରଇଲା ଏନ୍ତାରି ବାକିଅ ମେଲାକରି ପାଇଲା ।
Rugwaro rwakapetwa rwaIsaya rwakapiwa kwaari. Pakurubhedhenura, akawana pakanga pakanyorwa kuti:
18 ୧୮ “ମାପ୍ରୁର୍ ଆତ୍ମା ମର୍ ସଙ୍ଗ୍ ଆଚେ, ତେବର୍ପାଇ ନଇଲା ମଇଲା ଲକ୍ମନର୍ଟାନେ ସୁବ୍ କବର୍ ଜାନାଇବାକେ, ପର୍ମେସର୍ ମକେ ବାଚିକରି ପାଟାଇଲା, ବନ୍ଦି ଗରେ ରଇବା ଲକ୍ମନ୍କେ ମୁକ୍ଲାଇବାକେ, କାଣା ଲକ୍ମନ୍କେ ଦେକାଇବା ବିସଇ ଜାନାଇବାକେ ଆରି ଦୁକର୍ ଲକ୍ମନ୍କେ ମୁକ୍ଲାଇବାକେ,
“Mweya waShe uri pamusoro pangu, nokuti akandizodza kuti ndiparidze vhangeri kuvarombo. Akandituma kuti ndiparidze rusununguko kuna vakasungwa uye kuti vasingaoni vaone, kuti ndisunungure vakamanikidzwa,
19 ୧୯ ଆରି ମାପ୍ରୁ ତାର୍ ଲକ୍ମନ୍କେ ରକିଆ କର୍ବା ବେଲା ଆସିଆଚେ, ବଲି ଜାନାଇବାକେ ସେ ମକେ ପାଟାଇଆଚେ ।”
kuti ndiparidze gore rakanaka raShe.”
20 ୨୦ ପଚେ ସେ ସାସ୍ତର୍ ଡାବି, ପାର୍ତନା ଚାଲାଇବା ଗଟେକ୍ ଲକ୍କେ ବାଉଡାଇଦେଇ ବସିଦେଲା । ପାର୍ତନା ଗରେ ରଇଲା ଲକ୍ମନ୍ ତାକେସେ ଦେକ୍ତେରଇଲାଇ ।
Ipapo akapeta rugwaro, akarudzosera kumubati akagara pasi. Meso avanhu vose vakanga vari musinagoge akanga akati nde-e kwaari,
21 ୨୧ ଜିସୁ ଲକ୍ମନ୍କେ କଇବାର୍ ଦାର୍ଲା, “ଆଜି ତମେ ସୁନ୍ଲା ଏ ଦରମ୍ ସାସ୍ତରର୍ ବାକିଅ ପୁରାପୁରୁନ୍ ଅଇଲା ।”
uye akatanga nokuti kwavari, “Nhasi rugwaro urwu rwazadziswa munzeve dzenyu.”
22 ୨୨ ଜିସୁର୍ ବିସଇ ନେଇକରି ସବୁଲକ୍ ନିକ ସାକି ଦେବାର୍ ଦାର୍ଲାଇ ଆରି ସେ କଇବା, ମନ୍କେ ପାଇଲା ବାକିଅ ସୁନି କାବାଅଇଲାଇ, ଆରି ସେମନ୍ “ଏଟାକାଇ ଜସେପର୍ ପ ନଏଁ ଜେ?” ବଲି କଇବାର୍ଦାର୍ଲାଇ ।
Vose vakataura zvakanaka pamusoro pake uye vakashamiswa namashoko akanaka akanga achibuda mumuromo make. Vakati, “Ko, uyu haazi mwanakomana waJosefa here?”
23 ୨୩ ଜିସୁ ଲକ୍ମନ୍କେ କଇଲା, “ତମେ ସେ ଗାଲା କାତା ଆରିତରେକ୍ କଇସା ବଲି ମୁଇ ଜାନିରଇଲି, ଏ ଅସ ଦେଉ, ନିଜେ ତୁଇ ନିକ ଅ, ଆରି କପର୍ନାଉମେ ଜାଇ ଜାଇଟା ଗଟିଆଚେ ବଲି ଆମେ ସୁନିଆଚୁ, ସେଟା ସବୁ ଏ ଜାଗାଇ, ତର୍ ନିଜର୍ ଜନମ୍ ନଅରେ ମିସା କର୍ ।”
Jesu akati kwavari, “Zvirokwazvo muchataura tsumo iyi kwandiri muchiti: ‘Murapi, chizvirapa! Itawo muguta rako rino zvatakanzwa kuti wakaita muKapenaume.’”
24 ୨୪ “ମାତର୍ ମୁଇ ତମ୍କେ ସତ୍ କଇଲିନି, ବବିସତ୍ବକ୍ତା ଅଇରଇବା କାକେମିସା ନିଜର୍ ଗାଏଁ ନ ନାମତ୍ ।”
Akaenderera mberi achiti, “Ndinokuudzai chokwadi kuti hakuna muprofita anogamuchirwa muguta rake.
25 ୨୫ “ମାତର୍ ମୁଇ ତମ୍କେ ସତ୍କାତା କଇଲିନି, ଜେଡେବେଲେ ବବିସତ୍ବକ୍ତା ଏଲିୟର୍ ବେଲେ ତିନ୍ବରସ୍ ଚ ମାସ୍ ଜାକ ବାଦଲେଅନି ପାନିମାରେ ନାଇକେ ଗୁଲାଇ ଦେସେ ମର୍ଡି ଅଇରଇଲା, ସେବେଲେ ଇସ୍ରାଏଲ୍ ଦେସେ କେତେ କେତେ ରାଣ୍ଡିମାଇଜିମନ୍ ରଇଲାଇ ।
Ndinokuudzai chokwadi kuti kwakanga kune chirikadzi zhinji muIsraeri panguva yaEria, panguva yakadzivirwa denga kwamakore matatu nehafu uye nzara huru ikavapo munyika yose.
26 ୨୬ ରଇଲେ ମିସା ପର୍ମେସର୍ ଏଲିୟକେ କାର୍ଲଗେ ମିସା ନ ପାଟାଇ ସିଦନ୍ ଦେସର୍ ସାରିପତ୍ ବଲି ଗଟେକ୍ ଜାଗାଇ, ଗଟେକ୍ ରାଣ୍ଡିମାଇଜିର୍ ଲଗେ ପାଟାଇଲା ।
Asi Eria haana kutumwa kuno mumwe wavo, asi kuchirikadzi yeZerafati munyika yeSidhoni.
27 ୨୭ ଆରି ମାପ୍ରୁର୍ ବବିସତ୍ବକ୍ତା ଏଲିସାୟର୍ ବେଲେ ଇସ୍ରାଏଲ୍ ଦେସେ କେତେ କୁସ୍ଟି ରଗି ରଇଲାଇ, ଏଲେ ମିସା ତାକର୍ ବିତ୍ରେ କାକେମିସା ନିକକରି ନ ରଇଲା, ସୁରିଆ ଦେସର୍ ନାମାନ୍ ନାଉଁର୍ ଲକ୍କେ ସେ ନିକକରି ରଇଲା ।”
Uye kwaiva navazhinji vaiva namaperembudzi panguva yaEria muprofita, asi hapana mumwe chete pakati pavo akanatswa kunze kwaNaamani muSiria.”
28 ୨୮ ଜିଉଦିମନର୍ ପାର୍ତନା ଗରେ ଏ କାତା ସୁନି ଲକ୍ମନ୍ ବେସି ରିସାଅଇଗାଲାଇ ।
Vanhu vose vakanga vari musinagoge vakatsamwa kwazvo pavakanzwa izvi.
29 ୨୯ ଆରି ସେମନ୍ ଉଟିକରି ଜିସୁକେ ନଅରେଅନି ବାର୍କରାଇଦେଲାଇ । ତାକର୍ ନଅରର୍ ଜନ୍ ପର୍ବତ୍ ଉପ୍ରେ ତିଆର୍ ଅଇରଇଲା, ସେ ପର୍ବତର୍ ଦାରେଅନି ତଲେ ପିଙ୍ଗିଦେଉଁ ବଲି, ତାକେ ତେଇ ଦାରିଗାଲାଇ ।
Vakasimuka, vakamubudisa muguta, vakamutora vakaenda naye kumucheto cheto kwechikomo chakanga chakavakirwa guta ravo, kuti vamusundidzire kumawere.
30 ୩୦ ମାତର୍ ଜିସୁ ସେମନର୍ ବିତ୍ରେ ପୁରି ଉଟିଗାଲା ।
Asi akafamba napakati pemhomho yavanhu akaenda zvake.
31 ୩୧ ଜିସୁ ଗାଲିଲି ରାଇଜର୍ କପର୍ନାଉମ୍ ନାଉଁର୍ ଗଟେକ୍ ନଅରେ ଆଇଲା, ଆରି ବିସ୍ରାମ୍ବାରେ ଲକ୍ମନ୍କେ ସିକିଆ ଦେବାର୍ ଦାର୍ଲା ।
Ipapo akaburuka zasi kuKapenaume, guta riri muGarirea, akatanga kudzidzisa vanhu nomusi weSabata.
32 ୩୨ ଲକ୍ମନ୍ ତାର୍ ସିକାଇବାଟା ଦେକି କାବାଅଇଗାଲାଇ, କାଇକେବଇଲେ ତାର୍ ବାକିଅ ଅଦିକାର୍ ସଙ୍ଗ୍ ରଇଲା ।
Vakashamiswa nokudzidzisa kwake, nokuti shoko rake raiva nesimba.
33 ୩୩ ଦିନେକ୍ ଜିଉଦିମନର୍ ପାର୍ତନା ଗରେ ଗଟେକ୍ ଡୁମା ଡସିରଇବା ଲକ୍ ରଇଲା । ସେ ଆଉଲିଅଇ କିର୍କିରି କଇଲା,
Musinagoge makanga muno murume akanga akabatwa nedhimoni, mweya wakaipa, uye akadanidzira nenzwi guru achiti,
34 ୩୪ “ଏ ନାଜରିତର୍ ଜିସୁ, ଆମର୍ଟାନେ ତର୍ କାଇ କାମ୍ ଆଚେ? ତୁଇ କାଇ ଆମ୍କେ ମରାଇବାକେ ଆସିଆଚୁସ୍? ତୁଇ କେ ସେଟା ମୁଇ ଜାନି, ତୁଇ ପର୍ମେସରର୍ ସୁକଲ୍ ଲକ୍ ।”
“A! Munodeiko kwatiri imi Jesu weNazareta? Ko, mauya kuzotiparadza kanhi? Ndinoziva kuti muri ani, muri Mutsvene waMwari!”
35 ୩୫ ଜିସୁ ତାକେ ଦମ୍କାଇ କରି କଇଲା, “ଚୁପ୍ ର, ଆର୍ଟାନେଅନି ବାରଇ ଜା ।” ତେଇଅନି ସେ ଡୁମା ସେ ଲକ୍କେ ସବୁର୍ ମୁଆଟେ ଅଦ୍ରାଇଲା ଆରି, ତାକେ କାଇଟା ନ କରି ତାର୍ ଗାଗ୍ଡେଅନି ବାରଇ ଉଟିଗାଲା ।
Jesu akaurayira achiti, “Nyarara! Buda maari!” Ipapo dhimoni rakaputsira murume uyu pasi pamberi pavo vose rikabuda risina kumukuvadza.
36 ୩୬ ତେଇ ସବୁଲକ୍ କାବାଅଇକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏଟା କାଇ କାତା, ସେ ବପୁ ଆରି ଅଦିକାର୍ ସଙ୍ଗ୍ ଡୁମାମନ୍କେ ମିସା ଆଦେସ୍ ଦେଲାନି । ସେମନ୍ ମିସା ବାରଇ ଗାଲାଇନି ।”
Vanhu vose vakashamiswa vakataurirana vachiti, “Kudzidzisa uku ndokupi? Anorayira mweya yakaipa nechikuriri uye nesimba, ichibva yabuda!”
37 ୩୭ ଜିସୁର୍ ଏ କବର୍ ସେ ଜାଗାର୍ ଗୁଲାଇବାଟର୍ ଲକ୍ ଜାନ୍ଲାଇ ।
Mukurumbira wake wakapararira munzvimbo dzose dzakapoteredza.
38 ୩୮ ପଚେ ଜିସୁ ଜିଉଦିମନର୍ ପାର୍ତନା ଗରେଅନି ଉଟି ସିମନର୍ ଗରେ ଗାଲା । ସିମନର୍ ସାତ୍ରିକେ ବେସି ଜର୍ ଅଇରଇଲାଜେ ସେମନ୍ ତାର୍ ବିସଇ ନେଇ ଜିସୁକେ କଇଲାଇ ।
Jesu akabva pasinagoge akaenda kumba kwaSimoni. Zvino mai vomukadzi waSimoni vairwara nefivha, uye vakakumbira Jesu kuti avabatsire.
39 ୩୯ ତେଇ ସେ ସିମନର୍ ସାତ୍ରିର୍ ଲଗେ ଟିଆଅଇ ଜର୍କେ ଦମ୍କାଇଲା ଆରି ତାକେ ଜର୍ ଚାଡିଗାଲା । ସେଦାପ୍ରେ ସେ ଉଟିକରି ସେମନ୍କେ ସେବା କର୍ବାର୍ ଦାର୍ଲା ।
Saka akakotamira kwavari akarayira fivha, ikabva pavari. Vakasimuka pakarepo vakatanga kuvashandira.
40 ୪୦ ବେଲ୍ବସି ସଞ୍ଜ୍ ଅଇଲାଜେ ଜର୍ଦୁକା ଅଇରଇଲା ଲକ୍ମନ୍କେ ଜିସୁର୍ ଲଗେ ଆନ୍ଲାଇ, ଆରି ସେ ଜର୍ଦୁକାର୍ ଲକ୍ମନ୍କେ ଗଟେକ୍ ଗଟେକ୍ ଲକର୍ ଉପ୍ରେ ଆତ୍ ସଙ୍ଗଇ ନିକ କଲା ।
Zuva rakati rodoka, vanhu vakauya kuna Jesu navose vakanga vana marudzi akasiyana-siyana ezvirwere, akaisa maoko ake pamusoro pomumwe nomumwe wavo akavaporesa.
41 ୪୧ ଡୁମା ଦାରିରଇବା ବେସି ଲକ୍ମନ୍ ମିସା କିର୍କିରି କରି “ତୁଇ ପର୍ମେସରର୍ ପଅ!” ବଲି ଲକର୍ ଟାନେଅନି ଚାଡି ପାଲାଇଲାଇ । ଜିସୁ ସେମନ୍କେ ଦମ୍କାଇ କରି କାତାଅଇବାକେ ମିସା ଦେଏନାଇ, କାଇକେବଇଲେ ସେମନ୍ ତାକେ କିରିସ୍ଟ ବଲି ଜାନିରଇଲାଇ ।
Pamusoro paizvozvo, madhimoni akabuda muvanhu vazhinji, achidanidzira achiti, “Ndiwe Mwanakomana waMwari!” Asi iye akaatsiura akasaatendera kuti ataure, nokuti iwo aiziva kuti ndiye Kristu.
42 ୪୨ ସାକାଲ୍ ପାଇଲାଜେ ଜିସୁ ନଅରେ ଅନି ବାରଇ ଗଟେକ୍ କିନରା ଜାଗାଇ ଗାଲା । ଲକ୍ମନ୍ କଜି କଜି ତାର୍ ଲଗେ ଆଇଲାଇ, ଆରି ସେ ଜେନ୍ତିକି ତାକର୍ ଲଗେଅନି ଉଟିନଜାଅ ବଲି ଅଟ୍କାଇବାକେ ଚେସ୍ଟା କଲାଇ ।
Mangwanani-ngwanani, Jesu akaenda kunzvimbo yakanyarara ari oga. Vanhu vakanga vachimutsvaka uye vakati vamuwana paakanga ari, vakaedza kumudzivisa kuti asabva kwavari.
43 ୪୩ ମାତର୍ ଜିସୁ ସେମନ୍କେ କଇଲା, “ବିନ୍ ବିନ୍ ନଅରେ ମିସା ମୁଇ ପର୍ମେସରର୍ ରାଇଜର୍ ନିକ କବର୍ ଜାନାଇବାର୍ ଆଚେ, କାଇକେ ବଇଲେ ସେଟାର୍ପାଇ ପର୍ମେସର୍ ମକେ ପାଟାଇଆଚେ ।”
Asi iye akati, “Ndinofanira kuparidza vhangeri roumambo hwaMwari kuna mamwewo maguta, nokuti ndizvo zvandakatumirwa.”
44 ୪୪ ଆରି ସେ ଜିଉଦା ଦେସର୍ ଜିଉଦି ଲକ୍ମନର୍ ପାର୍ତନା ଗର୍ମନ୍କେ ବାକିଅ ସୁନାଇବାର୍ ଦାର୍ଲା ।
Uye akaramba achiparidza mumasinagoge eJudhea.