< ଲୁକ୍‌ 23 >

1 ତାର୍‌ ପଚେ ବିଚାର୍‌ କର୍‌ବା ବଡ୍‌ ସବାର୍‌ ଜାଗାଇ ବସିରଇଲା ସବୁ ଲକ୍‌ମନ୍‌ ଉଟିକରି ଜିସୁକେ ପିଲାତର୍‌ ଲଗେ ଦାରିଗାଲାଇ ।
Nun erhob sich ihre ganze Versammlung, und sie führten ihn dem Pilatus vor.
2 ସେ ଲକ୍‌ମନ୍‌ ଜିସୁକେ ନିନ୍ଦା କରି ଏନ୍ତି କଇବାର୍‌ ବସ୍‌ଲାଇ, “ଏ ଲକ୍‌ ଆମର୍‌ ଲକ୍‌ମନ୍‌କେ ବୁଲ୍‌ ସିକିଆ ଦେଇତେ ରଇଲା ଆରି କାଇସର୍‌ ସମ୍‌ରାଟ୍‌କେ ସିସ୍‌ତୁ ଦିଆସ୍‌ ନାଇ ବଲି ସିକାଇଲା ବେଲେ ତାକେ ଦାର୍‌ଲୁ । ଆରି ସେ ନିଜ୍‌କେ ମୁଇ ପର୍‌ମେସର୍‌ ବାଚି ପାଟାଇଲା ରାଜା କିରିସ୍‌ଟ ବଲି କଇଲାନି ।”
Dort erhoben sie folgende Anklagen gegen ihn: »Wir haben festgestellt, daß dieser Mensch unser Volk aufwiegelt und es davon abhalten will, dem Kaiser Steuern zu entrichten, und daß er behauptet, er sei Christus, ein König.«
3 ସେଟାର୍‌ ପାଇ ପିଲାତ୍‌ ଜିସୁକେ ପାଚାର୍‌ଲା, “ତୁଇ କାଇ ଜିଉଦି ଲକ୍‌ମନର୍‌ ରାଜା କି?” ଜିସୁ ତାକେ କଇଲା, “ତମେତା କଇଲାସ୍‌ନି ।”
Pilatus fragte ihn nun: »Bist du der König der Juden?«, und Jesus antwortete ihm: »Ja, ich bin es!«
4 ତାର୍‌ ପଚେ ପିଲାତ୍‌ ମୁକିଅ ପୁଜାରିମନ୍‍କେ ଆରି ତେଇ ରଇଲା ସବୁ ଲକ୍‌ମନ୍‌କେ କଇଲା, “ମୁଇ ଏ ଲକ୍‌ ଦସି ବଲି କାଇ ବୁଲ୍‌ ଦେକି ନାଇ ।”
Da sagte Pilatus zu den Hohenpriestern und der Volksmenge: »Ich finde keine Schuld an diesem Manne.«
5 ମାତର୍‌ ସେମନ୍‌ ତର୍‌କେତର୍‌ ଆଉଲିଅଇ କଇଲାଇ, “ତାର୍‌ ସିକିଆର୍‌ ଲାଗି ସେ ଜିଉଦାର୍‌ ସବୁବାଟର୍‌ ଲକ୍‌ମନର୍‌ ବିତ୍‌ରେ କଲି ଲାଗାଇଲାନି । ସେଟା, ସେ ଗାଲିଲିତେଇ ଆରାମ୍‌ କରି, ଏବେ ଇତି ଜାକ ଆଇଲା ଆଚେ ।”
Sie aber versicherten immer heftiger: »Er wiegelt das Volk auf, indem er seine Lehre im ganzen jüdischen Lande verbreitet: in Galiläa hat er damit begonnen und bis hierher es fortgesetzt!«
6 ଏ କାତା ସୁନି ପିଲାତ୍‌ ଲକ୍‌ମନ୍‌କେ ପାଚାର୍‌ଲା, “ଏଟା ଗଟେକ୍‌ ଗାଲିଲି ଦେସର୍‌ ଲକ୍‌ କି?”
Als Pilatus das hörte, fragte er, ob der Mann ein Galiläer wäre;
7 ପିଲାତ୍‌ ଜିସୁକେ ଗାଲିଲି ଦେସର୍‌ ଲକ୍‌ ବଲି ଜାନି, ତାକେ ଗାଲିଲି ଦେସ୍‌ ସାସନ୍‌ କର୍‌ବା ଏରଦର୍‌ଲଗେ ପାଟାଇ ଦେଲା । କାଇକେ ବଇଲେ, ସେ ବେଲେ ଏରଦ୍‌ ମିସା ଜିରୁସାଲମେ ରଇଲା ।
und als er vernahm, daß er aus dem Machtbereich des Herodes sei, sandte er ihn dem Herodes zu, der in diesen Tagen ebenfalls in Jerusalem weilte.
8 ଏରଦ୍‌ ଜିସୁକେ ଦେକି କରି ବେସି ସାର୍‌ଦା ଅଇଲା । କାଇକେ ବଇଲେ ଜିସୁର୍‌ ବିସଇ ଆଗ୍‌ତୁ ସୁନି ରଇଲା ଆରି ତାର୍‌ ମୁଆଟେ କାବା ଅଇଜିବା କାମ୍‌ ଦେକ୍‌ବାକେ ମନ୍‍ କର୍‌ତେରଇଲା ।
Herodes aber war sehr erfreut darüber, Jesus zu sehen; denn er hätte ihn längst gern gesehen, weil er viel über ihn gehört hatte; er hoffte auch, ein Wunderzeichen von ihm vollführt zu sehen.
9 ସେଟାର୍‌ ପାଇ ଏରଦ୍‌ ତାକେ କାଇ କାଇ ବିସ‍ଇ ପାଚାର୍‌ବାର୍‌ ଦାର୍‌ଲା । ମାତର୍‌ ଜିସୁ ତାକେ କାଇବଲି ମିସା କଏ ନାଇ ।
So richtete er denn mancherlei Fragen an ihn, doch Jesus gab ihm keinerlei Antwort;
10 ୧୦ ସେଡିକି ବେଲେ ତେଇ ଟିଆଅଇରଇଲା ମୁକିଅ ପୁଜାରିମନ୍‌ ଆରି ନିୟମ୍‌ ସିକାଉମନ୍‌ ସବୁ ମିସି କରି ଜିସୁର୍‌ ବିରୁଦେ ଆଉଲିଅଇ କଇବାର୍‌ ଦାର୍‌ଲାଇ ।
die Hohenpriester und Schriftgelehrten aber standen dabei und verklagten ihn leidenschaftlich.
11 ୧୧ ଏରଦ୍‌ ଆରି ତାର୍‌ ସନିଅମନ୍‌ ଜିସୁକେ କିଜାଇଲାଇ ଆରି ନିନ୍ଦା କଲାଇ । ଜିସୁକେ ରାଜାମନ୍‌ ପିନ୍ଦ୍‌ବା ନିମାନ୍‌ ପଚିଆ ପିନ୍ଦାଇ ପିଲାତ୍‌ଟାନେ ପାଟାଇ ଦେଲାଇ ।
Da behandelte ihn denn Herodes samt den Herren seines Gefolges mit Verachtung und Hohn und sandte ihn, nachdem er ihm ein Prachtgewand hatte anlegen lassen, zu Pilatus zurück.
12 ୧୨ ସେ ଦିନେଅନି ପିଲାତ୍‌ ଆରି ଏରଦ୍‌ ମଇତର୍‌ ଅଇଲାଇ । ତାର୍‌ ଆଗ୍‌ତୁ ସେମନ୍‌ ଦୁଇ ଲକ୍‌ ସତ୍‌ରୁ ଅଇରଇଲାଇ ।
An diesem Tage wurden Herodes und Pilatus miteinander befreundet, während sie vordem in Feindschaft gegeneinander gestanden hatten.
13 ୧୩ ତାର୍‌ପଚେ ପିଲାତ୍‌ ମୁକିଅ ପୁଜାରିମନ୍‌କେ, ନେତାମନ୍‌କେ ଆରି ସବୁ ଲକ୍‌ମନ୍‌କେ ଗଟେକ୍‌ଟାନେ ରୁଣ୍ଡାଇକରି ସେମନ୍‌କେ କଇଲା,
Pilatus ließ nun die Hohenpriester und die Mitglieder des Hohen Rates und das Volk zusammenrufen
14 ୧୪ ଏ ଲକ୍‌ ଲକ୍‌ମନ୍‌କେ ସର୍‌କାରର୍‌ ବିରୁଦେ ବୁଲ୍‌ ସିକିଆ ଦେଲାନି ବଲି ମର୍‌ ଲଗେ ଆନିଆଚାସ୍‌ । ଆରି ଦେକା ମୁଇ ତମର୍‌ ମୁଆଟେ ତାକେ ପରିକା କଲି, ତାର୍‌ ବିରଦେ ତମେ ସବୁଲକ୍‌ ନିନ୍ଦାକଲାଟା ମିଲେନାଇ ।
und sagte zu ihnen: »Ihr habt mir diesen Mann als einen Volksverführer vorgeführt. Nun, ihr seht, ich habe ihn in eurem Beisein verhört, habe aber an ihm durchaus nicht die Schuld gefunden, deren ihr ihn anklagt.
15 ୧୫ ଏରଦ୍‌ ମିସା ତାର୍‌ଟାନେ କାଇ ବୁଲ୍‌କଲାଟା ନ ଦେକି ଆମ୍‌କେ ବାଉଡାଇଦେଲା ଆଚେ । ଏ ଲକ୍‌ ମରନ୍‌ ଡଣ୍ଡ୍‌ ପାଇବାପାରା ବୁଲ୍‌ କାମ୍‌ କରେ ନାଇ ।
Ebensowenig auch Herodes, denn er hat ihn an uns zurückverwiesen. Ihr seht also: nichts, was die Todesstrafe verdient, ist von ihm begangen worden.
16 ୧୬ ସେଟାର୍‌ପାଇ ମୁଇ ଆକେ କର୍‌ଡା ମାଡ୍‌ ମାରିକରି ଚାଡିଦେବି ।
Darum will ich ihn geißeln lassen und dann freigeben.«
17 ୧୭ ଆରି ଦେକା ସବୁ ବର୍‌ସେ ରକିଆ ପାଇବା ପରବ୍‌ ବେଲାଇ ଜିଉଦି ଜାତିକେ ସନ୍‌ମାନ୍‌ ଦେବାକେ ଗଟେକ୍‌ ବନ୍ଦିକେ ମୁକ୍‌ଲାଇ ଦେବା ନିୟମ୍‌ ରଇଲା ।
[Er war aber verpflichtet, ihnen an jedem Fest einen (Gefangenen) freizugeben.]
18 ୧୮ ମାତର୍‌ ସବୁଲକ୍‌ମନ୍‌ ଆଉଲିଅଇ କଇଲାଇ, “ଆକେ ମରାଆ ଆରି ଆମର୍‌ ପାଇ ବାର୍‌ବାକେ ଚାଡିଦିଆସ୍‌ ।”
Da schrien sie aber allesamt: »Hinweg mit diesem! Gib uns dagegen Barabbas frei!« –
19 ୧୯ ଏ ବାର୍‌ବା ବଲ୍‌ବା ଲକ୍‌, ସର୍‌କାରର୍‌ ବିରଦେ ବୁଲ୍‌ କରିରଇଲା ଆରି ଗଟେକ୍‌ ଲକ୍‌କେ ମାରି ରଇଲା । ସେଟାର୍‌ପାଇ ତାକେ ବନ୍ଦି କରିରଇଲାଇ ।
dieser saß nämlich wegen eines Aufruhrs, der in der Stadt vorgekommen war, und wegen Mordes im Gefängnis.
20 ୨୦ ମାତର୍‌ ପିଲାତ୍‌ ଜିସୁକେ ଚାଡିଦେବାକେ ମନ୍‌କରି ତାର୍‌ ଲଗେ କାଇ ବୁଲ୍‌କଲାଟା ଡିସେନାଇ ବଲି ସେମନ୍‌କେ ତର୍‌କେ ତର୍‌ ବୁଜାଇଲା ।
Da redete Pilatus zum zweitenmal auf sie ein, weil er Jesus gern freigeben wollte;
21 ୨୧ ମାତର୍‌ ଲକ୍‌ମନ୍‌ ବେସି ଆଉଲି ଅଇ, “ତାକେ କୁର୍‌ସେ ଚଗାଇ ମରାଆ! ତାକେ କୁର୍‌ସେ ଚଗାଇ ମରାଆ!”
sie aber riefen ihm dagegen zu: »Kreuzige, kreuzige ihn!«
22 ୨୨ ତାର୍‌ପଚେ ପିଲାତ୍‌ ସେମନ୍‌କେ ଆଗେ ଦୁଇତର୍‌ ପାଚାର୍‌ଲାଟା ଚାଡି ଆରିତରେକ୍‌ ସମାନ୍‌ଟାସେ କଇଲା, “କାଇକେ? ସେ କାଇ ବୁଲ୍‌ କଲାଆଚେ ଜେ? ତାର୍‌ଟାନେ କାଇମିସା ମରନ୍‌ ପାଇବା ଡଣ୍ଡ୍‌ ଏତ୍‌କି ଦସ୍‌ ମିଲେ ନାଇ । ଏନ୍ତି ବଇଲେ ମିସା ତାକେ କର୍‌ଡା ମାଡ୍‌ ମାରି ଚାଡି ଦେବି ।”
Zum drittenmal fragte er sie dann: »Was hat denn dieser Mann Böses getan? Ich habe keine todeswürdige Schuld an ihm gefunden! Ich will ihn also geißeln lassen und dann freigeben.«
23 ୨୩ ମାତର୍‌ ଲକ୍‌ମନ୍‌ ଆରି ବେସି ଆଉଲିଅଇ ତର୍‌କେ ତର୍‌ “ତାକେ କୁର୍‌ସେ ଚଗାଇ ମରାଆ!” ବଲି ବାଦିଅ କଲାଇ । ସାରାସାରି ପଚେ ସେମନ୍‌ ଆଉଲିଅଇଲାଟା ଜିତ୍‌ଲା ।
Sie aber bestürmten ihn mit lautem Geschrei und verlangten seine Kreuzigung; und ihr Geschrei drang durch.
24 ୨୪ ତାର୍‌ ପଚେ ପିଲାତ୍‌ ଲକ୍‌ମନର୍‌ ଜାଇଟା କର୍‌ବାକେ ମନ୍‌ କଲାଇ, ସେ ଇସାବେ ଜିସୁକେ ମରନର୍‌ ଡଣ୍ଡ୍‌ ଦେବାକେ ରାଜି ଅଇଲା ।
So fällte denn Pilatus das Urteil, ihr Verlangen solle erfüllt werden.
25 ୨୫ ପଚେ ପିଲାତ୍‌ ଲକ୍‌ମନର୍‌ କଇବା ଇସାବେ, ବାର୍‌ବା ନାଉଁର୍‌ ଲକ୍‌ ଜେ କି, ଆଗ୍‌ତୁ ଗଟେକ୍‌ ଲକ୍‌କେ ମରାଇରଇଲା ଆରି ସର୍‌କାରର୍‌ ବିରୁଦେ ବୁଲ୍‌କାମ୍‌ କରି ବନ୍ଦି ଅଇରଇଲା, ତାକେ ମୁକ୍‌ଲାଇଲା । ଜିସୁକେ ତାକର୍‌ ମନ୍‌କଲା ଇସାବେ ଡଣ୍ଡ୍‌ ଦେବାକେ ସର୍‌ପିଦେଲା ।
Er gab also den Mann frei, der wegen Aufruhrs und Mordes ins Gefängnis geworfen worden war, wie sie es verlangten; Jesus dagegen gab er ihrem Willen preis.
26 ୨୬ ସନିଅମନ୍‌ ଜିସୁକେ ଦାରିଜିବା ବେଲେ କୁରିଣିୟ ସିମନ୍‌ ନାଉଁର୍‌ ଲକ୍‌କେ ବେଟ୍‍ପାଇଲାଇ । ଜେ କି ଗାଏଁଅନି ଜିରୁସାଲାମେ ଆଇତେରଇଲା । ତାକେ ଅଟ୍‌କାଇକରି ଜିସୁ ବଇଲା କୁର୍‌ସ ଲାଦିଦେଲାଇ ଆରି ତାର୍‌ ପଚେ ଜିବାକେ ବାଦିଅ କଲାଇ ।
Als sie ihn dann (zur Richtstätte) abführten, griffen sie einen gewissen Simon aus Cyrene auf, der vom Felde heimkam, und bürdeten ihm das Kreuz auf, damit er es Jesu nachtrüge.
27 ୨୭ ଆରି ବେସି ଲକ୍‌ମନ୍‌ ଜିସୁର୍‌ ପଚେ ପଚେ ଜାଇତେ ରଇଲାଇ । ତେଇ କେତେଟା ବୁକେ ପିଟିଅଇ କାନ୍ଦ୍‌ବା ମାଇଜିମନ୍‌ ମିସା ରଇଲାଇ ।
Es folgte ihm aber eine große Volksmenge, auch viele Frauen, die um ihn wehklagten und weinten.
28 ୨୮ ମାତର୍‌ ଜିସୁ ସେମନର୍‌ ବାଟେ ପାସ୍‌ଲିକରି କଇଲା, ଏ ଜିରୁସାଲମ୍‌ ଗଡର୍‌ ମାଇଜିମନ୍‌, ମର୍‌ପାଇ କାନ୍ଦା ନାଇ । ମାତର୍‌ ନିଜର୍‌ ପାଇ ଆରି ନିଜର୍‌ ପିଲାମନର୍‌ ପାଇ କାନ୍ଦା ।
Da wandte Jesus sich zu ihnen um und sagte: »Ihr Töchter Jerusalems, weint nicht über mich, weint vielmehr über euch selbst und über eure Kinder!
29 ୨୯ କାଇକେବଇଲେ ଦେକା “ଜନ୍‌ ମାଇଜି ବାଞ୍ଜି ଆରି କେବେ ମିସା ଗାଗ୍‌ଡେ ନ ଅଇକରି ଆଚତ୍‌, ଆରି ଜେ କି କେବେ ମିସା ଦୁଦ୍‌ କୁଆଏ ନାଇ, ସେମନ୍‌ କେଡେକ୍‌ ନିକ କରମର୍‌ ଲକ୍‌!” ବଲି କଇବା ଦିନ୍‌ ଆଇଲାନି ।
Denn wisset wohl: es kommen Tage, an denen man sagen wird: ›Glücklich zu preisen sind die Unfruchtbaren und die Frauen, die nicht Mutter geworden sind und die kein Kind an der Brust genährt haben!‹
30 ୩୦ ସେବେଲାଇ ଲକ୍‌ମନ୍‌ ଡଙ୍ଗର୍‌ମନ୍‌କେ କଇବାର୍‌ ଦାର୍‌ବାଇ, ଆମର୍‌ ଉପ୍‌ରେ ଅଦ୍‌ରି ଦିଆସ୍‌ । କୁପ୍‌ଲିମନ୍‌କେ କଇବାର୍‌ ଦାର୍‌ବାଇ, ଆମ୍‌କେ ତପିଦିଆସ୍‌ ।
Dann wird man anfangen, den Bergen zuzurufen: ›Fallet auf uns!‹ und den Hügeln: ›Bedecket uns!‹
31 ୩୧ କାଇକେ ବଇଲେ ଗଚ୍‌ କାଁଚାପତ୍‌ରିଆ ରଇଲା ବେଲେ, ଜଦି ଏ ସବୁ ଗଟ୍‍ନା ଗଟ୍‌ଲାନି ବଇଲେ ସେଟା ସୁକିଗାଲେ ଆରି କାଇଟା ଅଇସି ।
Denn wenn man dies am grünen Holze tut, was wird da erst am dürren geschehen?«
32 ୩୨ ଜିସୁର୍‌ ସଙ୍ଗ୍‌ ଆରି ଦୁଇଟା ବଡ୍‌ ବୁଲ୍‌ କରିରଇବା ଲକ୍‌ମନ୍‌କେ ମିସା ମରାଇବାକେ ନେଲାଇ ।
Es wurden aber außerdem noch zwei Verbrecher mit ihm zur Hinrichtung abgeführt.
33 ୩୩ ଆରି ସେମନ୍‌ କପ୍‌ରି ନାଉଁର୍‌ ଗଟେକ୍‌ ଜାଗାଇ କେଟିକରି ଜିସୁକେ ଆରି ଚର୍‌ମନ୍‌କେ, ତାର୍‌ ଡେବ୍‌ରି ବାଟେ ଗଟେକ୍‌ ଲକ୍‌କେ ଆରି ଉଜାବାଟେ ଗଟେକ୍‌ ଲକ୍‌କେ ଆତେ, ପାଦେ କୁଟିମାରି ଟେକିଦେଲାଇ ।
Als sie nun an den Platz gekommen waren, der ›Schädel(stätte)‹ heißt, kreuzigten sie dort ihn und die beiden Verbrecher, den einen zu seiner Rechten, den anderen zu seiner Linken.
34 ୩୪ ସେବେଲା ଜିସୁ କଇଲା, “ଏ ବାବା ଏମନ୍‌କେ କେମା କରିଦିଆସ୍‌, କାଇକେ ବଇଲେ ଏମନ୍‌ କାଇଟା କଲାଇନି ସେଟା ନାଜାନତ୍‌ ।” ସେମନ୍‌ ଜିସୁର୍‌ ପଚିଆ ନେଇ କାକେ ମିଲ୍‌ସି ବଲି କେଡ୍‌ ପୁଟାଇଲାଇ ।
Jesus aber sprach: »Vater, vergib ihnen, denn sie wissen nicht, was sie tun!« Darauf verteilten sie seine Kleidungsstücke unter sich, indem sie das Los darüber warfen;
35 ୩୫ ସବୁ ଲକ୍‌ମନ୍‌ ଟିଆଅଇ ଦେକ୍‌ବାବେଲେ ଜିଉଦି ନେତାମନ୍‌ ଜିସୁକେ କିଜାଇକରି ଆଁସ୍‌ଲାଇ ଆରି କଇଲାଇ “ସେ ବିନ୍‌ଲକ୍‌ମନ୍‌କେ ରକିଆ କଲା, ଜଦି ତୁଇ ପର୍‌ମେସର୍‌ ବାଚିପାଟାଇଲା କିରିସ୍‌ଟ ବଇଲେ ନିଜ୍‌କେ ରକିଆ କର ।”
und das Volk stand dabei und sah zu. Es verhöhnten (ihn) aber auch die Mitglieder des Hohen Rates mit den Worten: »Anderen hat er geholfen; so helfe er nun sich selbst, wenn er wirklich Christus, der Gesalbte Gottes, ist, der Auserwählte!«
36 ୩୬ ଆରି ସନିଅମନ୍‌ ଜିସୁର୍‌ ଲଗେ ଆସିକରି ତାକେ ଗନ୍ଦ୍‌ବା ରସ୍‌ ଦେଇ କିଜାଇକରି କଇଲାଇ, ।
Auch die Soldaten verspotteten ihn: sie traten hinzu, reichten ihm Essig
37 ୩୭ “ତୁଇ ଜଦି ଜିଉଦି ଲକ୍‌ମନର୍‌ ରାଜା, ନିଜ୍‌କେ ରକିଆ କର୍‌ ।”
und sagten: »Bist du der König der Juden, so hilf dir selbst!«
38 ୩୮ ଆରି ତାର୍‌ କୁର୍‌ସର୍‌ ଟିପେ ଏଟା ଜିଉଦିମନର୍‌ ରାଜା, ବଲି ଲେକି ଅଲାଇଦେଲାଇ ।
Über ihm war aber auch eine Inschrift angebracht [in griechischer, lateinischer und hebräischer Schrift]: »Dies ist der König der Juden.«
39 ୩୯ ତେଇ ବଡ୍‌ ବୁଲ୍‌ କରି କୁର୍‌ସେ ଚଗାଇଅଇରଇବା ଗଟେକ୍‌ ଲକ୍‌ ଜିସୁକେ ନିନ୍ଦା କରି କଇଲା, “ତୁଇ ଜଦି ପର୍‌ମେସର ବାଚି ପାଟାଇଲା କିରିସ୍‌ଟ ରାଜା ଜିସୁ ବଇଲେ, ନିଜ୍‌କେ ରକିଆ କରି ଆମ୍‌କେ ମିସା ରକିଆ କର୍‌ ।”
Einer aber von den Verbrechern, die da gehenkt waren, schmähte ihn mit den Worten: »Du willst Christus sein? So hilf dir doch selbst und uns!«
40 ୪୦ ମାତର୍‌ ଆରି ଗଟେକ୍‌ ଲକ୍‌ ତାକେ ଦମ୍‌କାଇ କରି କଇଲା, “ତୁଇ କାଇ ପର୍‌ମେସର୍‌କେ ଡରୁସ୍‌ ନାଇ କି? ତୁଇ ମିସା ତାର୍‌ପାରା ସମାନ୍‌ ଡଣ୍ଡ୍‌ ପାଇଲୁସ୍‌ନି କି ନାଇ?
Da antwortete ihm der andere mit lautem Vorwurf: »Hast du denn nicht einmal Furcht vor Gott, da dich doch derselbe Urteilsspruch getroffen hat?
41 ୪୧ ଆରି ଆମେ ବୁଲ୍‌କରି ନିୟମ୍‌ ଇସାବେ ଡଣ୍ଡ୍‌ ପାଇଲୁନି । ମାତର୍‌ ସେତା କାଇ ବୁଲ୍‌ କରେ ନାଇ ।”
Und zwar uns beide mit Recht, denn wir empfangen den Lohn für unsere Taten; dieser aber hat nichts Unrechtes getan!«
42 ୪୨ ଆରି ସେ ଜିସୁକେ, “ଏ ଜିସୁ, ତୁଇ ନିଜର୍‌ ରାଇଜେ ରାଜା ଅଇ ଆଇଲେ ମକେ ଏତାଆ ।”
Dann fuhr er fort: »Jesus, denke an mich, wenn du in deine Königsherrschaft kommst!«
43 ୪୩ ଜିସୁ ତାକେ କଇଲା, “ମୁଇ ତକେ ସତ୍‌ କଇଲିନି, ଆଜିସେ ତୁଇ ମର୍‌ସଙ୍ଗ୍‌ ପାରଦେସେ ରଇସୁ ।”
Da sagte Jesus zu ihm: »Wahrlich ich sage dir: Heute (noch) wirst du mit mir im Paradiese sein!«
44 ୪୪ ସେବେଲେ ଆଡ୍‌ବେଲା ଅଇରଇଲା । ଆରି ବେଲର୍‌ ଉଜଲ୍‌ ଜାଉଁଲିଜାଇକରି, ତିନ୍‌ ଗଁଟା ଜାକ ଗୁଲାଇ ଦେସ୍‌ ଆନ୍ଦାର୍‌ ଅଇଗାଲା
Es war nunmehr um die sechste Stunde: da kam eine Finsternis über das ganze Land bis zur neunten Stunde,
45 ୪୫ ଆରି ଏଦେ ଦେକା! ମନ୍ଦିରର୍‌ ସୁକଲ୍‌ ଜାଗା, ବିନେ କର୍‌ବା ପାର୍‌ଦା ମଜାଇ ଦୁଇପଡା ଅଇ ଚିରିଅଇଲା ।
indem die Sonne ihren Schein verlor; und der Vorhang im Tempel riß mitten entzwei.
46 ୪୬ ଆରି ଜିସୁ ଆଉଲିଅଇ କଇଲା, “ଏ ବାବା, ମର୍‌ ଆତ୍‌ମା ତକେ ସର୍‌ପିଦେଲିନି ।” ଏତ୍‌କି କଉ କଉ ତାର୍‌ ଜିବନ୍‌ ଚାଡିଗାଲା ।
Da rief Jesus mit lauter Stimme die Worte aus: »Vater, in deine Hände befehle ich meinen Geist!«, und nach diesen Worten verschied er.
47 ୪୭ ରମିୟ ସନିଅମନର୍‌ ସେନାପତି ଏ ଗଟ୍‍ନା ଦେକି, ପର୍‌ମେସରର୍‌ ମଇମା କରି କଇଲା, “ସତଇସେ ଏ ଗଟେକ୍‌ ଦରମ୍‌ ଲକ୍‌ ରଇଲା ।”
Als nun der Hauptmann sah, was geschehen war, pries er Gott und sagte: »Dieser Mann ist wirklich ein Gerechter gewesen!«
48 ୪୮ ଆରି ଜନ୍‌ ଲକ୍‌ମନ୍‌ ଏ ଗଟ୍‍ନା ଦେକ୍‌ବାକେ ରୁଣ୍ଡିରଇଲାଇ ସେମନ୍‌ ସେଟା ସବୁ ଦେକି ଦୁକ୍‌କରି ବୁକେ ମାରିଅଇ ଗରେ ବାଅଡ୍‌ଲାଇ ।
Und die ganze Volksmenge, die zu diesem Schauspiel zusammengekommen war und alles sah, was sich zugetragen hatte, schlug sich an die Brust und kehrte heim.
49 ୪୯ ମାତର୍‌ ଜିସୁର୍‌ ଚିନାର୍‌ଜାନାର୍‌ ଲକ୍‌ମନ୍‌ ଆରି ଗାଲିଲିଅନି ଆସି ତାର୍‌ ପଚ୍‌ପଚ୍‌ ଆଇତେରଇବା ମାଇଜିମନ୍‌ ଦୁରିକେ ଟିଆଅଇ ଏ ସବୁ ଦେକ୍‌ତେ ରଇଲାଇ ।
Alle seine Bekannten aber standen von ferne, auch die Frauen, die ihm aus Galiläa nachgefolgt waren und dies alles mit ansahen.
50 ୫୦ ଆରି ଦେକା, ଆରାମାତିଆ ଗଡର୍‌ ଜିଉଦିମନର୍‌ ନେତା ଜସେପ୍‌ ନାଉଁର୍‌ ଗଟେକ୍‌ ଦରମ୍‌ ଆରି ମର୍‌ଜିତାର୍‌ ଲକ୍‌ ରଇଲା । ସେ ପର୍‌ମେସରର୍‌ ରାଇଜ୍‌ ଆସ ବଲି ଜାଗିରଇଲା ।
Und siehe, ein Mann namens Joseph, der ein Mitglied des Hohen Rates war, ein guter und gerechter Mann –
51 ୫୧ ମାତର୍‌ ଆରାମାତିଆ ଗାଉଁର୍‌ ସେ ଲକ୍‌ ବଡ୍‌ସବାର୍‌ ଗଟେକ୍‌ ମେମର୍‌ ରଇଲେ ମିସା, ସେମନର୍‌ ନିଆଇ ଆରି କାମ୍‌ ସଙ୍ଗ୍‌ ରାଜିଅଇ ନ ରଇଲା । ଆରି ପର୍‌ମେସରର୍‌ ରାଇଜ୍‌ ଜାଗ୍‌ତେରଇଲା ।
er war mit ihrem Beschluß und ihrer Handlungsweise nicht einverstanden gewesen – aus der jüdischen Stadt Arimathäa, der auf das Reich Gottes wartete:
52 ୫୨ ସେ ପିଲାତର୍‌ ଲଗେ ଜାଇ ଜିସୁର୍‌ ମଲା ମଡ୍‌ ମାଙ୍ଗ୍‌ଲା ।
dieser ging zu Pilatus und bat ihn um den Leichnam Jesu.
53 ୫୩ ଜିସୁର୍‌ ମଡ୍‌ କୁର୍‌ସେଅନି ଉତ୍‌ରାଇ ଉଲ୍‌ଉଲା ପଚିଆଇ ଗୁଡିଆଇକରି ଜେନ୍ତିକି କେବେ କାକେ ନ ସଙ୍ଗଇରଇଲା, ଗଟେକ୍‌ ରାଙ୍ଗ୍‌ନି କାଟି ତିଆର୍‌କରି ରଇଲା ପାଆରେ ନେଇ ସଙ୍ଗଇଲାଇ ।
Dann nahm er ihn (vom Kreuz) herab, wickelte ihn in feine Leinwand und legte ihn in ein Grab, das in den Felsen gehauen und in welchem bisher noch niemand beigesetzt worden war.
54 ୫୪ ସେ ଦିନ୍‌ ବିସ୍‌ରାମ୍‌ବାର୍‌ ଦିନ୍‌ ନ ଅଇରଇଲା, ସେ ଦିନ୍‍ କେଟି ଆଇତେରଇଲା ।
Es war aber der Rüsttag, und der Sabbat wollte anbrechen.
55 ୫୫ ଆରି ଗାଲିଲିଅନି ଜିସୁର୍‌ ସଙ୍ଗ୍‌ ରଇଲା ମାଇଜିମନ୍‌ ଜସେପର୍‌ ସଙ୍ଗ୍‌ ଜାଇକରି ପାଆର୍‌ ବିତ୍‌ରେ ଜିସୁର୍‌ ଗାଗଡ୍‌ କେନ୍ତି ସଙ୍ଗଇଲା ଆଚେ ବଲି ଦେକ୍‌ଲାଇ ।
Die Frauen aber, die ihn aus Galiläa begleitet hatten, waren mitgegangen und hatten sich das Grab und die Beisetzung seines Leichnams angesehen.
56 ୫୬ ସେମନ୍‌ ବାଉଡିଜାଇ ବାସ୍‌ନା ଚିକନ୍‌ ଆରି ବାସ୍‌ନା ଦିନ୍‌ସୁ ତିଆର୍‌ କର୍‌ତେ ରଇଲାଇ । ସେ କାମ୍‌ ସାର୍‌ବାକେ ବିସ୍‌ରାମ୍‌ଦିନ୍‌ କେଟ୍‌ଲା । ଆରି ସେ ଦିନେ ମସାର୍‌ ନିୟମ୍‌ ଇସାବେ, ସେମନ୍‌ ବିସ୍‌ରାମ୍‌ କଲାଇ ।
Nachdem sie hierauf (in die Stadt) zurückgekehrt waren, besorgten sie wohlriechende Stoffe und Salben und brachten dann den Sabbat nach der Vorschrift des Gesetzes in der Stille zu.

< ଲୁକ୍‌ 23 >