< ଜଅନ୍ 9 >
1 ୧ ଦିନେକ୍ ଜିସୁ ଜିବାବେଲେ ଗଟେକ୍ ଜନ୍ମେଅନି କାଣା ରଇଲା ଲକ୍କେ ଦେକ୍ଲା ।
And as Jesus passed by, he saw a man which was blind from his birth.
2 ୨ ଆରି ତାର୍ ସିସ୍ମନ୍ ତାକେ ପାଚାର୍ଲାଇ, “ଏ ଗୁରୁ କେ ପାପ୍ କଲାଇଜେ ଏ ଲକ୍ କାଣାଅଇ ଜନମ୍ ଅଇଲା? ସେ ନିଜେ କି ତାର୍ ବାବା ମାଆର୍ ପାପର୍ ଲାଗି?”
And his disciples asked him, saying, Master, who did sin, this man, or his parents, that he was born blind?
3 ୩ ଜିସୁ କଇଲା, “ତାର୍ କି ତାର୍ ବାବା ମାଆର୍ କାଇ ପାପ୍ଦସ୍ ନାଇ । ପର୍ମେସରର୍ ବପୁ ତାର୍ଟାନେ ଜାନାପଡ୍ସି ବଲି, ସେ କାଣା ଅଇ ଜନମ୍ ଅଇଲା ଆଚେ ।
Jesus answered, Neither hath this man sinned, nor his parents: but that the works of God should be made manifest in him.
4 ୪ ବେଲ୍ ରଇତେସେ ମକେ ପାଟାଇରଇବା ପର୍ମେସରର୍ କାମ୍ ଆମେ କର୍ବାର୍ ଆଚେ । ଏନ୍ତି ଆନ୍ଦାର୍ ଆଇଲାନି ସେ ବେଲାଇ କେ ମିସା କାଇ କାମ୍ କରି ନାପାରତ୍ ।
I must work the works of him that sent me, while it is day: the night cometh, when no man can work.
5 ୫ ମୁଇ ଜେତେ ଦିନ୍ ଜାକ ଏ ଦୁନିଆଇ ରଇବି ସେତ୍କି ଦିନ୍ ଜାକ ଏ ଦୁନିଆର୍ ଉଜଲ୍ ।”
As long as I am in the world, I am the light of the world.
6 ୬ ଜିସୁ ଏ କାତା କଇଲା ପଚେ, ମାଟିତେଇ ତୁକି ସେ ତୁକ୍ ସଙ୍ଗ୍ କାଦ ଚକଟ୍ଲା । ଆରି ସେ କାଦ ନେଇକରି କାଣାର୍ ଦୁଇଟା ଆଁକିତେଇ ଲିପିଦେଲା ।
When he had thus spoken, he spat on the ground, and made clay of the spittle, and he anointed the eyes of the blind man with the clay,
7 ୭ ଆରି ତାକେ କଇଲା, “ତୁଇ ଜା ଆରି ସିଲଅ ନାଉଁର୍ ବନ୍ଦେ ଜାଇକରି ମୁ ଦଇ ଆଉ ।” ସିଲଅର୍ ଅରତ୍ ଅଇଲାନି ପାଟାଇଲାଟା । ତାର୍ ପଚେ ସେ ଲକ୍ ବନ୍ଦେ ଜାଇକରି ମୁ ଦଇଲାଜେ, ଦେକିପାର୍ଲା ଆରି ଆଇଲା ।
And said unto him, Go, wash in the pool of Siloam, ( which is by interpretation, Sent.) He went his way therefore, and washed, and came seeing.
8 ୮ କେତେକ୍ ଲକ୍ମନ୍ ଏ ଲକ୍କେ ଆଗ୍ତୁ ବିକ୍ ମାଙ୍ଗ୍ବାଟା ଦେକି ରଇଲାଇ । ସେଟାର୍ ପାଇ ଏ ଲକ୍ମନ୍ ଆରି କାଣାର୍ ଗର୍ ଲଗର୍ ଲକ୍ମନ୍ ତାକେ ଦେକି କଇଲାଇ, “ଜନ୍ ଲକ୍କି ସବୁବେଲା ବସିକରି ବିକ୍ ମାଙ୍ଗ୍ତେ ରଇଲା ସେ କାଇ ଏ ଲକ୍ ନଏଁ କି?”
The neighbours therefore, and they which before had seen him that he was blind, said, Is not this he that sat and begged?
9 ୯ କେତେ ଲକ୍ମନ୍ କଇଲାଇ, “ଉଁ ଏତାଉ ସେ ଲକ୍ସେ ।” ମାତର୍ ଆରି ଅଦେକ୍ ଲକ୍ କଇଲାଇ, “ନାଇ ଏ ସେ ଲକ୍ ନଏଁ ମାତର୍ ତାର୍ ପାରା ଡିସ୍ଲାନି ।” ମାତର୍ କାଣା କଇଲା, “ମୁଇସେ ଆଗ୍ତୁ କାଣା ଅଇରଇଲି ।”
Some said, This is he: others said, He is like him: but he said, I am he.
10 ୧୦ ଲକ୍ମନ୍ ତାକେ ପାଚାର୍ଲାଇ, “ଏନ୍ତି ବଇଲେ ତୁଇ କେନ୍ତି ଦେକିପାର୍ଲୁସ୍ନି?”
Therefore said they unto him, How were thine eyes opened?
11 ୧୧ କାଣା ସେମନ୍କେ କଇଲା, “ଲକ୍ମନ୍ ଜନ୍ ଲକ୍କେ ଜିସୁ ବଲି କଇଲାଇନି, ସେ କାଦ କରି ମର୍ ଆଁକିତେଇ ଲିପିଦେଲା । ତାର୍ପଚେ ସେ ମକେ ‘ସିଲଅ ନାଉଁର୍ ବନ୍ଦେ ଜାଇକରି ଦ’ ବଲି କଇଲା । ପଚେ ମୁଇ ଜାଇକରି ବନ୍ଦେ ମୁ ଦଇଲା ଦାପ୍ରେ ଦେକି ପାର୍ଲି ।”
He answered and said, A man that is called Jesus made clay, and anointed mine eyes, and said unto me, Go to the pool of Siloam, and wash: and I went and washed, and I received sight.
12 ୧୨ ଆରି ଲକ୍ମନ୍ ତାକେ କଇଲାଇ, “ସେ କନ୍ତି ଆଚେ?” ସେ “ମୁଇ ନାଜାନି” ବଲି କଇଲା ।
Then said they unto him, Where is he? He said, I know not.
13 ୧୩ ତାର୍ ପଚେ ଲକ୍ମନ୍ ଆଗେଅନି କାଣା ଅଇରଇଲା ଲକ୍କେ ପାରୁସିମନର୍ ଲଗେ ଡାକିନେଲାଇ ।
They brought to the Pharisees him that aforetime was blind.
14 ୧୪ ଜିସୁ ଜନ୍ ଦିନେ କାଦ ଲିପିକରି ତାର୍ ଆଁକି ନିକ କରିରଇଲା, ସେ ଦିନ୍ ବିସ୍ରାମ୍ବାର୍ ରଇଲା ।
And it was the sabbath day when Jesus made the clay, and opened his eyes.
15 ୧୫ ପାରୁସି ଲକ୍ମନ୍ ତାକେ ଆରିତରେକ୍ ପାଚାର୍ଲାଇ, “ତୁଇ କେନ୍ତାର୍ ଦେକିପାର୍ଲୁସ୍ନି?” ତେଇ ସେ ସେମନ୍କେ କଇଲା, “ଜିସୁ ମର୍ ଆଁକିଟାନେ କାଦ ଲାଗାଇଦେଲା । ପଚେ ମୁଇ ମୁ ଦଇ ଆଇଲି ଆରି ଏବେ ଦେକି ପାର୍ଲିନି ।”
Then again the Pharisees also asked him how he had received his sight. He said unto them, He put clay upon mine eyes, and I washed, and do see.
16 ୧୬ କେତେଟା ପାରୁସିମନ୍ କଇଲାଇ, “ଏ ଲକ୍ ପର୍ମେସରର୍ ତେଇଅନି ଆସେ ନାଇ । ସେଟାର୍ ପାଇଁ ସେ ବିସ୍ରାମ୍ ଦିନର୍ ନିୟମ୍ ମାନେନାଇ ।” ଆରି ଅଦେକ୍ ଲକ୍ମନ୍ କଇଲାଇ, “ଗଟେକ୍ ପାପି ଲକ୍ କେବେ ମିସା ଏନ୍ତି କାବାଅଇଜିବା କାମ୍ କରିନାପାରେ ।” ଏନ୍ତି ଜିଉଦି ଲକ୍ମନ୍ ଦୁଇ ବାଗ୍ ଅଇଗାଲାଇ ।
Therefore said some of the Pharisees, This man is not of God, because he keepeth not the sabbath day. Others said, How can a man that is a sinner do such miracles? And there was a division among them.
17 ୧୭ ସେଟାର୍ ପାଇ ସେମନ୍ ସେ ଲକ୍କେ ଆରି ତରେକ୍ ପାଚାର୍ଲାଇ, “ତକେ ଜିସୁ ନିମାନ୍ କଲାଜେ ଦେକି ପାର୍ଲୁସ୍ନି । ଏନ୍ତି ବଇଲେ ତୁଇ ତାକେ କେ ବଲି ବାବ୍ଲୁସ୍ନି?” ସେ ଲକ୍ ସେମନ୍କେ କଇଲା, “ସେ ଗଟେକ୍ ବବିସତ୍ବକ୍ତା ।”
They say unto the blind man again, What sayest thou of him, that he hath opened thine eyes? He said, He is a prophet.
18 ୧୮ ଜିଉଦି ନେତାମନ୍ ସେ ନିମାନ୍ ଅଇଲା ଲକ୍ ଆଗ୍ତୁ କାଣା ରଇଲା ଜେ ଏବେ ସେ ଦେକିପାର୍ବା ବିସଇ ମୁଲ୍କେ ବିସ୍ବାସ୍ କରତ୍ନାଇ । ପାରୁସିମନ୍ ସେ ଲକର୍ ମାଆ ବାବାକେ ନ ଡାକ୍ବା ଜାକ ମୁଲ୍କେ ବିସ୍ବାସ୍ କରତ୍ନାଇ ।
But the Jews did not believe concerning him, that he had been blind, and received his sight, until they called the parents of him that had received his sight.
19 ୧୯ ସେମନ୍ ତାର୍ ମାଆ ବାବାକେ ପାଚାର୍ଲାଇ, “ଏଟା ତମର୍ ପିଲା କି? ସେ ଜନ୍ମେ ଅନି କାଣାଟା ବଲି ତମେ କଇଲାସ୍ନି, ଏନ୍ତି ବଇଲେ ସେ କେନ୍ତି ଦେକିପାର୍ଲାନି?”
And they asked them, saying, Is this your son, who ye say was born blind? how then doth he now see?
20 ୨୦ ତାର୍ ମାଆ ବାବା କଇଲାଇ, “ଉଁ ଏଟା ଆମର୍ ପିଲା । ସେ ଜନ୍ମେଅନି କାଣା ରଇଲା ବଲି ଆମେ ଜାନି ଆଚୁ ।
His parents answered them and said, We know that this is our son, and that he was born blind:
21 ୨୧ ମାତର୍ ଏବେ ସେ କେନ୍ତି ଦେକିପାର୍ଲାନି ଆରି କେ ତାକେ ନିମାନ୍ କଲା ସେଟା ଆମେ ନାଜାନୁ । ସେ ଏବେ ବଡ୍ ଅଇଲା ଆଚେ ତାକେ ପାଚାରା ସେ ନିଜେ କଇସି ।”
But by what means he now seeth, we know not; or who hath opened his eyes, we know not: he is of age; ask him: he shall speak for himself.
22 ୨୨ ତାର୍ ମାଆ ବାବା ଜିଉଦି ନେତାମନ୍କେ ଡରି ଏନ୍ତି ବଲି କଇଦେଲାଇ । କାଇକେ ବଇଲେ ଜିସୁକେ ଜଦି ମସିଅ ବଲି କଇସି ବଇଲେ ତାକେ ପର୍ମେସର୍କେ ଉପାସନା କର୍ବା ଗର୍ ବିତ୍ରେ ଜିବାକେ ନ ଦେଅତ୍ ବଲି ଆଗ୍ତୁସେ କଇରଇଲାଇ ।
These words spake his parents, because they feared the Jews: for the Jews had agreed already, that if any man did confess that he was Christ, he should be put out of the synagogue.
23 ୨୩ ସେଟାର୍ପାଇ ସେ ମାଆ ବାବା କଇଲାଇ, “ସେ ତ ବଡ୍ ଅଇଲା ଆଚେ, ତାକେ ପାଚାରା ।”
Therefore said his parents, He is of age; ask him.
24 ୨୪ ସେମନ୍ ସେ ଲକ୍କେ ଆରି ତରେକ୍ ବିତ୍ରେ ଡାକି କରି ପାଚାର୍ଲାଇ, “ପର୍ମେସର୍କେ ରାନ୍ ପାକାଇ କ । ଜିସୁ ଗଟେକ୍ ପାପି ଲକ୍ ବଲି ଆମେ ଜାନୁ ।”
Then again called they the man that was blind, and said unto him, Give God the praise: we know that this man is a sinner.
25 ୨୫ ତାର୍ ପଚେ ସେମନ୍କେ ସେ କଇଲା, “ସେ ପାପି ଲକ୍କି ନଏଁ ସେଟା ମୁଇ ଜାନି ନାଇ । ମାତର୍ ମୁଇ ଗଟେକ୍ ବିସଇ ଜାନି ଆଚି ସେଟା ଅଇଲାନି, ମୁଇ ଆଗ୍ତୁ କାଣା ରଇଲି, ଏବେ ଦେକି ପାର୍ଲିନି ।”
He answered and said, Whether he be a sinner or no, I know not: one thing I know, that, whereas I was blind, now I see.
26 ୨୬ ଜିଉଦି ନେତାମନ୍ ତାକେ ପାଚାର୍ଲାଇ, “ସେ ତକେ କାଇଟା କଲା? କେନ୍ତି ତର୍ ଆଁକି ପିଟାଇଦେଲା?”
Then said they to him again, What did he to thee? how opened he thine eyes?
27 ୨୭ ସେ ସେମନ୍କେ କଇଲା, “ମୁଇ ଆଗ୍ତୁସେ କଇ ସାରାଇଆଚି, ମାତର୍ ତମେ ମାନ୍ବାକେ ମନ୍ କରାସ୍ ନାଇ । ଏବେ ଆରି ତରେକ୍ କାଇକେ ପାଚାର୍ଲାସ୍ନି? ତମେ ମିସା କାଇ ତାର୍ ସିସ୍ ଅଇବାକେ ମନ୍କଲାସ୍ନି କି?”
He answered them, I have told you already, and ye did not hear: wherefore would ye hear it again? will ye also be his disciples?
28 ୨୮ ସେମନ୍ ସାଇପ୍ ଦେଇ କଇଲାଇ, “ତୁଇ କାଇ ତାର୍ ସିସ୍ ଅଇସୁ, ଆମେ ନଉଁ, ଆମେ ମସାର୍ ସିସ୍ମନ୍ ।
Then they reviled him, and said, Thou art his disciple; but we are Moses’ disciples.
29 ୨୯ ପର୍ମେସର୍ ମସାର୍ତେଇ କାତା ଅଇରଇଲାଟା ଆମେ ଜାନିଆଚୁ, ମାତର୍ ଏ ଲକ୍ କନ୍ତିଅନି ଆଇଲାଆଚେ, ସେଟା ନାଜାନୁ ।”
We know that God spake unto Moses: as for this fellow, we know not from whence he is.
30 ୩୦ ତାର୍ ପଚେ ସେ ଲକ୍ ଜିଉଦି ନେତାମନ୍କେ କଇଲା, “ଏଟା ଗଟେକ୍ ବେସି ବଡ୍ କାବାଅଇଜିବା ବିସଇ । ସେ ଲକ୍ ମର୍ ଆଁକି ନିମାନ୍ କଲାଆଚେ, ମାତର୍ ସେ କନ୍ତିଅନି ଆଇଲା ଆଚେ, ସେଟା ତମେ ନାଜାନୁ ବଲି କଇଲାସ୍ନି ।”
The man answered and said unto them, Why herein is a marvellous thing, that ye know not from whence he is, and yet he hath opened mine eyes.
31 ୩୧ ପାପି ଲକ୍ମନର୍ ପାର୍ତନା ପର୍ମେସର୍ ନ ସୁନେ ବଲି ସବୁ ଲକ୍ମନ୍ ଜାନିଆଚତ୍ । ମାତର୍ ଜନ୍ ଲକ୍ ପର୍ମେସର୍କେ ଜୁଆର୍ କରି ସେ ମନ୍କଲା ଇସାବେ ଚଲାଚଲ୍ତି କଲାନି, ସେ ତାର୍ କାତା ସୁନ୍ସି ।
Now we know that God heareth not sinners: but if any man be a worshipper of God, and doeth his will, him he heareth.
32 ୩୨ ଦୁନିଆ ଆରାମେଅନି, ଜନ୍ମେ ଅନି କାଣା ରଇଲା ଗଟେକ୍ ଲକ୍କେ ଆଁକି ଡିସାଇବାଟା ଏବେ ଜାକ ମିସା ନ ସୁନିରଇଲାଇ । (aiōn )
Since the world began was it not heard that any man opened the eyes of one that was born blind. (aiōn )
33 ୩୩ ଏ ଲକ୍ ଜଦି ପର୍ମେସରର୍ ଟାନେଅନି ଆସି ନ ରଇଲେ, କେବେ ମିସା ଏ କାମ୍ କରିନାପାର୍ତା ।
If this man were not of God, he could do nothing.
34 ୩୪ ସେବେଲା ଜିଉଦି ନେତାମନ୍ କଇଲାଇ, “ତୁଇ ପାପେ ଜନମ୍ ଅଇକରି ପୁରାପୁରୁନ୍ ପାପେ ବୁଡି ଆଚୁସ୍ । ତେଇଅନି ତୁଇ ବାଅଡ୍ । ଆମ୍କେ ସିକାଇଲୁସ୍ନି?” ଏନ୍ତି କଇକରି ସେମନ୍ ତାକେ ଜିଉଦିମନର୍ ପାର୍ତନା ଗରେଅନି ବାର୍କରାଇଦେଲାଇ ।
They answered and said unto him, Thou wast altogether born in sins, and dost thou teach us? And they cast him out.
35 ୩୫ ଜିସୁ ସେ ଲକ୍କେ ପାର୍ତନା ଗରେ ଅନି ବାର୍ କରାଇ ଦେଲାଟା ସୁନି ଆରିତରେକ୍ ତାକେ ଦେକାଇଅଇ, ପାଚାର୍ଲା, “ତୁଇ ପର୍ମେସର୍ ତେଇଅନି ଆଇଲା ନର୍ପିଲାକେ ବିସ୍ବାସ୍ କଲୁସ୍ନି କି?”
Jesus heard that they had cast him out; and when he had found him, he said unto him, Dost thou believe on the Son of God?
36 ୩୬ ସେ କାଣା ଲକ୍ କଇଲା, “ଏ ଆଗିଆଁ ସେ ଲକ୍ କେ? ମୁଇ ତାକେ ବିସ୍ବାସ୍ କର୍ବି ।”
He answered and said, Who is he, Lord, that I might believe on him?
37 ୩୭ ଜିସୁ ତାକେ କଇଲା, “ତୁଇ ତାକେ ଦେକିଆଚୁସ୍, ଆରି ଏବେ ଜନ୍ ଲକର୍ ସଙ୍ଗ୍ କାତା ଅଇଲୁସ୍ନି, ସେ ଆକା ସେ ଲକ୍।”
And Jesus said unto him, Thou hast both seen him, and it is he that talketh with thee.
38 ୩୮ ସେବେଲାଇ ସେ କଇଲା, “ମାପ୍ରୁ ମୁଇ ତକେ ବିସ୍ବାସ୍ କଲିନି ।” ଆରି ଜିସୁର୍ ମୁଆଟେ ମାଣ୍ଡିକୁଟା ଦେଇ ଜୁଆର୍ କଲା ।
And he said, Lord, I believe. And he worshipped him.
39 ୩୯ ଜିସୁ କଇଲା, “ମୁଇ ଏ ଦୁନିଆର୍ ଲକ୍ମନ୍କେ ବିଚାର୍ କର୍ବାର୍ ଆସିଆଚି । ସେଟାର୍ ପାଇ କାଣା ଲକ୍ମନ୍ ଦେକିପାର୍ବାଇ, ଆରି ଦେକିପାର୍ବା ଲକ୍ମନ୍ କାଣା ଅଇଜିବାଇ ।”
And Jesus said, For judgment I am come into this world, that they which see not might see; and that they which see might be made blind.
40 ୪୦ ଜିସୁ ଏନ୍ତି କଇବା କାତା, ଲଗେ ରଇଲା କେତେଟା ପାରୁସି ଲକ୍ମନ୍ ସୁନିକରି ତାକେ ପାଚାର୍ଲାଇ, “ଏନ୍ତି ବଇଲେ ଆମ୍କେ କାଇ କାଣା ଲକ୍ମନ୍ ବଲି ବାବ୍ଲୁସ୍ନି କି?”
And some of the Pharisees which were with him heard these words, and said unto him, Are we blind also?
41 ୪୧ ଜିସୁ ସେମନ୍କେ କଇଲା, “ତମେ କାଣା ଅଇରଇତାସ୍ ଆଲେ ଦସି ନ ଅଇତାସ୍ । ମାତର୍ ଦେକି ପାର୍ଲୁନି ବଲି କଇଲାସ୍ନିଜେ ଅଦିକ୍ ଦସି ।”
Jesus said unto them, If ye were blind, ye should have no sin: but now ye say, We see; therefore your sin remaineth.