< ଲୁକ୍ 17 >
1 ୧ ଦିନେକ୍ ଜିସୁ ତାର୍ ସିସ୍ମନ୍କେ କଇଲା, “ଏ ଦୁନିଆଇ ସବୁ ବେଲା ଲକ୍ମନ୍କେ ପାପ୍ କରାଇବାକେ କାଇଆଲେ ପରିକା ଆଇସି । ମାତର୍ ଜନ୍ ଲକ୍ ଏନ୍ତି ବିନ୍ ଲକ୍କେ ପାପ୍ କରାଇସି, ସେମନ୍କେ କେତେକ୍ କସ୍ଟର୍ ଦସା ଅଇସି । କାଇକେବଇଲେ ପର୍ମେସର୍ ସେମନ୍କେ ବେସି ବଡ୍ ଡଣ୍ଡ୍ ଦେଇସି ।
E disse aos discípulos: É impossível que não venham tentações para o pecado, mas ai [daquele] por quem [essas tentações] vierem!
2 ୨ ସେନ୍ତାରି ଲକ୍, ଦରମ୍ ଲକ୍ମନ୍କେ ପାପ୍କରାଇବା ବାଦୁଲେ ଗାଲାଇ ଗଟେକ୍ ବଡ୍ଟା ଜତା ପାକ୍ନା ବାନ୍ଦିକରି ଡେଙ୍ଗ୍ ପାନିତେଇ ପିଙ୍ଗି ଦେବାପାରା ଡଣ୍ଡ୍ ତାର୍ପାଇ ନିକ ଅଇତା ।
Melhor lhe seria que lhe atasse ao pescoço uma grande pedra de moinho, e fosse lançado no mar, do que conduzir ao pecado um destes pequenos.
3 ୩ ତେବର୍ପାଇ ତମର୍ ଚଲାଚଲ୍ତିତେଇ ବେସି ଜାଗ୍ରତ୍ଅଇ ରୁଆ । ଜଦି ତମର୍ ବାଇ କି ବଇନି ପାପ୍ କଲେ, ସେଟା ନିକ କାମ୍ ନଏଁ ବଲି ଟିକ୍ କରା । ଆରି ସେ କରିରଇବା ବୁଲ୍ ଏତାଇ କରି ମନ୍ ବାଦ୍ଲାଇସି ବଇଲେ, ତାକେ କେମା ଦିଆସ୍ ।
Olhai por vós. E se teu irmão pecar contra ti, repreende-o; e se ele se arrepender, perdoa-lhe.
4 ୪ ଜଦି ସେ ଗଟେକ୍ ଦିନେ ସାତ୍ପାଲି ଜାକ ତମର୍ ବିରଦେ ପାପ୍ କରି, ପଚେ ନିଜର୍ ବୁଲ୍ କଲାଟା ଏତାଇ ମନ୍ ବାଦ୍ଲାଇକରି ତମର୍ ତେଇ ଆସି ଜେତେପାଲି କେମା ମାଗ୍ଲେ, ସେତ୍କିପାଲି ତାକେ କେମା ଦିଆସ୍ ।”
E se pecar contra ti sete vezes ao dia, e se sete vezes ao dia voltar a ti, dizendo: Estou arrependido. Perdoa-lhe.
5 ୫ ଆରି ପେରିତ୍ମନ୍ ଜିସୁକେ କଇଲାଇ, “ଆମର୍ ବିସ୍ବାସ୍ ଅଦିକ୍ କରିଦିଆସ୍ ।”
E os apóstolos disseram ao Senhor: Acrescenta-nos fé.
6 ୬ ଜିସୁ ସେମନ୍କେ କଇଲା, “ଗଟେକ୍ ସର୍ସୁ ମୁଞ୍ଜି ପାରା ତମର୍ ବିସ୍ବାସ୍ ରଇସି ବଇଲେ ତମେ ବଡ୍ ଗଚ୍କେ ଜିକିଅଇ ସମ୍ଦୁରେ ଜାଇ ରପିଅ ବଲି କଇଲେ ସେ ଗଚ୍ ତମର୍ କାତା ମାନ୍ସି ।”
E o Senhor disse: Se tivésseis fé como um grão de mostarda, diríeis a esta árvore de amoras: Arranca-te daqui pelas tuas raízes, e planta-te no mar, ela vos obedeceria.
7 ୭ “ଜଦି ତୁଇ ଗଟେକ୍ ସାଉକାର୍ ଅଇରଇସୁ ବଇଲେ ତର୍ ଗତିଦାଙ୍ଗ୍ଡା କସ୍ବାଟାନେଅନି ନଇଲେ ଗରୁଚାରାଇବାଟାନେଅନି ଆସି ତାର୍ ନିଜର୍ କାମ୍ ନ ସାରାଇବା ଆଗ୍ତୁ ତୁଇ ତାକେ ‘କାଇବାକେ ବସ୍ବେ’, ବଲି କଇସୁ କି? ନାଇ, ସେନ୍ତି ନ କଉସ୍ ।
E qual de vós terá um servo, lavrando ou apascentando [gado] que, voltando do campo, logo lhe diga: Chega, e senta [à mesa].
8 ୮ ମାତର୍ ସେ ନିଜର୍ କାଦି କାଇବା ଆଗ୍ତୁ ତର୍ପାଇ ରାନ୍ଦି ନ ଦେବା ଜାକ, ତୁଇ ତାକେ କାଇବାକେ ନ ଦେଉସ୍ ।
E não lhe diga antes: Prepara-me o jantar, e apronta-te, e serve-me, até que eu tenha comido e bebido; e depois, que tu comas e bebas.
9 ୯ ଆରି ତୁଇ ସେ ଗତିଦାଙ୍ଗ୍ଡାକେ ‘ସବୁ କାମ୍ କରି ସାରାଇଲୁସ୍!’ ବଲି ଦନିଅବାଦ୍ ଦେଇସୁ କି? ନାଇ ନ ଦେଉସ୍ ।
Por acaso [o senhor] agradece a tal servo, porque fez o que lhe foi mandado?
10 ୧୦ ସେନ୍ତାରି ତମ୍କେ କଇରଇଲା ସବୁ ବିସଇ କରିସାରାଇଲା ପଚେ ତମେ କଇବାର୍ ଆଚେ । ଆମେ ଅବ୍କା ଗତିଦାଙ୍ଗ୍ଡାମନ୍, ଆମର୍ ଜେତ୍କି କର୍ବାର୍ ରଇଲା, ସେତ୍କିସେ ଆମେ କରିଆଚୁ।”
Assim também vós, quando fizerdes tudo o que vos for mandado, dizei: Somos servos inúteis, porque fizemos [somente] o que devíamos fazer.
11 ୧୧ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଜିରୁସାଲମେ ଜିବା ବେଲେ ସେ ଗାଲିଲି ଆରି ସମିରଣ ଜିଲାର୍ ମଜାଇ କେଟ୍ଲା ।
E aconteceu que, indo ele para Jerusalém, passou por meio da Samaria e da Galileia.
12 ୧୨ ଆରି ସେ ଗାଉଁ ବିତ୍ରେ ପୁର୍ବା ବେଲେ ବଡ୍ରଗ୍ ଅଇରଇଲା ଦସ୍ଟା ଲକ୍ମନ୍ ତାକେ ଦୁରିକେଅନି ଦେକ୍ଲାଇ । ସେମନର୍ ନିୟମେ ବଡ୍ରଗ୍ ରଇଲା ଲକ୍ମନ୍, ବିନ୍ ଲକ୍ମନର୍ ଲଗେ ଆସି ନାପାରତ୍ । ସେଟାର୍ ପାଇ ସେମନ୍ ଜିସୁର୍ ଲଗେ ନ ଆସି ଦୁରିକେ ରଇକରି,
E entrando em uma certa aldeia, saíram-lhe ao encontro dez homens leprosos, os quais pararam de longe.
13 ୧୩ ବେସି ଆଉଲିଅଇ କଇଲାଇ, “ଜିସୁ! ଏ ଗୁରୁ! ଆମ୍କେ ଦୟାକରା ।”
E levantaram a voz, dizendo: Jesus, Mestre, tem misericórdia de nós!
14 ୧୪ ଜିସୁ ସେମନ୍କେ ଦେକି କରି କଇଲା, “ତମେ ଜାଇକରି ପର୍ମେସରର୍ ପୁଜାରିମନ୍କେ ତମର୍ ଗାଗଡ୍ ଦେକାଆ । ତମେ ନିମାନ୍ ଅଇଲାସ୍ କି ନାଇ ବଲି ସେମନ୍ ଦେକତ୍ ।” ପଚେ ସେ ଦସ୍ ଲକ୍ ପର୍ମେସରର୍ ପୁଜାରିମନର୍ ଲଗେ ଜିବା ବେଲେ, ବାଟେ ନିମାନ୍ ଅଇଗାଲାଇ ।
E ele, vendo-os, disse-lhes: Ide, e mostrai-vos aos sacerdotes. E aconteceu que, enquanto eles iam, ficaram limpos.
15 ୧୫ ଏଦେ ଦେକା! ସେମନର୍ ବିତ୍ରେଅନି ଗଟେକ୍ ଲକ୍ ନିଜର୍ ଗାଗଡ୍ ନିମାନ୍ ଅଇଲାଟା ଦେକି, ଜିସୁର୍ ଲଗେ ବାଉଡି ଆଇଲା । ଆରି ସେ ବେସି ଆଉଲି ଅଇ ପର୍ମେସରର୍ ଡାକ୍ପୁଟା କଲା ।
E vendo um deles que estava são, voltou, glorificando a Deus a alta voz.
16 ୧୬ ସେ ପାଲାଇ ଆସି ଜିସୁର୍ ପାଦେ ଅଦର୍ଲା “ତମେ ମକେ ନିମାନ୍ କରିଆଚାସ୍” ବଲି ଦନିଅବାଦ୍ କଲା । ସେ ଜିଉଦି ଲକ୍ ନଏଁ । ସେ ସମିରଣିୟ ବଲି ଗଟେକ୍ ଜାଗାର୍ ଲକ୍ ।
E caiu com o rosto a seus pés, agradecendo-lhe; e este era samaritano.
17 ୧୭ ଜିସୁ ତାକେ କଇଲା, “ମୁଇତା ଦସ୍ଲକ୍କେ ନିମାନ୍ କରି ରଇଲି । ତକେ ଗଟେକ୍ ଲକ୍କେ ଚାଡି ଆରି ନଅ ଲକ୍ କେନେ ଗାଲାଇ?
E respondendo Jesus, disse: Não foram os dez limpos? E onde estão os nove?
18 ୧୮ ନିମାନ୍ ଅଇଲା ପଚେ ବାଉଡି ଆସି ପର୍ମେସର୍କେ ଦନିଅବାଦ୍ କର୍ବାକେ ଏ ଗଟେକ୍ ସମିରଣିୟ ଲକ୍ସେ ରଇଲା କି?”
Não houve quem voltasse para dar glória a Deus, a não ser este estrangeiro?
19 ୧୯ ତାର୍ ପଚେ ଜିସୁ ତାକେ କଇଲା, “ତୁଇ ଏବେ ଉଟ୍ ଆରି ଜାଆ, କାଇକେ ବଇଲେ ମୁଇ ତକେ ନିମାନ୍ କରିପାର୍ବି ବଲି ବିସ୍ବାସ୍ କରିରଇଲୁସ୍ ।”
E disse-lhe: Levanta-te, e vai; tua fé te salvou.
20 ୨୦ କେତେଟା ପାରୁସି ଲକ୍ମନ୍ ଜିସୁକେ “କେବେଅନି ପର୍ମେସର୍ ଲକ୍ମନ୍କେ ସାସନ୍ କର୍ସି?” ବଲି ପାଚାର୍ଲାଇ । ଜିସୁ ସେମନ୍କେ କଇଲା, “ପର୍ମେସର୍ କେନ୍ତି ସାସନ୍ କର୍ସି, ସେ ରାଇଜ୍ ତମର ଆଁକିତେଇ ନ ଡିସେ ।
E perguntado pelos fariseus [sobre] quando o Reino de Deus viria, respondeu-lhes, e disse: O Reino de Deus não vem com aparência visível.
21 ୨୧ ଆରି ପର୍ମେସର୍ ଇତି ସାସନ୍ କଲାନି ନଇଲେ ସିତି ସାସନ୍ କଲାନି ବଲି କଇବାର୍ ନାପାରାସ୍ । କାଇକେ ବଇଲେ, ଲକ୍ମନର୍ ମନ୍ ବିତ୍ରେ ପର୍ମେସର୍ ସାସନ୍ କର୍ସି ।”
Nem dirão: Eis aqui, ou Eis ali, porque eis que o Reino de Deus está entre vós.
22 ୨୨ ପଚେ ତାର୍ ସିସ୍ମନ୍କେ କଇଲା, ଏନ୍ତି ବେଲା ଆଇସି ତମେ ପର୍ମେସର୍ଟାନେଅନି ଆଇଲା ନର୍ପିଲା ମର୍ସଙ୍ଗ୍ ଗଟେକ୍ ଦିନ୍ ରଇବାକେ ବେସି ମନ୍ କର୍ସା । ମାତର୍ ସେବେଲା ମକେ ଦେକି ନାପାରାସ୍
E disse aos discípulos: Dias virão, quando desejareis ver um dos dias do Filho do homem, e não [o] vereis.
23 ୨୩ ଲକ୍ମନ୍ ତମ୍କେ କଇବାଇ, ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ଇତି ଆଚେ ସିତି ଆଚେ ବଲି । ତମେ ସେଟା ଦେକ୍ବାକେ ନ ଜାଆ । ତମେ କନ୍ତି ଆଚାସ୍ ତେଇସେ ରୁଆ ।
E vos dirão: Eis que [ele está] aqui, ou Eis que [ele está] ali, não vades, nem sigais.
24 ୨୪ କାଇକେବଇଲେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ, ବାଉଡ୍ବାଟା ତମେ ଦେକ୍ସା । ସେଟା କେନ୍ତାର୍ ବଇଲେ, ଆକାସେ ଜେନ୍ତି ଗଟେକ୍ ବାଟେଅନି ଆରି ଗଟେକ୍ ବାଟେ ବିଜ୍ଲି ମାରିକରି ଗୁଲାଇ ଆକାସ୍ ଉଜଲ୍ ଅଇସି, ସେନ୍ତାରିସେ ସବୁ ଲକ୍ମନ୍ ଦେକିଅଇସି ।
Porque como o relâmpago, que relampeja desde o começo do céu, e brilha até ao fim do céu, assim será também o Filho do homem em seu dia.
25 ୨୫ ମାତର୍ ସେଟା ଅଇବା ଆଗ୍ତୁ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ ବେସି ଦୁକ୍ କସ୍ଟ ପାଇବାର୍ ଆଚେ । ଆରି ମର୍ ସବୁ କାମ୍ ଦେକ୍ଲା ଲକ୍ମନ୍ ମକେ ନ ନାମତ୍ ।
Mas é necessário primeiro sofrer muito, e ser rejeitado por esta geração.
26 ୨୬ ନଅ ରଇଲା ବେଲା ଲକ୍ମନ୍ ଜେନ୍ତାରି ରଇଲାଇ ସେନ୍ତାରିସେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ ବାଉଡି ଆଇବାବେଲେ ଲକ୍ମନ୍ ରଇବାଇ ।
E como aconteceu nos dias de Noé, assim será também nos dias do Filho do homem.
27 ୨୭ ସେବେଲାଇ ନଅ ବଡେଟା ପାନିଜାଜେ ପୁର୍ବା ଦିନ୍ ଜାକ ଲକ୍ମନ୍ ଅବ୍କାସେ ରଇଲାଇ । ସେମନ୍ ବଜି କର୍ବାର୍, ଦାଙ୍ଗ୍ଡି ଆନ୍ବାର୍, ଆରି ଦାଙ୍ଗ୍ଡି ଦେବାର୍ କର୍ତେ ରଇଲାଇ । ପଚେ ବେସି ପାନିଅଇ ସବୁ ଡାବିଅଇଲା । ନଅ ଆରି ତାର୍ କୁଟୁମର୍ ଲକ୍କେ ଚାଡି ସବୁ ଲକ୍କେ ପାନି ବୁଡାଇ ପାକାଇଲାଇ ।
Comiam, bebiam, se casavam, e se davam em casamento, até o dia em que Noé entrou na arca; e veio o dilúvio, e destruiu a todos.
28 ୨୮ ଲତ୍ ନାଉଁର୍ ଗଟେକ୍ ଲକର୍ ବେଲେ ମିସା ସେନ୍ତାର୍ ପାରା ଅଇରଇଲା । ଲକ୍ମନ୍ ସବୁ ଦିନର୍ ପାରାସେ କାଆ ପିଇ, ବିକାବିକ୍ରି, ଗଚ୍ରପା ଆରି ଗର୍ବାନ୍ଦାତେଇ ଲାଗିରଇଲାଇ ।
Como também da mesma maneira aconteceu nos dias de Ló, comiam, bebiam, compravam, vendiam, plantavam, [e] construíam.
29 ୨୯ ମାତର୍ ଲତ୍ ସଦମ୍ ନାଉଁର୍ ଗଡେଅନି ବାରଇକରି ଜିବା ଦିନେ ସେ ବାଦ୍ଲେଅନି ଜଇ ଆରି ଗନ୍ଦ୍ଗୁଲା ଆସି ଲତ୍ ଆରି ତାର୍ କୁଟୁମର୍ ଲକ୍କେ ଚାଡି ସେ ଗଡର୍ ସବୁ ଲକ୍କେ ମରାଇ ଦେଲା ।
Mas o dia em que Ló saiu de Sodoma, choveu fogo e enxofre do céu, e destruiu a todos.
30 ୩୦ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ ବାଉଡି ଆଇବା ଦିନେ ମିସା ସେନ୍ତାରିସେ ଅଇସି ।
Assim será [também] no dia em que o Filho do homem se manifestar.
31 ୩୧ “ସେ ଦିନେ ନିଜର୍ ଗର୍ ଉପ୍ରେ ରଇଲେ ତୁଇ ଉତ୍ରି ତର୍ ଦିନ୍ସୁ ଆନ୍ବାକେ ଗର୍ ବିତ୍ରେ ନ ଜାଆ । ସେନ୍ତାରି ତାସ୍ ପଦାଇ ରଇଲେ, ଦିନ୍ସୁ ବେଟି ନେବାକେ ଗରେ ନ ଆଉ ।
Naquele dia, o que estiver no telhado, e suas ferramentas em casa, não desça para pegá-las; e o que [estiver] no campo, não volte para trás.
32 ୩୨ ଲତର୍ ମାଇଜିକେ କାଇଟା ଅଇରଇଲା ସେଟା ଏତାଇ ଦେକା । ତାର୍ ଦନ୍ ସଁପତି କେନ୍ତାର୍ ଅଇଲା ବଲି ପାସ୍ଲି ଦେକ୍ଲାଜେ ସେ ନୁନ୍ କୁମ୍ ପାସ୍ଲି ଗାଲା ।
Lembrai-vos da mulher de Ló.
33 ୩୩ କେ କେ ଏ ଦୁନିଆଇ ଜିଇବା ଜିବନ୍ ମନ୍ କଲେ ତାକେ ନ ସାର୍ବା ଜିବନ୍ ନ ମିଲେ । ଆରି କେ କେ ଏ ଦୁନିଆଇ ଜିଇବା ଜିବନ୍ ଆରାଇସି, ତାକେ ନ ସାର୍ବା ଜିବନ୍ ମିଲ୍ସି ।
Qualquer que procurar salvar sua vida a perderá; e qualquer que a perder, irá salvá-la.
34 ୩୪ ମୁଇ ବାଉଡି ଆଇବା ସେ ରାତି, ତମେ ଦୁଇ ଲକ୍ ଗଟେକ୍ ବାକ୍ରାଇ ସଇରଇସା । ଗଟେକ୍ ଲକ୍କେ ଡାକି ନେବି, ଆରି ଗଟେକ୍ ଲକ୍କେ ଚାଡି ଦେବି ।
Digo-vos que naquela noite, dois estarão em uma cama; um será tomado, e o outro será deixado.
35 ୩୫ ଦୁଇଟା ମାଇଜିମନ୍ ଗର୍ତେ ରଇବାଇ, ତେଇଅନି ଗଟେକ୍ ମାଇଜିକେ ନେବି ଆରି ଗଟେକ୍କେ ଚାଡି ଦେବି ।
Duas estarão juntas moendo; uma será tomada, e a outra será deixada.
36 ୩୬ ଦୁଇ ଲକ୍ ପଦାଇ ରଇବାଇ, ଗଟେକ୍ ଲକ୍କେ ନେବି, ଆରି ଗଟେକ୍ ଲକ୍କେ ଚାଡିଦେବି ।”
37 ୩୭ ତାର୍ପଚେ ସିସ୍ମନ୍ ଜିସୁକେ ପାଚାର୍ଲାଇ, “ଏ ମାପ୍ରୁ ଏଟା କନ୍ତି ଗଟ୍ସି?” ଜିସୁ ସେମନ୍କେ କଇଲା, “ଜନ୍ତି ମଡା ରଇସି, ତେଇ ମଡ୍କାଉ ଗିଦ୍ମନ୍ ରୁଣ୍ଡିରଇବାଇ ।”
E respondendo, disseram-lhe: Onde, Senhor? E ele lhes disse: Onde estiver o corpo, ali os abutres se juntarão.