< ଲୁକ୍‌ 22 >

1 କମିର୍‌ ନ ପାକାଇ ରୁଟି ତିଆର୍‌ କର୍‌ବା ପରବ୍‌ ଜାକେକି ନିସ୍‌ତାର୍‌ ପରବ୍‌ ବଲି ମିସା କଇବାଇ, ସେ ପରବ୍‌ ଲଗାଲଗି କେଟି ଆଇତେ ରଇଲା ।
Intussen begon het feest der ongedesemde broden te naderen, dat Pasen heet.
2 ଆରି ମୁକିଅ ପୁଜାରିମନ୍‌, ସାସ୍‌ତର୍‌ ସିକାଉମନ୍‌ ଲକ୍‌ମନ୍‌କେ ଡର୍‌ତେ ରଇଲାଇ । ଜିସୁକେ କେନ୍ତି ଲୁଚ୍‌ତେ ମରାଉଁ? ବଲି ବାଟ୍‌ କଜ୍‌ତେ ରଇଲାଇ ।
En de opperpriesters en schriftgeleerden zochten naar een middel, om Hem te doden; want ze waren bang voor het volk.
3 ଆରି ଜିସୁର୍‌ ବାର୍‌ଟା ସିସ୍‌ମନର୍‌ ବିତ୍‌ରେଅନି ଇସ୍‌କାରିୟତ୍‌ ଜିଉଦା ନାଉଁର୍‌ ଗଟେକ୍‌ ସିସ୍‌ ରଇଲା । ସେବେଲାଇ ତାର୍‌ ମନ୍‌ ବିତ୍‌ରେ ସଇତାନ୍‌ ପୁରିଦେଲା ।
Toen voer de satan in Judas, Iskáriot geheten, een van het twaalftal;
4 ଆରି ସେ ମୁକିଅ ପୁଜାରିମନ୍‌ ଆରି ମନ୍ଦିର୍‌ ଜାଗି ରଇବା ସେନାପତିମନର୍‌ ଲଗେ, କେନ୍ତିକରି ଜିସୁକେ ବିସ୍‌ବାସେ ବିସ୍‌ ଦେଲା ପାରା କରି, ତାକେ ଦାରାଇଦେବି ବଲି ସେମନର୍‌ ସଙ୍ଗ୍‌ କାତାବାର୍‌ତା ଅଇବାର୍‌ ଗାଲା ।
en hij ging met de opperpriesters en bevelhebbers overleggen, hoe hij Hem aan hen zou overleveren.
5 ସେଟାର୍‌ପାଇ ସେ ଲକ୍‌ମନ୍‌ ବେସି ସାର୍‌ଦା ଅଇକରି ତାକେ ଡାବୁ ଦେବାକେ ରାଜି ଅଇଲାଇ ।
Ze waren verheugd, en kwamen overeen, hem geld te geven.
6 ଜିଉଦା ମିସା ରାଜି ଅଇଲା ଆରି ଲକ୍‌ମନର୍‌ ନ ଜାନ୍‌ତେ ଜିସୁକେ ଦାରାଇଦେବାକେ ସୁଜଗ୍‌ କଜ୍‌ତେରଇଲା ।
Hij stemde toe, en zocht dus naar een gelegenheid, om Hem zonder volksoploop aan hen over te leveren.
7 ତାର୍‌ପଚେ ନିସ୍‌ତାର୍‌ ପରବର୍‍ ବଜି କରି ମେଣ୍ଡାପିଲା ମାର୍‌ବା ଦିନ୍‌ ଆଇଲା ।
Toen nu de dag der ongedesemde broden was gekomen, waarop het Pascha moest worden geofferd,
8 ଜିସୁ, ପିତର୍‌ ଆରି ଜଅନ୍‌କେ ଏ କାତା କଇ ପାଟାଇଲା । “ଜା ଆରି ଆମର୍‌ପାଇ ନିସ୍‌ତାର୍‌ ପରବର୍‌ ବଜି କାଇବାକେ ଟିକ୍ କରା ।”
stuurde Hij Petrus en Johannes heen, en zeide: Gaat voor ons het paasmaal bereiden, opdat we het eten.
9 ସେମନ୍‌ ଜିସୁକେ ପାଚାର୍‌ଲାଇ, “ଆମେ କନ୍‌ ଜାଗାଇ ବଜି ତିଆର୍‌କର୍‌ବୁ ବଲି ତମେ ମନ୍‌ କଲାସ୍‌ନି?”
Ze zeiden Hem: Waar wilt Gij, dat we het bereiden?
10 ୧୦ ଜିସୁ ସେମନ୍‌କେ କଇଲା, ଦେକା, ତମେ ଗଡ୍‌ ବିତ୍‌ରେ ପୁର୍‌ବା ବେଲେ ଗଟେକ୍‌ ଆଣ୍ଡିତେଇ ପାନିନେଇ ଜିବା ଲକ୍‌କେ ବେଟ୍‍ପାଇସା । ସେ ଜନ୍‌ ଗରେ ପୁର୍‌ସି, ତାର୍‌ ପଚ୍‌ପଚ୍‌ ଜାଇ ସେ ଗରର୍‌ ସାଉକାର୍‌କେ କୁଆ,
Hij zei hun: Zie, als gij de stad binnengaat, zult gij een man tegenkomen, die een kruik water draagt; volgt hem in het huis, waar hij ingaat,
11 ୧୧ “ଆମର୍‌ ଗୁରୁ ତମ୍‌କେ ଏ କବର୍‌ କଇ ପାଟାଇଆଚେ, ମୁଇ ଆରି ମର୍‌ ସିସ୍‌ମନ୍‌ କନ୍‌ ବାକ୍‌ରାଇ ରକିଆ ପାଇବା ପରବର୍‌ ବଜି ମାନ୍‌ବୁ?
en zegt tot den heer des huizes: De Meester zegt u: Waar is de zaal, waar Ik met mijn leerlingen het paasmaal kan houden?
12 ୧୨ ତାର୍‌ପଚେ ସେ ଲକ୍‌ ତମ୍‌କେ ଗର୍‌ ଉପ୍‌ରେ ରଇବା ମଅଲା ତିଆର୍‌ ଅଇରଇଲା ଗଟେକ୍‌ ବଡ୍‌ ବାକ୍‌ରା ଦେକାଇ ଦେଇସି । ତେଇ ତମେ କାଦି ତିଆର୍‌ କରା ।”
En hij zal u een grote opperzaal aanwijzen, van alles voorzien; maakt daar alles gereed.
13 ୧୩ ସେମନ୍‌ ଜାଇକରି ଜିସୁ ସେମନ୍‌କେ ଜେନ୍ତି କଇରଇଲା ସେନ୍ତିସେ ଦେକ୍‌ଲାଇ । ଆରି ନିସ୍‌ତାର୍‌ ପରବର୍‌ ବଜି ତିଆର୍‌ କଲାଇ ।
Ze gingen heen, en vonden het, zoals Hij het hun had gezegd; en ze maakten het paasmaal gereed.
14 ୧୪ ସମାନ୍‌ ବେଲା କେଟ୍‌ଲାକେ ଜିସୁ ପେରିତ୍‌ମନର୍‌ ସଙ୍ଗ୍‌ କାଇବାକେ ମିସ୍‌ତେ ବସ୍‌ଲାଇ ।
Op de vastgestelde tijd ging Hij aanliggen aan tafel, en de twaalf apostelen met Hem.
15 ୧୫ ସେବେଲା ଜିସୁ ସେମନ୍‌କେ କଇଲା, “ମୁଇ ଦୁକ୍‌ କସ୍‌ଟ ପାଇବା ଆଗ୍‌ତୁ ନିସ୍‌ତାର୍‌ ପରବ୍‌ ତମର୍‌ସଙ୍ଗ୍‌ ମିସ୍‌ତେ କର୍‌ବାକେ ବେସି ମନ୍‌ କରିରଇଲି ।
En Hij sprak tot hen: Vurig heb Ik verlangd, eer Ik ga lijden, dit paasmaal met u te eten.
16 ୧୬ ମୁଇ ତମ୍‌କେ କଇଲିନି, ପର୍‌ମେସରର୍‌ ରାଇଜେ ଏଟା ପୁରାପୁରୁନ୍‌ ନ ଅଇବାଜାକ, କେବେ ମିସା ଏଟା ନ କାଇ ।”
Want Ik zeg u, dat Ik het niet meer zal eten, vóór het zijn vervulling bereikt in het koninkrijk Gods.
17 ୧୭ ଆରି ସେ ଅଙ୍ଗୁର୍‌ ରସ୍‌ ଦାରି ପର୍‌ମେସର୍‌କେ ଜୁଆର୍‌ କରି କଇଲା, “ଏଟା ନେଇ ତମର୍‌ ନିଜର୍‌ ନିଜର୍‌ ବିତ୍‌ରେ ବାଟା କରା ।
Toen nam Hij een kelk, sprak het dankgebed uit, en zeide: Neemt en verdeelt hem onder elkander.
18 ୧୮ ମୁଇ ତମ୍‌କେ କଇଲିନି ପର୍‌ମେସରର୍‌ ରାଇଜ୍‌ ନ ଆଇବା ଜାକ, ଏ ରସ୍‌ କେବେ ମିସା ନ କାଇ ।”
Want Ik zeg u: Van nu af aan zal Ik de vrucht van de wijnstok niet meer drinken, totdat het koninkrijk Gods is gekomen.
19 ୧୯ ଆରି ରୁଟି ଦାରିକରି ପର୍‌ମେସର୍‌କେ ଦନିଅବାଦ୍‍ଦେଇ ବାଙ୍ଗାଇ ସେମନ୍‌କେ ଦେଇକରି କଇଲା, “ଏଟା ମର୍‌ ଗାଗଡ୍‌, ଜନ୍‌ଟା ତମର୍‌ ପାଇ ଦିଆଅଇଲା ଆଚେ । ମକେ ଏତାଇବା ପାଇ ଏଟା କରା ।”
Toen nam Hij brood, sprak een dankgebed uit, brak het, gaf het hun, en sprak: Dit is mijn lichaam, dat voor u wordt overgeleverd; doet dit tot mijne gedachtenis.
20 ୨୦ ସେନ୍ତାରିସେ କାଇଲା ପଚେ ସେ ମୁତାଇ ଅଙ୍ଗୁର୍‌ ରସ୍‌ ଦାରି କଇଲା, “ଏ ମୁତା ମର୍‌ ବନିତେଇ, ପର୍‌ମେସର୍‌ ଲକ୍‌ମନର୍‌ ସଙ୍ଗ୍‌ କଲା ନୁଆ ରାଜିନାମା । ଏଟା ତମର୍‌ପାଇ ଜର୍‌ଲା ମର୍‌ ବନି ।”
Zo ook de kelk, na het avondmaal; en Hij sprak: Deze kelk is het Nieuwe Verbond in mijn bloed, dat voor u wordt vergoten.
21 ୨୧ “ମାତର୍‌ ଦେକା ଇତି ମର୍‌ସଙ୍ଗ୍‍ ବସି କାଇବା ଗଟେକ୍‌ ଲକ୍‌ସେ ବିରଦି ଲକ୍‌ମନର୍‌ ଆତେ ମକେ ଦାରାଇ ଦେଇସି ।
Zie, de hand van hem, die Mij verraadt, is met Mij op de tafel.
22 ୨୨ ପର୍‌ମେସରର୍‌ଟାନେଅନି ଆଇଲା ନର୍‌ପିଲା ମୁଇ, ସେ ଜେନ୍ତି ଜଜ୍‌ନା କଲାଆଚେ, ସେନ୍ତାରିସେ ମର୍‌ବାକେ ଅଇସି । ମାତର୍‌ ଜନ୍‌ ଲକ୍‌ ମକେ ବିସ୍‌ବାସେ ବିସ୍‌ ଦେଲାପାରା ବିରଦିମନର୍‌ ଆତେ ଦାରାଇ ଦେଇସି, ତାକେ ବେସି ଡଣ୍ଡ୍‌ ମିଲ୍‌ସି ।”
De Mensenzoon gaat wel heen, zoals het is vastgesteld; maar wee dien mens, door wien Hij wordt verraden.
23 ୨୩ ସେବେଲାଇ ସିସ୍‌ମନ୍‌ ସେମନର୍‌ ବିତ୍‌ରେ କାତା ଅଇଲାଇ, “ଏନ୍ତି ବଇଲେ ଆମର୍‌ ବିତ୍‌ରେ କେ ଜିସୁକେ ସେନ୍ତି କର୍‌ସି?”
Toen begonnen ze onder elkander te vragen, wie van hen het toch zijn kon, die dat zou doen.
24 ୨୪ ତାର୍‌ ପଚେ ସେମନର୍‌ ବିତ୍‌ରେଅନି କେ ବଡ୍‌ ବଲି ଦଦାପେଲା ଅଇଲାଇ ।
Nog ontstond er een twist onder hen, wie van hen als de eerste gold.
25 ୨୫ ଜିସୁ ସେମନ୍‌କେ କଇଲା, “ଏ ଦୁନିଆର୍‌ ରାଜାମନ୍‌ ସେମନର୍‌ ଲକ୍‌ମନ୍‌କେ ନିଜର୍‌ ଅଦିକାର୍‌ ଦେକାଇ ସାସନ୍‌ କର୍‌ବାଇ । ଆରି ସେମନ୍‌, ଆମେ ଲକ୍‌ମନ୍‌କେ ଦରମ୍‌ କର୍‌ବା ଲକ୍‌ ବଲି ଡାକ୍‌ପୁଟା ଅଇବାଇ ।
Maar Hij zeide hun: De koningen der volken heersen over hen, en die het gezag over hen voeren, laten zich weldoeners noemen.
26 ୨୬ ମାତର୍‌ ତମର୍‌ ବିତ୍‌ରେ ଏନ୍ତି ନ ଉଆ । କେ ବଡ୍‌ ସେ ସାନ୍‌ ଅ । ଆରି କେ ନେତା ରଇସି ସେ ସବୁଲକର୍‌ ସେବା କର୍‌ବାର୍‌ ଆଚେ ।
Zo moet het niet zijn onder u; maar de grootste onder u moet als de jongste zijn, en wie aan het hoofd staat, als een die dient!
27 ୨୭ ଏ ଦୁନିଆର୍‌ ଇସାବେ, ବସିକରି କାଇବା ଲକ୍‌ ବଡ୍‌ କି, ବାଟାକରି ଦେବା ଲକ୍‌ ବଡ୍‌? ବସିକରି କାଇବା ଲକ୍‌ ସେ ବଡ୍‌ ଅଇସି । ମାତର୍‌ ମୁଇ ସେନ୍ତି ନଇ । ମୁଇ ତମର୍‌ ବିତ୍‌ରେ ବାଟାକରି ଦେବା ଲକର୍‌ ପାରା ।
Wie toch is groter: hij die aan tafel ligt, of hij die bedient? Is het niet, die aan tafel ligt? Welnu, Ik ben onder u als de dienaar.
28 ୨୮ ତମେ ମର୍‌ ସବୁ ପରିକାଟାନେ ମର୍‌ସଙ୍ଗ୍‌ ରଇ ଆଇଲାସ୍‌ନି ।
Gij zijt Mij trouw gebleven bij mijn beproevingen.
29 ୨୯ ମର୍‌ ବାବା ପର୍‌ମେସର୍‌ ଜେନ୍ତି ସାସନ୍‌ କର୍‌ବାକେ ମକେ ତାର୍‌ ରାଇଜର୍‌ ଅଦିକାର୍‌ ଦେଲା ଆଚେ, ସେନ୍ତି ମୁଇ ମିସା ତମ୍‌କେ ଅଦିକାର୍‌ ଦେବି ।
Daarom verleen Ik u het koninkrijk, zoals mijn Vader het Mij heeft verleend:
30 ୩୦ ଆରି ତମେ ମର୍‌ ରାଇଜେ ମର୍‌ସଙ୍ଗ୍‌ ବସି କାଆପିଆ କର୍‌ସା । ରାଜ୍‌ଗାଦି ବସି ଇସ୍‌ରାଏଲର୍‌ ବାରଟା ଜାତିର୍‌ ଲକ୍‌ମନ୍‌କେ ସାସନ୍‌ କର୍‌ସା ।”
dat gij in mijn koninkrijk aan mijn tafel moogt eten en drinken, en op tronen moogt zetelen, om de twaalf stammen van Israël te oordelen.
31 ୩୧ “ଏ ସିମନ୍‌, ସିମନ୍‌! ସୁନ୍‌! ଚାସି ଜେନ୍ତି ଦାନ୍‌ ଉଡାଲିକରି ପଟ୍‌ ବିନେ କର୍‌ସି, ସେନ୍ତାରି ସଇତାନ୍‍ ତମ୍‌କେ ତେରେପେତେ କର୍‌ବାକେ ଆଦେସ୍‌ ପାଇଲା ଆଚେ ।
Simon, Simon, zie, de satan heeft u allen willen ziften als tarwe.
32 ୩୨ ମାତର୍‌ ତର୍‌ ବିସ୍‌ବାସ୍‌ ଉନା ନ ଅ ବଲି ମୁଇ ପାର୍‌ତନା କଲିଆଚି । ସେ ପରିକାଇ, ବିସ୍‍ବାସେ ଡାଟ୍‌ଅଇ, ଜିତି ଆଇଲେ ତର୍‌ ବାଇମନ୍‌କେ ମିସା ସେନ୍ତି ଡାଟ୍‌ କରାଇସୁ ।”
Maar Ik heb voor u gebeden, dat uw geloof niet zou bezwijken; en gij, wanneer ge u bekeerd hebt, bevestig dan uw broeders.
33 ୩୩ ସେବେଲାଇ ସିମନ୍‌ ଜିସୁକେ କଇଲା, “ଏ ମାପ୍‌ରୁ ମୁଇ ତର୍‌ସଙ୍ଗ୍‌ ବନ୍ଦି ଗରେ ଜିବାକେ ଆରି ମର୍‌ବାକେ ମିସା ରାଜି ଆଚି ।”
Hij zei Hem: Heer, ik ben bereid, met U zelfs kerker en dood in te gaan.
34 ୩୪ ତାର୍‌ ପଚେ ଜିସୁ କଇଲା, “ଏ ପିତର୍‌ ମୁଇ ତକେ କଇଲିନି, ତୁଇ ଏବେ ଏନ୍ତି କଇଲୁସ୍‌ନି, ମାତର୍‌ ଆଜି ରାତି କୁକ୍‌ଡା ନ ଡାକ୍‌ବା ଆଗ୍‌ତୁ ମକେ ତିନ୍‌ତର୍‌ ନାଜାନି ବଲି କଇସୁ ।”
Maar Hij sprak: Ik zeg u, Petrus, de haan zal heden niet kraaien, voordat ge driemaal geloochend hebt, Mij te kennen.
35 ୩୫ ଜିସୁ ତାର୍‌ ସିସ୍‌ମନ୍‌କେ ପାଚାର୍‌ଲା । “ମୁଇ ତମ୍‌କେ ପାଟାଇଲାବେଲେ ବେସ୍‌ନି, ମୁନା ଆରି ପାଣ୍ଡଇ ନ ନେବାକେ କଇରଇଲି । ସେବେଲାଇ ତମ୍‌କେ କାଇ ଅବାବ୍‌ ଅଇଲା କି?” “ନାଇ, କାଇଟା ମିସା ଅବାବ୍‌ ଅଏ ନାଇ ।” ବଲି କଇଲାଇ ।
Nog sprak Hij tot hen: Toen Ik u uitzond zonder beurs en reiszak en sandalen, heeft het u toen aan iets ontbroken? Ze zeiden: Aan niets.
36 ୩୬ ଆରି ସେ କଇଲା, “ମାତର୍‌ ଏବେ ତମ୍‌କେ କଇଲିନି, ବେସ୍‌ନି କି ମୁନା ରଇଲେ ନିଆ । ଆରି ଜାକେ କାଣ୍ଡା ନାଇ, ସେ ପିନ୍ଦ୍‌ବାଟା ବିକି କାଣ୍ଡା ଗେନ ।
Hij ging voort: Maar nu, wie een beurs heeft, moet ze meenemen, en ook zijn reiszak; en wie geen zwaard heeft, moet zijn mantel verkopen en er een kopen.
37 ୩୭ ମୁଇ ତମ୍‌କେ କାଇକେ କଇଲିନି ‘ସେ ଅପରାଦିମନର୍‌ ସଙ୍ଗ୍‌ ସମାନ୍‌ ଦସା ପାଇଲା’ ବଲି ସାସ୍‌ତରେ ଲେକା ଅଇଲା କାତା ସିଦ୍‌ ଅଇବାକେ ଗାଲାନି ।”
Want Ik zeg u: Ook dit Schriftwoord moet aan Mij worden vervuld: "En Hij is onder de misdadigers gerekend". Ja, wat over Mij is gezegd, is zijn vervulling nabij.
38 ୩୮ ସିମନ୍‌ ଜିସୁକେ କଇଲା, “ଏ ମାପ୍‌ରୁ, ଦେକା ଆମର୍‌ ବିତ୍‌ରେ ଜଡେକ୍‌ କାଣ୍ଡା ଆଚେ ।” ଜିସୁ କଇଲା, “ସେତ୍‌କି ଅଇସି ।”
Ze zeiden: Heer, zie, hier zijn twee zwaarden. Hij zei hun: Genoeg.
39 ୩୯ ତେଇଅନି ଜିସୁ ଗଡ୍‌ ଚାଡି ଆଗ୍‌ତୁର୍‌ ଅବିଆସ୍‌ ଇସାବେ ଜିତ୍‌ନାଉଁର୍‌ ଡଙ୍ଗ୍‌ରେ ପାର୍‌ତନା କର୍‌ବାକେ ଗାଲା । ସିସ୍‌ମନ୍‌ ମିସା ତାର୍‌ ସଙ୍ଗ୍‌ ରଇଲାଇ ।
Nu ging Hij naar buiten, en begaf Zich volgens gewoonte naar de Olijfberg; ook zijn leerlingen gingen met Hem mee.
40 ୪୦ ଆରି ସେ ଜାଗାଇ କେଟିକରି ସିସ୍‌ମନ୍‌କେ କଇଲା, “ତମେ ପରିକାର୍‌ ପାନ୍ଦେ ନ ଲାଗାଇ ଅଇବାକେ ପାର୍‌ତନା କରା ।”
Daar aangekomen, sprak Hij tot hen: Bidt, dat gij niet in bekoring komt.
41 ୪୧ ତାର୍‌ ପଚେ ଜିସୁ ତାକର୍‌ତେଇଅନି କଣ୍ଡେକ୍‌ ଦୁର୍‌ ଜାଇ ମାଣ୍ଡିକୁଟା ଦେଇକରି ପାର୍‌ତନା କର୍‌ବାର୍‌ ଦାର୍‌ଲା ।
Hij verwijderde Zich van hen ongeveer een steenworp ver, viel op zijn knieën neer,
42 ୪୨ “ଏ ବାବା, ତୁଇ ମନ୍‌କଲେ ଏ କସ୍‌ଟର୍‌ ମୁତା ମର୍‌ତେଇଅନି ଦୁରିକେ ନେ । ମାତର୍‌ ମୁଇ ମନ୍‌ କଲା ଇସାବେ ନାଇ, ତର୍‌ ମନ୍‌କଲା ଇସାବେ ସିଦ୍‌ ଅ ।”
en bad: Vader, indien het uw wil is, neem deze kelk van Mij weg. Neen, niet mijn wil geschiede, maar de uwe.
43 ୪୩ ସେଡ୍‌କିବେଲେ ଏଦେ ଦେକା! ପର୍‌ମେସରର୍‌ ଗଟେକ୍‌ ଦୁତ୍‌ ଆସି ଜିସୁକେ ଦେକାଇଅଇଲା ଆରି ଡାଟ୍‌ସଙ୍ଗ୍‌ ରଇବାକେ ବପୁଦେଲା ।
Toen verscheen Hem een engel uit de hemel, die Hem sterkte.
44 ୪୪ ମାତର୍‌ ଜିସୁ ଅଦିକ୍‌ ବିକଲ୍‌ ଅଇ, ମନ୍‌ଦିଆନ୍‌ ଦେଇ ପାର୍‌ତନା କର୍‌ବାର୍‌ ଦାର୍‌ଲା । ତାର୍‌ ଗାଗ୍‌ଡର୍‌ ଜାଲ୍‌ ପାନି, ବନିପାରା ଜର୍‌ଜର୍‌ ଅଇ ବୁଏଁ ତିପିଗାଲା ।
En door doodsangst bevangen, bad Hij nog vuriger, en zijn zweet droop als bloeddruppels neer op de grond.
45 ୪୫ ଆରି ଜିସୁ ପାର୍‌ତନା କରିସାରାଇ ସିସ୍‌ମନର୍‌ ଲଗେ ଗାଲା । ସେମନ୍‌ ସବୁ ଲକ୍‌ ଦୁକ୍‌ଅଇକରି ତାକିଜାଇ ସଇରଇଲାଟା ସେ ଦେକ୍‌ଲା ।
Toen Hij opstond van zijn gebed, en naar de leerlingen ging, vond Hij ze van droefheid in slaap.
46 ୪୬ ତେଇ ସେମନ୍‌କେ କଇଲା, “ତମେ କାଇକେ ସଇଦେଇ ଆଚାସ୍‌? ଉଟା ପରିକାର୍‌ ପାନ୍ଦେ ନ ଲାଗାଇ ଅଇବାକେ ପାର୍‌ତନା କରା ।”
Hij zeide hun: Hoe kunt gij slapen? Staat op, en bidt, dat gij niet in bekoring komt.
47 ୪୭ ଜେଡେବଲ୍‌ ଜିସୁ ଏ କାତା କଇତେରଇଲା ଗାଦି ଲକ୍‌ମନ୍‌ ତେଇ ଆଇଲାଇ । ଜିସୁର୍‌ ବାର୍‌ଟା ସିସ୍‌ମନର୍‌ ବିତ୍‌ରେଅନି ଜିଉଦା ନାଉଁର୍‌ ସିସ୍‌, ସେମନର୍‌ ଆଗ୍‌ତୁ ଅଇ ସେମନ୍‌କେ ଡାକିଆନ୍‌ଲା, । ଆରି ଜିସୁକେ ଚୁମିକରି ସେମନ୍‌କେ ଚିନାଇଦେଲା ।
Terwijl Hij nog sprak, zie daar kwam een bende aan; en één van de twaalf, Judas genaamd, ging voor hen uit, en trad op Jesus toe, om Hem te kussen.
48 ୪୮ ଜିସୁ ଜିଉଦାକେ ପାଚାର୍‌ଲା, “ଏ ଜିଉଦା ପର୍‌ମେସର୍‌ତେଇ ଅନି ଆଇଲା ନର୍‌ପିଲା ମକେ, ତୁଇ ବିରଦି ଲକ୍‌ମନ୍‌କେ ଚୁମିକରି ଦାରାଇଦେଲୁସ୍‌ନି କି?”
Jesus zei hem: Judas, verraadt ge den Mensenzoon met een kus?
49 ୪୯ ସେ ବିରଦି ଲକ୍‌ମନ୍‌ ଜିସୁକେ ବନ୍ଦିକରି ଦାରିଜିବାଇ ବଲି ସିସ୍‌ମନ୍‌ ଜାନ୍‌ଲାଇ । ସେବେଲାଇ ସିସ୍‌ମନ୍‌ ଜିସୁକେ ପାଚାର୍‌ଲାଇ, “ଏ ମାପ୍‌ରୁ, ଆମର୍‌ କାଣ୍ଡା ବେଟ୍‌ବୁ କି?”
Toen zij, die bij Hem waren, zagen wat er gebeuren ging, zeiden ze Hem: Heer, willen we met het zwaard er op inslaan?
50 ୫୦ ସିସ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌, ବଡ୍‌ ପୁଜାରିର୍‌ ଗତିଦାଙ୍ଗ୍‌ଡାର୍‌ ଉଜା କାନ୍‌ ଚିଡ୍‌ତେ କାଟିପାକାଇଲା ।
En één van hen trof den knecht van den hogepriester, en sloeg hem het rechteroor af.
51 ୫୧ ଏଟା ଦେକି ଜିସୁ କଇଲା, “ନିଚୁ” । ସେ ଚିଡ୍‌ଲା କାନ୍‌ ଚିଇକରି ନିକ କଲା ।
Maar Jesus gaf ten antwoord: Houdt op; genoeg! Hij raakte het oor aan, en genas het.
52 ୫୨ ଜିସୁ ତାକେ ବନ୍ଦି କର୍‌ବାକେ ଆଇଲା ମୁକିଅ ପୁଜାରିମନ୍‍କେ, ମନ୍ଦିର୍‌ ଜାଗି ରଇବା ସେନାପତିମନ୍‌କେ ଆରି ପାର୍‌ଚିନ୍‌ମନ୍‌କେ କଇଲା, “ମୁଇ କାଇ ଡାକୁ କି? ମକେ ଦାର୍‌ବାକେ ବଡ୍‌ ବଡ୍‌ ଟେଙ୍ଗ୍‌ ଆରି କାତିକାଣ୍ଡା ଦାରି ଆସି ଆଚାସ୍‌ ।
Nu sprak Jesus tot de opperpriesters, de bevelhebbers van de tempel en de oudsten, die op Hem waren afgekomen: Gij zijt uitgetrokken als tegen een rover, met zwaarden en stokken.
53 ୫୩ ସବୁ ଦିନେତା ମୁଇ ମନ୍ଦିରେ ତମର୍‌ ସଙ୍ଗ୍‌ ରଇଲି, ମାତର୍‌ ତମେ ମକେ ବାନ୍ଦାସ୍‌ ନାଇ । ଏବେ ବେଲା କେଟ୍‌ଲା ଆଚେ । ମକେ କାଇଟାମିସା କର୍‌ବାକେ ପର୍‌ମେସର୍‌ ସଇତାନ୍‌କେ ଅନୁମତି ଦେଲାଆଚେ ।”
Dag aan dag was Ik bij u in de tempel, en gij hebt geen hand naar Mij uitgestoken. Maar dit is uw uur, en dit is de macht der duisternis.
54 ୫୪ ତାର୍‌ ପଚେ ସେମନ୍‌ ଜିସୁକେ ବାନ୍ଦିକରି ବଡ୍‌ ପୁଜାରିର୍‌ ଗରେ ଦାରିଗାଲାଇ । ପିତର୍‌ ଦୁରିକେ ରଇ ସେମନର୍‌ ପଚେପଚେ ଗାଲା ।
Toen namen ze Hem gevangen, en voerden Hem weg naar het huis van den hogepriester, terwijl Petrus van verre bleef volgen.
55 ୫୫ ସନିଅମନ୍‌ ଜଇଲାଗାଇ ଚାରିବେଡ୍‌ତି ବସ୍‌ଲାଇ । ପିତର୍‌ ମିସା ସେମନର୍‌ ସଙ୍ଗ୍‌ ବସ୍‌ଲା ।
Toen ze nu op de binnenhof vuur hadden ontstoken, en er omheen waren gaan zitten, nam ook Petrus onder hen plaats.
56 ୫୬ ଗଟେକ୍‌ ଗତିଦାଙ୍ଗ୍‌ଡି ପିତର୍‌କେ ଜଇପାଲି ବସ୍‌ଲାଟା ନିକକରି ଦେକି କଇଲା, “ଏ ଲକ୍‌ ମିସା ଜିସୁର୍‌ ସଙ୍ଗ୍‍ ରଇଲା!”
Een der dienstmeisjes zag hem in het licht zitten; ze keek hem aan, en zeide: Ook deze hier was bij Hem.
57 ୫୭ ମାତର୍‌ ପିତର୍‌ ରାଜି ନ ଅଇ କଇଲା, “ଏ ଗତିଦାଙ୍ଗ୍‌ଡି, ତାକେ ମୁଇ ମୁଲ୍‌କେ ନାଜାନି ।”
Maar hij loochende het, en sprak: Vrouw, ik ken Hem niet.
58 ୫୮ ଚନେକ୍‌ ରଇଲା ପଚେ ଆରି ଗଟେକ୍‌ ଲକ୍‌ ପିତର୍‌କେ ଦେକି କଇଲା, “ତୁଇ ମିସା ତାର୍‌ ସଙ୍ଗ୍‌ ରଇଲୁସ୍‌ ।” ମାତର୍‌ ପିତର୍‌ ତାକେ କଇଲା, “ମୁଇ ନଇ ।”
Kort daarop zag hem iemand anders, en zeide: Ook gij zijt een van hen. Maar Petrus sprak: Neen man; dat ben ik niet.
59 ୫୯ ଗଟେକ୍‌ ଗଁଟା ଗାଲାପଚେ ଆରି ଗଟେକ୍‌ ଲକ୍‌ ପିତର୍‌କେ ଦେକି କଇଲା, “ଏ ଲକ୍‌ମିସା ନିଜେ ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ରଇଲା । ଆକେ ମୁଇ ନିକକରି ଜାନି । କାଇକେ ବଇଲେ ସେ ଗଟେକ୍‌ ଗାଲିଲିର୍‌ ଲକ୍‌ ।”
Ongeveer een uur later verzekerde een ander: Ja toch; ook deze hier was met Hem; want ook hij is een Galileër.
60 ୬୦ ଏଟା ସୁନି ପିତର୍‌ ସେ ଲକ୍‌କେ କଇଲା, “ଏ ବାଇ ତୁଇ କାଇଟା କଇଲୁସ୍‌ନି? ମୁଇ ବିଲ୍‌କୁଲ୍‌ ନାଜାନି ।” ସେ କାତା ପିତର୍‌ କଇଲା ଦାପ୍‌ରେ, କୁକ୍‌ଡା ଡାକ୍‌ଲା ।
Petrus sprak: Man, ik begrijp niet, wat ge zegt. Op hetzelfde ogenblik, terwijl hij nog sprak, kraaide een haan.
61 ୬୧ ସେବେଲେ ଜିସୁମାପ୍‌ରୁ ପିତର୍‌କେ ପାସ୍‌ଲି ନିମାନ୍‌ କରି ଦେକ୍‌ଲା । ଜିସୁ ଆଗ୍‌ତୁ କଇଲା କାତା ସେ ଏତାଇଲା । ସେ ତାକେ କଇରଇଲା ତୁଇ ମକେ ଆଜି କୁକ୍‌ଡା ଡାକ୍‌ବା ଆଗ୍‌ତୁ ତିନ୍‌ତର୍‌ ନାଜାନି, ବଲି କଇସୁ ।
En de Heer keerde Zich om, en zag Petrus aan. Toen dacht Petrus aan het woord van den Heer, en hoe Hij hem had gezegd: Eer de haan kraait, zult ge Mij driemaal verloochenen.
62 ୬୨ ସେଟାର୍‌ପାଇ ପିତର୍‌ ସେଟା ଏତାଇ, ଦୁକ୍‌ ଅଇ ଡାଣ୍ଡେଅନି ବିନେ ଜାଇ ବେସି କାନ୍ଦ୍‌ଲା ।
En hij ging naar buiten, en weende bitter.
63 ୬୩ ଜିସୁକେ ଦାରିକରି ସଙ୍ଗ‍ଇର‍ଇଲା ଲକ୍‌ମନ୍‌ ତାକେ ମାରିମାରି କିଜାଇଲାଇ ।
De mannen, die Jesus bewaakten, bespotten en mishandelden Hem:
64 ୬୪ ଆରି ତାର୍‌ ଆଁକି ବାନ୍ଦିକରି ତାକେ ପାଚାର୍‌ଲାଇ, “ତକେ କେ ମାର୍‌ଲା, କଅ?”
ze blinddoekten Hem, en vroegen Hem dan: Profeteer, wie U geslagen heeft?
65 ୬୫ ଆରି କେତେଟା କାତା କଇ ତାକେ ନିନ୍ଦା କଲାଇ ।
En ze beten Hem veel andere scheldwoorden toe.
66 ୬୬ ତାର୍‌ ଆର୍‌କର୍‌ ଦିନେ ଜୁଲ୍‌ପୁଲ୍‌ ଉଜଲ୍‌ ବେଲାଇ, ପାର୍‌ଚିନ୍‌ମନ୍‌, ମୁକିଅ ପୁଜାରିମନ୍‌ ଆରି ସାସ୍‌ତର୍‌ ସିକାଇଦେବା ଲକ୍‌ମନ୍‌ ଗଟେକ୍‌ଟାନେ ରୁଣ୍ଡ୍‌ଲାଇ । ଆରି ଜିସୁକେ ବିଚାର୍‌ କର୍‌ବା ବଡ୍‌ଟା ଜାଗାଇ ନେଲାଇ ।
Toen het dag was geworden, kwam de Raad van het volk, opperpriesters en schriftgeleerden bijeen; ze lieten Hem voor hun rechtbank brengen, en zeiden: Zo Gij de Christus zijt, zeg het ons dan.
67 ୬୭ “ତୁଇ ସତଇସେ ପର୍‌ମେସର୍‌ ବାଚିପାଟାଇଲା କିରିସ୍‌ଟ କି? ଆମ୍‌କେ କଅ ।” ମାତର୍‌ ଜିସୁ ସେମନ୍‌କେ କଇଲା, “ମୁଇ କଇଲେ ମିସା ତମେ ବିସ୍‌ବାସ୍‌ ନ କରାସ୍‌ ।
Hij sprak tot hen: Wanneer Ik u iets zeg, gelooft gij het niet;
68 ୬୮ ମୁଇ ତମ୍‌କେ ପାଚାର୍‌ଲେ ମିସା ନ କୁଆସ୍‌ ।
en wanneer Ik u iets vraag, dan antwoordt gij niet.
69 ୬୯ ମାତର୍‌ ଏବେ ଅନି, ପର୍‌ମେସରର୍‌ଟାନେଅନି ଆଇଲା ନର୍‌ପିଲା ମୁଇ ତାର୍‌ ଉଜାବାଟେ ବସିରଇବି ।”
Maar van nu af aan zal de Mensenzoon zijn gezeten aan de rechterhand van de kracht Gods.
70 ୭୦ ସେ କାତା ସୁନି ଗୁଲାଇ ଲକ୍‌ମନ୍‌ ଆଉଲିଅଇ ଜିସୁକେ ପାଚାର୍‌ଲାଇ, “ଏନ୍ତି ବଇଲେ ତୁଇକାଇ ପର୍‌ମେସରର୍‌ ପିଲା କି?” ଜିସୁ ସେମନ୍‌କେ କଇଲା “ମୁଇସେ ବଲି ତମେ କଇଲାସ୍‌ନି ।”
Nu zeiden allen: Gij zijt dus de Zoon van God? Hij sprak tot hen: Gij zegt het; Ik ben het.
71 ୭୧ ଆରି ସେମନ୍‌ କଇଲାଇ, “ଆମ୍‌କେ ଆରି କାଇ ସାକି ଦର୍‌କାର୍‌ ତା? ଆମେ ନିଜେ ତାର୍‌ ଟଣ୍ଡେଅନି ସୁନ୍‌ଲୁ ଆଚୁ ।”
Toen zeiden ze: Wat hebben we nog getuigenis nodig? We hebben het zelf uit zijn eigen mond gehoord.

< ଲୁକ୍‌ 22 >