< ଜଅନ୍ 8 >
1 ୧ ଜିସୁ ଜିତ୍ ନାଉଁର୍ ଗଚ୍ମନ୍ ରଇଲା ପର୍ବତେ ଉଟିଗାଲା ।
ιησουσ δε επορευθη εισ το οροσ των ελαιων
2 ୨ ତାର୍ ଆର୍କର୍ ଦିନର୍ ସାକାଲେ ସେ ମନ୍ଦିରେ ବାଉଡି ଆଇଲା ଆରି ତେଇ ସବୁଲକ୍ ତାର୍ଲଗେ ରୁଣ୍ଡ୍ଲାଇଜେ, ସେ ବସିକରି ସେମନ୍କେ ସିକାଇବାର୍ ଦାର୍ଲା ।
ορθρου δε παλιν παρεγενετο εισ το ιερον και πασ ο λαοσ ηρχετο και καθισασ εδιδασκεν αυτουσ
3 ୩ ସେଡ୍କିବେଲେ କେତେଟା ସାସ୍ତର୍ ସିକାଉମନ୍ ଆରି ପାରୁସିମନ୍, ଗଟେକ୍ ବେସିଆନି ମାଇଜିକେ ବେସିଆ କାମ୍ କର୍ବାବେଲେ ଦାରିକରି ଜିସୁର୍ ଲଗେ ଆନ୍ଲାଇ । ତାକେ ସବୁ ଲକର୍ ମୁଆଟେ ଟିଆ କରାଇ ଜିସୁକେ ପାଚାର୍ଲାଇ,
αγουσιν δε οι γραμματεισ και οι φαρισαιοι προσ αυτον γυναικα εν μοιχεια καταληφθεισαν και στησαντεσ αυτην εν μεσω
4 ୪ “ଏ ଗୁରୁ, ଏ ମାଇଜିକେ ବେସିଆ କାମ୍ କଲାବେଲେ ଦାରିଆଚୁ ।
λεγουσιν αυτω πειραζοντεσ διδασκαλε αυτη η γυνη κατεληφθη επ αυτοφορω μοιχευομενη
5 ୫ ଏନ୍ତାରି ମାଇଜିକେ ପାକ୍ନା ସଙ୍ଗ୍ ମାରି ମରାଆ ବଲି ମସାର୍ ନିୟମେ ଲେକା ଅଇଲା ଆଚେ । ଏନ୍ତି ବଇଲେ ତୁଇ କାଇଟା ବଲି କଇଲୁସ୍ନି?”
εν δε τω νομω μωσησ ημιν ενετειλατο τασ τοιαυτασ λιθοβολεισθαι συ ουν τι λεγεισ
6 ୬ ସେମନ୍ ଜେନ୍ତିକି ଜିସୁ କଇବା ଉତର୍ତେଇଅନି ବୁଲ୍ ଦାରି ତାକେ ଦସି କର୍ବାକେ ଏ କାତା କଇଲାଇ । ମାତର୍ ଜିସୁ ଲଇଁ କରି ଆଙ୍ଗ୍ଟି ସଙ୍ଗ୍ ବୁଏଁ ଲେକ୍ବାର୍ ଦାର୍ଲା ।
τουτο δε ελεγον πειραζοντεσ αυτον ινα εχωσιν κατηγορειν αυτου ο δε ιησουσ κατω κυψασ τω δακτυλω εγραφεν εισ την γην μη προσποιουμενοσ
7 ୭ ମାତର୍ ସେମନ୍ ତାକେ ତର୍କେ ତର୍ ପାଚାରିଲାଗି ରଇଲାଇ ଜେ ସେ ଟିଆଅଇ କଇଲା, “ଇତି ମୁଲ୍କେ ପାପ୍ ନ କଲା ଲକ୍ କେ ଆଚାସ୍ ବଇଲେ ସେ ଆଗ୍ତୁ ଆସିକରି ତାକେ ପାକ୍ନା ମାର ।”
ωσ δε επεμενον ερωτωντεσ αυτον ανακυψασ ειπεν προσ αυτουσ ο αναμαρτητοσ υμων πρωτον επ αυτην τον λιθον βαλετω
8 ୮ ତାର୍ପଚେ ସେ ଆରି ତରେକ୍ ଲଇଁକରି ବୁଏଁ ଲେକ୍ବାର୍ ଦାର୍ଲା ।
και παλιν κατω κυψασ εγραφεν εισ την γην
9 ୯ ଜିସୁର୍ ଏ କାତା ସୁନି ମାଇଜିକେ ଆନିରଇବା ସବୁଲକ୍ ସେ ଜାଗାଇଅନି ଗଟେକ୍ ଗଟେକ୍ ଲକ୍ ବାରଇ ଉଟିଗାଲାଇ । ପର୍ତୁମ୍ ଡକ୍ରାମନ୍ ଗାଲାଇ । ତେଇ ସାରାସାରି ଜାକ ଜିସୁ ଆରି ସେ ମାଇଜିସେ ରଇଲାଇ ।
οι δε ακουσαντεσ και υπο τησ συνειδησεωσ ελεγχομενοι εξηρχοντο εισ καθ εισ αρξαμενοι απο των πρεσβυτερων και κατελειφθη μονοσ ο ιησουσ και η γυνη εν μεσω ουσα
10 ୧୦ ଜିସୁ ଟିଆଅଇ ତାକେ ପାଚାର୍ଲା, “ସେ ଲକ୍ମନ୍ କେନେ ଗାଲାଇ? ଇତି କେ ମିସା ତକେ ଦସ୍ ଦାର୍ବାକେ ନାଇ କି?”
ανακυψασ δε ο ιησουσ και μηδενα θεασαμενοσ πλην τησ γυναικοσ ειπεν αυτη που εισιν εκεινοι οι κατηγοροι σου ουδεισ σε κατεκρινεν
11 ୧୧ ସେ କଇଲା, “ନାଇ ମାପ୍ରୁ କେ ମିସା ମକେ ଦସି ବଲି ବିଚାର୍ କରତ୍ ନାଇ ।” ଜିସୁ ତାକେ କଇଲା, “ମୁଇ ମିସା ତକେ ଦସି ବଲି ବିଚାର୍ ନ କରି । ମାତର୍ ଜା ଆରି ପାପ୍ କର୍ ନାଇ ।”
η δε ειπεν ουδεισ κυριε ειπεν δε ο ιησουσ ουδε εγω σε κρινω πορευου και μηκετι αμαρτανε
12 ୧୨ ଜିସୁ ଆରିତରେକ୍ ପାରୁସିମନ୍କେ କଇଲା, “ମୁଇସେ ଏ ଦୁନିଆର୍ ଉଜଲ୍ । ଜନ୍ ଲକ୍ ମର୍ ପଚେ ପଚେ ଆଇସି, ସେ ଜିବନର୍ ଉଜଲ୍ ପାଇସି । ଆରି କେବେ ମିସା ଆନ୍ଦାରେ ନ ରଏ ।”
παλιν ουν αυτοισ ο ιησουσ ελαλησεν λεγων εγω ειμι το φωσ του κοσμου ο ακολουθων εμοι ου μη περιπατηση εν τη σκοτια αλλ εξει το φωσ τησ ζωησ
13 ୧୩ ପାରୁସିମନ୍ ତାକେ କଇଲାଇ, “ତୁଇ ନିଜେ ନିଜର୍ ବିସଇ ସାକି ଦେଲୁସ୍ନି, ସେଟାର୍ପାଇ, ତର୍ ସାକି ଦେଲାଟା ସତ୍ ନଏଁ ।”
ειπον ουν αυτω οι φαρισαιοι συ περι σεαυτου μαρτυρεισ η μαρτυρια σου ουκ εστιν αληθησ
14 ୧୪ ଜିସୁ ସେମନ୍କେ କଇଲା, “ନାଇ, ମୁଇ ମର୍ ନିଜର୍ ପାଇ ସାକି ଦେଲେ ମିସା, ମୁଇ ଜନ୍ଟା କଇଲିନି ସେଟା ସତ୍ସେ । କାଇକେ ବଇଲେ ମୁଇ କନ୍ତିଅନି ଆଇଲି ଆଚି ଆରି କନ୍ତି ଗାଲିନି, ସେଟା ମୁଇସେ ଜାନି । ମାତର୍ ମୁଇ କନ୍ତିଅନି ଆଇଲିଆଚି ଆରି କନ୍ତି ଜିବି, ସେଟା ତମେ ନାଜାନାସ୍ ।
απεκριθη ιησουσ και ειπεν αυτοισ καν εγω μαρτυρω περι εμαυτου αληθησ εστιν η μαρτυρια μου οτι οιδα ποθεν ηλθον και που υπαγω υμεισ δε ουκ οιδατε ποθεν ερχομαι και που υπαγω
15 ୧୫ ଆରି ତମେ ମକେ ଲକ୍ମନର୍ ଇସାବେ ବିଚାର୍ କଲାସ୍ନି । ମାତର୍ ମୁଇ କାକେ ବିଚାର୍ ନ କରି ।
υμεισ κατα την σαρκα κρινετε εγω ου κρινω ουδενα
16 ୧୬ ଜଦି ମୁଇ ବିଚାର୍ କର୍ତି ବଇଲେ ମର୍ ବିଚାର୍ ପୁରାପୁରୁନ୍ ଟିକ୍ ଅଇତା । କାଇକେ ବଇଲେ ମୁଇ ଗଟେକ୍ ଲକ୍ ନାଇ, ମାତର୍ ମକେ ପାଟାଇରଇବା ମର୍ ବାବା ମିସା ମର୍ ସଙ୍ଗ୍ ମିସ୍ତେ ଆଚେ ।
και εαν κρινω δε εγω η κρισισ η εμη αληθησ εστιν οτι μονοσ ουκ ειμι αλλ εγω και ο πεμψασ με πατηρ
17 ୧୭ କାଇଆଲେ ଗଟ୍ନାର୍ ବିସଇ ରଇଲେ, ଦୁଇ ଲକର୍ ସାକି ସମାନ୍ ଅଇଲାନି ବଇଲେ, ସେମନ୍ କଇଲା କାତା ସତ୍ସେ । ତମର୍ ଦରମ୍ ସାସ୍ତରେ ଏନ୍ତି ଲେକା ଅଇଲା ଆଚେ ।
και εν τω νομω δε τω υμετερω γεγραπται οτι δυο ανθρωπων η μαρτυρια αληθησ εστιν
18 ୧୮ ମୁଇ ନିଜେ ନିଜର୍ ବିସଇ ସାକି ଦେଲିନି, ଆରି ମକେ ପାଟାଇଲା ପର୍ମେସର୍ ମିସା ମର୍ ସାକି ଦେଲାନି ।”
εγω ειμι ο μαρτυρων περι εμαυτου και μαρτυρει περι εμου ο πεμψασ με πατηρ
19 ୧୯ ଲକ୍ମନ୍ ଜିସୁକେ ପାଚାର୍ଲାଇ “ତର୍ ବାବା କନ୍ତି ଆଚେ?” ଜିସୁ ସେମନ୍କେ କଇଲା, “ତମେ ମକେ ନାଜାନାସ୍ ଆରି ମର୍ ବାବାକେ ମିସା ନାଜାନାସ୍ । ତମେ ଜଦି ମକେ ଜାନିରଇତାସ୍ ବଇଲେ ମର୍ ବାବାକେ ମିସା ଜାନ୍ତାସ୍ ।”
ελεγον ουν αυτω που εστιν ο πατηρ σου απεκριθη ιησουσ ουτε εμε οιδατε ουτε τον πατερα μου ει εμε ηδειτε και τον πατερα μου ηδειτε αν
20 ୨୦ ଜିସୁ ମନ୍ଦିରର୍ ଦାନ୍ ସଙ୍ଗଇବା ପେଡିମନ୍ ରଇବା ଆକ୍ରାଇ ଏ ସବୁ ବିସଇ ସିକିଆ ଦେଇତେରଇଲା । ଆରି କେ ମିସା ତାକେ ବନ୍ଦି କରି ନାପାର୍ଲାଇ । କାଇକେବଇଲେ ତାର୍ ବେଲା କେଟି ନ ରଇଲା ।
ταυτα τα ρηματα ελαλησεν ο ιησουσ εν τω γαζοφυλακιω διδασκων εν τω ιερω και ουδεισ επιασεν αυτον οτι ουπω εληλυθει η ωρα αυτου
21 ୨୧ ଜିସୁ ଲକ୍ମନ୍କେ ଆରି ତରେକ୍ କଇଲା, “ମୁଇ ଗାଲିନି ଆରି ତମେ ମକେ କଜ୍ସା । ମାତର୍ ନିଜର୍ ନିଜର୍ ପାପ୍ କେମା ନ କରାଇଅଇ ମର୍ସା । ଆରି ମୁଇ ଜନ୍ ଜାଗାଇ ଜିବି ତମେ ତେଇ ଆସି ନାପାରାସ୍ ।”
ειπεν ουν παλιν αυτοισ ο ιησουσ εγω υπαγω και ζητησετε με και εν τη αμαρτια υμων αποθανεισθε οπου εγω υπαγω υμεισ ου δυνασθε ελθειν
22 ୨୨ ଜିସୁ ଏନ୍ତି କଇଲାକେ ଜିଉଦି ନେତାମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ସେ କାଇକେ ମୁଇ ଜନ୍ ଜାଗାଇ ଗାଲିନି, ତମେ ତେଇ ଜାଇନାପାରାସ୍ ବଲି କଇଲାନି? ଜିସୁ କାଇ ନିଜେ ଉଚ୍କି ଅଇ ମର୍ବାକେ ମନ୍ କଲାନି କି?”
ελεγον ουν οι ιουδαιοι μητι αποκτενει εαυτον οτι λεγει οπου εγω υπαγω υμεισ ου δυνασθε ελθειν
23 ୨୩ ଜିସୁ ସେମନ୍କେ କଇଲା, “ତମେ ଏ ଦୁନିଆଇଅନି ଆସିଆଚାସ୍ । ମାତର୍ ମୁଇ ସର୍ଗେଅନି ଆସିଆଚି । ତମେ ଏ ଦୁନିଆର୍ ଲକ୍, ମାତର୍ ମୁଇ ଏ ଦୁନିଆର୍ ଲକ୍ ନଇ ।
και ειπεν αυτοισ υμεισ εκ των κατω εστε εγω εκ των ανω ειμι υμεισ εκ του κοσμου τουτου εστε εγω ουκ ειμι εκ του κοσμου τουτου
24 ୨୪ ତମେ ନିଜର୍ ନିଜର୍ ପାପ୍ କେମା ନ କରାଇଅଇତେ ମର୍ସା ବଲି ମୁଇ ତମ୍କେ କଇରଇଲି । ନିଜେ ମୁଇ ସେ । ଏଟାକେ ବିସ୍ବାସ୍ ନ କଲେ, ତମେ ନିଜର୍ ପାପେ ସେ ମର୍ସା ।”
ειπον ουν υμιν οτι αποθανεισθε εν ταισ αμαρτιαισ υμων εαν γαρ μη πιστευσητε οτι εγω ειμι αποθανεισθε εν ταισ αμαρτιαισ υμων
25 ୨୫ ଜିଉଦି ନେତାମନ୍ ପାଚାର୍ଲାଇ, “ତୁଇ କେ? ଆମ୍କେ କ ।” ଜିସୁ ସେମନ୍କେ କଇଲା, “ଆରାମେ ଅନି ମୁଇ କେ ବଲି କଇଆଇଲିନି ।
ελεγον ουν αυτω συ τισ ει και ειπεν αυτοισ ο ιησουσ την αρχην ο τι και λαλω υμιν
26 ୨୬ ତମେ ପାପ୍ କରିରଇବାଟା ଆରି ଦସ୍ କରିରଇବା ବିସଇ ମର୍ ଟାନେ ବେସି ଆଚେ । କାଇକେବଇଲେ, ଜେ ମକେ ପାଟାଇ ଆଚେ, ତାର୍ତେଇ ଅନି ମୁଇ ଜାଇଟା ସୁନି ଆଚି, ସେଟା ସେ ଜାନାଇଲିନି ।”
πολλα εχω περι υμων λαλειν και κρινειν αλλ ο πεμψασ με αληθησ εστιν καγω α ηκουσα παρ αυτου ταυτα λεγω εισ τον κοσμον
27 ୨୭ ମାତର୍ ଜିସୁ ତାର୍ ବାବାର୍ ବିସଇ ଏନ୍ତାରି କଇଲାନି ବଲି ସେମନ୍ ମୁଲ୍କେ ବୁଜି ନାପାର୍ଲାଇ ।
ουκ εγνωσαν οτι τον πατερα αυτοισ ελεγεν
28 ୨୮ ସେଟାର୍ପାଇ ସେ ସେମନ୍କେ କଇଲା, “ତମେ ନର୍ପିଲା ମକେ କୁର୍ସେ କୁଟି ମାରି ଉଟାଇଲାବେଲେ ଜାନ୍ସା, ସେ ନିଜେ ମୁଇ ସେ । ମୁଇ ନିଜର୍ ଅଦିକାରେ କାଇଟା କରି ନାପାରି, ମର୍ ବାବାର୍ ଟାନେଅନି ଜାଇଟା ସିକ୍ଲି ଆଚି, ସେଟାସେ କଇଲିନି, ସେଟା ତମେ ବୁଜ୍ସା ।
ειπεν ουν αυτοισ ο ιησουσ οταν υψωσητε τον υιον του ανθρωπου τοτε γνωσεσθε οτι εγω ειμι και απ εμαυτου ποιω ουδεν αλλα καθωσ εδιδαξεν με ο πατηρ μου ταυτα λαλω
29 ୨୯ ଜେ ମକେ ପାଟାଇଆଚେ, ସେ ମର୍ ସଙ୍ଗ୍ ଆଚେ । ସେ ମକେ ଏକ୍ଲା ଚାଡି ଦେଏନାଇ, କାଇକେବଇଲେ ସେ ଜାଇଟା ମନ୍କଲାନି, ମୁଇ ସେଟାସେ କଲିନି ।”
και ο πεμψασ με μετ εμου εστιν ουκ αφηκεν με μονον ο πατηρ οτι εγω τα αρεστα αυτω ποιω παντοτε
30 ୩୦ ଜିସୁର୍ ଏ ସବୁ କାତା ସୁନି, ବେସି ଲକ୍ମନ୍ ତାକେ ବିସ୍ବାସ୍ କଲାଇ ।
ταυτα αυτου λαλουντοσ πολλοι επιστευσαν εισ αυτον
31 ୩୧ ଜିସୁ ତାର୍ଟାନେ ବିସ୍ବାସ୍ କରିରଇବା ଜିଉଦି ଲକ୍ମନ୍କେ କଇଲା, “ଜଦି ତମେ ମର୍ ସିକିଆ ମାନିକରି ତବିର୍ ଅଇ ରଇସା, ବଇଲେ ସତଇସେ ମର୍ ସିସ୍ ଅଇସା ।
ελεγεν ουν ο ιησουσ προσ τουσ πεπιστευκοτασ αυτω ιουδαιουσ εαν υμεισ μεινητε εν τω λογω τω εμω αληθωσ μαθηται μου εστε
32 ୩୨ ଆରି ତମେ ସତ୍ ବିସଇ ଜାନ୍ସା, ସେ ସତ୍ ତମ୍କେ ମୁକ୍ଲାଇସି ।”
και γνωσεσθε την αληθειαν και η αληθεια ελευθερωσει υμασ
33 ୩୩ ଜିଉଦି ଲକ୍ମନ୍ ତାକେ କଲାଇ, “ଆମେ ଅବ୍ରାଆମର୍ ନାତିତିତିମନ୍, ଆରି ଆମେ କେବେ ମିସା କାର୍ ଗତିଅଇ ରଉନାଇ, ଏନ୍ତି ବଇଲେ ତମେ କେନ୍ତି ମୁକଲ୍ସା ବଲି କଇଲୁସ୍ନି? ଏ କାତାର୍ ଅରତ୍ କାଇଟା?”
απεκριθησαν αυτω σπερμα αβρααμ εσμεν και ουδενι δεδουλευκαμεν πωποτε πωσ συ λεγεισ οτι ελευθεροι γενησεσθε
34 ୩୪ ଜିସୁ କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ଜେ ପାପ୍ କର୍ସି, ସେ ପାପର୍ ଗତିଦାଙ୍ଗ୍ଡା ।
απεκριθη αυτοισ ο ιησουσ αμην αμην λεγω υμιν οτι πασ ο ποιων την αμαρτιαν δουλοσ εστιν τησ αμαρτιασ
35 ୩୫ ଗତିଦାଙ୍ଗ୍ଡା ଗଟେକ୍ ଗରେ ସବୁ ଦିନର୍ପାଇ ନ ରଏ । ମାତର୍ ସେ ଗରର୍ ପିଲାସେ ସବୁଦିନର୍ପାଇ ରଇସି । (aiōn )
ο δε δουλοσ ου μενει εν τη οικια εισ τον αιωνα ο υιοσ μενει εισ τον αιωνα (aiōn )
36 ୩୬ ସେଟାର୍ପାଇ ମୁଇ ଜଦି ତମ୍କେ ମୁକ୍ଲାଇବି ବଇଲେ, ସତଇସେ ତମେ ମୁକଲ୍ସା ।
εαν ουν ο υιοσ υμασ ελευθερωση οντωσ ελευθεροι εσεσθε
37 ୩୭ ତମେ ଅବ୍ରାଅମ୍ କୁଟୁମର୍ ଲକ୍ମନ୍ ବଲି ମୁଇ ଜାନିଆଚି, ଅଇଲେ ମିସା ତମର୍ ବିତ୍ରେଅନି କେତେ ଲକ୍ମନ୍ ମକେ ମରାଇବାକେ ଚେସ୍ଟା କଲାସ୍ନି । କାଇକେ ବଇଲେ ମର୍ ସିକିଆ ତମେ ମାନାସ୍ ନାଇ ।
οιδα οτι σπερμα αβρααμ εστε αλλα ζητειτε με αποκτειναι οτι ο λογοσ ο εμοσ ου χωρει εν υμιν
38 ୩୮ ମୁଇ ମର୍ ବାବା ସଙ୍ଗ୍ ରଇଲାବେଲେ ମକେ ସେ ଜାଇଟା ଦେକାଇଆଚେ, ସେଟା ତମ୍କେ କଇଲିନି । ମାତର୍ ତମର୍ ବାବା ତମ୍କେ ଜାଇଟା ସିକାଇଆଚେ, ସେଟା କଲାସ୍ନି ।”
εγω ο εωρακα παρα τω πατρι μου λαλω και υμεισ ουν ο εωρακατε παρα τω πατρι υμων ποιειτε
39 ୩୯ ଜିଉଦି ଲକ୍ମନ୍ ତାକେ କଇଲାଇ, “ଆମର୍ ବାବା ଅବ୍ରାଆମ୍ ।” ଜିସୁ କଇଲା, “ତମେ ଜଦି ସତଇସେ ଅବ୍ରାଅମର୍ ନାତିତିତି ଅଇରଇତାସ୍ ବଇଲେ, ଅବ୍ରାମ୍ କରିରଇଲା କାମ୍ମନ୍ କର୍ତାସ୍ ।
απεκριθησαν και ειπον αυτω ο πατηρ ημων αβρααμ εστιν λεγει αυτοισ ο ιησουσ ει τεκνα του αβρααμ ητε τα εργα του αβρααμ εποιειτε
40 ୪୦ ପର୍ମେସର୍ ତେଇଅନି ସୁନ୍ଲା ସତ୍ କାତା ଚାଡି ମୁଇ ଆରି ତମ୍କେ କାଇଟା କଇନାଇ । ଅଇଲେ ମିସା ତମେ ମକେ ମରାଇବାକେ ଚେସ୍ଟା କଲାସ୍ନି । ମାତର୍ ଅବ୍ରାଆମ୍ ଏନ୍ତାରି କାଇ କାମ୍ କରି ନ ରଇଲା ।
νυν δε ζητειτε με αποκτειναι ανθρωπον οσ την αληθειαν υμιν λελαληκα ην ηκουσα παρα του θεου τουτο αβρααμ ουκ εποιησεν
41 ୪୧ ତମର୍ ବାବାମନ୍ ଜନ୍ କାମ୍ମନ୍ କରି ରଇଲାଇ, ତମେ ସେଟା କଲାସ୍ନି ।” ମାତର୍ ଜିଉଦିମନ୍ କଇଲାଇ, “ଆମର୍ ବାବା ପର୍ମେସର୍ସେ । ଆମେସେ ତାର୍ ପିଲାଟକିମନ୍ ।”
υμεισ ποιειτε τα εργα του πατροσ υμων ειπον ουν αυτω ημεισ εκ πορνειασ ου γεγεννημεθα ενα πατερα εχομεν τον θεον
42 ୪୨ ଜିସୁ ସେମନ୍କେ କଇଲା, “ଜଦି ପର୍ମେସର୍ ତମର୍ ବାବା ଅଇରଇଲେ, ତମେ ମକେ ଆଲାଦ୍ କର୍ତାସ୍ । କାଇକେ ବଇଲେ ମୁଇ ପର୍ମେସର୍ ତେଇଅନି ଆସି ଏବେ ଇତି ଆଚି । ମାତର୍ ନିଜର୍ ଅଦିକାରେ ଆସିନାଇ । ସେ ମକେ ଏ ଦୁନିଆଇ ପାଟାଇଲା ଆଚେ ।
ειπεν ουν αυτοισ ο ιησουσ ει ο θεοσ πατηρ υμων ην ηγαπατε αν εμε εγω γαρ εκ του θεου εξηλθον και ηκω ουδε γαρ απ εμαυτου εληλυθα αλλ εκεινοσ με απεστειλεν
43 ୪୩ ତମେ କାଇକେ ମର୍ କାତା ବୁଜି ନାପାର୍ଲାସ୍ନି? କାଇକେ ବଇଲେ ତମେ ମର୍ ସିକିଆ ସୁନି ତବିର୍ଅଇ ରଇ ନାପାର୍ଲାସ୍ନି ।
δια τι την λαλιαν την εμην ου γινωσκετε οτι ου δυνασθε ακουειν τον λογον τον εμον
44 ୪୪ ସଇତାନ୍ ଅଇଲାନି ତମର୍ ବାବା । ଆରି ତମେ ସେ କର୍ବା କାରାପ୍ କାମ୍ମନ୍ କର୍ବାକେ ମନ୍ କଲାସ୍ନି । ସେ ଆଗ୍ତୁଅନି ଲକ୍ମନ୍କେ ନସ୍ଟ କଲାନି, ଆରି ସେ ସତ୍ ବିସଇ ଗିନ୍ କଲାନି । ତାର୍ତେଇ ସତ୍ ବିସଇ ନାଇ । ଜେଡେବେଲା ସେ ମିଚ୍ କଇଲାନି, ସେବେଲା ସେ ନିଜର୍ ଗୁନ୍ ଚଲନ୍ଅନି ସେନ୍ତି କଇଲାନି । କାଇକେ ବଇଲେ ସେ ମିଚ୍ କଇବା ଲକ୍, ଆରି ମିଚ୍ କଇବା ଲକ୍ମନର୍ ବାବା ।
υμεισ εκ του πατροσ του διαβολου εστε και τασ επιθυμιασ του πατροσ υμων θελετε ποιειν εκεινοσ ανθρωποκτονοσ ην απ αρχησ και εν τη αληθεια ουχ εστηκεν οτι ουκ εστιν αληθεια εν αυτω οταν λαλη το ψευδοσ εκ των ιδιων λαλει οτι ψευστησ εστιν και ο πατηρ αυτου
45 ୪୫ ଏବେ ମୁଇ ସବୁବେଲା ସତ୍କାତା କଇଲିନି ମିସା ତମେ ମକେ ବିସ୍ବାସ୍ କରାସ୍ନାଇ ।
εγω δε οτι την αληθειαν λεγω ου πιστευετε μοι
46 ୪୬ ତମର୍ ବିତ୍ରେ ଅନି କେମିସା ଗଟେକ୍ ଲକ୍ ମୁଇ ପାପ୍ କଲିଆଚି ବଲି ମକେ ଦସି କରାଇପାରେ କି? ଆରି ମୁଇ ଜଦି ସତ୍କାତା କଇଲିନି ବଇଲେ, ତମେ କାଇଜେ ବିସ୍ବାସ୍ କରାସ୍ ନାଇ?
τισ εξ υμων ελεγχει με περι αμαρτιασ ει δε αληθειαν λεγω δια τι υμεισ ου πιστευετε μοι
47 ୪୭ ଜେତ୍କି ଲକ୍ ପର୍ମେସରର୍ ଅଇଲାଇ ଆଚତ୍, ସେମନ୍ ପର୍ମେସରର୍ କାତା ସୁନ୍ବାଇ । ଆରି ତମେ ପର୍ମେସରର୍ତେଇଅନି ଆଇଲା ଲକ୍ ନୁଆସ୍ । ସେଟାର୍ପାଇ ତମେ ମର୍ ବାକିଅ ସୁନାସ୍ ନାଇ ।”
ο ων εκ του θεου τα ρηματα του θεου ακουει δια τουτο υμεισ ουκ ακουετε οτι εκ του θεου ουκ εστε
48 ୪୮ ଜିଉଦିମନ୍ ଜିସୁକେ ପାଚାର୍ଲାଇ, “ତୁଇ ଗଟେକ୍ ସମିରଣିୟ ଲକ୍, ତକେ ଗଟେକ୍ ଡୁମା ଦାର୍ଲା ଆଚେ ବଲି ଆମେ କଇଲା କାତା ସତ୍ ନଏଁ କି?”
απεκριθησαν ουν οι ιουδαιοι και ειπον αυτω ου καλωσ λεγομεν ημεισ οτι σαμαρειτησ ει συ και δαιμονιον εχεισ
49 ୪୯ ଜିସୁ ସେମନ୍କେ କଇଲା, “ନାଇ! ମକେ ଡୁମା ଦାରେ ନାଇ । ମୁଇ ମର୍ ବାବାକେ ସନ୍ମାନ୍ ଦେଲିନି । ମାତର୍ ତମେ ମକେ ନିନ୍ଦାକାତା କଇ ଲାଜ୍ କରାଇଲାସ୍ନି ।
απεκριθη ιησουσ εγω δαιμονιον ουκ εχω αλλα τιμω τον πατερα μου και υμεισ ατιμαζετε με
50 ୫୦ ମୁଇ ନିଜେ ଡାକ୍ପୁଟା ପାଇବାକେ ଚେସ୍ଟା କରିନାଇ । ମାତର୍ ଆରି ଗଟେକ୍ ଲକ୍ ମକେ ଡାକ୍ପୁଟା କରାଇବାକେ ମନ୍ କଲାନି । ସେ ଟିକ୍ ବାବେ ବିଚାର୍ କର୍ବା ମାପ୍ରୁ ।
εγω δε ου ζητω την δοξαν μου εστιν ο ζητων και κρινων
51 ୫୧ ମୁଇ ତମ୍କେ ସତ୍କାତା କଇଲିନି, ଜେ ମୁଇ ସିକାଇବା କାତା ମାନ୍ସି, ସେ କେବେ ମିସା ନ ମରେ ।” (aiōn )
αμην αμην λεγω υμιν εαν τισ τον λογον τον εμον τηρηση θανατον ου μη θεωρηση εισ τον αιωνα (aiōn )
52 ୫୨ ସେମନ୍ ଜିସୁକେ କଇଲାଇ, “ଏବେ ଆମେ ଜାନ୍ଲୁ ତକେ ଗଟେକ୍ ଡୁମା ଦାର୍ଲା ଆଚେ । ଅବ୍ରାଆମ୍ ଆରି ବବିସତ୍ବକ୍ତାମନ୍ ମରିଗାଲାଇ ଆଚତ୍, ମାତର୍ ତୁଇ କଇଲୁସ୍ନି ଜଦି କେ ମିସା ମର୍ କାତା ମାନ୍ସା ବଇଲେ ସେ କେବେ ମିସା ନ ମରେ ବଲି ।” (aiōn )
ειπον ουν αυτω οι ιουδαιοι νυν εγνωκαμεν οτι δαιμονιον εχεισ αβρααμ απεθανεν και οι προφηται και συ λεγεισ εαν τισ τον λογον μου τηρηση ου μη γευσηται θανατου εισ τον αιωνα (aiōn )
53 ୫୩ ସେମନ୍ ପାଚାର୍ଲାଇ “ତୁଇକାଇ ଆମର୍ ବାବା ଅବ୍ରାଆମ୍ଟାନେଅନି ବଡ୍ ଲକ୍କି? ସେମନ୍ ମିସା ମରିଗାଲାଇ ଆଚତ୍ ଆରି ବବିସତ୍ବକ୍ତାମନ୍ ମିସା ମରିଜାଇଆଚତ୍ । ତୁଇ ନିଜ୍କେ କେ ବଲି ବାବ୍ଲୁସ୍ନି?”
μη συ μειζων ει του πατροσ ημων αβρααμ οστισ απεθανεν και οι προφηται απεθανον τινα σεαυτον συ ποιεισ
54 ୫୪ ଜିସୁ ସେମନ୍କେ କଇଲା, “ମୁଇ ଜଦି ନିଜ୍କେ ଡାକ୍ପୁଟା କର୍ବି ବଲି ଚେସ୍ଟା କର୍ତି ବଇଲେ, ସେ ଡାକ୍ପୁଟାର୍ କାଇ ମୁଲିଅ ନାଇ । ମର୍ ବାବା ଜାକେ କି ତମେ ତମର୍ ପର୍ମେସର୍ ବଲି କଇଲାସ୍ନି, ସେ ସେ ମକେ ଡାକ୍ପୁଟା କରାଇଲାନି ।
απεκριθη ιησουσ εαν εγω δοξαζω εμαυτον η δοξα μου ουδεν εστιν εστιν ο πατηρ μου ο δοξαζων με ον υμεισ λεγετε οτι θεοσ ημων εστιν
55 ୫୫ ତମେ ତାକେ ନାଜାନାସ୍, ମାତର୍ ମୁଇ ଜାନି । ଜଦି ମୁଇ ତାକେ ନାଜାନି ବଲି କଇବି, ସେନ୍ତାର୍ଆଲେ ମୁଇ ମିସା ତମର୍ପାରା ମିଚ୍ କଇବା ଲକ୍ ଅଇବି । ମାତର୍ ମୁଇ ତାକେ ଜାନିଆଚି ଆରି, ତାର୍ କାତା ମାନ୍ଲିନି ।
και ουκ εγνωκατε αυτον εγω δε οιδα αυτον και εαν ειπω οτι ουκ οιδα αυτον εσομαι ομοιοσ υμων ψευστησ αλλ οιδα αυτον και τον λογον αυτου τηρω
56 ୫୬ ମୁଇ ଆଇବା ଦିନ୍ ଦେକ୍ବି ବଲି ତମର୍ ବାବା ଅବ୍ରାଆମ୍, ବେସି ଆସା କରି ସାର୍ଦା ଅଇତେ ରଇଲା । ଆରି ସେ ଦିନ୍କେ ଦେକି କରି ସାର୍ଦା ଅଇଲା” ବଲି କଇଲା ।
αβρααμ ο πατηρ υμων ηγαλλιασατο ινα ιδη την ημεραν την εμην και ειδεν και εχαρη
57 ୫୭ ତାର୍ ପଚେ ଜିଉଦିମନ୍ ଜିସୁକେ କଇଲାଇ, “ତକେ ପଚାସ୍ ବରସ୍ ମିସା ଅଏ ନାଇତା, ତୁଇ କାଇ ଅବ୍ରାଆମ୍କେ ଦେକି ଆଚୁସ୍ କି?”
ειπον ουν οι ιουδαιοι προσ αυτον πεντηκοντα ετη ουπω εχεισ και αβρααμ εωρακασ
58 ୫୮ ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍କାତା କଇଲିନି, ଅବ୍ରାଆମ୍ ଜନମ୍ ଅଇବା ଆଗ୍ତୁଅନି ମୁଇ ଆଚି ।”
ειπεν αυτοισ ο ιησουσ αμην αμην λεγω υμιν πριν αβρααμ γενεσθαι εγω ειμι
59 ୫୯ ଜିସୁ ଏ କାତା କଇବାବେଲେ ସେମନ୍ ତାକେ ମାର୍ବାକେ ପାକ୍ନା ବେଟ୍ଲାଇ, ମାତର୍ ଜିସୁ, ମନ୍ଦିରେ ଅନି ବାରଇ ଲକ୍ମନର୍ ବିତ୍ରେ ପୁରି ଉଟିଗାଲା ।
ηραν ουν λιθουσ ινα βαλωσιν επ αυτον ιησουσ δε εκρυβη και εξηλθεν εκ του ιερου διελθων δια μεσου αυτων και παρηγεν ουτωσ