< ଲୁକ୍ 13 >
1 ୧ ଗାଲିଲିଅନି କେତେ ଲକ୍ ଆସି ପାର୍ତନା ଗରେ ବଲି ଦେଇତେରଇଲାବେଲେ ପିଲାତ୍ ତାର୍ ସଇନମନ୍କେ ପାଟାଇ ଗାଲିଲିଅ ମନ୍କେ ମରାଇଲା । ତେଇ ମଲାଲକର୍ ବନି ପୁଜ୍ଲା ପସୁର୍ ବନି ସଙ୍ଗ୍ ମିସ୍ଲା । ଏ ବିସଇ କେତେଲକ୍ ଆସି ଜିସୁକେ ଜାନାଇଲାଇ ।
Na wakati ou na ou, bhahali abhantu bhabhabholele enongwa eya Bhagalilaya bhala ambabho oPilato asangenye idanda lyabho na dhabihu zyabho.
2 ୨ ତେଇ ଜିସୁ ସେମନ୍କେ କଇଲା, “ଏ ସବୁ କସ୍ଟ ପାଇବାକେ, ଏ ଗାଲିଲିୟମନ୍ ବିନ୍ ସବୁ ଗାଲିଲିୟମନର୍ ଟାନେଅନି ଅଦିକ୍ ପାପ୍ କଲାଇ ଆଚତ୍ ବଲି ବାବ୍ଲାସ୍ନି କି?
Wabhagagula wabhabhola, “Eshi msebhe eyaje Agalilaya ebho bhali bhabhibhi ashile Agalilaya wonti hata gabhajile amambo ego gonti?
3 ୩ ମୁଇ ତମ୍କେ କଇଲିନି, ଜେଡେବେଲେ ଜାକ ପାପେଅନି ମନ୍ ନ ବାଦ୍ଲାଆସ୍, ତମେ ସବୁ ଲକ୍ ସେନ୍ତାରି କୁରୁପ୍ନାସ୍ ଅଇଜାଇସା ।
Embabhola, siyo, lelo nkashile semlamba amwe mwenti mwaitega shesho.
4 ୪ ନଇଲେ ସିଲଅତେଇ ରଇଲା ଜନ୍ ଅଟ୍ର ଲକର୍ ଉପ୍ରେ ବଡ୍ ଗର୍ ଅଦ୍ରି ମରିଜାଇ ରଇଲା, ସେମନ୍ ତେବେ? ତମେ ସେମନ୍କେ ଜିରୁସାଲାମର୍ ବିନ୍ ଲକ୍ମନର୍ ଟାନେଅନି ଅଦିକ୍ ପାପ୍ କଲାଇ ଆଚତ୍ ବଲି ବାବ୍ଲାସ୍ନି କି?
Au bhala kumi na nane bhabhagwelewe no mnara ohwo hu Siloamu wabhagojile msebha eye je abhahale ali bhakosaji ashile abhantu bhonti bhabhakheyee hu Yerusalemu?
5 ୫ ନାଇ, ମୁଇ ତମ୍କେ କଇଲିନି, ପାପେଅନି ମନ୍ ନ ବାଦ୍ଲାଇଲେ ତମେସବୁ ଲକ୍ ସେନ୍ତି କୁରୁପ୍ନାସ୍ ଅଇଜାଇସା ।”
Embabhola, siyo lelo nkashile semlamba amwe mwenti mwaitega shesho.
6 ୬ ଆରି ଜିସୁ ଏ କାତାନି କଇଲା, ଗଟେକ୍ ଲକର୍ ଅଙ୍ଗୁର୍ ବାଡେ ଗଟେକ୍ ଡୁମ୍ରି ଗଚ୍ ରପିରଇଲା । ସେ ସାଉକାର୍ ଆସି ତେଇ ପଲ୍ କଜ୍ଲା, ମାତର୍ ମିଲେନାଇ ।
Wayanga ofwano ogu, “Omuntu omo ali nikwi lyatotilwe mgonda gwakwe elya mizabibu wabhala awanze amadondo juu yakwe sewa gaga.
7 ୭ ସେଟାର୍ପାଇ ସାଉକାର୍ ଅଙ୍ଗୁର୍ ବାଡର୍ ଜାଗୁଆଲ୍କେ କଇଲା, “ଦେକା, ଏଟା ତିନ୍ ବରସ୍ ଅଇଲା ମୁଇ ଆସି ଏ ଡୁମ୍ରି ଗଚେ ପଲ୍ କଜ୍ଲିନି ମାତର୍ ମିଲାଇ ନାଇ, ଏଟା କାଟି ପାକା । ଏଟା କାଇକେ ବେକାର୍ ମାଟିକେ ମିସା କାରାପ୍ କର୍ସି?”
Wabhola omtunzaji owe gonda elye mazabibu enya amaha gatatu ega nenza ahwanze amadondo juu ye yikwi eli. Senahajile ahantu. Oudumre mbona hata ensi enachicha?
8 ୮ ମାତର୍ ଜାଗୁଆଲ୍ ସାଉକାର୍କେ କଇଲା, “ସାଉକାର୍ ଏଟାକେ ବର୍ସେକ୍ ମିସା ଚାଡିଦେଉଁ, ମୁଇ ଏ ବିତ୍ରେ ଗଚର୍ ଚାରିବେଡ୍ତି କୁନିକରି କତ୍ ଦେବି,
Wagalula wabhola ogosi oureshe omwaha ogu gwape, 'hata egufugutile enguponyezye eburi.
9 ୯ ତାର୍ ପଚେ ଜଦି ପଲ୍ ଦାର୍ଲେତା ନିକ, ନଇଲେ ତାକେ କାଟି ପାକାଉଁ ।”
Lyape ugapapa amadodo pamande, shinza; nkashile sewaipapa ndipo odumraje!”'
10 ୧୦ ତରେକ୍ ଜିସୁ ବିସ୍ରାମ୍ବାରେ ଗଟେକ୍ ପାର୍ତନା ଗରେ ସିକିଆ ଦେଇତେରଇଲା ।
Isiku elya tozye ali asambelezya msjiabhanza eshamwabho.
11 ୧୧ ତେଇ ଗଟେକ୍ ମାଇଜି ରଇଲା । ତାକେ ଡୁମା ଦାରି ଅଟ୍ର ବରସ୍ ଜାକ କୁବ୍ଡି ଅଇରଇଲା । ସେ ବିଲ୍କୁଲ୍ ସିଦା ଅଇ ଇଣ୍ଡି ନାପାର୍ତେ ରଇଲା ।
Na enya, pali noshe yali ni pepo lye udhaifu omda ogwe maha kumi naminane wape agolombene sawezizye ahwigolozye tee.
12 ୧୨ ଜିସୁ ତାକେ ଦେକି ଲଗେ ଡାକି କଇଲା, “ଏ ନିନି ତକେ ମୁଇ, ଏ କୁବ୍ଡି ରଗେଅନି ନିକ କଲିନି ।”
O Yesu nawalola akwizizye, wabholo, Maye, oyauliwe katika oudhaifu waho.”
13 ୧୩ ଜିସୁ ସେ ମାଇଜିର୍ ଉପ୍ରେ ଆତ୍ ସଙ୍ଗଇଲା । ସେ ମାଇଜି ସେ ଦାପ୍ରେସେ ସଲକ୍ ଅଇ ପର୍ମେସର୍କେ ମଇମା କର୍ବାର୍ ଲାଗ୍ଲା ।
Wabheha amakhono gakwe juu yakwe wape wagoroha pepo watukuzya Ongolobhe.
14 ୧୪ ଜିସୁ ବିସ୍ରାମ୍ଦିନେ ସେ ମାଇଜିକେ ନିକ କଲାଟା ଦେକି ଜିଉଦିମନର୍ ପାର୍ତନା ଗରର୍ ମୁକିଆ ବେସି ରିସା ଅଇଗାଲାଇ । କାଇକେ ବଇଲେ ଲକ୍ମନ୍କେ ନିକ କର୍ବାଟା ଗଟେକ୍ କାମ୍ ବଲି ଜିଉଦି ଲକ୍ମନ୍ ବାବ୍ତେ ରଇଲାଇ । ସେଟାର୍ ପାଇ ପାର୍ତନା ଗରର୍ ମୁକିଅ କଇଲା, “ଗଟେକ୍ ଆଟେ କାମ୍ କର୍ବାକେ ଚଅ ଦିନ୍ ଆଚେ, ସେ ଦିନ୍ ମନ୍କେ ତମେ ନିକ ଅଇବାକେ ଆସା । ମାତର୍ ବିସ୍ରାମ୍ବାରେ ନିକ ଅଇବାକେ କେବେ ମିସା ଆସାନାଇ ।”
Eshi ogosi oweshibhanza avitilwe afwanaje oYesu aponizye omntu isiku elyatozye agalura wabhobhola mabongano zihweli esiku sita zyazihwaziwa abhombe embombo. Basi enzaji mponywe msiku ezyo wala siyo mnsiku ezyatoye.
15 ୧୫ ମାତର୍ ଜିସୁ ତାକେ ଆରି ତେଇ ରଇଲା ଲକ୍ମନ୍କେ କଇଲା, “ଏ କୁଟିଆଲ୍ମନ୍! ତମେ ତମର୍ ଗରୁମନ୍କେ ମେଲି ପାନି କୁଆଇବାକେ ନିଆସ୍ ନାଇ କି? ସେଟା ମିସା ଗଟେକ୍ କାମ୍ସେ ।”
Lelo Ogosi wagalula wayanga amwe, “wanafiki! Shila omo wenyu je sahwigulika eng'ombe yakwe isiku elyatoye mwigoma abhale nayo amwelezye?
16 ୧୬ “ମୁଇ ତାକେ ନିକ କଲି ଆଚି । ଏ ମାଇଜି ଅବ୍ରାଆମର୍ କୁଟୁମର୍ ଲକ୍ । ସଇତାନ୍ ତାକେ ଅଟ୍ର ବରସ୍ ଜାକ ଦାରି ରଇଲା । ସେ ମାଇଜି ବିସ୍ରାମ୍ ବାରେ ନିକ ଅଇବାଟା ଟିକ୍ ନଏଁ କି?”
Vono oshe yali shikholo sha Ibulahimu, ambaye oshetani apinyile amaha kumi na minane ega, sehwanziwa aje ayaulwe evifungo evi isiku elya toye?”
17 ୧୭ ଜିସୁ କଇଲା କାତା ସୁନି ତାର୍ ବିରଦି ଲକ୍ମନ୍ ଲାଜ୍ ଅଇଲାଇ । ମାତର୍ ବିନ୍ ଲକ୍ମନ୍ ସେ କର୍ବା ସବୁ କାବାଅଇଜିବା କାମ୍ ଦେକି ସାର୍ଦା ଅଇଗାଲାଇ ।
Nawayanga ego bhasauhana wonti bhadalihanaga nabho amabongano wonti bha shimo afwanaje eye mambo aminza gagabhombeshe no mwehale.
18 ୧୮ ତାର୍ ପଚେ ଜିସୁ କଇଲା, “ପର୍ମେସରର୍ ରାଇଜ୍ କେନ୍ତାଟା, ଆରି ମୁଇ କାଇଟା ସଙ୍ଗ୍ ସେଟା ସମାନ୍ କର୍ବି?
Esho ayanjile oumwene owa Ngolobhe ulengene ne yenu, nane embulenganisye ne yenu?
19 ୧୯ ପର୍ମେସରର୍ ରାଇଜ୍ ଗଟେକ୍ ବଡ୍ ବର୍ ଗଚର୍ ସାନ୍ଟା ମୁଞ୍ଜି ପାରା । ଗଟେକ୍ ଲକ୍ ଗଟେକ୍ ସାନ୍ଟା ମୁଞ୍ଜି ରପିଦେଲା । ସେ ମୁଞ୍ଜି ତେଇ ଗାଜା ଅଇ ବଡ୍ ଗଚ୍ପାରା ଅଇଲା ଆରି ଚଡଇମନ୍ ଆସି ତାର୍ କେନ୍ଦାଇ ଗୁଡା ବାନ୍ଦ୍ଲାଇ ।”
Ulengane ne punje eye haradali yayejile omntu wasasa mgonda gakwe yamela yabha likwii enyonyi ezya mwanya zakhala msamba zyakwe.
20 ୨୦ ଜିସୁ ଆରି କଇଲା, “ପର୍ମେସରର୍ ରାଇଜ୍ କେନ୍ତିଟା ଆରି କାଇଟା ସଙ୍ଗ୍ ସମାନ୍ କରିଅଇସି?”
Wayanga olya bhele engulenganisye neyenu oumwene owa Ngolobhe?
21 ୨୧ ସେଟା କମିର୍ ପାରା । ଜନ୍ଟା କି ଗଟେକ୍ ମାଇଜି ମାନେକ୍ ଗୁଣ୍ଡ୍ଟାନେ କଣ୍ଡେକ୍ କମିର୍ ପାକାଇ ଚକଟ୍ଲା ଆରି ସାରାସାରି ସେ କମିର୍, ଗୁଲାଇ ଗୁଣ୍ଡ୍ ଆମଟ୍ କରିଦେଲା ।
Ulengane ne chachu yahejile oshe wayifisa mhati eye pishi zitatu ezye usu hatgwasapa gwonti nantele.”
22 ୨୨ ତାର୍ ପଚେ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଜିରୁସାଲମେ ଗାଲାବେଲେ ଗାଉଁମନ୍କେ ଆରି ଗଡ୍ମନ୍କେ ପର୍ମେସରର୍ ରାଇଜର୍ ବିସଇ ସିକାଇ ଦେଲା ।
Wope ali shila mmaboma nu mvijiji asambelezya esafari yakwe eyabhale hu Yerusalemu.
23 ୨୩ ସେବେଲେ ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ କଇଲା, “ଏ ମାପ୍ରୁ, ଉନା ଲକ୍ମନ୍ସେ ପାପେ ଅନି ରକିଆ ପାଇବାଇ କି?” ଜିସୁ ସେମନ୍କେ କଇଲା,
Omntu omo wabhozya eshi, “Gosi, abhantu bhabhahwaulwa bhadodo?” Wabhola,
24 ୨୪ “ଚିପୁଙ୍ଗି ଦୁଆର୍ ବାଟେ ପୁର୍ବାକେ ଚେସ୍ଟା କରା । କାଇକେ ବଇଲେ ବେସି ଲକ୍ମନ୍ ସେ ଚିପୁଙ୍ଗିବାଟ୍ଦେଇ ଜିବାକେ ଚେସ୍ଟା କର୍ବାଇ ମାତର୍ ଜାଇ ନାପାରତ୍ ।
“Hwitahidi ahwinjile mlyango gula onyela, afanaje embabhola eyaje abhinji bhayanza ahwinjile bhayipotwa.
25 ୨୫ ମୁଇ ଗଟେକ୍ ଗରର୍ ସାଉକାର୍ ପାରା । ଜେଡେବଲ୍ ସେ ସାଉକାର୍ କାପାଟ୍ ଡାବି ଦେଇସି । ସେଡ୍କି ବେଲେ ତମେ ଦୁଆରେ ଟିଆ ଅଇ ରଇସା ଆରି କାପାଟ୍ ଡକ୍ ଡକ୍ କରି ଏ ମାପ୍ରୁ ଆମର୍ ପାଇ କାପାଟ୍ ଉଗାଡା! ବଲି ଜୁଆର୍ ବିଆର୍ କର୍ସା । ମାତର୍ ସେ କାପାଟ୍ ନ ଉଗାଡି ସେମନ୍କେ କଇସି, ‘ତମେ କନ୍ତିଅନି?’ ମୁଇ ତମ୍କେ ମୁଲ୍କେ ନାଜାନି ।
Wakati omwanesho nyumba nayemelela na galile olyango namwe mwayanda ahwemelele hwonze nakhome ehodi palyango, na yanje ee Gosi, tigulile omwahale abhagalule na bhabhole sembamenye hwamufuma.'
26 ୨୬ ମାତର୍ ତମେ କଇସା ‘ଏ ମାପ୍ରୁ ଆମେ ତମର୍ ସଙ୍ଗ୍ କାଇପିଇ ଅଇରଇଲୁ, ତୁଇ ଆମର୍ ଦୁଆର୍ ମନ୍କେ ସିକିଆ ଦେଇତେରଇଲୁସ୍ ବଲି କଇସା’
Esho mwayanda ayanje, Taliye na mweele hwitagalile lyaho nawe wasambelezyezye idala elyetu.”
27 ୨୭ ଆରି ସେ ତମ୍କେ କଇସି, ତମେ କନ୍ ଜାଗାର୍ ଲକ୍ମନ୍ ମୁଇ ତମ୍କେ ମୁଲ୍କେ ନାଜାନି, ଏ କରାପ୍ କାମ୍ କର୍ବା ଲକ୍ମନ୍, ‘ତମେ ସବୁ ମର୍ ମୁଆଟେ ଅନି ଉଟି ଜା ।’
Wape abhayanje embabhola, `sembamenye hwamfumele sogalaji hwiline amwe mwenti mwemuli bhabhomba!'
28 ୨୮ ଆରି ସେ ତମ୍କେ ପାଟାଇଦେବା ଜାଗାଇଅନି ଅବ୍ରାଆମ୍ ଇସାକ୍, ଜାକୁବ୍, ଆରି ପର୍ମେସରର୍ ଟାନେଅନି ଆସି ରଇଲା ବବିସତ୍ ବକ୍ତାମନ୍ ରଇବାଟା ଦେକ୍ସା । ମାତର୍ ପର୍ମେସର୍ ତାର୍ ରାଇଜେ ତମ୍କେ ଜାଗା ନ ଦେଏ । ଜେଡେବଲ୍ ଏଟା ଅଇସି, ସେ ବେଲା ସେଟା ଦେକି, ତମେ କାଇକାଇ କାରାପ୍ କାମ୍ମନ୍ କରି ରଇଲାସ୍ ସେଟା ସବୁ ଏତାଇ କରି ମାରିଚପିଅଇ କାନ୍ଦ୍ସା ଆରି ଦାତ୍ ମୁଣ୍ଡ୍ କାତ୍ରି ଅଇସା ।
Esho shashabha shililo nasye amino namwanyihulo oIbulahimu no Isaka, no Yakobo na khakuwa wonti abhe umwene owa Ngolobhe namwe mwemwe mponyezyewe hwonze.
29 ୨୯ ଆରି ଜିଉଦି ନଇଲା ଲକ୍ମନ୍ ଏ ଦୁନିଆର୍ ସବୁ କନ୍ଦିବିକନ୍ଦି ଅନି ଆସି ପର୍ମେସରର୍ ରାଇଜେ କାଇବାକେ ବସ୍ବାଇ ।
Wope bhayenza abhantu afume hu Mashariki, na hu Magharibi, nafume hu Kaskazini na hu Kusini, wape bhayikhara pashalye pa umwene owa Ngolobhe.
30 ୩୦ ଆରି ଦେକା, ସାରାସାରି ରଇଲା ଲକ୍ ଆଗ୍ତୁ ଅଇବାଇ ଆରି ଆଗ୍ତୁ ରଇବା ଲକ୍ମନ୍ ପଚେ ଅଇଜିବାଇ ।”
Na enya, wahweli bhali bhamwisho bhayibha bhahwanda na abha hwanda bhayibha bha mwisho.”
31 ୩୧ ସେଡ୍କିବେଲେ କେତେଟା ପାରୁସି ଲକ୍ମନ୍ ଜିସୁର୍ ଲଗେ ଆସି କଇଲାଇ, “ତମେ ଏ ଜାଗା ଚାଡି ଉଟି ଜା, କାଇକେ ବଇଲେ ଏରଦ୍ ତମ୍କେ ମରାଇବାକେ ମନ୍ କଲାନି ।”
Esaa yeyo Amafarisayo bhamo bhamo bhabhariye, “Bhabhola fuma epe, obhale pamwabho, afwanaje oHerode ahwanza hugoje.”
32 ୩୨ ଜିସୁ ସେମନ୍କେ କଇଲା, “ତମେ ଜାଇ ସେ କଲିଆପାରା ଲକ୍କେ କୁଆ, ଦେକ୍ ଆଜି ଆରି କାଲି ମୁଇ ଡୁମା ଚାଡାଇଲିନି ଆରି ନିକ କଲିନି । ଆରି ପର୍ଦିନ୍କେ ମୁଇ ମର୍ କାବା ଅଇଜିବା କାମ୍କଲିନି । ପର୍ମେସରର୍ ଜଜ୍ନାଇ ରଇଲା ବେଲା କେଟ୍ବା ଆଗ୍ତୁ, ମୁଇ ଏନ୍ତି କାମ୍ କରି ସାରାଇବି ।
Wabhabhola, “Bhalaji mbhore ola ombela, `Enya, sanyono na sandabho efumila epepo na ponye empongo, isiku elyatatu ekamiliha.
33 ୩୩ କାଇଟା ମିସା ଅ, ମୁଇ ଆଜି, କାଲିକେ ଆରି ପର୍ଦିନ୍କେ ଜାଇତେ ରଇବାର୍ ଆଚେ, କାଇକେ ବଇଲେ ପର୍ମେସରର୍ ଟାନେଅନି ଆଇଲା ସବୁ ବବିସତ୍ବକ୍ତାମନ୍କେ ଜିରୁସାଲାମେସେ ମରାଇଆଚତ୍ ।”
Pandwemo nego enanziwe akhate idala lyane sanyono na shendabho na renda sandabho, afwanaje sehwaziwa aje okuwa atejele hwonze eye Yerusalemu.
34 ୩୪ ଜିସୁ କଇଲା, “ଏ ଜିରୁସାଲମର୍ ଲକ୍ମନ୍! ପର୍ମେସର୍ ତମର୍ଟାନେ ଜେତ୍କି ପାଟାଇରଇଲା ବବିସତ୍ବକ୍ତାମନ୍କେ ମାରି ମରାଇଲାସ୍! ଆରି ପେରିତ୍ମନ୍କେ ତର୍କେ ତର୍ ପାକ୍ନା ମାରି ମରାଇଲାସ୍ । ତେବେ ତମର୍ପାଇ ମର୍ ଲଗେ ଗଟେକ୍ କାତା ଆଚେ । ମାଇ କୁକୁଡା ଜେନ୍ତି ତାର୍ ଟିଅଁମନ୍କେ ଡେନା ତଲେ ରୁଣ୍ଡାଇସି, ମୁଇ ସେନ୍ତି କେତେ ତର୍ ତମ୍କେ ରକିଆ କର୍ବାକେ ମନ୍ କଲି । ମାତର୍ ସେନ୍ତି କର୍ବାକେ ତମେ ନ ଦିଆସ୍ ।
Ee Yerusalemu, u Yerusalemu, wogoga abhakuwa na bhakhome na mawe bhabhasontezyewe, mara halenga enanzile abhabhonganye abhana bhaho nenshe shila ekuku nebhoganya evyana vyakwe pansi eya mapiho gakwe, wala semwahanzile.
35 ୩୫ ଦେକା, ତମର୍ ମନ୍ଦିର୍ ଚାଡିଦେଇ ଆଚତ୍ । ସେଟାର୍ ପାଇ ପର୍ମେସର୍ ଏବେ ତମ୍କେ ‘ପାର୍ତନା ଗର୍ ଆରି ତମର୍ ଗଡ୍ ନିଜେ ରକିଆ କରା’ ବଲି ଚାଡି ଦେଲାଆଚେ । ମୁଇ ତମ୍କେ କଇଲିନି, ପର୍ମେସର୍ ଜନ୍ ଲକ୍କେ ଆସିର୍ବାଦ୍ କରି ଆମର୍ ଲଗେ ପାଟାଇଲାଆଚେ ବଲି ମର୍ ବିସଇ ନେଇ, ତମେ ନ କଇବାଜାକ ମକେ ଦେକିନାପାରାସ୍ ।”
Enyaji, mreshewe enyumba yenyu. Nane embabhola, se mwailondola nante na mwaha, hata namwayiyanga asalwe yalwenza hwitawa elya Gosi.”