< ଲୁକ୍ 4 >
1 ୧ ଜିସୁ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇକରି ଜର୍ଦନ୍ ଗାଡେଅନି ବାଉଡି ଆଇଲା । ଆରି ସଇତାନର୍ ଟାନେ ପରିକା କରାଇବାକେ ତାକେ ଆତ୍ମା ଚାଲାଇ ନେଲା । ତେଇ ଚାଲିସ୍ ଦିନ୍ ଜାକ ସଇତାନ୍ ତାକେ ପରିକା କର୍ତେରଇଲା ।
ཏཏཿ པརཾ ཡཱིཤུཿ པཝིཏྲེཎཱཏྨནཱ པཱུརྞཿ སན྄ ཡརྡྡནནདྱཱཿ པརཱཝྲྀཏྱཱཏྨནཱ པྲཱནྟརཾ ནཱིཏཿ སན྄ ཙཏྭཱརིཾཤདྡིནཱནི ཡཱཝཏ྄ ཤཻཏཱནཱ པརཱིཀྵིཏོ྅བྷཱུཏ྄,
2 ୨ ସର୍ତେ ଦିନ୍ ସାର୍ଲା ପଚେ ସେ ବୁକ୍କେ ବାୟାଚୁରା ଅଇଗାଲା ।
ཀིཉྩ ཏཱནི སཪྻྭདིནཱནི བྷོཛནཾ ཝིནཱ སྠིཏཏྭཱཏ྄ ཀཱལེ པཱུརྞེ ས ཀྵུདྷིཏཝཱན྄།
3 ୩ ତେଇ ସଇତାନ୍ ଜିସୁକେ କଇଲା, “ତୁଇ ଜଦି ପର୍ମେସରର୍ ପ, ତେବେ ଏ ପାକ୍ନା କାଦି ଅ ବଲି ଆଦେସ୍ ଦେସ୍ ।”
ཏཏཿ ཤཻཏཱནཱགཏྱ ཏམཝདཏ྄ ཏྭཾ ཙེདཱིཤྭརསྱ པུཏྲསྟརྷི པྲསྟརཱནེཏཱན྄ ཨཱཛྙཡཱ པཱུཔཱན྄ ཀུརུ།
4 ୪ ଜିସୁ ତାକେ କଇଲା, “ପର୍ମେସରର୍ ସାସ୍ତରେ ଲେକାଅଇ ଆଚେ, ମୁନୁସ୍ ଅବ୍କା କାଦି କାଇ ନ ବଁଚେ ।”
ཏདཱ ཡཱིཤུརུཝཱཙ, ལིཔིརཱིདྲྀཤཱི ཝིདྱཏེ མནུཛཿ ཀེཝལེན པཱུཔེན ན ཛཱིཝཏི ཀིནྟྭཱིཤྭརསྱ སཪྻྭཱབྷིརཱཛྙཱབྷི རྫཱིཝཏི།
5 ୫ ତାର୍ପଚେ ସଇତାନ୍ ଜିସୁକେ ଗଟେକ୍ ଉଁଚ୍ ଜାଗାଇ ଡାକି ଦାରିଜାଇ କରି ଆଁକିମିଟ୍କା ମାର୍ବା ଏତ୍କି ପର୍କେ ଜଗତର୍ ସବୁ ରାଇଜ୍ ଦେକାଇଲା ।
ཏདཱ ཤཻཏཱན྄ ཏམུཙྩཾ པཪྻྭཏཾ ནཱིཏྭཱ ནིམིཥཻཀམདྷྱེ ཛགཏཿ སཪྻྭརཱཛྱཱནི དརྴིཏཝཱན྄།
6 ୬ ଆରି ଜିସୁକେ କଇଲା, “ମୁଇ ତକେ ଏ ସବୁ ଦନ୍ ସଁପତିର୍ ଅଦିକାର୍ ଆରି ମଇମା ଦେବି । କାଇକେବଇଲେ ସେଟା ସବୁ ମକେ ସର୍ପିଦେଲାଆଚେ, ଆରି ମୁଇ ଜାକେ ମନ୍ କର୍ବି, ତାକେ ଦେବି ।
པཤྩཱཏ྄ ཏམཝཱདཱིཏ྄ སཪྻྭམ྄ ཨེཏད྄ ཝིབྷཝཾ པྲཏཱཔཉྩ ཏུབྷྱཾ དཱསྱཱམི ཏན྄ མཡི སམརྤིཏམཱསྟེ ཡཾ པྲཏི མམེཙྪཱ ཛཱཡཏེ ཏསྨཻ དཱཏུཾ ཤཀྣོམི,
7 ୭ ତେବର୍ପାଇ, ଜେବେ ତୁଇ ମକେ ଜୁଆର୍ କର୍ସୁ, ତେବେ ସେ ସବୁଜାକ ତର୍ ଅଇସି ।”
ཏྭཾ ཙེནྨཱཾ བྷཛསེ ཏརྷི སཪྻྭམེཏཏ྄ ཏཝཻཝ བྷཝིཥྱཏི།
8 ୮ ଜିସୁ ତାକେ କଇଲା, “ପର୍ମେସରର୍ ସାସ୍ତରେ ଲେକାଅଇଆଚେ, ତୁଇ ତର୍ ପର୍ମେସର୍କେସେ ଜୁଆର୍ କର୍ସୁ, ଆରି ତାକେସେ ସେବା କର୍ସୁ ।”
ཏདཱ ཡཱིཤུསྟཾ པྲཏྱུཀྟཝཱན྄ དཱུརཱི བྷཝ ཤཻཏཱན྄ ལིཔིརཱསྟེ, ནིཛཾ པྲབྷུཾ པརམེཤྭརཾ བྷཛསྭ ཀེཝལཾ ཏམེཝ སེཝསྭ ཙ།
9 ୯ ପଚେ ସଇତାନ୍ ଜିସୁକେ ଜିରୁସାଲାମେ ଡାକିଦାରିଜାଇ, ମନ୍ଦିରର୍ ଚାଉନି ଟିପେ ଟିଆକରାଇ କଇଲା, “ତୁଇ ଜଦି ପର୍ମେସରର୍ ପ, ତେବେ ଇତିଅନି ତଲେ ଡେଗଇଦେସ୍,
ཨཐ ཤཻཏཱན྄ ཏཾ ཡིརཱུཤཱལམཾ ནཱིཏྭཱ མནྡིརསྱ ཙཱུཌཱཡཱ ཨུཔརི སམུཔཝེཤྱ ཛགཱད ཏྭཾ ཙེདཱིཤྭརསྱ པུཏྲསྟརྷི སྠཱནཱདིཏོ ལམྥིཏྭཱདྷཿ
10 ୧୦ କାଇକେବଇଲେ ସାସ୍ତରେ ଲେକାଆଚେ ତକେ ରକିଆ କର୍ବାକେ ପର୍ମେସର୍ ତାର୍ ନିଜର୍ ଦୁତ୍ମନ୍କେ ଆଦେସ୍ ଦେଇସି ।
པཏ ཡཏོ ལིཔིརཱསྟེ, ཨཱཛྙཱཔཡིཥྱཏི སྭཱིཡཱན྄ དཱུཏཱན྄ ས པརམེཤྭརཿ།
11 ୧୧ ଆରି ମିସା ଲେକା ଆଚେ, ‘ଜେନ୍ତିକି ତର୍ ପାଦ୍ ପାକ୍ନାଇ ନ ପାଏ, ସେଟାର୍ପାଇ ଦୁତ୍ମନ୍ ତକେ ଆତେଦାରି ଟେକି ନେବାଇ ।’”
རཀྵིཏུཾ སཪྻྭམཱརྒེ ཏྭཱཾ ཏེན ཏྭཙྩརཎེ ཡཐཱ། ན ལགེཏ྄ པྲསྟརཱགྷཱཏསྟྭཱཾ དྷརིཥྱནྟི ཏེ ཏཐཱ།
12 ୧୨ ଜିସୁ ସଇତାନ୍କେ କଇଲା, “ଏଟା ମିସା ଲେକାଆଚେ, ତୁଇ ତର୍ ମାପ୍ରୁ ନିଜର୍ ପର୍ମେସର୍କେ ପରିକା କର୍ ନାଇ ।”
ཏདཱ ཡཱིཤུནཱ པྲཏྱུཀྟམ྄ ཨིདམཔྱུཀྟམསྟི ཏྭཾ སྭཔྲབྷུཾ པརེཤཾ མཱ པརཱིཀྵསྭ།
13 ୧୩ ସଇତାନ୍ ସବୁ ରକାମର୍ ପରିକା ସାରାଇଲା ପଚେ, ଆରି ତରେକ୍ ବେଲା ମିଲ୍ବାଜାକ କେତେ ଦିନର୍ ପାଇ ଜିସୁକେ ଚାଡି ଉଟିଗାଲା ।
པཤྩཱཏ྄ ཤཻཏཱན྄ སཪྻྭཔརཱིཀྵཱཾ སམཱཔྱ ཀྵཎཱཏྟཾ ཏྱཀྟྭཱ ཡཡཽ།
14 ୧୪ ତାର୍ପଚେ ଜିସୁ ଆତ୍ମାଇ ବପୁଅଇକରି ଗାଲିଲି ରାଇଜେ ବାଉଡିଗାଲା । ଆରି ତାର୍ କବର୍ ଗାଲିଲି ରାଇଜର୍ ଗୁଲାଇ ଗାଉଁମନ୍ ଜାନ୍ଲାଇ ।
ཏདཱ ཡཱིཤུརཱཏྨཔྲབྷཱཝཱཏ྄ པུནརྒཱལཱིལྤྲདེཤཾ གཏསྟདཱ ཏཏྶུཁྱཱཏིཤྩཏུརྡིཤཾ ཝྱཱནཤེ།
15 ୧୫ ପଚେ ଜିସୁ ଜିଉଦିମନର୍ ପାର୍ତନା ଗର୍ମନ୍କେ ବୁଲି ବୁଲି ସିକିଆ ଦେଇକରି ସବୁ ଲକର୍ଟାନେ ଅନି ଡାକ୍ପୁଟା ପାଇବାର୍ ଦାର୍ଲା ।
ས ཏེཥཱཾ བྷཛནགྲྀཧེཥུ ཨུཔདིཤྱ སཪྻྭཻཿ པྲཤཾསིཏོ བབྷཱུཝ།
16 ୧୬ ଏତ୍କିବିତ୍ରେ ନାଜରିତେ, ଜନ୍ ଜାଗାଇ କି ଜିସୁ ସାନ୍ବେଲେ ଅନି ବଡ୍ ଅଇରଇଲା, ସେ ଜାଗାଇ ଗାଲା । ଆରି ନିଜର୍ ରିତିନିତି ଇସାବେ, ବିସ୍ରାମ୍ ବାରେ ଜିଉଦିମନର୍ ପାର୍ତନା ଗରେ କେଟି ଦରମ୍ ସାସ୍ତର୍ ପଡ୍ବାକେ ଟିଆ ଅଇଲା ।
ཨཐ ས སྭཔཱལནསྠཱནཾ ནཱསརཏྤུརམེཏྱ ཝིཤྲཱམཝཱརེ སྭཱཙཱརཱད྄ བྷཛནགེཧཾ པྲཝིཤྱ པཋིཏུམུཏྟསྠཽ།
17 ୧୭ ସେଡ୍କିବେଲେ ତାକେ ଜିସାୟ ବବିସତ୍ବକ୍ତା ଲେକିରଇଲା ଦରମ୍ ସାସ୍ତର୍ ଦିଆଅଇଲା, ଆରି ଜିସୁ ସେ ଜିସାୟ ବଇଟାନେ ଲେକାଅଇରଇଲା ଏନ୍ତାରି ବାକିଅ ମେଲାକରି ପାଇଲା ।
ཏཏོ ཡིཤཡིཡབྷཝིཥྱདྭཱདིནཿ པུསྟཀེ ཏསྱ ཀརདཏྟེ སཏི ས ཏཏ྄ པུསྟཀཾ ཝིསྟཱཪྻྱ ཡཏྲ ཝཀྵྱམཱཎཱནི ཝཙནཱནི སནྟི ཏཏ྄ སྠཱནཾ པྲཱཔྱ པཔཱཋ།
18 ୧୮ “ମାପ୍ରୁର୍ ଆତ୍ମା ମର୍ ସଙ୍ଗ୍ ଆଚେ, ତେବର୍ପାଇ ନଇଲା ମଇଲା ଲକ୍ମନର୍ଟାନେ ସୁବ୍ କବର୍ ଜାନାଇବାକେ, ପର୍ମେସର୍ ମକେ ବାଚିକରି ପାଟାଇଲା, ବନ୍ଦି ଗରେ ରଇବା ଲକ୍ମନ୍କେ ମୁକ୍ଲାଇବାକେ, କାଣା ଲକ୍ମନ୍କେ ଦେକାଇବା ବିସଇ ଜାନାଇବାକେ ଆରି ଦୁକର୍ ଲକ୍ମନ୍କେ ମୁକ୍ଲାଇବାକେ,
ཨཱཏྨཱ ཏུ པརམེཤསྱ མདཱིཡོཔརི ཝིདྱཏེ། དརིདྲེཥུ སུསཾཝཱདཾ ཝཀྟུཾ མཱཾ སོབྷིཥིཀྟཝཱན྄། བྷགྣཱནྟཿ ཀརཎཱལློཀཱན྄ སུསྭསྠཱན྄ ཀརྟྟུམེཝ ཙ། བནྡཱིཀྲྀཏེཥུ ལོཀེཥུ མུཀྟེ རྒྷོཥཡིཏུཾ ཝཙཿ། ནེཏྲཱཎི དཱཏུམནྡྷེབྷྱསྟྲཱཏུཾ བདྡྷཛནཱནཔི།
19 ୧୯ ଆରି ମାପ୍ରୁ ତାର୍ ଲକ୍ମନ୍କେ ରକିଆ କର୍ବା ବେଲା ଆସିଆଚେ, ବଲି ଜାନାଇବାକେ ସେ ମକେ ପାଟାଇଆଚେ ।”
པརེཤཱནུགྲཧེ ཀཱལཾ པྲཙཱརཡིཏུམེཝ ཙ། སཪྻྭཻཏཏྐརཎཱརྠཱཡ མཱམེཝ པྲཧིཎོཏི སཿ༎
20 ୨୦ ପଚେ ସେ ସାସ୍ତର୍ ଡାବି, ପାର୍ତନା ଚାଲାଇବା ଗଟେକ୍ ଲକ୍କେ ବାଉଡାଇଦେଇ ବସିଦେଲା । ପାର୍ତନା ଗରେ ରଇଲା ଲକ୍ମନ୍ ତାକେସେ ଦେକ୍ତେରଇଲାଇ ।
ཏཏཿ པུསྟཀཾ བདྭྭཱ པརིཙཱརཀསྱ ཧསྟེ སམརྤྱ ཙཱསནེ སམུཔཝིཥྚཿ, ཏཏོ བྷཛནགྲྀཧེ ཡཱཝནྟོ ལོཀཱ ཨཱསན྄ ཏེ སཪྻྭེ྅ནནྱདྲྀཥྚྱཱ ཏཾ ཝིལུལོཀིརེ།
21 ୨୧ ଜିସୁ ଲକ୍ମନ୍କେ କଇବାର୍ ଦାର୍ଲା, “ଆଜି ତମେ ସୁନ୍ଲା ଏ ଦରମ୍ ସାସ୍ତରର୍ ବାକିଅ ପୁରାପୁରୁନ୍ ଅଇଲା ।”
ཨནནྟརམ྄ ཨདྱཻཏཱནི སཪྻྭཱཎི ལིཁིཏཝཙནཱནི ཡུཥྨཱཀཾ མདྷྱེ སིདྡྷཱནི ས ཨིམཱཾ ཀཐཱཾ ཏེབྷྱཿ ཀཐཡིཏུམཱརེབྷེ།
22 ୨୨ ଜିସୁର୍ ବିସଇ ନେଇକରି ସବୁଲକ୍ ନିକ ସାକି ଦେବାର୍ ଦାର୍ଲାଇ ଆରି ସେ କଇବା, ମନ୍କେ ପାଇଲା ବାକିଅ ସୁନି କାବାଅଇଲାଇ, ଆରି ସେମନ୍ “ଏଟାକାଇ ଜସେପର୍ ପ ନଏଁ ଜେ?” ବଲି କଇବାର୍ଦାର୍ଲାଇ ।
ཏཏཿ སཪྻྭེ ཏསྨིན྄ ཨནྭརཛྱནྟ, ཀིཉྩ ཏསྱ མུཁཱནྣིརྒཏཱབྷིརནུགྲཧསྱ ཀཐཱབྷིཤྩམཏྐྲྀཏྱ ཀཐཡཱམཱསུཿ ཀིམཡཾ ཡཱུཥཕཿ པུཏྲོ ན?
23 ୨୩ ଜିସୁ ଲକ୍ମନ୍କେ କଇଲା, “ତମେ ସେ ଗାଲା କାତା ଆରିତରେକ୍ କଇସା ବଲି ମୁଇ ଜାନିରଇଲି, ଏ ଅସ ଦେଉ, ନିଜେ ତୁଇ ନିକ ଅ, ଆରି କପର୍ନାଉମେ ଜାଇ ଜାଇଟା ଗଟିଆଚେ ବଲି ଆମେ ସୁନିଆଚୁ, ସେଟା ସବୁ ଏ ଜାଗାଇ, ତର୍ ନିଜର୍ ଜନମ୍ ନଅରେ ମିସା କର୍ ।”
ཏདཱ སོ྅ཝཱདཱིད྄ ཧེ ཙིཀིཏྶཀ སྭམེཝ སྭསྠཾ ཀུརུ ཀཕརྣཱཧཱུམི ཡདྱཏ྄ ཀྲྀཏཝཱན྄ ཏདཤྲཽཥྨ ཏཱཿ སཪྻཱཿ ཀྲིཡཱ ཨཏྲ སྭདེཤེ ཀུརུ ཀཐཱམེཏཱཾ ཡཱུཡམེཝཱཝཤྱཾ མཱཾ ཝདིཥྱཐ།
24 ୨୪ “ମାତର୍ ମୁଇ ତମ୍କେ ସତ୍ କଇଲିନି, ବବିସତ୍ବକ୍ତା ଅଇରଇବା କାକେମିସା ନିଜର୍ ଗାଏଁ ନ ନାମତ୍ ।”
པུནཿ སོཝཱདཱིད྄ ཡུཥྨཱནཧཾ ཡཐཱརྠཾ ཝདཱམི, ཀོཔི བྷཝིཥྱདྭཱདཱི སྭདེཤེ སཏྐཱརཾ ན པྲཱཔྣོཏི།
25 ୨୫ “ମାତର୍ ମୁଇ ତମ୍କେ ସତ୍କାତା କଇଲିନି, ଜେଡେବେଲେ ବବିସତ୍ବକ୍ତା ଏଲିୟର୍ ବେଲେ ତିନ୍ବରସ୍ ଚ ମାସ୍ ଜାକ ବାଦଲେଅନି ପାନିମାରେ ନାଇକେ ଗୁଲାଇ ଦେସେ ମର୍ଡି ଅଇରଇଲା, ସେବେଲେ ଇସ୍ରାଏଲ୍ ଦେସେ କେତେ କେତେ ରାଣ୍ଡିମାଇଜିମନ୍ ରଇଲାଇ ।
ཨཔརཉྩ ཡཐཱརྠཾ ཝཙྨི, ཨེལིཡསྱ ཛཱིཝནཀཱལེ ཡདཱ སཱརྡྡྷཏྲིཏཡཝརྵཱཎི ཡཱཝཏ྄ ཛལདཔྲཏིབནྡྷཱཏ྄ སཪྻྭསྨིན྄ དེཤེ མཧཱདུརྦྷིཀྵམ྄ ཨཛནིཥྚ ཏདཱནཱིམ྄ ཨིསྲཱཡེལོ དེཤསྱ མདྷྱེ བཧྭྱོ ཝིདྷཝཱ ཨཱསན྄,
26 ୨୬ ରଇଲେ ମିସା ପର୍ମେସର୍ ଏଲିୟକେ କାର୍ଲଗେ ମିସା ନ ପାଟାଇ ସିଦନ୍ ଦେସର୍ ସାରିପତ୍ ବଲି ଗଟେକ୍ ଜାଗାଇ, ଗଟେକ୍ ରାଣ୍ଡିମାଇଜିର୍ ଲଗେ ପାଟାଇଲା ।
ཀིནྟུ སཱིདོནྤྲདེཤཱིཡསཱརིཕཏྤུརནིཝཱསིནཱིམ྄ ཨེཀཱཾ ཝིདྷཝཱཾ ཝིནཱ ཀསྱཱཤྩིདཔི སམཱིཔེ ཨེལིཡཿ པྲེརིཏོ ནཱབྷཱུཏ྄།
27 ୨୭ ଆରି ମାପ୍ରୁର୍ ବବିସତ୍ବକ୍ତା ଏଲିସାୟର୍ ବେଲେ ଇସ୍ରାଏଲ୍ ଦେସେ କେତେ କୁସ୍ଟି ରଗି ରଇଲାଇ, ଏଲେ ମିସା ତାକର୍ ବିତ୍ରେ କାକେମିସା ନିକକରି ନ ରଇଲା, ସୁରିଆ ଦେସର୍ ନାମାନ୍ ନାଉଁର୍ ଲକ୍କେ ସେ ନିକକରି ରଇଲା ।”
ཨཔརཉྩ ཨིལཱིཤཱཡབྷཝིཥྱདྭཱདིཝིདྱམཱནཏཱཀཱལེ ཨིསྲཱཡེལྡེཤེ བཧཝཿ ཀུཥྛིན ཨཱསན྄ ཀིནྟུ སུརཱིཡདེཤཱིཡཾ ནཱམཱནྐུཥྛིནཾ ཝིནཱ ཀོཔྱནྱཿ པརིཥྐྲྀཏོ ནཱབྷཱུཏ྄།
28 ୨୮ ଜିଉଦିମନର୍ ପାର୍ତନା ଗରେ ଏ କାତା ସୁନି ଲକ୍ମନ୍ ବେସି ରିସାଅଇଗାଲାଇ ।
ཨིམཱཾ ཀཐཱཾ ཤྲུཏྭཱ བྷཛནགེཧསྠིཏཱ ལོཀཱཿ སཀྲོདྷམ྄ ཨུཏྠཱཡ
29 ୨୯ ଆରି ସେମନ୍ ଉଟିକରି ଜିସୁକେ ନଅରେଅନି ବାର୍କରାଇଦେଲାଇ । ତାକର୍ ନଅରର୍ ଜନ୍ ପର୍ବତ୍ ଉପ୍ରେ ତିଆର୍ ଅଇରଇଲା, ସେ ପର୍ବତର୍ ଦାରେଅନି ତଲେ ପିଙ୍ଗିଦେଉଁ ବଲି, ତାକେ ତେଇ ଦାରିଗାଲାଇ ।
ནགརཱཏྟཾ བཧིཥྐྲྀཏྱ ཡསྱ ཤིཁརིཎ ཨུཔརི ཏེཥཱཾ ནགརཾ སྠཱཔིཏམཱསྟེ ཏསྨཱནྣིཀྵེཔྟུཾ ཏསྱ ཤིཁརཾ ཏཾ ནིནྱུཿ
30 ୩୦ ମାତର୍ ଜିସୁ ସେମନର୍ ବିତ୍ରେ ପୁରି ଉଟିଗାଲା ।
ཀིནྟུ ས ཏེཥཱཾ མདྷྱཱདཔསྲྀཏྱ སྠཱནཱནྟརཾ ཛགཱམ།
31 ୩୧ ଜିସୁ ଗାଲିଲି ରାଇଜର୍ କପର୍ନାଉମ୍ ନାଉଁର୍ ଗଟେକ୍ ନଅରେ ଆଇଲା, ଆରି ବିସ୍ରାମ୍ବାରେ ଲକ୍ମନ୍କେ ସିକିଆ ଦେବାର୍ ଦାର୍ଲା ।
ཏཏཿ པརཾ ཡཱིཤུརྒཱལཱིལྤྲདེཤཱིཡཀཕརྣཱཧཱུམྣགར ཨུཔསྠཱཡ ཝིཤྲཱམཝཱརེ ལོཀཱནུཔདེཥྚུམ྄ ཨཱརབྡྷཝཱན྄།
32 ୩୨ ଲକ୍ମନ୍ ତାର୍ ସିକାଇବାଟା ଦେକି କାବାଅଇଗାଲାଇ, କାଇକେବଇଲେ ତାର୍ ବାକିଅ ଅଦିକାର୍ ସଙ୍ଗ୍ ରଇଲା ।
ཏདུཔདེཤཱཏ྄ སཪྻྭེ ཙམཙྩཀྲུ ཪྻཏསྟསྱ ཀཐཱ གུརུཏརཱ ཨཱསན྄།
33 ୩୩ ଦିନେକ୍ ଜିଉଦିମନର୍ ପାର୍ତନା ଗରେ ଗଟେକ୍ ଡୁମା ଡସିରଇବା ଲକ୍ ରଇଲା । ସେ ଆଉଲିଅଇ କିର୍କିରି କଇଲା,
ཏདཱནཱིཾ ཏདྦྷཛནགེཧསྠིཏོ྅མེདྷྱབྷཱུཏགྲསྟ ཨེཀོ ཛན ཨུཙྩཻཿ ཀཐཡཱམཱས,
34 ୩୪ “ଏ ନାଜରିତର୍ ଜିସୁ, ଆମର୍ଟାନେ ତର୍ କାଇ କାମ୍ ଆଚେ? ତୁଇ କାଇ ଆମ୍କେ ମରାଇବାକେ ଆସିଆଚୁସ୍? ତୁଇ କେ ସେଟା ମୁଇ ଜାନି, ତୁଇ ପର୍ମେସରର୍ ସୁକଲ୍ ଲକ୍ ।”
ཧེ ནཱསརཏཱིཡཡཱིཤོ྅སྨཱན྄ ཏྱཛ, ཏྭཡཱ སཧཱསྨཱཀཾ ཀཿ སམྦནྡྷཿ? ཀིམསྨཱན྄ ཝིནཱཤཡིཏུམཱཡཱསི? ཏྭམཱིཤྭརསྱ པཝིཏྲོ ཛན ཨེཏདཧཾ ཛཱནཱམི།
35 ୩୫ ଜିସୁ ତାକେ ଦମ୍କାଇ କରି କଇଲା, “ଚୁପ୍ ର, ଆର୍ଟାନେଅନି ବାରଇ ଜା ।” ତେଇଅନି ସେ ଡୁମା ସେ ଲକ୍କେ ସବୁର୍ ମୁଆଟେ ଅଦ୍ରାଇଲା ଆରି, ତାକେ କାଇଟା ନ କରି ତାର୍ ଗାଗ୍ଡେଅନି ବାରଇ ଉଟିଗାଲା ।
ཏདཱ ཡཱིཤུསྟཾ ཏརྫཡིཏྭཱཝདཏ྄ མཽནཱི བྷཝ ཨིཏོ བཧིརྦྷཝ; ཏཏཿ སོམེདྷྱབྷཱུཏསྟཾ མདྷྱསྠཱནེ པཱཏཡིཏྭཱ ཀིཉྩིདཔྱཧིཾསིཏྭཱ ཏསྨཱད྄ བཧིརྒཏཝཱན྄།
36 ୩୬ ତେଇ ସବୁଲକ୍ କାବାଅଇକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏଟା କାଇ କାତା, ସେ ବପୁ ଆରି ଅଦିକାର୍ ସଙ୍ଗ୍ ଡୁମାମନ୍କେ ମିସା ଆଦେସ୍ ଦେଲାନି । ସେମନ୍ ମିସା ବାରଇ ଗାଲାଇନି ।”
ཏཏཿ སཪྻྭེ ལོཀཱཤྩམཏྐྲྀཏྱ པརསྤརཾ ཝཀྟུམཱརེབྷིརེ ཀོཡཾ ཙམཏྐཱརཿ། ཨེཥ པྲབྷཱཝེཎ པརཱཀྲམེཎ ཙཱམེདྷྱབྷཱུཏཱན྄ ཨཱཛྙཱཔཡཏི ཏེནཻཝ ཏེ བཧིརྒཙྪནྟི།
37 ୩୭ ଜିସୁର୍ ଏ କବର୍ ସେ ଜାଗାର୍ ଗୁଲାଇବାଟର୍ ଲକ୍ ଜାନ୍ଲାଇ ।
ཨནནྟརཾ ཙཏུརྡིཀྶྠདེཤཱན྄ ཏསྱ སུཁྱཱཏིཪྻྱཱཔྣོཏ྄།
38 ୩୮ ପଚେ ଜିସୁ ଜିଉଦିମନର୍ ପାର୍ତନା ଗରେଅନି ଉଟି ସିମନର୍ ଗରେ ଗାଲା । ସିମନର୍ ସାତ୍ରିକେ ବେସି ଜର୍ ଅଇରଇଲାଜେ ସେମନ୍ ତାର୍ ବିସଇ ନେଇ ଜିସୁକେ କଇଲାଇ ।
ཏདནནྟརཾ ས བྷཛནགེཧཱད྄ བཧིརཱགཏྱ ཤིམོནོ ནིཝེཤནཾ པྲཝིཝེཤ ཏདཱ ཏསྱ ཤྭཤྲཱུརྫྭརེཎཱཏྱནྟཾ པཱིཌིཏཱསཱིཏ྄ ཤིཥྱཱསྟདརྠཾ ཏསྨིན྄ ཝིནཡཾ ཙཀྲུཿ།
39 ୩୯ ତେଇ ସେ ସିମନର୍ ସାତ୍ରିର୍ ଲଗେ ଟିଆଅଇ ଜର୍କେ ଦମ୍କାଇଲା ଆରି ତାକେ ଜର୍ ଚାଡିଗାଲା । ସେଦାପ୍ରେ ସେ ଉଟିକରି ସେମନ୍କେ ସେବା କର୍ବାର୍ ଦାର୍ଲା ।
ཏཏཿ ས ཏསྱཱཿ སམཱིཔེ སྠིཏྭཱ ཛྭརཾ ཏརྫཡཱམཱས ཏེནཻཝ ཏཱཾ ཛྭརོ྅ཏྱཱཀྵཱིཏ྄ ཏཏཿ སཱ ཏཏྐྵཎམ྄ ཨུཏྠཱཡ ཏཱན྄ སིཥེཝེ།
40 ୪୦ ବେଲ୍ବସି ସଞ୍ଜ୍ ଅଇଲାଜେ ଜର୍ଦୁକା ଅଇରଇଲା ଲକ୍ମନ୍କେ ଜିସୁର୍ ଲଗେ ଆନ୍ଲାଇ, ଆରି ସେ ଜର୍ଦୁକାର୍ ଲକ୍ମନ୍କେ ଗଟେକ୍ ଗଟେକ୍ ଲକର୍ ଉପ୍ରେ ଆତ୍ ସଙ୍ଗଇ ନିକ କଲା ।
ཨཐ སཱུཪྻྱཱསྟཀཱལེ སྭེཥཱཾ ཡེ ཡེ ཛནཱ ནཱནཱརོགཻཿ པཱིཌིཏཱ ཨཱསན྄ ལོཀཱསྟཱན྄ ཡཱིཤོཿ སམཱིཔམ྄ ཨཱནིནྱུཿ, ཏདཱ ས ཨེཀཻཀསྱ གཱཏྲེ ཀརམརྤཡིཏྭཱ ཏཱནརོགཱན྄ ཙཀཱར།
41 ୪୧ ଡୁମା ଦାରିରଇବା ବେସି ଲକ୍ମନ୍ ମିସା କିର୍କିରି କରି “ତୁଇ ପର୍ମେସରର୍ ପଅ!” ବଲି ଲକର୍ ଟାନେଅନି ଚାଡି ପାଲାଇଲାଇ । ଜିସୁ ସେମନ୍କେ ଦମ୍କାଇ କରି କାତାଅଇବାକେ ମିସା ଦେଏନାଇ, କାଇକେବଇଲେ ସେମନ୍ ତାକେ କିରିସ୍ଟ ବଲି ଜାନିରଇଲାଇ ।
ཏཏོ བྷཱུཏཱ བཧུབྷྱོ ནིརྒཏྱ ཙཱིཏྴབྡཾ ཀྲྀཏྭཱ ཙ བབྷཱཥིརེ ཏྭམཱིཤྭརསྱ པུཏྲོ྅བྷིཥིཀྟཏྲཱཏཱ; ཀིནྟུ སོབྷིཥིཀྟཏྲཱཏེཏི ཏེ ཝིཝིདུརེཏསྨཱཏ྄ ཀཱརཎཱཏ྄ ཏཱན྄ ཏརྫཡིཏྭཱ ཏདྭཀྟུཾ ནིཥིཥེདྷ།
42 ୪୨ ସାକାଲ୍ ପାଇଲାଜେ ଜିସୁ ନଅରେ ଅନି ବାରଇ ଗଟେକ୍ କିନରା ଜାଗାଇ ଗାଲା । ଲକ୍ମନ୍ କଜି କଜି ତାର୍ ଲଗେ ଆଇଲାଇ, ଆରି ସେ ଜେନ୍ତିକି ତାକର୍ ଲଗେଅନି ଉଟିନଜାଅ ବଲି ଅଟ୍କାଇବାକେ ଚେସ୍ଟା କଲାଇ ।
ཨཔརཉྩ པྲབྷཱཏེ སཏི ས ཝིཛནསྠཱནཾ པྲཏསྠེ པཤྩཱཏ྄ ཛནཱསྟམནྭིཙྪནྟསྟནྣིཀཊཾ གཏྭཱ སྠཱནཱནྟརགམནཱརྠཾ ཏམནྭརུནྡྷན྄།
43 ୪୩ ମାତର୍ ଜିସୁ ସେମନ୍କେ କଇଲା, “ବିନ୍ ବିନ୍ ନଅରେ ମିସା ମୁଇ ପର୍ମେସରର୍ ରାଇଜର୍ ନିକ କବର୍ ଜାନାଇବାର୍ ଆଚେ, କାଇକେ ବଇଲେ ସେଟାର୍ପାଇ ପର୍ମେସର୍ ମକେ ପାଟାଇଆଚେ ।”
ཀིནྟུ ས ཏཱན྄ ཛགཱད, ཨཱིཤྭརཱིཡརཱཛྱསྱ སུསཾཝཱདཾ པྲཙཱརཡིཏུམ྄ ཨནྱཱནི པུརཱཎྱཔི མཡཱ ཡཱཏཝྱཱནི ཡཏསྟདརྠམེཝ པྲེརིཏོཧཾ།
44 ୪୪ ଆରି ସେ ଜିଉଦା ଦେସର୍ ଜିଉଦି ଲକ୍ମନର୍ ପାର୍ତନା ଗର୍ମନ୍କେ ବାକିଅ ସୁନାଇବାର୍ ଦାର୍ଲା ।
ཨཐ གཱལཱིལོ བྷཛནགེཧེཥུ ས ཨུཔདིདེཤ།