< ଲୁକ୍ 2 >
1 ୧ ସେବେଲେ ରମିୟ ରାଇଜର୍ ବଡ୍ ସାସନ୍ କାରିଆ ଅଗସ୍ଟ କାଇସରର୍ ଆଦେସ୍ ଇସାବେ ସବୁଲକ୍କେ ନାଉଁ ଲେକାଇବାର୍ ଅଇଲା ।
ସଃଡେବଃଳ୍ ରମିୟ ଦେସ୍ ବିତ୍ରାର୍ ଚଃକର୍ବତି ଅଗସ୍ଟ କାଇସର୍ ତଃୟ୍ହୁଣି ଦେସାର୍ ସଃବୁ ଲକ୍ମଃନାର୍ ନାଉଁ ଲେକାଉଁକ୍ ଆଦେସ୍ ଆୟ୍ଲି ।
2 ୨ କିରିଣିୟ ନାଉଁର୍ ସାସନ୍ କାରିଆ ସିରିଆ ରାଇଜ୍ ସାସନ୍ କର୍ବା ବେଲେ ପର୍ତୁମ୍ ତର୍ ଏନ୍ତାରି ନାଉଁ ଲେକା ଅଇରଇଲା ।
ସୁରିଆର୍ ଗର୍ନର୍ କୁରିଣିୟର୍ ବଃଳ୍ ହଃର୍ତୁମ୍ ତର୍ ଇ ଲକ୍ ଗଃଣ୍ତି ଆରୁମ୍ ଅୟ୍ରିଲି ।
3 ୩ ସେଟାର୍ପାଇ ବଲି ସବୁଲକ୍ ନାଉଁ ଲେକାଇବାକେ ନିଜର୍ ନିଜର୍ ନଅରେ ଗାଲାଇ ।
ସେତାର୍ ଗିନେ ସଃବୁ ଲକ୍ମଃନ୍ ନାଉଁ ଲେକାଉଁକ୍ ଅଃହ୍ଣା ଅଃହ୍ଣାର୍ ଗଃଳେ ଜାତିରିଲାୟ୍ ।
4 ୪ ଆରି ଜସେପ୍ ମିସା ନାଉଁ ଲେକାଇବାକେ ମରିୟମର୍ ସଙ୍ଗ୍ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ଗଟେକ୍ ନଅରେ ଅନି ଜିଉଦା ରାଇଜର୍ ବେତ୍ଲିଇମ୍ ବଲି ଦାଉଦ୍ ରାଜାର୍ ଜନମ୍ ନଅରେ ଗାଲାଇ । କାଇକେବଇଲେ, ଜସେପ୍ ଦାଉଦ୍ ବଁସର୍ ଆରି ସେ କୁଟୁମର୍ ଲକ୍ ରଇଲା ।
ସେତାର୍ ଗିନେ ଜସେପ୍ ହେଁ ନାଉଁ ଲେକାଉଁକ୍ ମରିୟମ୍ ସଃଙ୍ଗ୍ ଗାଲିଲି ରାଜିର୍ ନାଜରିତ୍ ଗଃଳେହୁଣି ଜିଉଦା ରାଜିର୍ ବେତ୍ଲିହିମ୍ ନାଉଁଆର୍ ଦାଉଦାର୍ ଗଃଳେ ଗଃଳାୟ୍, କାୟ୍ତାକ୍ବଃଲେକ୍ ସେ ଦାଉଦାର୍ ବଃଉଁସାର୍ ଲକ୍ ରିଲା ।
5 ୫ ତାର୍ସଙ୍ଗ୍ ମରିୟମର୍ ବିବା ମାଙ୍ଗ୍ନି ଅଇରଇଲା, ଆରି ମରିୟମ୍ ଗାଗ୍ଡେ ଅଇରଇଲା ।
ତାର୍ ସଃଙ୍ଗ୍ ମରିୟମ୍କ୍ ବିବା ଅଃଉଁକେ ମାଗ୍ଣି ଅୟ୍ରିଲି ଆର୍ ମରିୟମ୍ ଆଙ୍ଗେ ରିଲି । ସେତାର୍ ଗିନେ ସେ ମରିୟମ୍ ସଃଙ୍ଗ୍ ନାଉଁ ଲେକାଉଁକ୍ ଗଃଲା ।
6 ୬ ଜସେପ୍ ଆରି ମରିୟମ୍ ବେତ୍ଲିଇମେ ରଇଲାବେଲେ, ମରିୟମର୍ ଆତ୍ଗଡ୍ ସୁକ୍ ଅଇବା ଦିନ୍ କେଟି ଆଇଲା ।
ସେମଃନ୍ ବେତ୍ଲିହିମ୍ ଗଃଳେ ରିଲା ବଃଳ୍ ମରିୟମାର୍ ହିଲା ଜଃଲମ୍ ଅଃଉତା ବେଳ୍ ଅୟ୍ଲି ।
7 ୭ ଆରି ମରିୟମ୍ ତାର୍ ପଣୁଆ ପିଲାକେ ତେଇ ଜନମ୍ଦେଲା, ଆରି ତାକେ ଲୁଗାସଙ୍ଗ୍ ଗୁଡିଆଇକରି ଗରୁସାଲର୍ ଡଙ୍ଗାକୁଣ୍ଡେ ଡୁଲାଇରଇଲା, କାଇକେବଇଲେ ସେମନ୍କେ ରଇବାପାଇ ବାସାଗରେ ଟାନ୍ ନ ରଇଲା ।
ଆରେକ୍ ମରିୟମ୍ ହଃର୍ତୁ ହିଲା ଜଃଲମ୍ କଃଲି ଆର୍ ତାକ୍ ହଃଚ୍ୟାୟ୍ ଗୁଳ୍ୟାୟ୍ ଗାଇ ସାଳାର୍ ଡଙ୍ଗାୟ୍ ସଳାୟ୍ଲାୟ୍ । କାୟ୍ତାକ୍ବଃଲେକ୍ ବାସାଗଃରେ ସେମଃନାର୍ ଗିନେ ଟାଣ୍ ନଃରିଲି ।
8 ୮ ବେତ୍ଲିଇମ୍ ଲଗେ କେତେଟା ମେଣ୍ଡା ଚାରାଉ ଗଉଡ୍ମନ୍ ସେ ରାତିଆ ପଦାଇ ରଇ ତାକର୍ ମେଣ୍ଡା ଗଟାନି ଜାଗ୍ତେରଇଲାଇ ।
ସେ ବେତ୍ଲିହିମ୍ ହଲିଲଃଗେ କଃତିଗଟ୍ ମେଣ୍ଡା ଗଃଉଳିଆମଃନ୍ ହଃଦାୟ୍ ରଃୟ୍ ରାତିଆ ସେମଃନାର୍ ମେଣ୍ଡାମଃନ୍ଦାକେ ଜାଗ୍ତି ରିଲାୟ୍ ।
9 ୯ ଆରି ଏଦେ ଦେକା! ମାପ୍ରୁର୍ ଦୁତ୍ ଗଟେକ୍ ଆସି ସେମନର୍ ଲଗେ ଟିଆଅଇଲା, ଆରି ମାପ୍ରୁର୍ ମଇମାର୍ ଉଜଲ୍ ତାକର୍ ଚାରିବେଡ୍ତି ଜଲ୍ସିଗାଲାଜେ ଗଉଡ୍ମନ୍ ବେସି ଡରିଗାଲାଇ ।
ମାପ୍ରୁର୍ ଗଟେକ୍ ଦୁତ୍ ସେମଃନାର୍ ଲଃଗେ ଆୟ୍ଲା, ଆରେକ୍ ମାପ୍ରୁର୍ ଜଃଜ୍ମାନାର୍ ଉଜାଳ୍ ସେମଃନାର୍ ଚାରିବେଳ୍ତ୍ ଅୟ୍ଲି, ଆର୍ ସେମଃନ୍ ଅଃନାୟ୍ ଡିରି ଗଃଲାୟ୍ ।
10 ୧୦ ତେଇ ଦୁତ୍ ସେମନ୍କେ କଇଲା, “ଡରାନାଇ! ଦେକା ମୁଇ ସବୁଲକର୍ପାଇ ଗଟେକ୍ ବେସି ସାର୍ଦାର୍ କବର୍ ତମ୍କେ ଜାନାଇଲିନି, ଜନ୍ଟାକି ସବୁଲକର୍ପାଇ ସାର୍ଦାର୍ ବିସଇ ଅଇସି ।
ସେତାକ୍ ଦୁତ୍ ସେମଃନ୍କେ କୟ୍ଲା, “ଡିରି ଜାହାନାୟ୍; ଦଃକା, ମୁଁୟ୍ ସଃବୁଲକାର୍ ବଃଡେ ସଃର୍ଦାର୍ ନିକ କବୁର୍ ତୁମିମଃନ୍କେ ପର୍ଚାର୍ କଃରୁଲେ,
11 ୧୧ କାଇକେବଇଲେ, ଆଜିସେ ଦାଉଦ୍ ରାଜାର୍ ଜନମ୍ ନଅରେ ତମର୍ପାଇ ଗଟେକ୍ ଉଦାର୍କାରିଆ ଜନମ୍କଲା ଆଚେ, ସେ କିରିସ୍ଟ ମାପ୍ରୁ ।
କାୟ୍ତାକ୍ବଃଲେକ୍ ଆଜି ଦାଉଦାର୍ ଗଃଳେ ତୁମାର୍ ଗିନେ ରଃକ୍ୟାକାରି ଲକ୍ ଜଃଲମ୍ ଅୟ୍ଲା ଆଚେ, ସେ କ୍ରିସ୍ଟ ମାପ୍ରୁ ।
12 ୧୨ ଆରି ତମର୍ପାଇ ବଲି ଏଟା ଗଟେକ୍ ଚିନ୍ପାରା ଅଇସି, ତମେ ଲୁଗା ଗୁଡିଆଇକରି ଗଟେକ୍ ପିଲା ଗରୁସାଲର୍ ଡଙ୍ଗାଇ ଡୁଲାଇ ରଇବାଟା କଜି ମିଲାଇସା ।”
ଆର୍ ତୁମାର୍ ଗିନେ ଇରି ଚିନ୍ ହର୍ ଅୟ୍ଦ୍, ତୁମିମଃନ୍ ଗଟେକ୍ ହିଲାକ୍ ହଚ୍ୟାୟ୍ ଗୁଳ୍ୟାୟ୍ କଃରି ଗାଇ ଡଙ୍ଗାୟ୍ ସଇରିଲାର୍ ଦଃକାସ୍ ।”
13 ୧୩ ସେଡ୍କିବେଲେ ଅଟାତ୍ ସର୍ଗେଅନି ଦୁତ୍ମନ୍ ମାନ୍ଦାଅଇ, ସେ ସରଗର୍ ଦୁତ୍ଟାନେ କେଟି ପର୍ମେସର୍କେ ସୁମର୍ନା କର୍ବାର୍ ଦାର୍ଲାଇ ।
ଆରେକ୍ ଉଲୁସ୍ତେ ସେ ଦୁତାର୍ ସଃଙ୍ଗ୍ ସଃର୍ଗାର୍ ଦୁତ୍ମଃନ୍ଦା ଆସିକଃରି ଇସ୍ୱରାର୍ ନାଉଁଏ ସଃର୍ଦାର୍ ଗିତ୍ କଃଉଁକେ ଦଃର୍ଲାୟ୍,
14 ୧୪ “ସର୍ଗେ ରଇବା ପର୍ମେସରର୍ ଜୟ ଜୟ କରୁ, ଆରି ଦର୍ତନିଟାନେ ରଇବା ଜନ୍ ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ ସେମନ୍କେ ସାନ୍ତି ମିଲ ।”
“ସଃର୍ଗ୍ ଉହ୍ରାର୍ ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ, ଆରେକ୍ ହୁର୍ତିବି ବିତ୍ରେ ତାର୍ ସଃନ୍ମତ୍ ଲକ୍ମଃନାର୍ ଉହ୍ରେ ସୁସ୍ତା ଅଃଉଅ ।”
15 ୧୫ ଦୁତ୍ମନ୍ ମେଣ୍ଡା ଚାରାଉ ଗଉଡ୍ମନ୍କେ ଚାଡି ସର୍ଗେ ଉଟିଗାଲା ପଚେ, ଗଉଡ୍ମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇବାର୍ ଦାର୍ଲାଇ, “ଆସା ଆମେ ସବୁ ବେତ୍ଲିଇମ୍ ଜାକ ଜାଇକରି, ପର୍ମେସର୍ ଜାନାଇରଇଲା ବିସଇ ଦେକୁ ।”
ଦୁତ୍ମଃନ୍ ସେମଃନାର୍ ତଃୟ୍ହୁଣି ସଃର୍ଗେ ବାଉଳି ଗଃଲା ହଃଚେ, ମେଣ୍ଡା ଗଃଉଳିଆମଃନ୍ ତାକାର୍ ତାକାର୍ ବିତ୍ରେ କଃତା ଅଃଉଁକେ ଦଃର୍ଲାୟ୍, “ଆସା, ଅଃମିମଃନ୍ ବେତ୍ଲିହିମ୍ ହଃତେକ୍ ଜାୟ୍କଃରି ମାପ୍ରୁ ଅଃମିମଃନ୍କ୍ ଇ ଜୁୟ୍ ଗଃଟ୍ଣା ଜାଣାୟ୍ଲା, ସେରି ଦଃକୁଆଁ ।”
16 ୧୬ ତେଇଅନି ସେମନ୍ ଦାପ୍ରେ ଜାଇ କଜିକରି ମରିୟମ୍, ଜସେପ୍ ଆରି ଗରୁସାଲର୍ ଡଙ୍ଗାଇ ପିଲା ଡୁଲିରଇଲାଟା ଦେକ୍ଲାଇ ।
ଆର୍ ହଃଚେ ସେମଃନ୍ ବେଗି ଜାୟ୍ ଲଳିକଃରି ମରିୟମ୍ ଆର୍ ଜସେପ୍, ଆରେକ୍ ଗାଇଡଙ୍ଗାୟ୍ ହିଲାକ୍ ସଇରିଲାର୍ ଦଃକ୍ଲାୟ୍ ।
17 ୧୭ ସେମନ୍ ପିଲାକେ ଦେକିକରି, ଦୁତ୍ ଜାଇ ଜାଇଟା କଇରଇଲା, ତେଇ ରଇଲା ସବୁଲକ୍କେ କଇଲାଇ ।
ସେମଃନ୍ ତାକ୍ ଦଃକିକଃରି ସେ ହିଲାର୍ କଃତା ଦୁତ୍ ଜାୟ୍ବଃଲି କୟ୍ରିଲା, ସେ ସଃବୁ ହୁଟାୟ୍କଃରି କୟ୍ଲାୟ୍ ।
18 ୧୮ ଆରି ଜେତ୍କି ଲକ୍ ତେଇ ରଇଲାଇ ଗଉଡ୍ମନର୍ ଟାନେଅନି ସେ ସବୁ କାତା ସୁନି କାବା ଅଇଗାଲାଇ ।
ଆରେକ୍ ଜଃତେକ୍ ଲକ୍ ମେଣ୍ଡା ଗଃଉଳିଆମଃନାର୍ ତଃୟ୍ହୁଣି ସେ ସଃବୁ କଃତା ସୁଣ୍ଲାୟ୍, ସେସଃବୁ ଲକ୍ମଃନ୍ କାବା ଅୟ୍ ଗଃଳାୟ୍ ।
19 ୧୯ ମାତର୍ ମରିୟମ୍ ଏ ସବୁ କାତା ନିଜର୍ ମନେ ସଙ୍ଗଇ, ସେ ବିସଇସେ ଚିନ୍ତା କର୍ବାର୍ ଦାର୍ଲା ।
ମଃତର୍ ମରିୟମ୍ ଇ ସଃବୁ କଃତା ମଃନ୍ ବିତ୍ରେ ଦଃରି ବାବୁକ୍ ଦଃର୍ଲି ।
20 ୨୦ ଆରି ମେଣ୍ଡା ଚାରାଉମନ୍କେ ଦୁତ୍ ଜେନ୍ତି କଇରଇଲା, ସେନ୍ତା ସୁନ୍ଲାଇ ଆରି ଦେକ୍ଲାଇ । ସେ ସବୁର୍ଲାଗି ପର୍ମେସରର୍ ମଇମା କରି କରି ବାଅଡ୍ଲାଇ ।
ଆର୍ ମେଣ୍ଡା ଗଃଉଳିଆମଃନ୍କେ ଦୁତ୍ ଜଃନ୍କଃରି କୟ୍ରିଲା, ସେବାନ୍ୟା ସେମଃନ୍ ଜାୟ୍ ଜାୟ୍ରି ସୁଣିରିଲାୟ୍ ଆର୍ ଦଃକିରିଲାୟ୍, ସେ ସଃବୁର୍ ଗିନେ ଇସ୍ୱରାର୍ ଜଃଜ୍ମାନ୍ ଆର୍ ଗୁଣାର୍ ଗିତ୍ କୟ୍ କୟ୍ କଃରି ବାଉଳି ଗଃଳାୟ୍ ।
21 ୨୧ ଆଟ୍ ଦିନ୍ ଅଇଲାପଚେ ଜିଉଦିମନର୍ ନିୟମ୍ ଇସାବେ ପିଲାକେ ସୁନତ୍ କର୍ବାକେ ମନ୍ଦିରେ ନେଲାଇ । ଆରି ପିଲାର୍ ନାଉଁ ଜିସୁ ବଲି ଦିଆଅଇଲା । ଏ ନାଉଁ ମରିୟମ୍ ଗାଗ୍ଡେ ନ ଅଇତେ, ସର୍ଗର୍ ଦୁତ୍ କଇରଇଲା ।
ଆଟ୍ଦିନ୍ ଅୟ୍ଲା ହଃଚେ, ମସାର୍ ରିତିବିଦି ହଃର୍କାରେ ହିଲାକ୍ ସୁନତ୍ କଃରୁକେ ମନ୍ଦିରେ ନଃୟ୍, ସେ ହିଲାର୍ ନାଉଁ ଜିସୁ ଦିଲାୟ୍; ମରିୟମ୍ ଆଙ୍ଗେ ନଃଉତ୍ ସଃର୍ଗ୍ ଦୁତ୍ ସେମଃନ୍କେ ଇ ନାଉଁ ସଃଙ୍ଗାଉଁକ୍ କୟ୍ରିଲା ।
22 ୨୨ ପଚେ ଜେଡେବଲ୍ ମସାର୍ ବିଦି ଇସାବେ, ଜସେପ୍ ଆରି ମରିୟମର୍ ସୁତକ୍ ଅଇରଇବା ବେଲା ପୁରୁନ୍ ଅଇଆଇଲା, ପିଲାକେ ପର୍ମେସର୍କେ ସର୍ପି ଦେବାକେ ଜିରୁସାଲାମ୍ ମନ୍ଦିରେ ନେଲାଇ ।
ହଃଚେ ଜଃଡେବଃଳ୍ ମସାର୍ ବିଦିବିଦାନ୍ ହଃର୍କାରେ ସେମଃନାର୍ ନିର୍ମୁଳ୍ ଅଃଉତା ଦିନ୍ ଆୟ୍ଲି, ତଃବେ ସେମଃନ୍ ହିଲାକ୍ ମାପ୍ରୁତଃୟ୍ ସଃହ୍ରି ଦେଉଁକେ ଜିରୁସାଲମ୍ ମନ୍ଦିରେ ନିଲାୟ୍ ।
23 ୨୩ ମାପ୍ରୁର୍ ଲେକା ଅଇରଇବା ସାସ୍ତର୍ ଇସାବେ, ସେ ବେଲେ ଜନ୍ ଗରେ ମିସା, ପର୍ତୁମ୍ ଜନମ୍ ଅଇଲା ପଣୁଆ ପିଲାମନ୍ ପର୍ମେସରର୍ ସେବାର୍ ପାଇ ସର୍ପି ଅଇବାଇ ବଲି ମାନ୍ତେ ରଇଲାଇ ।
ଜଃନ୍କଃରି ମାପ୍ରୁର୍ ବିଦିବିଦାନ୍ ସାସ୍ତରେ ଲେକା ଅୟ୍ଲା ହଃର୍କାରେ, ସଃଡେବଃଳ୍, “ସଃବୁ ହଃର୍ତୁମ୍ ଜଃଲମ୍ ଅୟ୍ଲା ଅଃଣ୍ଡ୍ରାହିଲା ମାପ୍ରୁର୍ ନାଉଁଏ ପବିତ୍ର ବଃଲି ଗଃଣ୍ତି ଅଃଉତି ।”
24 ୨୪ ଜସେପ୍ ଆରି ମରିୟମ୍ ଜିସୁକେ ଲେକା ଅଇରଇବା ସାସ୍ତର୍ ଇସାବେ ପର୍ମେସର୍କେ ସର୍ପି ଦେବାକେ ଆରି ସୁକଲ୍ ଅଇବା ବିରୁର୍ପାଇ ଦୁଇଟା ପରୁଆ ପିଲା ଦାରି ଜିରୁସାଲାମ୍ ଗାଲାଇ ।
ଆରେକ୍, ସେମଃନ୍ ତାକ୍ ମାପ୍ରୁକ୍ ଦେତା ହାୟ୍ ଆର୍ ମାପ୍ରୁର୍ ବିଦିବିଦାନ୍ ସାସ୍ତରେ ଲେକା ଅୟ୍ଲା ଲେକା ହଃର୍କାରେ ଜଳେକ୍ ହାଣ୍ଡ୍କା, ନୟ୍ଲେକ୍ ଜଳେକ୍ ହାରୁଆ ହୁଜା ଦେଉଁକ୍ ତାକ୍ ଜିରୁସାଲମେ ନିଲାୟ୍ ।
25 ୨୫ ସେବେଲେସେ ଜିରୁସାଲାମେ ସିମିୟନ୍ ନାଉଁର୍ ଗଟେକ୍ ଦରମ୍ ଲକ୍ ରଇଲା । ସେ ମାପ୍ରୁ ଦେକ୍ବା ଇସାବେ ନିମାନ୍ ଲକ୍ । ଇସ୍ରାଏଲ୍ ଦେସେ ଉଦାର୍କାରିଆ ଆସି ସାନ୍ତି ଦେଅ ବଲି ଜାଗିରଇଲା । ଆରି ତାର୍ଟାନେ ସୁକଲ୍ ଆତ୍ମା ବାସାଅଇରଇଲା ।
ଆର୍ ଦଃକା, ଜିରୁସାଲମେ ସିମିଅନ୍ ନାଉଁଆର୍ ଗଟେକ୍ ଦଃର୍ମି ଆର୍ ମାପ୍ରୁର୍ ଦିଆନ୍ କାରିଆ ରିଲା; ସେ ଇସ୍ରାଏଲ୍କେ ମୁକ୍ଳାଉତା ଲକ୍ କଃବେ ଆସେଦ୍ ବଃଲି ଜାଗି ରିଲା, ଆରେକ୍ ପବିତ୍ର ଆତ୍ମା ତାର୍ ସଃଙ୍ଗ୍ରଃୟ୍ ସାସ୍ ଦେତିରିଲି ରିଲି,
26 ୨୬ ସୁକଲ୍ ଆତ୍ମା ତାକେ ଜାନାଇଦେଇରଇଲା ଜେ, ପର୍ମେସର୍ ପାଟାଇରଇବା ଉଦାର୍କାରିଆର୍ ଦର୍ସନ୍ ନ ମିଲ୍ବାଜାକ ତାର୍ ମରନ୍ ନ ଅଏ ।
ଆର୍, ମାପ୍ରୁ କ୍ରିସ୍ଟକେ ନଃଦେକ୍ତା ହଃତେକ୍ ତାର୍ ମଃର୍ନ୍ ନୟ୍, ଇ କଃତା ପବିତ୍ର ଆତ୍ମା ତାକ୍ ଜାଣାୟ୍ରିଲି ।
27 ୨୭ ତାକେ ଆତ୍ମା ଚାଲାଇ ଆନ୍ଲାଜେ ସେ ଦେଉଲର୍ ଡାଣ୍ଡେ ଆଇଲା, ଆରି ଜେଡେବଲ୍ ସାନ୍ପିଲା ଜିସୁର୍ ଆୟା ବାବା ତାକେ ବିତ୍ରେ ଆନ୍ଲାଇ,
ସେ ପବିତ୍ର ଆତ୍ମା କାଡାୟ୍ ଆଣ୍ଲାକ୍ ମନ୍ଦିରେ ଆୟ୍ଲା, ଆରେକ୍ ଜିସୁ ହିଲାର୍ ଆୟ୍ସି ଉବାସି ଜଃଡେବଃଳ୍ ତାକାର୍ ବିଦିବିଦାନ୍ ହଃର୍କାରେ କାମ୍ କଃରୁକେ ଜିସୁକେ ମନ୍ଦିର୍ ବିତ୍ରେ ଆଣ୍ଲାୟ୍,
28 ୨୮ ସେଡ୍କିବେଲେ ସିମିୟନ୍ ସାନ୍ପିଲାକେ କଲେ ଦାରି ପର୍ମେସରର୍ ମଇମା କରି କଇଲା,
ସଃଡେବଃଳ୍ ସିମିଅନ୍ ହିଲାକ୍ କଳେ ଦଃରି ଇସ୍ୱରାର୍ ଗୁଣ୍ ଗିତ୍ କୟ୍ କଃରି କୟ୍ଲା-
29 ୨୯ “ଏ ମାପ୍ରୁ! ଏବେ ତୁଇ ନିଜର୍ ବାକିଅ ଇସାବେ ତର୍ ନିଜର୍ ଦାସ୍ ମକେ ସାନ୍ତିସଙ୍ଗ୍ ଜିବାକେ ଦେଲୁସ୍ନି!
“ଏ ମାପ୍ରୁ, ଅଃବେ ତୁୟ୍ ଅଃହ୍ଣାର୍ କଃତା ହଃର୍କାରେ, ତର୍ ଗତିଦଃଙ୍ଗ୍ଳାକ୍ ସୁସ୍ତାୟ୍ ଜଃଉଁକେ ଦେଉଁଲିସ୍,
30 ୩୦ କାଇକେବଇଲେ ମର୍ ଆଁକି ତର୍ ଉଦାର୍ ଦେକି ଆଚେ,
କାୟ୍ତାକ୍ବଃଲେକ୍ ମର୍ ଆକି ତର୍ ମୁକ୍ତି ଦଃକିଆଚେ,
31 ୩୧ ଜନ୍ ଉଦାର୍କାରିଆକେ ତମେ ସବୁଲକର୍ ମୁଆଟେ ପାଟାଇ ଆଚାସ୍ ।
ଜୁୟ୍ରି ତୁୟ୍ ସଃବୁ ଲକ୍ମଃନାର୍ ମୁଏଁ ତିଆର୍ କଃରି ଆଚ୍ସି ।
32 ୩୨ ଆରି ବିଜାତି ଲକ୍ମନର୍ପାଇ ବଲି ଜାନାଇଅଇଲା ସତର୍ ଉଜଲ୍ ଆରି ତମର୍ ଲକ୍ମନ୍ ଇସ୍ରାଏଲର୍ ମଇମା କରି ଆଚାସ୍ ।”
ଆର୍, ଅଜିଉଦିମଃନ୍କେ ସଃତ୍ ଜାଣାଉତା ଉଜାଳ୍ ଆରେକ୍ ତର୍ ଲକ୍ ଇସ୍ରାଏଲାର୍ ଜଃଜ୍ମାନ୍ କଃରିଆଚ୍ସି ।”
33 ୩୩ ସିମିୟନର୍ଟାନେଅନି ଜିସୁର୍ ବିସଇର୍ କାତା ସୁନି ଜସେପ୍ ଆରି ମରିୟମ୍ କାବାଅଇ ଜାଇତେ ରଇଲାଇ ।
ସାନ୍ ହିଲାର୍ ବିସୟେ କଃଉଆ ଅୟ୍ରିଲାର୍ ସଃବୁ କଃତା ସୁଣି, ତାର୍ ଆୟ୍ସି ଉବାସି କାବା ଅୟ୍ଲାୟ୍ ।
34 ୩୪ ଆରି ସିମିୟନ୍ ସେଲକ୍କେ ଆସିର୍ବାଦ୍ ଦେଇ ଜିସୁର୍ ମାକେ କଇଲା, “ଏ ପିଲା ଇସ୍ରାଏଲ୍ ଦେସର୍ କେତେ କେତେ ଲକ୍ ଉବଜ୍ବାଟା ଆରି କେତେ କେତେ ଲକ୍ ବୁଡିଜିବାର୍ପାଇ ବଲି ପର୍ମେସର୍ ବାଚି ପାଟାଇଲା ଲକ୍ ଅଇସି । କେତେ କେତେ ଲକ୍ମନ୍ ତାର୍ ବିରୁଦେ କଇବା, ଗଟେକ୍ ଚିନ୍ ପାରା ଅଇସି ।
ଆର୍ ସିମିଅନ୍ ସେମଃନ୍କେ ଆସିର୍ବାଦ୍ କଃରି ଜିସୁର୍ ଆୟ୍ସି ମରିୟମ୍କେ କୟ୍ଲା, “ଇ ହିଲା ଇସ୍ରାଏଲାର୍ ବେସି ଲକାର୍ ନଃସ୍ଟ୍ ଆର୍ ରଃକ୍ୟା କଃରୁକେ ଆଚେ ସେ ଇସ୍ୱରାର୍ ତଃୟ୍ ହୁଣି ଚିନ୍ ଅୟ୍ଦ୍ ଅଃନେକ୍ ଲକ୍ ତାର୍ ବିରଦେ ଉଟ୍ତି ।
35 ୩୫ କେତେ କେତେ ଲକ୍ ତାକେ ବିରଦ୍ କରି ନିଜର୍ ମନ୍ ବିତ୍ରର୍ କାତା ସବୁ ଜାନାଇବାଇ । ଆରି ତମର୍ ଜିବ୍ନେ ଗଟେକ୍ କାଣ୍ଡା ବୁସିଅଇରଇଲାପାରା ତମ୍କେ ବେସି ଦୁକ୍ ଆଇସି ।”
ସେତାକ୍ ଇ ହିଲା କଃତେକ୍ ଲକାର୍ ବୁଡ୍ତାର୍ ଆର୍ ଉଟ୍ତାର୍, ଆର୍ ଜାର୍ ବିରଦେ କଃତା କଃଉଆ ଅୟ୍ଦ୍, ଇବାନ୍ୟା ଗଟେକ୍ ଚିନ୍ ହର୍ ଅଃଉଁକେ ବାଚା ଅୟ୍ଆଚେ; ଆରେକ୍ ତର୍ ଜିବନ୍ ବିତ୍ରେ ହେଁ କଃଣ୍ଡା ବୁସି ଅୟ୍ଦ୍ ।”
36 ୩୬ ସେ ଦାପ୍ରେ, ଏଦେ ଦେକା! ଆନା ନାଉଁର୍ ଗଟେକ୍ ମାଇଜି ବବିସତ୍ବକ୍ତା ତାକର୍ ଲଗେ ଆଇଲା । ସେ ଆସେର୍ ବଁସର୍ ପିନୁଏଲର୍ ଟକି, ସେ ବେସି ଡକ୍ରି ଅଇଜାଇରଇଲା । ବିବା ଅଇ ମୁନୁସ୍ ସଙ୍ଗ୍ ସାତ୍ ବରସ୍ ରଇକରି, ରାଣ୍ଡି ଅଇଗାଲା । ଆରି ତାକେ ଚାରିକଡିଚାରି ବରସ୍ ଅଇରଇଲା ।
ଆର୍ ହାନା ନାଉଁଆର୍ ଗଟେକ୍ ବାବ୍ବାଦିଣି ରିଲି; ସେ ଆସେର୍ ବଃଉଁସାର୍ ପିନୁଏଲାର୍ ଜିସି । ତାର୍ ବୁତେକ୍ ବଃର୍ସ୍ ଅୟ୍ରିଲି; ସେ ବାଳତ୍ ଦଃଙ୍ଗ୍ଳି ରିଲା ହଃଚେ ବିବା ଅୟ୍କଃରି ସାତ୍ ବଃର୍ସ୍ ତାର୍ ଡକ୍ରାସି ସଃଙ୍ଗ୍ ରିଲି ଆର୍ ଡକ୍ରାସି ମଃଲାକ୍ ରାଣ୍ଡି ଅୟ୍ରିଲି, ତାକ୍ ଚାରିକଳି ଚାରି ବଃର୍ସ୍ ଜିବନ୍ କାଟ୍ଲି ।
37 ୩୭ ସେ ଦେଉଲେଅନି କେନେ ନ ଜାଇ, ଉପାସ୍ ରଇକରି ଦିନ୍ ରାତି ମାପ୍ରୁର୍ ଉପାସନା କର୍ତେରଇଲା ।
ସେ ସଃବୁବଃଳ୍ ମନ୍ଦିର୍ ବିତ୍ରେ ରେତିରିଲି, ଆର୍ ଦିନ୍ରାତି ଉହାସ୍ ଆର୍ ପାର୍ତନା ସଃଙ୍ଗ୍ ମାପ୍ରୁର୍ ସେବା କଃର୍ତିରିଲି ।
38 ୩୮ ପିଲାକେ ମାପ୍ରୁର୍ଟାନେ ସର୍ପି ଦେବାବେଲେ ସେ ଦେଉଲର୍ ଡାଣ୍ଡେ କେଟି, ପର୍ମେସରର୍ ମଇମା କରିକରି ଜନ୍ ଲକ୍ମନ୍ ଜିରୁସାଲାମର୍ ମୁକ୍ତି ମିଲ ବଲି ଜାଗ୍ତେରଇଲାଇ, ସେ ଲକ୍ମନ୍କେ ପିଲାର୍ ବିସଇ କଇବାର୍ ଦାର୍ଲା ।
ହିଲା ଜିସୁକେ ମନ୍ଦିରେ ଟେକି ଦିଲା ହଃଚେ, ହାନା ସେତି ହଚି ଇସ୍ୱର୍କେ ଦନ୍ୟବାଦ୍ ଦିଲି ଆର୍ ଜିରୁସାଲମାର୍ ଲକ୍ମଃନ୍କେ ମୁକ୍ତି ଦଃୟ୍ଦ୍ ବଃଲି ଜୁୟ୍ମଃନ୍ ବିସ୍ୱାସ୍ କଃରି ଜାଗି ରିଲାୟ୍ ସେ ସଃବ୍କେ ଜିସୁର୍ କଃତା ଜାଣାୟ୍ଲି ।
39 ୩୯ ପଚେ ଜସେପ୍ ଆରି ମରିୟମ୍ ମାପ୍ରୁର୍ ରିତିନିତି ଇସାବେ କର୍ବା ସବୁ କାମ୍ ସାରାଇ, ଗାଲିଲି ନିଜର୍ ନଅର୍ ନାଜରିତେ ବାଅଡ୍ଲାଇ ।
ହଃଚେ ଜସେପ୍ ଆର୍ ମରିୟମ୍ ମାପ୍ରୁର୍ ବିଦିବିଦାନ୍ ହଃର୍କାରେ ସଃବୁ କାମ୍ ସଃରାୟ୍କଃରି ସେମଃନ୍ ନିଜାର୍ ଗାଲିଲିର୍ ନାଜରିତ୍ ଗଃଳେ ବାଉଳି ଗଃଳାୟ୍ ।
40 ୪୦ ଆରି ପିଲା ଦିନ୍କେ ଦିନ୍ ବଡିକରି ବପୁଅଇଲା, ଆରି ଗିଆନେ ପୁରାପୁରୁନ୍ ଅଇଲା । ତାକେ ପର୍ମେସରର୍ ଦୟା ରଇଲା ।
ଆର୍ ସେ ହିଲା ବାଡୁକେ ଦଃର୍ଲା ଆର୍ ବୁଦି ଗ୍ୟାନେ ହୁର୍ନ୍ ଅଃଉଁ ଅଃଉଁ ବଃଳ୍ସଃକାତ୍ ଅୟ୍ଲା, ଆର୍ ଇସ୍ୱରାର୍ ଦଃୟା ତାର୍ ଉହ୍ରେ ରିଲି ।
41 ୪୧ ଜିସୁର୍ ବାବା, ମା ସବୁବର୍ସେ ଜିଉଦିମନର୍ ନିସ୍ତାର୍ ପରବ୍ ପାଇ ଜିରୁସାଲାମେ ଜାଇତେରଇଲାଇ ।
ହଃତିବଃର୍ସ୍ ମୁକ୍ଳାଉଁଣି ହଃର୍ବ୍ ମାନୁକ୍ ଜିସୁର୍ ଆୟ୍ସି ଉବାସି ଜିରୁସାଲମେ ଜାତିରିଲାୟ୍ ।
42 ୪୨ ତରେକ୍ ଜିସୁକେ ବାର ବରସ୍ ଅଇଲାବେଲେ ସେମନର୍ ରିତିନିତି ଇସାବେ ଜିରୁସାଲାମେ ପରବ୍ ମାନ୍ବାର୍ ଗାଲାଇ ।
ଜଃଡେବଃଳ୍ ଜିସୁକେ ବାର ବଃର୍ସ୍ ଅୟ୍ଲି, ରିତିବିଦି ହଃର୍କାରେ ସେମଃନ୍ ହଃର୍ବ୍ ମାନୁକ୍ ଜିରୁସାଲମେ ଗଃଳାୟ୍ ।
43 ୪୩ ସେମନ୍ ପରବ୍ ସାରାଇ ବାଉଡି ଆଇଲାବେଲେ, ପିଲା ଜିସୁ ଜିରୁସାଲାମେ ରଇଗାଲା । ମାତର୍ ତାର୍ ବାବା ମାଆ ମିସା ସେ ତେଇ ରଇଲାଟା ଜାନି ନ ରଇଲାଇ ।
ତାକାର୍ ହଃର୍ବ୍ ମାନ୍ତା ଦିନ୍ ସଃର୍ଲାକ୍, ଜଃଡେବଃଳ୍ ସେମଃନ୍ ବାଉଳି ଆସ୍ତି ରିଲାୟ୍, ସଃଡେବଃଳ୍ ଜିସୁ ହିଲା ଜିରୁସାଲମେ ତେବ୍ଲା, ଇ କଃତା ତାର୍ ଆୟ୍ସି ଉବାସି ଜାଣି ନଃରିଲାୟ୍ ।
44 ୪୪ ତାର୍ ସଙ୍ଗର୍ ଲକ୍ମନର୍ ସଙ୍ଗ୍ ଆଚେ କାଇକି ବଲି ବାବିକରି ସେମନ୍ ଗଟେକ୍ ଦିନର୍ ବାଟେ ଇଣ୍ଡି ଉଟି ଜାଇରଇଲାଇ । ସେମନ୍ ସାଇପଡିସା, ଚିନାର୍ ଜାନାର୍ ଲକ୍ମନ୍କେ ପାଚାରି କଜ୍ଲାଇ ।
ମଃତର୍ ଜିସୁ ସେମଃନାର୍ ସଃଙ୍ଗାର୍ ଲକ୍ମଃନାର୍ ସଃଙ୍ଗ୍ ଆଚେ ବଃଲି ମଃନେ ବାବି, ସେମଃନ୍ ଗଟେକ୍ ଦିନାର୍ ବାଟ ଗଃଲା ହଃଚେ, ସେମଃନ୍ ତାକାର୍ ନିଜାର୍ ଲକ୍ମଃନାର୍ ବିତ୍ରେ ଜିସୁକେ ଲଳୁକ୍ ଦଃର୍ଲାୟ୍,
45 ୪୫ ଡିସେନାଇକେ ଆରି କଜି କଜି ଜିରୁସାଲାମେ ବାଉଡିଗାଲାଇ ।
ଆରେକ୍ ଜିସୁକେ ନଃମିଳାୟ୍, ଲଳି ଲଳି ଜିରୁସାଲମେ ଲେଉଟି ଗଃଳାୟ୍ ।
46 ୪୬ ତିନ୍ଦିନ୍ ପଚେ ସେମନ୍ ତାକେ ମନ୍ଦିରେ ଦେକ୍ଲାଇ, ସେ ସାସ୍ତର୍ ସିକାଉମନର୍ ମଜାଇ ବସି, ତାକର୍ କାତା ସୁନ୍ତେରଇଲା, ଆରି ପର୍ସନ୍ ପାଚାର୍ତେରଇଲା ।
ତିନି ଦିନାର୍ ହଃଚେ ସେମଃନ୍ ଜିସୁକେ ମନ୍ଦିରେ ବେଟ୍ ହାୟ୍ଲାୟ୍, ସେ ହଃଣ୍ଡିତ୍ ମଃନାର୍ ସଃଙ୍ଗ୍ ବଃସି କଃରି ସେମଃନାର୍ କଃତା ସୁଣ୍ତି ରିଲା ଆର୍ ସେମଃନ୍କେ କଃତେକ୍ କଃତା ହଃଚାର୍ତି ରିଲା,
47 ୪୭ ଆରି ତେଇ ଜେତ୍କି ଲକ୍ ତାର୍ କାତା ସୁନ୍ତେରଇଲାଇ, ସବୁଲକ୍ ସେ କାତା ଅଇବାଟା ଆରି ତାର୍ ବୁଦି ଦେକି କାବାଅଇ ଜାଇତେରଇଲାଇ ।
ଆର୍ ଜଃତେକ୍ ଲକ୍ ତାର୍ କଃତା ସୁଣ୍ତି ରିଲାୟ୍, ସେ ସଃବୁ ଲକ୍ମଃନ୍ ତାର୍ ବୁଦିକ୍ ଆର୍ ସେ ଦେତିରିଲା ଉତୁର୍କେ ସୁଣି କାବା ଅୟ୍ ଜାତିରିଲାୟ୍ ।
48 ୪୮ ଜସେପ୍ ଆରି ମରିୟମ୍ ମିସା ଜିସୁକେ ଦେକି କାବା ଅଇଗାଲାଇ, ଆରି ତାର୍ ମାଆ ତାକେ କଇଲା, “ତୁଇ କାଇକେ ନୁନା ଆମ୍କେ ଏନ୍ତାରି କଲୁସ୍? ଦେକ୍ନି ତର୍ ବାବା ଆରି ମୁଇ କେତେକ୍ କିଲ୍ବିଲ୍ ଅଇ କଜ୍ଲୁନି ।”
ଜଃଡେବଃଳ୍ ଜିସୁର୍ ଆୟ୍ସି ଉବାସି ତାକ୍ ଦଃକ୍ଲାୟ୍, ସେମଃନ୍ କାବା ଅୟ୍ଲାୟ୍, ଆର୍ ତାର୍ ଆୟ୍ସି ତାକ୍ କୟ୍ଲି, “ଏ ହିଲା, କାୟ୍ତାକ୍ ତୁୟ୍ ଅଃମାର୍ ସଃଙ୍ଗ୍ ଇବାନ୍ୟା କଃଲିସ୍? ଦଃକ୍, ତର୍ ଉବାଦି ଆର୍ ମୁଁୟ୍ କଃତେକ୍ କାକୁଲ୍ତି ଅୟ୍ ତକେ ଲଳୁଲୁ ।”
49 ୪୯ ତେଇ ଜିସୁ ସେମନ୍କେ କଇଲା, “କାଇକେ ମକେ କଜ୍ତେରଇଲାସ୍? ମର୍ ବାବାର୍ ଗରେ ମୁଇ ରଇବାର୍ ଆଚେଆକା, ଏଟା ନାଜାନି ରଇଲାସ୍ କି?”
ଜିସୁ ସେମଃନ୍କେ କୟ୍ଲା, “କାୟ୍ତାକ୍ ତୁମିମଃନ୍ ମକ୍ ଲଳ୍ତି ରିଲାସ୍? ମର୍ ଉବାର୍ ଗଃରେ ରେତାର୍ ମର୍ ବିଦି, ଇ କଃତା କାୟ୍ ତୁମି ଜାଣି ନଃରିଲାସ୍?”
50 ୫୦ ମାତର୍ ଜିସୁ ସେମନ୍କେ ଜନ୍ କାତା କଇଲା, ସେଟା ସେମନ୍ ବୁଜିନାପାର୍ଲାଇ ।
ମଃତର୍ ସେ ସେମଃନ୍କେ ଜୁୟ୍ କଃତା କୟ୍ଲା, ସେରି ସେମଃନ୍ ବୁଜୁ ନଃହାୟ୍ଲାୟ୍ ।
51 ୫୧ ପଚେ ଜିସୁ ତାର୍ ବାବା ମାଆ ସଙ୍ଗ୍ ନାଜରିତେ ବାଉଡି ଆଇଲା ଆରି ତାକର୍ କାତା ମାନ୍ତେରଇଲା, ମରିୟମ୍ ମିସା ଏ ସବୁ କାତା ନିଜର୍ ମନ୍ ବିତ୍ରେ ସଙ୍ଗଇ ଚିନ୍ତା କଲା ।
ହଃଚେ ଜିସୁ ସେମଃନାର୍ ସଃଙ୍ଗ୍ ମିସି ନାଜରିତ୍ ବାଉଳି ଆୟ୍ଲା ଆର୍ ସେମଃନାର୍ କଃତା ମାନିକଃରି ରିଲା, ଆରେକ୍, ତାର୍ ଆୟ୍ସି ଇ ସଃବୁ କଃତା ଗଟେକ୍ ଗଟେକ୍ କଃରି ତାର୍ ମଃନ୍ବିତ୍ରେ ଦଃର୍ଲି ।
52 ୫୨ ଜିସୁ, ଗିଆନେ, ଗାଗ୍ଡେ, ପର୍ମେସର୍ ଆରି ଲକ୍ମନର୍ ଦୟାଇ ବଡିଆଇଲା ।
ଆର୍ ଜିସୁ ଗ୍ୟାନେ ଆର୍ ଗଃଗାଳେ, ଆରେକ୍ ଇସ୍ୱରାର୍ ଆର୍ ନଃର୍ମଃନାର୍ ଦଃୟାୟ୍ ବାଡୁକେ ଦଃର୍ଲା ।