< ଲୁକ୍ 23 >
1 ୧ ତାର୍ ପଚେ ବିଚାର୍ କର୍ବା ବଡ୍ ସବାର୍ ଜାଗାଇ ବସିରଇଲା ସବୁ ଲକ୍ମନ୍ ଉଟିକରି ଜିସୁକେ ପିଲାତର୍ ଲଗେ ଦାରିଗାଲାଇ ।
Nun erhob sich die ganze Versammlung und führte Jesus zu Pilatus.
2 ୨ ସେ ଲକ୍ମନ୍ ଜିସୁକେ ନିନ୍ଦା କରି ଏନ୍ତି କଇବାର୍ ବସ୍ଲାଇ, “ଏ ଲକ୍ ଆମର୍ ଲକ୍ମନ୍କେ ବୁଲ୍ ସିକିଆ ଦେଇତେ ରଇଲା ଆରି କାଇସର୍ ସମ୍ରାଟ୍କେ ସିସ୍ତୁ ଦିଆସ୍ ନାଇ ବଲି ସିକାଇଲା ବେଲେ ତାକେ ଦାର୍ଲୁ । ଆରି ସେ ନିଜ୍କେ ମୁଇ ପର୍ମେସର୍ ବାଚି ପାଟାଇଲା ରାଜା କିରିସ୍ଟ ବଲି କଇଲାନି ।”
Dort begannen sie ihn zu verklagen. "Diesen Menschen", so sprachen sie, "haben wir entlarvt als einen Verführer unseres Volkes: er verbietet ihm, dem Kaiser Steuern zu zahlen, und gibt sich für den Messiaskönig aus."
3 ୩ ସେଟାର୍ ପାଇ ପିଲାତ୍ ଜିସୁକେ ପାଚାର୍ଲା, “ତୁଇ କାଇ ଜିଉଦି ଲକ୍ମନର୍ ରାଜା କି?” ଜିସୁ ତାକେ କଇଲା, “ତମେତା କଇଲାସ୍ନି ।”
Da fragte ihn Pilatus: "Bist du der Juden König?" Er antwortete ihm: "Ja, ich bin's."
4 ୪ ତାର୍ ପଚେ ପିଲାତ୍ ମୁକିଅ ପୁଜାରିମନ୍କେ ଆରି ତେଇ ରଇଲା ସବୁ ଲକ୍ମନ୍କେ କଇଲା, “ମୁଇ ଏ ଲକ୍ ଦସି ବଲି କାଇ ବୁଲ୍ ଦେକି ନାଇ ।”
Darauf sprach Pilatus zu den Hohenpriestern und dem Volk: "Ich finde keine Schuld an diesem Menschen."
5 ୫ ମାତର୍ ସେମନ୍ ତର୍କେତର୍ ଆଉଲିଅଇ କଇଲାଇ, “ତାର୍ ସିକିଆର୍ ଲାଗି ସେ ଜିଉଦାର୍ ସବୁବାଟର୍ ଲକ୍ମନର୍ ବିତ୍ରେ କଲି ଲାଗାଇଲାନି । ସେଟା, ସେ ଗାଲିଲିତେଇ ଆରାମ୍ କରି, ଏବେ ଇତି ଜାକ ଆଇଲା ଆଚେ ।”
Sie aber behaupteten noch entschiedener: "Er wiegelt das Volk in ganz Judäa mit seiner Lehre auf. In Galiläa hat er damit begonnen, und nun ist er auch hierher gekommen!"
6 ୬ ଏ କାତା ସୁନି ପିଲାତ୍ ଲକ୍ମନ୍କେ ପାଚାର୍ଲା, “ଏଟା ଗଟେକ୍ ଗାଲିଲି ଦେସର୍ ଲକ୍ କି?”
Als Pilatus das hörte, fragte er, ob der Mann aus Galiläa wäre.
7 ୭ ପିଲାତ୍ ଜିସୁକେ ଗାଲିଲି ଦେସର୍ ଲକ୍ ବଲି ଜାନି, ତାକେ ଗାଲିଲି ଦେସ୍ ସାସନ୍ କର୍ବା ଏରଦର୍ଲଗେ ପାଟାଇ ଦେଲା । କାଇକେ ବଇଲେ, ସେ ବେଲେ ଏରଦ୍ ମିସା ଜିରୁସାଲମେ ରଇଲା ।
Wie er nun erfuhr, daß er ein Untertan des Herodes sei, schickte er ihn zu diesem, der sich damals auch in Jerusalem aufhielt.
8 ୮ ଏରଦ୍ ଜିସୁକେ ଦେକି କରି ବେସି ସାର୍ଦା ଅଇଲା । କାଇକେ ବଇଲେ ଜିସୁର୍ ବିସଇ ଆଗ୍ତୁ ସୁନି ରଇଲା ଆରି ତାର୍ ମୁଆଟେ କାବା ଅଇଜିବା କାମ୍ ଦେକ୍ବାକେ ମନ୍ କର୍ତେରଇଲା ।
Für Herodes war es eine große Freude, Jesus zu sehen. Denn es war schon lange sein Wunsch gewesen, ihn kennenzulernen, weil er viel von ihm gehört hatte. Er hoffte auch, Jesus würde ein Wunderzeichen vor ihm tun.
9 ୯ ସେଟାର୍ ପାଇ ଏରଦ୍ ତାକେ କାଇ କାଇ ବିସଇ ପାଚାର୍ବାର୍ ଦାର୍ଲା । ମାତର୍ ଜିସୁ ତାକେ କାଇବଲି ମିସା କଏ ନାଇ ।
Er fragte ihn um vielerlei; doch Jesus gab ihm keine Antwort.
10 ୧୦ ସେଡିକି ବେଲେ ତେଇ ଟିଆଅଇରଇଲା ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଉମନ୍ ସବୁ ମିସି କରି ଜିସୁର୍ ବିରୁଦେ ଆଉଲିଅଇ କଇବାର୍ ଦାର୍ଲାଇ ।
Die Hohenpriester und die Schriftgelehrten waren dabei zugegen und verklagten ihn in einem fort.
11 ୧୧ ଏରଦ୍ ଆରି ତାର୍ ସନିଅମନ୍ ଜିସୁକେ କିଜାଇଲାଇ ଆରି ନିନ୍ଦା କଲାଇ । ଜିସୁକେ ରାଜାମନ୍ ପିନ୍ଦ୍ବା ନିମାନ୍ ପଚିଆ ପିନ୍ଦାଇ ପିଲାତ୍ଟାନେ ପାଟାଇ ଦେଲାଇ ।
Herodes aber mit seiner Leibwache verlachte und verhöhnte ihn; dann schickte er ihn, mit einem prächtigen Gewand bekleidet, zu Pilatus zurück.
12 ୧୨ ସେ ଦିନେଅନି ପିଲାତ୍ ଆରି ଏରଦ୍ ମଇତର୍ ଅଇଲାଇ । ତାର୍ ଆଗ୍ତୁ ସେମନ୍ ଦୁଇ ଲକ୍ ସତ୍ରୁ ଅଇରଇଲାଇ ।
An dem Tag wurden Herodes und Pilatus Freunde; denn vorher lebten sie in Feindschaft miteinander.
13 ୧୩ ତାର୍ପଚେ ପିଲାତ୍ ମୁକିଅ ପୁଜାରିମନ୍କେ, ନେତାମନ୍କେ ଆରି ସବୁ ଲକ୍ମନ୍କେ ଗଟେକ୍ଟାନେ ରୁଣ୍ଡାଇକରି ସେମନ୍କେ କଇଲା,
Pilatus berief nun die Hohenpriester, die Mitglieder des Hohen Rates und das Volk
14 ୧୪ ଏ ଲକ୍ ଲକ୍ମନ୍କେ ସର୍କାରର୍ ବିରୁଦେ ବୁଲ୍ ସିକିଆ ଦେଲାନି ବଲି ମର୍ ଲଗେ ଆନିଆଚାସ୍ । ଆରି ଦେକା ମୁଇ ତମର୍ ମୁଆଟେ ତାକେ ପରିକା କଲି, ତାର୍ ବିରଦେ ତମେ ସବୁଲକ୍ ନିନ୍ଦାକଲାଟା ମିଲେନାଇ ।
und sprach zu ihnen: "Ihr habt mir diesen Mann vorgeführt, weil er das Volk verhetze. Nun, ihr seht, ich habe ihn in eurer Gegenwart verhört; aber ich kann an diesem Mann keine Spur der Schuld entdecken, die ihr ihm zur Last legt.
15 ୧୫ ଏରଦ୍ ମିସା ତାର୍ଟାନେ କାଇ ବୁଲ୍କଲାଟା ନ ଦେକି ଆମ୍କେ ବାଉଡାଇଦେଲା ଆଚେ । ଏ ଲକ୍ ମରନ୍ ଡଣ୍ଡ୍ ପାଇବାପାରା ବୁଲ୍ କାମ୍ କରେ ନାଇ ।
Auch Herodes nicht; denn er hat ihn uns zurückgesandt. Ihr seht also: er hat kein todeswürdiges Verbrechen begangen.
16 ୧୬ ସେଟାର୍ପାଇ ମୁଇ ଆକେ କର୍ଡା ମାଡ୍ ମାରିକରି ଚାଡିଦେବି ।
Darum will ich ihn geißeln lassen und dann in Freiheit setzen."
17 ୧୭ ଆରି ଦେକା ସବୁ ବର୍ସେ ରକିଆ ପାଇବା ପରବ୍ ବେଲାଇ ଜିଉଦି ଜାତିକେ ସନ୍ମାନ୍ ଦେବାକେ ଗଟେକ୍ ବନ୍ଦିକେ ମୁକ୍ଲାଇ ଦେବା ନିୟମ୍ ରଇଲା ।
18 ୧୮ ମାତର୍ ସବୁଲକ୍ମନ୍ ଆଉଲିଅଇ କଇଲାଇ, “ଆକେ ମରାଆ ଆରି ଆମର୍ ପାଇ ବାର୍ବାକେ ଚାଡିଦିଆସ୍ ।”
Da schrien sie allesamt: "Weg mit diesem Menschen! Gib uns Barabbas los!"
19 ୧୯ ଏ ବାର୍ବା ବଲ୍ବା ଲକ୍, ସର୍କାରର୍ ବିରଦେ ବୁଲ୍ କରିରଇଲା ଆରି ଗଟେକ୍ ଲକ୍କେ ମାରି ରଇଲା । ସେଟାର୍ପାଇ ତାକେ ବନ୍ଦି କରିରଇଲାଇ ।
- Der lag wegen Mordes, den er bei einem Aufruhr in der Stadt begangen hatte, im Gefängnis. —
20 ୨୦ ମାତର୍ ପିଲାତ୍ ଜିସୁକେ ଚାଡିଦେବାକେ ମନ୍କରି ତାର୍ ଲଗେ କାଇ ବୁଲ୍କଲାଟା ଡିସେନାଇ ବଲି ସେମନ୍କେ ତର୍କେ ତର୍ ବୁଜାଇଲା ।
Da richtete Pilatus zum zweitenmal das Wort an sie, weil er Jesus gern freigeben wollte.
21 ୨୧ ମାତର୍ ଲକ୍ମନ୍ ବେସି ଆଉଲି ଅଇ, “ତାକେ କୁର୍ସେ ଚଗାଇ ମରାଆ! ତାକେ କୁର୍ସେ ଚଗାଇ ମରାଆ!”
Sie aber riefen: "Ans Kreuz, ans Kreuz mit ihm!"
22 ୨୨ ତାର୍ପଚେ ପିଲାତ୍ ସେମନ୍କେ ଆଗେ ଦୁଇତର୍ ପାଚାର୍ଲାଟା ଚାଡି ଆରିତରେକ୍ ସମାନ୍ଟାସେ କଇଲା, “କାଇକେ? ସେ କାଇ ବୁଲ୍ କଲାଆଚେ ଜେ? ତାର୍ଟାନେ କାଇମିସା ମରନ୍ ପାଇବା ଡଣ୍ଡ୍ ଏତ୍କି ଦସ୍ ମିଲେ ନାଇ । ଏନ୍ତି ବଇଲେ ମିସା ତାକେ କର୍ଡା ମାଡ୍ ମାରି ଚାଡି ଦେବି ।”
Nun fragte er sie zum drittenmal: "Was hat denn dieser Mann verbrochen? Ich habe nichts Todeswürdiges an ihm entdecken können. Darum will ich ihn geißeln lassen und dann in Freiheit setzen."
23 ୨୩ ମାତର୍ ଲକ୍ମନ୍ ଆରି ବେସି ଆଉଲିଅଇ ତର୍କେ ତର୍ “ତାକେ କୁର୍ସେ ଚଗାଇ ମରାଆ!” ବଲି ବାଦିଅ କଲାଇ । ସାରାସାରି ପଚେ ସେମନ୍ ଆଉଲିଅଇଲାଟା ଜିତ୍ଲା ।
Sie aber bestürmten ihn mit lautem Geschrei und verlangten, er solle gekreuzigt werden. Und ihr Geschrei drang durch:
24 ୨୪ ତାର୍ ପଚେ ପିଲାତ୍ ଲକ୍ମନର୍ ଜାଇଟା କର୍ବାକେ ମନ୍ କଲାଇ, ସେ ଇସାବେ ଜିସୁକେ ମରନର୍ ଡଣ୍ଡ୍ ଦେବାକେ ରାଜି ଅଇଲା ।
Pilatus entschied zuletzt, ihr Verlangen solle erfüllt werden.
25 ୨୫ ପଚେ ପିଲାତ୍ ଲକ୍ମନର୍ କଇବା ଇସାବେ, ବାର୍ବା ନାଉଁର୍ ଲକ୍ ଜେ କି, ଆଗ୍ତୁ ଗଟେକ୍ ଲକ୍କେ ମରାଇରଇଲା ଆରି ସର୍କାରର୍ ବିରୁଦେ ବୁଲ୍କାମ୍ କରି ବନ୍ଦି ଅଇରଇଲା, ତାକେ ମୁକ୍ଲାଇଲା । ଜିସୁକେ ତାକର୍ ମନ୍କଲା ଇସାବେ ଡଣ୍ଡ୍ ଦେବାକେ ସର୍ପିଦେଲା ।
So entließ er, wie sie's wünschten, den Mann, der wegen eines Aufruhrs und Mordes im Gefängnis lag; Jesus aber gab er ihrem Willen preis.
26 ୨୬ ସନିଅମନ୍ ଜିସୁକେ ଦାରିଜିବା ବେଲେ କୁରିଣିୟ ସିମନ୍ ନାଉଁର୍ ଲକ୍କେ ବେଟ୍ପାଇଲାଇ । ଜେ କି ଗାଏଁଅନି ଜିରୁସାଲାମେ ଆଇତେରଇଲା । ତାକେ ଅଟ୍କାଇକରି ଜିସୁ ବଇଲା କୁର୍ସ ଲାଦିଦେଲାଇ ଆରି ତାର୍ ପଚେ ଜିବାକେ ବାଦିଅ କଲାଇ ।
Als sie ihn dann zur Richtstatt führten, trafen sie einen gewissen Simon, einen Mann aus Kyrene, der von einem Dorf zurückkam; dem legten sie das Kreuz auf seine Schulter, damit er es Jesus nachtrage.
27 ୨୭ ଆରି ବେସି ଲକ୍ମନ୍ ଜିସୁର୍ ପଚେ ପଚେ ଜାଇତେ ରଇଲାଇ । ତେଇ କେତେଟା ବୁକେ ପିଟିଅଇ କାନ୍ଦ୍ବା ମାଇଜିମନ୍ ମିସା ରଇଲାଇ ।
Es folgte ihm aber eine große Menge Volks, auch viele Frauen, die um ihn trauerten und klagten.
28 ୨୮ ମାତର୍ ଜିସୁ ସେମନର୍ ବାଟେ ପାସ୍ଲିକରି କଇଲା, ଏ ଜିରୁସାଲମ୍ ଗଡର୍ ମାଇଜିମନ୍, ମର୍ପାଇ କାନ୍ଦା ନାଇ । ମାତର୍ ନିଜର୍ ପାଇ ଆରି ନିଜର୍ ପିଲାମନର୍ ପାଇ କାନ୍ଦା ।
Da wandte sich Jesus um zu ihnen und sprach: "Ihr Töchter von Jerusalem, weint nicht über mich; weint vielmehr über euch und über eure Kinder!
29 ୨୯ କାଇକେବଇଲେ ଦେକା “ଜନ୍ ମାଇଜି ବାଞ୍ଜି ଆରି କେବେ ମିସା ଗାଗ୍ଡେ ନ ଅଇକରି ଆଚତ୍, ଆରି ଜେ କି କେବେ ମିସା ଦୁଦ୍ କୁଆଏ ନାଇ, ସେମନ୍ କେଡେକ୍ ନିକ କରମର୍ ଲକ୍!” ବଲି କଇବା ଦିନ୍ ଆଇଲାନି ।
Denn wißt: es kommen Tage, da man sagen wird: 'Glücklich sind die Kinderlosen: glücklich sind die Leiber, die nicht geboren, und die Brüste, die nicht genährt haben!'
30 ୩୦ ସେବେଲାଇ ଲକ୍ମନ୍ ଡଙ୍ଗର୍ମନ୍କେ କଇବାର୍ ଦାର୍ବାଇ, ଆମର୍ ଉପ୍ରେ ଅଦ୍ରି ଦିଆସ୍ । କୁପ୍ଲିମନ୍କେ କଇବାର୍ ଦାର୍ବାଇ, ଆମ୍କେ ତପିଦିଆସ୍ ।
Dann wird man zu den Bergen sagen: 'Fallt über uns!' und zu den Hügeln: 'Begrabt uns!'
31 ୩୧ କାଇକେ ବଇଲେ ଗଚ୍ କାଁଚାପତ୍ରିଆ ରଇଲା ବେଲେ, ଜଦି ଏ ସବୁ ଗଟ୍ନା ଗଟ୍ଲାନି ବଇଲେ ସେଟା ସୁକିଗାଲେ ଆରି କାଇଟା ଅଇସି ।
Denn wenn das grüne Holz schon so behandelt wird, was wird da erst dem dürren widerfahren?"
32 ୩୨ ଜିସୁର୍ ସଙ୍ଗ୍ ଆରି ଦୁଇଟା ବଡ୍ ବୁଲ୍ କରିରଇବା ଲକ୍ମନ୍କେ ମିସା ମରାଇବାକେ ନେଲାଇ ।
Es wurden auch noch zwei Verbrecher mit ihm zur Hinrichtung geführt.
33 ୩୩ ଆରି ସେମନ୍ କପ୍ରି ନାଉଁର୍ ଗଟେକ୍ ଜାଗାଇ କେଟିକରି ଜିସୁକେ ଆରି ଚର୍ମନ୍କେ, ତାର୍ ଡେବ୍ରି ବାଟେ ଗଟେକ୍ ଲକ୍କେ ଆରି ଉଜାବାଟେ ଗଟେକ୍ ଲକ୍କେ ଆତେ, ପାଦେ କୁଟିମାରି ଟେକିଦେଲାଇ ।
Sie kamen dann an den Ort, der den Namen Schädelstätte trägt. Dort kreuzigten sie ihn und die Verbrecher, den einen zu seiner Rechten, den anderen zu seiner Linken.
34 ୩୪ ସେବେଲା ଜିସୁ କଇଲା, “ଏ ବାବା ଏମନ୍କେ କେମା କରିଦିଆସ୍, କାଇକେ ବଇଲେ ଏମନ୍ କାଇଟା କଲାଇନି ସେଟା ନାଜାନତ୍ ।” ସେମନ୍ ଜିସୁର୍ ପଚିଆ ନେଇ କାକେ ମିଲ୍ସି ବଲି କେଡ୍ ପୁଟାଇଲାଇ ।
Da sprach Jesus: "Vater, vergib ihnen; denn sie wissen nicht, was sie tun!" Dann verteilten sie seine Kleider unter sich, indem sie das Los darüber warfen.
35 ୩୫ ସବୁ ଲକ୍ମନ୍ ଟିଆଅଇ ଦେକ୍ବାବେଲେ ଜିଉଦି ନେତାମନ୍ ଜିସୁକେ କିଜାଇକରି ଆଁସ୍ଲାଇ ଆରି କଇଲାଇ “ସେ ବିନ୍ଲକ୍ମନ୍କେ ରକିଆ କଲା, ଜଦି ତୁଇ ପର୍ମେସର୍ ବାଚିପାଟାଇଲା କିରିସ୍ଟ ବଇଲେ ନିଜ୍କେ ରକିଆ କର ।”
Das Volk stand dabei und schaute zu. Die Mitglieder des Hohen Rates aber verhöhnten ihn und sprachen: "Anderen hat er geholfen; er rette sich nun selbst, wenn er der Gesalbte Gottes ist, der Auserwählte!"
36 ୩୬ ଆରି ସନିଅମନ୍ ଜିସୁର୍ ଲଗେ ଆସିକରି ତାକେ ଗନ୍ଦ୍ବା ରସ୍ ଦେଇ କିଜାଇକରି କଇଲାଇ, ।
Auch die Soldaten trieben ihren Spott mit ihm: sie traten hinzu, boten ihm Essig an
37 ୩୭ “ତୁଇ ଜଦି ଜିଉଦି ଲକ୍ମନର୍ ରାଜା, ନିଜ୍କେ ରକିଆ କର୍ ।”
und sagten: "Bist du der Juden König, so hilf dir selbst!"
38 ୩୮ ଆରି ତାର୍ କୁର୍ସର୍ ଟିପେ ଏଟା ଜିଉଦିମନର୍ ରାଜା, ବଲି ଲେକି ଅଲାଇଦେଲାଇ ।
Es stand auch über seinem Haupt eine Inschrift mit griechischen, lateinischen und hebräischen Buchstaben; die lautete: Dies ist der Juden König.
39 ୩୯ ତେଇ ବଡ୍ ବୁଲ୍ କରି କୁର୍ସେ ଚଗାଇଅଇରଇବା ଗଟେକ୍ ଲକ୍ ଜିସୁକେ ନିନ୍ଦା କରି କଇଲା, “ତୁଇ ଜଦି ପର୍ମେସର ବାଚି ପାଟାଇଲା କିରିସ୍ଟ ରାଜା ଜିସୁ ବଇଲେ, ନିଜ୍କେ ରକିଆ କରି ଆମ୍କେ ମିସା ରକିଆ କର୍ ।”
Auch einer der gehenkten Verbrecher schmähte ihn: "Bist du nicht der Messias? So hilf dir selbst und uns!"
40 ୪୦ ମାତର୍ ଆରି ଗଟେକ୍ ଲକ୍ ତାକେ ଦମ୍କାଇ କରି କଇଲା, “ତୁଇ କାଇ ପର୍ମେସର୍କେ ଡରୁସ୍ ନାଇ କି? ତୁଇ ମିସା ତାର୍ପାରା ସମାନ୍ ଡଣ୍ଡ୍ ପାଇଲୁସ୍ନି କି ନାଇ?
Der andere aber wies ihn zurecht und sprach: "Hast du denn keine Furcht vor Gott? Du leidest doch dieselbe Strafe.
41 ୪୧ ଆରି ଆମେ ବୁଲ୍କରି ନିୟମ୍ ଇସାବେ ଡଣ୍ଡ୍ ପାଇଲୁନି । ମାତର୍ ସେତା କାଇ ବୁଲ୍ କରେ ନାଇ ।”
Uns trifft sie mit vollem Recht, denn wir empfangen nur den Lohn für unsere Taten. Dieser aber hat nichts Ungehöriges getan."
42 ୪୨ ଆରି ସେ ଜିସୁକେ, “ଏ ଜିସୁ, ତୁଇ ନିଜର୍ ରାଇଜେ ରାଜା ଅଇ ଆଇଲେ ମକେ ଏତାଆ ।”
Dann fuhr er fort: "Jesus, gedenke mein, wenn du in deiner Königsherrschaft kommst!"
43 ୪୩ ଜିସୁ ତାକେ କଇଲା, “ମୁଇ ତକେ ସତ୍ କଇଲିନି, ଆଜିସେ ତୁଇ ମର୍ସଙ୍ଗ୍ ପାରଦେସେ ରଇସୁ ।”
Jesus sprach zu ihm: "Wahrlich, ich sage dir: Heute noch sollst du mit mir im Paradies sein!"
44 ୪୪ ସେବେଲେ ଆଡ୍ବେଲା ଅଇରଇଲା । ଆରି ବେଲର୍ ଉଜଲ୍ ଜାଉଁଲିଜାଇକରି, ତିନ୍ ଗଁଟା ଜାକ ଗୁଲାଇ ଦେସ୍ ଆନ୍ଦାର୍ ଅଇଗାଲା
Es war etwa um die sechste Stunde; da bedeckte Finsternis die ganze Gegend bis zu der neunten Stunde.
45 ୪୫ ଆରି ଏଦେ ଦେକା! ମନ୍ଦିରର୍ ସୁକଲ୍ ଜାଗା, ବିନେ କର୍ବା ପାର୍ଦା ମଜାଇ ଦୁଇପଡା ଅଇ ଚିରିଅଇଲା ।
Die Sonne verlor ihren Schein, und der Tempelvorhang riß mitten entzwei.
46 ୪୬ ଆରି ଜିସୁ ଆଉଲିଅଇ କଇଲା, “ଏ ବାବା, ମର୍ ଆତ୍ମା ତକେ ସର୍ପିଦେଲିନି ।” ଏତ୍କି କଉ କଉ ତାର୍ ଜିବନ୍ ଚାଡିଗାଲା ।
Da rief Jesus mit lauter Stimme: "Vater, in deine Hände befehle ich meinen Geist!" Mit diesen Worten verschied er.
47 ୪୭ ରମିୟ ସନିଅମନର୍ ସେନାପତି ଏ ଗଟ୍ନା ଦେକି, ପର୍ମେସରର୍ ମଇମା କରି କଇଲା, “ସତଇସେ ଏ ଗଟେକ୍ ଦରମ୍ ଲକ୍ ରଇଲା ।”
Der Hauptmann aber, der von diesem Vorgang Zeuge war, gab Gott die Ehre mit dem Bekenntnis: "Dieser Mann ist wirklich ohne Schuld gewesen!"
48 ୪୮ ଆରି ଜନ୍ ଲକ୍ମନ୍ ଏ ଗଟ୍ନା ଦେକ୍ବାକେ ରୁଣ୍ଡିରଇଲାଇ ସେମନ୍ ସେଟା ସବୁ ଦେକି ଦୁକ୍କରି ବୁକେ ମାରିଅଇ ଗରେ ବାଅଡ୍ଲାଇ ।
Und all die vielen Leute, die zu diesem Schauspiel herbeigekommen waren und sahen, was sich zutrug, schlugen sich an die Brust und kehrten in die Stadt zurück.
49 ୪୯ ମାତର୍ ଜିସୁର୍ ଚିନାର୍ଜାନାର୍ ଲକ୍ମନ୍ ଆରି ଗାଲିଲିଅନି ଆସି ତାର୍ ପଚ୍ପଚ୍ ଆଇତେରଇବା ମାଇଜିମନ୍ ଦୁରିକେ ଟିଆଅଇ ଏ ସବୁ ଦେକ୍ତେ ରଇଲାଇ ।
Alle seine Bekannten, auch Frauen, die ihn von Galiläa her begleitet hatten, standen von ferne und sahen dies mit an.
50 ୫୦ ଆରି ଦେକା, ଆରାମାତିଆ ଗଡର୍ ଜିଉଦିମନର୍ ନେତା ଜସେପ୍ ନାଉଁର୍ ଗଟେକ୍ ଦରମ୍ ଆରି ମର୍ଜିତାର୍ ଲକ୍ ରଇଲା । ସେ ପର୍ମେସରର୍ ରାଇଜ୍ ଆସ ବଲି ଜାଗିରଇଲା ।
Nun war im Hohen Rat ein Mitglied namens Josef, ein trefflicher, gerechter Mann,
51 ୫୧ ମାତର୍ ଆରାମାତିଆ ଗାଉଁର୍ ସେ ଲକ୍ ବଡ୍ସବାର୍ ଗଟେକ୍ ମେମର୍ ରଇଲେ ମିସା, ସେମନର୍ ନିଆଇ ଆରି କାମ୍ ସଙ୍ଗ୍ ରାଜିଅଇ ନ ରଇଲା । ଆରି ପର୍ମେସରର୍ ରାଇଜ୍ ଜାଗ୍ତେରଇଲା ।
der dem Beschluß und der Handlungsweise der übrigen nicht zugestimmt hatte. Er war gebürtig aus der jüdischen Stadt Arimathäa und wartete auf Gottes Königreich.
52 ୫୨ ସେ ପିଲାତର୍ ଲଗେ ଜାଇ ଜିସୁର୍ ମଲା ମଡ୍ ମାଙ୍ଗ୍ଲା ।
Der ging zu Pilatus und bat ihn um Jesu Leichnam.
53 ୫୩ ଜିସୁର୍ ମଡ୍ କୁର୍ସେଅନି ଉତ୍ରାଇ ଉଲ୍ଉଲା ପଚିଆଇ ଗୁଡିଆଇକରି ଜେନ୍ତିକି କେବେ କାକେ ନ ସଙ୍ଗଇରଇଲା, ଗଟେକ୍ ରାଙ୍ଗ୍ନି କାଟି ତିଆର୍କରି ରଇଲା ପାଆରେ ନେଇ ସଙ୍ଗଇଲାଇ ।
Dann ließ er ihn vom Kreuz herabnehmen, in feine Leinwand wickeln und in ein in Stein gehauenes Grab legen, worin noch niemand bestattet war.
54 ୫୪ ସେ ଦିନ୍ ବିସ୍ରାମ୍ବାର୍ ଦିନ୍ ନ ଅଇରଇଲା, ସେ ଦିନ୍ କେଟି ଆଇତେରଇଲା ।
Es war Freitag, und der Sabbat wollte anbrechen.
55 ୫୫ ଆରି ଗାଲିଲିଅନି ଜିସୁର୍ ସଙ୍ଗ୍ ରଇଲା ମାଇଜିମନ୍ ଜସେପର୍ ସଙ୍ଗ୍ ଜାଇକରି ପାଆର୍ ବିତ୍ରେ ଜିସୁର୍ ଗାଗଡ୍ କେନ୍ତି ସଙ୍ଗଇଲା ଆଚେ ବଲି ଦେକ୍ଲାଇ ।
Die Frauen, die mit ihm aus Galiläa gekommen waren, gaben ihm das Geleit. Sie besahen sich das Grab und schauten zu, wie sein Leichnam beigesetzt wurde.
56 ୫୬ ସେମନ୍ ବାଉଡିଜାଇ ବାସ୍ନା ଚିକନ୍ ଆରି ବାସ୍ନା ଦିନ୍ସୁ ତିଆର୍ କର୍ତେ ରଇଲାଇ । ସେ କାମ୍ ସାର୍ବାକେ ବିସ୍ରାମ୍ଦିନ୍ କେଟ୍ଲା । ଆରି ସେ ଦିନେ ମସାର୍ ନିୟମ୍ ଇସାବେ, ସେମନ୍ ବିସ୍ରାମ୍ କଲାଇ ।
Dann kehrten sie in die Stadt zurück und besorgten Gewürzkräuter und Salben. Am Sabbat ruhten sie nach der Gesetzesvorschrift.