< ଜଅନ୍ 8 >
1 ୧ ଜିସୁ ଜିତ୍ ନାଉଁର୍ ଗଚ୍ମନ୍ ରଇଲା ପର୍ବତେ ଉଟିଗାଲା ।
SI Jesus malag y egso Olibo.
2 ୨ ତାର୍ ଆର୍କର୍ ଦିନର୍ ସାକାଲେ ସେ ମନ୍ଦିରେ ବାଉଡି ଆଇଲା ଆରି ତେଇ ସବୁଲକ୍ ତାର୍ଲଗେ ରୁଣ୍ଡ୍ଲାଇଜେ, ସେ ବସିକରି ସେମନ୍କେ ସିକାଇବାର୍ ଦାର୍ଲା ।
Ya y taftaf gui egaan, tumalo guato gui templo ya todo y taotao sija manmato guiya güiya; ya güiya matachong güije ya mamanagüe nu sija.
3 ୩ ସେଡ୍କିବେଲେ କେତେଟା ସାସ୍ତର୍ ସିକାଉମନ୍ ଆରି ପାରୁସିମନ୍, ଗଟେକ୍ ବେସିଆନି ମାଇଜିକେ ବେସିଆ କାମ୍ କର୍ବାବେଲେ ଦାରିକରି ଜିସୁର୍ ଲଗେ ଆନ୍ଲାଇ । ତାକେ ସବୁ ଲକର୍ ମୁଆଟେ ଟିଆ କରାଇ ଜିସୁକେ ପାଚାର୍ଲାଇ,
Entonses y escriba yan y Fariseo sija, macocona un palaoan na masoda gui adulterio, ya mapolo güe gui entalo,
4 ୪ “ଏ ଗୁରୁ, ଏ ମାଇଜିକେ ବେସିଆ କାମ୍ କଲାବେଲେ ଦାରିଆଚୁ ।
Ylegñija nu güiya: Maestro, estagüe na palaoan, guine masoda gui adulterio, anae jafatinasja.
5 ୫ ଏନ୍ତାରି ମାଇଜିକେ ପାକ୍ନା ସଙ୍ଗ୍ ମାରି ମରାଆ ବଲି ମସାର୍ ନିୟମେ ଲେକା ଅଇଲା ଆଚେ । ଏନ୍ତି ବଇଲେ ତୁଇ କାଇଟା ବଲି କଇଲୁସ୍ନି?”
Y tinago Moises jatagojam na infagas ni y acho enao sija. Jago, jafa unsangan?
6 ୬ ସେମନ୍ ଜେନ୍ତିକି ଜିସୁ କଇବା ଉତର୍ତେଇଅନି ବୁଲ୍ ଦାରି ତାକେ ଦସି କର୍ବାକେ ଏ କାତା କଇଲାଇ । ମାତର୍ ଜିସୁ ଲଇଁ କରି ଆଙ୍ଗ୍ଟି ସଙ୍ଗ୍ ବୁଏଁ ଲେକ୍ବାର୍ ଦାର୍ଲା ।
Este ilegñija, intienta güe para siña mafaaelagüe. Lao si Jesus dumilog papa, manugue gui tano ni y calolotña.
7 ୭ ମାତର୍ ସେମନ୍ ତାକେ ତର୍କେ ତର୍ ପାଚାରିଲାଗି ରଇଲାଇ ଜେ ସେ ଟିଆଅଇ କଇଲା, “ଇତି ମୁଲ୍କେ ପାପ୍ ନ କଲା ଲକ୍ କେ ଆଚାସ୍ ବଇଲେ ସେ ଆଗ୍ତୁ ଆସିକରି ତାକେ ପାକ୍ନା ମାର ।”
Ya como sisigue mafaesen, manatunasgüe ya ilegña nu sija: Yaguin uno guiya jamyo taeisao, fumagas nu y güiya, y finenana na acho.
8 ୮ ତାର୍ପଚେ ସେ ଆରି ତରେକ୍ ଲଇଁକରି ବୁଏଁ ଲେକ୍ବାର୍ ଦାର୍ଲା ।
Ya dumilog talo papa ya manugue gui tano ni y calolotña.
9 ୯ ଜିସୁର୍ ଏ କାତା ସୁନି ମାଇଜିକେ ଆନିରଇବା ସବୁଲକ୍ ସେ ଜାଗାଇଅନି ଗଟେକ୍ ଗଟେକ୍ ଲକ୍ ବାରଇ ଉଟିଗାଲାଇ । ପର୍ତୁମ୍ ଡକ୍ରାମନ୍ ଗାଲାଇ । ତେଇ ସାରାସାରି ଜାକ ଜିସୁ ଆରି ସେ ମାଇଜିସେ ରଇଲାଇ ।
Ya anae manjungog sija, manjajanao juyong uno yan uno, matutujon gui mansenbijo asta y manuttimo; ya si Jesus sumaga yan y palaoan ni y gaegue gui entalo.
10 ୧୦ ଜିସୁ ଟିଆଅଇ ତାକେ ପାଚାର୍ଲା, “ସେ ଲକ୍ମନ୍ କେନେ ଗାଲାଇ? ଇତି କେ ମିସା ତକେ ଦସ୍ ଦାର୍ବାକେ ନାଇ କି?”
Ya cajulo si Jesus, ya ilegña nu güiya: Palaoan, mano nae mangaegue sija? taya ni uno nientensia jao?
11 ୧୧ ସେ କଇଲା, “ନାଇ ମାପ୍ରୁ କେ ମିସା ମକେ ଦସି ବଲି ବିଚାର୍ କରତ୍ ନାଇ ।” ଜିସୁ ତାକେ କଇଲା, “ମୁଇ ମିସା ତକେ ଦସି ବଲି ବିଚାର୍ ନ କରି । ମାତର୍ ଜା ଆରି ପାପ୍ କର୍ ନାଇ ।”
Ya ilegña: Taya uno Señot. Ya ilegña si Jesus: Guajo locue ti jusentensia jao: janao ya chamo unisao talo.
12 ୧୨ ଜିସୁ ଆରିତରେକ୍ ପାରୁସିମନ୍କେ କଇଲା, “ମୁଇସେ ଏ ଦୁନିଆର୍ ଉଜଲ୍ । ଜନ୍ ଲକ୍ ମର୍ ପଚେ ପଚେ ଆଇସି, ସେ ଜିବନର୍ ଉଜଲ୍ ପାଇସି । ଆରି କେବେ ମିସା ଆନ୍ଦାରେ ନ ରଏ ।”
Mansinangane as Jesus talo ilegña nu sija: Guajo candet y tano: y dumalalag yo ti ufamocat gui jemjon; ya guajaja candet y linâlâ.
13 ୧୩ ପାରୁସିମନ୍ ତାକେ କଇଲାଇ, “ତୁଇ ନିଜେ ନିଜର୍ ବିସଇ ସାକି ଦେଲୁସ୍ନି, ସେଟାର୍ପାଇ, ତର୍ ସାକି ଦେଲାଟା ସତ୍ ନଏଁ ।”
Enaomina y Fariseo sija ilegñija nu güiya: Jago guiya jagoja mananae testimonio lao ti magajet na testimoniomo.
14 ୧୪ ଜିସୁ ସେମନ୍କେ କଇଲା, “ନାଇ, ମୁଇ ମର୍ ନିଜର୍ ପାଇ ସାକି ଦେଲେ ମିସା, ମୁଇ ଜନ୍ଟା କଇଲିନି ସେଟା ସତ୍ସେ । କାଇକେ ବଇଲେ ମୁଇ କନ୍ତିଅନି ଆଇଲି ଆଚି ଆରି କନ୍ତି ଗାଲିନି, ସେଟା ମୁଇସେ ଜାନି । ମାତର୍ ମୁଇ କନ୍ତିଅନି ଆଇଲିଆଚି ଆରି କନ୍ତି ଜିବି, ସେଟା ତମେ ନାଜାନାସ୍ ।
Manope si Jesus, ilegña nu sija: Achoja guajoja manae testimonio nu guajo, magajet na testimoniojo; sa jutungo guine mano yo, yan para mano yo; lao jamyo ti intingo guine mano yo, yan para mano yo.
15 ୧୫ ଆରି ତମେ ମକେ ଲକ୍ମନର୍ ଇସାବେ ବିଚାର୍ କଲାସ୍ନି । ମାତର୍ ମୁଇ କାକେ ବିଚାର୍ ନ କରି ।
Jamyo pot y catne injisga; lao guajo ti jumusga ni jaye.
16 ୧୬ ଜଦି ମୁଇ ବିଚାର୍ କର୍ତି ବଇଲେ ମର୍ ବିଚାର୍ ପୁରାପୁରୁନ୍ ଟିକ୍ ଅଇତା । କାଇକେ ବଇଲେ ମୁଇ ଗଟେକ୍ ଲକ୍ ନାଇ, ମାତର୍ ମକେ ପାଟାଇରଇବା ମର୍ ବାବା ମିସା ମର୍ ସଙ୍ଗ୍ ମିସ୍ତେ ଆଚେ ।
Yaguin guajo jumusga, y juisioco, güiya magajet; sa ti guajoja; lao guajo yan Tata ni tumago yo.
17 ୧୭ କାଇଆଲେ ଗଟ୍ନାର୍ ବିସଇ ରଇଲେ, ଦୁଇ ଲକର୍ ସାକି ସମାନ୍ ଅଇଲାନି ବଇଲେ, ସେମନ୍ କଇଲା କାତା ସତ୍ସେ । ତମର୍ ଦରମ୍ ସାସ୍ତରେ ଏନ୍ତି ଲେକା ଅଇଲା ଆଚେ ।
Junggan, ya esta matugue gui tinagomiyo na y testimonio y dos taotao, güiya magajet.
18 ୧୮ ମୁଇ ନିଜେ ନିଜର୍ ବିସଇ ସାକି ଦେଲିନି, ଆରି ମକେ ପାଟାଇଲା ପର୍ମେସର୍ ମିସା ମର୍ ସାକି ଦେଲାନି ।”
Guajo manae testimomio pot guajoja, yan manae yo testimonio si Tata ni tumago yo.
19 ୧୯ ଲକ୍ମନ୍ ଜିସୁକେ ପାଚାର୍ଲାଇ “ତର୍ ବାବା କନ୍ତି ଆଚେ?” ଜିସୁ ସେମନ୍କେ କଇଲା, “ତମେ ମକେ ନାଜାନାସ୍ ଆରି ମର୍ ବାବାକେ ମିସା ନାଜାନାସ୍ । ତମେ ଜଦି ମକେ ଜାନିରଇତାସ୍ ବଇଲେ ମର୍ ବାବାକେ ମିସା ଜାନ୍ତାସ୍ ।”
Entonses ilegñija nu guiya: Mano nae gaegue si Tatamo? Manope si Jesus: Ti intingo yo yan ti intingo y Tatajo; yaguin intingo yo, y Tatajo locue intingo.
20 ୨୦ ଜିସୁ ମନ୍ଦିରର୍ ଦାନ୍ ସଙ୍ଗଇବା ପେଡିମନ୍ ରଇବା ଆକ୍ରାଇ ଏ ସବୁ ବିସଇ ସିକିଆ ଦେଇତେରଇଲା । ଆରି କେ ମିସା ତାକେ ବନ୍ଦି କରି ନାପାର୍ଲାଇ । କାଇକେବଇଲେ ତାର୍ ବେଲା କେଟି ନ ରଇଲା ।
Este na finijo jasangan si Jesus gui tesoro mamanagüe gui templo; ya taya cumone güe; sa asta pago ti mafato y oraño.
21 ୨୧ ଜିସୁ ଲକ୍ମନ୍କେ ଆରି ତରେକ୍ କଇଲା, “ମୁଇ ଗାଲିନି ଆରି ତମେ ମକେ କଜ୍ସା । ମାତର୍ ନିଜର୍ ନିଜର୍ ପାପ୍ କେମା ନ କରାଇଅଇ ମର୍ସା । ଆରି ମୁଇ ଜନ୍ ଜାଗାଇ ଜିବି ତମେ ତେଇ ଆସି ନାପାରାସ୍ ।”
Ya ilegña talo nu sija si Jesus: Guajo bae janao, ya inaligao yo, ya y isaomiyo nae infanmatae; mano yo guato, jamyo ti siña manmamaela.
22 ୨୨ ଜିସୁ ଏନ୍ତି କଇଲାକେ ଜିଉଦି ନେତାମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ସେ କାଇକେ ମୁଇ ଜନ୍ ଜାଗାଇ ଗାଲିନି, ତମେ ତେଇ ଜାଇନାପାରାସ୍ ବଲି କଇଲାନି? ଜିସୁ କାଇ ନିଜେ ଉଚ୍କି ଅଇ ମର୍ବାକେ ମନ୍ କଲାନି କି?”
Ylegñija entonses y Judio sija; Upuno maesa güe? sa ilegña mano yo guato, jamyo ti siña manmamaela.
23 ୨୩ ଜିସୁ ସେମନ୍କେ କଇଲା, “ତମେ ଏ ଦୁନିଆଇଅନି ଆସିଆଚାସ୍ । ମାତର୍ ମୁଇ ସର୍ଗେଅନି ଆସିଆଚି । ତମେ ଏ ଦୁନିଆର୍ ଲକ୍, ମାତର୍ ମୁଇ ଏ ଦୁନିଆର୍ ଲକ୍ ନଇ ।
Ya ilegña nu sija: Jamyo iyon sampapa, guajo iyon sanjilo; jamyo iyon este na tano; guajo ti iyon este na tano.
24 ୨୪ ତମେ ନିଜର୍ ନିଜର୍ ପାପ୍ କେମା ନ କରାଇଅଇତେ ମର୍ସା ବଲି ମୁଇ ତମ୍କେ କଇରଇଲି । ନିଜେ ମୁଇ ସେ । ଏଟାକେ ବିସ୍ବାସ୍ ନ କଲେ, ତମେ ନିଜର୍ ପାପେ ସେ ମର୍ସା ।”
Pot enao jusangane jamyo na infanmatae gui isaomiyo; sa yaguin ti injenggue na guajo yo; y isaomiyo nae infanmatae.
25 ୨୫ ଜିଉଦି ନେତାମନ୍ ପାଚାର୍ଲାଇ, “ତୁଇ କେ? ଆମ୍କେ କ ।” ଜିସୁ ସେମନ୍କେ କଇଲା, “ଆରାମେ ଅନି ମୁଇ କେ ବଲି କଇଆଇଲିନି ।
Enao muna ilegñija nu güiya? Jago, jayejao? Si Jesus ilegña nu sija: Nae matutujon jusangane jamyo locue.
26 ୨୬ ତମେ ପାପ୍ କରିରଇବାଟା ଆରି ଦସ୍ କରିରଇବା ବିସଇ ମର୍ ଟାନେ ବେସି ଆଚେ । କାଇକେବଇଲେ, ଜେ ମକେ ପାଟାଇ ଆଚେ, ତାର୍ତେଇ ଅନି ମୁଇ ଜାଇଟା ସୁନି ଆଚି, ସେଟା ସେ ଜାନାଇଲିନି ।”
Megae na güinaja yo, para jusangane jamyo ya injisga jamyo: ya y tumago yo, güiya magajet; ya jafa y jiningogco guiya güiya, ayo sija jusangan gui tano.
27 ୨୭ ମାତର୍ ଜିସୁ ତାର୍ ବାବାର୍ ବିସଇ ଏନ୍ତାରି କଇଲାନି ବଲି ସେମନ୍ ମୁଲ୍କେ ବୁଜି ନାପାର୍ଲାଇ ।
Lao sija ti matungo na güiya y jacuentuse sija ni pot Tata.
28 ୨୮ ସେଟାର୍ପାଇ ସେ ସେମନ୍କେ କଇଲା, “ତମେ ନର୍ପିଲା ମକେ କୁର୍ସେ କୁଟି ମାରି ଉଟାଇଲାବେଲେ ଜାନ୍ସା, ସେ ନିଜେ ମୁଇ ସେ । ମୁଇ ନିଜର୍ ଅଦିକାରେ କାଇଟା କରି ନାପାରି, ମର୍ ବାବାର୍ ଟାନେଅନି ଜାଇଟା ସିକ୍ଲି ଆଚି, ସେଟାସେ କଇଲିନି, ସେଟା ତମେ ବୁଜ୍ସା ।
Enaomina ilegña si Jesus: Ngaean nae infangajulo jamyo y Lajin taotao, ayo nae intingo na guajo yo, ya taya jufatitinas pot guajoja; lao jaftaemano si Tata fumanagüe yo taegüine jusangan.
29 ୨୯ ଜେ ମକେ ପାଟାଇଆଚେ, ସେ ମର୍ ସଙ୍ଗ୍ ଆଚେ । ସେ ମକେ ଏକ୍ଲା ଚାଡି ଦେଏନାଇ, କାଇକେବଇଲେ ସେ ଜାଇଟା ମନ୍କଲାନି, ମୁଇ ସେଟାସେ କଲିନି ।”
Ya y tumagoyo, güiya gaegue guiya guajo; ti jadingo yo maesaja sa jufatitinas siempre minagofña.
30 ୩୦ ଜିସୁର୍ ଏ ସବୁ କାତା ସୁନି, ବେସି ଲକ୍ମନ୍ ତାକେ ବିସ୍ବାସ୍ କଲାଇ ।
Anae jasasangan este sija na güinaja megae jumongguegüe.
31 ୩୧ ଜିସୁ ତାର୍ଟାନେ ବିସ୍ବାସ୍ କରିରଇବା ଜିଉଦି ଲକ୍ମନ୍କେ କଇଲା, “ଜଦି ତମେ ମର୍ ସିକିଆ ମାନିକରି ତବିର୍ ଅଇ ରଇସା, ବଇଲେ ସତଇସେ ମର୍ ସିସ୍ ଅଇସା ।
Ayo nae ilegña si Jesus ni Judio sija ni y jumonggue güe: Yaguin jamyo insisique y sumaga gui sinanganjo, jamyo manmagajet disipulujo;
32 ୩୨ ଆରି ତମେ ସତ୍ ବିସଇ ଜାନ୍ସା, ସେ ସତ୍ ତମ୍କେ ମୁକ୍ଲାଇସି ।”
Ya intingo y minagajet ya y minagajet inninafanlibre jamyo.
33 ୩୩ ଜିଉଦି ଲକ୍ମନ୍ ତାକେ କଲାଇ, “ଆମେ ଅବ୍ରାଆମର୍ ନାତିତିତିମନ୍, ଆରି ଆମେ କେବେ ମିସା କାର୍ ଗତିଅଇ ରଉନାଇ, ଏନ୍ତି ବଇଲେ ତମେ କେନ୍ତି ମୁକଲ୍ସା ବଲି କଇଲୁସ୍ନି? ଏ କାତାର୍ ଅରତ୍ କାଇଟା?”
Manmanope as Jesus: Jame semiyan Abraham, ya ti infanmañetbe ni jaye; jafa muna ilegmo: Jamyo unafanlibre?
34 ୩୪ ଜିସୁ କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ଜେ ପାପ୍ କର୍ସି, ସେ ପାପର୍ ଗତିଦାଙ୍ଗ୍ଡା ।
Maninepe as Jesus: Magajet ya magajet jusangane jamyo, na todo ayo y fumatinas y isao, güiya tentago y isao.
35 ୩୫ ଗତିଦାଙ୍ଗ୍ଡା ଗଟେକ୍ ଗରେ ସବୁ ଦିନର୍ପାଇ ନ ରଏ । ମାତର୍ ସେ ଗରର୍ ପିଲାସେ ସବୁଦିନର୍ପାଇ ରଇସି । (aiōn )
Ya y tentago ti usago gui guima para todo tiempo; lao y lajiña sumaga para todo y tiempo. (aiōn )
36 ୩୬ ସେଟାର୍ପାଇ ମୁଇ ଜଦି ତମ୍କେ ମୁକ୍ଲାଇବି ବଇଲେ, ସତଇସେ ତମେ ମୁକଲ୍ସା ।
Yaguin y Lajin Yuus munafanlibre jamyo, entonses magajet na manlibre jamyo.
37 ୩୭ ତମେ ଅବ୍ରାଅମ୍ କୁଟୁମର୍ ଲକ୍ମନ୍ ବଲି ମୁଇ ଜାନିଆଚି, ଅଇଲେ ମିସା ତମର୍ ବିତ୍ରେଅନି କେତେ ଲକ୍ମନ୍ ମକେ ମରାଇବାକେ ଚେସ୍ଟା କଲାସ୍ନି । କାଇକେ ବଇଲେ ମର୍ ସିକିଆ ତମେ ମାନାସ୍ ନାଇ ।
Guajo jutungo na jamyo semiyan Abraham; lao manmalago jamyo para inpino yo; sa y sinanganjo ti omlat guiya jamyo.
38 ୩୮ ମୁଇ ମର୍ ବାବା ସଙ୍ଗ୍ ରଇଲାବେଲେ ମକେ ସେ ଜାଇଟା ଦେକାଇଆଚେ, ସେଟା ତମ୍କେ କଇଲିନି । ମାତର୍ ତମର୍ ବାବା ତମ୍କେ ଜାଇଟା ସିକାଇଆଚେ, ସେଟା କଲାସ୍ନି ।”
Guajo y liniijo gui as Tata jusasangan, ya jamyo y jiningogmiyo gui as tatanmiyo infatitinas.
39 ୩୯ ଜିଉଦି ଲକ୍ମନ୍ ତାକେ କଇଲାଇ, “ଆମର୍ ବାବା ଅବ୍ରାଆମ୍ ।” ଜିସୁ କଇଲା, “ତମେ ଜଦି ସତଇସେ ଅବ୍ରାଅମର୍ ନାତିତିତି ଅଇରଇତାସ୍ ବଇଲେ, ଅବ୍ରାମ୍ କରିରଇଲା କାମ୍ମନ୍ କର୍ତାସ୍ ।
Manmanope ya ilegñija nu güiya: Si Abraham tatata. Si Jesus ilegña nu sija: Yaguin famaguon Abraham jamyo; y chechon Abraham infatinas jamyo.
40 ୪୦ ପର୍ମେସର୍ ତେଇଅନି ସୁନ୍ଲା ସତ୍ କାତା ଚାଡି ମୁଇ ଆରି ତମ୍କେ କାଇଟା କଇନାଇ । ଅଇଲେ ମିସା ତମେ ମକେ ମରାଇବାକେ ଚେସ୍ଟା କଲାସ୍ନି । ମାତର୍ ଅବ୍ରାଆମ୍ ଏନ୍ତାରି କାଇ କାମ୍ କରି ନ ରଇଲା ।
Lao manmalago jamyo pago para inpino yo, taotao na jagas jusangane jamyo ni magajet, ayo y jujungog gui as Yuus; si Abraham ti fumatinas este.
41 ୪୧ ତମର୍ ବାବାମନ୍ ଜନ୍ କାମ୍ମନ୍ କରି ରଇଲାଇ, ତମେ ସେଟା କଲାସ୍ନି ।” ମାତର୍ ଜିଉଦିମନ୍ କଇଲାଇ, “ଆମର୍ ବାବା ପର୍ମେସର୍ସେ । ଆମେସେ ତାର୍ ପିଲାଟକିମନ୍ ।”
Jamyo infatitinas y finatinas tatanmiyo. Ylegñija nu güiya: Jame ti finañagon ábale; un tataja guajajit, si Yuusja.
42 ୪୨ ଜିସୁ ସେମନ୍କେ କଇଲା, “ଜଦି ପର୍ମେସର୍ ତମର୍ ବାବା ଅଇରଇଲେ, ତମେ ମକେ ଆଲାଦ୍ କର୍ତାସ୍ । କାଇକେ ବଇଲେ ମୁଇ ପର୍ମେସର୍ ତେଇଅନି ଆସି ଏବେ ଇତି ଆଚି । ମାତର୍ ନିଜର୍ ଅଦିକାରେ ଆସିନାଇ । ସେ ମକେ ଏ ଦୁନିଆଇ ପାଟାଇଲା ଆଚେ ।
Ylegña si Jesus nu sija: Yaguin si Yuus tatanmiyo, magajet na inguflie yo; sa guajo jumuyong yan mato yo guinin as Yuus; ti jumuyong yo guinin guajoja, lao güiya tumago yo.
43 ୪୩ ତମେ କାଇକେ ମର୍ କାତା ବୁଜି ନାପାର୍ଲାସ୍ନି? କାଇକେ ବଇଲେ ତମେ ମର୍ ସିକିଆ ସୁନି ତବିର୍ଅଇ ରଇ ନାପାର୍ଲାସ୍ନି ।
Jafa muna ti intingo y sinanganjo? Sa ti siña injingog y finojo.
44 ୪୪ ସଇତାନ୍ ଅଇଲାନି ତମର୍ ବାବା । ଆରି ତମେ ସେ କର୍ବା କାରାପ୍ କାମ୍ମନ୍ କର୍ବାକେ ମନ୍ କଲାସ୍ନି । ସେ ଆଗ୍ତୁଅନି ଲକ୍ମନ୍କେ ନସ୍ଟ କଲାନି, ଆରି ସେ ସତ୍ ବିସଇ ଗିନ୍ କଲାନି । ତାର୍ତେଇ ସତ୍ ବିସଇ ନାଇ । ଜେଡେବେଲା ସେ ମିଚ୍ କଇଲାନି, ସେବେଲା ସେ ନିଜର୍ ଗୁନ୍ ଚଲନ୍ଅନି ସେନ୍ତି କଇଲାନି । କାଇକେ ବଇଲେ ସେ ମିଚ୍ କଇବା ଲକ୍, ଆରି ମିଚ୍ କଇବା ଲକ୍ମନର୍ ବାବା ।
Jamyo iyon tatanmiyo anite: jamyo ya y guinâumabale y tatanmiyo intatanga na infatinas. Güiya y mamuno desde y tutujoña; ya ti sumaga gui minagajet, sa taya minagajet gaegue guiya güiya. Yaguin jasangan mandague, y iyoña jasangan; sa dacon güe, ya tatan dacon güe.
45 ୪୫ ଏବେ ମୁଇ ସବୁବେଲା ସତ୍କାତା କଇଲିନି ମିସା ତମେ ମକେ ବିସ୍ବାସ୍ କରାସ୍ନାଇ ।
Ya ti injenggue yo, sa jusangane jamyo ni magajet.
46 ୪୬ ତମର୍ ବିତ୍ରେ ଅନି କେମିସା ଗଟେକ୍ ଲକ୍ ମୁଇ ପାପ୍ କଲିଆଚି ବଲି ମକେ ଦସି କରାଇପାରେ କି? ଆରି ମୁଇ ଜଦି ସତ୍କାତା କଇଲିନି ବଇଲେ, ତମେ କାଇଜେ ବିସ୍ବାସ୍ କରାସ୍ ନାଇ?
Jaye guiya jamyo ucombense yo ni y isao? Yaguin jusangan y magajet, pot jafa muna jamyo ti injenggue yo?
47 ୪୭ ଜେତ୍କି ଲକ୍ ପର୍ମେସରର୍ ଅଇଲାଇ ଆଚତ୍, ସେମନ୍ ପର୍ମେସରର୍ କାତା ସୁନ୍ବାଇ । ଆରି ତମେ ପର୍ମେସରର୍ତେଇଅନି ଆଇଲା ଲକ୍ ନୁଆସ୍ । ସେଟାର୍ପାଇ ତମେ ମର୍ ବାକିଅ ସୁନାସ୍ ନାଇ ।”
Y iyon Yuus, y sinangan Yuus jajungog; ya pot este na rason jamyo ti injijingog, sa ti iyon Yuus jamyo.
48 ୪୮ ଜିଉଦିମନ୍ ଜିସୁକେ ପାଚାର୍ଲାଇ, “ତୁଇ ଗଟେକ୍ ସମିରଣିୟ ଲକ୍, ତକେ ଗଟେକ୍ ଡୁମା ଦାର୍ଲା ଆଚେ ବଲି ଆମେ କଇଲା କାତା ସତ୍ ନଏଁ କି?”
Manmanope entonses y Judio sija, ya ilegñija nu guiya: Ti mauleg y sinanganmame, na jago taotao Samaria, ya gaeanite jao?
49 ୪୯ ଜିସୁ ସେମନ୍କେ କଇଲା, “ନାଇ! ମକେ ଡୁମା ଦାରେ ନାଇ । ମୁଇ ମର୍ ବାବାକେ ସନ୍ମାନ୍ ଦେଲିନି । ମାତର୍ ତମେ ମକେ ନିନ୍ଦାକାତା କଇ ଲାଜ୍ କରାଇଲାସ୍ନି ।
Manope si Jesus: Guajo tae anite yo; lao juonra si Tata, ya jamyo indesonra yo.
50 ୫୦ ମୁଇ ନିଜେ ଡାକ୍ପୁଟା ପାଇବାକେ ଚେସ୍ଟା କରିନାଇ । ମାତର୍ ଆରି ଗଟେକ୍ ଲକ୍ ମକେ ଡାକ୍ପୁଟା କରାଇବାକେ ମନ୍ କଲାନି । ସେ ଟିକ୍ ବାବେ ବିଚାର୍ କର୍ବା ମାପ୍ରୁ ।
Ya guajo ti umaliligao inenrajo; guaja ayo na umaliligao ya jajujusga.
51 ୫୧ ମୁଇ ତମ୍କେ ସତ୍କାତା କଇଲିନି, ଜେ ମୁଇ ସିକାଇବା କାତା ମାନ୍ସି, ସେ କେବେ ମିସା ନ ମରେ ।” (aiōn )
Magajet y magajet jusangane jamyo: Yaguin y taotao jaadaje y sinanganjo, ti ulie finatae para taejinecog. (aiōn )
52 ୫୨ ସେମନ୍ ଜିସୁକେ କଇଲାଇ, “ଏବେ ଆମେ ଜାନ୍ଲୁ ତକେ ଗଟେକ୍ ଡୁମା ଦାର୍ଲା ଆଚେ । ଅବ୍ରାଆମ୍ ଆରି ବବିସତ୍ବକ୍ତାମନ୍ ମରିଗାଲାଇ ଆଚତ୍, ମାତର୍ ତୁଇ କଇଲୁସ୍ନି ଜଦି କେ ମିସା ମର୍ କାତା ମାନ୍ସା ବଇଲେ ସେ କେବେ ମିସା ନ ମରେ ବଲି ।” (aiōn )
Entonses y Judio sija ilegñija nu güiya. Pago nae intingo na gaeanite jao. Si Abraham matae yan y profeta sija; ya jago sumangan: Yanguin y taotao jaadaje y sinanganjo, ti ulie finatae para taejinecog. (aiōn )
53 ୫୩ ସେମନ୍ ପାଚାର୍ଲାଇ “ତୁଇକାଇ ଆମର୍ ବାବା ଅବ୍ରାଆମ୍ଟାନେଅନି ବଡ୍ ଲକ୍କି? ସେମନ୍ ମିସା ମରିଗାଲାଇ ଆଚତ୍ ଆରି ବବିସତ୍ବକ୍ତାମନ୍ ମିସା ମରିଜାଇଆଚତ୍ । ତୁଇ ନିଜ୍କେ କେ ବଲି ବାବ୍ଲୁସ୍ନି?”
Jago dangculoña qui si tatanmame as Abraham ni esta matae? Yan y profeta manmatae. Jaye jao fumatinas namaesa?
54 ୫୪ ଜିସୁ ସେମନ୍କେ କଇଲା, “ମୁଇ ଜଦି ନିଜ୍କେ ଡାକ୍ପୁଟା କର୍ବି ବଲି ଚେସ୍ଟା କର୍ତି ବଇଲେ, ସେ ଡାକ୍ପୁଟାର୍ କାଇ ମୁଲିଅ ନାଇ । ମର୍ ବାବା ଜାକେ କି ତମେ ତମର୍ ପର୍ମେସର୍ ବଲି କଇଲାସ୍ନି, ସେ ସେ ମକେ ଡାକ୍ପୁଟା କରାଇଲାନି ।
Manope si Jesus: Yaguin junamalagyo maesa, y minalagjo taya guaja; güiya si Tata y numanamalag yo: ya ilegmiyo na güiya si Yuusmiyo.
55 ୫୫ ତମେ ତାକେ ନାଜାନାସ୍, ମାତର୍ ମୁଇ ଜାନି । ଜଦି ମୁଇ ତାକେ ନାଜାନି ବଲି କଇବି, ସେନ୍ତାର୍ଆଲେ ମୁଇ ମିସା ତମର୍ପାରା ମିଚ୍ କଇବା ଲକ୍ ଅଇବି । ମାତର୍ ମୁଇ ତାକେ ଜାନିଆଚି ଆରି, ତାର୍ କାତା ମାନ୍ଲିନି ।
Ya ti intingo güe, lao guajo tumungo güe; yaguin ilegco na ti jutungo güe, dacon yo parejo yan jamyo mandacon: lao jutungo güe yan juadaje y sinanganña.
56 ୫୬ ମୁଇ ଆଇବା ଦିନ୍ ଦେକ୍ବି ବଲି ତମର୍ ବାବା ଅବ୍ରାଆମ୍, ବେସି ଆସା କରି ସାର୍ଦା ଅଇତେ ରଇଲା । ଆରି ସେ ଦିନ୍କେ ଦେକି କରି ସାର୍ଦା ଅଇଲା” ବଲି କଇଲା ।
Si Abraham, tatanmiyo mumagof sa jalie y jaanijo; ya anae jalie ninamagof.
57 ୫୭ ତାର୍ ପଚେ ଜିଉଦିମନ୍ ଜିସୁକେ କଇଲାଇ, “ତକେ ପଚାସ୍ ବରସ୍ ମିସା ଅଏ ନାଇତା, ତୁଇ କାଇ ଅବ୍ରାଆମ୍କେ ଦେକି ଆଚୁସ୍ କି?”
Pot este ilegñija nu güiya y Judio sija: Asta pago taya jao sincuenta años, ya unlie si Abraham?
58 ୫୮ ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍କାତା କଇଲିନି, ଅବ୍ରାଆମ୍ ଜନମ୍ ଅଇବା ଆଗ୍ତୁଅନି ମୁଇ ଆଚି ।”
Ylegña nu sija si Jesus: Magajet ya magajet jusagane jamyo, antes qui si Abraham, esta guajo.
59 ୫୯ ଜିସୁ ଏ କାତା କଇବାବେଲେ ସେମନ୍ ତାକେ ମାର୍ବାକେ ପାକ୍ନା ବେଟ୍ଲାଇ, ମାତର୍ ଜିସୁ, ମନ୍ଦିରେ ଅନି ବାରଇ ଲକ୍ମନର୍ ବିତ୍ରେ ପୁରି ଉଟିଗାଲା ।
Manmañule entonses acho, para umadagas güe: lao si Jesus mapos gui templo, ti matungo.