< ଲୁକ୍‌ 1 >

1 ଏ ତିଅପିଲ୍‌ ମଆସୟ, ଆମର୍‌ ବିତ୍‌ରେ ଜନ୍‌ ସବୁ ଗଟ୍‍ନା ଗଟ୍‌ଲା, ସେସବୁ ଲେକ୍‌ବାକେ ବେସି ଲକ୍‌ ଚେସ୍‌ଟା କଲାଇ ।
Nademaal velen ter hand genomen hebben, om in orde te stellen een verhaal van de dingen, die onder ons volkomen zekerheid hebben;
2 ଆରାମ୍‌ ଅଇଲା ମୁଲେ, ଜେଜେ ଏ ସବୁ ଦେକିରଇଲାଇ ଆରି ସୁବ୍‌ କବର୍‌ ବିନ୍‌ ଲକ୍‌ମନ୍‌କେ ଜାନାଇଲାଇ, ସେମନ୍‌ ଆମ୍‌କେ କଇଲା ଇସାବେ ଲେକ୍‌ଲାଇ ।
Gelijk ons overgeleverd hebben, die van den beginne zelven aanschouwers en dienaars des Woords geweest zijn;
3 ତେବର୍‌ପାଇ ଏ ମାନନିୟ ତିୟପିଲ୍‌. ପୁର୍‌ବେଅନି ଟିକିନିକି କଜ୍‌ଲଡ୍‌କରି ତେଇ ସବୁଜାକ ରିତିିନିତି ସଙ୍ଗ୍‌ ଅଇଲାଟା ତମର୍‌ପାଇ ମୁଇ ଲେକ୍‌ବିଆକା ବଲି ମନ୍‌କଲି ।
Zo heeft het ook mij goed gedacht, hebbende alles van voren aan naarstiglijk onderzocht, vervolgens aan u te schrijven, voortreffelijke Theofilus!
4 ଜେନ୍ତି ତୁଇ ସବୁ ବିସଇର୍‌ ସିକିଆ ପାଇଆଚୁସ୍‌, ସେ ସିକିଆର୍‌ ପୁରାପୁରୁନ୍‌ ସତ୍‌ ପାଇପାରୁସ୍‌ ।
Opdat gij moogt kennen de zekerheid der dingen, waarvan gij onderwezen zijt.
5 ଜିଉଦା ଦେସର୍‌ ରାଜା ଏରଦର୍‌ ବେଲେ, ଅବିୟ ପୁଜାରି ଦଲେ ଜିକରିୟ ନାଉଁର୍‌ ଗଟେକ୍‌ ପୁଜାରି ରଇଲା । ତାର୍‌ ମାଇଜି ଏଲିସାବେତ୍‌ । ସେ ଆରଣ୍‌ ବଁସର୍‌ ରଇଲା ।
In de dagen van Herodes, den koning van Judea, was een zeker priester, met name Zacharias, van de dagorde van Abia; en zijn vrouw was uit de dochteren van Aaron, en haar naam Elizabet.
6 ପର୍‌ମେସରର୍‌ ଦେକ୍‌ବା ଇସାବେ ସେମନ୍‌ ଦୁଇଲକ୍‌ ଜାକ ମାପ୍‌ରୁର୍‌ ସବୁ ଆଦେସ୍‌, ବିଦି ଇସାବେ କରତେରଇଲାଇ ।
En zij waren beiden rechtvaardig voor God, wandelende in al de geboden en rechten des Heeren, onberispelijk.
7 ମାତର୍‌ ସେମନ୍‌କେ ପିଲାଜିଲା ନ ରଇଲା । କାଇକେ ବଇଲେ ଏଲିସାବେତ୍‌ ବାଞ୍ଜି ରଇଲା । ଆରି ସେମନ୍‌ ଡକ୍‌ରା ଡକ୍‌ରି ଅଇଜାଇରଇଲାଇ ।
En zij hadden geen kind, omdat Elizabet onvruchtbaar was, en zij beiden verre op hun dagen gekomen waren.
8 ଦିନେକ୍‌ ଜିକରିୟ ନିଜର୍‌ ଦଲର୍‌ ପାଲି ଇସାବେ, ଜିଉଦିମନର୍‌ ମନ୍ଦିରେ ପୁଜାରି କାମ୍‌ କର୍‌ବାବେଲେ,
En het geschiedde, dat, als hij het priesterambt bediende voor God, in de beurt zijner dagorde.
9 ରିତିନିତି ଇସାବେ ଜିକରିୟର୍‍ ନାଉଁ କେଡ୍‌ ପୁଟ୍‌ଲାଜେ ତାକେ ମାପ୍‌ରୁର୍‌ ମନ୍ଦିରେ ଜାଇକରି ବେଦିଟାନେ ଦୁପ୍‌ ଦେବାକେ ପଡ୍‌ଲା ।
Naar de gewoonte der priesterlijke bediening, hem te lote was gevallen, dat hij zoude ingaan in den tempel des Heeren om te reukofferen.
10 ୧୦ ଆରି ଦୁପ୍‌ ଦେବାବେଲେ ଲକ୍‌ମନ୍‌ ବାଇରେ ପାର୍‌ତନା କର୍‌ତେ ରଇଲାଇ ।
En al de menigte des volks was buiten, biddende, ten ure des reukoffers.
11 ୧୧ ସେଡ୍‌କିବେଲେ ଏଦେ ଦେକା! ମାପ୍‌ରୁର୍‌ ଗଟେକ୍‌ ଦୁତ୍‌ ଦୁପ୍‌ ଦେବା ବେଦିର୍‌ ଉଜାବାଟେ ଟିଆଅଇ ତାକେ ଦର୍‌ସନ୍‌ ଦେଲା ।
En van hem werd gezien een engel des Heeren, staande ter rechter zijde van het altaar des reukoffers.
12 ୧୨ ଜିକରିୟ ତାକେ ଦେକି କିଲ୍‌ବିଲ୍‌ ଅଇ ଡରିଗାଲା ।
En Zacharias, hem ziende, werd ontroerd, en vreze is op hem gevallen.
13 ୧୩ ମାତର୍‌ ଦୁତ୍‌ ତାକେ କଇଲା, “ଜିକରିୟ ଡର୍‌ନାଇ, କାଇକେବଇଲେ ତମେ ଗୁଆରି କଲାଟା ପର୍‌ମେସର୍‌ ସୁନିଆଚେ । ତର୍‌ ମାଇଜି ଏଲିସାବେତ୍‌ ଗଟେକ୍‌ ପିଲା ଜନମ୍‌ ଦେଇସି । ତମେ ତାକେ ଜଅନ୍‌ ବଲି ନାଉଁ ଦିଆସ୍‌ ।
Maar de engel zeide tot hem: Vrees niet, Zacharias! want uw gebed is verhoord, en uw vrouw Elizabet zal u een zoon baren, en gij zult zijn naam heten Johannes.
14 ୧୪ ସେ ତମର୍‌ ପାଇ ବେସି ସାର୍‌ଦା ଆନ୍‌ସି ଆରି କେତେ କେତେ ଲକ୍‌ମନ୍‌ ତାର୍‌ ଜନମେ ସାର୍‌ଦା କର୍‌ବାଇ ।
En u zal blijdschap en verheuging zijn, en velen zullen zich over zijn geboorte verblijden.
15 ୧୫ ମାପ୍‌ରୁର୍‌ ଦେକ୍‌ବା ଇସାବେ ସେ ଗଟେକ୍‌ ଡାକ୍‌ପୁଟା ଲକ୍‌ ଅଇସି । ସେ ଆମଟ୍‌ ଅଇଜାଇରଇବା ଅଙ୍ଗୁର୍‌ ରସ୍‌ କି ନିସା ଜିନିସ୍‌ ମୁଲ୍‌କେ ନ କାଏ ଆରି ମାଆର୍‌ ଗର୍‌ବେ ଅନି ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇ ଆଇସି ।
Want hij zal groot zijn voor den Heere; noch wijn, noch sterken drank zal hij drinken, en hij zal met den Heiligen Geest vervuld worden, ook van zijner moeders lijf aan.
16 ୧୬ ଆରି ଇସ୍‌ରାଏଲ୍‌ ଲକ୍‌ମନର୍‌ ବିତ୍‌ରେ ଅନି କେତେ କେତେ ଲକ୍‌ମନ୍‌କେ ମାପ୍‌ରୁ ତାର୍‌ ପର୍‌ମେସରର୍‌ ଟାନେ ବାଉଡାଇସି ।
En hij zal velen der kinderen Israels bekeren tot den Heere, hun God.
17 ୧୭ ସେ ବବିସତ୍‌ବକ୍‌ତା ଏଲିୟର୍‌ ଆତ୍‌ମାଇ ବପୁଅଇ ପର୍‌ମେସରର୍‌ ଆଗ୍‌ତୁ ଜାଇସି । ବାବାମନର୍‌ ମନ୍‌ ପିଲାମନର୍‌ଟାନେ ବାଉଡାଇସି । ପର୍‌ମେସରର୍‌ କାତା ନ ମାନ୍‌ବା ଲକ୍‌ମନ୍‌କେ ଦରମ୍‌ ଲକ୍‌ମନ୍‌ ଚିନ୍ତା କର୍‌ବା ଟାନେ ବାଉଡାଇସି । ଆରି ପର୍‌ମେସରର୍‌ ଲକ୍‌ମନ୍‌କେ ତାର୍‌ ପାଇ ଜାଗ୍‌ରତ୍‌ କରାଇସି ।”
En hij zal voor Hem heengaan, in den geest en de kracht van Elias, om te bekeren de harten der vaderen tot de kinderen, en de ongehoorzamen tot de voorzichtigheid der rechtvaardigen, om den Heere te bereiden een toegerust volk.
18 ୧୮ ତେଇ ଜିକରିୟ ଦୁତ୍‌କେ କଇଲା, “ତମେ କଇବାଟା ସତ୍‌ ଅଇସି ବଲି ମୁଇ କେନ୍ତି ଜାନ୍‌ବି? କାଇକେବଇଲେ ମୁଇତା ଡକ୍‌ରା ଅଇଗାଲିବେ, ଆରି ମର୍‌ ମାଇଜି ମିସା ଡକ୍‌ରି ଅଇଗାଲାନି ।”
En Zacharias zeide tot den engel: Waarbij zal ik dat weten? Want ik ben oud, en mijn vrouw is verre op haar dagen gekomen.
19 ୧୯ ଦୁତ୍‌ ତାକେ କଇଲା “ମୁଇ ଗାବ୍‌ରିଏଲ୍‌, ମୁଇ ପର୍‌ମେସରର୍‌ ମୁଆଟେ ଟିଆ ଅଇରଇବା ଦୁତ୍‌, ତମ୍‌କେ ଏ କବର୍‌ ଜାନାଇବାକେ ମକେ ପାଟାଇଆଚେ ।
En de engel antwoordde en zeide tot hem: Ik ben Gabriel, die voor God sta, en ben uitgezonden, om tot u te spreken, en u deze dingen te verkondigen.
20 ୨୦ ଦେକ୍‌, ଏ ସବୁ ନ ଅଇବା ଦିନ୍‌ ଜାକ ତୁଇ ଗୁଲାଅଇ ରଇସୁ । କାଇକେବଇଲେ ମର୍‌ ସବୁ ବାକିଅ ସମାନ୍‌ ବେଲାଇସେ ପୁରାପୁରୁନ୍‌ ଅଇସି । ସେଟା ସବୁ ତୁଇ ବିସ୍‌ବାସ୍‌ କୁରୁସ୍‌ ନାଇ ।”
En zie, gij zult zwijgen, en niet kunnen spreken, tot op den dag, dat deze dingen geschied zullen zijn; om dies wil, dat gij mijn woorden niet geloofd hebt, welke vervuld zullen worden op hun tijd.
21 ୨୧ ଏତ୍‌କି ଅଇବା ବିତ୍‌ରେ ଲକ୍‌ମନ୍‌ ଜିକରିୟକେ ବାଇରେ ଜାଗିରଇଲାଇ ଆରି ଦେଉଲେ ତାର୍‌ ଅଲ୍‌ସମ୍‌ ଅଇଲାଜେ ସେମନ୍‌ କାବାଅଇ ଜାଇତେରଇଲାଇ ।
En het volk was wachtende op Zacharias, en zij waren verwonderd, dat hij zo lang vertoefde in den tempel.
22 ୨୨ ମାତର୍‌ ଜିକରିୟ ବାରଇ ଆସି ଲକ୍‌ମନର୍‌ ସଙ୍ଗ୍‌ କାତାଅଇ ନାପାର୍‌ଲା, ତେଇ ସେ ଦେଉଲେ ଦର୍‌ସନ୍‌ ପାଇଆଚେ ବଲି ଲକ୍‌ମନ୍‌ ବୁଜ୍‌ଲାଇ ଆରି ସେ ଲକ୍‌ମନ୍‌କେ ଆତ୍‌ ସଗିଆ କରି ଜାନାଇବାର୍‌ ଦାର୍‌ଲା ଆରି ଗୁଲାଅଇକରି ରଇଲା ।
En als hij uitkwam, kon hij tot hen niet spreken; en zij bekenden, dat hij een gezicht in den tempel gezien had. En hij wenkte hun toe, en bleef stom.
23 ୨୩ ଜିକରିୟ ତାର୍‌ ସେବା କର୍‌ବା ପାଲି ଦିନ୍‌ ସବୁ ସାର୍‌ଲା ପଚେ ତାର୍‌ ଗରେ ଉଟିଗାଲା ।
En het geschiedde, als de dagen zijner bediening vervuld waren, dat hij naar zijn huis ging.
24 ୨୪ ଏତ୍‌କି ଅଇ କେତେକ୍‌ ଦିନ୍‌ ଗାଲା ପଚେ ତାର୍‌ ମାଇଜି ଏଲିସାବେତ୍‌ ଗାଗ୍‌ଡେ ଅଇଲା ଆରି ସେ ପାଁଚ୍‌ ମାସ୍‌ ଜାକ କାକେ ନ ଜାନାଇ ଗରେସେ ରଇଲା ।
En na die dagen werd Elizabet, zijn vrouw, bevrucht; en zij verborg zich vijf maanden, zeggende:
25 ୨୫ ତାର୍‌ପଚେ ଏଲିସାବେତ୍‌ କଇଲା, “ଲକ୍‌ମନର୍‌ ଜେଞ୍ଜେଟ୍‌ କର୍‌ବାଟା ଦୁର୍‌ କର୍‌ବାକେ ସାରାସାରି ମକେ ଦୟା କରି ମାପ୍‌ରୁ ଏନ୍ତାରି କଲାଆଚେ ।”
Alzo heeft mij de Heere gedaan, in de dagen, in welke Hij mij aangezien heeft, om mijn versmaadheid onder de mensen weg te nemen.
26 ୨୬ ଏଲିସାବେତ୍‌ ଗାଗ୍‌ଡେଅଇ ଚ ମାସ୍‌ ଅଇଲାକେ, ପର୍‌ମେସର୍‌ ଗାବ୍‌ରିଏଲ୍‌ ଦୁତ୍‌କେ ଗାଲିଲି ରାଇଜର୍‌ ନାଜରିତ୍‌ ନାଉଁର୍‌ ନଅରେ ଗଟେକ୍‌ ଦାଙ୍ଗ୍‌ଡିର୍‌ ଟାନେ ପାଟାଇଲା ।
En in de zesde maand werd de engel Gabriel van God gezonden naar een stad in Galilea, genaamd Nazareth;
27 ୨୭ ସେ ଦାଙ୍ଗ୍‌ଡିର୍‌ ନାଉଁ ମରିୟମ୍‌, ଦାଉଦ୍‌ ବଁସର୍‍ ଜସେପ୍‌ ନାଉଁର୍‌ ଗଟେକ୍‌ ଦାଙ୍ଗ୍‌ଡା ସଙ୍ଗ୍‌ ତାର୍‌ ମାଙ୍ଗ୍‌ନି ଅଇରଇଲା ।
Tot een maagd, die ondertrouwd was met een man, wiens naam was Jozef, uit den huize Davids; en de naam der maagd was Maria.
28 ୨୮ ଦୁତ୍‌ ମରିୟମର୍‍ ଲଗେ ଆସି କଇଲା, “ଏ ନୁନି, ମାପ୍‌ରୁ ତକେ ଦୟାକଲା ଆଚେ, ଆରି ତର୍‌ସଙ୍ଗ୍‌ ଆଚେ ।”
En de engel tot haar ingekomen zijnde, zeide: Wees gegroet, gij begenadigde; de Heere is met u; gij zijt gezegend onder de vrouwen.
29 ୨୯ ମରିୟମ୍‌ ସରଗର୍‌ ଦୁତ୍‌ କଇଲା ବାକିଅ ସୁନ୍‌ଲା ଆରି କାଇଟା ବୁଜିନାପାରି ଉଡୁକ୍‌ ଦୁଡୁକ୍‌ ଅଇଜାଇକରି, ବାବିବାବି ରଇଲା ।
En als zij hem zag, werd zij zeer ontroerd over dit zijn woord, en overlegde, hoedanig deze groetenis mocht zijn.
30 ୩୦ ଦୁତ୍‌ ତାକେ କଇଲା, “ମରିୟମ ଡର୍‌ ନାଇ, ତୁଇ ମାପ୍‌ରୁର୍‌ ଦୟା ପାଇଆଚୁସ୍‌ ।
En de engel zeide tot haar: Vrees niet, Maria, want gij hebt genade bij God gevonden.
31 ୩୧ ଦେକ୍‌ ତୁଇ ଗାଗ୍‌ଡେ ଅଇ ପିଲା ଗଟେକ୍‌ ଜନମ୍‌ କର୍‌ସୁ ଆରି ତାର୍‌ ନାଉଁ ଜିସୁ ଦେଇସା ।
En zie, gij zult bevrucht worden, en een Zoon baren, en zult Zijn naam heten JEZUS.
32 ୩୨ ସେ ଗଟେକ୍‌ ଡାକ୍‌ପୁଟା ଲକ୍‌ ଅଇସି ଆରି ସବୁର୍‌ ଉପ୍‌ରେ ରଇବା ପର୍‌ମେସରର୍‌ ପଅ ବଲି କଇବାଇ, ସରଗର୍‌ ମାପ୍‌ରୁ ତାକେ, ତାର୍‌ ଆନିଦାଦି ଦାଉଦର୍‌ ପାରା ରାଜା କରାଇସି ।
Deze zal groot zijn, en de Zoon des Allerhoogsten genaamd worden; en God, de Heere, zal Hem den troon van Zijn vader David geven.
33 ୩୩ ସେ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ଇସ୍‌ରାଏଲ୍‌ ଲକ୍‌ମନ୍‌କେ ସାସନ୍‌ କର୍‌ସି । ତାର୍‌ ରାଇଜ୍‌ କେବେ ନ ସାରେ ।” (aiōn g165)
En Hij zal over het huis Jakobs Koning zijn in der eeuwigheid, en Zijns Koninkrijks zal geen einde zijn. (aiōn g165)
34 ୩୪ ମରିୟମ୍‌ ଦୁତ୍‌କେ କଇଲା, “ଏଟା କେନ୍ତି ଅଇସି? ମୁଇତା ମୁନୁସ୍‌କେ ନାଜାନି!”
En Maria zeide tot den engel: Hoe zal dat wezen, dewijl ik geen man bekenne?
35 ୩୫ ଦୁତ୍‌ ତାକେ କ‍ଇଲା, “ସୁକଲ୍‌ ଆତ୍‌ମା ଆସି ତକେ ଡାବି ଅଇସି, ଆରି ସବୁର୍‌ ଉପ୍‌ରେ ରଇବା ପର୍‌ମେସରର୍‌ ବପୁ ତକେ ଗୁଡିଆଇ ଅଇସି, ତେବର୍‌ପାଇ ଜେ ଜାତ୍‌ ଅଇସି, ସେ ସୁକଲ୍‌ ପର୍‌ମେସରର୍‌ ପଅ ବଲି ଡାକ୍‌ପୁଟା ଅଇସି ।”
En de engel, antwoordende, zeide tot haar: De Heilige Geest zal over u komen, en de kracht des Allerhoogsten zal u overschaduwen; daarom ook, dat Heilige, Dat uit u geboren zal worden, zal Gods Zoon genaamd worden.
36 ୩୬ ଆରି ଦେକ୍‌, ତର୍‌ ଲାଗାର୍‌ ଲିତାର୍‌ ଏଲିସାବେତ୍‌ ମିସା ଡକ୍‌ରି ବେଲେ ଗାଗ୍‌ଡେ ଆଚେ, ଜାକେ ଲକ୍‌ମନ୍‌ ବାଞ୍ଜି ବଲି କଇତେରଇଲାଇ । ତାକେ ଏବେ ଚ ମାସ୍‌ ଅଇଲାନି ।
En zie, Elizabet, uw nicht, is ook zelve bevrucht, met een zoon, in haar ouderdom; en deze maand is haar, die onvruchtbaar genaamd was, de zesde.
37 ୩୭ କାଇକେବଇଲେ ପର୍‌ମେସରର୍‌ଟାନେ କାଇଟା ମିସା ନ ଅଇବା କାମ୍‌ ନାଇ, ବଲି କଇଲା ।
Want geen ding zal bij God onmogelijk zijn.
38 ୩୮ ତେଇ ମରିୟମ୍‌ କଇଲା, “ଦେକା, ମୁଇ ଗଟେକ୍‌ ମାପ୍‌ରୁର୍‌ ଦାସି, ତମେ କଇବା ଇସାବେ ମକେ ଅ ।” ତାର୍‌ପଚେ ଦୁତ୍‌ ତାର୍‌ଟାନେଅନି ଉଟିଗାଲା ।
En Maria zeide: Zie, de dienstmaagd des Heeren; mij geschiede naar uw woord. En de engel ging weg van haar.
39 ୩୯ ସେଡ୍‌କିବେଲେ ମରିୟମ୍‌ ବାରଇକରି ଜିଉଦା ରାଇଜର୍‌ ଡଙ୍ଗର୍‌ ଜାଗାର୍‌ ଗଟେକ୍‌ ନଅରେ ଉଟିଗାଲା ।
En Maria, opgestaan zijnde in diezelfde dagen, reisde met haast naar het gebergte, in een stad van Juda;
40 ୪୦ ତେଇ ଜିକରିୟର୍‌ ଗରେ ପୁରିକରି ସେ ଏଲିସାବେତ୍‌କେ ଜୁଆର୍‌ କଲା ।
En kwam in het huis van Zacharias, en groette Elizabet.
41 ୪୧ ମରିୟମ୍‌ ଜୁଆର୍‌କଲାଟା ସୁନ୍‌ଲା ଦାପ୍‌ରେ ଏଲିସାବେତର୍‌ ଗର୍‌ବେ, ପିଲା ସାର୍‌ଦା ଅଇ ଡେଗଇଲା ଆରି ଏଲିସାବେତ୍‌ ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇଲା ।
En het geschiedde, als Elizabet de groetenis van Maria hoorde, zo sprong het kindeken op in haar buik; en Elizabet werd vervuld met den Heiligen Geest;
42 ୪୨ ଏଲିସାବେତ୍‌ ଆଉଲି ଅଇକରି କଇଲା, “ତୁଇ ସବୁ ମାଇଜିମନର୍‌ ବିତ୍‌ରେ ଅନି କେଡେକ୍‌ ନିକ କରମର୍‌ ଲକ୍‌! ତର୍‌ ଗରବର୍‌ ପିଲାର୍‌ ମିସା କେଡେକ୍‌ କରମ୍‌!
En riep uit met een grote stem, en zeide: Gezegend zijt gij onder de vrouwen, en gezegend is de vrucht uws buiks!
43 ୪୩ ମୁଇ କେ ଜେ ମର୍‌ ମାପ୍‌ରୁର୍‌ ମାଆ, ମକେ ଦେକ୍‌ବାର୍‌ ଆଇଲା ଆଚେ?
En van waar komt mij dit, dat de moeder mijns Heeren tot mij komt?
44 ୪୪ କାଇକେବଇଲେ, ଦେକ୍‌, ତୁଇ ଜୁଆର୍‌କଲାଟା ସୁନ୍‌ଲା ଦାପ୍‌ରେ ମର୍‌ ଗରବର୍‌ ପିଲା ସାର୍‌ଦା ଅଇ ଡେଗଇଲା ।
Want zie, als de stem uwer groetenis in mijn oren geschiedde, zo sprong het kindeken van vreugde op in mijn buik.
45 ୪୫ ଜେ ବିସ୍‌ବାସ୍‌ କର୍‌ସି ତାର୍‌ କେଡେକ୍‌ ନିମାନ୍‌ କରମ୍‌, କାଇକେବଇଲେ ମାପ୍‌ରୁ ତାକେ ଜାଇଜାଇଟା କୁଆଅଇଲାଆଚେ, ସେ ସବୁଜାକ ଅଇସି ଆକା ।”
En zalig is zij, die geloofd heeft; want de dingen, die haar van den Heere gezegd zijn, zullen volbracht worden.
46 ୪୬ ତେଇ ମରିୟମ୍‌ କଇଲା, “ମର୍‌ ଜିବନ୍‌ ମର୍‌ ମାପ୍‌ରୁର୍‌ ମଇମା କଲାନି ।
En Maria zeide: Mijn ziel maakt groot den Heere;
47 ୪୭ ଆରି ମର୍‌ ଆତ୍‌ମା ମର୍‌ ରକିଆକାରି ପର୍‌ମେସରର୍‌ଟାନେ ସାର୍‌ଦା କଲାନି ।
En mijn geest verheugt zich in God, mijn Zaligmaker;
48 ୪୮ କାଇକେବଇଲେ ସେ ମର୍‌ପାରା କାକୁର୍‌ତିଆନିକେ ନିଜର୍‌ ଗତିଦାଙ୍ଗ୍‌ଡି ବଲି ଏତାଇଲା ଆଚେ । ଆରି ଦେକା ଆଜିଅନି କାଲ୍‍କାଲ୍‍ ଜୁଗ୍‌ଜୁଗ୍‌, ସବୁ ଲକ୍‌ ମକେ ପର୍‌ମେସରର୍‌ ତେଇଅନି ଆସିର୍‌ବାଦ୍‌ ମିଲ୍‌ଲା ଲକ୍‌ ବଲି କଇବାଇ ।
Omdat Hij de nederheid Zijner dienstmaagd heeft aangezien; want zie, van nu aan zullen mij zalig spreken al de geslachten.
49 ୪୯ କାଇକେବଇଲେ ସବୁର୍‌ଟାନେଅନି ବପୁର୍‌ ମାପ୍‌ରୁ, ମର୍‌ପାଇ କାବାଅଇଜିବା କାମ୍‌ କଲାଆଚେ, ତାର୍‌ ନାଉଁ ସୁକଲ୍‌ ।
Want grote dingen heeft aan mij gedaan Hij, Die machtig is, en heilig is Zijn Naam.
50 ୫୦ ଆରି ଜନ୍‌ ଲକ୍‌ମନ୍‌ ତାକେ ଡରିକରି ରଇବାଇ, ଜୁଗେ ଜୁଗେ ସେ ସେମନ୍‌କେ ଦୟା କର୍‌ସି ।
En Zijn barmhartigheid is van geslacht tot geslacht over degenen, die Hem vrezen.
51 ୫୧ ସେ ତାର୍‌ ନିଜର୍‌ ବପୁର୍‌ ଆତ୍‌ ଦେକାଇଆଚେ, ସେ ଆଁକାର୍‌ ଲକ୍‌ମନ୍‌କେ ସେମନର୍‌ ମନେ ବାବ୍‌ନା କଲାଟା ଚିନ୍‌ଚତର୍‌ କଲା ଆଚେ ।
Hij heeft een krachtig werk gedaan door Zijn arm; Hij heeft verstrooid de hoogmoedigen in de gedachten hunner harten.
52 ୫୨ ସେ ବଡ୍‌ ବଡ୍‌ ରାଜାମନ୍‌କେ ସେମନ୍‍ ରଇବାଟାନେଅନି ଉତ୍‌ରାଇ ଦେଲା ଆଚେ, ଆରି କାକୁର୍‌ତିଆମନ୍‌କେ ଉପ୍‌ରେ ଉଟାଇ ଆଚେ ।
Hij heeft machtigen van de tronen afgetrokken, en nederigen heeft Hij verhoogd.
53 ୫୩ ସେ ବୁକର୍‌ ଲକ୍‌ମନ୍‌କେ ନିକ ନିକ ବିସଇ ଦେଇ ସାର୍‌ଦା କରାଇ ଆଚେ, ସାଉକାର୍‌ଲକ୍‌ମନ୍‌କେ ଚୁଚା ଆତେ ବାଉଡାଇଦେଇ ଆଚେ ।
Hongerigen heeft Hij met goederen vervuld; en rijken heeft Hij ledig weggezonden.
54 ୫୪ ଆମର୍‌ ଆନିଦାଦିମନ୍‌କେ ଜନ୍‌ କାତା ଦେଇରଇଲା, ସେଟା ପୁରାପୁରୁନ୍‌ କଲା ଆରି ତାର୍‌ ନିଜର୍‌ ଚାକର୍‌ ଇସ୍‌ରାଏଲର୍‌ ଉପ୍‌କାର୍‌ କରି ଆଚେ ।
Hij heeft Israel, Zijn knecht, opgenomen, opdat Hij gedachtig ware der barmhartigheid.
55 ୫୫ ସେ ଅବ୍‌ରାଆମ୍ ଆରି ତାର୍‌ ନାତିମନ୍‌କେ ତାର୍‌ ଦୟା କାଲ୍‍କାଲ୍‍ ଜୁଗ୍‌ଜୁଗ୍‌ ଏତାଅତ୍‌ବଲି ଦେକାଇଲା ଆଚେ ।” (aiōn g165)
(Gelijk Hij gesproken heeft tot onze vaderen, namelijk tot Abraham, en zijn zaad) in eeuwigheid. (aiōn g165)
56 ୫୬ ଆରି ମରିୟମ୍‌ ତିନ୍‌ ମାସ୍‌ ପାରା ଏଲିସାବେତର୍‌ ସଙ୍ଗ୍‌ ରଇ ନିଜର୍‌ ଗରେ ବାଉଡି ଗାଲା ।
En Maria bleef bij haar omtrent drie maanden, en keerde weder tot haar huis.
57 ୫୭ ପଚେ ଏଲିସାବେତର୍‌ ଆତ୍‌ଗଡ୍‌ ସୁକ୍‌ ଅଇବା ଦିନ୍‌ କେଟି ଆଇଲାଜେ, ସେ ଗଟେକ୍‌ ପିଲା ଜନମ୍‌ ଦେଲା ।
En de tijd van Elizabet werd vervuld, dat zij baren zoude, en zij baarde een zoon.
58 ୫୮ ଆରି ମାପ୍‌ରୁଜେ ତାକେ ଦୟା କଲାଆଚେ, ଏଟା ସୁନି ଜିକରିୟର୍‌ ଲାଗାର୍‍ଲିତାର୍‌ ଲକ୍‍ ଆରି ଗତିଆ କୁଟୁମ୍‌ ତାକର୍‌ ସଙ୍ଗ୍‌ ସାର୍‌ଦା କର୍‌ବାର୍‌ ଦାର୍‌ଲାଇ ।
En die daar rondom woonden, en haar magen hoorden, dat de Heere Zijn barmhartigheid grotelijks aan haar bewezen had, en waren met haar verblijd.
59 ୫୯ ଆଟ୍‌ ଦିନ୍‌ ଗାଲାପଚେ ଲକ୍‌ମନ୍‌ ପିଲାର୍‌ ସୁନତ୍‌ଟାନେ ଆଇଲାଇ ଆରି ତାର୍‌ ବାବାର୍‌ ନାଉଁ ଇସାବେ ପିଲାର୍‌ ନାଉଁ ମିସା ଜିକରିୟ ଦେବାକେ ମନ୍‌କଲାଇ ।
En het geschiedde, dat zij op den achtsten dag kwamen, om het kindeken te besnijden, en noemden het Zacharias, naar den naam zijns vaders.
60 ୬୦ ମାତର୍‌ ଏଲିସାବେତ୍‌ କଇଲା, “ନାଇ ତାର୍‌ ନାଉଁ ଜଅନ ଦିଆ ଅ ।”
En zijn moeder antwoordde en zeide: Niet alzo, maar hij zal Johannes heten.
61 ୬୧ ଲକ୍‌ମନ୍‌ ତାକେ କଇଲାଇ “ତମର୍‌ ବଁସ୍‌ ବିତ୍‌ରେ ତା ଏନ୍ତାରି ନାଉଁର୍‌ ଲକ୍‌ କେ ମିସା ନାଇ ।”
En zij zeiden tot haar: Er is niemand in uw maagschap, die met dien naam genaamd wordt.
62 ୬୨ ତେଇ ସେମନ୍‌ ପିଲାକେ କାଇ ନାଉଁ ଦେଉଁ ବଲି ମନ୍‌ କଲୁସ୍‌ନି? ସେଟା ଜିକରିୟକେ ଆତ୍‌ ଦେକାଇକରି ପାଚାର୍‌ବାର୍‌ ଦାର୍‌ଲାଇ ।
En zij wenkten zijn vader, hoe hij wilde, dat hij genaamd zou worden.
63 ୬୩ ସେଡ୍‌କିବେଲେ ଜିକରିୟ ଲକ୍‌ମନ୍‌କେ ଗଟେକ୍‌ ଲେକ୍‌ବା ପାଟା ମାଙ୍ଗ୍‌ଲା ଆରି “ଏଦେ ଦେକା! ତାର୍‌ ନାଉଁ ଜଅନ୍‌!” ବଲି ଲେକ୍‌ଲା । ତେଇ ସବୁଲକ୍‌ କାବା ଅଇଗାଲାଇ ।
En als hij een schrijftafeltje geeist had, schreef hij, zeggende: Johannes is zijn naam. En zij verwonderden zich allen.
64 ୬୪ ସେଡ୍‌କି ଦାପ୍‌ରେ ଜିକରିୟର୍‌ ଟଣ୍ଡ୍‌ ପୁଟ୍‌ଲା, ସେ ଆରି ତରେକ୍‌ କାତା ଅଇ ପର୍‌ମେସର୍‌କେ ମଇମା କର୍‌ବାର୍‌ ଦାର୍‌ଲା ।
En terstond werd zijn mond geopend, en zijn tong losgemaakt; en hij sprak, God lovende.
65 ୬୫ ତାର୍‌ ଲଗର୍‌ ପାକର୍‌ ଲକ୍‌ମନ୍‌ ଡରିଗାଲାଇ, ଆରି ଏସବୁ କାତା ଜିଉଦା ରାଇଜର୍‌ ଡଙ୍ଗର୍‌ ଜାଗାର୍‌ ସବୁ ବାଟର୍‌ ଲକ୍‌ମନ୍‌ କୁଆବଲା ଅଇଲାଇ ।
En er kwam vrees over allen, die rondom hen woonden; en in het gehele gebergte van Judea werd veel gesproken van al deze dingen.
66 ୬୬ ଆରି ସୁନିରଇବା ସବୁ ଲକ୍‌ମନ୍‌ କାବା ଅଇକରି, ମନେ ମନେ ବାବ୍‌ଲାଇ, ତେବେ ଏ ପିଲା କାଇଟା ଅଇସି? କାଇକେବଇଲେ ମାପ୍‌ରୁର୍‌ ବପୁ ପିଲାର୍‌ସଙ୍ଗ୍‌ ଆଚେ ବଲି ସବୁକେ ଜାନାପଡ୍‌ଲା ।
En allen, die het hoorden, namen het ter harte, zeggende: Wat zal toch dit kindeken wezen? En de hand des Heeren was met hem.
67 ୬୭ ଆରି ଜଅନର୍‌ ବାବା ଜିକରିୟ ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇ ପର୍‌ମେସରର୍‌ କବର୍‌ କଇବାର୍‌ ଦାର୍‌ଲା ।
En Zacharias, zijn vader, werd vervuld met den Heiligen Geest, en profeteerde, zeggende:
68 ୬୮ “ଆସା ଆମେ ଇସ୍‌ରାଏଲର୍‌ ମାପ୍‌ରୁକେ ଦନିଅବାଦ୍‌ ଦେଉ କାଇକେବଇଲେ ସେ ତାର୍‌ ନିଜର୍‌ ଲକ୍‌ମନ୍‌କେ ଦୟାକରି ମୁକ୍‌ଲାଇସି ।
Geloofd zij de Heere, de God Israels, want Hij heeft bezocht, en verlossing te weeg gebracht Zijn volke;
69 ୬୯ ତାର୍‍ ନିଜର୍‌ ଗତିଦାଙ୍ଗ୍‌ଡା ଦାଉଦର୍‌ କୁଟୁମେ ଅନି ଆମର୍‌ ପାଇ ଗଟେକ୍‌ ବପୁ ସଙ୍ଗର୍‌ ଉଦାର୍‌କାରିଆକେ ଦେଲା ଆଚେ ।
En heeft een hoorn der zaligheid ons opgericht, in het huis van David, Zijn knecht;
70 ୭୦ ପୁରବ୍‌ କାଲେଅନି ସୁକଲ୍‌ ରଇବା ନିଜର୍‌ ବବିସତ୍‌ବକ୍‌ତାମନର୍‌ ଟଣ୍ଡେଅନି କାତା ଦେଇ ଜେନ୍ତି କଇରଇଲା, (aiōn g165)
Gelijk Hij gesproken heeft door den mond Zijner heilige profeten, die van het begin der wereld geweest zijn; (aiōn g165)
71 ୭୧ ସେନ୍ତାରି ଆମ୍‌କେ ଇନ୍‌ କର୍‌ବା ସବୁ ସତ୍‌ରୁମନର୍‌ ଟାନେଅନି ମୁକ୍‌ଲାଇ ଆଚେ ।
Namelijk een verlossing van onze vijanden, en van de hand al dergenen, die ons haten;
72 ୭୨ ଜେନ୍ତି ସେ ଆମର୍‌ ଆନିଦାଦିମନର୍‌ପାଇ ଦୟା ଦେକାଇଆଚେ, ଆରି ସେମନର୍‌ ସଙ୍ଗ୍‌ କରିରଇବା ନିଜର୍‍ ସୁକଲ୍‌ ନିୟମ୍‌ ଏତାଇ ଆଚେ,
Opdat Hij barmhartigheid deed aan onze vaderen, en gedachtig ware aan Zijn heilig verbond;
73 ୭୩ ଆମର୍‌ ପୁର୍‌ବର୍‌ ବାବା ଅବ୍‌ରାଆମ୍‍କେ ଜନ୍‌ କାତା ଦେଇରଇଲା ।
En aan den eed, dien Hij Abraham, onzen vader, gezworen heeft, om ons te geven,
74 ୭୪ ଆରି ଜେନ୍ତାରିକି ସତ୍‌ରୁର୍‌ ଆତେଅନି ଉଦାର୍‌ ପାଇ ଆଚୁ ।
Dat wij, verlost zijnde uit de hand onzer vijanden, Hem dienen zouden zonder vreze.
75 ୭୫ ଜେନ୍ତାରିକି ଆମେ ଜିବନ୍‌ସାରା ଦରମ୍‌ ସଙ୍ଗ୍‍, ସୁକଲ୍‌ ସଙ୍ଗ୍‍ ତାର୍‌ ସେବା କର୍‌ବାକେ, ଆମ୍‌କେ ଦୟା କର୍‌ସି ।
In heiligheid en gerechtigheid voor Hem, al de dagen onzes levens.
76 ୭୬ ଏ ମର୍‌ ନୁନା, ତୁଇ ସବୁର୍‌ ଉପ୍‌ରେ ରଇବା ପର୍‌ମେସରର୍‌ ଗଟେକ୍‌ ବବିସତ୍‌ବକ୍‌ତା ବଲି ଡାକ୍‌ପୁଟା ଅଇସୁ । ତୁଇ ସେ ପାଟାଇରଇବା ଗଟେକ୍‌ ଦୁତ୍‌ପାରା, ତାର୍‌ପାଇ ବାଟ୍‌ ତିଆର୍‌ କର୍‌ସୁ ।
En gij, kindeken, zult een profeet des Allerhoogsten genaamd worden; want gij zult voor het aangezicht des Heeren heengaan, om Zijn wegen te bereiden;
77 ୭୭ ପାପ୍‌ଟାନେଅନି କେମା ପାଇକରି ଜେନ୍ତି କି ଉଦାର୍‌ ଅଇବାଇ, ସେ କାତା ଜାନାଇବାକେ ଜାଇସୁ ।
Om Zijn volk kennis der zaligheid te geven, in vergeving hunner zonden.
78 ୭୮ ଆମର୍‌ ପାଦ୍‌ ସାନ୍ତିର୍‌ ବାଟେ ଆନ୍‌ବାକେ, ଆମର୍‌ ପର୍‌ମେସରର୍‌ ଆଲାଦର୍‌ ଦୟାର୍‍ଲାଗି, ଆମର୍‌ପାଇ ସର୍‍ଗେଅନି ବେଲ୍‌ ତାରାସ୍‌ସି ।
Door de innerlijke bewegingen der barmhartigheid onzes Gods, met welke ons bezocht heeft de Opgang uit de hoogte;
79 ୭୯ ସେ ପୁରାପୁରୁନ୍‌ ଆଲାଦର୍‌ ଦୟାର୍‍ଲାଗି ମାପ୍‌ରୁର୍‌ ଲକ୍‌ମନ୍‌କେ, ସେମନର୍‌ ପାପ୍‌ଟାନେଅନି ମୁକ୍‌ଲାଇବା ଗିଆନ୍‌ ଦେଇସୁ । ତାର୍‌ ବାଟ୍‌ ତିଆର୍‌ କର୍‌ବାକେ ମୁଲିଆଇସୁ ।”
Om te verschijnen dengenen, die gezeten zijn in duisternis en schaduw des doods; om onze voeten te richten op den weg des vredes.
80 ୮୦ ଆରି ଜଅନ୍‌ ବଡିକରି ଆତ୍‌ମାଇ ବପୁ ଅଇଲା ଆରି ଲକ୍‌ମନର୍‌ ଟାନେ ଜାନାଇ ନ ଅଇକରି କିନରା ଜାଗାମନ୍‌କେ ରଇତେ ରଇଲା । ପଚେ ସେ ଇସ୍‌ରାଏଲର୍‌ ଲକ୍‌ମନର୍‌ଟାନେ ବାକିଅ ସୁନାଇବାର୍‌ ଦାର୍‌ଲା ।
En het kindeken wies op, en werd gesterkt in den geest, en was in de woestijnen, tot den dag zijner vertoning aan Israel.

< ଲୁକ୍‌ 1 >