< ଲୁକ୍ 18 >
1 ୧ ଜିସୁ ଦିନେକ୍ ତାର୍ ସିସ୍ମନ୍କେ ପର୍ମେସର୍କେ ମାଙ୍ଗ୍ବାବେଲେ ନ ତାକି ପାର୍ତନା କରିକରି ରଇବାକେ, ଗଟେକ୍ କାତାନି ବୁଜାଇ କଇଲା,
І Він розповів їм і притчу про те, що треба молитися за́вжди, і не занепада́ти духом,
2 ୨ ଗଟେକ୍ ଗଡେ ଗଟେକ୍ ବିଚାର୍ କାରିଆ ଲକ୍ ରଇଲା । ସେ ପର୍ମେସର୍କେ ନ ଡର୍ତେ ରଇଲା, କି ଲକ୍ମନ୍କେ ନ ନାମ୍ତେ ରଇଲା ।
говорячи: „У місті якомусь суддя був один, що Бога не боявся, і людей не соро́мився.
3 ୩ ସେ ଗଡେ ଗଟେକ୍ ରାଣ୍ଡି ମାଇଜି ମିସା ରଇଲା । ସେ ସବୁ ବେଲେ ବିଚାର୍ କାରିଆର୍ ଲଗେ ଜାଇ ଏନ୍ତି କଇତେ ରଇଲା, ଗଟେକ୍ ଲକ୍ ମର୍ ବିରଦି ଅଇଲା ଆଚେ । ଏ ବିସଇନେଇକରି ତମେ ମର୍ ବିରଦିକେ ବିଚାର କରା । ଜେନ୍ତିକି, ସେ ମକେ ନିଆଇ ଇସାବେ ଚଲାଚଲ୍ତି କର୍ସି ।
У тому ж місті вдова перебува́ла, що до нього ходила й казала: „Оборони мене від мого супроти́вника!“
4 ୪ ଏନ୍ତି ବେସି ଦିନ୍ ସେ ବିଚାର୍କାରିଆ ନିଆଇ କର୍ବାକେ ମନ୍ ନ କଲେ ମିସା, ସେ ଦିନ୍କେ ଆସି ବେମ୍ଜା କର୍ତେରଇଲା । ମାତର୍ ସେ ବିଚାର୍କାରିଆ ଲକ୍ ମନେ ମନେ ବାବ୍ଲା, “ମୁଇ ପର୍ମେସର୍କେ ଡରି ନାଇକି ଲକ୍ମନ୍କେ ନାମି ନାଇ ।
Але він довгий час не хотів. А зго́дом сказав сам до се́бе: „Хоч і Бога я не боюся, і людей не соро́млюся,
5 ୫ ମାତର୍ ଏ ରାଣ୍ଡିମାଇଜି ସବୁ ବେଲା ଆସି ବେମ୍ଜା କଲାନି । ସେଟାର୍ପାଇ ତାକେ ନିଆଇ ମିଲ୍ଲା ପାରା ବିଚାର୍ କର୍ବି । କାଇକେ ବଇଲେ ଏନ୍ତି ବିଚାର୍ ନ କଲେ ସେ ସବୁଦିନ୍ ଆସି ମକେ ବେମ୍ଜା କର୍ତେ ରଇସି ।”
але через те, що вдовиця оця докучає мені, то візьму́ в оборону її, щоб вона без кінця не ходила, і не докучала мені“.
6 ୬ ତେଇ ମାପ୍ରୁ କଇଲା, “ଏ ଅନିଆଇ ବିଚାର୍କାରିଆ କାଇଟା କର୍ବାକେ ବାଚ୍ଲା, ସେଟା ତମେ ସିକା ।
І промовив Господь: „Чи чуєте, що́ говорить суддя цей неправедний?
7 ୭ ସେନ୍ତି ଲାଚୁଆଁ ବିଚାର୍କାରିଆ ସେ ରାଣ୍ଡିମାଇଜିର୍ ବିଚାର୍ କଲା । ସେନ୍ତାର୍ ଆଲେ, ତାର୍ତେଇଅନି କେତେ ନିମାନ୍ ଇସାବେ ପର୍ମେସର୍ ସେ ବାଚ୍ଲା ଲକ୍ମନର୍ ଦିନ୍ରାତିର୍ ପାର୍ତନା ସୁନି ନିମାନ୍ ନିଆଇ ବିଚାର୍ କର୍ସି । ସେମନ୍କେ ସାଇଜ କର୍ବାକେ ସେ ଅଲ୍ସମ୍ ନ କରେ ।
А чи ж Бог в оборону не ві́зьме обра́них Своїх, що голосять до Нього день і ніч, хоч і ба́риться Він щодо них?
8 ୮ ମୁଇ ତମ୍କେ କଇଲିନି, ସେ ଦାପ୍ରେସେ ତାର୍ ଲକ୍ମନର୍ପାଇ ନିମାନ୍ ନିଆଇବିଚାର୍ କର୍ସି । ମାତର୍ ପର୍ମେସର୍ ଟାନେଅନି ଆଇଲା ନର୍ପିଲା ମୁଇ ଆରିତରେକ୍ ଆଇବାବେଲେ ଏ ଦୁନିଆଇ, ମକେ ବିସ୍ବାସ୍ କର୍ବା ଲକ୍ମନ୍କେ ଦେକ୍ବି କି ନାଇ?”
Кажу вам, що Він їм незаба́ром подасть оборону! Та Син Лю́дський, як при́йде, чи Він на землі зна́йде віру?“
9 ୯ ତେଇ ରଇଲା କେତେକ୍ ଲକ୍ମନ୍ ନିଜ୍କେ ମୁଇ ନିକ ଆଚି ବଲି ବାବିଅଇ ବିନ୍ଲକ୍କେ ଗିନ୍ କର୍ତେ ରଇଲାଇ । ସେନ୍ତି ଲକ୍ମନର୍ ବିସଇ ବୁଜାଇବାକେ ଜିସୁ ସେମନ୍କେ ଏ କାତାନି କଇଲା ।
А для деяких, що були себе певні, що вони ніби праведні, і за ніщо́ мали інших, Він притчу оцю розповів.
10 ୧୦ ଦିନେକ୍ ଦୁଇଲକ୍ ପାର୍ତନା କର୍ବାକେ ଗଟେକ୍ ମନ୍ଦିରେ ଗାଲାଇ । ଗଟେକ୍ ଲକ୍ ପାରୁସି ଦଲର୍ ଲକ୍ ଆରି ଗଟେକ୍ ସିସ୍ତୁମାଙ୍ଗୁ ।
„Два чоловіки до храму ввійшли помолитись, — один фарисе́й, а другий був ми́тник.
11 ୧୧ ପାରୁସି ଲକ୍ ନିଜେ ଅଲପ୍ ଦୁରିକେ ଟିଆଅଇ ଏନ୍ତି ପାର୍ତନା କର୍ବାର୍ ବସ୍ଲା, “ଏ ପର୍ମେସର୍ ମୁଇ ତମ୍କେ ଦନିଅବାଦ୍ ଦେଲିନି । ମୁଇ ବିନ୍ଲକର୍ପାରା ଲବ୍ରା ନାଇ କି ମିଚ୍ମାୟା ନାଇ କି ବେସିଆ କାମ୍ କରି ନାଇ । ଆରି ତକେ ଜୁଆର୍ କଲିନି ମୁଇ ଏ ସିସ୍ତୁମାଙ୍ଗୁ ପାରା ନଇ ।”
Фарисей, ставши, так молився про себе: „Дякую, Боже, Тобі, що я не такий, як інші люди: зди́рщики, неправедні, перелю́бні, або як цей ми́тник.
12 ୧୨ ଆରି ସେ କଇଲା, “ମୁଇ ଜିଉଦିମନର୍ ନିୟମ୍ ଇସାବେ ଆଟ୍କେ ଦୁଇ ଦିନ୍ ଉପାସ୍ ରଇ ପାର୍ତନା କଲିନି । କାମାଇଲାଟାନର୍ ଦସ୍ବାଗର ବାଗେକ୍ ତମ୍କେ ଦେଲିନି ।” ବଲି ପାର୍ତନା କଲା ।
Я по́щу два ра́зи на тиждень, даю десятину з усьо́го, що тільки надба́ю!“
13 ୧୩ ମାତର୍ ସେ ସିସ୍ତୁମାଙ୍ଗୁ ଦୁରିକେ ଟିଆଅଇ ପାର୍ତନା କର୍ବା ବେଲେ ସରଗ୍ବାଟେ ଦେକ୍ବାକେ ମିସା ମନ୍ ନକରି ନିଜର୍ ବୁକେ ମାରିଅଇ ଏନ୍ତି ପାର୍ତନା କଲା । “ଏ ପର୍ମେସର୍ ମୁଇ ଗଟେକ୍ ପାପି ଲକ୍ ମକେ ଦୟା କରା!”
А ми́тник здалека стояв, та й очей навіть звести до неба не смів, але бив себе в груди й казав: „Боже, будь милости́вий до мене грішного!“
14 ୧୪ ଜିସୁ ତାର୍ ସିସ୍ମନ୍କେ କଇଲା, “ସେ ଦୁଇଲକ୍ ପାର୍ତନା ସାରାଇ ବାଅଡ୍ଲାକେ, ସିସ୍ତୁମାଙ୍ଗୁସେ ପର୍ମେସର୍ ଦେକ୍ବା ଇସାବେ ଦରମ୍ ରଇଲା । ପାରୁସି ନାଇ । ଜେ ବଡ୍ପନ୍ ଦେକାଇ ଅଇସି ଆରି ବଡ୍ ବଲି ବାବ୍ସି, ତାକେ ପର୍ମେସର୍ ସାନ୍ ଲକ୍ କର୍ସି । ମାତର୍ ଜେ ନିଜ୍କେ ସାନ୍ ଲକ୍ପାରା ବାବ୍ସି ତାକେ ପର୍ମେସର୍ ବଡ୍ ଲକ୍ କର୍ସି, ଏ କାତା ଏତାଇ ରୁଆ ।”
Говорю́ вам, що цей повернувся до дому свого більш виправданий, аніж той. Бо кожен, хто підно́ситься, — буде пони́жений, хто ж понижа́ється, — той піднесе́ться“.
15 ୧୫ ଆରି ଗଟେକ୍ ଦିନେ ଲକ୍ମନ୍ ତାକର୍ ସାନ୍ସାନ୍ ପିଲାମନ୍କେ “ଜିସୁ ଚି କରି ଆସିର୍ବାଦ୍ କର ।” ବଲି ଆନ୍ତେ ରଇଲାଇ । ସିସ୍ମନ୍ ସେଟା ଦେକି ଲକ୍ମନ୍କେ ଲାଗ୍ଲାଇ ।
До Нього ж прино́сили й немовлят, щоб до них доторкнувся, а учні, побачивши, їм докоряли.
16 ୧୬ ମାତର୍ ଜିସୁ ପିଲାମନ୍କେ ଲଗେ ଡାକି, ସିସ୍ମନ୍କେ କଇଲା, “ପିଲାମନ୍କେ ମର୍ ଲଗେ ଆନ୍ବାକେ ମନାକରା ନାଇ । କାଇକେ ବଇଲେ ସରଗ୍ ରାଇଜ୍ ଏନ୍ତି ସାନ୍ ସାନ୍ ପିଲାମନର୍ ପାରା ବିସ୍ବାସ୍ କର୍ବା ଲକ୍ମନର୍ପାଇସେ ।
А Ісус їх покликав та й каже: „Пустіте дітей, щоб до Мене прихо́дили, і не забороняйте їм, — бо таких Царство Боже.
17 ୧୭ ଏତାଇ ରୁଆ! ମୁଇ ତମ୍କେ ସତ୍କାତା କଇଲିନି । କେ ମିସା ଏ ସାନ୍ଲକ୍ ବିସ୍ବାସ୍ କଲାପାରା ମକେ ବିସ୍ବାସ୍ ନ କଲେ, ସେ ପର୍ମେସରର୍ ରାଇଜେ ଜାଇ ନାପାରେ ।”
Поправді кажу́ вам: Хто Божого Царства не при́йме, як дитя, той у нього не вві́йде!“
18 ୧୮ ଦିନେକ୍ ଗଟେକ୍ ଜିଉଦି ନେତା ଜିସୁକେ ପାଚାର୍ଲା, “ଏ ନିମାନ୍ ଗୁରୁ! ନ ସାର୍ବା ଜିବନ୍ ମିଲାଇବାକେ ମୁଇ କାଇଟା କର୍ବାର୍ ଆଚେ?” (aiōnios )
І запитався Його один і́з нача́льникі́в, говорячи: „Учителю Добрий, що робити мені, щоб вспадкува́ти вічне життя?“ (aiōnios )
19 ୧୯ ଜିସୁ ତାକେ କଇଲା, ମକେ କାଇକେ ନିମାନ୍ ବଲି କଇଲୁସ୍ନି? କାଇକେ ବଇଲେ ପର୍ମେସର୍ ଗଟେକ୍ ଲକ୍ସେ ନିମାନ୍ ।
Ісус же йому відказав: „Чого звеш Мене Добрим? Ніхто не є Добрий, — тільки Сам Бог!
20 ୨୦ ମାତର୍ ମୁଇ ତମ୍କେ କଇଲିନି “ବେସିଆ କାମ୍ କରା ନାଇ, କାକେ ମରାଆ ନାଇ, ବିନ୍ ଲକର୍ ଦିନ୍ସୁ ଚରାଆ ନାଇ, ମିଚ୍ ସାକି କୁଆ ନାଇ, ଆରି ତମର ମାଆବାବାର୍ କାତା ମାନା । ପର୍ମେସର୍ ମସାକେ ଏନ୍ତି ନିୟମ୍ ଦେଲାଆଚେ ଜାନି ଆଚୁସ୍ ।”
Знаєш заповіді: „Не чини пере́любу, не вбивай, не кради́, не свідку́й неправдиво, шануй свого батька та матір“.
21 ୨୧ ସେ ଲକ୍ ଜିସୁକେ କଇଲା, “ଏ ସବୁ ନିୟମ୍ ତା ମୁଇ ପିଲାବେଲେ ଅନି ମାନ୍ଲିନି । ମୁଇ ଆରି କାଇଟା କର୍ବାର୍ ଆଚେ?”
А він відказав: „Усе́ це я виконав від юна́цтва свого́!“
22 ୨୨ ଜିସୁ ଏଟା ସୁନି ତାକେ କଇଲା, ତର୍ଟାନେ ଆରି ଗଟେକ୍ ବିସଇ ଉନା ଆଚେ । ତର୍ ସବୁ ଦନ୍ ସଁପତି ବିକି ଗରିବ୍ ଲକ୍ମନ୍କେ ବାଟାକରିଦେସ୍ । ଏନ୍ତି କଲେ ତକେ ସର୍ଗେ ଦନ୍ ରଇସି । ଏଟା ସବୁ କଲା ପଚେ ତୁଇ ମର୍ ସଙ୍ଗ୍ ଆଉ ।
Як почув це Ісус, то промовив до нього: Одно́го тобі ще бракує: Розпро́дай усе, що ти маєш, і вбогим роздай, — і матимеш скарб свій на небі. Вертайся тоді, та й іди вслід за Мною!“
23 ୨୩ ମାତର୍ ସେ ଲକ୍ ଏ କାତା ସୁନି ମନ୍ ଦୁକ୍ ଅଇ ଉଟିଗାଲା । କାଇକେ ବଇଲେ ସେ ବେସି ସାଉକାର୍ ରଇଲା ।
А він, коли почув це, то засумував, бо був ве́льми багатий.
24 ୨୪ ସେ ଲକ୍ ମନ୍ଦୁକ୍ ଅଇଲାଟା ଦେକି ଜିସୁ ତାର୍ ସିସ୍ମନ୍କେ କଇଲା, “ସାଉକାର୍ ଲକ୍ମନ୍ ସରଗ୍ ରାଇଜେ ଜିବାଟା କେଡେ କସ୍ଟର୍ ବିସଇ!
Як побачив Ісус, що той засумував, то промовив: „Як тяжко багатим увійти в Царство Боже!
25 ୨୫ ସେ ଲକ୍ମନ୍ ସରଗ୍ ରାଇଜେ ଜିବାଟାନେଅନି ଗଟେକ୍ ବଡ୍ ଜଁତ୍ ସୁଜିକାଣାବାଟେ ଚିଙ୍ଗ୍ଲି ଜିବାକେ ସଅଜ୍ ଅଇସି ।”
Бо верблю́дові легше пройти через го́лчине ву́шко, ніж багатому в Боже Царство ввійти“.
26 ୨୬ ଏକାତା ସୁନ୍ତେ ରଇଲା ଲକ୍ମନ୍ କଇଲାଇ, “ଏନ୍ତି ବଇଲେ କେ ତେବେ ଉଦାର୍ ପାଇସି?”
Ті ж, що чули, спитали: „Хто́ ж тоді може спасти́ся?“
27 ୨୭ ଜିସୁ କଇଲା, “ପର୍ମେସରର୍ ଟାନେ ନାପାର୍ଲା ବିସଇ କାଇଟା ନାଇ ।”
А Він відповів: „Неможливе лю́дям — можливе для Бога!“
28 ୨୮ ପିତର୍ ଜିସୁକେ କଇଲା, “ଦେକା ଆମର୍ ଗରର୍ ସବୁ ଚାଡିକରି ତମର୍ ସଙ୍ଗ୍ ଆଇଲୁଆଚୁ ।”
І промовив Петро: „От усе ми покинули, — та й пішли за Тобою слідо́м“.
29 ୨୯ ଜିସୁ ସେମନ୍କେ କଇଲା, “ଉଁ ମୁଇ ତମ୍କେ ସତ୍କାତା କଇଲିନି । ଜନ୍ ଲକ୍ ପର୍ମେସରର୍ ରାଇଜ୍ ପାଇ ନିଜର୍ ଗର୍ଦୁଆର୍, ମାଇଜିପିଲା, ବାଇବଇନି, ମାଆବାବା ଆରି ପିଲାଟକିକେ ଚାଡି ଆଚେ ବଇଲେ,
А Ісус відказав їм: „Поправді кажу́ вам: Немає такого, щоб покинув свій дім, або дружи́ну, чи братів, чи батьків, чи дітей ради Божого Царства,
30 ୩୦ ତାକେ ଏ ଦୁନିଆର୍ ଜିବନେ, ସେ ଜେତ୍କି ଚାଡି ରଇଲା ତାର୍ ତେଇ ଅନି ଅଦିକ୍ ମିଲ୍ସି । ଆରି ପଚେ ତାକେ ନ ସାର୍ବା ଜିବନ୍ ମିଲ୍ସି ।” (aiōn , aiōnios )
і не одержав би значно більш цього́ ча́су, а в віці наступнім — життя вічне“. (aiōn , aiōnios )
31 ୩୧ ତାର୍ ପଚେ ଜିସୁ ତାର୍ ବାର୍ଟା ସିସ୍ମନ୍କେ ବିନେ ଡାକିନେଇ କଇଲା, “ସୁନା! ଆମେ ଜିରୁସାଲମେ ଗାଲୁନି, ଜନ୍ବେଲା ଆମେ କେଟ୍ବୁ ସେବେଲା ପର୍ମେସର୍ ଟାନେଅନି ଆଇଲା ନର୍ପିଲା, ମର୍ ବିସଇ ନେଇ ବବିସତ୍ବକ୍ତାମନ୍ ଲେକି ରଇଲା ସବୁ ବିସଇ ପୁରାପୁରୁନ୍ ଅଇସି ।
І, взявши Дванадцятьо́х, промовив до них: „Оце в Єрусалим ми йдемо́, і все здійсни́ться, що́ писали Пророки про Лю́дського Сина.
32 ୩୨ ସେଟା କାଇଟା ବଇଲେ, ଜିରୁସାଲମେ ମକେ ରମିୟ ଲକ୍ମନ୍କେ ସର୍ପିଦେବାଇ ଆରି ସେମନ୍ ମକେ କିଜାଇବାଇ ଆରି ଲାଜ୍ କରାଇ, ମର୍ ଉପ୍ରେ ତୁକ୍ବାଇ ।
Бо Він ви́даний буде поганам, і буде осмі́яний, і покривджений, і опльо́ваний.
33 ୩୩ ତାର୍ପଚେ କର୍ଡା ସଙ୍ଗ୍ ମାର୍ବାଇ, ପଚେ ମକେ ମରାଇବାଇ । ମାତର୍ ତିନ୍ଦିନ୍ ପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।”
і, збичува́вши, уб'ють Його, — але третього дня Він воскресне!“
34 ୩୪ ମାତର୍ ସିସ୍ମନ୍ ଏ ସବୁ କାତା ଅଲପ୍ ମିସା ବୁଜିନାପାର୍ଲାଇ, ସେ ବିସଇ ସେମନର୍ଟାନେଅନି ଲୁଚିରଇଲା ।
Та з цього нічо́го вони не збагну́ли, і ця річ перед ними закрита була́, і ска́заного вони не розуміли.
35 ୩୫ ଜିସୁ ଜିରିଅ ଗଡେ କେଟାକେଟି ଅଇଲାବେଲେ ଗଟେକ୍ କାଣା ବାଟ୍ପାଲି ବସି ବିକ୍ ମାଙ୍ଗ୍ତେ ରଇଲା ।
І сталось, як Він наближа́вся був до Єрихо́ну, один невидю́щий сидів при дорозі й просив.
36 ୩୬ ଜିସୁର୍ ସଙ୍ଗ୍ ଜିବା ଲକର୍ କାତା ସୁନି, “ଏଟା କାଇଟା ଅଇଲାନି?” ବଲି ତେଇ ରଇଲା ଲକ୍ମନ୍କେ ପାଚାର୍ଲା ।
А коли він прочув, що проходить наро́д, то спитався: „Що́ це таке?“
37 ୩୭ ସେ ଲକ୍ମନ୍ କାଣାକେ କଇଲାଇ, “ନାଜରିତ୍ ଗାଉଁର୍ ଜିସୁ ଏ ବାଟେ ଗାଲାନି ।”
А йому відказали, що проходить Ісус Назаряни́н.
38 ୩୮ ତେଇ ସେ ଆଉଲିଅଇ କଇଲା, “ଏ ଦାଉଦ୍ ରାଜାର୍ କୁଟୁମର୍ ପିଲା ଜିସୁ! ତମେ ମକେ ଦୟା କରା ।”
І став він кричати й казати: „Ісусе, Сину Давидів, — змилуйся надо мною!“
39 ୩୯ ଆଗେ ଜିବା ଲକ୍ମନ୍ କାଣାକେ ଦମ୍କାଇ କରି ଚୁପ୍ଅଇ ରଇବାକେ କଇଲାଇ । ମାତର୍ ସେ ଅଦିକ୍ ଅଦିକ୍ ଆଉଲି ଅଇ “ଏ ଦାଉଦ୍ ରାଜାର୍ କୁଟୁମର୍ ପିଲା ଜିସୁ! ମକେ ଦୟା କରା!” ବଲି କଇଲା ।
А ті, що попе́реду йшли, сварились на нього, щоб він замо́вк, а він іще більше кричав: „Сину Давидів, — змилуйся надо мною!“
40 ୪୦ ଜିସୁ ତାର୍ କାତା ସୁନି ଟିଆ ଅଇଲା ଆରି, “ତାକେ ମର୍ ଲଗେ ଆନା” ବଲି ଆଦେସ୍ ଦେଲା ।
І спинився Ісус, і привести його до Себе звелів. А коли той набли́зивсь до Нього, то Він запитався його:
41 ୪୧ କାଣା ବିକାରି ଜିସୁର୍ ଲଗେ ଆଇଲାଜେ, ଜିସୁ ତାକେ ପାଚାର୍ଲା, “ମୁଇ ତର୍ପାଇ କାଇଟା କର୍ବି ବଲି ମନ୍ କଲୁସ୍ନି?” ସେ ଜିସୁକେ “ଏ ମାପ୍ରୁ, ମକେ ଦେକ୍ବା ବପୁ ଦିଆ । ସେନ୍ତି ମକେ ନିମାନ୍ କରିଦେ ।” ବଲି କଇଲା ।
„Що́ ти хочеш, щоб зробив Я тобі?“А той відповів: „Господи, — нехай стану видю́щим!“
42 ୪୨ ତେବେ ଜିସୁ ତାକେ କଇଲା, “ତୁଇ ଦେକ୍ବାକେ ପାଆ! ମୁଇ ତର୍ ଆଁକି ନିକ କର୍ବି କାଇକେ ବଇଲେ, ତୁଇ ମର୍ତେଇ ବିସ୍ବାସ୍ କରି ଆଚୁସ୍ ।”
Ісус же до нього сказав. „Стань видющий! Твоя віра спасла тебе!“
43 ୪୩ ସେ ଦାପ୍ରେ, ସେ କାଣା ଦେକି ପାର୍ଲା । ଆରି ପର୍ମେସର୍କେ ଦନିଅବାଦ୍ କରିକରି ଜିସୁର୍ ସଙ୍ଗ୍ ଗାଲା । ଏ ଗଟ୍ନା ଦେକ୍ଲା ସବୁ ଲକ୍ମନ୍ ପର୍ମେସରର୍ ଡାକ୍ପୁଟା କଲାଇ ।
І зараз видю́щим той став, і пішов вслід за Ним, прославляючи Бога. А всі люди, бачивши це, віддали́ хвалу Богові.