< ଲୁକ୍‌ 20 >

1 ଦିନେକ୍‌ ଜିସୁ ମନ୍ଦିରେ ଲକ୍‌ମନ୍‌କେ ମାପ୍‌ରୁର୍‌ ନିମାନ୍‌ କାତାର୍‍ ସିକିଆ ଦେଇତେରଇଲା । ସେବେଲାଇ ମୁକିଅ ପୁଜାରିମନ୍‌, ନିୟମ୍‌ ସିକାଇଦେବା ଲକ୍‌ମନ୍‌ ଆରି ପାର୍‌ଚିନ୍‌ମନ୍‌ ଜିସୁର୍‌ ଲଗେ ଆସି ପାଚାର୍‌ଲାଇ ।
And it was don in oon of the daies, whanne he tauyte the puple in the temple, and prechide the gospel, the princis of preestis and scribis camen togidere with the elder men;
2 “ତୁଇ କାର୍‌ ଅଦିକାର୍‌ ମିଲାଇକରି ଏସବୁ ବିସଇ କଲୁସ୍‌ନି? କେ ତକେ ଏ ଅଦିକାର୍‌ ଦେଲା? ଆମ୍‌କେ କ ।”
and thei seiden to hym, Seie to vs, in what power thou doist these thingis, or who is he that yaf to thee this power?
3 ମାତର୍‌ ଜିସୁ କଇଲା, “ମୁଇ ମିସା ତମ୍‌କେ ଗଟେକ୍‌ କାତା ପାଚାର୍‌ବି, ତମେ ମକେ କୁଆ ।
And Jhesus answeride, and seide to hem, And Y schal axe you o word; answere ye to me.
4 ଜଅନ୍‌ କାର୍‌ ଅଦିକାର୍‌ ମିଲାଇ ଲକ୍‌ମନ୍‌କେ ଡୁବନ୍‌ ଦେଇତେ ରଇଲା? ସରଗର୍‌ ପର୍‌ମେସର୍‌ ଦେଲାଟାନେ ଅନି କି, ଲକ୍‌ମନର୍‌ଟାନେ ଅନି?”
Was the baptym of Joon of heuene, or of men?
5 ସେବେଲାଇ ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ ଦଦାପେଲା ଅଇଲାଇ । ଜଦି ଜଅନର୍‌ ଡୁବନ୍‌ ସର୍‌ଗେଅନି ବଲି କଇଲେ, କାଇକେ ତାକେ ବିସ୍‌ବାସ୍‌ କରାସ୍‌ ନାଇ? ବଲି କଇବାଇ ।
And thei thouyten with ynne hem silf, seiynge, For if we seien, Of heuene, he schal seie, Whi thanne bileuen ye not to hym?
6 ମାତର୍‌ ଆମେ ଲକ୍‌ମନର୍‌ତେଇଅନି ବଲି କଇଲେ ସବୁ ଲକ୍‌ ଆମ୍‌କେ ପାକ୍‌ନା ମାର୍‌ବାଇ । କାଇକେ ବଇଲେ, ଜଅନ୍‌ ସତ‍ଇସେ ପର୍‌ମେସରର୍‌ତେଇ ଅନି ଆଇଲା ବବିସତ୍‌ବକ୍‌ତା ବଲି ଆମର୍‌ ଜିଉଦି ଲକ୍‌ମନ୍‌ ବିସ୍‌ବାସ୍‌ କଲାଇନି ।
and if we seien, Of men, al the puple schal stoone vs; for thei ben certeyn, that Joon is a prophete.
7 ଏଟା ବାବିକରି ସେମନ୍‌ “ଆମେ ନାଜାନୁ ।” ବଲି କଇଲାଇ ।
And thei answeriden, that thei knewen not, of whennus it was.
8 ଆରି ଜିସୁ ସେମନ୍‌କେ କଇଲା, “ଏନ୍ତି ବଇଲେ ମୁଇ ମିସା କାର୍‌ ଅଦିକାର୍‌ ମିଲାଇକରି ଏସବୁ ବିସଇ କଲିନି, ସେଟା ତମ୍‌କେ ନ କଇ ।”
And Jhesus seide to hem, Nether Y seie to you, in what power Y do these thingis.
9 ତାର୍‌ ପଚେ ଜିସୁ ଲକ୍‌ମନ୍‌କେ ବୁଜାଇବାକେ ଗଟେକ୍‌ କାତାନି କଇଲା । “ଗଟେକ୍‌ ଲକ୍‌ ତାର୍‌ ପଦାଇ ଅଙ୍ଗୁର୍‌ ତାସ୍‌ କରି, କେତେଟା ତାସିକେ ଆଦିବାଗ୍‌ କର୍‌ବାକେ ଦେଲା । ଦେଇକରି ସେ ବେସି ଦିନର୍‌ ପାଇ ଗଟେକ୍‌ ଦୁର୍‌ ଦେସେ ରଇବାକେ ଉଟିଗାଲା ।
And he bigan to seie to the puple this parable. A man plauntide a vynyerd, and hiride it to tilieris; and he was in pilgrimage longe tyme.
10 ୧୦ ଆରି ଅଙ୍ଗୁର୍‌ ତଲ୍‌ବାବେଲା କେଟ୍‌ଲାକେ ସାଉକାର୍‌ ତାର୍‌ ଗଟେକ୍‌ ଦାଙ୍ଗ୍‌ଡାକେ ତାର୍‌ ବାଗ୍‌ ମାଙ୍ଗି ଆନ୍‌ବାକେ ପାଟାଇଲା । ମାତର୍‌ ସେ ଲକ୍‌ମନ୍‌ ତାର୍‌ ବାଗ୍‌ ନ ଦେଇ ତାର୍‌ ଦାଙ୍ଗ୍‌ଡାକେ କୁଟ୍‌କୁଟା ମାରି ଚୁଚା ଆତେ ପାଟାଇଦେଲାଇ ।
And in the tyme of gaderynge of grapis, he sente a seruaunt to the tilieris, that thei schulden yyue to hym of the fruyt of the vynyerd; whiche beten hym, and leten hym go voide.
11 ୧୧ ତାର୍‌ ପଚେ ସେ ଆରି ଗଟେକ୍‌ ଦାଙ୍ଗ୍‌ଡାକେ ପାଟାଇଲା । ସେମନ୍‌ ତାକେ ମିସା ମାରିକରି ନିନ୍ଦା କାତା କଇ, ଲାଜ୍‌ କରାଇକରି ଚୁଚା ଆତେ ପାଟାଇ ଦେଲାଇ ।
And he thouyte yit to sende another seruaunt; and thei beten this, and turmentiden hym sore, and leten hym go.
12 ୧୨ ତାର୍‌ ପଚେ ସାଉକାର୍‌ ଆରି ଗଟେକ୍‌ ଦାଙ୍ଗ୍‌ଡାକେ ସେମନର୍‌ ଲଗେ ପାଟାଇଲା । ମାତର୍‌ ସେ ଦାଙ୍ଗ୍‌ଡାକେ ମିସା ରଗ୍‍ରଗା ଅଇତେ ମାରି କେଦିଦେଲାଇ ।”
And he thouyte yit to sende the thridde, and hym also thei woundiden, and castiden out.
13 ୧୩ ତାର୍‌ ପଚେ ସାଉକାର୍‌ ମନେ ମନେ ବାବ୍‌ଲା, “ଏବେ ମୁଇ କାଇଟା କର୍‌ବି? ମୁଇ ବେସି ଆଲାଦ୍‌ କର୍‌ବା ମର୍‌ ପିଲାକେ ପାଟାଇବି । ବାଇଦରେ ସେମନ୍‌ ତାକେ ମାନ୍‌ବାଇ ।”
And the lord of the vyneyerd seide, What schal Y do? Y schal sende my dereworthe sone; perauenture, whanne thei seen hym, thei schulen drede.
14 ୧୪ ମାତର୍‌ ସେମନ୍‌ ସେ ପିଲା ଆଇବାଟା ଦେକିକରି ତାକର୍‌ ବିତ୍‌ରେ କାତାଅଇଲାଇ, “ଏଟାସେ ସେ ସାଉକାରର୍‌ ପିଲା, ଆମେ ଆକେ ମରାଇଦେଲେ ଏ ସବୁ ଦନ୍‌ ଆମର୍‌ ଅଇଜାଇସି ।
And whanne the tilieris sayn hym, thei thouyten with ynne hem silf, and seiden, This is the eire, sle we hym, that the eritage be oure.
15 ୧୫ ଆରି ସେମନ୍‌ ସାଉକାରର୍‌ ପିଲାକେ ବାଇରେ ନେଇ ମାରି ମରାଇଦେଲାଇ । ଏନ୍ତି ବଇଲେ ସାଉକାର୍‌ ସେ ଲକ୍‌ମନ୍‌କେ କାଇଟା କରିରଇସି?
And thei castiden hym out of the vyneyerd, and killiden hym. What schal thanne the lord of the vyneyerd do to hem?
16 ୧୬ ମୁଇ ତମ୍‌କେ କଇଲିନି, ସେ ଆସିକରି ସେ ଲକ୍‌ମନ୍‌କେ ମରାଇ ଦେଇସି । ଆରି ବଡ୍‌ ବିନ୍‌ଲକ୍‌ମନ୍‌କେ ଆଦିବାଗ୍‌ କର୍‌ବାକେ ଦେଇସି ।” ମାତର୍‌ କାତାନି ସୁନ୍‌ତେ ରଇଲା ଲକ୍‌ମନ୍‌ କଇଲାଇ, “ଏନ୍ତାର୍‌ କେବେ ମିସା ନଅ ।”
He schal come, and distruye these tilieris, and yyue the vyneyerd to othere. And whanne this thing was herd, thei seiden to hym, God forbede.
17 ୧୭ ମାତର୍‌ ଜିସୁ ଲକ୍‌ମନ୍‌କେ ନିକ ଦେକିକରି କଇଲା, “ଏନ୍ତି ବଇଲେ ପର୍‌ମେସରର୍‌ ସାସ୍‌ତରେ ଲେକାଅଇଲା ଅରତ୍‌ କାଇଟା? ଗର୍‌ବାନ୍ଦ୍‌ବା ଲକ୍‌ମନ୍‌ ଜନ୍‌ ପାକ୍‌ନା ‘ନଏଁ’ ବଲି ଚାଡି ଦେଇରଇଲାଇ ସେ ପାକ୍‌ନାସେ ଗର୍‌ କନର୍‌ ମୁଲ୍‌ ପାକ୍‌ନା ଅଇଲା ।
But he bihelde hem, and seide, What thanne is this that is writun, The stoon which men bildynge repreueden, this is maad in to the heed of the corner?
18 ୧୮ ଜନ୍‌ ଲକ୍‌ମନ୍‌ ସେ ପାକ୍‌ନା ଉପ୍‌ରେ ଅଦର୍‌ବାଇ, ସେମନ୍‌ କଣ୍ଡ୍‌ କଣ୍ଡ୍‌ ଅଇଜିବାଇ, ଆରି ସେ ପାକ୍‌ନା ଜାର୍‌ ଉପ୍‌ରେ ଅଦର୍‌ସି, ସେ ବିଲି ଆଜିଜାଇସି ।”
Ech that schal falle on that stoon, schal be to-brisid, but on whom it schal falle, it schal al to-breke him.
19 ୧୯ ସେବେଲା ସାସ୍‌ତର୍‌ ସିକାଉମନ୍‌ ଆରି ମୁକିଅ ପୁଜାରିମନ୍‌ ଜିସୁର୍‌ କାତାନି ସୁନି, ତାକେ ଦାପ୍‌ରେ ବନ୍ଦି କର୍‌ବାକେ ବାଟ୍‌ କଜ୍‌ତେ ରଇଲାଇ । କାଇକେ ବଇଲେ ଜିସୁ କଇବା ଅଙ୍ଗୁର୍‌ ବାଡର୍‌ କାତା, ସେମନର୍‌ ବିସଇନେଇ କଇଲାନି ବଲି ବୁଜ୍‌ଲାଇ । ମାତର୍‌ ସେମନ୍‌ ଲକ୍‌ମନ୍‌କେ ଡର୍‌ତେ ରଇଲାଇ ।
And the princis of prestis, and scribis, souyten to leye on hym hoondis in that our, and thei dredden the puple; for thei knewen that to hem he seide this liknesse.
20 ୨୦ ସେଟାର୍‌ପାଇ ସେମନ୍‌ ତାର୍‌ ବୁଲ୍‌ ଦାର୍‌ବାକେ ଗଟେକ୍‌ ସୁଜଗ୍‌ କଜ୍‌ତେ ରଇଲାଇ । ସେମନ୍‌ କେତେଟା ଚର୍‌ମନ୍‌କେ ଲାଁଚ୍‍ଦେଇ ଦରମ୍‌ ଲକ୍‌ପାରା ଦେକାଇ ଅଇବାକେ ପାଟାଇଲାଇ । କାଇକେ ବଇଲେ ଜିସୁର୍‌ ଟଣ୍ଡେଅନି ବୁଲ୍‌କାତା ବାର୍‌କରାଇ, ଦସ୍‌ ଦାରି, ରମିୟ ସାସନ୍‌କାରିଆକେ ସର୍‌ପି ଦେବାକେ ମନ୍‌କର୍‌ତେ ରଇଲାଇ ।
And thei aspieden, and senten aspieris, that feyneden hem iust, that thei schulden take hym in word, and bitaak hym to the `power of the prince, and to the power of the iustice.
21 ୨୧ ସେଟାର୍‌ପାଇ ସେ ଚର୍‌ମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ତମେ ଟିକ୍ କଇଲାସ୍‌ନି ଆରି ଟିକ୍ ସିକାଇଲାସ୍‌ନି ବଲି ଆମେ ଜାନିଆଚୁ । କାର୍‌ବାଟେ ନ ଅଇ ଲକ୍‌ମନର୍‌ ଜିବନର୍‌ପାଇ ପର୍‌ମେସରର୍‌ ସତ୍‌ ବିସଇସେ ସିକାଇଲୁସ୍‌ନି ।
And thei axiden hym, and seiden, Maister, we witen, that riytli thou seist and techist; and thou takist not the persoone of man, but thou techist in treuthe the weie of God.
22 ୨୨ ଏବେ ତୁଇ ଆମ୍‌କେ କଅ, ରମିୟ ସର୍‌କାରର୍‌ ରାଜା କାଇସର୍‌କେ ସିସ୍‌ତୁ ଦେବାଟା ଆମର୍‌ ନିୟମ୍‌ ଇସାବେ ଟିକ୍‌ କି ନାଇ?”
Is it leueful to vs to yyue tribute to the emperoure, or nay?
23 ୨୩ ମାତର୍‌ ଜିସୁ ସେମନର୍‌ ମନ୍‌ବିତ୍‌ରର୍‌ କାତା ଜାନିକରି କଇଲା,
And he biheld the disseit of hem, and seide to hem, What tempten ye me?
24 ୨୪ “ମକେ ଗଟେକ୍‌ ରମିୟ ସର୍‌କାରର୍‌ ଅଦ୍‌ଲି ଡାବୁ ଦେକାଆ । ତେଇ କାର୍‌ ମୁର୍‌ତି ଆରି କାର୍‌ ନାଉଁ ଆଚେ?” “କାଇସରର୍‌ ମୁର୍‌ତି ଆରି ନାଉଁ ଆଚେ ।” ବଲି ସେମନ୍‌ କଇଲାଇ ।
Shewe ye to me a peny; whos ymage and superscripcioun hath it? Thei answerden, and seiden to hym, The emperouris.
25 ୨୫ “ସେନ୍ତାର୍‌ ରଇଲେ ଜନ୍‌ଟା କାଇସରର୍‌ଟା ସେଟା କାଇସର୍‌କେ ଦିଆସ୍‌, ଜନ୍‌ଟା ପର୍‌ମେସରର୍‌ଟା ସେଟା ପର୍‌ମେସର୍‌କେ ଦିଆସ୍‌ ।” ବଲି କଇଲା ।
And he seide to hem, Yelde ye therfor to the emperoure tho thingis that ben the emperours, and tho thingis that ben of God, to God.
26 ୨୬ ଏ କାତା ସୁନି ସବୁଲକର୍‌ ମୁଆଟେ ସେମନ୍‌ ଜିସୁର୍‌ ବୁଲ୍‌ ଦାର୍‌ବାର୍‌ ନାପାର୍‌ଲାଇ । ଆରି ଜିସୁର୍‌ କାତା ସୁନି ସେମନ୍‌ କାବାଅଇଜାଇ, ଚୁପ୍‌ଅଇ ରଇଲାଇ ।
And thei myyten not repreue his word bifor the puple; and thei wondriden in his answere, and heelden pees.
27 ୨୭ ତାର୍‌ ପଚେ କେତେଟା ସାଦୁକି ଲକ୍‌ମନ୍‌ ଜିସୁର୍‌ ଲଗେ ଗାଲାଇ । ସେମନ୍‌, ମଲା ଲକ୍‌ମନ୍‌ ଆରି ତରେକ୍‌ ଜିବନ୍‌ଅଇ ଉଟ୍‌ବା ବିସଇ ବିସ୍‌ବାସ୍‌ ନ କର୍‌ତେ ରଇଲାଇ ।
Summe of the Saduceis, that denyeden the ayenrisyng fro deeth to lijf, camen, and axiden hym,
28 ୨୮ ସେମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ମସା ଆମର୍‌ ପାଇ ଏନ୍ତି ନିୟମ୍‌ ଲେକିଆଚେ ଜେ, ଗଟେକ୍‌ ଲକ୍‌ ବିବାଅଇ ପିଲାଟକି ନ ଅଇତେ ମରିଗାଲେ ତାର୍‌ ବାଇ ସେ ରାଣ୍ଡିମାଇଜିକେ ସଙ୍ଗଇସି । ଆରି ପିଲାଟକି ଅଇଲେ ତାର୍‌ ବଡ୍‌ବାଇର୍‌ କୁଟୁମ୍‌ ରକିଆ ଅଇସି ।
and seiden, Maister, Moises wroot to vs, if the brother of ony man haue a wijf, and be deed, and he was with outen eiris, that his brothir take his wijf, and reise seed to his brother.
29 ୨୯ ଏନ୍ତି ସାତ୍‌ବାଇ ରଇଲାଇ । ପର୍‌ତୁମ୍‌ ବାଇ ବିବା ଅଇ ପିଲାଟକି ନଇତେ ମରିଗାଲା ।
And so there weren seuene britheren. The firste took a wijf, and is deed with outen eiris;
30 ୩୦ ତାର୍‌ ପଚେ ବଡ୍‌ମଜିଆ ରାଣ୍ଡିମାଇଜିକେ ସଙ୍ଗଇଲା । ମାତର୍‌ ସେ ମିସା ପିଲାଟକି ନଇତେ ମରିଗାଲା ।
and the brothir suynge took hir, and he is deed with outen sone;
31 ୩୧ ତାର୍‌ ପଚେ ମଜିଆବାଇ ରାଣ୍ଡିମାଇଜିକେ ସଙ୍ଗଇଲାକେ ପିଲାଟକି ନଇତେ ମରିଗାଲା । ସେନ୍ତି ସେ ରାଣ୍ଡିମାଇଜିକେ ସାତ୍‌ ବାଇ ଜାକ ସଙ୍ଗଇ ପିଲାଟକି ନଇତେ ମରିଗାଲାଇ ।
and the thridde took hir; also and alle seuene, and leften not seed, but ben deed;
32 ୩୨ ସାରାସାରି ପଚେ ସେ ମିସା ମରିଗାଲା ।
and the laste of alle the womman is deed.
33 ୩୩ ଏନ୍ତି ବଇଲେ ମଲାତେଇଅନି ଉଟ୍‌ଲା ପଚେ ସେ କାର୍‌ ମାଇଜି ଅଇସି? କାଇକେ ବଇଲେ ସେମନ୍‌ ସାତ୍‌ ଲକ୍‌ଜାକ ତାକେ ସଙ୍ଗଇ ରଇଲାଇ ।”
Therfor in the `risyng ayen, whos wijf of hem schal sche be? for seuene hadden hir to wijf.
34 ୩୪ ଜିସୁ ସେମନ୍‌କେ କଇଲା, “ଏ ଜୁଗର୍‌ ମାଇଜି ମନସ୍‌ ବିବା ଅଇବାଇ, (aiōn g165)
And Jhesus seide to hem, Sones of this world wedden, and ben youun to weddyngis; (aiōn g165)
35 ୩୫ ମାତର୍‌ ଜନ୍‌ ମାଇଜିମନସ୍‌ ମଲାଟାନେଅନି ଉଟି, ଆଇବା ଜଗତେ ଜିଇବା କାଇବାକେ ବାଚିଅଇଆଚତ୍‌, ସେମନ୍‌ ବିବା ନ ଅଅତ୍‌ । (aiōn g165)
but thei that schulen be had worthi of that world, and of the `risyng ayen fro deeth, nethir ben wedded, (aiōn g165)
36 ୩୬ ସେମନ୍‌ ପର୍‌ମେସରର୍‌ ଦୁତ୍‌ମନର୍‌ପାରା ଅଇ ଆରି କେବେମିସା ନ ମରତ୍‌ । ପଚେ ମଲାଟାନେଅନି ଉଟି ପର୍‌ମେସରର୍‌ ପିଲାଟକି ଅଇ ରଇବାଇ ।
nethir wedden wyues, nethir schulen mowe die more; for thei ben euen with aungels, and ben the sones of God, sithen thei ben the sones of `risyng ayen fro deeth.
37 ୩୭ ମସା ବଲ୍‌ କରି ବୁଜାଇ ଦେକାଇଦେଇ ଆଚେ । ମଲା ଲକ୍‌ମନ୍‌ ଜିବନ୍‌ ଅଇ ଉଟ୍‌ବାଇ । ଲାଗ୍‌ତେ ରଇବା ବୁଟାର୍‌ କାତାଇ, ମସା ଅବ୍‌ରାଆମର୍‌ ପର୍‌ମେସର୍‌, ଇସାକର୍‌ ପର୍‌ମେସର୍‌ ଆରି ଜାକୁବର୍‌ ପର୍‌ମେସର୍‌ ବଲି ପର୍‌ମେସର୍‌କେ ଜାନାଇ ଆଚେ ।
And that deed men risen ayen, also Moises schewide bisidis the busch, as he seith, The Lord God of Abraham, and God of Ysaac, and God of Jacob.
38 ୩୮ ପର୍‌ମେସର୍‌ ମଲା ଲକ୍‌ମନର୍‌ ମାପ୍‌ରୁ ନଏଁ, ଜିବନ୍‌ ରଇଲା ଲକ୍‌ମନର୍‌ ମାପ୍‌ରୁ । ପର୍‌ମେସରର୍‌ ଦେକ୍‌ବା ଇସାବେ ତେଇ ସେମନ୍‌ ସବୁ ଲକ୍‌ ଜିବନ୍‌ ଅଇଆଚତ୍‌ ।”
And God is not of deed men, but of lyuynge men; for alle men lyuen to hym.
39 ୩୯ ତାର୍‌ ପଚେ କେତେଟା ସାସ୍‌ତର୍‌ ସିକାଉମନ୍‌ “ଏ ଗୁରୁ ତୁଇ ବଡେ ନିକସଙ୍ଗ୍‍ ଉତର୍‌ ଦେଇଆଚୁସ୍‌!” ବଲି ଜିସୁକେ କଇଲାଇ ।
And summe of scribis answeringe, seiden, Maistir, thou hast wel seid.
40 ୪୦ କାଇକେବଇଲେ ଜିସୁକେ ଆରି କେ ମିସା ପର୍‌ସନ୍‌ ପାଚାର୍‌ବାକେ ସାଆସ୍‌ କରତ୍‌ ନାଇ ।
And thei dursten no more axe hym ony thing.
41 ୪୧ ତାର୍‌ ପଚେ ଜିସୁ ତାର୍‌ କାତା ସୁନ୍‌ବା ଲକ୍‌ମନ୍‌କେ ପାଚାର୍‌ଲା, “ପର୍‌ମେସର ବାଚିପାଟାଇଲା କିରିସ୍‌ଟ ଦାଉଦ୍‌ ରାଜାର୍‌ ନାତିତିତି ବଲି ଲକ୍‌ମନ୍‌ କାଇକେ କଇଲାଇନି?”
But he seide to hem, How seien men, Crist to be the sone of Dauid,
42 ୪୨ କାଇକେ ବଇଲେ ଦାଉଦ୍‌ ରାଜା ଗିତ୍‌ସଙ୍ଗିତା ବଇତେଇ ନିଜେ ଏନ୍ତି ଲେକି ଆଚେ, ପର୍‌ମେସର୍‌ ମର୍‌ ମାପ୍‌ରୁକେ କଇଲା,
and Dauid hym silf seith in the book of Salmes, The Lord seide to my lord, Sitte thou on my riythalf,
43 ୪୩ ମୁଇ ତର୍‌ ବିରଦିମନ୍‌କେ ଆରାଇକରି ତର୍‌ ପାଦ୍‌ତଲେ ସଙ୍ଗଇବା ପିଡାପାରା ନ କର୍‌ବା ଜାକ, ତୁଇ ମର୍‌ ଉଜାବାଟେସେ ବସି ର ।
til that Y putte thin enemyes a stool of thi feet?
44 ୪୪ ଜଦି ଦାଉଦ୍‌ ରାଜା କିରିସ୍‌ଟକେ ମାପ୍‌ରୁ ବଲି ଡାକି ରଇଲେ ଆରି କିରିସ୍‌ଟ କେନ୍ତି ଦାଉଦ୍‌ ରାଜାର୍‌ ନାତିତିତି ଅଇସି? ବଲି ପାଚାର୍‌ଲା ।
Therfor Dauid clepith hym lord, and hou is he his sone?
45 ୪୫ ସେବେଲା ସବୁ ଲକ୍‌ମନ୍‌ ଜିସୁ ସିକାଇବା ବିସଇ ସୁନ୍‌ତେ ରଇଲାବେଲେ, ସେ ତାର୍‌ ସିସ୍‌ମନ୍‌କେ କଇଲା,
And in heryng of al the puple, he seide to hise disciplis,
46 ୪୬ “ନିୟମ୍‌ ସିକାଇବା ଲକ୍‌ମନର୍‌ତେଇଅନି ଜାଗ୍‌ରତ୍‌ ରୁଆ । ସେମନ୍‌ ନିମାନ୍‌ ପଚିଆ ପିନ୍ଦି ବୁଲ୍‌ବାକେ ମନ୍‌ କର୍‌ବାଇ । ଆଟେବାଟେ ଜୁଆର୍‌ ପାଇବାକେ, ପାର୍‌ତନା ଗରର୍‌ ମୁକିଆ ଜାଗାଇ ବସ୍‌ବାକେ, ଆରି ବଜିତେଇ ସବୁ ଲକର୍‌ଟାନେଅନି ଆଗ୍‌ତୁ ବସ୍‌ବାକେ ମନ୍‌ କର୍‌ବାଇ ।
Be ye war of scribis, that wolen wandre in stolis, and louen salutaciouns in chepyng, and the firste chaieris in synagogis, and the firste sittynge placis in feestis;
47 ୪୭ ସେମନ୍‌ ଲାଜ୍‌ ନଅଇ ରାଣ୍ଡି ମାଇଜିମନ୍‌କେ ନାଡାଇକରି ସେମନର୍‌ ଦନ୍‌ସଁପତି ଜୁରି ନେବାଇ । ମାତର୍‌ ସେମନ୍‌ ନିମାନ୍‌ ଲକର୍‌ପାରା ଦେକାଇଅଇବାଇ । ଆରି ଲକ୍‌ମନର୍‌ ମୁଆଟେ ବେସି ଲମାଇକରି ପାର୍‌ତନା କର୍‌ବାଇ । ଏନ୍ତାରି ଲକ୍‌ମନ୍‌କେ ପର୍‌ମେସର ବେସି ବଡ୍‌ ଡଣ୍ଡ୍‌ ଦେଇସି ।”
that deuouren the housis of widewis, and feynen long preiyng; these schulen take the more dampnacioun.

< ଲୁକ୍‌ 20 >