< ଲୁକ୍ 15 >
1 ୧ ଦିନେକ୍ ଜିସୁ କଇବା କାତା ସୁନ୍ବାକେ ସିସ୍ତୁ ମାଙ୍ଗ୍ବା ଲକ୍ମନ୍ ଆରି ଏନ୍ତି ବେସି ପାପିଲକ୍ମନ୍ ତାର୍ ଲଗେ ଆଇତେ ରଇଲାଇ ।
Issi gallas qaraxa shiishizaytine nagaranchati wuri Yesussappe siyanas iza achch shiiqqida.
2 ୨ ତେଇ ପାରୁସି ଲକ୍ମନ୍ ଆରି ନିୟମ୍ ସିକାଇ ଦେବା ଲକ୍ମନ୍, ଏଟା ଦେକି ତାର୍ ବିରଦେ ଏନ୍ତି କଇବାର୍ ବସ୍ଲାଇ । “ଏ ଲକ୍କେ ଦେକା, ସେ ପାପି ଲକ୍ମନର୍ ସଙ୍ଗ୍ ମଇତର୍ ପାରା ଅଇ ତାକର୍ ସଙ୍ଗ୍ ମିସ୍ତେ କାଇଲାନି ।”
Farsawetinne Xaafeti “ha addey nagaranchata ixxenna, istarakka mees” giidi ba garssan zigiretida.
3 ୩ ସେଟାର୍ ପାଇ ଜିସୁ ସେମନ୍କେ ଏ ଉଦାଅରନ୍ କଇଲା ।
Yesussaykka istas leemuso hiz gi yoottides
4 ୪ “ଜଦି ତମର୍ ବିତ୍ରେ ଗଟେକ୍ ଲକର୍ ସଏଟା ମେଣ୍ଡା ରଇସି ଆରି ସେ ବିତ୍ରେଅନି ଗଟେକ୍ ଆଜିଜାଇସି ବଇଲେ ତମେ କାଇଟା କର୍ସା? ସେ ନବେ ନଅଟା ମେଣ୍ଡାମନ୍କେ ଚାରତ୍ବଲି ଚାଡିଦେଇ, ଆଜିଗାଲା ଗଟେକ୍ ମେଣ୍ଡା ମିଲ୍ବାଜାକ ନ କଜାସ୍ କି?
“Inte giddofe issi uras xeetu dorssi diikko he xeetu dorssatape issina dhaykko atidda uddufun tammanne uddufunata denbban yeggidi dhayidayssa demmna gakanas koyana bonttay oonee?
5 ୫ ଆରି ଜେଡେବଲ୍ ସେ ମେଣ୍ଡା ମିଲାଇସି, ବେସି ସାର୍ଦା ଅଇ ମେଣ୍ଡାକେ କନ୍ଦେ ବଇକରି ଗରେ ଦାରିଆଇସା ।
Demmida wode ufaysara hashen tookki ekkidi
6 ୬ ତମେ ଗରେ କେଟ୍ଲା ପଚେ, ତମର୍ ମଇତର୍ମନ୍କେ ଆରି ଗର୍ ଲଗର୍ ଲକ୍କେ ଡାକିକରି ‘ମର ସଙ୍ଗ୍ ସାର୍ଦା କରା, କାଇକେବଇଲେ ମର୍ ଆଜିଗାଲା ମେଣ୍ଡା ମିଲ୍ଲା’ ବଲି କଇସା ।
beso simmes, ba laggetanne guta asata issi bolla xeeyggidi (dhayida ta dorssiyo demmadis tanara issife ufa7etite) gandes.
7 ୭ ସେନ୍ତାରି ମୁଇ ତମ୍କେ କଇଲିନି, ‘ଆମେ ପାପି ଲକ୍ମନ୍ ନଉଁ’ ବଲି ବାବ୍ତେରଇବା ନବେ ନଅଟା ଦରମ୍ ଲକ୍ମନ୍ ରଇଲେମିସା ଗଟେକ୍ ପାପି ଲକ୍ ନିଜେ ‘ମୁଇ ଗଟେକ୍ ପାପି’ ବଲି ଏତାଇସି । ପଚେ ମନ୍ବାଦ୍ଲାଇ କରି ପର୍ମେସରର୍ ଲଗେ ଆଇସି । ସେ ନବେ ନଅଟା ଦରମ୍ ଲକ୍ମନର୍ତେଇ ଅନି ଏ ଗଟେକ୍ ଲକର୍ ପାଇ ସର୍ଗେ ଅଦିକ୍ ସାର୍ଦା କର୍ବାଇ ।”
Ta intes yootays (hessathokka maaroteth koshonta uddufun tammanne uddufun xillotappe maaretethan geliza issi nagaranchan salon ufayssa gidana.” )
8 ୮ ଏ କାତା ସୁନାଇ ଦେବାକେ ଜିସୁ ଆରି ଗଟେକ୍ କାତାନି ସେମନ୍କେ କଇଲା, “ଜଦି ଗଟେକ୍ ମାଇଜିର୍ ଦସ୍ଟା ରୁପାଟାଙ୍ଗା ରଇଲା । ତେଇଅନି ଗଟେକ୍ ଅଦ୍ଲି ଆଜିଗାଲେ ସେ କାଇଟା କର୍ସି? ସେ ବତି ଲାଗାଇ ଗୁଲାଇ ଗର୍ ସେଟା ନ ମିଲ୍ବାଜାକ ବାଡାନ୍ ଚୁଡାନ୍ କରି କଜ୍ସି ।
Woyko issi tamu bira santimey diza maccashiya he tamappe issiniyadhaykko xomppe oythada demmna gakanas keeththa gars pitada lo7etha koyonta maccash oonee?
9 ୯ ଆରି ସେଟା ମିଲ୍ଲା ଦାପ୍ରେ ତାର୍ ମଇତର୍ମନ୍କେ ଆରି ଗର୍ ଲଗେ ରଇଲା ଲକ୍ମନ୍କେ କଇସି ‘ତମେ ମର୍ସଙ୍ଗ୍ ସାର୍ଦା କରା, କାଇକେ ବଇଲେ ଆଜିଗାଲା ରୁପାଅଦ୍ଲି ଡାବୁ ମକେ ମିଲ୍ଲା ଆଚେ’ ।
Izakka demmida wode ba laggetanne ba gutata issife xeeyggada “tappe dhayida bira santimeyo demmida gish tanara issife ufa7etite” gandus.
10 ୧୦ ମୁଇ ତମ୍କେ କଇଲିନି, ସେନ୍ତିସେ ଗଟେକ୍ ପାପି ଲକ୍ ମାପ୍ରୁର୍ତେଇ ମନ୍ବାଦ୍ଲାଇସି ବଇଲେ, ପର୍ମେସରର୍ ଦୁତ୍ମନ୍ ବେସି ସାର୍ଦା କର୍ବାଇ ।”
Ta intes yootays “hessathokka maarotan geliza issi nagarancha uran Xoossa kiitanchata achchan ufays gidana”
11 ୧୧ ଏ କାତା ବୁଜାଇ ଦେବାକେ ଜିସୁ ସେମନ୍କେ ଆରି ଗଟେକ୍ କାତାନି କଇଲା । ଗଟେକ୍ ଲକ୍କେ ଦୁଇଟା ପିଲାମନ୍ ରଇଲାଇ ।
Qassekka Yesussay asatas hizgides “issi uras nam77u nayti deetes.
12 ୧୨ ଦିନେକ୍ ସାନ୍ ପଅ ତାର୍ ବାବାକେ କଇଲା, “ଏ ବାବା ତର୍ ଦନ୍ ମର୍ବାଗେ ଜେତ୍କି ଅଇସି, ସେଟା ଏବେ ମକେ ଦେଇପାକା ।” ସେଟାର୍ ପାଇ ତାର୍ ବାବା ତାର୍ ଦନ୍ ଦୁଇବାଗ୍ କରି ତାର୍ ପିଲାମନ୍କେ ଦେଲା ।
Istappekka kaalo naazi ba aawa (aabo! nees diza miishshafe ta gish taas imma) gides. Aawaykka bees diza miishsha ba naytas gishides.”
13 ୧୩ ଅଲପ୍ ଦିନ୍ ଗାଲା ପଚେ ସାନ୍ ପିଲା ତାର୍ ବାଗର୍ ସବୁ ଦନ୍ ବିକିଦେଇ ମିଲ୍ଲା ଡାବୁ ଟୁଲିଆଇ ଗଟେକ୍ ଦୁର୍ ଦେସେ ଉଟିଗାଲା । ଆରି ତାର୍ ସବୁ ଡାବୁ ନିଜେ ମନ୍କଲା ଇସାବେ କର୍ଚ କଲା ।
Daro wode gam7onta dishe kaalo naazi ba miishsha wursi shiishshi ekkidi haho biitta biddes. Heenka bees diza miishsha go7ay bayndda coo mela dhaysides.
14 ୧୪ ତାର୍ଲଗେ ରଇଲା ସବୁ ଡାବୁ ସାରାଇଦେଲା । ପଚେ ସେ ଦେସର୍ ଗୁଲାଇ ବାଟେ ମର୍ଡି ଅଇଲା । ଆରି କାଇଟା ମିସା ଗେନି କାଇବାକେ ତାର୍ଲଗେ ଡାବୁ ନ ରଇଲା ।
Izikka bees dizaysa wursi wursidappe guyyen he biittan iita koshay denddini daro waaydes.
15 ୧୫ ତେବେ ସେ ଗଡେ ଗଟେକ୍ ଲକର୍ ଗରେ କୁଲି ମିଲ୍ସି କାଇକି ବଲି କାମ୍ କଜ୍ବାର୍ ଗାଲା । ସେ ଲକ୍ ତାକେ ଗୁସ୍ରି ଚାରାଇବା କାମ୍ ଦେଲା ।
Hessa gish he dereni diza asappe issaadekko shiiqidees. He uraykka ba guddunth heemana mala gudduntha heemizasso yeddides.
16 ୧୬ ଆରି ତାକେ ବେସି ବୁକ୍ ଲାଗ୍ତେ ରଇଲା । ତାକେ ଗୁସ୍ରିମନର୍ କାଦି କାଇବାକେ ମନ୍ଲାଗ୍ଲା ମାତର୍ ସେ କାଦି ମିସା ଦେଅତ୍ ନାଇ ।
Naazikka guddunthati miza harqqo maanaas amottides, shin hessakka immizaddey baa.
17 ୧୭ ସେବେଲେ ତାକେ ଚେତ୍ନା ଆଇଲାଜେ ସେ ମନେ ମନେ ଏନ୍ତି ବାବ୍ଲା । ମର୍ ବାବାର୍ ଗରେତା କାମ୍ କର୍ବା ଗତିଦାଙ୍ଗ୍ଡାମନର୍ କେତେ କାଦି ଉବ୍ରି ଗାଲାନି । ମାତର୍ ମୁଇ ଇତି ବୁକେ ମରିଜିବିବେ ।
Gido attin iza wozinay simmida wode “ta aawa ashkkaratappe aappunappe kath tirpize shin tani hayssan gafan hayqqana matadinaa?
18 ୧୮ ସେଟାର୍ପାଇ ମୁଇ ଏ ଜାଗା ଚାଡିକରି ମର୍ ବାବାର୍ ଲଗେ ବାଉଡି ଜିବି । ଆରି ତାକେ କଇବି, “ଏ ବାବା ମୁଇ ପର୍ମେସର୍ ଆରି ତର୍ ବିରଦେ ପାପ୍ କରିଆଚି ।
Denddada ta aawa so baada (aabo! salon Xoossa: biittan nena ta qohadis.”)
19 ୧୯ ମୁଇ ଆରି ତର୍ ପିଲା ଅଇବାର୍ ଅଦିକାର୍ ନାଇ ଆରି ତର୍ ଗତିଦାଙ୍ଗ୍ଡାମନର୍ ବିତ୍ରେ ଗଟେକ୍ ଗତିଦାଙ୍ଗ୍ଡା ଅଇ ରଇବି” ବଲି କଇବି ।
Haysappe guye “ta nena geetistada xeeyggistanas taas beesena: ne ashkkaratappe issa mala tana taybba” gides.
20 ୨୦ ଆରି ସେ ଜାଗା ଚାଡି ବାବାର୍ ଲଗେ ଜିବାକେ ବାରଇଲା । ମାତର୍ ସେ ପିଲା ଦୁରିକେ ରଇଲାବେଲେ ବାବା ତାକେ ଦେକ୍ଲା । ତାକେ ଦେକି ବେସି କଲିକରମ୍ ଅଇ, ତାର୍ ଲଗେ ପାଲାଇ ଆସି ପାଟାଲିକରି ଚୁମ୍ଲା ।
Hessa gish dendidi ba aawakko biddes. gido attin buroo izi hahora yishin aaway beyidi michchettidinne izakko woxxi biiddi idimi oykkidi yerides.
21 ୨୧ ସେ ପିଲା ତାର୍ ବାବାକେ କଇଲା, “ଏ ବାବା ମୁଇ ପର୍ମେସରର୍ ବିରଦେ ଆରି ତର୍ ବିରଦେ ପାପ୍ କଲିଆଚି ସେଟାର୍ପାଇ ତର୍ ପିଲା ଅଇବାର୍ ମର୍ ଅଦିକାର୍ ନାଇ ।”
Naazikka “aabo salon Xoossa, biittan nena ta qohadis, hayssafe guyyen ta ne na geetistada xeeyggistanas taas beesena” gides.
22 ୨୨ ମାତର୍ ତାର୍ ବାବା ନିଜର୍ ଗତିଦାଙ୍ଗ୍ଡାମନ୍କେ କଇଲା, “ତମେ ବେଗି ଜାଇକରି ସବୁର୍ଟାନେଅନି ନିମାନ୍ ଚକାପଚିଆ ତାକେ ପିନ୍ଦାଇଦିଆସ୍ । ଆରି ତାର୍ ଆଙ୍ଗ୍ଟି ମୁନ୍ଦି ପିନ୍ଦାଆ । ତାର୍ ଗଡେ ପାଣ୍ଡଇ ପିନ୍ଦାଇଦିଆସ୍ ।”
Gido attin aaway ashkkaratas eesottidi wursofe doorettida mayo ehidi mayzite iza biradhdhen yiichi, iza tohonkka caamma aathite.
23 ୨୩ ଆରି ତାର୍ ଗତିଦାଙ୍ଗ୍ଡାମନ୍କେ କଇଲା, “ଆମର୍ତେଇ ରଇଲା ସବୁର୍ଟାନେଅନି ଗଟେକ୍ ଗାଗଡ୍ ରଇବା ପସୁ ଆନି ମାରା, ଆରି ଆମେ ସାର୍ଦା ଅଇକରି ବଜି କରୁ ।
Modhdho mirgo ehidi shukkite, miidi ufa7etos.
24 ୨୪ କାଇକେ ବଇଲେ ମର୍ ପିଲା ମରିଜାଇରଇଲା, ଆରି ଏବେ ଜିବନ୍ ଅଇଲା ଆଚେ । ସେ ଆଜିଜାଇ ରଇଲା ଏବେ ମିଲ୍ଲା ଆଚେ ।” ସେଟାର୍ପାଇ ସେମନ୍ ବଜି କର୍ବାର୍ ବସ୍ଲାଇ ।
Haysi ta nay hayqqides shin paxides dhaydes shin beettides gides, hessafe guyyen ufa7eteth oykkida.
25 ୨୫ ସେ ବେଲା ତାର୍ ବଡ୍ ପଅ ତାସ୍ପଦାଇ ରଇଲା । ସେ ବାଉଡି କରି ଗର୍ ଲଗେ ଆଇବା ବେଲାଇ ବାଜାବାଇଦ୍ କରି ନାଟ୍ଗିତ୍ କର୍ବାଟା ସୁନ୍ଲା ।
Haysi hanniza wode bayra naazi goshsha son dees, heepekka simmidi so matida wode diitha durus siyides.
26 ୨୬ ସେ ଗଟେକ୍ ଗତିଦାଙ୍ଗ୍ଡାକେ ଡାକିକରି ପାଚାର୍ଲା, “ଇତି କାଇଟା ଅଇଲାନି?”
Izika ashkkaratappe issa xeeyggidi “hessi aazzee?” gi oychchides.
27 ୨୭ ଗତିଦାଙ୍ଗ୍ଡା ତାକେ କଇଲା, “ତର୍ ବାଇ ଗରେ ବାଉଡି ଆଇଲା ଆଚେ । ଆରି ତର୍ ବାବା, ତର୍ ବାଇ ଜର୍ଦୁକା ନ ଅଇ ଜିବନ୍ଅଇ ଆଇଲାକେ ଗଟେକ୍ ଗାଗଡ୍ ପସୁକେ ମାର୍ଲା ଆଚେ ।”
Ashkaarazikka “ne ishay yides, izi saronne lo7ooni simmida gish ne aaway handadho mirgo shukides” gides.
28 ୨୮ ଏ କାତା ସୁନି ବଡ୍ ପଅ ବେସି ରିସା ଅଇଗାଲା । ସେ ଗର୍ ବିତ୍ରେ ପୁରେ ମିସା ନାଇ । ମାତର୍ ତାର୍ ବାବା ବଡ୍ ପଅର୍ ଲଗେ ଜାଇ ଗରେ ଜିବାକେ ବୁଜାଇବାର୍ ଦାର୍ଲା ।
Bayra ishazikka hanqqettidi so gelanaskka koybeynna. Aawaykka kare kezidi izi so gelana mala woosides.
29 ୨୯ ମାତର୍ ବଡ୍ ପଅ ତାର୍ ବାବାକେ କଇଲା, “ଦେକ୍, ମୁଇ ଏତେକ୍ ବରସ୍ ଜାକ ଗଟେକ୍ ଗତିଦାଙ୍ଗ୍ଡା ପାରା ତର୍ ସେବା କଲିନି ଆରି ତର୍ କାତା ମାନି କରି ରଇଲି । ତୁଇ ମକେ କାଇଟା ଦେଇଆଚୁସ୍? ମର୍ ମଇତର୍ମନର୍ ସଙ୍ଗ୍ ବଜି କରା ବଲି ଗଟେକ୍ ସାନ୍ଟା ପସୁ ମିସା ଦେଉସ୍ ନାଇ ।
Gido attin izikka zaaridi aawas “hekko tani hayssa gakanas nees aylle mala oothadis, azazoppe isinokka pacisabeyke, gido attin ne ta laggetara ufa7istana mala issi deyshsha laaqqakka imabeyka,
30 ୩୦ ମାତର୍ ତର୍ ଏ ସାନ୍ ପଅ ସବୁ ଦନ୍ ଦାରିଜାଇ ବେସିଆମନ୍କେ ଦେଇ ସାରାଇଦେଲା ଆରି ସେ ଗରେ ବାଉଡି ଆଇଲାକେ ତୁଇ ତାର୍ ପାଇ ଗଟେକ୍ ଗାଗଡ୍ଟା ପସୁକେ ମାର୍ଲୁସ୍!”
Gido attin haysi ne naazi nees dizaysa wursi laymatizaytara wursidi yishin handadho mirgo izas shukkadasa” gides
31 ୩୧ ସେବେଲେ ତାର୍ ବାବା ବଡ୍ ପଅକେ କଇଲା, “ଏ ନୁନା ତୁଇତା ସବୁ ବେଲା ମର୍ ସଙ୍ଗ୍ ରଇଲୁସ୍ନି ଆରି ମର୍ ଜେତ୍କି ଦନ୍ ଆଚେ ସେଟା ସବୁ ତର୍ଟାସେ ।
Awaykka “ta nazo ne wurso wode tanara daassa, taas gididay wurikka neessa.
32 ୩୨ ମାତର୍ ତର୍ ବାଇ ମରିଜାଇରଇଲା । ଏବେ ସେ ଜିବନ୍ ଅଇଆଚେ ସେ ଆଜିଜାଇରଇଲା ମାତର୍ ଏବେ ମିଲ୍ଲା ଆଚେ । ସେଟାର୍ପାଇ ଆମେ ସାର୍ଦା କର୍ବାର୍ ରଇଲା ।”
Haysi ne ishay hayqqides shin paxides dhaydes shin beettides, hessa gish nuni ufa7istanas besses” gides.