< ଲୁକ୍ 20 >
1 ୧ ଦିନେକ୍ ଜିସୁ ମନ୍ଦିରେ ଲକ୍ମନ୍କେ ମାପ୍ରୁର୍ ନିମାନ୍ କାତାର୍ ସିକିଆ ଦେଇତେରଇଲା । ସେବେଲାଇ ମୁକିଅ ପୁଜାରିମନ୍, ନିୟମ୍ ସିକାଇଦେବା ଲକ୍ମନ୍ ଆରି ପାର୍ଚିନ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ ।
I stało się z onych dni dnia jednego, gdy uczył lud w kościele i kazał Ewangeliję, że nadeszli przedniejsi kapłani i nauczeni w Piśmie z starszymi,
2 ୨ “ତୁଇ କାର୍ ଅଦିକାର୍ ମିଲାଇକରି ଏସବୁ ବିସଇ କଲୁସ୍ନି? କେ ତକେ ଏ ଅଦିକାର୍ ଦେଲା? ଆମ୍କେ କ ।”
I rzekli do niego, mówiąc: Powiedz nam, którą mocą to czynisz, albo kto jest ten, coć dał tę moc?
3 ୩ ମାତର୍ ଜିସୁ କଇଲା, “ମୁଇ ମିସା ତମ୍କେ ଗଟେକ୍ କାତା ପାଚାର୍ବି, ତମେ ମକେ କୁଆ ।
A on odpowiadając, rzekł do nich: Spytam i ja was o jednę rzecz, a powiedzcie mi:
4 ୪ ଜଅନ୍ କାର୍ ଅଦିକାର୍ ମିଲାଇ ଲକ୍ମନ୍କେ ଡୁବନ୍ ଦେଇତେ ରଇଲା? ସରଗର୍ ପର୍ମେସର୍ ଦେଲାଟାନେ ଅନି କି, ଲକ୍ମନର୍ଟାନେ ଅନି?”
Chrzest Jana byłli z nieba, czyli z ludzi?
5 ୫ ସେବେଲାଇ ସେମନ୍ ନିଜର୍ ନିଜର୍ ବିତ୍ରେ ଦଦାପେଲା ଅଇଲାଇ । ଜଦି ଜଅନର୍ ଡୁବନ୍ ସର୍ଗେଅନି ବଲି କଇଲେ, କାଇକେ ତାକେ ବିସ୍ବାସ୍ କରାସ୍ ନାଇ? ବଲି କଇବାଇ ।
A oni myślili sami w sobie, mówiąc: Jeźli powiemy, z nieba, rzecze: Czemużeście mu tedy nie wierzyli?
6 ୬ ମାତର୍ ଆମେ ଲକ୍ମନର୍ତେଇଅନି ବଲି କଇଲେ ସବୁ ଲକ୍ ଆମ୍କେ ପାକ୍ନା ମାର୍ବାଇ । କାଇକେ ବଇଲେ, ଜଅନ୍ ସତଇସେ ପର୍ମେସରର୍ତେଇ ଅନି ଆଇଲା ବବିସତ୍ବକ୍ତା ବଲି ଆମର୍ ଜିଉଦି ଲକ୍ମନ୍ ବିସ୍ବାସ୍ କଲାଇନି ।
Jeźliż zasię rzeczemy, z ludzi, wszystek lud ukamionuje nas, ponieważ za pewne mają, że Jan jest prorokiem.
7 ୭ ଏଟା ବାବିକରି ସେମନ୍ “ଆମେ ନାଜାନୁ ।” ବଲି କଇଲାଇ ।
I odpowiedzieli, że nie wiedzą, skąd by był.
8 ୮ ଆରି ଜିସୁ ସେମନ୍କେ କଇଲା, “ଏନ୍ତି ବଇଲେ ମୁଇ ମିସା କାର୍ ଅଦିକାର୍ ମିଲାଇକରି ଏସବୁ ବିସଇ କଲିନି, ସେଟା ତମ୍କେ ନ କଇ ।”
A Jezus im rzekł: I ja wam nie powiem, którą mocą to czynię.
9 ୯ ତାର୍ ପଚେ ଜିସୁ ଲକ୍ମନ୍କେ ବୁଜାଇବାକେ ଗଟେକ୍ କାତାନି କଇଲା । “ଗଟେକ୍ ଲକ୍ ତାର୍ ପଦାଇ ଅଙ୍ଗୁର୍ ତାସ୍ କରି, କେତେଟା ତାସିକେ ଆଦିବାଗ୍ କର୍ବାକେ ଦେଲା । ଦେଇକରି ସେ ବେସି ଦିନର୍ ପାଇ ଗଟେକ୍ ଦୁର୍ ଦେସେ ରଇବାକେ ଉଟିଗାଲା ।
I począł do ludu mówić to podobieństwo: Człowiek niektóry nasadził winnicę, i najął ją winiarzom, i odjechał precz na czas niemały.
10 ୧୦ ଆରି ଅଙ୍ଗୁର୍ ତଲ୍ବାବେଲା କେଟ୍ଲାକେ ସାଉକାର୍ ତାର୍ ଗଟେକ୍ ଦାଙ୍ଗ୍ଡାକେ ତାର୍ ବାଗ୍ ମାଙ୍ଗି ଆନ୍ବାକେ ପାଟାଇଲା । ମାତର୍ ସେ ଲକ୍ମନ୍ ତାର୍ ବାଗ୍ ନ ଦେଇ ତାର୍ ଦାଙ୍ଗ୍ଡାକେ କୁଟ୍କୁଟା ମାରି ଚୁଚା ଆତେ ପାଟାଇଦେଲାଇ ।
A czasu swego posłał sługę do onych winiarzy, aby mu dali z pożytku onej winnicy; ale oni winiarze ubiwszy go, odesłali próżnego.
11 ୧୧ ତାର୍ ପଚେ ସେ ଆରି ଗଟେକ୍ ଦାଙ୍ଗ୍ଡାକେ ପାଟାଇଲା । ସେମନ୍ ତାକେ ମିସା ମାରିକରି ନିନ୍ଦା କାତା କଇ, ଲାଜ୍ କରାଇକରି ଚୁଚା ଆତେ ପାଟାଇ ଦେଲାଇ ।
I posłał zasię drugiego sługę; ale oni i tego ubiwszy i zelżywszy, odesłali próżnego.
12 ୧୨ ତାର୍ ପଚେ ସାଉକାର୍ ଆରି ଗଟେକ୍ ଦାଙ୍ଗ୍ଡାକେ ସେମନର୍ ଲଗେ ପାଟାଇଲା । ମାତର୍ ସେ ଦାଙ୍ଗ୍ଡାକେ ମିସା ରଗ୍ରଗା ଅଇତେ ମାରି କେଦିଦେଲାଇ ।”
I posłał zasię trzeciego; ale oni i tego zraniwszy, wyrzucili precz.
13 ୧୩ ତାର୍ ପଚେ ସାଉକାର୍ ମନେ ମନେ ବାବ୍ଲା, “ଏବେ ମୁଇ କାଇଟା କର୍ବି? ମୁଇ ବେସି ଆଲାଦ୍ କର୍ବା ମର୍ ପିଲାକେ ପାଟାଇବି । ବାଇଦରେ ସେମନ୍ ତାକେ ମାନ୍ବାଇ ।”
A tak rzekł Pan onej winnicy: Cóż uczynię? poślę syna mego miłego, snać gdy tego ujrzą, zawstydzą się.
14 ୧୪ ମାତର୍ ସେମନ୍ ସେ ପିଲା ଆଇବାଟା ଦେକିକରି ତାକର୍ ବିତ୍ରେ କାତାଅଇଲାଇ, “ଏଟାସେ ସେ ସାଉକାରର୍ ପିଲା, ଆମେ ଆକେ ମରାଇଦେଲେ ଏ ସବୁ ଦନ୍ ଆମର୍ ଅଇଜାଇସି ।
Ale winiarze ujrzawszy go, rzekli między sobą, mówiąc: Tenci jest dziedzic; pójdźcie zabijmy go, aby nasze było dziedzictwo.
15 ୧୫ ଆରି ସେମନ୍ ସାଉକାରର୍ ପିଲାକେ ବାଇରେ ନେଇ ମାରି ମରାଇଦେଲାଇ । ଏନ୍ତି ବଇଲେ ସାଉକାର୍ ସେ ଲକ୍ମନ୍କେ କାଇଟା କରିରଇସି?
I wypchnąwszy go precz z winnicy, zabili. Cóż im tedy uczyni Pan onej winnicy?
16 ୧୬ ମୁଇ ତମ୍କେ କଇଲିନି, ସେ ଆସିକରି ସେ ଲକ୍ମନ୍କେ ମରାଇ ଦେଇସି । ଆରି ବଡ୍ ବିନ୍ଲକ୍ମନ୍କେ ଆଦିବାଗ୍ କର୍ବାକେ ଦେଇସି ।” ମାତର୍ କାତାନି ସୁନ୍ତେ ରଇଲା ଲକ୍ମନ୍ କଇଲାଇ, “ଏନ୍ତାର୍ କେବେ ମିସା ନଅ ।”
Przyjdzie, a potraci one winiarze, a winnicę odda innym. Co oni usłyszawszy, rzekli: Nie daj tego Boże!
17 ୧୭ ମାତର୍ ଜିସୁ ଲକ୍ମନ୍କେ ନିକ ଦେକିକରି କଇଲା, “ଏନ୍ତି ବଇଲେ ପର୍ମେସରର୍ ସାସ୍ତରେ ଲେକାଅଇଲା ଅରତ୍ କାଇଟା? ଗର୍ବାନ୍ଦ୍ବା ଲକ୍ମନ୍ ଜନ୍ ପାକ୍ନା ‘ନଏଁ’ ବଲି ଚାଡି ଦେଇରଇଲାଇ ସେ ପାକ୍ନାସେ ଗର୍ କନର୍ ମୁଲ୍ ପାକ୍ନା ଅଇଲା ।
Lecz on spojrzawszy na nie, rzekł: Cóż tedy jest ono, co napisano: Kamień, który odrzucili budujący, ten się stał głową węgielną?
18 ୧୮ ଜନ୍ ଲକ୍ମନ୍ ସେ ପାକ୍ନା ଉପ୍ରେ ଅଦର୍ବାଇ, ସେମନ୍ କଣ୍ଡ୍ କଣ୍ଡ୍ ଅଇଜିବାଇ, ଆରି ସେ ପାକ୍ନା ଜାର୍ ଉପ୍ରେ ଅଦର୍ସି, ସେ ବିଲି ଆଜିଜାଇସି ।”
Wszelki, który upadnie na ten kamień, roztrąci się, a na kogo by upadł, zetrze go.
19 ୧୯ ସେବେଲା ସାସ୍ତର୍ ସିକାଉମନ୍ ଆରି ମୁକିଅ ପୁଜାରିମନ୍ ଜିସୁର୍ କାତାନି ସୁନି, ତାକେ ଦାପ୍ରେ ବନ୍ଦି କର୍ବାକେ ବାଟ୍ କଜ୍ତେ ରଇଲାଇ । କାଇକେ ବଇଲେ ଜିସୁ କଇବା ଅଙ୍ଗୁର୍ ବାଡର୍ କାତା, ସେମନର୍ ବିସଇନେଇ କଇଲାନି ବଲି ବୁଜ୍ଲାଇ । ମାତର୍ ସେମନ୍ ଲକ୍ମନ୍କେ ଡର୍ତେ ରଇଲାଇ ।
I starali się przedniejsi kapłani i nauczeni w Piśmie, jakoby nań ręce wrzucili onejże godziny, ale się ludu bali; albowiem poznali, iż przeciwko nim wyrzekł to podobieństwo.
20 ୨୦ ସେଟାର୍ପାଇ ସେମନ୍ ତାର୍ ବୁଲ୍ ଦାର୍ବାକେ ଗଟେକ୍ ସୁଜଗ୍ କଜ୍ତେ ରଇଲାଇ । ସେମନ୍ କେତେଟା ଚର୍ମନ୍କେ ଲାଁଚ୍ଦେଇ ଦରମ୍ ଲକ୍ପାରା ଦେକାଇ ଅଇବାକେ ପାଟାଇଲାଇ । କାଇକେ ବଇଲେ ଜିସୁର୍ ଟଣ୍ଡେଅନି ବୁଲ୍କାତା ବାର୍କରାଇ, ଦସ୍ ଦାରି, ରମିୟ ସାସନ୍କାରିଆକେ ସର୍ପି ଦେବାକେ ମନ୍କର୍ତେ ରଇଲାଇ ।
A tak podstrzegając go, posłali szpiegi, którzy zmyślali, jakoby byli sprawiedliwymi, aby go podchwycili w mowie jego, a potem aby go podali zwierzchności i w moc starościną.
21 ୨୧ ସେଟାର୍ପାଇ ସେ ଚର୍ମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ତମେ ଟିକ୍ କଇଲାସ୍ନି ଆରି ଟିକ୍ ସିକାଇଲାସ୍ନି ବଲି ଆମେ ଜାନିଆଚୁ । କାର୍ବାଟେ ନ ଅଇ ଲକ୍ମନର୍ ଜିବନର୍ପାଇ ପର୍ମେସରର୍ ସତ୍ ବିସଇସେ ସିକାଇଲୁସ୍ନି ।
I pytali go, mówiąc: Nauczycielu! wiemy, że dobrze mówisz i uczysz, ani przyjmujesz osób; ale drogi Bożej w prawdzie uczysz.
22 ୨୨ ଏବେ ତୁଇ ଆମ୍କେ କଅ, ରମିୟ ସର୍କାରର୍ ରାଜା କାଇସର୍କେ ସିସ୍ତୁ ଦେବାଟା ଆମର୍ ନିୟମ୍ ଇସାବେ ଟିକ୍ କି ନାଇ?”
Godzili się nam dać czynsz cesarzowi, czyli nie?
23 ୨୩ ମାତର୍ ଜିସୁ ସେମନର୍ ମନ୍ବିତ୍ରର୍ କାତା ଜାନିକରି କଇଲା,
Ale on obaczywszy chytrość ich, rzekł do nich: Czemuż mię kusicie?
24 ୨୪ “ମକେ ଗଟେକ୍ ରମିୟ ସର୍କାରର୍ ଅଦ୍ଲି ଡାବୁ ଦେକାଆ । ତେଇ କାର୍ ମୁର୍ତି ଆରି କାର୍ ନାଉଁ ଆଚେ?” “କାଇସରର୍ ମୁର୍ତି ଆରି ନାଉଁ ଆଚେ ।” ବଲି ସେମନ୍ କଇଲାଇ ।
Ukażcie mi grosz; czyj ma obraz i napis? A odpowiadając rzekli: Cesarza.
25 ୨୫ “ସେନ୍ତାର୍ ରଇଲେ ଜନ୍ଟା କାଇସରର୍ଟା ସେଟା କାଇସର୍କେ ଦିଆସ୍, ଜନ୍ଟା ପର୍ମେସରର୍ଟା ସେଟା ପର୍ମେସର୍କେ ଦିଆସ୍ ।” ବଲି କଇଲା ।
Zatem on im rzekł: Oddawajcież tedy, co jest cesarskiego, cesarzowi, a co jest Bożego, Bogu.
26 ୨୬ ଏ କାତା ସୁନି ସବୁଲକର୍ ମୁଆଟେ ସେମନ୍ ଜିସୁର୍ ବୁଲ୍ ଦାର୍ବାର୍ ନାପାର୍ଲାଇ । ଆରି ଜିସୁର୍ କାତା ସୁନି ସେମନ୍ କାବାଅଇଜାଇ, ଚୁପ୍ଅଇ ରଇଲାଇ ।
I nie mogli go podchwycić w mowie jego przed ludem, a zadziwiwszy się odpowiedzi jego, umilknęli.
27 ୨୭ ତାର୍ ପଚେ କେତେଟା ସାଦୁକି ଲକ୍ମନ୍ ଜିସୁର୍ ଲଗେ ଗାଲାଇ । ସେମନ୍, ମଲା ଲକ୍ମନ୍ ଆରି ତରେକ୍ ଜିବନ୍ଅଇ ଉଟ୍ବା ବିସଇ ବିସ୍ବାସ୍ ନ କର୍ତେ ରଇଲାଇ ।
A przyszedłszy niektórzy z Saduceuszów, (którzy przeczą i mówią, iż nie masz zmartwychwstania), pytali go,
28 ୨୮ ସେମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ମସା ଆମର୍ ପାଇ ଏନ୍ତି ନିୟମ୍ ଲେକିଆଚେ ଜେ, ଗଟେକ୍ ଲକ୍ ବିବାଅଇ ପିଲାଟକି ନ ଅଇତେ ମରିଗାଲେ ତାର୍ ବାଇ ସେ ରାଣ୍ଡିମାଇଜିକେ ସଙ୍ଗଇସି । ଆରି ପିଲାଟକି ଅଇଲେ ତାର୍ ବଡ୍ବାଇର୍ କୁଟୁମ୍ ରକିଆ ଅଇସି ।
Mówiąc: Nauczycielu! Mojżesz nam napisał: Jeźliby komu brat umarł, mając żonę, a umarłby bez dziatek, aby brat jego pojął jego żonę, a wzbudził nasienie bratu swemu.
29 ୨୯ ଏନ୍ତି ସାତ୍ବାଇ ରଇଲାଇ । ପର୍ତୁମ୍ ବାଇ ବିବା ଅଇ ପିଲାଟକି ନଇତେ ମରିଗାଲା ।
Było tedy siedm braci, z których pierwszy pojąwszy żonę, umarł bez dziatek.
30 ୩୦ ତାର୍ ପଚେ ବଡ୍ମଜିଆ ରାଣ୍ଡିମାଇଜିକେ ସଙ୍ଗଇଲା । ମାତର୍ ସେ ମିସା ପିଲାଟକି ନଇତେ ମରିଗାଲା ।
I pojął wtóry onę żonę, a umarł i ten bez dziatek.
31 ୩୧ ତାର୍ ପଚେ ମଜିଆବାଇ ରାଣ୍ଡିମାଇଜିକେ ସଙ୍ଗଇଲାକେ ପିଲାଟକି ନଇତେ ମରିଗାଲା । ସେନ୍ତି ସେ ରାଣ୍ଡିମାଇଜିକେ ସାତ୍ ବାଇ ଜାକ ସଙ୍ଗଇ ପିଲାଟକି ନଇତେ ମରିଗାଲାଇ ।
Potem ją pojął i trzeci, także i oni wszyscy siedmiu, a nie zostawiwszy dziatek, pomarli.
32 ୩୨ ସାରାସାରି ପଚେ ସେ ମିସା ମରିଗାଲା ।
Po wszystkich też umarła i ona niewiasta.
33 ୩୩ ଏନ୍ତି ବଇଲେ ମଲାତେଇଅନି ଉଟ୍ଲା ପଚେ ସେ କାର୍ ମାଇଜି ଅଇସି? କାଇକେ ବଇଲେ ସେମନ୍ ସାତ୍ ଲକ୍ଜାକ ତାକେ ସଙ୍ଗଇ ରଇଲାଇ ।”
Przetoż przy zmartwychwstaniu, któregoż z nich ona będzie żoną, ponieważ siedmiu ich miało ją za żonę?
34 ୩୪ ଜିସୁ ସେମନ୍କେ କଇଲା, “ଏ ଜୁଗର୍ ମାଇଜି ମନସ୍ ବିବା ଅଇବାଇ, (aiōn )
Tedy odpowiadając, rzekł im Jezus: Synowie tego wieku żenią się i za mąż wydają. (aiōn )
35 ୩୫ ମାତର୍ ଜନ୍ ମାଇଜିମନସ୍ ମଲାଟାନେଅନି ଉଟି, ଆଇବା ଜଗତେ ଜିଇବା କାଇବାକେ ବାଚିଅଇଆଚତ୍, ସେମନ୍ ବିବା ନ ଅଅତ୍ । (aiōn )
Ale ci, którzy godni są, aby dostąpili onego wieku, i powstaną od umarłych, ani się żenić, ani za mąż dawać będą. (aiōn )
36 ୩୬ ସେମନ୍ ପର୍ମେସରର୍ ଦୁତ୍ମନର୍ପାରା ଅଇ ଆରି କେବେମିସା ନ ମରତ୍ । ପଚେ ମଲାଟାନେଅନି ଉଟି ପର୍ମେସରର୍ ପିଲାଟକି ଅଇ ରଇବାଇ ।
Albowiem umierać więcej nie będą mogli; bo będą równi Aniołom, będąc synami Bożymi, gdyż są synami zmartwychwstania.
37 ୩୭ ମସା ବଲ୍ କରି ବୁଜାଇ ଦେକାଇଦେଇ ଆଚେ । ମଲା ଲକ୍ମନ୍ ଜିବନ୍ ଅଇ ଉଟ୍ବାଇ । ଲାଗ୍ତେ ରଇବା ବୁଟାର୍ କାତାଇ, ମସା ଅବ୍ରାଆମର୍ ପର୍ମେସର୍, ଇସାକର୍ ପର୍ମେସର୍ ଆରି ଜାକୁବର୍ ପର୍ମେସର୍ ବଲି ପର୍ମେସର୍କେ ଜାନାଇ ଆଚେ ।
A iż umarli zmartwychwstaną, i Mojżesz pokazał przy onym krzaku, gdy zowie Pana Boga Bogiem Abrahamowym i Bogiem Izaakowym i Bogiem Jakóbowym.
38 ୩୮ ପର୍ମେସର୍ ମଲା ଲକ୍ମନର୍ ମାପ୍ରୁ ନଏଁ, ଜିବନ୍ ରଇଲା ଲକ୍ମନର୍ ମାପ୍ରୁ । ପର୍ମେସରର୍ ଦେକ୍ବା ଇସାବେ ତେଇ ସେମନ୍ ସବୁ ଲକ୍ ଜିବନ୍ ଅଇଆଚତ୍ ।”
A Bógci nie jest Bogiem umarłych, ale żywych; bo jemu wszyscy żyją.
39 ୩୯ ତାର୍ ପଚେ କେତେଟା ସାସ୍ତର୍ ସିକାଉମନ୍ “ଏ ଗୁରୁ ତୁଇ ବଡେ ନିକସଙ୍ଗ୍ ଉତର୍ ଦେଇଆଚୁସ୍!” ବଲି ଜିସୁକେ କଇଲାଇ ।
Tedy odpowiadając niektórzy z nauczonych w Piśmie, rzekli: Nauczycielu! dobrześ powiedział.
40 ୪୦ କାଇକେବଇଲେ ଜିସୁକେ ଆରି କେ ମିସା ପର୍ସନ୍ ପାଚାର୍ବାକେ ସାଆସ୍ କରତ୍ ନାଇ ।
I nie śmieli go więcej o nic pytać.
41 ୪୧ ତାର୍ ପଚେ ଜିସୁ ତାର୍ କାତା ସୁନ୍ବା ଲକ୍ମନ୍କେ ପାଚାର୍ଲା, “ପର୍ମେସର ବାଚିପାଟାଇଲା କିରିସ୍ଟ ଦାଉଦ୍ ରାଜାର୍ ନାତିତିତି ବଲି ଲକ୍ମନ୍ କାଇକେ କଇଲାଇନି?”
I rzekł do nich: Jakoż powiadają, że Chrystus jest synem Dawidowym?
42 ୪୨ କାଇକେ ବଇଲେ ଦାଉଦ୍ ରାଜା ଗିତ୍ସଙ୍ଗିତା ବଇତେଇ ନିଜେ ଏନ୍ତି ଲେକି ଆଚେ, ପର୍ମେସର୍ ମର୍ ମାପ୍ରୁକେ କଇଲା,
A sam Dawid mówi w księgach Psalmów: Rzekł Pan Panu memu: Siądź po prawicy mojej
43 ୪୩ ମୁଇ ତର୍ ବିରଦିମନ୍କେ ଆରାଇକରି ତର୍ ପାଦ୍ତଲେ ସଙ୍ଗଇବା ପିଡାପାରା ନ କର୍ବା ଜାକ, ତୁଇ ମର୍ ଉଜାବାଟେସେ ବସି ର ।
Aż położę nieprzyjacioły twoje podnóżkiem nóg twoich.
44 ୪୪ ଜଦି ଦାଉଦ୍ ରାଜା କିରିସ୍ଟକେ ମାପ୍ରୁ ବଲି ଡାକି ରଇଲେ ଆରି କିରିସ୍ଟ କେନ୍ତି ଦାଉଦ୍ ରାଜାର୍ ନାତିତିତି ଅଇସି? ବଲି ପାଚାର୍ଲା ।
Ponieważ go tedy Dawid nazywa Panem, i jakoż jest synem jego?
45 ୪୫ ସେବେଲା ସବୁ ଲକ୍ମନ୍ ଜିସୁ ସିକାଇବା ବିସଇ ସୁନ୍ତେ ରଇଲାବେଲେ, ସେ ତାର୍ ସିସ୍ମନ୍କେ କଇଲା,
A gdy słuchał wszystek lud, rzekł uczniom swoim:
46 ୪୬ “ନିୟମ୍ ସିକାଇବା ଲକ୍ମନର୍ତେଇଅନି ଜାଗ୍ରତ୍ ରୁଆ । ସେମନ୍ ନିମାନ୍ ପଚିଆ ପିନ୍ଦି ବୁଲ୍ବାକେ ମନ୍ କର୍ବାଇ । ଆଟେବାଟେ ଜୁଆର୍ ପାଇବାକେ, ପାର୍ତନା ଗରର୍ ମୁକିଆ ଜାଗାଇ ବସ୍ବାକେ, ଆରି ବଜିତେଇ ସବୁ ଲକର୍ଟାନେଅନି ଆଗ୍ତୁ ବସ୍ବାକେ ମନ୍ କର୍ବାଇ ।
Strzeżcie się nauczonych w Piśmie, którzy chcą chodzić w szatach długich, i miłują pozdrawiania na rynkach i pierwsze stołki w bóżnicach, i pierwsze miejsca na wieczerzach;
47 ୪୭ ସେମନ୍ ଲାଜ୍ ନଅଇ ରାଣ୍ଡି ମାଇଜିମନ୍କେ ନାଡାଇକରି ସେମନର୍ ଦନ୍ସଁପତି ଜୁରି ନେବାଇ । ମାତର୍ ସେମନ୍ ନିମାନ୍ ଲକର୍ପାରା ଦେକାଇଅଇବାଇ । ଆରି ଲକ୍ମନର୍ ମୁଆଟେ ବେସି ଲମାଇକରି ପାର୍ତନା କର୍ବାଇ । ଏନ୍ତାରି ଲକ୍ମନ୍କେ ପର୍ମେସର ବେସି ବଡ୍ ଡଣ୍ଡ୍ ଦେଇସି ।”
Którzy pożerają domy wdów, a to pod pokrywką długich modlitw: cić odniosą cięższy sąd.