< ଜିଉଦା 1 >
1 ୧ ମୁଇ ଜିଉଦା । ଜିସୁ କିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ଜାକୁବର୍ ବାଇ । ଜନ୍ ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ, ସେମନର୍ପାଇ ମୁଇ ଏ ଚିଟି ଲେକ୍ଲିନି । ବାବା ପର୍ମେସର୍ ତମ୍କେ ଆଲାଦ୍ କଲାନି । ଆରି ତମ୍କେ ଜିସୁକିରିସ୍ଟ ଦେକାରକା କର୍ବାକେ ସଙ୍ଗଇଆଚେ ।
Judas, Jesu Kristi tjener og Jakobs bror - til de kalte, som er elsket i Gud Fader og bevart for Jesus Kristus:
2 ୨ ପର୍ମେସର୍ ତମ୍କେ ଦୟା ଦେକାଅ, ତାର୍ ସାନ୍ତି ଆରି ଆଲାଦ୍ ତମ୍କେ ଜବର୍ ଅଇତେ ମିଲ ।
Miskunn og fred og kjærlighet bli eder mangfoldig til del!
3 ୩ ଏ ମର୍ ଆଲାଦର୍ ମଇତର୍ମନ୍, ଆମେ ପାଇରଇବା ମୁକ୍ତିର୍ ବିସଇ ତମ୍କେ ଲେକ୍ବି ବଲି ମନ୍ କଲିନି ମିସା, ସତ୍ ବିସଇର୍ପାଇ ଟିଆ ଅଇବାକେ ତମ୍କେ ସାର୍ଦା କରାଇବି ବଲି ମନ୍କଲି । ତାର୍ ସୁକଲ୍ ଲକ୍ମନର୍ପାଇ ପର୍ମେସର୍ ଏ ସତ୍ ସିକିଆ ଗଟେକ୍ ବେଲେ ସବୁଲକର୍ପାଇ ଦେଲାଆଚେ ।
I elskede! mens jeg gjorde mig all flid for å skrive til eder om vår felles frelse, så jeg mig nødt til å skrive til eder med formaning om å stride for den tro som én gang er overgitt til de hellige.
4 ୪ କାଇକେବଇଲେ ବିସ୍ବାସି ବଲି କେତେକ୍ ନାଡାଇବା ଲକ୍ କେ ନାଜାନ୍ତେ ପୁରିଆଚତ୍ । ଏ ଲକ୍ମନ୍ ପାଇବା ଡଣ୍ଡ୍ ଆଗର୍ କାଲେଅନି ସାସ୍ତରେ ଲେକାଅଇଆଚେ । ଏ ଲକ୍ମନ୍ ପର୍ମେସରର୍ ଅଦିକାର୍ ନାମତ୍ନାଇ । ଆମର୍ ପର୍ମେସର୍ ଦରମ୍ଟା ବଲି ଲକ୍ମନ୍ ଜେନ୍ତାର୍ ସେନ୍ତାର୍ ବେସିଆ କାମ୍ କଲେମିସା କାଇଟା ନଏଁ ବଲି କଇଲାଇନି । ମାପ୍ରୁ ଜିସୁକିରିସ୍ଟସେ ଆମର୍ ମାଲିକ୍ ବଲି ସେମନ୍ ନାମତ୍ନାଇ ।
For nogen mennesker har sneket sig inn, som denne dom allerede for lenge siden er opskrevet for: ugudelige, som forvender vår Guds nåde til skamløshet og nekter vår eneste hersker og herre, Jesus Kristus.
5 ୫ ଏ ସବୁ ବିସଇ ତମେ ଜାନିରଇଲେ ମିସା ମାପ୍ରୁ ଇସ୍ରାଏଲର୍ ଲକ୍ମନ୍କେ ମିସର୍ ଦେସେଅନି ମୁକ୍ଲାଇକରି ଆନ୍ଲା ବିସଇ ତମ୍କେ ଏତାଇଦେବାକେ ମୁଇ ମନ୍ କଲିନି । ମାତର୍ ପଚେ ଜେତ୍କି ଲକ୍ ବିସ୍ବାସ୍ କରତ୍ନାଇ, ସେମନ୍କେ ସବୁକେ କୁରୁପ୍ନାସ୍ କଲା ।
Men da I nu engang vet alt, vil jeg minne eder om at Herren, efterat han hadde frelst folket ut av Egyptens land, siden ødela dem som ikke trodde,
6 ୬ ସେତ୍କିସେ ନଏଁ ସେ ଦୁତ୍ମନ୍କେ ମିସା ଡଣ୍ଡ୍ ଦେଇରଇଲା । ପର୍ମେସର୍ ସେମନ୍କେ ଜେତ୍କି ଅଦିକାର୍ ସର୍ପି ଦେଇରଇଲା, ସେମନ୍ ତାର୍ତେଇଅନି ଅଦିକ୍ ନେଲାଇ । ଆରି ତାକର୍ ଦେଇରଇବା ଜାଗା ଚାଡ୍ଲାଇ । ସେ ସେମନ୍କେ ବିଚାର୍ କର୍ବା ଦିନ୍ ଜାକ, ଗଟେକ୍ ଆନ୍ଦାରର୍ ଜାଗାଇ, କେ ବାଙ୍ଗାଇ ନାପାର୍ଲା ପାରା, ସିକ୍ଲି ସଙ୍ଗ୍ ବାନ୍ଦିଆଚେ । (aïdios )
og om at de engler som ikke tok vare på sin høie stand, men forlot sin egen bolig, dem holder han i varetekt i evige lenker under mørket til dommen på den store dag; (aïdios )
7 ୭ ସଦମ୍ ଗମ୍ରା ଆରି ତାର୍ ଚାରିବେଟ୍ତି ରଇବା ନଅର୍ମନର୍ ବିସଇ ଏତାଇଦେକା । ନ ଲିବ୍ବା ଜଇଟାନେ ଡଣ୍ଡ୍ ଇସାବେ ସେମନ୍ ଜେତ୍କି ଦୁକ୍ କସ୍ଟ ପାଇଲାଇ, ସେଟା ସବୁଲକର୍ପାଇ ଗଟେକ୍ ଜାଗ୍ରତ୍ ଅଇରଇବା ବିସଇ । ସେମନ୍ ଅବ୍କା ପାଦ୍ରା ପାଦ୍ରି କାମ୍ସେ କରତ୍ନାଇ ମାତର୍ ମନସ୍ ମନସ୍ ବିତ୍ରେ ମାଇଜି ମାଇଜି ବିତ୍ରେ ବେସିଆ କାମ୍ କର୍ତେ ରଇଲାଇ । (aiōnios )
likesom Sodoma og Gomorra og byene deromkring, som på samme måte som disse drev hor og gikk efter fremmed kjød, ligger for våre øine som et eksempel, idet de lider en evig ilds straff. (aiōnios )
8 ୮ ସେନ୍ତାରିସେ ଏ ଲକ୍ମନ୍ ନିଜେ ଦର୍ସନ୍ ପାଇକରି ମିସା ପାଦ୍ରା ପାଦ୍ରି କାମ୍ କରି ନିଜର୍ ଗାଗଡ୍ ଅସୁକଲ୍ କଲାଇନି । ମାପ୍ରୁର୍ ଅଦିକାର୍ ସେମନ୍ ଗିନ୍ କରି ସର୍ଗେ ରଇବାଟାମନ୍କେ ନିନ୍ଦା କଲାଇନି ।
Og dog gjør også disse like ens: idet de går i drømme, gjør de kjødet urent, ringeakter herredømme, spotter høie makter.
9 ୯ ମୁକିଅ ଦୁତ୍ ମିକାଏଲ୍ ମିସା ମସାର୍ ମଲା ଗାଗଡ୍ ନେଇକରି ତପ୍ବାକେ କାର୍ ଅଦିକାର୍ ଆଚେ ବଲିକରି ସଇତାନର୍ ସଙ୍ଗ୍ ଦଦାପେଲା କର୍ତେରଇଲା । ସେଡ୍କିବେଲେ ପର୍ମେସରର୍ ଜାଗାଇ ରଇ, ସଇତାନ୍କେ ବିଚାର୍ କର୍ବା ଅଦିକାର୍ ନେବାକେ ସେ ସାଆସ୍ କରେନାଇ । ତାର୍ ବାଦୁଲେ ମାପ୍ରୁ ତକେ ଡଣ୍ଡ୍ ଦେଇସି ବଲି କଇଲା ।
Overengelen Mikael vågde dog ikke å uttale en spottende dom dengang han trettet med djevelen om Mose legeme, men sa: Herren refse dig!
10 ୧୦ ଏଲେମିସା ଏ ଲକ୍ମନ୍ ନ ବୁଜ୍ବା ବିସଇ ନେଇ ନିନ୍ଦା କାତା କଲାଇନି । ସେମନ୍ ଜେତ୍କି ବିସଇ ବୁଜ୍ଲାଇନି, ସେଟା ସେମନ୍କେ ଅଦିକ୍ ବାବ୍ବାକେ ନ ପଡେ । ଜେନ୍ତାରି, କି ପସୁମନ୍ କାଇ ବିସଇ ନ ବାବତ୍ । ଏ ସମାନ୍ ବିସଇ ଆକା ସେମନ୍କେ କୁରୁପ୍ନାସ୍ କର୍ସି ।
Disse derimot spotter det de ikke kjenner; men det de av naturen skjønner, likesom de ufornuftige dyr, med det ødelegger de sig.
11 ୧୧ ସେମନ୍ କେତେକ୍ ଡଣ୍ଡ୍ ପାଇବା ଲକ୍ ସେମନ୍ କଇନର୍ ବାଟ୍ ଦାର୍ଲାଇ ଆଚତ୍ । ବିଲିଆମ୍ ପାପ୍ କଲାପାରା ସାର୍ଦା ସଙ୍ଗ୍ ପାପ୍ କଲାଇଆଚତ୍ । କରା ବିରଦ୍ କଲାପାରା ସେମନ୍ ବିରଦ୍ କରି କୁରୁପ୍ନାସ୍ ଅଇବାଇ ।
Ve dem! for de har gått Kains vei og for vinnings skyld kastet sig inn i Bileams forvillelse og er gått under ved Korahs gjenstridighet.
12 ୧୨ ତମେ ଗଟେକ୍ତେଇ ରୁଣ୍ଡିକରି ମିସି କାଇଲାବେଲେ, ତମର୍ ସଙ୍ଗ୍ ସେମନ୍ ଲାଜ୍ ଲାଗ୍ବା କାମ୍ କଲେ ମିସା ସେମନ୍ ତମର୍ ମୁଆଟେ ଲାଜ୍ ନ ଅଇକରି ସାଆସ୍ ସଙ୍ଗ୍ କାଇଲାଇନି । ମେଣ୍ଡାମନ୍କେ ନ ଚାରାଇ ନିଜେ ଚାରାଇଅଇଲା ଗଉଡ୍ ପାରା ଅଇଲାଇନି । ପବନ୍ ଆଇଲେ ଉଡାଇନେବା ପାନି ନ ମାର୍ବା ବାଦଲ୍ପାରା ଏମନ୍ ଆଚତ୍ । ପଲ୍ ଦେବା ବେଲାଇ କାଇପଲ୍ ନ ରଇବା ଗଚ୍ ଜେନ୍ତାରି ଉପାଡିକରି ସୁକ୍ବାକେ ଚାଡ୍ଲାପାରା, ସେନ୍ତାରି ଅଇ ସେମନ୍ ଆଚତ୍ ।
Disse er skamflekkene ved eders kjærlighets-måltider, uten blygsel holder de gilde med eder og forer sig selv; vannløse skyer som drives avsted av vinden; trær, nakne som om høsten, ufruktbare, to ganger død, oprykket med rot;
13 ୧୩ ସେମନ୍ ସମ୍ଦୁରର୍ ଲଅଡି ଜେନ୍ତି ପେପୁଲ୍ ବାର୍କର୍ସି, ସେ ପେପୁଲ୍ପାରା ତାକର୍ ଲାଜର୍ ଚଲାଚଲ୍ତି ଡିସ୍ସି । ଆକାସର୍ କେତେକ୍ କେତେକ୍ ତାରାମନ୍ ଜେନ୍ତି ତାକର୍ ପାଇ ରଇବା ଜାଗାଇ ନ କିନ୍ଦ୍ରିକରି ବିନ୍ବାଟେ ବୁଲ୍ତେରଇବାଇ, ସେମନ୍ ସମାନ୍ ସେନ୍ତାରିସେ । ପର୍ମେସର୍ ସେମନର୍ପାଇ ଗଟେକ୍ ବଡ୍ ଗଇରି ରଇବା ଆନ୍ଦାରର୍ ଜାଗା ସଙ୍ଗଇଆଚେ । ଜନ୍ତିକି ସେମନ୍ ସବୁଦିନର୍ପାଇ ରଇବାଇ । (aiōn )
ville havsbårer som utskummer sin egen skam; villfarende stjerner, for hvem mørkets natt er rede til evig tid. (aiōn )
14 ୧୪ ଅନକର୍ ବିସଇ ବାବିଦେକା । ସେ ଆଦମର୍ଟାନେ ଅନି ଆଇବା ସାତ୍ ଲମର୍ ନାତିତିତି । ଏନ୍ତାରିଲକ୍ମନର୍ ବିସଇନେଇ ସେ ବବିସତ୍ବକ୍ତା ଏନ୍ତାରି କଇଲା, ଦେକା ମାପ୍ରୁ ତାର୍ ଅଜାର୍ ଅଜାର୍ ସୁକଲ୍ ଦୁତ୍ମନର୍ ସଙ୍ଗ୍ ଆଇସି ।
Disse var det også Enok, den syvende fra Adam, spådde om da han sa: Se, Herren kommer med sine mange tusen hellige
15 ୧୫ ସେ ସବୁଲକ୍କେ ବିଚାର୍ କର୍ସି । ଆରି ଜେତ୍କି ଲକ୍ ତାକେ ନାମତ୍ନାଇ, ସେମନ୍ ସବୁଲକ୍କେ ଦସି କର୍ସି । ସେମନ୍ କରିରଇବା ସବୁ କାରାପ୍ କାମର୍ ଲାଗି ମିସା ଦସିଅଇବାଇ ।
for å holde dom over alle og refse alle de ugudelige for alle de ugudelige gjerninger som de gjorde, og for alle de hårde ord som de talte mot ham, de ugudelige syndere.
16 ୧୬ ଏ ଲକ୍ମନ୍ ମୁର୍ମୁରା ଅଇକରି ବିନ୍ ଲକ୍ମନ୍କେ ନିନ୍ଦା କର୍ବାଇ । ନିଜର୍ କାରାପ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବାଇ, ନିଜର୍ ବିସଇନେଇ ବଡ୍ପନ୍ ଅଇବାଇ ଆରି ନିଜର୍ ଲାବ୍ ପାଇବାକେ ବିନ୍ଲକ୍କେ ନିକ କାତା କଇ ସୁତ୍ରାଇବାଇ ।
Disse er folk som knurrer og klager over sin skjebne, enda de farer frem efter sine lyster, og deres munn taler skrytende ord, enda de smigrer for folk for vinnings skyld.
17 ୧୭ ମାତର୍ ଏ ମର୍ ଆଲାଦର୍ ମଇତର୍ମନ୍, ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ପେରିତ୍ ସିସ୍ମନ୍ କାଇଟା ଅଇସି ବଲି କଇଲାଟା ତମର୍ ମନେ ରଅ ।
Men I, elskede, kom i hu de ord som forut er talt av vår Herre Jesu Kristi apostler,
18 ୧୮ “ସାରାସାରି ଦିନ୍ ମନ୍କେ ମାପ୍ରୁକେ କିଜାଇକରି ନିଜର୍ କାରାପ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବା ଲକ୍ମନ୍ ରଇବାଇ ।” ସେମନ୍ ତମ୍କେ ଏନ୍ତି କଇରଇଲାଇ ।
hvorledes de sa til eder at det i den siste tid skal komme spottere som farer frem efter sine ugudelige lyster!
19 ୧୯ ଏନ୍ତାରି ସେମନ୍ ଲକ୍ମନ୍କେ ବେଗ୍ଲାଇବାଇ, ନିଜର୍ କାରାପ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବାଇ । ସେମନ୍ ସୁକଲ୍ଆତ୍ମା ପାଅତ୍ନାଇ ।
Disse er de som skiller sig ut, naturlige mennesker, som ikke har ånd.
20 ୨୦ ମାତର୍ ତମେ ମର୍ ଆଲାଦର୍ ମଇତର୍ମନ୍, ଆମର୍ ବେସି ସୁକଲ୍ ରଇବା ବିସ୍ବାସେ ନିଜେ ଡାଟ୍ ଅଇତେରୁଆ । ସୁକଲ୍ଆତ୍ମାର୍ ସାଇଜ ନେଇ ପାର୍ତନା କର୍ତେରୁଆ ।
Men I, elskede, opbygg eder på eders høihellige tro, bed i den Hellige Ånd,
21 ୨୧ ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ଦିନ୍କେ ଜାଗ୍ତେରୁଆ ଆରି ପର୍ମେସରର୍ ଆଲାଦେ ବଡିଆସା । ସେନ୍ତାର୍ଆଲେ ତମେ ତାର୍ସଙ୍ଗ୍ କାଲ୍କାଲ୍ ଜୁଗ୍ଜୁଗ୍ ରଇସା । କାଇକେବଇଲେ ସେ ଆମ୍କେ ଦୟା ଦେକାଇଲା ଆଚେ । (aiōnios )
og hold eder således i Guds kjærlighet, mens I venter på vår Herre Jesu Kristi miskunn til evig liv! (aiōnios )
22 ୨୨ ଦୁଇମନିଆ ଅଇବା ଲକ୍ମନ୍କେ ଦୟା ଦେକାଆ ।
Og nogen skal I tale til rette fordi de tviler,
23 ୨୩ କେବେ ନ ଲିବ୍ବା ଜଇଟାନେଅନି ଚାଡାଇକରି ସେମନ୍କେ ରକିଆ କରା । ଡରିକରି ପାପ୍କର୍ବା ଲକ୍ମନ୍କେ ଦୟା ଦେକାଆ । ମାତର୍ ତାକର୍ ପାପ୍କାମେ ମୁର୍କି ରଇବା ବସ୍ତର୍ ମିସା ଗିନ୍ କରା ।
andre skal I frelse ved å rive dem ut av ilden, andre igjen skal I miskunne eder over med frykt, idet I hater endog den av kjødet smittede kjortel.
24 ୨୪ ତମେ ଜେନ୍ତାରିକି ନ ଅଦର୍ତେ, ପର୍ମେସର୍ ତମ୍କେ ଦେକାରକା କର୍ସି । ସେ ଅଇଲାନି ମଇମା ପାଇବା ପର୍ମେସର୍ । କାଇ ଦସ୍ ନ ଦାରି ସାର୍ଦାସଙ୍ଗ୍ ତମ୍କେ ତାର୍ ମୁଆଟେ ଟିଆକରାଇବାକେ ତାର୍ ବପୁଆଚେ ।
Men ham som er mektig til å verne om eder, så I ikke snubler, og å stille eder lyteløse frem for sin herlighet i fryd,
25 ୨୫ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଲାଗି ସେ ଗଟେକ୍ ସେ ପର୍ମେସର୍, ଜେ କି ଆମ୍କେ ରକିଆ କଲାଆଚେ । ସବୁ ଡାକ୍ପୁଟା, ମଇମା, ବପୁ ଆରି ସାସନ୍ କାଇଟା ନ ଅଇତେ ତାର୍ଟାସେ ରଇଲା, ଏବେ ତାର୍ଟାସେ ଆଚେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ତାର୍ଟାସେ ରଇସି । ଆମେନ୍! (aiōn )
den eneste Gud, vår frelser ved Jesus Kristus, vår Herre, ham tilhører herlighet, storhet, styrke og makt før all tid og nu og i all evighet. Amen. (aiōn )