< ଲୁକ୍ 22 >
1 ୧ କମିର୍ ନ ପାକାଇ ରୁଟି ତିଆର୍ କର୍ବା ପରବ୍ ଜାକେକି ନିସ୍ତାର୍ ପରବ୍ ବଲି ମିସା କଇବାଇ, ସେ ପରବ୍ ଲଗାଲଗି କେଟି ଆଇତେ ରଇଲା ।
Zvino Mutambo weZvingwa Zvisina Mbiriso, unonzi Pasika, wakanga woswedera,
2 ୨ ଆରି ମୁକିଅ ପୁଜାରିମନ୍, ସାସ୍ତର୍ ସିକାଉମନ୍ ଲକ୍ମନ୍କେ ଡର୍ତେ ରଇଲାଇ । ଜିସୁକେ କେନ୍ତି ଲୁଚ୍ତେ ମରାଉଁ? ବଲି ବାଟ୍ କଜ୍ତେ ରଇଲାଇ ।
uye vaprista vakuru navadzidzisi vomurayiro vakanga vachitsvaka nzira yavangabata nayo Jesu, nokuti vakanga vachitya vanhu.
3 ୩ ଆରି ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ରଇଲା । ସେବେଲାଇ ତାର୍ ମନ୍ ବିତ୍ରେ ସଇତାନ୍ ପୁରିଦେଲା ।
Ipapo Satani akapinda muna Judhasi, ainzi Iskarioti, mumwe wavane gumi navaviri.
4 ୪ ଆରି ସେ ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗି ରଇବା ସେନାପତିମନର୍ ଲଗେ, କେନ୍ତିକରି ଜିସୁକେ ବିସ୍ବାସେ ବିସ୍ ଦେଲା ପାରା କରି, ତାକେ ଦାରାଇଦେବି ବଲି ସେମନର୍ ସଙ୍ଗ୍ କାତାବାର୍ତା ଅଇବାର୍ ଗାଲା ।
Uye Judhasi akaenda kuvaprista vakuru navakuru vavarindi vetemberi akandorangana navo kuti angapandukira Jesu sei.
5 ୫ ସେଟାର୍ପାଇ ସେ ଲକ୍ମନ୍ ବେସି ସାର୍ଦା ଅଇକରି ତାକେ ଡାବୁ ଦେବାକେ ରାଜି ଅଇଲାଇ ।
Vakafara uye vakatenderana kuti vaizomupa mari.
6 ୬ ଜିଉଦା ମିସା ରାଜି ଅଇଲା ଆରି ଲକ୍ମନର୍ ନ ଜାନ୍ତେ ଜିସୁକେ ଦାରାଇଦେବାକେ ସୁଜଗ୍ କଜ୍ତେରଇଲା ।
Akatenda, akatsvaka mukana wokuti aise Jesu kwavari pasina vanhu vazhinji.
7 ୭ ତାର୍ପଚେ ନିସ୍ତାର୍ ପରବର୍ ବଜି କରି ମେଣ୍ଡାପିଲା ମାର୍ବା ଦିନ୍ ଆଇଲା ।
Ipapo zuva reZvingwa Zvisina Mbiriso rakasvika, iro raifanira kubayirwa gwayana rePasika.
8 ୮ ଜିସୁ, ପିତର୍ ଆରି ଜଅନ୍କେ ଏ କାତା କଇ ପାଟାଇଲା । “ଜା ଆରି ଆମର୍ପାଇ ନିସ୍ତାର୍ ପରବର୍ ବଜି କାଇବାକେ ଟିକ୍ କରା ।”
Jesu akatuma Petro naJohani, achiti, “Endai munotigadzirira Pasika tidye.”
9 ୯ ସେମନ୍ ଜିସୁକେ ପାଚାର୍ଲାଇ, “ଆମେ କନ୍ ଜାଗାଇ ବଜି ତିଆର୍କର୍ବୁ ବଲି ତମେ ମନ୍ କଲାସ୍ନି?”
Vakati, “Munoda kuti tikugadzirirei kupiko?”
10 ୧୦ ଜିସୁ ସେମନ୍କେ କଇଲା, ଦେକା, ତମେ ଗଡ୍ ବିତ୍ରେ ପୁର୍ବା ବେଲେ ଗଟେକ୍ ଆଣ୍ଡିତେଇ ପାନିନେଇ ଜିବା ଲକ୍କେ ବେଟ୍ପାଇସା । ସେ ଜନ୍ ଗରେ ପୁର୍ସି, ତାର୍ ପଚ୍ପଚ୍ ଜାଇ ସେ ଗରର୍ ସାଉକାର୍କେ କୁଆ,
Iye akapindura akati, “Pamunopinda muguta, muchasangana nomurume akatakura chirongo chemvura. Mumutevere iyeye kuimba yaanosvikopinda,
11 ୧୧ “ଆମର୍ ଗୁରୁ ତମ୍କେ ଏ କବର୍ କଇ ପାଟାଇଆଚେ, ମୁଇ ଆରି ମର୍ ସିସ୍ମନ୍ କନ୍ ବାକ୍ରାଇ ରକିଆ ପାଇବା ପରବର୍ ବଜି ମାନ୍ବୁ?
mugoti kumuridzi wemba, ‘Mudzidzisi ari kubvunza kuti: Imba yavaeni iripiko, umo mandingadyira Pasika navadzidzi vangu?’
12 ୧୨ ତାର୍ପଚେ ସେ ଲକ୍ ତମ୍କେ ଗର୍ ଉପ୍ରେ ରଇବା ମଅଲା ତିଆର୍ ଅଇରଇଲା ଗଟେକ୍ ବଡ୍ ବାକ୍ରା ଦେକାଇ ଦେଇସି । ତେଇ ତମେ କାଦି ତିଆର୍ କରା ।”
Achakuratidzai imba huru yapamusoro, yakarongedzwa zvose. Mugadzire imomo.”
13 ୧୩ ସେମନ୍ ଜାଇକରି ଜିସୁ ସେମନ୍କେ ଜେନ୍ତି କଇରଇଲା ସେନ୍ତିସେ ଦେକ୍ଲାଇ । ଆରି ନିସ୍ତାର୍ ପରବର୍ ବଜି ତିଆର୍ କଲାଇ ।
Vakaenda vakandowana zvinhu zvakangoita sezvavakanga vaudzwa naJesu. Saka vakagadzira Pasika imomo.
14 ୧୪ ସମାନ୍ ବେଲା କେଟ୍ଲାକେ ଜିସୁ ପେରିତ୍ମନର୍ ସଙ୍ଗ୍ କାଇବାକେ ମିସ୍ତେ ବସ୍ଲାଇ ।
Nguva yakati yasvika, Jesu navapostori vake vakagara patafura.
15 ୧୫ ସେବେଲା ଜିସୁ ସେମନ୍କେ କଇଲା, “ମୁଇ ଦୁକ୍ କସ୍ଟ ପାଇବା ଆଗ୍ତୁ ନିସ୍ତାର୍ ପରବ୍ ତମର୍ସଙ୍ଗ୍ ମିସ୍ତେ କର୍ବାକେ ବେସି ମନ୍ କରିରଇଲି ।
Uye akati kwavari, “Ndanga ndichidisa kwazvo kuti ndidye Pasika iyi nemi ndisati ndatambudzika.
16 ୧୬ ମୁଇ ତମ୍କେ କଇଲିନି, ପର୍ମେସରର୍ ରାଇଜେ ଏଟା ପୁରାପୁରୁନ୍ ନ ଅଇବାଜାକ, କେବେ ମିସା ଏଟା ନ କାଇ ।”
Nokuti ndinoti kwamuri, handichazoidyizve kusvikira yazadzisika muumambo hwaMwari.”
17 ୧୭ ଆରି ସେ ଅଙ୍ଗୁର୍ ରସ୍ ଦାରି ପର୍ମେସର୍କେ ଜୁଆର୍ କରି କଇଲା, “ଏଟା ନେଇ ତମର୍ ନିଜର୍ ନିଜର୍ ବିତ୍ରେ ବାଟା କରା ।
Akati atora mukombe, akavonga akati, “Torai mukombe uyu mugovane pakati penyu.
18 ୧୮ ମୁଇ ତମ୍କେ କଇଲିନି ପର୍ମେସରର୍ ରାଇଜ୍ ନ ଆଇବା ଜାକ, ଏ ରସ୍ କେବେ ମିସା ନ କାଇ ।”
Nokuti ndinoti kwamuri, handichazonwizve chibereko chomuzambiringa kusvikira umambo hwaMwari hwasvika.”
19 ୧୯ ଆରି ରୁଟି ଦାରିକରି ପର୍ମେସର୍କେ ଦନିଅବାଦ୍ଦେଇ ବାଙ୍ଗାଇ ସେମନ୍କେ ଦେଇକରି କଇଲା, “ଏଟା ମର୍ ଗାଗଡ୍, ଜନ୍ଟା ତମର୍ ପାଇ ଦିଆଅଇଲା ଆଚେ । ମକେ ଏତାଇବା ପାଇ ଏଟା କରା ।”
Uye akatora chingwa, akavonga akachimedura, uye akavapa, achiti, “Uyu ndiwo muviri wangu wakapiwa kwamuri; itai izvi muchindirangarira.”
20 ୨୦ ସେନ୍ତାରିସେ କାଇଲା ପଚେ ସେ ମୁତାଇ ଅଙ୍ଗୁର୍ ରସ୍ ଦାରି କଇଲା, “ଏ ମୁତା ମର୍ ବନିତେଇ, ପର୍ମେସର୍ ଲକ୍ମନର୍ ସଙ୍ଗ୍ କଲା ନୁଆ ରାଜିନାମା । ଏଟା ତମର୍ପାଇ ଜର୍ଲା ମର୍ ବନି ।”
Saizvozvo, vakati vapedza chirariro akatora mukombe, akati, “Mukombe uyu ndiyo sungano itsva muropa rangu, rinodururirwa imi.
21 ୨୧ “ମାତର୍ ଦେକା ଇତି ମର୍ସଙ୍ଗ୍ ବସି କାଇବା ଗଟେକ୍ ଲକ୍ସେ ବିରଦି ଲକ୍ମନର୍ ଆତେ ମକେ ଦାରାଇ ଦେଇସି ।
Asi ruoko rwaiye achandipandukira runeni patafura.
22 ୨୨ ପର୍ମେସରର୍ଟାନେଅନି ଆଇଲା ନର୍ପିଲା ମୁଇ, ସେ ଜେନ୍ତି ଜଜ୍ନା କଲାଆଚେ, ସେନ୍ତାରିସେ ମର୍ବାକେ ଅଇସି । ମାତର୍ ଜନ୍ ଲକ୍ ମକେ ବିସ୍ବାସେ ବିସ୍ ଦେଲାପାରା ବିରଦିମନର୍ ଆତେ ଦାରାଇ ଦେଇସି, ତାକେ ବେସି ଡଣ୍ଡ୍ ମିଲ୍ସି ।”
Mwanakomana woMunhu achaenda sezvazvakatemwa, asi ane nhamo munhu uyo anomupandukira.”
23 ୨୩ ସେବେଲାଇ ସିସ୍ମନ୍ ସେମନର୍ ବିତ୍ରେ କାତା ଅଇଲାଇ, “ଏନ୍ତି ବଇଲେ ଆମର୍ ବିତ୍ରେ କେ ଜିସୁକେ ସେନ୍ତି କର୍ସି?”
Vakatanga kubvunzana pakati pavo kuti angava ani pakati pavo aizoita chinhu ichi.
24 ୨୪ ତାର୍ ପଚେ ସେମନର୍ ବିତ୍ରେଅନି କେ ବଡ୍ ବଲି ଦଦାପେଲା ଅଇଲାଇ ।
Uyewo nharo dzakamuka pakati pavo dzokuti ndiani wavo aifungidzirwa kuti angava mukuru wavose.
25 ୨୫ ଜିସୁ ସେମନ୍କେ କଇଲା, “ଏ ଦୁନିଆର୍ ରାଜାମନ୍ ସେମନର୍ ଲକ୍ମନ୍କେ ନିଜର୍ ଅଦିକାର୍ ଦେକାଇ ସାସନ୍ କର୍ବାଇ । ଆରି ସେମନ୍, ଆମେ ଲକ୍ମନ୍କେ ଦରମ୍ କର୍ବା ଲକ୍ ବଲି ଡାକ୍ପୁଟା ଅଇବାଇ ।
Jesu akati kwavari, “Madzimambo evedzimwe ndudzi ane simba pamusoro pavo; uye vaya vanobata nesimba pamusoro pavo vanozviti vabatsiri.
26 ୨୬ ମାତର୍ ତମର୍ ବିତ୍ରେ ଏନ୍ତି ନ ଉଆ । କେ ବଡ୍ ସେ ସାନ୍ ଅ । ଆରି କେ ନେତା ରଇସି ସେ ସବୁଲକର୍ ସେବା କର୍ବାର୍ ଆଚେ ।
Asi imi hamufaniri kuita saizvozvo. Asi, mukuru pakati penyu mose anofanira kuva somuduku kuna vose, uye uyo anotonga ngaaite souya anoshanda.
27 ୨୭ ଏ ଦୁନିଆର୍ ଇସାବେ, ବସିକରି କାଇବା ଲକ୍ ବଡ୍ କି, ବାଟାକରି ଦେବା ଲକ୍ ବଡ୍? ବସିକରି କାଇବା ଲକ୍ ସେ ବଡ୍ ଅଇସି । ମାତର୍ ମୁଇ ସେନ୍ତି ନଇ । ମୁଇ ତମର୍ ବିତ୍ରେ ବାଟାକରି ଦେବା ଲକର୍ ପାରା ।
Nokuti ndianiko mukuru kuno mumwe, uyo agere patafura kana kuti uya anoshanda? Ko, haazi iye agere patafura here? Asi ini ndiri pakati penyu saiye anoshanda.
28 ୨୮ ତମେ ମର୍ ସବୁ ପରିକାଟାନେ ମର୍ସଙ୍ଗ୍ ରଇ ଆଇଲାସ୍ନି ।
Imi ndimi vaya vakamira neni pamiedzo yangu.
29 ୨୯ ମର୍ ବାବା ପର୍ମେସର୍ ଜେନ୍ତି ସାସନ୍ କର୍ବାକେ ମକେ ତାର୍ ରାଇଜର୍ ଅଦିକାର୍ ଦେଲା ଆଚେ, ସେନ୍ତି ମୁଇ ମିସା ତମ୍କେ ଅଦିକାର୍ ଦେବି ।
Uye ndinokupai umambo, sababa vangu vakandipa umambo,
30 ୩୦ ଆରି ତମେ ମର୍ ରାଇଜେ ମର୍ସଙ୍ଗ୍ ବସି କାଆପିଆ କର୍ସା । ରାଜ୍ଗାଦି ବସି ଇସ୍ରାଏଲର୍ ବାରଟା ଜାତିର୍ ଲକ୍ମନ୍କେ ସାସନ୍ କର୍ସା ।”
kuitira kuti mugodya nokunwa patafura yangu muumambo hwangu, mugogara pazvigaro zvoushe, muchitonga marudzi gumi navaviri avaIsraeri.
31 ୩୧ “ଏ ସିମନ୍, ସିମନ୍! ସୁନ୍! ଚାସି ଜେନ୍ତି ଦାନ୍ ଉଡାଲିକରି ପଟ୍ ବିନେ କର୍ସି, ସେନ୍ତାରି ସଇତାନ୍ ତମ୍କେ ତେରେପେତେ କର୍ବାକେ ଆଦେସ୍ ପାଇଲା ଆଚେ ।
“Simoni, Simoni, Satani akumbira kuti akuzungure segorosi.
32 ୩୨ ମାତର୍ ତର୍ ବିସ୍ବାସ୍ ଉନା ନ ଅ ବଲି ମୁଇ ପାର୍ତନା କଲିଆଚି । ସେ ପରିକାଇ, ବିସ୍ବାସେ ଡାଟ୍ଅଇ, ଜିତି ଆଇଲେ ତର୍ ବାଇମନ୍କେ ମିସା ସେନ୍ତି ଡାଟ୍ କରାଇସୁ ।”
Asi ndakunyengeterera, Simoni, kuti kutenda kwako kurege kupera. Uye paunenge watendeuka, usimbise hama dzako.”
33 ୩୩ ସେବେଲାଇ ସିମନ୍ ଜିସୁକେ କଇଲା, “ଏ ମାପ୍ରୁ ମୁଇ ତର୍ସଙ୍ଗ୍ ବନ୍ଦି ଗରେ ଜିବାକେ ଆରି ମର୍ବାକେ ମିସା ରାଜି ଆଚି ।”
Asi iye akapindura akati, “Ishe, ndakagadzirira kuenda nemi mutorongo uye kufa nemi.”
34 ୩୪ ତାର୍ ପଚେ ଜିସୁ କଇଲା, “ଏ ପିତର୍ ମୁଇ ତକେ କଇଲିନି, ତୁଇ ଏବେ ଏନ୍ତି କଇଲୁସ୍ନି, ମାତର୍ ଆଜି ରାତି କୁକ୍ଡା ନ ଡାକ୍ବା ଆଗ୍ତୁ ମକେ ତିନ୍ତର୍ ନାଜାନି ବଲି କଇସୁ ।”
Jesu akapindura akati, “Petro, ndinoti kwauri, jongwe risati rarira nhasi, ucharamba iwe katatu, kuti unondiziva.”
35 ୩୫ ଜିସୁ ତାର୍ ସିସ୍ମନ୍କେ ପାଚାର୍ଲା । “ମୁଇ ତମ୍କେ ପାଟାଇଲାବେଲେ ବେସ୍ନି, ମୁନା ଆରି ପାଣ୍ଡଇ ନ ନେବାକେ କଇରଇଲି । ସେବେଲାଇ ତମ୍କେ କାଇ ଅବାବ୍ ଅଇଲା କି?” “ନାଇ, କାଇଟା ମିସା ଅବାବ୍ ଅଏ ନାଇ ।” ବଲି କଇଲାଇ ।
Ipapo Jesu akabvunza akati, “Pandakakutumai musina chikwama, hombodo kana shangu pane chinhu chamakashayiwa here?” Ivo vakati, “Hapana.”
36 ୩୬ ଆରି ସେ କଇଲା, “ମାତର୍ ଏବେ ତମ୍କେ କଇଲିନି, ବେସ୍ନି କି ମୁନା ରଇଲେ ନିଆ । ଆରି ଜାକେ କାଣ୍ଡା ନାଇ, ସେ ପିନ୍ଦ୍ବାଟା ବିକି କାଣ୍ଡା ଗେନ ।
Akati kwavari, “Asi iye zvino kana une chikwama, chitore, uyewo nehombodo; uye kana usina munondo, tengesa nguo yako ugoutenga.
37 ୩୭ ମୁଇ ତମ୍କେ କାଇକେ କଇଲିନି ‘ସେ ଅପରାଦିମନର୍ ସଙ୍ଗ୍ ସମାନ୍ ଦସା ପାଇଲା’ ବଲି ସାସ୍ତରେ ଲେକା ଅଇଲା କାତା ସିଦ୍ ଅଇବାକେ ଗାଲାନି ।”
Kwakanyorwa kuchinzi, ‘Akaverengwa pamwe chete navadariki’ uye ndinoti kwamuri, izvi zvinofanira kuzadziswa mandiri. Hongu, zvakanyorwa pamusoro pangu zvava kusvika pakuzadziswa.”
38 ୩୮ ସିମନ୍ ଜିସୁକେ କଇଲା, “ଏ ମାପ୍ରୁ, ଦେକା ଆମର୍ ବିତ୍ରେ ଜଡେକ୍ କାଣ୍ଡା ଆଚେ ।” ଜିସୁ କଇଲା, “ସେତ୍କି ଅଇସି ।”
Vadzidzi vakati, “Tarirai, Ishe, heyi minondo miviri.” Akapindura akati, “Zvaringana.”
39 ୩୯ ତେଇଅନି ଜିସୁ ଗଡ୍ ଚାଡି ଆଗ୍ତୁର୍ ଅବିଆସ୍ ଇସାବେ ଜିତ୍ନାଉଁର୍ ଡଙ୍ଗ୍ରେ ପାର୍ତନା କର୍ବାକେ ଗାଲା । ସିସ୍ମନ୍ ମିସା ତାର୍ ସଙ୍ଗ୍ ରଇଲାଇ ।
Jesu akabuda sezvaaisiita mazuva ose akaenda kuGomo reMiorivhi, uye vadzidzi vake vakamutevera.
40 ୪୦ ଆରି ସେ ଜାଗାଇ କେଟିକରି ସିସ୍ମନ୍କେ କଇଲା, “ତମେ ପରିକାର୍ ପାନ୍ଦେ ନ ଲାଗାଇ ଅଇବାକେ ପାର୍ତନା କରା ।”
Akati asvika panzvimbo iyo, akati kwavari, “Nyengeterai kuti murege kupinda mukuedzwa.”
41 ୪୧ ତାର୍ ପଚେ ଜିସୁ ତାକର୍ତେଇଅନି କଣ୍ଡେକ୍ ଦୁର୍ ଜାଇ ମାଣ୍ଡିକୁଟା ଦେଇକରି ପାର୍ତନା କର୍ବାର୍ ଦାର୍ଲା ।
Akabva pavari akaenda mberi kwavo chinhambwe chingasvika dombo rapotserwa, akapfugama ndokunyengetera achiti,
42 ୪୨ “ଏ ବାବା, ତୁଇ ମନ୍କଲେ ଏ କସ୍ଟର୍ ମୁତା ମର୍ତେଇଅନି ଦୁରିକେ ନେ । ମାତର୍ ମୁଇ ମନ୍ କଲା ଇସାବେ ନାଇ, ତର୍ ମନ୍କଲା ଇସାବେ ସିଦ୍ ଅ ।”
“Baba, kana muchida, bvisai mukombe uyu pandiri; asi ngakurege kuva kuda kwangu, asi kuda kwenyu kuitwe.”
43 ୪୩ ସେଡ୍କିବେଲେ ଏଦେ ଦେକା! ପର୍ମେସରର୍ ଗଟେକ୍ ଦୁତ୍ ଆସି ଜିସୁକେ ଦେକାଇଅଇଲା ଆରି ଡାଟ୍ସଙ୍ଗ୍ ରଇବାକେ ବପୁଦେଲା ।
Mutumwa akabva kudenga akazviratidza kwaari uye akamusimbisa.
44 ୪୪ ମାତର୍ ଜିସୁ ଅଦିକ୍ ବିକଲ୍ ଅଇ, ମନ୍ଦିଆନ୍ ଦେଇ ପାର୍ତନା କର୍ବାର୍ ଦାର୍ଲା । ତାର୍ ଗାଗ୍ଡର୍ ଜାଲ୍ ପାନି, ବନିପାରା ଜର୍ଜର୍ ଅଇ ବୁଏଁ ତିପିଗାଲା ।
Uye ari pakutambudzika, akanyengetera zvikuru, uye ziya rake rakanga rakaita samadonhwe eropa anodonhera pasi.
45 ୪୫ ଆରି ଜିସୁ ପାର୍ତନା କରିସାରାଇ ସିସ୍ମନର୍ ଲଗେ ଗାଲା । ସେମନ୍ ସବୁ ଲକ୍ ଦୁକ୍ଅଇକରି ତାକିଜାଇ ସଇରଇଲାଟା ସେ ଦେକ୍ଲା ।
Akati achisimuka kubva pakunyengetera, akadzokera kuvadzidzi, akasvikovawana vavata, vaneteswa nokusuwa.
46 ୪୬ ତେଇ ସେମନ୍କେ କଇଲା, “ତମେ କାଇକେ ସଇଦେଇ ଆଚାସ୍? ଉଟା ପରିକାର୍ ପାନ୍ଦେ ନ ଲାଗାଇ ଅଇବାକେ ପାର୍ତନା କରା ।”
Akasvikovabvunza achiti, “Seiko mavata? Mukai munyengetere kuti murege kuwira mukuedzwa.”
47 ୪୭ ଜେଡେବଲ୍ ଜିସୁ ଏ କାତା କଇତେରଇଲା ଗାଦି ଲକ୍ମନ୍ ତେଇ ଆଇଲାଇ । ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଜିଉଦା ନାଉଁର୍ ସିସ୍, ସେମନର୍ ଆଗ୍ତୁ ଅଇ ସେମନ୍କେ ଡାକିଆନ୍ଲା, । ଆରି ଜିସୁକେ ଚୁମିକରି ସେମନ୍କେ ଚିନାଇଦେଲା ।
Achiri kutaura, vanhu vazhinji vakasvika, uye uya ainzi Judhasi, mumwe wavane Gumi naVaviri, akanga achivatungamirira. Akaswedera kuna Jesu kuti amutsvode,
48 ୪୮ ଜିସୁ ଜିଉଦାକେ ପାଚାର୍ଲା, “ଏ ଜିଉଦା ପର୍ମେସର୍ତେଇ ଅନି ଆଇଲା ନର୍ପିଲା ମକେ, ତୁଇ ବିରଦି ଲକ୍ମନ୍କେ ଚୁମିକରି ଦାରାଇଦେଲୁସ୍ନି କି?”
asi Jesu akamubvunza akati, “Judhasi, uri kupandukira Mwanakomana woMunhu nokutsvoda here?”
49 ୪୯ ସେ ବିରଦି ଲକ୍ମନ୍ ଜିସୁକେ ବନ୍ଦିକରି ଦାରିଜିବାଇ ବଲି ସିସ୍ମନ୍ ଜାନ୍ଲାଇ । ସେବେଲାଇ ସିସ୍ମନ୍ ଜିସୁକେ ପାଚାର୍ଲାଇ, “ଏ ମାପ୍ରୁ, ଆମର୍ କାଣ୍ଡା ବେଟ୍ବୁ କି?”
Vateveri vaJesu vakati vaona zvakanga zvoda kuitika vakati, “Ishe, tivabaye neminondo yedu here?”
50 ୫୦ ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍, ବଡ୍ ପୁଜାରିର୍ ଗତିଦାଙ୍ଗ୍ଡାର୍ ଉଜା କାନ୍ ଚିଡ୍ତେ କାଟିପାକାଇଲା ।
Uye mumwe wavo akatema muranda womuprista mukuru, akagura nzeve yake yokurudyi.
51 ୫୧ ଏଟା ଦେକି ଜିସୁ କଇଲା, “ନିଚୁ” । ସେ ଚିଡ୍ଲା କାନ୍ ଚିଇକରି ନିକ କଲା ।
Asi Jesu akapindura achiti, “Zvaringana!” Uye akabata nzeve yomurume uya akamuporesa.
52 ୫୨ ଜିସୁ ତାକେ ବନ୍ଦି କର୍ବାକେ ଆଇଲା ମୁକିଅ ପୁଜାରିମନ୍କେ, ମନ୍ଦିର୍ ଜାଗି ରଇବା ସେନାପତିମନ୍କେ ଆରି ପାର୍ଚିନ୍ମନ୍କେ କଇଲା, “ମୁଇ କାଇ ଡାକୁ କି? ମକେ ଦାର୍ବାକେ ବଡ୍ ବଡ୍ ଟେଙ୍ଗ୍ ଆରି କାତିକାଣ୍ଡା ଦାରି ଆସି ଆଚାସ୍ ।
Ipapo Jesu akati kuvaprista vakuru navabati vaichengeta temberi, navakuru vakanga vamuvinga, “Ko, ini ndiri mupanduki mukuru here, zvamauya neminondo netsvimbo?
53 ୫୩ ସବୁ ଦିନେତା ମୁଇ ମନ୍ଦିରେ ତମର୍ ସଙ୍ଗ୍ ରଇଲି, ମାତର୍ ତମେ ମକେ ବାନ୍ଦାସ୍ ନାଇ । ଏବେ ବେଲା କେଟ୍ଲା ଆଚେ । ମକେ କାଇଟାମିସା କର୍ବାକେ ପର୍ମେସର୍ ସଇତାନ୍କେ ଅନୁମତି ଦେଲାଆଚେ ।”
Mazuva ose ndakanga ndinemi mutemberi, uye hamuna kundibata. Asi ino ndiyo nguva yenyu, yokutonga kwerima.”
54 ୫୪ ତାର୍ ପଚେ ସେମନ୍ ଜିସୁକେ ବାନ୍ଦିକରି ବଡ୍ ପୁଜାରିର୍ ଗରେ ଦାରିଗାଲାଇ । ପିତର୍ ଦୁରିକେ ରଇ ସେମନର୍ ପଚେପଚେ ଗାଲା ।
Ipapo vakamubata, vakaenda naye vakandomuisa mumba momuprista mukuru. Petro akamutevera ari nechokure.
55 ୫୫ ସନିଅମନ୍ ଜଇଲାଗାଇ ଚାରିବେଡ୍ତି ବସ୍ଲାଇ । ପିତର୍ ମିସା ସେମନର୍ ସଙ୍ଗ୍ ବସ୍ଲା ।
Asi vakati vabatidza moto pakati poruvazhe uye vagara pasi pamwe chete, Petro akagara pakati pavo.
56 ୫୬ ଗଟେକ୍ ଗତିଦାଙ୍ଗ୍ଡି ପିତର୍କେ ଜଇପାଲି ବସ୍ଲାଟା ନିକକରି ଦେକି କଇଲା, “ଏ ଲକ୍ ମିସା ଜିସୁର୍ ସଙ୍ଗ୍ ରଇଲା!”
Musikana akanga ari mushandi akamuona agerepo muchiedza chomoto. Akamunanʼanidza akati, “Murume uyu aivawo naJesu.”
57 ୫୭ ମାତର୍ ପିତର୍ ରାଜି ନ ଅଇ କଇଲା, “ଏ ଗତିଦାଙ୍ଗ୍ଡି, ତାକେ ମୁଇ ମୁଲ୍କେ ନାଜାନି ।”
Asi iye akaramba izvozvo akati, “Iwe mukadzi, handimuzivi ini.”
58 ୫୮ ଚନେକ୍ ରଇଲା ପଚେ ଆରି ଗଟେକ୍ ଲକ୍ ପିତର୍କେ ଦେକି କଇଲା, “ତୁଇ ମିସା ତାର୍ ସଙ୍ଗ୍ ରଇଲୁସ୍ ।” ମାତର୍ ପିତର୍ ତାକେ କଇଲା, “ମୁଇ ନଇ ।”
Kwapera chinguvana, mumwezve akamuona akati, “Newewo uri mumwe wavo.” Petro akapindura akati, “Iwe murume, handizi!”
59 ୫୯ ଗଟେକ୍ ଗଁଟା ଗାଲାପଚେ ଆରି ଗଟେକ୍ ଲକ୍ ପିତର୍କେ ଦେକି କଇଲା, “ଏ ଲକ୍ମିସା ନିଜେ ତାର୍ ସିସ୍ମନର୍ ସଙ୍ଗ୍ ରଇଲା । ଆକେ ମୁଇ ନିକକରି ଜାନି । କାଇକେ ବଇଲେ ସେ ଗଟେକ୍ ଗାଲିଲିର୍ ଲକ୍ ।”
Shure kweawa imwe chete mumwezve akauya akati, “Zvirokwazvo munhu uyu akanga anaye, nokuti muGarirea.”
60 ୬୦ ଏଟା ସୁନି ପିତର୍ ସେ ଲକ୍କେ କଇଲା, “ଏ ବାଇ ତୁଇ କାଇଟା କଇଲୁସ୍ନି? ମୁଇ ବିଲ୍କୁଲ୍ ନାଜାନି ।” ସେ କାତା ପିତର୍ କଇଲା ଦାପ୍ରେ, କୁକ୍ଡା ଡାକ୍ଲା ।
Petro akapindura akati, “Iwe murume, handitombozivi zvauri kutaura nezvazvo!” Achiri kutaura, jongwe rakabva rarira.
61 ୬୧ ସେବେଲେ ଜିସୁମାପ୍ରୁ ପିତର୍କେ ପାସ୍ଲି ନିମାନ୍ କରି ଦେକ୍ଲା । ଜିସୁ ଆଗ୍ତୁ କଇଲା କାତା ସେ ଏତାଇଲା । ସେ ତାକେ କଇରଇଲା ତୁଇ ମକେ ଆଜି କୁକ୍ଡା ଡାକ୍ବା ଆଗ୍ତୁ ତିନ୍ତର୍ ନାଜାନି, ବଲି କଇସୁ ।
Ishe akatendeuka akatarisa akanyatsonanga Petro. Ipapo Petro akarangarira shoko rakanga rataurwa kwaari naShe rokuti, “Nhasi jongwe risati rarira, uchandiramba katatu.”
62 ୬୨ ସେଟାର୍ପାଇ ପିତର୍ ସେଟା ଏତାଇ, ଦୁକ୍ ଅଇ ଡାଣ୍ଡେଅନି ବିନେ ଜାଇ ବେସି କାନ୍ଦ୍ଲା ।
Ipapo akabuda kunze akandochema zvikuru.
63 ୬୩ ଜିସୁକେ ଦାରିକରି ସଙ୍ଗଇରଇଲା ଲକ୍ମନ୍ ତାକେ ମାରିମାରି କିଜାଇଲାଇ ।
Varume vakanga vachirinda Jesu vakatanga kumuseka uye vakamurova.
64 ୬୪ ଆରି ତାର୍ ଆଁକି ବାନ୍ଦିକରି ତାକେ ପାଚାର୍ଲାଇ, “ତକେ କେ ମାର୍ଲା, କଅ?”
Vakamusunga kumeso vakati, “Profita! Ndiani akurova?”
65 ୬୫ ଆରି କେତେଟା କାତା କଇ ତାକେ ନିନ୍ଦା କଲାଇ ।
uye vakataura zvimwe zvinhu zvizhinji kwaari vachimutuka.
66 ୬୬ ତାର୍ ଆର୍କର୍ ଦିନେ ଜୁଲ୍ପୁଲ୍ ଉଜଲ୍ ବେଲାଇ, ପାର୍ଚିନ୍ମନ୍, ମୁକିଅ ପୁଜାରିମନ୍ ଆରି ସାସ୍ତର୍ ସିକାଇଦେବା ଲକ୍ମନ୍ ଗଟେକ୍ଟାନେ ରୁଣ୍ଡ୍ଲାଇ । ଆରି ଜିସୁକେ ବିଚାର୍ କର୍ବା ବଡ୍ଟା ଜାଗାଇ ନେଲାଇ ।
Kuzoti kwaedza, dare ravakuru vavanhu, vose vaprista vakuru navadzidzisi vomurayiro, vakasangana pamwe chete, Jesu akamiswa pamberi pavo.
67 ୬୭ “ତୁଇ ସତଇସେ ପର୍ମେସର୍ ବାଚିପାଟାଇଲା କିରିସ୍ଟ କି? ଆମ୍କେ କଅ ।” ମାତର୍ ଜିସୁ ସେମନ୍କେ କଇଲା, “ମୁଇ କଇଲେ ମିସା ତମେ ବିସ୍ବାସ୍ ନ କରାସ୍ ।
Vakati, “Kana uri Kristu, tiudze.” Jesu akapindura akati, “Kana ndikakuudzai, hamunganditendi,
68 ୬୮ ମୁଇ ତମ୍କେ ପାଚାର୍ଲେ ମିସା ନ କୁଆସ୍ ।
uye kana ndikakubvunzai, hamungandipinduri.
69 ୬୯ ମାତର୍ ଏବେ ଅନି, ପର୍ମେସରର୍ଟାନେଅନି ଆଇଲା ନର୍ପିଲା ମୁଇ ତାର୍ ଉଜାବାଟେ ବସିରଇବି ।”
Asi kubva zvino, Mwanakomana woMunhu achagara kuruoko rworudyi rwaMwari ane simba.”
70 ୭୦ ସେ କାତା ସୁନି ଗୁଲାଇ ଲକ୍ମନ୍ ଆଉଲିଅଇ ଜିସୁକେ ପାଚାର୍ଲାଇ, “ଏନ୍ତି ବଇଲେ ତୁଇକାଇ ପର୍ମେସରର୍ ପିଲା କି?” ଜିସୁ ସେମନ୍କେ କଇଲା “ମୁଇସେ ବଲି ତମେ କଇଲାସ୍ନି ।”
Vose vakabvunza vachiti, “Ko, zvino iwe ndiwe Mwanakomana waMwari here?” Iye akapindura akati, “Mareva zvakanaka, zvamati ndini iye.”
71 ୭୧ ଆରି ସେମନ୍ କଇଲାଇ, “ଆମ୍କେ ଆରି କାଇ ସାକି ଦର୍କାର୍ ତା? ଆମେ ନିଜେ ତାର୍ ଟଣ୍ଡେଅନି ସୁନ୍ଲୁ ଆଚୁ ।”
Ipapo vakati, “Tichadazve humwe uchapupu here? Tazvinzwa zvabva mumuromo make.”