< ଲୁକ୍‌ 3 >

1 ବଡ୍‌ ସାସନ୍‌କାରିଆ ତିବିରିଆ କାଇସର୍‌ ସାସନ୍‌ କର୍‌ବା ପନ୍ଦ୍‌ର ବରସ୍‌ ଅଇଲାବେଲେ, ପାନ୍ତିୟ ପିଲାତ୍‌ ଜିଉଦା ରାଇଜ୍‌ ସାସନ୍‌ କର୍‌ତେରଇଲା । ଆରି ଏରଦ୍‌ ଗାଲିଲିର୍‌ ସାସନ୍‌କାରିଆ ରଇଲା । ଏରଦର୍‌ ବାଇ ପିଲିପ୍‌ ଇତୁରିଆ ଆରି ତାକ୍‌ନିତ୍‌ ରାଇଜର୍‌ ସାମନ୍ତ୍‌ ରାଜା ରଇଲା । ଲୁସାନିଆ ନାଉଁର୍‌ ଗଟେକ୍‌ ଲକ୍‌ ଅବିଲିନି ରାଇଜର୍‌ ସାମନ୍ତ୍‌ ରାଜା ରଇଲା ।
In the fiftenthe yeer of the empire of Tiberie, the emperoure, whanne Pilat of Pounce gouernede Judee, and Eroude was prince of Galilee, and Filip, his brothir, was prince of Iturye, and of the cuntre of Tracon, and Lisanye was prince of Abilyn,
2 ଆନାନ୍‌ ଆରି କୟାପ୍‌ ନାଉଁର୍‌ ଦୁଇ ଲକ୍‌ ବଡ୍‌ ପୁଜାରି ରଇଲାଇ । ସେବେଲେ ଜିକରିୟର୍‌ ପଅ ଜଅନ୍‌, ମରୁବାଲି ବୁଏଁ ରଇଲାବେଲେ ପର୍‌ମେସରର୍‌ କାତା ସେ ସୁନ୍‍ଲା ।
vndir the princis of prestis Annas and Caifas, the word of the Lord was maad on Joon, the sone of Zacarie, in desert.
3 ଜର୍‌ଦନ୍‌ ଗାଡ୍‌ ଲଗେ ରଇବା ଲଗର୍‌ ପାକର୍‌ ଗାଉଁଗଣ୍ଡାଇ ଜାଇ ଜଅନ୍‌ ପାପ୍‌ କେମାର୍‌ ଲାଗି, ପାପ୍‌କାମ୍‌ ଚାଡିକରି ମାପ୍‌ରୁର୍‌ ବାଟେ ଆସି ଡୁବନ୍‌ ନେବାକେ ଜାନାଇବାର୍‌ ଦାର୍‌ଲା ।
And he cam in to al the cuntre of Jordan, and prechide baptym of penaunce in to remyssioun of synnes.
4 ଜେନ୍ତାରି ଜିସାୟ ବବିସତ୍‌ବକ୍‌ତା ସୁନାଇରଇବା ସାସ୍‌ତରେ ଲେକା ଅଇଲାଆଚେ, “ମରୁବାଲିବୁଏଁ ଆଉଲିଅଇ କଇବା ଗଟେକ୍‌ ଲକ୍‌ ସବଦ୍‌ କରି କଇଲାନି, ମାପ୍‌ରୁ ଆଇବାଟା ତିଆର୍‌କରା, ତାର୍‌ ଆଇବା ବାଟ୍‌ ସଲ୍‌କାଆ ।
As it is wrytun in the book of the wordis of Isaye, the prophete, The voice of a crier in desert, Make ye redi the weie of the Lord, make ye hise pathis riyt.
5 ବଡ୍‌ ବଡ୍‌ ଡଙ୍ଗର୍‌ ପର୍‌ବତ୍‌ ସବୁ ସଦ୍‌ରମ୍‌ ଅଇକରି ଗାଡ୍‌ କଣ୍ଡି କଣ୍ଡି ରଇବା ଆଁଟାଲ୍‌ ବୁଟାଲ୍‌ ସାର୍‌ଦି ଅଇସି, ବାଁକ୍‌ ଟେକ୍‌ ବାଟ୍‌ ସଲକ୍‌ ଅଇସି, ଆରି କାଲ୍‌ ଡେପ୍‌ ଜମି ସଦ୍‌ରମ୍‌ ଅଇଜାଇସି ।
Ech valey schal be fulfillid, and euery hil and litil hil schal be maad lowe; and schrewid thingis schulen ben in to dressid thingis, and scharp thingis in to pleyn weies;
6 ମଚ୍‌ପୁରର୍‌ ସବୁଲକ୍‌ ପର୍‌ମେସରର୍‌ ଉଦାର୍‍କାରିଆକେ ଦେକ୍‌ବାଇ ।”
and euery fleisch schal se the heelthe of God.
7 ଜଅନ୍‌ଟାନେ ଡୁବନ୍‌ ନେବାର୍‍ଲାଗି ବାରଇ ଆଇବା ଲକ୍‌ମନ୍‌କେ ସେ କଇଲା, “ଏ ବିସ୍‌ ରଇଲା ସାଁପର୍‌ ବଁସର୍‌ ଲକ୍‌ମନ୍‌, ଆଇବା ପର୍‌ମେସରର୍‌ କପେଅନି ପାଲାଇବାକେ ତମ୍‌କେ କେ ଚେତ୍‌ନା ଦେଲା?
Therfor he seid to the puple, which wente out to be baptisid of hym, Kyndlyngis of eddris, who schewide to you to fle fro the wraththe to comynge?
8 ତେବର୍‌ପାଇ ପାପ୍‌କାମ୍‌ ଚାଡି ନିକ କାମ୍‌ କରା, ଅବ୍‌ରାଆମ୍‌ତା ଆମର୍‌ ଆନିଦାଦି ବଲି ମନେ ମନେ ବାବାନାଇ, କାଇକେବଇଲେ ମୁଇ ତମ୍‌କେ କଇଲିନି, ପର୍‌ମେସର୍‌ ଏ ପାକ୍‌ନାମନର୍‌ଟାନେଅନି ମିସା ଅବ୍‌ରାମର୍‌ ପିଲାଜିଲା ଉବ୍‌ଜାଇ ପାର୍‌ସି ।
Therfor do ye worthi fruytis of penaunce, and bigynne ye not to seie, We han a fadir Abraham; for Y seie to you, that God is myyti to reise of these stoonys the sones of Abraham.
9 ଏବେମିସା ଗଚ୍‌ମନର୍‌ ବୁନ୍ଦେ କୁରାଡି ଲାଗିଆଚେ, ତେବର୍‌ପାଇ ଜନ୍‌ ଗଚ୍‌ ନିମାନ୍‌ ପଲ୍‌ ନ ପଲେ, ସେଟା କାଟିକରି ଜଇଟାନେ ପିଙ୍ଗାଅଇସି ।”
And now an axe is sett to the roote of the tree; and therfor euery tre that makith no good fruyt, schal be kit doun, and schal be cast in to the fier.
10 ୧୦ ତେଇ ଲକ୍‌ମନ୍‌ ଜଅନ୍‌କେ ପାଚାର୍‌ଲାଇ, “ସେନ୍ତାର୍‌ ଆଲେ ଆମେ କାଇଟା କର୍‌ବୁ?”
And the puple axide hym, and seiden, What thanne schulen we do?
11 ୧୧ ଜଅନ୍‌ ସେମନ୍‌କେ କ‍ଇଲା “ଜାର୍‌ଟାନେ ଦୁଇଟା ପିନ୍ଦ୍‌ବା ଲୁଗା ଆଚେ, ଜାକେ ନାଇ, ତାକେ ସେ ଗଟେକ୍‌ ଦେଅ, ଆରି ଜାର୍‌ଟାନେ କାଦି ଆଚେ, ସେ ମିସା ସେନ୍ତାରି ବାଟା କରି ଦେଅ ।”
He answeride, and seide to hem, He that hath twei cootis, yyue to hym that hath noon; and he that hath metis, do in lijk maner.
12 ୧୨ ସିସ୍‌ତୁମାଙ୍ଗୁମନ୍‌ ମିସା ଡୁବନ୍‌ ନେବାକେ ଆସି ତାକେ ପାଚାର୍‌ଲାଇ “ଏ ଗୁରୁ ଆମେ କାଇଟା କର୍‌ବୁ?”
And pupplicans camen to be baptisid; and thei seiden to hym, Maister, what schulen we do?
13 ୧୩ ଜଅନ୍‌ ସେମନ୍‌କେ କଇଲା, “ତମର୍‌ ଜେତ୍‌କି ନେବାର୍‌ ଅଦିକାର୍‌ ଆଚେ, ତାର୍‌ତେଇଅନି ଅଦିକ୍‌ ମାଙ୍ଗା ନାଇ ।”
And he seide to hem, Do ye no thing more, than that that is ordeyned to you.
14 ୧୪ ସନିଅମନ୍‌ ମିସା ତାକେ ପାଚାର୍‌ବାର୍‌ ଦାର୍‌ଲାଇ, “ଆରି ଆମେ କାଇଟା କର୍‌ବୁ?” ଜଅନ୍‌ ସେମନ୍‌କେ କଇଲା, “ବପୁ ଦେକାଇ କାଇଟା ମିସା ଜିକି ଆନା ନାଇ କି ନାଡାଇକରି କାର୍‌ ଦନ୍‌ସଁପତି ଆନା ନାଇ, ତମ୍‌କେ ଜେତ୍‌କି କୁଲି ମିଲ୍‌ଲାନି ସେତ୍‌କି ନେଇକରି ସାର୍‌ଦା ସଙ୍ଗ୍‌ ରୁଆ ।”
And knyytis axiden hym, and seiden, What schulen also we do? And he seide to hem, Smyte ye wrongfuli no man, nethir make ye fals chalenge, and be ye apayed with youre sowdis.
15 ୧୫ ଲକ୍‌ମନ୍‌ ଆସାଅଇ କିରିସ୍‌ଟକେ ଜାଗ୍‌ତେ ରଇଲାଇ ଜେ, କେଡେବେଲେ ଏ ମିସା କିରିସ୍‌ଟ ଅଇରଇସି ବଲି ବାବି, ଜଅନର୍‌ ବିସଇ ଚିନ୍ତା କର୍‌ତେରଇଲାଇ ।
Whanne al the puple gesside, and alle men thouyten in her hertis of Joon, lest perauenture he were Crist,
16 ୧୬ ତେବେ ଜଅନ୍‌ ସବୁଲକ୍‌ମନ୍‌କେ କ‍ଇଲା, “ମୁଇସିନା ତମ୍‌କେ ପାନିଟାନେ ଡୁବନ୍‌ ଦେଲିନି, ମାତର୍‌ ମର୍‌ଟାନେଅନି ଅଦିକ୍‌ ବପୁର୍‌ଲକ୍‌ ଆଇଲାନି, ମୁଇ ତାର୍‌ ଗତିଦାଙ୍ଗ୍‌ଡା ଅଇ ପାଦର୍‌ ପାଣ୍ଡଇ ମିସା କୁସ୍‌ଲାଇବାକେ ମର୍‍ ଅଦିକାର୍‍ ନାଇ । ସେ ତମ୍‌କେ ଜଇସଙ୍ଗ୍‌ ଆରି ସୁକଲ୍‌ ଆତ୍‌ମାଇ ଡୁବନ୍‌ ଦେଇସି ।
Joon answeride, and seide to alle men, Y baptize you in watir; but a stronger than Y schal come aftir me, of whom Y am not worthi to vnbynde the lace of his schoon; he schal baptize you in the Hooli Goost and fier.
17 ୧୭ ତାର୍‌ ଆତେ କୁଲାଆଚେ, ତେବେ ସେ କଟାରେ ରଇଲା ଦାନ୍‌ ପରିଚଲ୍‌ କରି ଟୁଲିଆଇ କଲ୍‌କିଟାନେ ସଙ୍ଗଇସି । କାଇ କାମେ ନ ଆଇବାଟା ଜାକ ସବୁବେଲେ ଲାଗିରଇବା ଜଇଟାନେ ପଡାଇଦେଇସି ।”
Whos `wynewyng tool in his hond, and he schal purge his floor of corn, and schal gadere the whete in to his berne; but the chaffis he schal brenne with fier vnquenchable.
18 ୧୮ ଜଅନ୍‌ ଏନ୍ତାରି କେତେକ୍‌ କେତେକ୍‌ ଉପ୍‌ଦେସ୍‌ ଦେଇକରି ଲକ୍‌ମନ୍‌କେ ମାପ୍‌ରୁର୍‌ବାଟେ ଆଇବାକେ ମନ୍‌ କରାଇତେରଇଲା ଆରି ମାପ୍‌ରୁର୍‌ ନିକ କାତା ସୁନାଇତେରଇଲା ଆରି ପାପ୍‌ କର୍‌ବାଟାନେଅନି ବାଅଡ୍‌ବାକେ ବୁଜାଇତେରଇଲା ।
And many othere thingis also he spak, and prechide to the puple. But Eroude tetrark, whanne he was blamed of Joon for Erodias,
19 ୧୯ ମାତର୍‌ ସାମନ୍ତ ରାଜା ଏରଦ୍‌ ନିଜର୍‌ ବାଇର୍‌ ମାଇଜି ଏରଦିଆକେ ସଙ୍ଗଇଲାକେ ତାର୍‌ କରିରଇବା ବିନ୍‌ ବିନ୍‌ ପାପ୍‌କାମର୍‌ ବିସଇ ଜାନି ଜଅନ୍‌ ତାକେ ଦମ୍‌କାଇତେରଇଲା ।
the wijf of his brother, and for alle the yuelis that Eroude dide,
20 ୨୦ ଏରଦ୍‌ ଜଅନ୍‌କେ ବନ୍ଦିକରି ସେ କରିରଇବା ସବୁ ପାପ୍‌କାମର୍‌ ସଙ୍ଗ୍‌ ଏ ବଡ୍‌ ପାପ୍‌ ମିସା ଜଡ୍‌ଲା ।
encreside this ouer alle, and schitte Joon in prisoun.
21 ୨୧ ସବୁଲକ୍‌ ଡୁବନ୍‌ ନେଲା ପଚେ ଜିସୁ ମିସା ଡୁବନ୍‌ ନେଲା । ଆରି ପାର୍‌ତନା କର୍‌ବାବେଲେ, ଏଦେ ଦେକା! ବାଦଲ୍‌ ଉଗାଡିଅଇଗାଲା,
And it was don, whanne al the puple was baptised, and whanne Jhesu was baptised, and preiede, heuene was openyd.
22 ୨୨ ଆରି ସୁକଲ୍‌ ଆତ୍‌ମା ପରୁଆର୍‌ ଗାଗଡ୍‌ ଦାରି ଉତ୍‌ରି ଆସି, ଜିସୁର୍‌ ଉପ୍‌ରେ ବସ୍‌ଲା । ସର୍‌ଗେଅନି ଗଟେକ୍‌ ଏନ୍ତାରି ସବଦ୍‌ ଆଇଲା, “ତୁଇସେ ମର୍‌ ଆଲାଦର୍‌ ପିଲା, ତର୍‌ଟାନେ ମୁଇ ବେସି ସାର୍‌ଦା ଅଇଲିନି ।”
And the Hooli Goost cam doun in bodili licnesse, as a dowue on hym; and a vois was maad fro heuene, Thou art my derworth sone, in thee it hath plesid to me.
23 ୨୩ ଜିସୁ ପର୍‌ମେସରର୍‌ କାମ୍‌ ଆରମ୍‌ କଲାବେଲେ ତାକେ ତିରିସ୍‌ ବରସ୍‌ ଅଇରଇଲା । ଲକ୍‌ମନର୍‌ ବାବ୍‌ନା ଇସାବେ, ଜିସୁ ଜସେପର୍‌ ପଅ, ଜସେପ୍‌ ଏଲିର୍‌ ପଅ ।
And Jhesu hym silf was bigynninge as of thritti yeer, that he was gessid the sone of Joseph, which was of Heli,
24 ୨୪ ଏଲି ମତ୍‌ତାତର୍‌ ପଅ, ମତ୍‌ତାତ୍‌ ଲେବିର୍‌ ପଅ, ଲେବି ମଲ୍‌କିର୍‌ ପଅ, ମଲ୍‌କି ଜନୟର୍‌ ପଅ, ଜନୟ ଜସେପର୍‌ ପଅ,
which was of Mathath, which was of Leuy, which was of Melchi, that was of Jamne,
25 ୨୫ ଜସେପ୍‌ ମତିତିଆର୍‌ ପଅ, ମତିତିଆ ଅମସର୍‌ ପଅ, ଅମସ୍‌ ନାଉମର୍‌ ପଅ, ନାଉମ୍‌ ଏସ୍‌ମିର୍‌ ପଅ, ଏସ୍‌ମି ନଗୟର୍‌ ପଅ,
that was of Joseph, that was of Matatie, that was of Amos, that was of Naum, that was of Hely, that was of Nagge,
26 ୨୬ ନଗୟ ମଅତର୍‌ ପଅ, ମଅତ୍‌ ମତିତିଆର୍‌ ପଅ, ମତିତିଆ ସମଇର୍‌ ପଅ, ସମୟି ଜସେକର୍‌ ପଅ, ଜସେକ୍‌ ଜଦାର୍‌ ପଅ,
that was of Mathath, that was of Matatie, that was of Semei, that was of Joseph, that was of Juda, that was of Johanna,
27 ୨୭ ଜଦା ଜଅନର୍‌ ପଅ, ଜଅନ୍‌ ରେସାର୍‌ ପଅ, ରେସା ଜିରୁବାବେଲର୍‌ ପଅ, ଜିରୁବାବେଲ୍‌ ସିଅଲ୍‌ତିଏଲର୍‌ ପଅ, ସଅଲ୍‌ତିଏଲ୍‌ ନେରିର୍‌ ପଅ,
that was of Resa, that was of Zorobabel, that was of Salatiel,
28 ୨୮ ନେରି ମଲ୍‌କିର୍‌ ପଅ, ମଲ୍‌କି ଅଦିର୍‌ ପଅ, ଅଦି କସାମର୍‌ ପଅ, କସାମ୍‌ ଏଲୁଦାନର୍‌ ପଅ, ଏଲୁଦାନ୍‌ ଏରର୍‌ ପଅ,
that was of Neri, that was of Melchi, that was of Addi, that was of Cosan, that was of Elmadan, that was of Her,
29 ୨୯ ଏର ଜିୟସୁଅର୍‌ ପଅ, ଜିୟସୁଅ ଏଲିଏଜର୍‌ ପଅ, ଏଲିଏଜ୍‌ ଜରିମର୍‌ ପଅ, ଜରିମ୍‌ ମତ୍‌ତାତର୍‌ ପଅ, ମତ୍‌ତାତ୍‌ ଲେବିର୍‌ ପଅ,
that was of Jhesu, that was of Eleasar, that was of Jorum, that was of Matath,
30 ୩୦ ଲେବି ସିମିୟନର୍‌ ପଅ, ସିମିୟନ୍‌ ଜିଉଦାର୍‌ ପଅ, ଜିଉଦା ଜସେପର୍‌ ପଅ, ଜସେପ୍‌ ଜନାମର୍‌ ପଅ, ଜନାମ୍‌ ଏଲିଆକିମର୍‌ ପଅ,
that was of Leuy, that was of Symeon, that was of Juda, that was of Joseph, that was of Jona, that was of Eliachym,
31 ୩୧ ଏଲିଆକିମ୍‌ ମଲାଅର୍‌ ପଅ, ମଲାଅ ମନାର୍‌ ପଅ, ମନା ମତତାର୍‌ ପଅ, ମତତା ନାତନର୍‌ ପଅ, ନାତନ୍‌ ଦାଉଦର୍‌ ପଅ,
that was of Melca, that was of Menna, that of Mathatha, that was of Nathan,
32 ୩୨ ଦାଉଦ୍‌ ଜିୟସୁଅର୍‌ ପଅ, ଜିୟସୁଅ ଆବେଦର୍‌ ପଅ, ଆବେଦ୍‌ ବୟଜର୍‌ ପଅ, ବୟଜ୍‌ ସେଲଅର୍‌ ପଅ, ସେଲଅ ନଅସନର୍‌ ପଅ,
that was of Dauid, that was of Jesse, that was of Obeth, that was of Boz, that was of Salmon, that was of Nason,
33 ୩୩ ନଅସ୍‌ ଅମିନାଦାବର୍‌ ପଅ, ଅମିନାଦାବ୍‌ ଅଦ୍‌ମିନର୍‌ ପଅ, ଅଦ୍‌ମିନ୍‌ ଅର୍‌ନିର୍‌ ପଅ, ଅର୍‌ନିର୍‌ ଏସ୍‌ରନର୍‌ ପଅ, ଏସ୍‌ରନ୍‌ ପେରସର୍‌ ପଅ, ପେରସ୍‌ ଜିଉଦାର୍‌ ପଅ,
that was of Amynadab, that was of Aram, that was of Esrom, that was of Fares,
34 ୩୪ ଜିଉଦା ଜାକୁବର୍‌ ପଅ, ଜାକୁବ୍‌ ଇସାକର୍‌ ପଅ, ଇସାକ୍‌ ଅବ୍‌ରାମର୍‌ ପଅ, ଅବ୍‌ରାଆମ୍ ତେରଅର୍‌ ପଅ, ତେରଅ ନାଅର୍‌ ପଅ,
that was of Judas, that was of Jacob, that was of Isaac, that was of Abraham, that was of Tare, that was of Nachor,
35 ୩୫ ନାଅର୍‌ ସରୁଗର୍‌ ପଅ, ସରୁଗ୍‌ ରଗୁର୍‌ ପଅ, ରଗୁ ପେଲଗର୍‌ ପଅ, ପେଲଗ୍‌ ଏବର୍‌ ପଅ, ଏବ ସେଲଅର୍‌ ପଅ,
that was of Seruth, that was of Ragau, that was of Faleth, that was of Heber,
36 ୩୬ ସେଲା କଇନାନର୍‌ ପଅ, କଇନାନ୍‌ ଆର୍‌ପାକ୍‌ସଡର୍‌ ପଅ, ଆର୍‌ପାକ୍‌ସେଡର୍‌ ସେ ମର୍‌ ପଅ, ସେମ ନଅର୍‌ ପଅ, ନଅ ଲାମେକର୍‌ ପଅ,
that was of Sale, that was of Chaynan, that was of Arfaxath, that was of Sem, that was of Noe, that was of Lameth,
37 ୩୭ ଲାମେକ୍‌ ମିତୁସେଲଅର୍‌ ପଅ, ମିତୁସେଲଅ ଅନକର୍‌ ପଅ, ଅନକ୍‌ ଜାରେଦର୍‌ ପଅ, ଜାରେଦ୍‌ ମଅଲେଲର୍‌ ପଅ, ମଅଲେଲ୍‌ କେନାନର୍‌ ପଅ
that was of Matussale, that was of Enok, that was of Jareth, that was of Malaliel, that was of Cainan, that was of Enos,
38 ୩୮ କେନାନ୍‌ ଏନସର୍‌ ପଅ, ଏନସ୍‌ ସେତର୍‌ ପଅ, ସେତ ଆଦମର୍‌ ପଅ, ଆଦମ୍‌ ପର୍‌ମେସରର୍‌ ପଅ ।
that was of Seth, that was of Adam, that was of God.

< ଲୁକ୍‌ 3 >