< ଲୁକ୍ 19 >
1 ୧ ଜିସୁ ଆରି ତାର୍ ସିସ୍ମନ୍ ଜିରିଅ ବାଟେ ଜାଇତେ ରଇଲାଇ ।
και εισελθων διηρχετο την ιεριχω
2 ୨ ତେଇ ଜକିୟ ନାଉଁର୍ ଗଟେକ୍ ମୁକିଅ ସିସ୍ତୁମାଙ୍ଗୁ ରଇଲା । ସେ ବେସି ସାଉକାର୍ ରଇଲା ।
και ιδου ανηρ ονοματι καλουμενος ζακχαιος και αυτος ην αρχιτελωνης και ουτος ην πλουσιος
3 ୩ ଜିସୁ କେନ୍ତାର୍ ଲକ୍ ବଲି ଦେକ୍ବାକେ ଜକିୟ ମନ୍ କର୍ତେ ରଇଲା । ମାତର୍ ଜିସୁର୍ ସଙ୍ଗ୍ ବେସି ଲକ୍ମନ୍ ଜାଇତେ ରଇଲାଇକେ ତାକେ ଦେକିନାପାର୍ତେ ରଇଲା । କାଇକେବଇଲେ ସେ ବୁଟି ରଇଲା ।
και εζητει ιδειν τον ιησουν τις εστιν και ουκ ηδυνατο απο του οχλου οτι τη ηλικια μικρος ην
4 ୪ ସେଟାର୍ ପାଇ ସେ, ଲକ୍ମନର୍ ଆଗ୍ତୁ ପାଲାଇ ଜାଇ ଜିସୁକେ ଦେକ୍ବାକେ ଗଟେକ୍ ଡୁମ୍ରି ଗଚେ ଚଗ୍ଲା । କାଇକେ ବଇଲେ ଜିସୁ ସେ ବାଟ୍ଦେଇ ଜିବାର୍ ରଇଲା ।
και προδραμων εμπροσθεν ανεβη επι συκομοραιαν ινα ιδη αυτον οτι εκεινης ημελλεν διερχεσθαι
5 ୫ ଜିସୁ ସେ ଜାଗାଇ କେଟି ଉପ୍ରେ ଦେକିକରି ଜକିୟକେ କଇଲା, “ଜକିୟ ବିଗି ଉତ୍ରି ଆଉ, ଆଜି ମୁଇ ତମର୍ ଗରେ ରଇବି ।”
και ως ηλθεν επι τον τοπον αναβλεψας ο ιησους ειδεν αυτον και ειπεν προς αυτον ζακχαιε σπευσας καταβηθι σημερον γαρ εν τω οικω σου δει με μειναι
6 ୬ ତାର୍ ପଚେ ଜକିୟ ଦାପ୍ରେ ଉତ୍ରି ଆସି ବେସି ସାର୍ଦାଅଇ ଜିସୁକେ ତାର୍ ଗରେ ଡାକିନେଲା ।
και σπευσας κατεβη και υπεδεξατο αυτον χαιρων
7 ୭ ସେଟା ଦେକି ତେଇ ରଇଲା ଲକ୍ମନ୍ ଜିସୁ ଗଟେକ୍ ପାପି ଲକର୍ ଗରେ କାଇବାକେ ଗାଲାନି ବଲି ଗୁର୍ମୁରି ଜାଇତେରଇଲାଇ ।
και ιδοντες παντες διεγογγυζον λεγοντες οτι παρα αμαρτωλω ανδρι εισηλθεν καταλυσαι
8 ୮ ଜକିୟ ଟିଆଅଇ ଜିସୁକେ କଇଲା, “ଏ ମାପ୍ରୁ, ସୁନା! ମର୍ ସଁପତିଅନି ଅଦାବାଗ୍ ଗରିବ୍ ଲକ୍ମନ୍କେ ଦାନ୍ କରିଦେବି । ଆରି ସିସ୍ତୁ ମାଙ୍ଗ୍ବା ବେଲାଇ କାର୍ଟା ଅନିଆଇକରି ଆନି ରଇଲାଟା ମୁଇ ଚାର୍ଗୁନ୍ ଅଦିକ୍ ବାଉଡାଇ ଦେବି ।”
σταθεις δε ζακχαιος ειπεν προς τον κυριον ιδου τα ημιση των υπαρχοντων μου κυριε διδωμι τοις πτωχοις και ει τινος τι εσυκοφαντησα αποδιδωμι τετραπλουν
9 ୯ ଜିସୁ ଜକିୟକେ କଇଲା, “ଆଜି ଏ ଗରେ ମୁକ୍ତି ମିଲ୍ଲା । କାଇକେବଇଲେ ଏ ମିସା ଗଟେକ୍ ଅବ୍ରାଆମର୍ ନାତିତିତି ।
ειπεν δε προς αυτον ο ιησους οτι σημερον σωτηρια τω οικω τουτω εγενετο καθοτι και αυτος υιος αβρααμ εστιν
10 ୧୦ ପର୍ମେସର୍ ଟାନେଅନି ଆସିରଇବା ନର୍ପିଲା ମୁଇ ପାପେ ରଇଲା ଲକ୍ମନ୍କେ ସେମନର୍ ପାପେଅନି ରକିଆ କର୍ବାକେ ଆସିଆଚି ।”
ηλθεν γαρ ο υιος του ανθρωπου ζητησαι και σωσαι το απολωλος
11 ୧୧ ସେମନ୍ ଜିରୁସାଲାମ୍ ଲଗେ ଆଇଲା ବେଲାଇ ଜିସୁର୍ ସଙ୍ଗ୍ ଜିବା ଲକ୍ମନ୍ ତାର୍ କଇବା ସବୁ କାତା ସୁନ୍ତେ ରଇଲାଇ । କାଇକେବଇଲେ ତାର୍ କାତା ସୁନ୍ଲା ଲକ୍ମନ୍ ପର୍ମେସରର୍ ରାଇଜର୍ ସାସନ୍ ଦାପ୍ରେ ଅଇସି ବଲି ବାବ୍ତେ ରଇଲାଇ ।
ακουοντων δε αυτων ταυτα προσθεις ειπεν παραβολην δια το εγγυς αυτον ειναι ιερουσαλημ και δοκειν αυτους οτι παραχρημα μελλει η βασιλεια του θεου αναφαινεσθαι
12 ୧୨ ସେଟାର୍ପାଇ ସେ ଏ କାତାନି କଇଲା, ଗଟେକ୍ ବଡ୍ ଗରେ ଜନମ୍ ଅଇଲା ଲକ୍ ଦୁର୍ ଦେସେ ଜିବାକେ ତିଆର୍ ଅଇଲା । କାଇକେ ବଇଲେ ତେଇ ତାକେ ରାଜା କରାଇବାଇ । ସମାନ୍ ବେଲାଇ ତାର୍ ଦେସେ ସେ ବାଉଡି ଆଇସି ।
ειπεν ουν ανθρωπος τις ευγενης επορευθη εις χωραν μακραν λαβειν εαυτω βασιλειαν και υποστρεψαι
13 ୧୩ ତାର୍ ଆଗ୍ତୁ ସେ ତାର୍ ଦସ୍ଟା ଦାଙ୍ଗ୍ଡାମନ୍କେ ଡାକି, ଗଟେକ୍ ଗଟେକ୍ ଲକ୍କେ ଗଟେକ୍ ଗଟେକ୍ ସୁନାର୍ ଡାବୁ ଦେଇ କରି କଇଲା, “ମୁଇ ବାଉଡି ଆଇବାଜାକ ଏ ଡାବୁ ବେବାର୍ କରି ବୁତେକ୍ କରି ରୁଆ ।”
καλεσας δε δεκα δουλους εαυτου εδωκεν αυτοις δεκα μνας και ειπεν προς αυτους πραγματευσασθε εως ερχομαι
14 ୧୪ ମାତର୍ ତାର୍ ଦେସର୍ ଲକ୍ମନ୍ ତାକେ ଇନ୍ କର୍ତେରଇଲାଇ । ଆରି ସାସନ୍ କର୍ବା ଲକ୍ମନର୍ ଲଗେ କବର୍ କଇ ପାଟାଇଲାଇ, “ଏ ଲକ୍ ଆମ୍କେ ସାସନ୍ କର ବଲି ଆମେ ମନ୍ କରୁନାଇ ।”
οι δε πολιται αυτου εμισουν αυτον και απεστειλαν πρεσβειαν οπισω αυτου λεγοντες ου θελομεν τουτον βασιλευσαι εφ ημας
15 ୧୫ ଏନ୍ତି ବଲି କଇଲେ ମିସା, ସେ ରାଜାଅଇ ଗରେ ବାଉଡି ଆଇଲା । ଆରି ସେ କାକେ କାକେ ସୁନାର୍ ଡାବୁ ଦେଇ ରଇଲା, ସେମନ୍ କେତେକ୍ ଲାକା ଲାବ୍ କଲାଇ ଆଚତ୍ ବଲି ଜାନ୍ବାକେ ଡାକାଇ ପାଟାଇଲା ।
και εγενετο εν τω επανελθειν αυτον λαβοντα την βασιλειαν ειπεν φωνηθηναι αυτω τους δουλους τουτους οις εδωκεν το αργυριον ινα γνω τις τι διεπραγματευσατο
16 ୧୬ ତେଇ ପର୍ତୁମର୍ ଲକ୍ ଆସି କଇଲା, “ଏ ଆଗିଆଁ, ତମେ ଦେଲା ଗଟେକ୍ ସୁନାର୍ ଡାବୁ ନେଇ ଆରି ଦସ୍ଟା କଲିଆଚି ।”
παρεγενετο δε ο πρωτος λεγων κυριε η μνα σου προσειργασατο δεκα μνας
17 ୧୭ ସେ ରାଜା ସାର୍ଦା ଅଇ ତାକେ କଇଲା “ତୁଇ ନିକ ଦାଙ୍ଗ୍ଡା, ଅଲପ୍ ବିସଇ ଦାଇତ୍ ନେଇ କାମ୍ କଲୁସ୍ । ସେଟାର୍ପାଇ ମୁଇ ତକେ ଦସ୍ଟା ଗଡ୍ ଉପ୍ରେ ସାସନ୍ କର୍ବାକେ ସର୍ପି ଦେଲିନି ।”
και ειπεν αυτω ευ αγαθε δουλε οτι εν ελαχιστω πιστος εγενου ισθι εξουσιαν εχων επανω δεκα πολεων
18 ୧୮ ଆରି ଗଟେକ୍ ଲକ୍ ଆସି କଇଲା, “ଆଗିଆଁ, ତୁଇ ଦେଇରଇଲା ସୁନାର୍ ଡାବୁ ନେଇ ଆରି ପାଁଚ୍ଟା ଲାବ୍ କଲିଆଚି ।”
και ηλθεν ο δευτερος λεγων κυριε η μνα σου εποιησεν πεντε μνας
19 ୧୯ ସେ ରାଜା ତାକେ ମିସା କଇଲା “ତକେ ସାସନ୍ କର୍ବାକେ ପାଁଚ୍ଟା ଗଡ୍ ସର୍ପିଦେଲିନି ।”
ειπεν δε και τουτω και συ γινου επανω πεντε πολεων
20 ୨୦ ମାତର୍ ଆରି ଗଟେକ୍ ଦାଙ୍ଗ୍ଡା ରାଜାର୍ ଲଗେ ଆସି କଇଲା, “ଏ ଆଗିଆଁ, ତମେ ଦେଇରଇଲା ସୁନାର୍ ଡାବୁ ଏଦେ ଦେକା, ଗଟେକ୍ ଗର୍ଣ୍ଡାଇ ଗୁଡିଆ ବାନ୍ଦି ସଙ୍ଗଇ ଦେଇରଇଲି ।
και ετερος ηλθεν λεγων κυριε ιδου η μνα σου ην ειχον αποκειμενην εν σουδαριω
21 ୨୧ ତୁଇ ସାସନ୍ କର୍ବା ଲକ୍ ବଲି ଡରିକରି ମୁଇ ସେଟା ନେଇ ବେବାର୍ କରିନାଇ । କାଇକେବଇଲେ ଜାକେ ଦେଇ ନ ରଉସ୍ ତାର୍ତେଇଅନି ମାଙ୍ଗିନେଇସୁ । ଆରି ଜନ୍ତି ବୁନି ନ ରଉସ୍ ତେଇଅନି କାଟି ନେଇସୁ ।”
εφοβουμην γαρ σε οτι ανθρωπος αυστηρος ει αιρεις ο ουκ εθηκας και θεριζεις ο ουκ εσπειρας
22 ୨୨ ସେ ରାଜା ରିସାଅଇ କଇଲା, “ଅଇରେ ଦାଙ୍ଗ୍ଡା, ତର୍ କାତା ଇସାବେ ଆକା ତକେ ବିଚାର୍ କର୍ବି । ମୁଇ ଲକ୍ମନ୍ ଜନ୍ଟା ଦେଇ ନ ରଇ ସେଟା ମାଗିନେବି, ଆରି ଜନ୍ତେଇ ବୁନି ନ ରଇ ତେଇଅନି କାଟ୍ବି, ସେଟା ଜାନିରଇଲୁସ୍ ।
λεγει δε αυτω εκ του στοματος σου κρινω σε πονηρε δουλε ηδεις οτι εγω ανθρωπος αυστηρος ειμι αιρων ο ουκ εθηκα και θεριζων ο ουκ εσπειρα
23 ୨୩ ସେନ୍ତାର୍ଆଲେ ମର୍ ସୁନାର୍ ଡାବୁ କାଇକେ ବେଁକେ ସଙ୍ଗଉସ୍ ନାଇ? ସଙ୍ଗଇ ରଇଲେ ତେଇଅନି ମକେ କଲନ୍ତର୍ ମିଲ୍ତା ।”
και δια τι ουκ εδωκας το αργυριον μου επι την τραπεζαν και εγω ελθων συν τοκω αν επραξα αυτο
24 ୨୪ ଆରି ସେ ଲଗେ ଟିଆଅଇଲା ଲକ୍ମନ୍କେ ରାଜା କଇଲା, “ତାର୍ ତେଇଅନି ଏ ଅଦ୍ଲି ମାଗିନେଇ ଜେ ଦସ୍ଟା ଅଦ୍ଲି ଲାବ୍କଲା ଆଚେ, ତାକେ ଦିଆସ୍ ।”
και τοις παρεστωσιν ειπεν αρατε απ αυτου την μναν και δοτε τω τας δεκα μνας εχοντι
25 ୨୫ ମାତର୍ ସେ ଲକ୍ମନ୍ ରାଜାକେ ପାଚାର୍ଲାଇ, “ଏ ଆଗିଆଁ ତାର୍ଟାନେ ଦସ୍ଟା ଆଚେ ଆରି ତାକେ କାଇକେ ଦେଉଁ?”
και ειπον αυτω κυριε εχει δεκα μνας
26 ୨୬ ସେ କଇଲା, “ମୁଇ ତମ୍କେ କଇଲିନି, ଜାକେ ଆଚେ ତାକେ ଅଦିକ୍ ଦିଆଅଇସି, ମାତର୍ ଜାର୍ ନାଇ, ତାର୍ତେଇ ରଇଲା ଅଲପ୍ ମିସା ଚାଡାଇ ନିଆଅଇସି ।
λεγω γαρ υμιν οτι παντι τω εχοντι δοθησεται απο δε του μη εχοντος και ο εχει αρθησεται απ αυτου
27 ୨୭ ମାତର୍ ଜେମନ୍ ମୁଇ ତାକର୍ ରାଜା ଅଇବାକେ ମନ୍ ନ କର୍ତେ ରଇଲାଇ, ସେମନ୍କେ ଡାକି ଆନି ମର୍ ମୁଆଟେ ମରାଇଦିଆସ୍ ।”
πλην τους εχθρους μου εκεινους τους μη θελησαντας με βασιλευσαι επ αυτους αγαγετε ωδε και κατασφαξατε εμπροσθεν μου
28 ୨୮ ଜିସୁ ଏ ସବୁ କାତା କଇସାରାଇ ସିସ୍ମନର୍ ଆଗ୍ତୁ ଆଗ୍ତୁ ଜିରୁସାଲାମ୍ ବାଟେ ଗାଲା ।
και ειπων ταυτα επορευετο εμπροσθεν αναβαινων εις ιεροσολυμα
29 ୨୯ ଜେଡେବଲ୍ ଜିସୁ ଆରି ତାର୍ ସିସ୍ମନ୍ ଜିତ୍ଗଚ୍ମନ୍ ରଇଲା ଡଙ୍ଗର୍ ପାଲି ଆରି ବେତ୍ପାଗି ଆରି ବେତ୍ନିଆ ଗଡେ କେଟ୍ଲାଇ, ସେ ସିସ୍ମନର୍ ବିତ୍ରେ ଅନି ଦୁଇ ଲକ୍କେ, ସେମନ୍ ଜିବା ଆଗ୍ତୁ ଏନ୍ତାରି କଇପାଟାଇଲା ।
και εγενετο ως ηγγισεν εις βηθσφαγη και βηθανιαν προς το ορος το καλουμενον ελαιων απεστειλεν δυο των μαθητων αυτου
30 ୩୦ ତମର୍ ମୁଆଟେ ରଇବା ଗାଏଁ ଜାଆ । ସେ ଗାଏଁ ଗାଲେ, କେ କେବେ ମିସା ଚଗିନରଇବା ଗଦପିଲା ବାନ୍ଦିଅଇରଇଲାଟା ଦେକ୍ସା । ତାକେ ମେଲି ଦାରିଆସା ।
ειπων υπαγετε εις την κατεναντι κωμην εν η εισπορευομενοι ευρησετε πωλον δεδεμενον εφ ον ουδεις πωποτε ανθρωπων εκαθισεν λυσαντες αυτον αγαγετε
31 ୩୧ ଜେ ଜଦି ତମ୍କେ “କାଇକେ ମେଲି ନେଲାସ୍ନି?” ବଲି କଇଲେ “ଏଟା ଗୁରୁକେ ଦର୍କାର୍ ଆଚେ ବଲି କୁଆ ।”
και εαν τις υμας ερωτα δια τι λυετε ουτως ερειτε αυτω οτι ο κυριος αυτου χρειαν εχει
32 ୩୨ ପଚେ ସିସ୍ମନ୍ ସେ ଗାଏଁ ଜାଇ, ଜିସୁ ଜେନ୍ତି କଇରଇଲା ସେନ୍ତି ଦେକ୍ଲାଇ ।
απελθοντες δε οι απεσταλμενοι ευρον καθως ειπεν αυτοις
33 ୩୩ ଆରି ସେମନ୍ ସେ ଗଦପିଲାକେ ମେଲ୍ବାବେଲେ ଗଦ ପିଲାର୍ ସାଉକାର୍ ସେମନ୍କେ ପାଚାର୍ଲା, “କାଇକେ ଗଦପିଲାକେ ମେଲ୍ଲାସ୍ନି?”
λυοντων δε αυτων τον πωλον ειπον οι κυριοι αυτου προς αυτους τι λυετε τον πωλον
34 ୩୪ ସିସ୍ମନ୍ କଇଲାଇ, “ଏ ଗଦପିଲା ଗୁରୁକେ ଦର୍କାର୍ ଆଚେ ।”
οι δε ειπον ο κυριος αυτου χρειαν εχει
35 ୩୫ ସିସ୍ମନ୍ ଗଦ ପିଲାକେ ଜିସୁର୍ ଲଗେ ଆନି ନିଜର୍ ନିଜର୍ ଲୁଗା ଗଦର୍ ଉପ୍ରେ ଡାବି ଜିସୁକେ ତାର୍ ଉପ୍ରେ ବସାଇଲାଇ ।
και ηγαγον αυτον προς τον ιησουν και επιρριψαντες εαυτων τα ιματια επι τον πωλον επεβιβασαν τον ιησουν
36 ୩୬ ଆରି ଜିସୁ ଗାଲା ବାଟେ ଲକ୍ମନ୍ ନିଜର୍ ନିଜର୍ ପଚିଆମନ୍ ଅଚାଇ ଦେଲାଇ ।
πορευομενου δε αυτου υπεστρωννυον τα ιματια αυτων εν τη οδω
37 ୩୭ ଜିସୁ ଜେଡେବଲ୍ ଜିତ୍ଗଚ୍ମନ୍ ରଇଲା ଗଡ୍ଗଡା ଜାଗା ଲଗେ କେଟ୍ଲା, ସେବେଲା ତେଇ ରଇଲା ତାର୍ ଜେତ୍କି ସିସ୍ ମାନ୍ଦା ସେ କରିରଇଲା କାବାଅଇଜିବା କାମ୍ ଏତାଇ, ସାର୍ଦାଅଇ ଆଉଲିଅଇକରି ପର୍ମେସର୍କେ ଜୁଆର୍ କରି କଇଲାଇ,
εγγιζοντος δε αυτου ηδη προς τη καταβασει του ορους των ελαιων ηρξαντο απαν το πληθος των μαθητων χαιροντες αινειν τον θεον φωνη μεγαλη περι πασων ων ειδον δυναμεων
38 ୩୮ “ପର୍ମେସରର୍ ନାଉଁ ନେଇକରି ଜନ୍ ରାଜା ଆଇଲାନି ତାକେ ସେ ଆସିର୍ବାଦ୍ କର । ସର୍ଗେ ସାନ୍ତି ଅ, ଆରି ସବୁର୍ଟାନେ ଅନି ବଡ୍ ପର୍ମେସରର୍ ମଇମା ଅ ।”
λεγοντες ευλογημενος ο ερχομενος βασιλευς εν ονοματι κυριου ειρηνη εν ουρανω και δοξα εν υψιστοις
39 ୩୯ ସେ ସିସ୍ ମାନ୍ଦାର୍ ବିତ୍ରେ କେତେଟା ପାରୁସିମନ୍ ଜିସୁକେ କଇଲାଇ, “ଏ ଗୁରୁ ତର୍ସଙ୍ଗ୍ ଆଇବା ସିସ୍ମନ୍କେ ଚିମ୍ରାଅଇ ରଇବାକେ କଅ ।”
και τινες των φαρισαιων απο του οχλου ειπον προς αυτον διδασκαλε επιτιμησον τοις μαθηταις σου
40 ୪୦ ମାତର୍ ଜିସୁ ସେମନ୍କେ କଇଲା, “ମୁଇ ତମ୍କେ କଇଲିନି, ଏ ଲକ୍ମନ୍ ଚିମ୍ରାଅଇ ରଇଲେ ପାକ୍ନାମନ୍ ତାକର୍ ନିଜେ ନିଜେ ଆଉଲି ଅଇବାଇ ।”
και αποκριθεις ειπεν αυτοις λεγω υμιν οτι εαν ουτοι σιωπησωσιν οι λιθοι κεκραξονται
41 ୪୧ ଜିସୁ ଜିରୁସାଲାମ୍ ଲଗେ କେଟ୍ଲା ବେଲେ ସେ ଗଡ୍ ଦେକି କାନ୍ଦିକରି କଇଲା,
και ως ηγγισεν ιδων την πολιν εκλαυσεν επ αυτη
42 ୪୨ “ସାନ୍ତି ପାଇବାକେ କାଇଟା ଦର୍କାର୍, ସେଟା ଜଦି ତମେ ଆଜି ଜାନିରଇତାସ୍ ଆଲେ, କେତେ ନିକ ଅଇତା! ମାତର୍ ସେସବୁ ଏବେ ତମେ ଦେକି ନାପାର୍ଲାସ୍ନି ।
λεγων οτι ει εγνως και συ και γε εν τη ημερα σου ταυτη τα προς ειρηνην σου νυν δε εκρυβη απο οφθαλμων σου
43 ୪୩ ସେଟାର୍ପାଇ ବଲି ଏନ୍ତି ବେସି ବାଦା ଅଇଜିବା ଦିନ୍ ଆଇସି । ତମର୍ ସତ୍ରୁମନ୍ ତମର୍ ଚାରିବେଟ୍ତି ପାଚୁରି ବାନ୍ଦି ଅଟ୍କାଇବାଇ ଆରି ଚାରିବେଡ୍ତି ଅନି ତମର୍ ଉପ୍ରେ ମାଣ୍ଡି ଆଇବାଇ ।
οτι ηξουσιν ημεραι επι σε και περιβαλουσιν οι εχθροι σου χαρακα σοι και περικυκλωσουσιν σε και συνεξουσιν σε παντοθεν
44 ୪୪ ସେମନ୍ ତମ୍କେ ଆରି ତମର୍ ପାଚୁରି ତେଇ ରଇବା ଲକ୍ମନ୍କେ ପୁରାପୁରୁନ୍ ନସାଇ କୁଟ୍କୁଟା କରିଦେବାଇ । ଗଟେକ୍ ପାକ୍ନା ମିସା ନିଜର୍ ଜାଗାଇ ନ ଚାଡତ୍ । କାଇକେବଇଲେ ପର୍ମେସର୍ ତମ୍କେ ରକିଆ କର୍ବାକେ ଆସିରଇଲା, ସେବେଲା ତମେ ଜାନି ନାପାର୍ଲାସ୍ ।”
και εδαφιουσιν σε και τα τεκνα σου εν σοι και ουκ αφησουσιν εν σοι λιθον επι λιθω ανθ ων ουκ εγνως τον καιρον της επισκοπης σου
45 ୪୫ ଆରି ଜିସୁ ଜିରୁସାଲାମ୍ ମନ୍ଦିର୍ ବିତ୍ରେ ପୁରିକରି ତେଇ ଗେନାବିକା କର୍ବା ଲକ୍ମନ୍କେ ବାର୍କରାଇଦେବାର୍ ଦାର୍ଲା ।
και εισελθων εις το ιερον ηρξατο εκβαλλειν τους πωλουντας εν αυτω και αγοραζοντας
46 ୪୬ ସେମନ୍କେ କଇଲା, “ଦରମ୍ ସାସ୍ତରେ ଏନ୍ତାରି ଲେକାଅଇଲା ଆଚେ, ମର୍ ଗର୍ ପାର୍ତନା ଗର୍ ଅଇସି । ମାତର୍ ତମେ ସେଟା ଚର୍ମନର୍ ଲୁଚ୍ବା ଜାଗା କରିଆଚାସ୍ ।”
λεγων αυτοις γεγραπται ο οικος μου οικος προσευχης εστιν υμεις δε αυτον εποιησατε σπηλαιον ληστων
47 ୪୭ ତାର୍ ପଚେ ଜିସୁ ସବୁଦିନେ ଜିରୁସାଲାମ୍ ମନ୍ଦିରେ ସିକିଆ ଦେଇତେ ରଇଲା । ମାତର୍ ମୁକିଅ ପୁଜାରିମନ୍, ସାସ୍ତର୍ ସିକାଉମନ୍ ଆରି ନେତାମନ୍ ମିସି ଜିସୁକେ ମରାଇବାକେ ଚେସ୍ଟା କର୍ତେ ରଇଲାଇ ।
και ην διδασκων το καθ ημεραν εν τω ιερω οι δε αρχιερεις και οι γραμματεις εζητουν αυτον απολεσαι και οι πρωτοι του λαου
48 ୪୮ କାଇକେ ବଇଲେ ଗୁଲାଇ ଲକ୍, ଜିସୁ ସିକାଇଦେବା କାତା ଆରି ସେ କଇତେରଇବା ପଦ୍ମନ୍ ମନ୍ଦିଆନ୍ ଦେଇ ସୁନ୍ତେ ରଇଲାଇ । ତେବର୍ ପାଇ ସେମନ୍ କେନ୍ତାର୍ କର୍ବାର୍ ବଲି ବାଟ୍ ମିଲାଇ ନାପାର୍ତେ ରଇଲାଇ ।
και ουχ ευρισκον το τι ποιησουσιν ο λαος γαρ απας εξεκρεματο αυτου ακουων