< ଲୁକ୍‌ 21 >

1 ତାର୍‌ ପଚେ ଜିସୁ ଚାରିବେଡ୍‌ତି ଦେକ୍‌ଲା ଆରି ସାଉକାର୍‌ ଲକ୍‌ମନ୍‌ ମନ୍ଦିରର୍‌ ପେଟିଆଟାନେ ଦାନ୍‌ ଦେବାଟା ଦେକ୍‌ଲା ।
Men idet han saa op, fik han Øje paa de rige, som lagde deres Gaver i Tempelblokken.
2 ସେବେଲା ଗଟେକ୍‌ ଅର୍‍କିତ୍‍ ରାଣ୍ଡି ମାଇଜି ମିସା ଜଡେକ୍‌ ତାମାକାସୁ ଦେବାଟା ଜିସୁ ଦେକ୍‌ଲା ।
Men han saa en fattig Enke, som lagde to Skærve deri.
3 “ମୁଇ ତମ୍‌କେ ସତ୍‌ କାତା କଇଲିନି, ସବୁ ଲକର୍‌ଟାନେଅନି ଏ ରାଣ୍ଡିମାଇଜି ଅଦିକ୍‌ ଦେଲା ଆଚେ ।
Og han sagde: „Sandelig, siger jeg eder, at denne fattige Enke lagde mere i end de alle.
4 କାଇକେ ବଇଲେ ସାଉକାର୍‌ ଲକ୍‌ମନ୍‌ ନିଜର୍‌ ନିଜର୍‌ ଅଗଲ୍‌ଲା ଦନ୍‌ତେଇଅନି ଅଲପ୍‌ ଅଲପ୍‌ ଦେଲାଇ ଆଚତ୍‌ । ମାତର୍‌ ଏ, ନିଜେ ବଁଚ୍‌ବା ପାଇ ତାର୍‍ ଜେତ୍‌କି ରଇଲା ସବୁ ଦେଲା ଆଚେ ।”
Thi alle disse lagde af deres Overflod hen til Gaverne; men hun lagde af sin Fattigdom al sin Ejendom, som hun havde.‟
5 କେତେଟା ସିସ୍‌ମନ୍‌ ମନ୍ଦିରର୍‌ ବିସଇ ନେଇକରି ନିଆଇ କର୍‌ତେ ରଇଲାଇ । “ତେଇ ଲାଦିରଇବା ସୁନ୍ଦର୍‌ ସୁନ୍ଦର୍‌ ପାକ୍‌ନା ଆରି ପର୍‌ମେସର୍‌କେ ସର୍‌ପି ଦେଲା ଦାନ୍‌ ସଙ୍ଗ୍‌ କେତେକ୍‌ ସୁନ୍ଦର୍‌ ଗର୍‌ ବାନ୍ଦ୍‌ଲାଇ ଆଚତ୍‌” ବଲି କାତାଅଇତେ ରଇଲାଇ ।
Og da nogle sagde om Helligdommen, at den var prydet med smukke Stene og Tempelgaver, sagde han:
6 “ଏନ୍ତି ଦିନ୍‌ ଆଇସି, ଏବେ ତମେ କାଇ କାଇଟା ଦେକ୍‌ଲାସ୍‌ନି ସେଟା ସବୁ କୁରୁପ୍‍ନାସ୍‍ ଜାଇସି । ଗଟେକ୍‌ ପାକ୍‌ନା ମିସା ତାର୍‌ ଜାଗାଇ ନ ରଏ । ସବୁ ମାଟିତେଇ ମିସି ଜାଇସି ।”
„Disse Ting, som I se — der skal komme Dage, da der ikke lades Sten paa Sten, som jo skal nedbrydes.‟
7 ତାର୍‌ ପଚେ ସେମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ଏଟା ସବୁ କେବେ ଅଇସି? ଆରି ଏ ସବୁ ଗଟ୍‍ନା କେଟ୍‌ବା ଆଗ୍‌ତୁ ସେଟା କେଡେବଲ୍‌ ଅଇସି ବଲି କେନ୍ତି ଚିନି ଅଇସି?”
Men de spurgte ham og sagde: „Mester! naar skal dette da ske? og hvad er Tegnet paa, naar dette skal ske?‟
8 ଜିସୁ ସେମନ୍‌କେ କଇଲା, “ଜାଗ୍‌ରତ୍‌ଅଇକରି ରୁଆ, ନାଡାଇ ଉଆ ନାଇ । ବେସି ଲକ୍‌ ମର୍‌ ନାଉଁଦାରି ଆସି କଇବାଇ, ‘ମୁଇ ସେ ଆକା ।’ ବେଲା କେଟ୍‌ଲା ଆଚେ, ମାତର୍‌ ତମେ ସେମନର୍‌ ପଚେ ଜାଆ ନାଇ ।
Men han sagde: „Ser til, at I ikke blive forførte; thi mange skulle paa mit Navn komme og sige: Det er mig, og: Tiden er kommen nær. Gaar ikke efter dem!
9 ଆରି କେବେ ତମେ ଜୁଇଦ୍‌ ଆରି କିରମାର ଅଇବାଟା ସୁନ୍‌ସା, ସେବେଲା ଡରା ନାଇ । କାଇକେ ବଇଲେ ଏ ସବୁ ଗଟ୍‍ନା ଆଗ୍‌ତୁ ଅଇସିସେ । ମାତର୍‌ ଏ ଦୁନିଆର୍‌ ସେସ୍‌ ଦିନ୍‌ ସେଦାପ୍‌ରେ ନ ଆସେ ।”
Men naar I høre om Krige og Oprør, da forskrækkes ikke; thi dette maa først ske, men Enden er der ikke straks.‟
10 ୧୦ ଆରି ଜିସୁ କଇଲା, “ଦେସ୍‌ ବିରୁଦେ ଦେସ୍‌ ଆରି ଜାତି ବିରୁଦେ ଜାତି ଉଟ୍‌ସି ।
Da sagde han til dem: „Folk skal rejse sig imod Folk, og Rige imod Rige.
11 ୧୧ ଦର୍‌ତନି ଚୁଲ୍‌ବୁଲ୍‌ସି । ବଡ୍‌ ରଗ୍‌ମନ୍‌ ଅଇସି ଆରି ଆକାସେ କେବେ ନ ଅଇବା କାବା ଅଇଜିବା ଚିନ୍‌ମନ୍‌ ଡିସ୍‌ସି ।
Og store Jordskælv skal der være her og der og Hungersnød og Pest, og der skal ske frygtelige Ting og store Tegn fra Himmelen.
12 ୧୨ ମାତର୍‌ ଏ ସବୁ ବିସଇ ନ ଅଇବା ଆଗ୍‌ତୁ, ତମ୍‌କେ ବାନ୍ଦିକରି ନେଇ ସାସ୍‌ତି ଦେବାଇ, ପାର୍‌ତନା ଗର୍‌ମନ୍‌କେ ବିଚାର୍‌ କରି ବନ୍ଦିଗରେ ପାକାଇବାକେ ସର୍‌ପିଦେବାଇ । ମର୍‌ପାଇ ତମେ ରାଜା ଆରି ସାସନ୍‌ କାରିଆମନର୍‌ ମୁଆଟେ ଟିଆ ଅଇସା ।
Men forud for alt dette skulle de lægge Haand paa eder og forfølge eder og overgive eder til Synagoger og Fængsler, og I skulle føres frem for Konger og Landshøvdinger for mit Navns Skyld.
13 ୧୩ ମର୍‌ ବିସଇ ତମେ ବିନ୍‌ ଲକ୍‌ମନ୍‌କେ କଇବାକେ ଗଟେକ୍‌ ସମାନ୍‍ ବେଲା ଅଇସି ।
Det skal falde ud for eder til Vidnesbyrd.
14 ୧୪ ତେବର୍‌ ପାଇ ‘ମୁଇ ନିଜ୍‌କେ କେନ୍ତି ରକିଆ କର୍‌ବି?’ ସେ ବିସଇ ବାବିକରି ଆଗେଅନି ଚିନ୍ତା କରା ନାଇ ।
Lægger det da paa Hjerte, at I ikke forud skulle overtænke, hvorledes I skulle forsvare eder.
15 ୧୫ କାଇକେ ବଇଲେ ମୁଇ ତମ୍‌କେ ଟିକ୍‌ପଦ୍‌ କଇବାକେ ଗିଆନ୍‌ ଦେବି । ତମ୍‌କେ ବିରଦ୍‌ କର୍‌ବା ଲକ୍‌ମନ୍‌ ସେ ଗିଆନର୍‌ ବାଦୁଲେ କାଇଟା କ‍ଇନାପାରତ୍‌ ।
Thi jeg vil give eder Mund og Visdom, som alle eders Modstandere ikke skulle kunne modstaa eller modsige.
16 ୧୬ ଆରି ତମର୍‌ ମାଆ ବାବା, ବାଇ, ନିଜର୍‌ ଲାଗାର୍‌ ଲିତାର୍‌ ଲକ୍‌, ମଇତର୍‌ମନ୍‌ ଆରି କୁଟୁମର୍‌ ଲକ୍‌ମନ୍‌, ତମ୍‌କେ ବିରଦିମନ୍‌କେ ସର୍‌ପି ଦେବାଇ ଆରି ତମର୍‌ ବିତ୍‌ରେ ଅନି କେତେ ଲକ୍‌କେ ମରାଇଦେବାଇ ।
Men I skulle endog forraades af Forældre og Brødre og Frænder og Venner, og de skulle slaa nogle af eder ihjel.
17 ୧୭ ତମେ ମର୍‌ତେଇ ବିସ୍‌ବାସ୍‌ କଲାସ୍‌ନି ବଲି ଗୁଲାଇ ଲକ୍‌ମନ୍‌ ତମ୍‌କେ ଇନ୍‌ କର୍‌ବାଇ ।
Og I skulle hades af alle for mit Navns Skyld.
18 ୧୮ ମାତର୍‌ ତମର୍‌ ମୁଣ୍ଡର୍‌ ଚେଣ୍ଡି ମିସା ଗଟେକ୍‌ ନ ନସେ ।
Og ikke et Haar paa eders Hoved skal gaa tabt.
19 ୧୯ ତମେ ଡାଟ୍‌ଅଇ ରଇଲେ ଏ ସବୁ ବିସଇ ମୁର୍‌ଚିକରି, ତମର୍‌ ଆତ୍‌ମାକେ ରକିଆ କର୍‌ସା ।”
Ved eders Udholdenhed skulle I vinde eders Sjæle.
20 ୨୦ “ମାତର୍‌ ଜେଡେବଲ୍‌ ତମେ ଜିରୁସାଲମ୍‌ ଗଡେ ବିରଦି ସନିଅମନ୍‌ ଚାରିବେଡ୍‌ତି କିନ୍ଦ୍‌ରି ରଇବାଟା ଦେକ୍‌ସା ବଇଲେ, ସେବେଲା ଜିରୁସାଲାମ୍‌ ନସ୍‌ଟ ଅଇବା ବେଲା ଲଗେ କେଟ୍‌ଲା ବଲି ଜାନା ।
Men naar I se Jerusalem omringet af Krigshære, da forstaar, at dens Ødelæggelse er kommen nær.
21 ୨୧ ସେବେଲାଇ କେ କେ ଜିଉଦା ଦେସେ ରଇବାଇ, ସେମନ୍‌ ଡଙ୍ଗର୍‌ ବିତ୍‌ରେ ପାଲାଅତ୍‌ । କେ କେ ଗଡ୍‌ ବିତ୍‌ରେ ରଇବାଇ ସେମନ୍‌ କେନେ ମିସା ବଁଚ୍‌ବାକେ ପାଲାଅତ୍‌ । କେ କେ ଗଡ୍‌ ବାଇରେ ରଇବାଇ ସେମନ୍‌ ଗଡ୍‌ ବିତ୍‌ରେ ନ ପୁରତ୍‌ ।
Da skulle de, som ere i Judæa, fly til Bjergene; og de, som ere midt i Staden, skulle vige bort derfra; og de, som ere paa Landet, skulle ikke gaa ind i den.
22 ୨୨ କାଇକେ ବଇଲେ ସେଟା ସାସ୍‌ତରର୍‌ ସବୁ ବିସଇ ଜେନ୍ତିକି ସିଦ୍‌ ଅଇସି, ସେଟାର୍‌ ପାଇ ସେ ଦିନ୍‌ମନ୍‌ ବେସି ଡଣ୍ଡ୍‌ ପାଇବା ଦିନ୍‌ମନ୍‍ ଅଇସି ।
Thi disse ere Hævnens Dage, da alt, hvad skrevet er, skal opfyldes.
23 ୨୩ ସେ ଦିନ୍‌ମନ୍‌କେ ଗାଗ୍‌ଡେ ରଇବା ମାଇଜିମନ୍‌ ଆରି ଦୁଦ୍‌ କୁଆଇତେରଇବା ମାଆମନର୍‌ କେତେକ୍‌ ଦୁକର୍‌ ଦିନ୍‌ ଅଇସି । ଏ ଦେସର୍‌ ଲକ୍‌ମନ୍‍କେ ଅପର୍‌ବଲ୍‌ ଦୁକ୍‌ ଆଇସି ଆରି ସେମନ୍‌ ଡଣ୍ଡ୍‌ ପାଇବାଇ ।
Men ve de frugtsommelige og dem, som give Die, i de Dage; thi der skal være stor Nød paa Jorden og Vrede over dette Folk.
24 ୨୪ କେତେ ଲକ୍‌କେ କାଣ୍ଡାର୍‌ଦାର୍‌ ସଙ୍ଗ୍‌ ମରାଇବାଇ ଆରି କେତେ ଲକ୍‌ମନ୍‌କେ ବନ୍ଦିକରି ବିନ୍‌ବିନ୍‌ ଦେସେ ଦାରିଜିବାଇ । ଜିଉଦି ନଇଲା ଲକ୍‌ମନର୍‌ ବେଲା ନ ସାର୍‌ବାଜାକ ଜିରୁସାଲାମ୍‌ ବିନାସ୍‌ କର୍‌ବାକେ ଚାଡିଦେବାଇ ।”
Og de skulle falde for Sværdets Od og føres fangne til alle Hedningerne; og Jerusalem skal nedtrædes af Hedningerne, indtil Hedningernes Tider fuldkommes.
25 ୨୫ “ବାଦ୍‌ଲେ, ବେଲ୍‌ଟାନେ, ଜନ୍‌ଟାନେ ତାରାମନର୍‌ଟାନେ କେବେ ନ ଡିସ୍‌ବା ଚିନ୍‌ମନ୍‌ ଡିସ୍‌ସି । ଦୁନିଆର୍‌ ସବୁ ଦେସର୍‌ ଲକ୍‌, ବେସି ଦୁକ୍‌ କସ୍‌ଟ ପାଇବାଇ । ଜେଡେବେଲା ସମ୍‌ଦୁରର୍‌ ବଡ୍‌ ଲଅଡି ଗରଜ୍‌ଲେ ଲକ୍‌ମନ୍‌ କାଇଟା କର୍‌ବାର୍‌ ଆଚେ କାଇଟା ନାଇ ବଲି ବାୟାବିକଲ୍‌ ଅଇଜିବାଇ ।
Og der skal ske Tegn i Sol og Maane og Stjerner, og paa Jorden skulle Folkene ængstes i Fortvivlelse over Havets og Bølgernes Brusen,
26 ୨୬ ଆରି ଲକ୍‌ମନ୍‌ ଦୁନିଆଇ ଆଇବା ସବୁ ଗଟ୍‍ନା ଦେକିକରି ‘କାଇକେ ଏନ୍ତି ଅଇଲାନି?’ ବଲି ଡରିକରି କେତେ ଲକ୍‌ ମୁର୍‌ଚା ଅଇଜିବାଇ । କାଇକେ ବଇଲେ ଆକାସେ ରଇଲା ସବୁ ବିସଇ ପର୍‌ମେସର ଚୁଲ୍‌ବୁଲାଇ ଦେଇସି ।
medens Mennesker forsmægte af Frygt og Forventning om de Ting, som komme over Jorderige; thi Himmelens Kræfter skulle rystes.
27 ୨୭ ସେବେଲାଇ ଲକ୍‌ମନ୍‌ ପର୍‌ମେସର୍‌ ତେଇଅନି ଆସିରଇବା ନର୍‌ପିଲା ମୁଇ, ବେସି ବପୁସଙ୍ଗ୍‌ ଆରି ଡାକ୍‌ପୁଟାଅଇକରି ବାଦ୍‌ଲେ ଆଇବାଟା ଦେକ୍‌ବାଇ ।
Og da skulle de se Menneskesønnen komme i Sky med Kraft og megen Herlighed.
28 ୨୮ ମାତର୍‌ ଏ ସବୁ ଗଟ୍‍ନା ଆରାମ୍‌ ଅଇଲେ ତମେ ଡାଟ୍‌ସଙ୍ଗ୍‍ ଟିଆଅଇ ଉପ୍‌ରେ ଦେକା । କାଇକେ ବଇଲେ ତମର୍‌ ରକିଆ ପାଇବା ଦିନ୍‌ ଲଗେ ଆଚେ ।”
Men naar disse Ting begynde at ske, da ser op og opløfter eders Hoveder, efterdi eders Forløsning stunder til.‟
29 ୨୯ ଆରି ଜିସୁ ସେମନ୍‌କେ ଗଟେକ୍‌ ଉଦାଅରନ୍‌ କଇଲା, “ଡୁମ୍‌ରି ଗଚ୍‌ ଆରି ବିନ୍‌ ସବୁ ଗଚର୍‌ କାତା ଚିନ୍ତା କରା ।
Og han sagde dem en Lignelse: „Ser Figentræet og alle Træerne;
30 ୩୦ ଜେଡେବେଲେ ତାର୍‌ କେନ୍ଦିଅନି ପତର୍‌ ପାଲୁଆନି କର୍‌ସି, ଆରି କାଁଚାପତ୍‌ରିଆ ଡିସ୍‌ଲେ କାରାଦିନ୍‌ କେଟ୍‌ଲା ବଲି ତମେ ଜାନ୍‌ସା ।
naar de alt springe ud, da se I og skønne af eder selv, at Sommeren nu er nær.
31 ୩୧ ସେନ୍ତାରିସେ ଏ ସବୁ ବିସଇ ଅଇବାଟା ଦେକ୍‌ଲେ ପର୍‌ମେସରର୍‌ ରାଇଜ୍‌ କେଟି ଆଇଲା ବଲି ଜାନ୍‌ସା ।”
Saaledes skulle ogsaa I, naar I se disse Ting ske, skønne, at Guds Rige er nær.
32 ୩୨ “ମୁଇ ତମ୍‌କେ ସତ୍‌କାତା କଇଲିନି । ମନେ ରକା, ଏବେ ଜିବନ୍‌ ରଇବା ସବୁ ଲକ୍‌ମନର୍‌ ମରନ୍‌ ଅଇବା ଆଗ୍‌ତୁ ଏ ସବୁ ଗଟ୍‌ସି ।
Sandelig, siger jeg eder, at denne Slægt skal ingenlunde forgaa, førend det er sket alt sammen.
33 ୩୩ ସରଗ୍‌ ଆରି ମଚ୍‌ପୁର୍‌ ନସି ଜାଇସି, ମାତର୍‌ ମର୍‌ ବାକିଅ କେବେ ନ ନସେ ।”
Himmelen og Jorden skulle forgaa; men mine Ord skulle ingenlunde forgaa.
34 ୩୪ “ମାତର୍‌ ତମେ ନିଜର୍‌ ନିଜର୍‌ ବିସଇ ନେଇକରି ଜାଗ୍‌ରତ୍‌ ରୁଆ । ତମର୍‌ ମନ୍‌ ସବୁବେଲାଇ ବଜିବାତ୍‌ କରି ମଦ୍‌ ପେଣ୍ଡମ୍‌ କାଇବା ବିସଇ ଆରି କେନ୍ତାର୍‌ ଜିଇବାର୍‌ ଅଇସି କେନ୍ତାର୍‌ ନାଇ ବଲି ଚିନ୍ତାକରି ରଇଲାବେଲେ, ସେ ଦିନ୍‌ ଅଟାତ୍‌ ପାନ୍ଦ୍‌ ପାରା ଆସି ଲାଗିଜାଇସି ।
Men vogter eder, at eders Hjerter ikke nogen Tid besværes af Svir og Drukkenskab og timelige Bekymringer, saa hin Dag kommer pludseligt over eder som en Snare.
35 ୩୫ ସେନ୍ତାରିସେ ଏ ଦୁନିଆର୍‌ ସବୁ ଲକ୍‌କେ ସେଟା ଗଟ୍‌ସି ।
Thi komme skal den over alle dem, der bo paa hele Jordens Flade.
36 ୩୬ ସେ ଦିନ୍‌ମନ୍‌କେ ଗଟ୍‌ବା ସବୁ ବିସଇ ଦେଇ, କାଇ ବିପଦ୍‌ ନ ଅଇ ଜିବାକେ ଆରି ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମର୍‌ ମୁଆଟେ ଟିଆ ଅଇବାକେ, ପାର୍‌ତନା କରି ଜାଗରତ୍‌ ଅଇରୁଆ ।”
Og vaager og beder til enhver Tid, for at I maa blive i Stand til at undfly alle disse Ting, som skulle ske, og bestaa for Menneskesønnen.‟
37 ୩୭ ଜିସୁ ସେ ଦିନ୍‌ମନ୍‌କେ ମନ୍ଦିରେ ଜାଇ ନିମାନ୍‌ କାତା ସିକାଇ ଦେଇତେ ରଇଲା । ଆରି ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ସବୁ ରାତି ବାରିଜାଇ ଜିତ୍‌ ନାଉଁର୍‌ ଡଙ୍ଗ୍‌ରେ ବିତାଇତେ ରଇଲା ।
Men han lærte om Dagene i Helligdommen, men om Nætterne gik han ud og overnattede paa det Bjerg, som kaldes Oliebjerget.
38 ୩୮ ବେସି ଲକ୍‌ ଜିସୁର୍‌ କାତା ସୁନ୍‌ବାକେ ସବୁ ଦିନ୍‌ ସାକାଲେ ମନ୍ଦିରେ ଜାଇତେରଇଲାଇ ।
Og hele Folket kom aarle til ham i Helligdommen for at høre ham.

< ଲୁକ୍‌ 21 >