< ଲୁକ୍ 23 >
1 ୧ ତାର୍ ପଚେ ବିଚାର୍ କର୍ବା ବଡ୍ ସବାର୍ ଜାଗାଇ ବସିରଇଲା ସବୁ ଲକ୍ମନ୍ ଉଟିକରି ଜିସୁକେ ପିଲାତର୍ ଲଗେ ଦାରିଗାଲାଇ ।
YA todo y linajyanñija mangajulo, ya macone asta as Pilatos.
2 ୨ ସେ ଲକ୍ମନ୍ ଜିସୁକେ ନିନ୍ଦା କରି ଏନ୍ତି କଇବାର୍ ବସ୍ଲାଇ, “ଏ ଲକ୍ ଆମର୍ ଲକ୍ମନ୍କେ ବୁଲ୍ ସିକିଆ ଦେଇତେ ରଇଲା ଆରି କାଇସର୍ ସମ୍ରାଟ୍କେ ସିସ୍ତୁ ଦିଆସ୍ ନାଇ ବଲି ସିକାଇଲା ବେଲେ ତାକେ ଦାର୍ଲୁ । ଆରି ସେ ନିଜ୍କେ ମୁଇ ପର୍ମେସର୍ ବାଚି ପାଟାଇଲା ରାଜା କିରିସ୍ଟ ବଲି କଇଲାନି ।”
Ya matutujon mafaaela ilegñija: Inseda este na taotao na janaquequelache y nasionta, yan mañoñoma na umanae tributo si Sesat, ya ilelegña na güiya si Cristo un ray.
3 ୩ ସେଟାର୍ ପାଇ ପିଲାତ୍ ଜିସୁକେ ପାଚାର୍ଲା, “ତୁଇ କାଇ ଜିଉଦି ଲକ୍ମନର୍ ରାଜା କି?” ଜିସୁ ତାକେ କଇଲା, “ତମେତା କଇଲାସ୍ନି ।”
Ayonae si Pilatos finaesen ilegña: Jago y Ray y Judio sija? ya inepe ya ilegña: Jago umalog.
4 ୪ ତାର୍ ପଚେ ପିଲାତ୍ ମୁକିଅ ପୁଜାରିମନ୍କେ ଆରି ତେଇ ରଇଲା ସବୁ ଲକ୍ମନ୍କେ କଇଲା, “ମୁଇ ଏ ଲକ୍ ଦସି ବଲି କାଇ ବୁଲ୍ ଦେକି ନାଇ ।”
Ya si Pilatos ilegña ni y magas y mamale, yan y linajyan taotao sija: Taya isao jusoda güine na taotao.
5 ୫ ମାତର୍ ସେମନ୍ ତର୍କେତର୍ ଆଉଲିଅଇ କଇଲାଇ, “ତାର୍ ସିକିଆର୍ ଲାଗି ସେ ଜିଉଦାର୍ ସବୁବାଟର୍ ଲକ୍ମନର୍ ବିତ୍ରେ କଲି ଲାଗାଇଲାନି । ସେଟା, ସେ ଗାଲିଲିତେଇ ଆରାମ୍ କରି, ଏବେ ଇତି ଜାକ ଆଇଲା ଆଚେ ।”
Lao sija japotfia, ilegñija: Jaatbororota y taotao sija, mamananagüe guiya Judea todo, jatutujon desde Galilea asta esteja na lugat.
6 ୬ ଏ କାତା ସୁନି ପିଲାତ୍ ଲକ୍ମନ୍କେ ପାଚାର୍ଲା, “ଏଟା ଗଟେକ୍ ଗାଲିଲି ଦେସର୍ ଲକ୍ କି?”
Ya anae jajungog este si Pilatos, mamaesen cao taotao Galilea.
7 ୭ ପିଲାତ୍ ଜିସୁକେ ଗାଲିଲି ଦେସର୍ ଲକ୍ ବଲି ଜାନି, ତାକେ ଗାଲିଲି ଦେସ୍ ସାସନ୍ କର୍ବା ଏରଦର୍ଲଗେ ପାଟାଇ ଦେଲା । କାଇକେ ବଇଲେ, ସେ ବେଲେ ଏରଦ୍ ମିସା ଜିରୁସାଲମେ ରଇଲା ।
Ya anae jatungo na gaegue gui sisiñan Herodes, janamanajanao asta as Herodes, sa estaba güe locue guiya Jerusalem güije sija na jaane.
8 ୮ ଏରଦ୍ ଜିସୁକେ ଦେକି କରି ବେସି ସାର୍ଦା ଅଇଲା । କାଇକେ ବଇଲେ ଜିସୁର୍ ବିସଇ ଆଗ୍ତୁ ସୁନି ରଇଲା ଆରି ତାର୍ ମୁଆଟେ କାବା ଅଇଜିବା କାମ୍ ଦେକ୍ବାକେ ମନ୍ କର୍ତେରଇଲା ।
Ya si Herodes anae jalie si Jesus, ninasenmagof: sa jagasja jadesea na ulie, sa jajujungog guinin güiya, megae na güinaja: ya jananangga na ufanlie guinin güiya y milagro.
9 ୯ ସେଟାର୍ ପାଇ ଏରଦ୍ ତାକେ କାଇ କାଇ ବିସଇ ପାଚାର୍ବାର୍ ଦାର୍ଲା । ମାତର୍ ଜିସୁ ତାକେ କାଇବଲି ମିସା କଏ ନାଇ ।
Ya jafaesen megae na sinangan: lao taya inepe güe.
10 ୧୦ ସେଡିକି ବେଲେ ତେଇ ଟିଆଅଇରଇଲା ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଉମନ୍ ସବୁ ମିସି କରି ଜିସୁର୍ ବିରୁଦେ ଆଉଲିଅଇ କଇବାର୍ ଦାର୍ଲାଇ ।
Yan mangaegue y magas y mamale yan y escribas na manmatatachong ya mafaaela güe fijom.
11 ୧୧ ଏରଦ୍ ଆରି ତାର୍ ସନିଅମନ୍ ଜିସୁକେ କିଜାଇଲାଇ ଆରି ନିନ୍ଦା କଲାଇ । ଜିସୁକେ ରାଜାମନ୍ ପିନ୍ଦ୍ବା ନିମାନ୍ ପଚିଆ ପିନ୍ଦାଇ ପିଲାତ୍ଟାନେ ପାଟାଇ ଦେଲାଇ ।
Lao si Herodes yan y sendaluña, madespresia yan mabotlea, yan manaminagago ni lamlam na magago, ya manatalo guato as Pilatos.
12 ୧୨ ସେ ଦିନେଅନି ପିଲାତ୍ ଆରି ଏରଦ୍ ମଇତର୍ ଅଇଲାଇ । ତାର୍ ଆଗ୍ତୁ ସେମନ୍ ଦୁଇ ଲକ୍ ସତ୍ରୁ ଅଇରଇଲାଇ ।
Ya umamigo si Pilatos yan Herodes güijeja na jaane: sa guinin umachatlie y dos.
13 ୧୩ ତାର୍ପଚେ ପିଲାତ୍ ମୁକିଅ ପୁଜାରିମନ୍କେ, ନେତାମନ୍କେ ଆରି ସବୁ ଲକ୍ମନ୍କେ ଗଟେକ୍ଟାନେ ରୁଣ୍ଡାଇକରି ସେମନ୍କେ କଇଲା,
Ya si Pilatos janaetnon y magas y mamale, yan y magalaje yan y taotao sija,
14 ୧୪ ଏ ଲକ୍ ଲକ୍ମନ୍କେ ସର୍କାରର୍ ବିରୁଦେ ବୁଲ୍ ସିକିଆ ଦେଲାନି ବଲି ମର୍ ଲଗେ ଆନିଆଚାସ୍ । ଆରି ଦେକା ମୁଇ ତମର୍ ମୁଆଟେ ତାକେ ପରିକା କଲି, ତାର୍ ବିରଦେ ତମେ ସବୁଲକ୍ ନିନ୍ଦାକଲାଟା ମିଲେନାଇ ।
Ya ilegña nu sija: Inquene mague guiya guajo este na taotao na janaquequelache y taotao sija; ya, estagüe, na jufaesen gui menanmiyo, ya taya jusoda ni jafa na isao güine na taotao pot y finaaelamimiyo sija.
15 ୧୫ ଏରଦ୍ ମିସା ତାର୍ଟାନେ କାଇ ବୁଲ୍କଲାଟା ନ ଦେକି ଆମ୍କେ ବାଉଡାଇଦେଲା ଆଚେ । ଏ ଲକ୍ ମରନ୍ ଡଣ୍ଡ୍ ପାଇବାପାରା ବୁଲ୍ କାମ୍ କରେ ନାଇ ।
Aje, ni si Herodes: sa junafalag iya güiya, ya, estagüe, ni jafa na ufanmerese na finatae pot y guinin finatinasña.
16 ୧୬ ସେଟାର୍ପାଇ ମୁଇ ଆକେ କର୍ଡା ମାଡ୍ ମାରିକରି ଚାଡିଦେବି ।
Enao mina bae jucastiga ya jusotta.
17 ୧୭ ଆରି ଦେକା ସବୁ ବର୍ସେ ରକିଆ ପାଇବା ପରବ୍ ବେଲାଇ ଜିଉଦି ଜାତିକେ ସନ୍ମାନ୍ ଦେବାକେ ଗଟେକ୍ ବନ୍ଦିକେ ମୁକ୍ଲାଇ ଦେବା ନିୟମ୍ ରଇଲା ।
Ya manesesita na umasotta uno gui guipot.
18 ୧୮ ମାତର୍ ସବୁଲକ୍ମନ୍ ଆଉଲିଅଇ କଇଲାଇ, “ଆକେ ମରାଆ ଆରି ଆମର୍ ପାଇ ବାର୍ବାକେ ଚାଡିଦିଆସ୍ ।”
Ya managang cada uno, ilegñija: Nasuja juyong enao na taotao ya umasotta si Barabas:
19 ୧୯ ଏ ବାର୍ବା ବଲ୍ବା ଲକ୍, ସର୍କାରର୍ ବିରଦେ ବୁଲ୍ କରିରଇଲା ଆରି ଗଟେକ୍ ଲକ୍କେ ମାରି ରଇଲା । ସେଟାର୍ପାଇ ତାକେ ବନ୍ଦି କରିରଇଲାଇ ।
Sa mapreso pot un jatsamiento yan mamuno ni y jafatinas gui siuda.
20 ୨୦ ମାତର୍ ପିଲାତ୍ ଜିସୁକେ ଚାଡିଦେବାକେ ମନ୍କରି ତାର୍ ଲଗେ କାଇ ବୁଲ୍କଲାଟା ଡିସେନାଇ ବଲି ସେମନ୍କେ ତର୍କେ ତର୍ ବୁଜାଇଲା ।
Ya si Pilatos ilegña talo nu sija, Malagomiyo na umasotta si Jesus.
21 ୨୧ ମାତର୍ ଲକ୍ମନ୍ ବେସି ଆଉଲି ଅଇ, “ତାକେ କୁର୍ସେ ଚଗାଇ ମରାଆ! ତାକେ କୁର୍ସେ ଚଗାଇ ମରାଆ!”
Lao managang ilegñija: Atane gui quiluus, atane gui quiluus.
22 ୨୨ ତାର୍ପଚେ ପିଲାତ୍ ସେମନ୍କେ ଆଗେ ଦୁଇତର୍ ପାଚାର୍ଲାଟା ଚାଡି ଆରିତରେକ୍ ସମାନ୍ଟାସେ କଇଲା, “କାଇକେ? ସେ କାଇ ବୁଲ୍ କଲାଆଚେ ଜେ? ତାର୍ଟାନେ କାଇମିସା ମରନ୍ ପାଇବା ଡଣ୍ଡ୍ ଏତ୍କି ଦସ୍ ମିଲେ ନାଇ । ଏନ୍ତି ବଇଲେ ମିସା ତାକେ କର୍ଡା ମାଡ୍ ମାରି ଚାଡି ଦେବି ।”
Ya ilegña nu sija gui mina tres biaje: Sa jafa? jafa na taelaye finatinasña este na taotao? Taya ni jafa na causa para umapuno jusoda guiya güiya. Pot este na rason bae jucastigaja ya jusotta.
23 ୨୩ ମାତର୍ ଲକ୍ମନ୍ ଆରି ବେସି ଆଉଲିଅଇ ତର୍କେ ତର୍ “ତାକେ କୁର୍ସେ ଚଗାଇ ମରାଆ!” ବଲି ବାଦିଅ କଲାଇ । ସାରାସାରି ପଚେ ସେମନ୍ ଆଉଲିଅଇଲାଟା ଜିତ୍ଲା ।
Lao sija enseguidas janadangculo inagangñija, ya magagao na umaatane gui quiluus. Ya y inagangñija mangana.
24 ୨୪ ତାର୍ ପଚେ ପିଲାତ୍ ଲକ୍ମନର୍ ଜାଇଟା କର୍ବାକେ ମନ୍ କଲାଇ, ସେ ଇସାବେ ଜିସୁକେ ମରନର୍ ଡଣ୍ଡ୍ ଦେବାକେ ରାଜି ଅଇଲା ।
Ayonae si Pilatos janae sentensia na ufatinas taemano y guinagaoñiñija.
25 ୨୫ ପଚେ ପିଲାତ୍ ଲକ୍ମନର୍ କଇବା ଇସାବେ, ବାର୍ବା ନାଉଁର୍ ଲକ୍ ଜେ କି, ଆଗ୍ତୁ ଗଟେକ୍ ଲକ୍କେ ମରାଇରଇଲା ଆରି ସର୍କାରର୍ ବିରୁଦେ ବୁଲ୍କାମ୍ କରି ବନ୍ଦି ଅଇରଇଲା, ତାକେ ମୁକ୍ଲାଇଲା । ଜିସୁକେ ତାକର୍ ମନ୍କଲା ଇସାବେ ଡଣ୍ଡ୍ ଦେବାକେ ସର୍ପିଦେଲା ।
Ya masotta ayo y guinin mapreso pot jatsamiento yan mamuno, ayo y guinin magagagao: ya manmaentrega as Jesus gui minalagoñija.
26 ୨୬ ସନିଅମନ୍ ଜିସୁକେ ଦାରିଜିବା ବେଲେ କୁରିଣିୟ ସିମନ୍ ନାଉଁର୍ ଲକ୍କେ ବେଟ୍ପାଇଲାଇ । ଜେ କି ଗାଏଁଅନି ଜିରୁସାଲାମେ ଆଇତେରଇଲା । ତାକେ ଅଟ୍କାଇକରି ଜିସୁ ବଇଲା କୁର୍ସ ଲାଦିଦେଲାଇ ଆରି ତାର୍ ପଚେ ଜିବାକେ ବାଦିଅ କଲାଇ ।
Ya anae macocone güe maguot si Simon, taotao Sirene, ni guinin y fangualuan, ya manae ni quiluus na uapagaye gui taten Jesus.
27 ୨୭ ଆରି ବେସି ଲକ୍ମନ୍ ଜିସୁର୍ ପଚେ ପଚେ ଜାଇତେ ରଇଲାଇ । ତେଇ କେତେଟା ବୁକେ ପିଟିଅଇ କାନ୍ଦ୍ବା ମାଇଜିମନ୍ ମିସା ରଇଲାଇ ।
Ya matatitiye ni y dangculon linajyan taotao yan famalaoan sija ni mangacasao yan manatangis pot güiya.
28 ୨୮ ମାତର୍ ଜିସୁ ସେମନର୍ ବାଟେ ପାସ୍ଲିକରି କଇଲା, ଏ ଜିରୁସାଲମ୍ ଗଡର୍ ମାଇଜିମନ୍, ମର୍ପାଇ କାନ୍ଦା ନାଇ । ମାତର୍ ନିଜର୍ ପାଇ ଆରି ନିଜର୍ ପିଲାମନର୍ ପାଇ କାନ୍ଦା ।
Lao si Jesus jabira güe tate guiya sija ilegña; Famalaoan Jerusalem, chamiyo fangacasao pot guajo, lao fangacasao pot jamyoja yan pot y famaguonmiyo.
29 ୨୯ କାଇକେବଇଲେ ଦେକା “ଜନ୍ ମାଇଜି ବାଞ୍ଜି ଆରି କେବେ ମିସା ଗାଗ୍ଡେ ନ ଅଇକରି ଆଚତ୍, ଆରି ଜେ କି କେବେ ମିସା ଦୁଦ୍ କୁଆଏ ନାଇ, ସେମନ୍ କେଡେକ୍ ନିକ କରମର୍ ଲକ୍!” ବଲି କଇବା ଦିନ୍ ଆଇଲାନି ।
Sa, estagüe, na ufato sija jaane nae umaalog: Mandichoso sa y manmachora, yan y tiyan sija ni ti manmamañago, yan y pecho sija ni ti manmamómogsae.
30 ୩୦ ସେବେଲାଇ ଲକ୍ମନ୍ ଡଙ୍ଗର୍ମନ୍କେ କଇବାର୍ ଦାର୍ବାଇ, ଆମର୍ ଉପ୍ରେ ଅଦ୍ରି ଦିଆସ୍ । କୁପ୍ଲିମନ୍କେ କଇବାର୍ ଦାର୍ବାଇ, ଆମ୍କେ ତପିଦିଆସ୍ ।
Ayonae matutujon maalog ni egso sija: Famodong gui jilonmame; ya y sabana sija: Tampe jam.
31 ୩୧ କାଇକେ ବଇଲେ ଗଚ୍ କାଁଚାପତ୍ରିଆ ରଇଲା ବେଲେ, ଜଦି ଏ ସବୁ ଗଟ୍ନା ଗଟ୍ଲାନି ବଇଲେ ସେଟା ସୁକିଗାଲେ ଆରି କାଇଟା ଅଇସି ।
Sa yaguin y betde na jayo jafatinas estesija, y anglo, jafa uchogüe?
32 ୩୨ ଜିସୁର୍ ସଙ୍ଗ୍ ଆରି ଦୁଇଟା ବଡ୍ ବୁଲ୍ କରିରଇବା ଲକ୍ମନ୍କେ ମିସା ମରାଇବାକେ ନେଲାଇ ।
Ya macone locue dos palo na taelaye finatinasñija para ufanmapuno yan güiya.
33 ୩୩ ଆରି ସେମନ୍ କପ୍ରି ନାଉଁର୍ ଗଟେକ୍ ଜାଗାଇ କେଟିକରି ଜିସୁକେ ଆରି ଚର୍ମନ୍କେ, ତାର୍ ଡେବ୍ରି ବାଟେ ଗଟେକ୍ ଲକ୍କେ ଆରି ଉଜାବାଟେ ଗଟେକ୍ ଲକ୍କେ ଆତେ, ପାଦେ କୁଟିମାରି ଟେକିଦେଲାଇ ।
Ya anae manmato güije na lugat ni mafanaan Calabera, maatane gui quiluus güije yan ayo y dos ni y taelaye finatinasñija, uno gui agapa ya y otro gui acagüe.
34 ୩୪ ସେବେଲା ଜିସୁ କଇଲା, “ଏ ବାବା ଏମନ୍କେ କେମା କରିଦିଆସ୍, କାଇକେ ବଇଲେ ଏମନ୍ କାଇଟା କଲାଇନି ସେଟା ନାଜାନତ୍ ।” ସେମନ୍ ଜିସୁର୍ ପଚିଆ ନେଇ କାକେ ମିଲ୍ସି ବଲି କେଡ୍ ପୁଟାଇଲାଇ ।
Ya si Jesus ilegña: Tata, asie estesija; sa ti jatungo jafa jachochogüe. Ya manafacae entre sija y magaguña, ya marifa.
35 ୩୫ ସବୁ ଲକ୍ମନ୍ ଟିଆଅଇ ଦେକ୍ବାବେଲେ ଜିଉଦି ନେତାମନ୍ ଜିସୁକେ କିଜାଇକରି ଆଁସ୍ଲାଇ ଆରି କଇଲାଇ “ସେ ବିନ୍ଲକ୍ମନ୍କେ ରକିଆ କଲା, ଜଦି ତୁଇ ପର୍ମେସର୍ ବାଚିପାଟାଇଲା କିରିସ୍ଟ ବଇଲେ ନିଜ୍କେ ରକିଆ କର ।”
Ya y taotao sija manotojgue ya maaatanja. Ya mabotlelea ni y magas sija locue, ya ilelegñija: Ufañatba otrosija: palo ya usatban maesagüe, yaguin este si Cristo, ni guine as Yuus.
36 ୩୬ ଆରି ସନିଅମନ୍ ଜିସୁର୍ ଲଗେ ଆସିକରି ତାକେ ଗନ୍ଦ୍ବା ରସ୍ ଦେଇ କିଜାଇକରି କଇଲାଇ, ।
Ya mamofefea ni y sendalo sija, manmato guiya güiya, ya mafanunue ni y binagle.
37 ୩୭ “ତୁଇ ଜଦି ଜିଉଦି ଲକ୍ମନର୍ ରାଜା, ନିଜ୍କେ ରକିଆ କର୍ ।”
Ya ilegñija: Yaguin jago Ray y Judio sija, satban maesa jao.
38 ୩୮ ଆରି ତାର୍ କୁର୍ସର୍ ଟିପେ ଏଟା ଜିଉଦିମନର୍ ରାଜା, ବଲି ଲେକି ଅଲାଇଦେଲାଇ ।
Ya guaja locue un tinigue gui jiloña: ESTE GUIYA Y RAY Y JUDIO SIJA.
39 ୩୯ ତେଇ ବଡ୍ ବୁଲ୍ କରି କୁର୍ସେ ଚଗାଇଅଇରଇବା ଗଟେକ୍ ଲକ୍ ଜିସୁକେ ନିନ୍ଦା କରି କଇଲା, “ତୁଇ ଜଦି ପର୍ମେସର ବାଚି ପାଟାଇଲା କିରିସ୍ଟ ରାଜା ଜିସୁ ବଇଲେ, ନିଜ୍କେ ରକିଆ କରି ଆମ୍କେ ମିସା ରକିଆ କର୍ ।”
Ya uno gui ayo y taelaye finatinasñija ilegna: Yaguin jago si Cristojao? Satban maesajao yan jame.
40 ୪୦ ମାତର୍ ଆରି ଗଟେକ୍ ଲକ୍ ତାକେ ଦମ୍କାଇ କରି କଇଲା, “ତୁଇ କାଇ ପର୍ମେସର୍କେ ଡରୁସ୍ ନାଇ କି? ତୁଇ ମିସା ତାର୍ପାରା ସମାନ୍ ଡଣ୍ଡ୍ ପାଇଲୁସ୍ନି କି ନାଇ?
Lao inepe ni otro, ya linalatde ilegña: Ti maañao jao as Yuus, sa gaegue jao gui mismo sinentensia?
41 ୪୧ ଆରି ଆମେ ବୁଲ୍କରି ନିୟମ୍ ଇସାବେ ଡଣ୍ଡ୍ ପାଇଲୁନି । ମାତର୍ ସେତା କାଇ ବୁଲ୍ କରେ ନାଇ ।”
Lao jita magajet na tunas; sa utafanresibe pot y finatinasta: lao este na taotao, taya taelaye finatinasña.
42 ୪୨ ଆରି ସେ ଜିସୁକେ, “ଏ ଜିସୁ, ତୁଇ ନିଜର୍ ରାଇଜେ ରାଜା ଅଇ ଆଇଲେ ମକେ ଏତାଆ ।”
Ya ilegña: Jesus, jajaso yo yaguin matojao gui raenomo.
43 ୪୩ ଜିସୁ ତାକେ କଇଲା, “ମୁଇ ତକେ ସତ୍ କଇଲିନି, ଆଜିସେ ତୁଇ ମର୍ସଙ୍ଗ୍ ପାରଦେସେ ରଇସୁ ।”
Ayonae ilegña nu güiya: Magajet jusangane jao: Pago mismo na jaane utajita na dos guiya Paraiso.
44 ୪୪ ସେବେଲେ ଆଡ୍ବେଲା ଅଇରଇଲା । ଆରି ବେଲର୍ ଉଜଲ୍ ଜାଉଁଲିଜାଇକରି, ତିନ୍ ଗଁଟା ଜାକ ଗୁଲାଇ ଦେସ୍ ଆନ୍ଦାର୍ ଅଇଗାଲା
Ya anae buente y oran a las sais, jumuyong jomjom todo y jilo y tano asta y oran a las nuebe,
45 ୪୫ ଆରି ଏଦେ ଦେକା! ମନ୍ଦିରର୍ ସୁକଲ୍ ଜାଗା, ବିନେ କର୍ବା ପାର୍ଦା ମଜାଇ ଦୁଇପଡା ଅଇ ଚିରିଅଇଲା ।
Ya y atdao jomjom, ya y cottinan templo maipe gui talo.
46 ୪୬ ଆରି ଜିସୁ ଆଉଲିଅଇ କଇଲା, “ଏ ବାବା, ମର୍ ଆତ୍ମା ତକେ ସର୍ପିଦେଲିନି ।” ଏତ୍କି କଉ କଉ ତାର୍ ଜିବନ୍ ଚାଡିଗାଲା ।
Ya anae umagang si Jesus, ni dangculo na inagang, ilegña: Tata, y canaemo nae jupolo y espiritujo; ya anae munjayan jasangan este, jaentrega y espiritu.
47 ୪୭ ରମିୟ ସନିଅମନର୍ ସେନାପତି ଏ ଗଟ୍ନା ଦେକି, ପର୍ମେସରର୍ ମଇମା କରି କଇଲା, “ସତଇସେ ଏ ଗଟେକ୍ ଦରମ୍ ଲକ୍ ରଇଲା ।”
Ya anae jalie y senturion estesija y manmalofan, janamalag si Yuus, ilegña: Sen magajet este na taotao na tunas.
48 ୪୮ ଆରି ଜନ୍ ଲକ୍ମନ୍ ଏ ଗଟ୍ନା ଦେକ୍ବାକେ ରୁଣ୍ଡିରଇଲାଇ ସେମନ୍ ସେଟା ସବୁ ଦେକି ଦୁକ୍କରି ବୁକେ ମାରିଅଇ ଗରେ ବାଅଡ୍ଲାଇ ।
Ya todo y linajyan taotao ni mandaña anae manmalofan este sija, anae malie y jagas sinesede, natumalo guato ya jaseco pechonñija.
49 ୪୯ ମାତର୍ ଜିସୁର୍ ଚିନାର୍ଜାନାର୍ ଲକ୍ମନ୍ ଆରି ଗାଲିଲିଅନି ଆସି ତାର୍ ପଚ୍ପଚ୍ ଆଇତେରଇବା ମାଇଜିମନ୍ ଦୁରିକେ ଟିଆଅଇ ଏ ସବୁ ଦେକ୍ତେ ରଇଲାଇ ।
Lao todo y atungoña yan y famalaoan ni tumatitiye güe desde Galilea, manestaba manlachago maatanja este sija.
50 ୫୦ ଆରି ଦେକା, ଆରାମାତିଆ ଗଡର୍ ଜିଉଦିମନର୍ ନେତା ଜସେପ୍ ନାଉଁର୍ ଗଟେକ୍ ଦରମ୍ ଆରି ମର୍ଜିତାର୍ ଲକ୍ ରଇଲା । ସେ ପର୍ମେସରର୍ ରାଇଜ୍ ଆସ ବଲି ଜାଗିରଇଲା ।
Ya estagüe, un taotao na y naanña si José, un taotao na pápagat, mauleg na taotao yan tunas:
51 ୫୧ ମାତର୍ ଆରାମାତିଆ ଗାଉଁର୍ ସେ ଲକ୍ ବଡ୍ସବାର୍ ଗଟେକ୍ ମେମର୍ ରଇଲେ ମିସା, ସେମନର୍ ନିଆଇ ଆରି କାମ୍ ସଙ୍ଗ୍ ରାଜିଅଇ ନ ରଇଲା । ଆରି ପର୍ମେସରର୍ ରାଇଜ୍ ଜାଗ୍ତେରଇଲା ।
(Ti jaconsiente y pinagatñija ni y finatinasñija: ) Taotao Arimatea, gui Siuda y Judiosija, ya güiya locue jananangga y raenon Yuus.
52 ୫୨ ସେ ପିଲାତର୍ ଲଗେ ଜାଇ ଜିସୁର୍ ମଲା ମଡ୍ ମାଙ୍ଗ୍ଲା ।
Este mato gui as Pilatos, ya jagagao y tataotao Jesus.
53 ୫୩ ଜିସୁର୍ ମଡ୍ କୁର୍ସେଅନି ଉତ୍ରାଇ ଉଲ୍ଉଲା ପଚିଆଇ ଗୁଡିଆଇକରି ଜେନ୍ତିକି କେବେ କାକେ ନ ସଙ୍ଗଇରଇଲା, ଗଟେକ୍ ରାଙ୍ଗ୍ନି କାଟି ତିଆର୍କରି ରଇଲା ପାଆରେ ନେଇ ସଙ୍ଗଇଲାଇ ।
Ya janatunog gui quiluus, ya jabalutan gui un sabanas, ya japolo gui un naftan ni maguadog gui acho, ya taya ni uno mapolo güije antes.
54 ୫୪ ସେ ଦିନ୍ ବିସ୍ରାମ୍ବାର୍ ଦିନ୍ ନ ଅଇରଇଲା, ସେ ଦିନ୍ କେଟି ଆଇତେରଇଲା ।
Ya ayo na jaane y inaregla y pascua, ya pago manana gui sabado.
55 ୫୫ ଆରି ଗାଲିଲିଅନି ଜିସୁର୍ ସଙ୍ଗ୍ ରଇଲା ମାଇଜିମନ୍ ଜସେପର୍ ସଙ୍ଗ୍ ଜାଇକରି ପାଆର୍ ବିତ୍ରେ ଜିସୁର୍ ଗାଗଡ୍ କେନ୍ତି ସଙ୍ଗଇଲା ଆଚେ ବଲି ଦେକ୍ଲାଇ ।
Ya manmato locue y famalaoan ni y tumatitiye desde Galilea, ya malie y naftan yan jaftaemano mapoloña y tataotaoña.
56 ୫୬ ସେମନ୍ ବାଉଡିଜାଇ ବାସ୍ନା ଚିକନ୍ ଆରି ବାସ୍ନା ଦିନ୍ସୁ ତିଆର୍ କର୍ତେ ରଇଲାଇ । ସେ କାମ୍ ସାର୍ବାକେ ବିସ୍ରାମ୍ଦିନ୍ କେଟ୍ଲା । ଆରି ସେ ଦିନେ ମସାର୍ ନିୟମ୍ ଇସାବେ, ସେମନ୍ ବିସ୍ରାମ୍ କଲାଇ ।
Ya tumalo guato sija, ya manmamamauleg paopao yan inggüente sija: ya mandescansa gui sabado na jaane jaftaemanoja y tinago.