< ଲୁକ୍ 2 >
1 ୧ ସେବେଲେ ରମିୟ ରାଇଜର୍ ବଡ୍ ସାସନ୍ କାରିଆ ଅଗସ୍ଟ କାଇସରର୍ ଆଦେସ୍ ଇସାବେ ସବୁଲକ୍କେ ନାଉଁ ଲେକାଇବାର୍ ଅଇଲା ।
ਅਪਰਞ੍ਚ ਤਸ੍ਮਿਨ੍ ਕਾਲੇ ਰਾਜ੍ਯਸ੍ਯ ਸਰ੍ੱਵੇਸ਼਼ਾਂ ਲੋਕਾਨਾਂ ਨਾਮਾਨਿ ਲੇਖਯਿਤੁਮ੍ ਅਗਸ੍ਤਕੈਸਰ ਆਜ੍ਞਾਪਯਾਮਾਸ|
2 ୨ କିରିଣିୟ ନାଉଁର୍ ସାସନ୍ କାରିଆ ସିରିଆ ରାଇଜ୍ ସାସନ୍ କର୍ବା ବେଲେ ପର୍ତୁମ୍ ତର୍ ଏନ୍ତାରି ନାଉଁ ଲେକା ଅଇରଇଲା ।
ਤਦਨੁਸਾਰੇਣ ਕੁਰੀਣਿਯਨਾਮਨਿ ਸੁਰਿਯਾਦੇਸ਼ਸ੍ਯ ਸ਼ਾਸਕੇ ਸਤਿ ਨਾਮਲੇਖਨੰ ਪ੍ਰਾਰੇਭੇ|
3 ୩ ସେଟାର୍ପାଇ ବଲି ସବୁଲକ୍ ନାଉଁ ଲେକାଇବାକେ ନିଜର୍ ନିଜର୍ ନଅରେ ଗାଲାଇ ।
ਅਤੋ ਹੇਤੋ ਰ੍ਨਾਮ ਲੇਖਿਤੁੰ ਸਰ੍ੱਵੇ ਜਨਾਃ ਸ੍ਵੀਯੰ ਸ੍ਵੀਯੰ ਨਗਰੰ ਜਗ੍ਮੁਃ|
4 ୪ ଆରି ଜସେପ୍ ମିସା ନାଉଁ ଲେକାଇବାକେ ମରିୟମର୍ ସଙ୍ଗ୍ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ଗଟେକ୍ ନଅରେ ଅନି ଜିଉଦା ରାଇଜର୍ ବେତ୍ଲିଇମ୍ ବଲି ଦାଉଦ୍ ରାଜାର୍ ଜନମ୍ ନଅରେ ଗାଲାଇ । କାଇକେବଇଲେ, ଜସେପ୍ ଦାଉଦ୍ ବଁସର୍ ଆରି ସେ କୁଟୁମର୍ ଲକ୍ ରଇଲା ।
ਤਦਾਨੀਂ ਯੂਸ਼਼ਫ੍ ਨਾਮ ਲੇਖਿਤੁੰ ਵਾਗ੍ਦੱਤਯਾ ਸ੍ਵਭਾਰ੍ੱਯਯਾ ਗਰ੍ੱਭਵਤ੍ਯਾ ਮਰਿਯਮਾ ਸਹ ਸ੍ਵਯੰ ਦਾਯੂਦਃ ਸਜਾਤਿਵੰਸ਼ ਇਤਿ ਕਾਰਣਾਦ੍ ਗਾਲੀਲ੍ਪ੍ਰਦੇਸ਼ਸ੍ਯ ਨਾਸਰਤ੍ਨਗਰਾਦ੍
5 ୫ ତାର୍ସଙ୍ଗ୍ ମରିୟମର୍ ବିବା ମାଙ୍ଗ୍ନି ଅଇରଇଲା, ଆରି ମରିୟମ୍ ଗାଗ୍ଡେ ଅଇରଇଲା ।
ਯਿਹੂਦਾਪ੍ਰਦੇਸ਼ਸ੍ਯ ਬੈਤ੍ਲੇਹਮਾਖ੍ਯੰ ਦਾਯੂਦ੍ਨਗਰੰ ਜਗਾਮ|
6 ୬ ଜସେପ୍ ଆରି ମରିୟମ୍ ବେତ୍ଲିଇମେ ରଇଲାବେଲେ, ମରିୟମର୍ ଆତ୍ଗଡ୍ ସୁକ୍ ଅଇବା ଦିନ୍ କେଟି ଆଇଲା ।
ਅਨ੍ਯੱਚ ਤਤ੍ਰ ਸ੍ਥਾਨੇ ਤਯੋਸ੍ਤਿਸ਼਼੍ਠਤੋਃ ਸਤੋ ਰ੍ਮਰਿਯਮਃ ਪ੍ਰਸੂਤਿਕਾਲ ਉਪਸ੍ਥਿਤੇ
7 ୭ ଆରି ମରିୟମ୍ ତାର୍ ପଣୁଆ ପିଲାକେ ତେଇ ଜନମ୍ଦେଲା, ଆରି ତାକେ ଲୁଗାସଙ୍ଗ୍ ଗୁଡିଆଇକରି ଗରୁସାଲର୍ ଡଙ୍ଗାକୁଣ୍ଡେ ଡୁଲାଇରଇଲା, କାଇକେବଇଲେ ସେମନ୍କେ ରଇବାପାଇ ବାସାଗରେ ଟାନ୍ ନ ରଇଲା ।
ਸਾ ਤੰ ਪ੍ਰਥਮਸੁਤੰ ਪ੍ਰਾਸੋਸ਼਼੍ਟ ਕਿਨ੍ਤੁ ਤਸ੍ਮਿਨ੍ ਵਾਸਗ੍ਰੁʼਹੇ ਸ੍ਥਾਨਾਭਾਵਾਦ੍ ਬਾਲਕੰ ਵਸ੍ਤ੍ਰੇਣ ਵੇਸ਼਼੍ਟਯਿਤ੍ਵਾ ਗੋਸ਼ਾਲਾਯਾਂ ਸ੍ਥਾਪਯਾਮਾਸ|
8 ୮ ବେତ୍ଲିଇମ୍ ଲଗେ କେତେଟା ମେଣ୍ଡା ଚାରାଉ ଗଉଡ୍ମନ୍ ସେ ରାତିଆ ପଦାଇ ରଇ ତାକର୍ ମେଣ୍ଡା ଗଟାନି ଜାଗ୍ତେରଇଲାଇ ।
ਅਨਨ੍ਤਰੰ ਯੇ ਕਿਯਨ੍ਤੋ ਮੇਸ਼਼ਪਾਲਕਾਃ ਸ੍ਵਮੇਸ਼਼ਵ੍ਰਜਰਕ੍ਸ਼਼ਾਯੈ ਤਤ੍ਪ੍ਰਦੇਸ਼ੇ ਸ੍ਥਿਤ੍ਵਾ ਰਜਨ੍ਯਾਂ ਪ੍ਰਾਨ੍ਤਰੇ ਪ੍ਰਹਰਿਣਃ ਕਰ੍ੰਮ ਕੁਰ੍ੱਵਨ੍ਤਿ,
9 ୯ ଆରି ଏଦେ ଦେକା! ମାପ୍ରୁର୍ ଦୁତ୍ ଗଟେକ୍ ଆସି ସେମନର୍ ଲଗେ ଟିଆଅଇଲା, ଆରି ମାପ୍ରୁର୍ ମଇମାର୍ ଉଜଲ୍ ତାକର୍ ଚାରିବେଡ୍ତି ଜଲ୍ସିଗାଲାଜେ ଗଉଡ୍ମନ୍ ବେସି ଡରିଗାଲାଇ ।
ਤੇਸ਼਼ਾਂ ਸਮੀਪੰ ਪਰਮੇਸ਼੍ਵਰਸ੍ਯ ਦੂਤ ਆਗਤ੍ਯੋਪਤਸ੍ਥੌ; ਤਦਾ ਚਤੁਸ਼਼੍ਪਾਰ੍ਸ਼੍ਵੇ ਪਰਮੇਸ਼੍ਵਰਸ੍ਯ ਤੇਜਸਃ ਪ੍ਰਕਾਸ਼ਿਤਤ੍ਵਾਤ੍ ਤੇ(ਅ)ਤਿਸ਼ਸ਼ਙ੍ਕਿਰੇ|
10 ୧୦ ତେଇ ଦୁତ୍ ସେମନ୍କେ କଇଲା, “ଡରାନାଇ! ଦେକା ମୁଇ ସବୁଲକର୍ପାଇ ଗଟେକ୍ ବେସି ସାର୍ଦାର୍ କବର୍ ତମ୍କେ ଜାନାଇଲିନି, ଜନ୍ଟାକି ସବୁଲକର୍ପାଇ ସାର୍ଦାର୍ ବିସଇ ଅଇସି ।
ਤਦਾ ਸ ਦੂਤ ਉਵਾਚ ਮਾ ਭੈਸ਼਼੍ਟ ਪਸ਼੍ਯਤਾਦ੍ਯ ਦਾਯੂਦਃ ਪੁਰੇ ਯੁਸ਼਼੍ਮੰਨਿਮਿੱਤੰ ਤ੍ਰਾਤਾ ਪ੍ਰਭੁਃ ਖ੍ਰੀਸ਼਼੍ਟੋ(ਅ)ਜਨਿਸ਼਼੍ਟ,
11 ୧୧ କାଇକେବଇଲେ, ଆଜିସେ ଦାଉଦ୍ ରାଜାର୍ ଜନମ୍ ନଅରେ ତମର୍ପାଇ ଗଟେକ୍ ଉଦାର୍କାରିଆ ଜନମ୍କଲା ଆଚେ, ସେ କିରିସ୍ଟ ମାପ୍ରୁ ।
ਸਰ੍ੱਵੇਸ਼਼ਾਂ ਲੋਕਾਨਾਂ ਮਹਾਨਨ੍ਦਜਨਕਮ੍ ਇਮੰ ਮਙ੍ਗਲਵ੍ਰੁʼੱਤਾਨ੍ਤੰ ਯੁਸ਼਼੍ਮਾਨ੍ ਜ੍ਞਾਪਯਾਮਿ|
12 ୧୨ ଆରି ତମର୍ପାଇ ବଲି ଏଟା ଗଟେକ୍ ଚିନ୍ପାରା ଅଇସି, ତମେ ଲୁଗା ଗୁଡିଆଇକରି ଗଟେକ୍ ପିଲା ଗରୁସାଲର୍ ଡଙ୍ଗାଇ ଡୁଲାଇ ରଇବାଟା କଜି ମିଲାଇସା ।”
ਯੂਯੰ (ਤਤ੍ਸ੍ਥਾਨੰ ਗਤ੍ਵਾ) ਵਸ੍ਤ੍ਰਵੇਸ਼਼੍ਟਿਤੰ ਤੰ ਬਾਲਕੰ ਗੋਸ਼ਾਲਾਯਾਂ ਸ਼ਯਨੰ ਦ੍ਰਕ੍ਸ਼਼੍ਯਥ ਯੁਸ਼਼੍ਮਾਨ੍ ਪ੍ਰਤੀਦੰ ਚਿਹ੍ਨੰ ਭਵਿਸ਼਼੍ਯਤਿ|
13 ୧୩ ସେଡ୍କିବେଲେ ଅଟାତ୍ ସର୍ଗେଅନି ଦୁତ୍ମନ୍ ମାନ୍ଦାଅଇ, ସେ ସରଗର୍ ଦୁତ୍ଟାନେ କେଟି ପର୍ମେସର୍କେ ସୁମର୍ନା କର୍ବାର୍ ଦାର୍ଲାଇ ।
ਦੂਤ ਇਮਾਂ ਕਥਾਂ ਕਥਿਤਵਤਿ ਤਤ੍ਰਾਕਸ੍ਮਾਤ੍ ਸ੍ਵਰ੍ਗੀਯਾਃ ਪ੍ਰੁʼਤਨਾ ਆਗਤ੍ਯ ਕਥਾਮ੍ ਇਮਾਂ ਕਥਯਿਤ੍ਵੇਸ਼੍ਵਰਸ੍ਯ ਗੁਣਾਨਨ੍ਵਵਾਦਿਸ਼਼ੁਃ, ਯਥਾ,
14 ୧୪ “ସର୍ଗେ ରଇବା ପର୍ମେସରର୍ ଜୟ ଜୟ କରୁ, ଆରି ଦର୍ତନିଟାନେ ରଇବା ଜନ୍ ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ ସେମନ୍କେ ସାନ୍ତି ମିଲ ।”
ਸਰ੍ੱਵੋਰ੍ਦ੍ੱਵਸ੍ਥੈਰੀਸ਼੍ਵਰਸ੍ਯ ਮਹਿਮਾ ਸਮ੍ਪ੍ਰਕਾਸ਼੍ਯਤਾਂ| ਸ਼ਾਨ੍ਤਿਰ੍ਭੂਯਾਤ੍ ਪ੍ਰੁʼਥਿਵ੍ਯਾਸ੍ਤੁ ਸਨ੍ਤੋਸ਼਼ਸ਼੍ਚ ਨਰਾਨ੍ ਪ੍ਰਤਿ||
15 ୧୫ ଦୁତ୍ମନ୍ ମେଣ୍ଡା ଚାରାଉ ଗଉଡ୍ମନ୍କେ ଚାଡି ସର୍ଗେ ଉଟିଗାଲା ପଚେ, ଗଉଡ୍ମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇବାର୍ ଦାର୍ଲାଇ, “ଆସା ଆମେ ସବୁ ବେତ୍ଲିଇମ୍ ଜାକ ଜାଇକରି, ପର୍ମେସର୍ ଜାନାଇରଇଲା ବିସଇ ଦେକୁ ।”
ਤਤਃ ਪਰੰ ਤੇਸ਼਼ਾਂ ਸੰਨਿਧੇ ਰ੍ਦੂਤਗਣੇ ਸ੍ਵਰ੍ਗੰ ਗਤੇ ਮੇਸ਼਼ਪਾਲਕਾਃ ਪਰਸ੍ਪਰਮ੍ ਅਵੇਚਨ੍ ਆਗੱਛਤ ਪ੍ਰਭੁਃ ਪਰਮੇਸ਼੍ਵਰੋ ਯਾਂ ਘਟਨਾਂ ਜ੍ਞਾਪਿਤਵਾਨ੍ ਤਸ੍ਯਾ ਯਾਥਰ੍ਯੰ ਜ੍ਞਾਤੁੰ ਵਯਮਧੁਨਾ ਬੈਤ੍ਲੇਹਮ੍ਪੁਰੰ ਯਾਮਃ|
16 ୧୬ ତେଇଅନି ସେମନ୍ ଦାପ୍ରେ ଜାଇ କଜିକରି ମରିୟମ୍, ଜସେପ୍ ଆରି ଗରୁସାଲର୍ ଡଙ୍ଗାଇ ପିଲା ଡୁଲିରଇଲାଟା ଦେକ୍ଲାଇ ।
ਪਸ਼੍ਚਾਤ੍ ਤੇ ਤੂਰ੍ਣੰ ਵ੍ਰਜਿਤ੍ਵਾ ਮਰਿਯਮੰ ਯੂਸ਼਼ਫੰ ਗੋਸ਼ਾਲਾਯਾਂ ਸ਼ਯਨੰ ਬਾਲਕਞ੍ਚ ਦਦ੍ਰੁʼਸ਼ੁਃ|
17 ୧୭ ସେମନ୍ ପିଲାକେ ଦେକିକରି, ଦୁତ୍ ଜାଇ ଜାଇଟା କଇରଇଲା, ତେଇ ରଇଲା ସବୁଲକ୍କେ କଇଲାଇ ।
ਇੱਥੰ ਦ੍ਰੁʼਸ਼਼੍ਟ੍ਵਾ ਬਾਲਕਸ੍ਯਾਰ੍ਥੇ ਪ੍ਰੋਕ੍ਤਾਂ ਸਰ੍ੱਵਕਥਾਂ ਤੇ ਪ੍ਰਾਚਾਰਯਾਞ੍ਚਕ੍ਰੁਃ|
18 ୧୮ ଆରି ଜେତ୍କି ଲକ୍ ତେଇ ରଇଲାଇ ଗଉଡ୍ମନର୍ ଟାନେଅନି ସେ ସବୁ କାତା ସୁନି କାବା ଅଇଗାଲାଇ ।
ਤਤੋ ਯੇ ਲੋਕਾ ਮੇਸ਼਼ਰਕ੍ਸ਼਼ਕਾਣਾਂ ਵਦਨੇਭ੍ਯਸ੍ਤਾਂ ਵਾਰ੍ੱਤਾਂ ਸ਼ੁਸ਼੍ਰੁਵੁਸ੍ਤੇ ਮਹਾਸ਼੍ਚਰ੍ੱਯੰ ਮੇਨਿਰੇ|
19 ୧୯ ମାତର୍ ମରିୟମ୍ ଏ ସବୁ କାତା ନିଜର୍ ମନେ ସଙ୍ଗଇ, ସେ ବିସଇସେ ଚିନ୍ତା କର୍ବାର୍ ଦାର୍ଲା ।
ਕਿਨ੍ਤੁ ਮਰਿਯਮ੍ ਏਤਤ੍ਸਰ੍ੱਵਘਟਨਾਨਾਂ ਤਾਤ੍ਪਰ੍ੱਯੰ ਵਿਵਿਚ੍ਯ ਮਨਸਿ ਸ੍ਥਾਪਯਾਮਾਸ|
20 ୨୦ ଆରି ମେଣ୍ଡା ଚାରାଉମନ୍କେ ଦୁତ୍ ଜେନ୍ତି କଇରଇଲା, ସେନ୍ତା ସୁନ୍ଲାଇ ଆରି ଦେକ୍ଲାଇ । ସେ ସବୁର୍ଲାଗି ପର୍ମେସରର୍ ମଇମା କରି କରି ବାଅଡ୍ଲାଇ ।
ਤਤ੍ਪਸ਼੍ਚਾਦ੍ ਦੂਤਵਿਜ੍ਞਪ੍ਤਾਨੁਰੂਪੰ ਸ਼੍ਰੁਤ੍ਵਾ ਦ੍ਰੁʼਸ਼਼੍ਟ੍ਵਾ ਚ ਮੇਸ਼਼ਪਾਲਕਾ ਈਸ਼੍ਵਰਸ੍ਯ ਗੁਣਾਨੁਵਾਦੰ ਧਨ੍ਯਵਾਦਞ੍ਚ ਕੁਰ੍ੱਵਾਣਾਃ ਪਰਾਵ੍ਰੁʼਤ੍ਯ ਯਯੁਃ|
21 ୨୧ ଆଟ୍ ଦିନ୍ ଅଇଲାପଚେ ଜିଉଦିମନର୍ ନିୟମ୍ ଇସାବେ ପିଲାକେ ସୁନତ୍ କର୍ବାକେ ମନ୍ଦିରେ ନେଲାଇ । ଆରି ପିଲାର୍ ନାଉଁ ଜିସୁ ବଲି ଦିଆଅଇଲା । ଏ ନାଉଁ ମରିୟମ୍ ଗାଗ୍ଡେ ନ ଅଇତେ, ସର୍ଗର୍ ଦୁତ୍ କଇରଇଲା ।
ਅਥ ਬਾਲਕਸ੍ਯ ਤ੍ਵਕ੍ਛੇਦਨਕਾਲੇ(ਅ)ਸ਼਼੍ਟਮਦਿਵਸੇ ਸਮੁਪਸ੍ਥਿਤੇ ਤਸ੍ਯ ਗਰ੍ੱਭਸ੍ਥਿਤੇਃ ਪੁਰ੍ੱਵੰ ਸ੍ਵਰ੍ਗੀਯਦੂਤੋ ਯਥਾਜ੍ਞਾਪਯਤ੍ ਤਦਨੁਰੂਪੰ ਤੇ ਤੰਨਾਮਧੇਯੰ ਯੀਸ਼ੁਰਿਤਿ ਚਕ੍ਰਿਰੇ|
22 ୨୨ ପଚେ ଜେଡେବଲ୍ ମସାର୍ ବିଦି ଇସାବେ, ଜସେପ୍ ଆରି ମରିୟମର୍ ସୁତକ୍ ଅଇରଇବା ବେଲା ପୁରୁନ୍ ଅଇଆଇଲା, ପିଲାକେ ପର୍ମେସର୍କେ ସର୍ପି ଦେବାକେ ଜିରୁସାଲାମ୍ ମନ୍ଦିରେ ନେଲାଇ ।
ਤਤਃ ਪਰੰ ਮੂਸਾਲਿਖਿਤਵ੍ਯਵਸ੍ਥਾਯਾ ਅਨੁਸਾਰੇਣ ਮਰਿਯਮਃ ਸ਼ੁਚਿਤ੍ਵਕਾਲ ਉਪਸ੍ਥਿਤੇ,
23 ୨୩ ମାପ୍ରୁର୍ ଲେକା ଅଇରଇବା ସାସ୍ତର୍ ଇସାବେ, ସେ ବେଲେ ଜନ୍ ଗରେ ମିସା, ପର୍ତୁମ୍ ଜନମ୍ ଅଇଲା ପଣୁଆ ପିଲାମନ୍ ପର୍ମେସରର୍ ସେବାର୍ ପାଇ ସର୍ପି ଅଇବାଇ ବଲି ମାନ୍ତେ ରଇଲାଇ ।
"ਪ੍ਰਥਮਜਃ ਸਰ੍ੱਵਃ ਪੁਰੁਸ਼਼ਸਨ੍ਤਾਨਃ ਪਰਮੇਸ਼੍ਵਰੇ ਸਮਰ੍ਪ੍ਯਤਾਂ," ਇਤਿ ਪਰਮੇਸ਼੍ਵਰਸ੍ਯ ਵ੍ਯਵਸ੍ਥਯਾ
24 ୨୪ ଜସେପ୍ ଆରି ମରିୟମ୍ ଜିସୁକେ ଲେକା ଅଇରଇବା ସାସ୍ତର୍ ଇସାବେ ପର୍ମେସର୍କେ ସର୍ପି ଦେବାକେ ଆରି ସୁକଲ୍ ଅଇବା ବିରୁର୍ପାଇ ଦୁଇଟା ପରୁଆ ପିଲା ଦାରି ଜିରୁସାଲାମ୍ ଗାଲାଇ ।
ਯੀਸ਼ੁੰ ਪਰਮੇਸ਼੍ਵਰੇ ਸਮਰ੍ਪਯਿਤੁਮ੍ ਸ਼ਾਸ੍ਤ੍ਰੀਯਵਿਧ੍ਯੁਕ੍ਤੰ ਕਪੋਤਦ੍ਵਯੰ ਪਾਰਾਵਤਸ਼ਾਵਕਦ੍ਵਯੰ ਵਾ ਬਲਿੰ ਦਾਤੁੰ ਤੇ ਤੰ ਗ੍ਰੁʼਹੀਤ੍ਵਾ ਯਿਰੂਸ਼ਾਲਮਮ੍ ਆਯਯੁਃ|
25 ୨୫ ସେବେଲେସେ ଜିରୁସାଲାମେ ସିମିୟନ୍ ନାଉଁର୍ ଗଟେକ୍ ଦରମ୍ ଲକ୍ ରଇଲା । ସେ ମାପ୍ରୁ ଦେକ୍ବା ଇସାବେ ନିମାନ୍ ଲକ୍ । ଇସ୍ରାଏଲ୍ ଦେସେ ଉଦାର୍କାରିଆ ଆସି ସାନ୍ତି ଦେଅ ବଲି ଜାଗିରଇଲା । ଆରି ତାର୍ଟାନେ ସୁକଲ୍ ଆତ୍ମା ବାସାଅଇରଇଲା ।
ਯਿਰੂਸ਼ਾਲਮ੍ਪੁਰਨਿਵਾਸੀ ਸ਼ਿਮਿਯੋੰਨਾਮਾ ਧਾਰ੍ੰਮਿਕ ਏਕ ਆਸੀਤ੍ ਸ ਇਸ੍ਰਾਯੇਲਃ ਸਾਨ੍ਤ੍ਵਨਾਮਪੇਕ੍ਸ਼਼੍ਯ ਤਸ੍ਥੌ ਕਿਞ੍ਚ ਪਵਿਤ੍ਰ ਆਤ੍ਮਾ ਤਸ੍ਮਿੰਨਾਵਿਰ੍ਭੂਤਃ|
26 ୨୬ ସୁକଲ୍ ଆତ୍ମା ତାକେ ଜାନାଇଦେଇରଇଲା ଜେ, ପର୍ମେସର୍ ପାଟାଇରଇବା ଉଦାର୍କାରିଆର୍ ଦର୍ସନ୍ ନ ମିଲ୍ବାଜାକ ତାର୍ ମରନ୍ ନ ଅଏ ।
ਅਪਰੰ ਪ੍ਰਭੁਣਾ ਪਰਮੇਸ਼੍ਵਰੇਣਾਭਿਸ਼਼ਿਕ੍ਤੇ ਤ੍ਰਾਤਰਿ ਤ੍ਵਯਾ ਨ ਦ੍ਰੁʼਸ਼਼੍ਟੇ ਤ੍ਵੰ ਨ ਮਰਿਸ਼਼੍ਯਸੀਤਿ ਵਾਕ੍ਯੰ ਪਵਿਤ੍ਰੇਣ ਆਤ੍ਮਨਾ ਤਸ੍ਮ ਪ੍ਰਾਕਥ੍ਯਤ|
27 ୨୭ ତାକେ ଆତ୍ମା ଚାଲାଇ ଆନ୍ଲାଜେ ସେ ଦେଉଲର୍ ଡାଣ୍ଡେ ଆଇଲା, ଆରି ଜେଡେବଲ୍ ସାନ୍ପିଲା ଜିସୁର୍ ଆୟା ବାବା ତାକେ ବିତ୍ରେ ଆନ୍ଲାଇ,
ਅਪਰਞ੍ਚ ਯਦਾ ਯੀਸ਼ੋਃ ਪਿਤਾ ਮਾਤਾ ਚ ਤਦਰ੍ਥੰ ਵ੍ਯਵਸ੍ਥਾਨੁਰੂਪੰ ਕਰ੍ੰਮ ਕਰ੍ੱਤੁੰ ਤੰ ਮਨ੍ਦਿਰਮ੍ ਆਨਿਨ੍ਯਤੁਸ੍ਤਦਾ
28 ୨୮ ସେଡ୍କିବେଲେ ସିମିୟନ୍ ସାନ୍ପିଲାକେ କଲେ ଦାରି ପର୍ମେସରର୍ ମଇମା କରି କଇଲା,
ਸ਼ਿਮਿਯੋਨ੍ ਆਤ੍ਮਨ ਆਕਰ੍ਸ਼਼ਣੇਨ ਮਨ੍ਦਿਰਮਾਗਤ੍ਯ ਤੰ ਕ੍ਰੋਡੇ ਨਿਧਾਯ ਈਸ਼੍ਵਰਸ੍ਯ ਧਨ੍ਯਵਾਦੰ ਕ੍ਰੁʼਤ੍ਵਾ ਕਥਯਾਮਾਸ, ਯਥਾ,
29 ୨୯ “ଏ ମାପ୍ରୁ! ଏବେ ତୁଇ ନିଜର୍ ବାକିଅ ଇସାବେ ତର୍ ନିଜର୍ ଦାସ୍ ମକେ ସାନ୍ତିସଙ୍ଗ୍ ଜିବାକେ ଦେଲୁସ୍ନି!
ਹੇ ਪ੍ਰਭੋ ਤਵ ਦਾਸੋਯੰ ਨਿਜਵਾਕ੍ਯਾਨੁਸਾਰਤਃ| ਇਦਾਨੀਨ੍ਤੁ ਸਕਲ੍ਯਾਣੋ ਭਵਤਾ ਸੰਵਿਸ੍ਰੁʼਜ੍ਯਤਾਮ੍|
30 ୩୦ କାଇକେବଇଲେ ମର୍ ଆଁକି ତର୍ ଉଦାର୍ ଦେକି ଆଚେ,
ਯਤਃ ਸਕਲਦੇਸ਼ਸ੍ਯ ਦੀਪ੍ਤਯੇ ਦੀਪ੍ਤਿਰੂਪਕੰ|
31 ୩୧ ଜନ୍ ଉଦାର୍କାରିଆକେ ତମେ ସବୁଲକର୍ ମୁଆଟେ ପାଟାଇ ଆଚାସ୍ ।
ਇਸ੍ਰਾਯੇਲੀਯਲੋਕਸ੍ਯ ਮਹਾਗੌਰਵਰੂਪਕੰ|
32 ୩୨ ଆରି ବିଜାତି ଲକ୍ମନର୍ପାଇ ବଲି ଜାନାଇଅଇଲା ସତର୍ ଉଜଲ୍ ଆରି ତମର୍ ଲକ୍ମନ୍ ଇସ୍ରାଏଲର୍ ମଇମା କରି ଆଚାସ୍ ।”
ਯੰ ਤ੍ਰਾਯਕੰ ਜਨਾਨਾਨ੍ਤੁ ਸੰਮੁਖੇ ਤ੍ਵਮਜੀਜਨਃ| ਸਏਵ ਵਿਦ੍ਯਤੇ(ਅ)ਸ੍ਮਾਕੰ ਧ੍ਰਵੰ ਨਯਨਨਗੋਚਰੇ||
33 ୩୩ ସିମିୟନର୍ଟାନେଅନି ଜିସୁର୍ ବିସଇର୍ କାତା ସୁନି ଜସେପ୍ ଆରି ମରିୟମ୍ କାବାଅଇ ଜାଇତେ ରଇଲାଇ ।
ਤਦਾਨੀਂ ਤੇਨੋਕ੍ਤਾ ਏਤਾਃ ਸਕਲਾਃ ਕਥਾਃ ਸ਼੍ਰੁਤ੍ਵਾ ਤਸ੍ਯ ਮਾਤਾ ਯੂਸ਼਼ਫ੍ ਚ ਵਿਸ੍ਮਯੰ ਮੇਨਾਤੇ|
34 ୩୪ ଆରି ସିମିୟନ୍ ସେଲକ୍କେ ଆସିର୍ବାଦ୍ ଦେଇ ଜିସୁର୍ ମାକେ କଇଲା, “ଏ ପିଲା ଇସ୍ରାଏଲ୍ ଦେସର୍ କେତେ କେତେ ଲକ୍ ଉବଜ୍ବାଟା ଆରି କେତେ କେତେ ଲକ୍ ବୁଡିଜିବାର୍ପାଇ ବଲି ପର୍ମେସର୍ ବାଚି ପାଟାଇଲା ଲକ୍ ଅଇସି । କେତେ କେତେ ଲକ୍ମନ୍ ତାର୍ ବିରୁଦେ କଇବା, ଗଟେକ୍ ଚିନ୍ ପାରା ଅଇସି ।
ਤਤਃ ਪਰੰ ਸ਼ਿਮਿਯੋਨ੍ ਤੇਭ੍ਯ ਆਸ਼ਿਸ਼਼ੰ ਦੱਤ੍ਵਾ ਤਨ੍ਮਾਤਰੰ ਮਰਿਯਮਮ੍ ਉਵਾਚ, ਪਸ਼੍ਯ ਇਸ੍ਰਾਯੇਲੋ ਵੰਸ਼ਮਧ੍ਯੇ ਬਹੂਨਾਂ ਪਾਤਨਾਯੋੱਥਾਪਨਾਯ ਚ ਤਥਾ ਵਿਰੋਧਪਾਤ੍ਰੰ ਭਵਿਤੁੰ, ਬਹੂਨਾਂ ਗੁਪ੍ਤਮਨੋਗਤਾਨਾਂ ਪ੍ਰਕਟੀਕਰਣਾਯ ਬਾਲਕੋਯੰ ਨਿਯੁਕ੍ਤੋਸ੍ਤਿ|
35 ୩୫ କେତେ କେତେ ଲକ୍ ତାକେ ବିରଦ୍ କରି ନିଜର୍ ମନ୍ ବିତ୍ରର୍ କାତା ସବୁ ଜାନାଇବାଇ । ଆରି ତମର୍ ଜିବ୍ନେ ଗଟେକ୍ କାଣ୍ଡା ବୁସିଅଇରଇଲାପାରା ତମ୍କେ ବେସି ଦୁକ୍ ଆଇସି ।”
ਤਸ੍ਮਾਤ੍ ਤਵਾਪਿ ਪ੍ਰਾਣਾਃ ਸ਼ੂਲੇਨ ਵ੍ਯਤ੍ਸ੍ਯਨ੍ਤੇ|
36 ୩୬ ସେ ଦାପ୍ରେ, ଏଦେ ଦେକା! ଆନା ନାଉଁର୍ ଗଟେକ୍ ମାଇଜି ବବିସତ୍ବକ୍ତା ତାକର୍ ଲଗେ ଆଇଲା । ସେ ଆସେର୍ ବଁସର୍ ପିନୁଏଲର୍ ଟକି, ସେ ବେସି ଡକ୍ରି ଅଇଜାଇରଇଲା । ବିବା ଅଇ ମୁନୁସ୍ ସଙ୍ଗ୍ ସାତ୍ ବରସ୍ ରଇକରି, ରାଣ୍ଡି ଅଇଗାଲା । ଆରି ତାକେ ଚାରିକଡିଚାରି ବରସ୍ ଅଇରଇଲା ।
ਅਪਰਞ੍ਚ ਆਸ਼ੇਰਸ੍ਯ ਵੰਸ਼ੀਯਫਿਨੂਯੇਲੋ ਦੁਹਿਤਾ ਹੰਨਾਖ੍ਯਾ ਅਤਿਜਰਤੀ ਭਵਿਸ਼਼੍ਯਦ੍ਵਾਦਿਨ੍ਯੇਕਾ ਯਾ ਵਿਵਾਹਾਤ੍ ਪਰੰ ਸਪ੍ਤ ਵਤ੍ਸਰਾਨ੍ ਪਤ੍ਯਾ ਸਹ ਨ੍ਯਵਸਤ੍ ਤਤੋ ਵਿਧਵਾ ਭੂਤ੍ਵਾ ਚਤੁਰਸ਼ੀਤਿਵਰ੍ਸ਼਼ਵਯਃਪਰ੍ੱਯਨਤੰ
37 ୩୭ ସେ ଦେଉଲେଅନି କେନେ ନ ଜାଇ, ଉପାସ୍ ରଇକରି ଦିନ୍ ରାତି ମାପ୍ରୁର୍ ଉପାସନା କର୍ତେରଇଲା ।
ਮਨ੍ਦਿਰੇ ਸ੍ਥਿਤ੍ਵਾ ਪ੍ਰਾਰ੍ਥਨੋਪਵਾਸੈਰ੍ਦਿਵਾਨਿਸ਼ਮ੍ ਈਸ਼੍ਵਰਮ੍ ਅਸੇਵਤ ਸਾਪਿ ਸ੍ਤ੍ਰੀ ਤਸ੍ਮਿਨ੍ ਸਮਯੇ ਮਨ੍ਦਿਰਮਾਗਤ੍ਯ
38 ୩୮ ପିଲାକେ ମାପ୍ରୁର୍ଟାନେ ସର୍ପି ଦେବାବେଲେ ସେ ଦେଉଲର୍ ଡାଣ୍ଡେ କେଟି, ପର୍ମେସରର୍ ମଇମା କରିକରି ଜନ୍ ଲକ୍ମନ୍ ଜିରୁସାଲାମର୍ ମୁକ୍ତି ମିଲ ବଲି ଜାଗ୍ତେରଇଲାଇ, ସେ ଲକ୍ମନ୍କେ ପିଲାର୍ ବିସଇ କଇବାର୍ ଦାର୍ଲା ।
ਪਰਮੇਸ਼੍ਵਰਸ੍ਯ ਧਨ੍ਯਵਾਦੰ ਚਕਾਰ, ਯਿਰੂਸ਼ਾਲਮ੍ਪੁਰਵਾਸਿਨੋ ਯਾਵਨ੍ਤੋ ਲੋਕਾ ਮੁਕ੍ਤਿਮਪੇਕ੍ਸ਼਼੍ਯ ਸ੍ਥਿਤਾਸ੍ਤਾਨ੍ ਯੀਸ਼ੋਰ੍ਵ੍ਰੁʼੱਤਾਨ੍ਤੰ ਜ੍ਞਾਪਯਾਮਾਸ|
39 ୩୯ ପଚେ ଜସେପ୍ ଆରି ମରିୟମ୍ ମାପ୍ରୁର୍ ରିତିନିତି ଇସାବେ କର୍ବା ସବୁ କାମ୍ ସାରାଇ, ଗାଲିଲି ନିଜର୍ ନଅର୍ ନାଜରିତେ ବାଅଡ୍ଲାଇ ।
ਇੱਥੰ ਪਰਮੇਸ਼੍ਵਰਸ੍ਯ ਵ੍ਯਵਸ੍ਥਾਨੁਸਾਰੇਣ ਸਰ੍ੱਵੇਸ਼਼ੁ ਕਰ੍ੰਮਸੁ ਕ੍ਰੁʼਤੇਸ਼਼ੁ ਤੌ ਪੁਨਸ਼੍ਚ ਗਾਲੀਲੋ ਨਾਸਰਤ੍ਨਾਮਕੰ ਨਿਜਨਗਰੰ ਪ੍ਰਤਸ੍ਥਾਤੇ|
40 ୪୦ ଆରି ପିଲା ଦିନ୍କେ ଦିନ୍ ବଡିକରି ବପୁଅଇଲା, ଆରି ଗିଆନେ ପୁରାପୁରୁନ୍ ଅଇଲା । ତାକେ ପର୍ମେସରର୍ ଦୟା ରଇଲା ।
ਤਤ੍ਪਸ਼੍ਚਾਦ੍ ਬਾਲਕਃ ਸ਼ਰੀਰੇਣ ਵ੍ਰੁʼੱਧਿਮੇਤ੍ਯ ਜ੍ਞਾਨੇਨ ਪਰਿਪੂਰ੍ਣ ਆਤ੍ਮਨਾ ਸ਼ਕ੍ਤਿਮਾਂਸ਼੍ਚ ਭਵਿਤੁਮਾਰੇਭੇ ਤਥਾ ਤਸ੍ਮਿਨ੍ ਈਸ਼੍ਵਰਾਨੁਗ੍ਰਹੋ ਬਭੂਵ|
41 ୪୧ ଜିସୁର୍ ବାବା, ମା ସବୁବର୍ସେ ଜିଉଦିମନର୍ ନିସ୍ତାର୍ ପରବ୍ ପାଇ ଜିରୁସାଲାମେ ଜାଇତେରଇଲାଇ ।
ਤਸ੍ਯ ਪਿਤਾ ਮਾਤਾ ਚ ਪ੍ਰਤਿਵਰ੍ਸ਼਼ੰ ਨਿਸ੍ਤਾਰੋਤ੍ਸਵਸਮਯੇ ਯਿਰੂਸ਼ਾਲਮਮ੍ ਅਗੱਛਤਾਮ੍|
42 ୪୨ ତରେକ୍ ଜିସୁକେ ବାର ବରସ୍ ଅଇଲାବେଲେ ସେମନର୍ ରିତିନିତି ଇସାବେ ଜିରୁସାଲାମେ ପରବ୍ ମାନ୍ବାର୍ ଗାଲାଇ ।
ਅਪਰਞ੍ਚ ਯੀਸ਼ੌ ਦ੍ਵਾਦਸ਼ਵਰ੍ਸ਼਼ਵਯਸ੍ਕੇ ਸਤਿ ਤੌ ਪਰ੍ੱਵਸਮਯਸ੍ਯ ਰੀਤ੍ਯਨੁਸਾਰੇਣ ਯਿਰੂਸ਼ਾਲਮੰ ਗਤ੍ਵਾ
43 ୪୩ ସେମନ୍ ପରବ୍ ସାରାଇ ବାଉଡି ଆଇଲାବେଲେ, ପିଲା ଜିସୁ ଜିରୁସାଲାମେ ରଇଗାଲା । ମାତର୍ ତାର୍ ବାବା ମାଆ ମିସା ସେ ତେଇ ରଇଲାଟା ଜାନି ନ ରଇଲାଇ ।
ਪਾਰ੍ੱਵਣੰ ਸਮ੍ਪਾਦ੍ਯ ਪੁਨਰਪਿ ਵ੍ਯਾਘੁੱਯ ਯਾਤਃ ਕਿਨ੍ਤੁ ਯੀਸ਼ੁਰ੍ਬਾਲਕੋ ਯਿਰੂਸ਼ਾਲਮਿ ਤਿਸ਼਼੍ਠਤਿ| ਯੂਸ਼਼ਫ੍ ਤਨ੍ਮਾਤਾ ਚ ਤਦ੍ ਅਵਿਦਿਤ੍ਵਾ
44 ୪୪ ତାର୍ ସଙ୍ଗର୍ ଲକ୍ମନର୍ ସଙ୍ଗ୍ ଆଚେ କାଇକି ବଲି ବାବିକରି ସେମନ୍ ଗଟେକ୍ ଦିନର୍ ବାଟେ ଇଣ୍ଡି ଉଟି ଜାଇରଇଲାଇ । ସେମନ୍ ସାଇପଡିସା, ଚିନାର୍ ଜାନାର୍ ଲକ୍ମନ୍କେ ପାଚାରି କଜ୍ଲାଇ ।
ਸ ਸਙ੍ਗਿਭਿਃ ਸਹ ਵਿਦ੍ਯਤ ਏਤੱਚ ਬੁਦ੍ੱਵਾ ਦਿਨੈਕਗਮ੍ਯਮਾਰ੍ਗੰ ਜਗ੍ਮਤੁਃ| ਕਿਨ੍ਤੁ ਸ਼ੇਸ਼਼ੇ ਜ੍ਞਾਤਿਬਨ੍ਧੂਨਾਂ ਸਮੀਪੇ ਮ੍ਰੁʼਗਯਿਤ੍ਵਾ ਤਦੁੱਦੇਸ਼ਮਪ੍ਰਾਪ੍ਯ
45 ୪୫ ଡିସେନାଇକେ ଆରି କଜି କଜି ଜିରୁସାଲାମେ ବାଉଡିଗାଲାଇ ।
ਤੌ ਪੁਨਰਪਿ ਯਿਰੂਸ਼ਾਲਮਮ੍ ਪਰਾਵ੍ਰੁʼਤ੍ਯਾਗਤ੍ਯ ਤੰ ਮ੍ਰੁʼਗਯਾਞ੍ਚਕ੍ਰਤੁਃ|
46 ୪୬ ତିନ୍ଦିନ୍ ପଚେ ସେମନ୍ ତାକେ ମନ୍ଦିରେ ଦେକ୍ଲାଇ, ସେ ସାସ୍ତର୍ ସିକାଉମନର୍ ମଜାଇ ବସି, ତାକର୍ କାତା ସୁନ୍ତେରଇଲା, ଆରି ପର୍ସନ୍ ପାଚାର୍ତେରଇଲା ।
ਅਥ ਦਿਨਤ੍ਰਯਾਤ੍ ਪਰੰ ਪਣ੍ਡਿਤਾਨਾਂ ਮਧ੍ਯੇ ਤੇਸ਼਼ਾਂ ਕਥਾਃ ਸ਼੍ਰੁʼਣ੍ਵਨ੍ ਤੱਤ੍ਵੰ ਪ੍ਰੁʼੱਛੰਸ਼੍ਚ ਮਨ੍ਦਿਰੇ ਸਮੁਪਵਿਸ਼਼੍ਟਃ ਸ ਤਾਭ੍ਯਾਂ ਦ੍ਰੁʼਸ਼਼੍ਟਃ|
47 ୪୭ ଆରି ତେଇ ଜେତ୍କି ଲକ୍ ତାର୍ କାତା ସୁନ୍ତେରଇଲାଇ, ସବୁଲକ୍ ସେ କାତା ଅଇବାଟା ଆରି ତାର୍ ବୁଦି ଦେକି କାବାଅଇ ଜାଇତେରଇଲାଇ ।
ਤਦਾ ਤਸ੍ਯ ਬੁੱਧ੍ਯਾ ਪ੍ਰਤ੍ਯੁੱਤਰੈਸ਼੍ਚ ਸਰ੍ੱਵੇ ਸ਼੍ਰੋਤਾਰੋ ਵਿਸ੍ਮਯਮਾਪਦ੍ਯਨ੍ਤੇ|
48 ୪୮ ଜସେପ୍ ଆରି ମରିୟମ୍ ମିସା ଜିସୁକେ ଦେକି କାବା ଅଇଗାଲାଇ, ଆରି ତାର୍ ମାଆ ତାକେ କଇଲା, “ତୁଇ କାଇକେ ନୁନା ଆମ୍କେ ଏନ୍ତାରି କଲୁସ୍? ଦେକ୍ନି ତର୍ ବାବା ଆରି ମୁଇ କେତେକ୍ କିଲ୍ବିଲ୍ ଅଇ କଜ୍ଲୁନି ।”
ਤਾਦ੍ਰੁʼਸ਼ੰ ਦ੍ਰੁʼਸ਼਼੍ਟ੍ਵਾ ਤਸ੍ਯ ਜਨਕੋ ਜਨਨੀ ਚ ਚਮੱਚਕ੍ਰਤੁਃ ਕਿਞ੍ਚ ਤਸ੍ਯ ਮਾਤਾ ਤਮਵਦਤ੍, ਹੇ ਪੁਤ੍ਰ, ਕਥਮਾਵਾਂ ਪ੍ਰਤੀੱਥੰ ਸਮਾਚਰਸ੍ਤ੍ਵਮ੍? ਪਸ਼੍ਯ ਤਵ ਪਿਤਾਹਞ੍ਚ ਸ਼ੋਕਾਕੁਲੌ ਸਨ੍ਤੌ ਤ੍ਵਾਮਨ੍ਵਿੱਛਾਵਃ ਸ੍ਮ|
49 ୪୯ ତେଇ ଜିସୁ ସେମନ୍କେ କଇଲା, “କାଇକେ ମକେ କଜ୍ତେରଇଲାସ୍? ମର୍ ବାବାର୍ ଗରେ ମୁଇ ରଇବାର୍ ଆଚେଆକା, ଏଟା ନାଜାନି ରଇଲାସ୍ କି?”
ਤਤਃ ਸੋਵਦਤ੍ ਕੁਤੋ ਮਾਮ੍ ਅਨ੍ਵੈੱਛਤੰ? ਪਿਤੁਰ੍ਗ੍ਰੁʼਹੇ ਮਯਾ ਸ੍ਥਾਤਵ੍ਯਮ੍ ਏਤਤ੍ ਕਿੰ ਯੁਵਾਭ੍ਯਾਂ ਨ ਜ੍ਞਾਯਤੇ?
50 ୫୦ ମାତର୍ ଜିସୁ ସେମନ୍କେ ଜନ୍ କାତା କଇଲା, ସେଟା ସେମନ୍ ବୁଜିନାପାର୍ଲାଇ ।
ਕਿਨ੍ਤੁ ਤੌ ਤਸ੍ਯੈਤਦ੍ਵਾਕ੍ਯਸ੍ਯ ਤਾਤ੍ਪਰ੍ੱਯੰ ਬੋੱਧੁੰ ਨਾਸ਼ਕ੍ਨੁਤਾਂ|
51 ୫୧ ପଚେ ଜିସୁ ତାର୍ ବାବା ମାଆ ସଙ୍ଗ୍ ନାଜରିତେ ବାଉଡି ଆଇଲା ଆରି ତାକର୍ କାତା ମାନ୍ତେରଇଲା, ମରିୟମ୍ ମିସା ଏ ସବୁ କାତା ନିଜର୍ ମନ୍ ବିତ୍ରେ ସଙ୍ଗଇ ଚିନ୍ତା କଲା ।
ਤਤਃ ਪਰੰ ਸ ਤਾਭ੍ਯਾਂ ਸਹ ਨਾਸਰਤੰ ਗਤ੍ਵਾ ਤਯੋਰ੍ਵਸ਼ੀਭੂਤਸ੍ਤਸ੍ਥੌ ਕਿਨ੍ਤੁ ਸਰ੍ੱਵਾ ਏਤਾਃ ਕਥਾਸ੍ਤਸ੍ਯ ਮਾਤਾ ਮਨਸਿ ਸ੍ਥਾਪਯਾਮਾਸ|
52 ୫୨ ଜିସୁ, ଗିଆନେ, ଗାଗ୍ଡେ, ପର୍ମେସର୍ ଆରି ଲକ୍ମନର୍ ଦୟାଇ ବଡିଆଇଲା ।
ਅਥ ਯੀਸ਼ੋ ਰ੍ਬੁੱਧਿਃ ਸ਼ਰੀਰਞ੍ਚ ਤਥਾ ਤਸ੍ਮਿਨ੍ ਈਸ਼੍ਵਰਸ੍ਯ ਮਾਨਵਾਨਾਞ੍ਚਾਨੁਗ੍ਰਹੋ ਵਰ੍ੱਧਿਤੁਮ੍ ਆਰੇਭੇ|