< ଲୁକ୍‌ 20 >

1 ଦିନେକ୍‌ ଜିସୁ ମନ୍ଦିରେ ଲକ୍‌ମନ୍‌କେ ମାପ୍‌ରୁର୍‌ ନିମାନ୍‌ କାତାର୍‍ ସିକିଆ ଦେଇତେରଇଲା । ସେବେଲାଇ ମୁକିଅ ପୁଜାରିମନ୍‌, ନିୟମ୍‌ ସିକାଇଦେବା ଲକ୍‌ମନ୍‌ ଆରି ପାର୍‌ଚିନ୍‌ମନ୍‌ ଜିସୁର୍‌ ଲଗେ ଆସି ପାଚାର୍‌ଲାଇ ।
O günlerden birinde, İsa tapınakta halka öğretip Müjde'yi duyururken, başkâhinler ve din bilginleri, ileri gelenlerle birlikte çıkageldiler.
2 “ତୁଇ କାର୍‌ ଅଦିକାର୍‌ ମିଲାଇକରି ଏସବୁ ବିସଇ କଲୁସ୍‌ନି? କେ ତକେ ଏ ଅଦିକାର୍‌ ଦେଲା? ଆମ୍‌କେ କ ।”
O'na, “Söyle bize, bunları hangi yetkiyle yapıyorsun? Bu yetkiyi sana kim verdi?” diye sordular.
3 ମାତର୍‌ ଜିସୁ କଇଲା, “ମୁଇ ମିସା ତମ୍‌କେ ଗଟେକ୍‌ କାତା ପାଚାର୍‌ବି, ତମେ ମକେ କୁଆ ।
İsa onlara şu karşılığı verdi: “Ben de size bir soru soracağım. Söyleyin bana, Yahya'nın vaftiz etme yetkisi Tanrı'dan mıydı, insanlardan mı?”
4 ଜଅନ୍‌ କାର୍‌ ଅଦିକାର୍‌ ମିଲାଇ ଲକ୍‌ମନ୍‌କେ ଡୁବନ୍‌ ଦେଇତେ ରଇଲା? ସରଗର୍‌ ପର୍‌ମେସର୍‌ ଦେଲାଟାନେ ଅନି କି, ଲକ୍‌ମନର୍‌ଟାନେ ଅନି?”
5 ସେବେଲାଇ ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ ଦଦାପେଲା ଅଇଲାଇ । ଜଦି ଜଅନର୍‌ ଡୁବନ୍‌ ସର୍‌ଗେଅନି ବଲି କଇଲେ, କାଇକେ ତାକେ ବିସ୍‌ବାସ୍‌ କରାସ୍‌ ନାଇ? ବଲି କଇବାଇ ।
Bunu aralarında şöyle tartıştılar: “‘Tanrı'dan’ dersek, ‘Ona niçin inanmadınız?’ diyecek.
6 ମାତର୍‌ ଆମେ ଲକ୍‌ମନର୍‌ତେଇଅନି ବଲି କଇଲେ ସବୁ ଲକ୍‌ ଆମ୍‌କେ ପାକ୍‌ନା ମାର୍‌ବାଇ । କାଇକେ ବଇଲେ, ଜଅନ୍‌ ସତ‍ଇସେ ପର୍‌ମେସରର୍‌ତେଇ ଅନି ଆଇଲା ବବିସତ୍‌ବକ୍‌ତା ବଲି ଆମର୍‌ ଜିଉଦି ଲକ୍‌ମନ୍‌ ବିସ୍‌ବାସ୍‌ କଲାଇନି ।
Yok eğer ‘İnsanlardan’ dersek, bütün halk bizi taşa tutacak. Çünkü Yahya'nın peygamber olduğuna inanmışlardır.”
7 ଏଟା ବାବିକରି ସେମନ୍‌ “ଆମେ ନାଜାନୁ ।” ବଲି କଇଲାଇ ।
Sonunda, “Nereden olduğunu bilmiyoruz” yanıtını verdiler.
8 ଆରି ଜିସୁ ସେମନ୍‌କେ କଇଲା, “ଏନ୍ତି ବଇଲେ ମୁଇ ମିସା କାର୍‌ ଅଦିକାର୍‌ ମିଲାଇକରି ଏସବୁ ବିସଇ କଲିନି, ସେଟା ତମ୍‌କେ ନ କଇ ।”
İsa da onlara, “Ben de size bunları hangi yetkiyle yaptığımı söylemeyeceğim” dedi.
9 ତାର୍‌ ପଚେ ଜିସୁ ଲକ୍‌ମନ୍‌କେ ବୁଜାଇବାକେ ଗଟେକ୍‌ କାତାନି କଇଲା । “ଗଟେକ୍‌ ଲକ୍‌ ତାର୍‌ ପଦାଇ ଅଙ୍ଗୁର୍‌ ତାସ୍‌ କରି, କେତେଟା ତାସିକେ ଆଦିବାଗ୍‌ କର୍‌ବାକେ ଦେଲା । ଦେଇକରି ସେ ବେସି ଦିନର୍‌ ପାଇ ଗଟେକ୍‌ ଦୁର୍‌ ଦେସେ ରଇବାକେ ଉଟିଗାଲା ।
İsa sözüne devam ederek halka şu benzetmeyi anlattı: “Adamın biri bağ dikti, bunu bağcılara kiralayıp uzun süre yolculuğa çıktı.
10 ୧୦ ଆରି ଅଙ୍ଗୁର୍‌ ତଲ୍‌ବାବେଲା କେଟ୍‌ଲାକେ ସାଉକାର୍‌ ତାର୍‌ ଗଟେକ୍‌ ଦାଙ୍ଗ୍‌ଡାକେ ତାର୍‌ ବାଗ୍‌ ମାଙ୍ଗି ଆନ୍‌ବାକେ ପାଟାଇଲା । ମାତର୍‌ ସେ ଲକ୍‌ମନ୍‌ ତାର୍‌ ବାଗ୍‌ ନ ଦେଇ ତାର୍‌ ଦାଙ୍ଗ୍‌ଡାକେ କୁଟ୍‌କୁଟା ମାରି ଚୁଚା ଆତେ ପାଟାଇଦେଲାଇ ।
Mevsimi gelince, bağın ürününden payına düşeni vermeleri için bağcılara bir köle yolladı. Ama bağcılar köleyi dövüp eli boş gönderdiler.
11 ୧୧ ତାର୍‌ ପଚେ ସେ ଆରି ଗଟେକ୍‌ ଦାଙ୍ଗ୍‌ଡାକେ ପାଟାଇଲା । ସେମନ୍‌ ତାକେ ମିସା ମାରିକରି ନିନ୍ଦା କାତା କଇ, ଲାଜ୍‌ କରାଇକରି ଚୁଚା ଆତେ ପାଟାଇ ଦେଲାଇ ।
Bağ sahibi başka bir köle daha yolladı. Bağcılar onu da dövdüler, aşağılayıp eli boş gönderdiler.
12 ୧୨ ତାର୍‌ ପଚେ ସାଉକାର୍‌ ଆରି ଗଟେକ୍‌ ଦାଙ୍ଗ୍‌ଡାକେ ସେମନର୍‌ ଲଗେ ପାଟାଇଲା । ମାତର୍‌ ସେ ଦାଙ୍ଗ୍‌ଡାକେ ମିସା ରଗ୍‍ରଗା ଅଇତେ ମାରି କେଦିଦେଲାଇ ।”
Adam bir üçüncüsünü yolladı, bağcılar onu da yaralayıp kovdular.
13 ୧୩ ତାର୍‌ ପଚେ ସାଉକାର୍‌ ମନେ ମନେ ବାବ୍‌ଲା, “ଏବେ ମୁଇ କାଇଟା କର୍‌ବି? ମୁଇ ବେସି ଆଲାଦ୍‌ କର୍‌ବା ମର୍‌ ପିଲାକେ ପାଟାଇବି । ବାଇଦରେ ସେମନ୍‌ ତାକେ ମାନ୍‌ବାଇ ।”
“Bağın sahibi, ‘Ne yapacağım?’ dedi. ‘Sevgili oğlumu göndereyim. Belki onu sayarlar.’
14 ୧୪ ମାତର୍‌ ସେମନ୍‌ ସେ ପିଲା ଆଇବାଟା ଦେକିକରି ତାକର୍‌ ବିତ୍‌ରେ କାତାଅଇଲାଇ, “ଏଟାସେ ସେ ସାଉକାରର୍‌ ପିଲା, ଆମେ ଆକେ ମରାଇଦେଲେ ଏ ସବୁ ଦନ୍‌ ଆମର୍‌ ଅଇଜାଇସି ।
“Ama bağcılar onu görünce aralarında şöyle konuştular: ‘Mirasçı budur; onu öldürelim de miras bize kalsın.’
15 ୧୫ ଆରି ସେମନ୍‌ ସାଉକାରର୍‌ ପିଲାକେ ବାଇରେ ନେଇ ମାରି ମରାଇଦେଲାଇ । ଏନ୍ତି ବଇଲେ ସାଉକାର୍‌ ସେ ଲକ୍‌ମନ୍‌କେ କାଇଟା କରିରଇସି?
Böylece, onu bağdan dışarı atıp öldürdüler. “Bu durumda bağın sahibi onlara ne yapacak?
16 ୧୬ ମୁଇ ତମ୍‌କେ କଇଲିନି, ସେ ଆସିକରି ସେ ଲକ୍‌ମନ୍‌କେ ମରାଇ ଦେଇସି । ଆରି ବଡ୍‌ ବିନ୍‌ଲକ୍‌ମନ୍‌କେ ଆଦିବାଗ୍‌ କର୍‌ବାକେ ଦେଇସି ।” ମାତର୍‌ କାତାନି ସୁନ୍‌ତେ ରଇଲା ଲକ୍‌ମନ୍‌ କଇଲାଇ, “ଏନ୍ତାର୍‌ କେବେ ମିସା ନଅ ।”
Gelip o bağcıları yok edecek, bağı da başkalarına verecek.” Halk bunu duyunca, “Tanrı korusun!” dedi.
17 ୧୭ ମାତର୍‌ ଜିସୁ ଲକ୍‌ମନ୍‌କେ ନିକ ଦେକିକରି କଇଲା, “ଏନ୍ତି ବଇଲେ ପର୍‌ମେସରର୍‌ ସାସ୍‌ତରେ ଲେକାଅଇଲା ଅରତ୍‌ କାଇଟା? ଗର୍‌ବାନ୍ଦ୍‌ବା ଲକ୍‌ମନ୍‌ ଜନ୍‌ ପାକ୍‌ନା ‘ନଏଁ’ ବଲି ଚାଡି ଦେଇରଇଲାଇ ସେ ପାକ୍‌ନାସେ ଗର୍‌ କନର୍‌ ମୁଲ୍‌ ପାକ୍‌ନା ଅଇଲା ।
İsa gözlerinin içine bakarak şöyle dedi: “Öyleyse Kutsal Yazılar'daki şu sözün anlamı nedir? ‘Yapıcıların reddettiği taş, İşte köşenin baş taşı oldu.’
18 ୧୮ ଜନ୍‌ ଲକ୍‌ମନ୍‌ ସେ ପାକ୍‌ନା ଉପ୍‌ରେ ଅଦର୍‌ବାଇ, ସେମନ୍‌ କଣ୍ଡ୍‌ କଣ୍ଡ୍‌ ଅଇଜିବାଇ, ଆରି ସେ ପାକ୍‌ନା ଜାର୍‌ ଉପ୍‌ରେ ଅଦର୍‌ସି, ସେ ବିଲି ଆଜିଜାଇସି ।”
O taşın üzerine düşen herkes paramparça olacak, taş da kimin üzerine düşerse onu ezip toz edecek.”
19 ୧୯ ସେବେଲା ସାସ୍‌ତର୍‌ ସିକାଉମନ୍‌ ଆରି ମୁକିଅ ପୁଜାରିମନ୍‌ ଜିସୁର୍‌ କାତାନି ସୁନି, ତାକେ ଦାପ୍‌ରେ ବନ୍ଦି କର୍‌ବାକେ ବାଟ୍‌ କଜ୍‌ତେ ରଇଲାଇ । କାଇକେ ବଇଲେ ଜିସୁ କଇବା ଅଙ୍ଗୁର୍‌ ବାଡର୍‌ କାତା, ସେମନର୍‌ ବିସଇନେଇ କଇଲାନି ବଲି ବୁଜ୍‌ଲାଇ । ମାତର୍‌ ସେମନ୍‌ ଲକ୍‌ମନ୍‌କେ ଡର୍‌ତେ ରଇଲାଇ ।
İsa'nın bu benzetmeyi kendilerine karşı anlattığını farkeden din bilginleriyle başkâhinler O'nu o anda yakalamak istediler, ama halkın tepkisinden korktular.
20 ୨୦ ସେଟାର୍‌ପାଇ ସେମନ୍‌ ତାର୍‌ ବୁଲ୍‌ ଦାର୍‌ବାକେ ଗଟେକ୍‌ ସୁଜଗ୍‌ କଜ୍‌ତେ ରଇଲାଇ । ସେମନ୍‌ କେତେଟା ଚର୍‌ମନ୍‌କେ ଲାଁଚ୍‍ଦେଇ ଦରମ୍‌ ଲକ୍‌ପାରା ଦେକାଇ ଅଇବାକେ ପାଟାଇଲାଇ । କାଇକେ ବଇଲେ ଜିସୁର୍‌ ଟଣ୍ଡେଅନି ବୁଲ୍‌କାତା ବାର୍‌କରାଇ, ଦସ୍‌ ଦାରି, ରମିୟ ସାସନ୍‌କାରିଆକେ ସର୍‌ପି ଦେବାକେ ମନ୍‌କର୍‌ତେ ରଇଲାଇ ।
İsa'yı dikkatle gözlüyorlardı. O'na, kendilerine dürüst süsü veren muhbirler gönderdiler. O'nu, söyleyeceği bir sözle tuzağa düşürmek ve böylelikle valinin yetki ve yargısına teslim etmek istiyorlardı.
21 ୨୧ ସେଟାର୍‌ପାଇ ସେ ଚର୍‌ମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ତମେ ଟିକ୍ କଇଲାସ୍‌ନି ଆରି ଟିକ୍ ସିକାଇଲାସ୍‌ନି ବଲି ଆମେ ଜାନିଆଚୁ । କାର୍‌ବାଟେ ନ ଅଇ ଲକ୍‌ମନର୍‌ ଜିବନର୍‌ପାଇ ପର୍‌ମେସରର୍‌ ସତ୍‌ ବିସଇସେ ସିକାଇଲୁସ୍‌ନି ।
Muhbirler O'na, “Öğretmenimiz, senin doğru olanı söyleyip öğrettiğini, insanlar arasında ayrım yapmaksızın Tanrı yolunu dürüstçe öğrettiğini biliyoruz. Sezar'a vergi vermemiz Kutsal Yasa'ya uygun mu, değil mi?” diye sordular.
22 ୨୨ ଏବେ ତୁଇ ଆମ୍‌କେ କଅ, ରମିୟ ସର୍‌କାରର୍‌ ରାଜା କାଇସର୍‌କେ ସିସ୍‌ତୁ ଦେବାଟା ଆମର୍‌ ନିୟମ୍‌ ଇସାବେ ଟିକ୍‌ କି ନାଇ?”
23 ୨୩ ମାତର୍‌ ଜିସୁ ସେମନର୍‌ ମନ୍‌ବିତ୍‌ରର୍‌ କାତା ଜାନିକରି କଇଲା,
Onların hilesini anlayan İsa, “Bana bir dinar gösterin” dedi. “Üzerindeki resim ve yazı kimin?” “Sezar'ın” dediler.
24 ୨୪ “ମକେ ଗଟେକ୍‌ ରମିୟ ସର୍‌କାରର୍‌ ଅଦ୍‌ଲି ଡାବୁ ଦେକାଆ । ତେଇ କାର୍‌ ମୁର୍‌ତି ଆରି କାର୍‌ ନାଉଁ ଆଚେ?” “କାଇସରର୍‌ ମୁର୍‌ତି ଆରି ନାଉଁ ଆଚେ ।” ବଲି ସେମନ୍‌ କଇଲାଇ ।
25 ୨୫ “ସେନ୍ତାର୍‌ ରଇଲେ ଜନ୍‌ଟା କାଇସରର୍‌ଟା ସେଟା କାଇସର୍‌କେ ଦିଆସ୍‌, ଜନ୍‌ଟା ପର୍‌ମେସରର୍‌ଟା ସେଟା ପର୍‌ମେସର୍‌କେ ଦିଆସ୍‌ ।” ବଲି କଇଲା ।
O da, “Öyleyse Sezar'ın hakkını Sezar'a, Tanrı'nın hakkını Tanrı'ya verin” dedi.
26 ୨୬ ଏ କାତା ସୁନି ସବୁଲକର୍‌ ମୁଆଟେ ସେମନ୍‌ ଜିସୁର୍‌ ବୁଲ୍‌ ଦାର୍‌ବାର୍‌ ନାପାର୍‌ଲାଇ । ଆରି ଜିସୁର୍‌ କାତା ସୁନି ସେମନ୍‌ କାବାଅଇଜାଇ, ଚୁପ୍‌ଅଇ ରଇଲାଇ ।
İsa'yı, halkın önünde söylediği sözlerle tuzağa düşüremediler. Verdiği yanıta şaşarak susup kaldılar.
27 ୨୭ ତାର୍‌ ପଚେ କେତେଟା ସାଦୁକି ଲକ୍‌ମନ୍‌ ଜିସୁର୍‌ ଲଗେ ଗାଲାଇ । ସେମନ୍‌, ମଲା ଲକ୍‌ମନ୍‌ ଆରି ତରେକ୍‌ ଜିବନ୍‌ଅଇ ଉଟ୍‌ବା ବିସଇ ବିସ୍‌ବାସ୍‌ ନ କର୍‌ତେ ରଇଲାଇ ।
Ölümden sonra dirilişi yadsıyan Sadukiler'den bazıları İsa'ya gelip şunu sordular: “Öğretmenimiz, Musa yazılarında bize şöyle buyurmuştur: ‘Eğer bir adamın evli kardeşi çocuksuz ölürse, adam ölenin karısını alıp soyunu sürdürsün.’
28 ୨୮ ସେମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ମସା ଆମର୍‌ ପାଇ ଏନ୍ତି ନିୟମ୍‌ ଲେକିଆଚେ ଜେ, ଗଟେକ୍‌ ଲକ୍‌ ବିବାଅଇ ପିଲାଟକି ନ ଅଇତେ ମରିଗାଲେ ତାର୍‌ ବାଇ ସେ ରାଣ୍ଡିମାଇଜିକେ ସଙ୍ଗଇସି । ଆରି ପିଲାଟକି ଅଇଲେ ତାର୍‌ ବଡ୍‌ବାଇର୍‌ କୁଟୁମ୍‌ ରକିଆ ଅଇସି ।
29 ୨୯ ଏନ୍ତି ସାତ୍‌ବାଇ ରଇଲାଇ । ପର୍‌ତୁମ୍‌ ବାଇ ବିବା ଅଇ ପିଲାଟକି ନଇତେ ମରିଗାଲା ।
Yedi kardeş vardı. Birincisi kendine bir eş aldı, ama çocuksuz öldü.
30 ୩୦ ତାର୍‌ ପଚେ ବଡ୍‌ମଜିଆ ରାଣ୍ଡିମାଇଜିକେ ସଙ୍ଗଇଲା । ମାତର୍‌ ସେ ମିସା ପିଲାଟକି ନଇତେ ମରିଗାଲା ।
İkincisi de, üçüncüsü de kadını aldı; böylece kardeşlerin yedisi de çocuk bırakmadan öldü.
31 ୩୧ ତାର୍‌ ପଚେ ମଜିଆବାଇ ରାଣ୍ଡିମାଇଜିକେ ସଙ୍ଗଇଲାକେ ପିଲାଟକି ନଇତେ ମରିଗାଲା । ସେନ୍ତି ସେ ରାଣ୍ଡିମାଇଜିକେ ସାତ୍‌ ବାଇ ଜାକ ସଙ୍ଗଇ ପିଲାଟକି ନଇତେ ମରିଗାଲାଇ ।
32 ୩୨ ସାରାସାରି ପଚେ ସେ ମିସା ମରିଗାଲା ।
Son olarak kadın da öldü.
33 ୩୩ ଏନ୍ତି ବଇଲେ ମଲାତେଇଅନି ଉଟ୍‌ଲା ପଚେ ସେ କାର୍‌ ମାଇଜି ଅଇସି? କାଇକେ ବଇଲେ ସେମନ୍‌ ସାତ୍‌ ଲକ୍‌ଜାକ ତାକେ ସଙ୍ଗଇ ରଇଲାଇ ।”
Buna göre, diriliş günü kadın bunlardan hangisinin karısı olacak? Çünkü yedisi de onunla evlendi.”
34 ୩୪ ଜିସୁ ସେମନ୍‌କେ କଇଲା, “ଏ ଜୁଗର୍‌ ମାଇଜି ମନସ୍‌ ବିବା ଅଇବାଇ, (aiōn g165)
İsa onlara şöyle dedi: “Bu çağın insanları evlenip evlendirilirler. (aiōn g165)
35 ୩୫ ମାତର୍‌ ଜନ୍‌ ମାଇଜିମନସ୍‌ ମଲାଟାନେଅନି ଉଟି, ଆଇବା ଜଗତେ ଜିଇବା କାଇବାକେ ବାଚିଅଇଆଚତ୍‌, ସେମନ୍‌ ବିବା ନ ଅଅତ୍‌ । (aiōn g165)
Ama gelecek çağa ve ölülerin dirilişine erişmeye layık görülenler ne evlenir, ne evlendirilir. (aiōn g165)
36 ୩୬ ସେମନ୍‌ ପର୍‌ମେସରର୍‌ ଦୁତ୍‌ମନର୍‌ପାରା ଅଇ ଆରି କେବେମିସା ନ ମରତ୍‌ । ପଚେ ମଲାଟାନେଅନି ଉଟି ପର୍‌ମେସରର୍‌ ପିଲାଟକି ଅଇ ରଇବାଇ ।
Bir daha ölmeleri de söz konusu değildir. Çünkü meleklere benzerler ve dirilişin çocukları olarak Tanrı'nın çocuklarıdırlar.
37 ୩୭ ମସା ବଲ୍‌ କରି ବୁଜାଇ ଦେକାଇଦେଇ ଆଚେ । ମଲା ଲକ୍‌ମନ୍‌ ଜିବନ୍‌ ଅଇ ଉଟ୍‌ବାଇ । ଲାଗ୍‌ତେ ରଇବା ବୁଟାର୍‌ କାତାଇ, ମସା ଅବ୍‌ରାଆମର୍‌ ପର୍‌ମେସର୍‌, ଇସାକର୍‌ ପର୍‌ମେସର୍‌ ଆରି ଜାକୁବର୍‌ ପର୍‌ମେସର୍‌ ବଲି ପର୍‌ମେସର୍‌କେ ଜାନାଇ ଆଚେ ।
Musa bile alevlenen çalıyla ilgili bölümde Rab için, ‘İbrahim'in Tanrısı, İshak'ın Tanrısı ve Yakup'un Tanrısı’ deyimini kullanarak ölülerin dirileceğine işaret etmişti.
38 ୩୮ ପର୍‌ମେସର୍‌ ମଲା ଲକ୍‌ମନର୍‌ ମାପ୍‌ରୁ ନଏଁ, ଜିବନ୍‌ ରଇଲା ଲକ୍‌ମନର୍‌ ମାପ୍‌ରୁ । ପର୍‌ମେସରର୍‌ ଦେକ୍‌ବା ଇସାବେ ତେଇ ସେମନ୍‌ ସବୁ ଲକ୍‌ ଜିବନ୍‌ ଅଇଆଚତ୍‌ ।”
Tanrı ölülerin değil, dirilerin Tanrısı'dır. Çünkü O'na göre bütün insanlar diridir.”
39 ୩୯ ତାର୍‌ ପଚେ କେତେଟା ସାସ୍‌ତର୍‌ ସିକାଉମନ୍‌ “ଏ ଗୁରୁ ତୁଇ ବଡେ ନିକସଙ୍ଗ୍‍ ଉତର୍‌ ଦେଇଆଚୁସ୍‌!” ବଲି ଜିସୁକେ କଇଲାଇ ।
Artık O'na başka soru sormaya cesaret edemeyen din bilginlerinden bazıları, “Öğretmenimiz, güzel konuştun” dediler.
40 ୪୦ କାଇକେବଇଲେ ଜିସୁକେ ଆରି କେ ମିସା ପର୍‌ସନ୍‌ ପାଚାର୍‌ବାକେ ସାଆସ୍‌ କରତ୍‌ ନାଇ ।
41 ୪୧ ତାର୍‌ ପଚେ ଜିସୁ ତାର୍‌ କାତା ସୁନ୍‌ବା ଲକ୍‌ମନ୍‌କେ ପାଚାର୍‌ଲା, “ପର୍‌ମେସର ବାଚିପାଟାଇଲା କିରିସ୍‌ଟ ଦାଉଦ୍‌ ରାଜାର୍‌ ନାତିତିତି ବଲି ଲକ୍‌ମନ୍‌ କାଇକେ କଇଲାଇନି?”
İsa onlara şöyle dedi: “Nasıl oluyor da, ‘Mesih Davut'un Oğlu'dur’ diyorlar?
42 ୪୨ କାଇକେ ବଇଲେ ଦାଉଦ୍‌ ରାଜା ଗିତ୍‌ସଙ୍ଗିତା ବଇତେଇ ନିଜେ ଏନ୍ତି ଲେକି ଆଚେ, ପର୍‌ମେସର୍‌ ମର୍‌ ମାପ୍‌ରୁକେ କଇଲା,
Çünkü Davut'un kendisi Mezmurlar Kitabı'nda şöyle diyor: ‘Rab Rabbim'e dedi ki, Ben düşmanlarını Ayaklarının altına serinceye dek Sağımda otur.’
43 ୪୩ ମୁଇ ତର୍‌ ବିରଦିମନ୍‌କେ ଆରାଇକରି ତର୍‌ ପାଦ୍‌ତଲେ ସଙ୍ଗଇବା ପିଡାପାରା ନ କର୍‌ବା ଜାକ, ତୁଇ ମର୍‌ ଉଜାବାଟେସେ ବସି ର ।
44 ୪୪ ଜଦି ଦାଉଦ୍‌ ରାଜା କିରିସ୍‌ଟକେ ମାପ୍‌ରୁ ବଲି ଡାକି ରଇଲେ ଆରି କିରିସ୍‌ଟ କେନ୍ତି ଦାଉଦ୍‌ ରାଜାର୍‌ ନାତିତିତି ଅଇସି? ବଲି ପାଚାର୍‌ଲା ।
Davut O'ndan ‘Rab’ diye söz ettiğine göre, O nasıl Davut'un Oğlu olur?”
45 ୪୫ ସେବେଲା ସବୁ ଲକ୍‌ମନ୍‌ ଜିସୁ ସିକାଇବା ବିସଇ ସୁନ୍‌ତେ ରଇଲାବେଲେ, ସେ ତାର୍‌ ସିସ୍‌ମନ୍‌କେ କଇଲା,
Bütün halk dinlerken İsa öğrencilerine şöyle dedi: “Uzun kaftanlar içinde dolaşmaktan hoşlanan, meydanlarda selamlanmaya, havralarda en seçkin yerlere, şölenlerde başköşelere kurulmaya bayılan din bilginlerinden sakının.
46 ୪୬ “ନିୟମ୍‌ ସିକାଇବା ଲକ୍‌ମନର୍‌ତେଇଅନି ଜାଗ୍‌ରତ୍‌ ରୁଆ । ସେମନ୍‌ ନିମାନ୍‌ ପଚିଆ ପିନ୍ଦି ବୁଲ୍‌ବାକେ ମନ୍‌ କର୍‌ବାଇ । ଆଟେବାଟେ ଜୁଆର୍‌ ପାଇବାକେ, ପାର୍‌ତନା ଗରର୍‌ ମୁକିଆ ଜାଗାଇ ବସ୍‌ବାକେ, ଆରି ବଜିତେଇ ସବୁ ଲକର୍‌ଟାନେଅନି ଆଗ୍‌ତୁ ବସ୍‌ବାକେ ମନ୍‌ କର୍‌ବାଇ ।
47 ୪୭ ସେମନ୍‌ ଲାଜ୍‌ ନଅଇ ରାଣ୍ଡି ମାଇଜିମନ୍‌କେ ନାଡାଇକରି ସେମନର୍‌ ଦନ୍‌ସଁପତି ଜୁରି ନେବାଇ । ମାତର୍‌ ସେମନ୍‌ ନିମାନ୍‌ ଲକର୍‌ପାରା ଦେକାଇଅଇବାଇ । ଆରି ଲକ୍‌ମନର୍‌ ମୁଆଟେ ବେସି ଲମାଇକରି ପାର୍‌ତନା କର୍‌ବାଇ । ଏନ୍ତାରି ଲକ୍‌ମନ୍‌କେ ପର୍‌ମେସର ବେସି ବଡ୍‌ ଡଣ୍ଡ୍‌ ଦେଇସି ।”
Dul kadınların malını mülkünü sömüren, gösteriş için uzun uzun dua eden bu kişilerin cezası daha ağır olacaktır.”

< ଲୁକ୍‌ 20 >