< ଜଅନ୍ 7 >
1 ୧ ତାର୍ ପଚେ ଜିସୁ ଗାଲିଲି ବାଟେ ବୁଲ୍ବାର୍ ଗାଲା । ସେ ଜିଉଦା ଦେସେ ଜିବାକେ ମନ୍ କରେନାଇ । କାଇକେ ବଇଲେ ଜିଉଦି ନେତାମନ୍ ତାକେ ମରାଇବାକେ ଚେସ୍ଟା କର୍ତେ ରଇଲାଟା, ସେ ଜାନି ରଇଲା ।
Og derefter gikk Jesus omkring i Galilea; for han vilde ikke gå omkring i Judea, fordi jødene stod ham efter livet.
2 ୨ ସେ ବେଲେ ଜିଉଦିମନର୍ ଗଟେକ୍ କୁଡିଆ ପରବ୍ ଲଗେ କେଟି ରଇଲା ।
Og jødenes høitid, løvsalenes fest, var nær.
3 ୩ ସେଟାର୍ପାଇ ଜିସୁର୍ ବାଇମନ୍ ତାକେ କଇଲାଇ, “ତୁଇ ଏ ଜାଗା ଚାଡିକରି ଜିଉଦା ଦେସେ ପରବ୍ କାଇବାର୍ ଜା, ତେବେ ତୁଇ କର୍ବା କାବାଅଇଜିବା କାମ୍ମନ୍ ତର୍ ସିସ୍ମନ୍ ଦେକି ପାରତ୍ ।”
Hans brødre sa da til ham: Dra bort herfra og gå til Judea, forat også dine disipler kan få se de gjerninger som du gjør!
4 ୪ ଜେ ଡାକ୍ପୁଟା ବଲି ଜାନାଇ ଅଇବାକେ ମନ୍କଲାନି, ସେ ନିଜର୍ କାମ୍ ଲୁଚାଇକରି ନ ସଙ୍ଗଇ ରଏ । ଜେଡେବେଲା ତମେ ଏସବୁ କରିପାର୍ଲାସ୍ନି ବଇଲେ, ଦୁନିଆର୍ ସବୁଲକ୍ ତମ୍କେ ଜାନ୍ବାଇ ।
for ingen gjør noget i lønndom og attrår dog selv å være almindelig kjent; gjør du sådanne ting, da åpenbar dig for verden!
5 ୫ କାଇକେ ବଇଲେ ଜିସୁର୍ ନିଜର୍ ବାଇମନ୍ ମିସା ତାକେ ବିସ୍ବାସ୍ ନ କର୍ତେ ରଇଲାଇ ।
For heller ikke hans brødre trodde på ham.
6 ୬ ଜିସୁ ତାର୍ ବାଇମନ୍କେ କଇଲା, “ଏବେ ଜାକ ମର୍ ସମାନ୍ ବେଲା ଆସେ ନାଇତା । ମାତର୍ ତମର୍ପାଇ ସବୁ ବେଲା ସମାନ୍ସେ ।
Jesus sier til dem: Min tid er ennu ikke kommet; men eders tid er alltid forhånden.
7 ୭ ଏ ଦୁନିଆର୍ ଲକ୍ମନ୍ ତମ୍କେ ଗିନ୍ ନ କରତ୍, ମାତର୍ ମକେ ଗିନ୍ କର୍ବାଇ । କାଇକେ ବଇଲେ ସେମନ୍ କର୍ବା କାମ୍ମନ୍ କାରାପ୍ ବଲି ମୁଇ ଜାନାଇଲିନି ।
Verden kan ikke hate eder; men mig hater den fordi jeg vidner om den at dens gjerninger er onde.
8 ୮ ତମେ ପରବ୍ କର୍ବାକେ ଜାଆ, ମୁଇ ଜାଇ ନାପାରି । କାଇକେ ବଇଲେ ଏବେ ଜାକ ମର୍ ସମାନ୍ ବେଲା ଆସେ ନାଇତା ।”
Dra I op til høitiden! jeg drar ikke op til denne høitid; for min tid er ennu ikke fullkommet.
9 ୯ ଜିସୁ ସେମନ୍କେ ଏ ସବୁ କାତା କଇକରି ଗାଲିଲିତେଇସେ ରଇଗାଲା ।
Da han hadde sagt dette til dem, blev han i Galilea.
10 ୧୦ ତାର୍ ବାଇମନ୍ ପରବ୍ ଟାନେ ଗାଲାପଚେ, ଜିସୁ ମିସା ତେଇ ଗାଲା । ସେ ସବୁଲକ୍ ଦେକ୍ଲାପାରା ନ ଜାଇକରି ଲୁଚ୍ତେ ଗାଲା ।
Men da hans brødre hadde draget op til høiden, da drog også han der op, dog ikke åpenbart, men som i lønndom.
11 ୧୧ ତେବେ ପରବ୍ତେଇ ଜିଉଦି ନେତାମନ୍, “ଜିସୁ କନ୍ତି ଆଚେ?” ବଲି ପାଚାରି ପାଚାରି କଜ୍ଲାଇ ।
Jødene lette da efter ham på høitiden og sa: Hvor er han?
12 ୧୨ ତେଇ ରଇଲା ବେସି ଲକ୍ମନ୍ ନିଜର୍ ନିଜର୍ ବିତ୍ରେ ଜିସୁର୍ ବିସଇ କାତା ଅଇତେ ରଇଲାଇ । କେତେ ଲକ୍ ଜିସୁ ବେସି ନିକ ଲକ୍, ବଲି କଇତେ ରଇଲାଇ ମାତର୍ ଆରି ଅଦେକ୍ ଲକ୍ମନ୍ ତାକେ ନାଇ, ସେ ଲକ୍ମନ୍କେ ବୁଲ୍ ସିକିଆ ଦେଲାନି, ବଲି କଇତେ ରଇଲାଇ ।
Og det blev mumlet meget om ham blandt folket; nogen sa: Han er en god mann, men andre sa: Nei, han fører folket vill.
13 ୧୩ ମାତର୍ ଜିଉଦି ନେତାମନ୍କେ ଡରିକରି କେ ମିସା ଜିସୁର୍ ବିସଇ ସବୁଲକ୍ ଜାନ୍ତେ ସବୁର୍ ମୁଆଁଟେ କଅତ୍ ନାଇ ।
Dog talte ingen fritt ut om ham, av frykt for jødene.
14 ୧୪ ଆରି ପରବ୍ ଅଦାଅଦି ସାରିଗାଲା ପଚେ, ଜିସୁ ମନ୍ଦିର୍ ବିତ୍ରେ ଜାଇକରି ଲକ୍ମନ୍କେ ସିକିଆ ଦେବାର୍ ଦାର୍ଲା ।
Men da det allerede var midt i høitiden, gikk Jesus op i templet og lærte.
15 ୧୫ ତେଇ ଜିଉଦି ନେତାମନ୍ କାବାଅଇଜାଇ କରି କଇଲାଇ, “ଏ ଲକ୍ ପାଟ୍ ନ ପଡି ମିସା କେନ୍ତି ଏତ୍କି ବିସଇ ଜାନିଆଚେ?”
Jødene undret sig da og sa: Hvor har han sin lærdom fra, han som ikke er oplært?
16 ୧୬ ଜିସୁ ସେମନ୍କେ କଇଲା, “ମୁଇ ସିକାଇଦେବା ଏ ସିକିଆ ମର୍ ନିଜର୍ଟାନେ ଅନି ନଏଁ, ମାତର୍ ମକେ ପାଟାଇରଇବା ପର୍ମେସରର୍ ତେଇଅନି ଆସିଆଚେ ।
Jesus svarte dem og sa: Min lære er ikke min, men hans som har sendt mig;
17 ୧୭ ଜେ ଜଦି ପର୍ମେସର୍ ମନ୍କଲାଟା ପୁରୁନ୍ କର୍ବାକେ ମନ୍ କର୍ସି ବଇଲେ ସେ ଜାନିପାର୍ସି, ମୁଇ ଦେଇତେରଇବା ସିକିଆ ପର୍ମେସରର୍ ଟାନେ ଅନି ଆଇଲାନି କି ସେଟା ମର୍ ନିଜର୍ ବପୁର୍ ସଙ୍ଗ୍ କଲିନି ବଲି ।
vil nogen gjøre hans vilje, han skal kjenne om læren er av Gud, eller om jeg taler av mig selv.
18 ୧୮ ଜନ୍ ଲକ୍ ନିଜର୍ ଅଦିକାରେଅନି କାତା କଇସି ସେ ନିଜେ ମଇମା ପାଇ ଅଇବାକେ କଇସି । ମାତର୍ ଜନ୍ଲକ୍ ମକେ ପାଟାଇଲା ଲକ୍ ସନ୍ମାନ୍ ପାଅ ବଲି ମନ୍ କର୍ସି ବଇଲେ, ସେ ମିଚ୍ ନ କଇ ସତ୍ କାତା କଇସି । ଆରି ତାର୍ଟାନେ କାଇ ବୁଲ୍ ବିସଇ ନ ରଏ ।
Den som taler av sig selv, søker sin egen ære; men den som søker hans ære som har sendt ham, han er sanndru, og det er ikke urettferdighet i ham.
19 ୧୯ ମସା ତମ୍କେ ନିୟମ୍ ଦେଲା ଆଚେ, ଏଟା ସତ୍ । ମାତର୍ ତମର୍ ବିତ୍ରେ କେ ମିସା ଏ ନିୟମ୍ ମାନାସ୍ ନାଇ । ତମେ କାଇକେ ମକେ ମରାଇବାକେ ଚେସ୍ଟା କଲାସ୍ନି?”
Har ikke Moses gitt eder loven? Og ingen av eder holder loven. Hvorfor står I mig efter livet?
20 ୨୦ ଲକ୍ମନ୍ ତାକେ କଇଲାଇ, “ତକେ ଡୁମା ଦାର୍ଲା ଆଚେ । କେ ତକେ ମରାଇବାକେ ଚେସ୍ଟା କଲାନି?”
Folket svarte: Du er besatt; hvem står dig efter livet?
21 ୨୧ ଜିସୁ ସେମନ୍କେ କଇଲା, “ମୁଇ ଗଟେକ୍ ଚକିତ୍ ଅଇଜିବା କାମ୍ କଲି, ସେଟା ଦେକି ତମେ କାବା ଅଇଗାଲାସ୍ ।
Jesus svarte og sa til dem: En gjerning gjorde jeg, og I undrer eder alle over den.
22 ୨୨ ‘ତମର୍ ପିଲାଜିଲାମନ୍କେ ସୁନତ୍ କରାଆ’ ବଲି ମସା ଆଦେସ୍ ଦେଇରଇଲା । ଅଇଲେମିସା ମସା ଏ ନିୟମ୍ ଆରାମ୍ କରି ନ ରଇଲା । ତମର୍ ଆନିଦାଦିମନର୍ ବେଲେଅନି ଏଟା ଚଲିଆଇତେରଇଲା ଆରି ତମର୍ ପିଲାମନ୍କେ ବିସ୍ରାମ୍ବାରେ ସୁନତ୍ କରାଇଲାସ୍ନି ।
Moses har gitt eder omskjærelsen - ikke så at den er fra Moses, men fra fedrene - og I omskjærer et menneske på sabbaten;
23 ୨୩ ଜଦି ବିସ୍ରାମ୍ବାରେ ଗଟେକ୍ ପିଲାକେ ସୁନତ୍ କରାଇବାକେ ମସାର୍ ନିୟମ୍ ମାନାସ୍ ନାଇ, ମୁଇ ଜଦି ବିସ୍ରାମ୍ବାରେ ଗଟେକ୍ ଲକ୍କେ ପୁରାପୁରୁନ୍ ନିକ କଲେ, କାଇକେ ରିସା ଅଇଗାଲାସ୍ନି?
når nu et menneske blir omskåret på sabbaten, forat Mose lov ikke skal brytes, harmes I da på mig fordi jeg har gjort et helt menneske friskt på sabbaten?
24 ୨୪ ବାଇରର୍ ବିସଇ ଦେକିକରି କାଇ ବିଚାର୍ କରାନାଇ । ଜନ୍ଟା ଟିକ୍, ସେ ଇସାବେ ବିଚାର୍ କରା ।”
Døm ikke efter synet, men døm en rettferdig dom!
25 ୨୫ ଜିରୁସାଲାମର୍ କେତେକ୍ ଲକ୍ କଇଲାଇ, “ସେ ଜିଉଦି ନେତାମନ୍ ଜନ୍ ଲକ୍କେ ମରାଇବାକେ ଚେସ୍ଟା କଲାଇନି, ଏ କାଇ ସେ ଲକ୍ ନଏଁଁ କି?
Nogen av dem som hørte hjemme i Jerusalem, sa da: Er det ikke ham de står efter livet?
26 ୨୬ ଦେକା, ସବୁଲକର୍ଟାନେ ଏତ୍କି ସବୁ କଇପାକାଇଲାନି, ମାତର୍ ତାକେ ର ବଲିକରି କେ ମିସା ପଦେକ୍ କଅତ୍ନାଇ । ସତଇସେ ଏ ପର୍ମେସର୍ ପାଟାଇଲା ମସିଅ ବଲି ନେତାମନ୍ ଜାନିଆଚତ୍ କି?
Og se, han taler fritt ut, og de sier ikke et ord til ham; skulde virkelig våre rådsherrer være blitt overtydet om at han er Messias?
27 ୨୭ ଜେଡେବେଲେ ପର୍ମେସର୍ ପାଟାଇଲା ମସିଅ ଆଇସି, ସେଡ୍କିବେଲେ ସେ କନ୍ତି ଅନି ଆସିଆଚେ ବଲି କେ ମିସା ନାଜାନତ୍ । ମାତର୍ ଏ ଲକ୍ କନ୍ତିଅନି ଆସିଆଚେ, ସେଟା ଆମେ ସବୁ ଜାନୁ ।”
Men om denne mann vet vi hvor han er fra; men når Messias kommer, vet ingen hvor han er fra.
28 ୨୮ ଜିସୁ ମନ୍ଦିରେ ସିକିଆ ଦେବାବେଲେ ବେସି ଆଉଲିଅଇ କଇଲା, “ଉଁ ତମେ ମକେ ନିକ ସଙ୍ଗ୍ ଜାନିଆଚାସ୍ । ସତଇସେ ମୁଇ କେ ଆରି କନ୍ତିଅନି ଆସିଆଚି ଜାନିଆଚାସ୍ କି? ମାତର୍ ମୁଇ ମର୍ ନିଜର୍ ଅଦିକାରେ ଆସିନାଇ, ମକେ ଜେ ପାଟାଇ ଆଚେ ସେ ସତ୍ । ତମେ ତାକେ ନାଜାନାସ୍ ।
Mens nu Jesus lærte i templet, ropte han ut: Både kjenner I mig, og I vet hvor jeg er fra; og av mig selv er jeg dog ikke kommet; men det er i sannhet en som har sendt mig, han som I ikke kjenner.
29 ୨୯ ମାତର୍ ମୁଇ ତାକେ ଜାନି ଆଚି । କାଇକେ ବଇଲେ ମୁଇ ତାର୍ତେଇଅନି ଆଇଲି ଆଚି ଆରି ସେ ମକେ ପାଟାଇଲା ଆଚେ ।”
Jeg kjenner ham; for fra ham er jeg, og han har utsendt mig.
30 ୩୦ ଜିସୁ ଏ କାତା କଇବାବେଲେ, ସେମନ୍ ସୁନିକରି ତାକେ ଦାର୍ବାକେ ଚେସ୍ଟା କଲାଇ । ମାତର୍ କେ ମିସା ଚିଇ ନାପାର୍ଲାଇ । କାଇକେ ବଇଲେ ସେଡ୍କି ବେଲା ଜାକ ତାର୍ ବେଲା କେଟି ନ ରଇଲା ।
De søkte da å få grepet ham; men ingen la hånd på ham, for hans time var ennu ikke kommet.
31 ୩୧ ମାତର୍ ତେଇ ରଇଲା ଲକ୍ମନର୍ ବିତ୍ରେଅନି କେତେକ୍ ଲକ୍ ଜିସୁକେ ବିସ୍ବାସ୍ କରି କଇଲାଇ, “ମସିଅ ଆଇଲେ ଆର୍ଟାନେଅନି ସେ କାଇ ଅଦିକ୍ କାବା ଅଇଜିବା କାମ୍ କର୍ସି କି? ନାଇ ନ କରେ ।”
Men av folket var det mange som trodde på ham, og de sa: Når Messias kommer, mon han da vil gjøre flere tegn enn denne har gjort?
32 ୩୨ ଲକ୍ମନ୍ ଜିସୁର୍ ବିସଇ ତାକର୍ ବିତ୍ରେ ଏନ୍ତାରି କାତା ଅଇତେ ରଇଲାଟା ପାରୁସି ଦଲର୍ କେତେକ୍ ଲକ୍ମନ୍ ସୁନ୍ଲାଇ । ତେବେ ମୁକିଅ ପୁଜାରିମନ୍ ଆରି ପାରୁସି ଲକ୍ମନ୍ ଜିସୁକେ ବନ୍ଦି କର୍ବାକେ କେତେଟା ମନ୍ଦିର୍ ଜାଗୁଆଲ୍ମନ୍କେ ପାଟାଇଲାଇ ।
Fariseerne hørte folket mumle dette om ham, og yppersteprestene og fariseerne sendte tjenere avsted for å gripe ham.
33 ୩୩ ପଚେ ଜିସୁ କଇଲା, “ମୁଇ ଚନେକ୍ସେ ତମର୍ ସଙ୍ଗ୍ ରଇବି । ତାର୍ ପଚେ ମକେ ଜେ ପାଟାଇଲା ଆଚେ, ତାର୍ ଲଗେ ବାଉଡି ଜିବି ।
Jesus sa da: Ennu en kort tid er jeg hos eder, så går jeg bort til ham som har sendt mig.
34 ୩୪ ତମେ ମକେ କଜ୍ସା, ମାତର୍ ବେଟ୍ ନ ଉଆସ୍ । ଆରି ମୁଇ ଜନ୍ ଜାଗାଇ ରଇବି, ସେ ଜାଗାଇ ତମେ ଆସି ନାପାରାସ୍ ।”
I skal lete efter mig og ikke finne mig, og der hvor jeg er, kan I ikke komme.
35 ୩୫ ଜିଉଦି ନେତାମନ୍ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ “ଏନ୍ତି ବଇଲେ ଏ ଲକ୍ କନ୍ତି ଜାଇସିଜେ ଆମେ ତାକେ କଜି ନାପାରୁ । ସେ କାଇ ଗିରିକ୍ ନଅରେ ଜାଇକରି ଏନେ ତେନେ ଅଇରଇବା ଆମର୍ ଲକ୍ମନ୍କେ ସିକିଆ ଦେଇସି କି?
Jødene sa da til hverandre: Hvor vil han gå bort, siden vi ikke skal finne ham? Mon han vil gå til dem som er spredt omkring blandt grekerne, og lære grekerne?
36 ୩୬ ସେ କଇଲାନି, ତମେ ମକେ କଜ୍ସା ମାତର୍ ବେଟ୍ ଅଇ ନାପାର୍ସା ବଲି । ଆରି ଏନ୍ତି ମିସା କଇଲାନି, ‘ମୁଇ ଜନ୍ ଜାଗାଇ ଜିବି, ତେଇ ତମେ ଆସିନାପାରାସ୍’ ବଲି । ଏନ୍ତି ବଇଲେ ସେ କଇବା କାତାର୍ ଅରତ୍ କାଇଟା?”
Hvad er dette for et ord han sa: I skal lete efter mig og ikke finne mig, og der hvor jeg er, kan I ikke komme?
37 ୩୭ ପରବର୍ ସାରାସାରି ଦିନେ, ଜନ୍ଟାକି ମୁକିଅ ଦିନେ, ଜିସୁ ଟିଆଅଇ ଆକ୍ମାରି କଇଲା, “ଜଦି କାକେ ସସ୍ କଲାନି, ସେ ମର୍ ଲଗେ ଆସ ।
Men på den siste, den store dag i høitiden stod Jesus og ropte ut: Om nogen tørster, han komme til mig og drikke!
38 ୩୮ ଜେ ମକେ ବିସ୍ବାସ୍ କର୍ସି, ସେ ଆସି କାଅ । କାଇକେବଇଲେ ପର୍ମେସରର୍ ସାସ୍ତରେ ଏନ୍ତି ଲେକା ଆଚେ, ଜେ ମର୍ଟାନେ ବିସ୍ବାସ୍ କର୍ସି ତାର୍ ମନ୍ ବିତ୍ରେଅନି ନ ସାର୍ବା ଜିବନ୍ ଦେବା ପାନି ଉଚ୍ଲି କରି ବାରଇସି ।”
Den som tror på mig, av hans liv skal det, som Skriften har sagt, rinne strømmer av levende vann.
39 ୩୯ ଜିସୁ ଜିବନ୍ ଦେବା ପାନି ବଲି ସୁକଲ୍ ଆତ୍ମାର୍ ବିସଇ କଇତେ ରଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ ପଚେ ପର୍ମେସର୍ ଏ ସୁକଲ୍ ଆତ୍ମା ଦେଇସି । ମାତର୍ ଏବେ ଜାକ, କାକେ ଦେଇ ନ ରଇଲାଇ । କାଇକେବଇଲେ ଜିସୁ ସେବେଲା ଜାକ ମଇମାଇ ପୁରାପୁରୁନ୍ ନ ଅଇରଇଲା ।
Dette sa han om den Ånd som de skulde få som trodde på ham; for Ånden var ennu ikke kommet, fordi Jesus ennu ikke var herliggjort.
40 ୪୦ ଜିସୁର୍ ଏ କାତା ସୁନିକରି କେତେକ୍ ଲକ୍ କଇଲାଇ, “ସତ୍କାତା, ଏ ଲକ୍ ଗଟେକ୍ ପର୍ମେସର୍ ଟାନେଅନି ଆସିରଇବା ବବିସତ୍ବକ୍ତା!”
Nogen av folket sa nu, da de hørte disse ord: Dette er i sannhet profeten.
41 ୪୧ ଆରି ଅଦେକ୍ ଲକ୍ କଇଲାଇ, “ସେ ପର୍ମେସର୍ ବାଚି ପାଟାଇଲା ମସିଅ” ବଲି । ଆରି ଅଦେକ୍ ଲକ୍ମନ୍ ପାଚାର୍ଲାଇ, “ପର୍ମେସର୍ ବାଚି ପାଟାଇଲା ରାଜା ମସିଅ କାଇ ଗାଲିଲି ଦେସେଅନି ନ ଆସେ କି?
Andre sa: Dette er Messias. Andre igjen sa: Messias kommer da vel ikke fra Galilea?
42 ୪୨ ସାସ୍ତରେ ଏନ୍ତି ଲେକା ଅଇଲା ଆଚେ, ପର୍ମେସର୍ ବାଚି ପାଟାଇଲା ରାଜା ମସିଅ, ଦାଉଦ୍ ରାଜାର୍ ଜାଗାଇ, ତାର୍ କୁଟୁମେ ବେତ୍ଲିଇମ୍ ଗଡେ ଜନମ୍ ଅଇ ଆଇସି ।” ବଲି କଇଲାଇ ।
Har ikke Skriften sag at Messias kommer av Davids ætt og fra Betlehem, den by hvor David var?
43 ୪୩ ଏନ୍ତି ସେମନର୍ ବିତ୍ରେ ଜିସୁର୍ ବିସଇନେଇ ବାଗ୍ ବାଗ୍ ଅଇଲାଇ ।
Det blev da splid iblandt folket for hans skyld.
44 ୪୪ ଆରି ଲକ୍ମନର୍ ବିତ୍ରେଅନି କେତେ ଲକ୍ ଜିସୁକେ ବାନ୍ଦାଇ ଅ ବଲି ମନ୍ କର୍ତେରଇଲାଇ । ମାତର୍ କେ ମିସା ତାକେ ଦାରି ନାପାର୍ଲାଇ ।
Og nogen av dem vilde gripe ham; men ingen la hånd på ham.
45 ୪୫ ଜିସୁକେ ବନ୍ଦି କର୍ବାକେ ଜାଇରଇବା ଜାଗୁଆଲ୍ମନ୍, ବାଉଡିଆଇଲାଇକେ ମୁକିଅ ପୁଜାରି ଆରି ପାରୁସିମନ୍ ସେମନ୍କେ ପାଚାର୍ଲାଇ, “ତମେ କାଇକେ ଜିସୁକେ ବାନ୍ଦି କରି ଆନାସ୍ ନାଇ?”
Tjenerne kom da til yppersteprestene og fariseerne, og disse sa til dem: Hvorfor har I ikke ført ham hit?
46 ୪୬ ଜାଗୁଆଲ୍ମନ୍ କଇଲାଇ, “ଏ ଲକ୍ କଇଲା ପାରା କାତା ଆଜିକେଜାକ କେ ମିସା କଅତ୍ ନାଇ ।”
Tjenerne svarte: Aldri har noget menneske talt således som denne mann.
47 ୪୭ ପାରୁସିମନ୍ ସେମନ୍କେ କଇଲାଇ, “ଏନ୍ତି ବଇଲେ ତମ୍କେ ମିସା ସେ ବକୁଆ କରିଦେଲା କି?”
Fariseerne svarte dem da: Har også I latt eder dåre?
48 ୪୮ ଆରି ପାଚାର୍ଲାଇ, “ଗଟେକ୍ ନେତା ନଅଇଲେ ଗଟେକ୍ ପାରୁସି ତାକେ ବିସ୍ବାସ୍ କରିଆଚତ୍ ବଲି ତମେ ସୁନିଆଚାସ୍ କି?
Har vel nogen av rådsherrene trodd på ham, eller nogen av fariseerne?
49 ୪୯ ମାତର୍ ଏ ଲକ୍ମନ୍, ମସାର୍ ନିୟମ୍ ନାଜାନତ୍ । ତେବର୍ ପାଇ ଏମନ୍ ସବୁ ଅବିସାପ୍ ପାଇରଇବା ଲକ୍ ।”
Men denne hop som ikke kjenner loven, er forbannet.
50 ୫୦ ତେଇ ସେ ଦଲେଅନି ନିକଦିମ ନାଉଁର୍ ଗଟେକ୍ ନେତା ରଇଲା । ସେ ତରେକ୍ ଜିସୁକେ ଦେକ୍ବାର୍ ଜାଇରଇଲା । ସେ କଇଲା,
Nikodemus, han som før engang var kommet til ham, og som var en av dem, sier til dem:
51 ୫୧ “ଆମର୍ ନିୟମ୍ ଇସାବେ ଗଟେକ୍ ଲକ୍କେ ଦସି କର୍ବା ଆଗ୍ତୁ ତାର୍ କାତା ସୁନ୍ବାକେ ପଡ୍ସି ଆରି କାଇଟା କଲାଆଚେ କଜ୍ବାକେ ପଡ୍ସି ।”
Vår lov dømmer da vel ikke nogen uten at de først har hørt ham og fått vite hvad han har gjort?
52 ୫୨ ବିନ୍ଲକ୍ମନ୍ କଇଲାଇ, “ଏନ୍ତି ବଇଲେ ତୁଇ ମିସା କାଇ ଗଟେକ୍ ଗାଲିଲିର୍ ଲକ୍ କି? କେ ମିସା ପର୍ମେସରର୍ ତେଇଅନି ବବିସତ୍କାତା କଇବା ଲକ୍ ଗାଲିଲିଅନି ଆସତ୍ ନାଇ ।”
De svarte ham: Kanskje du også er fra Galilea? Ransak, så skal du se at ingen profet kommer fra Galilea!
53 ୫୩ ତାର୍ ପଚେ ତେଇ ରଇଲା ଲକ୍ମନ୍ ସେ ଜାଗା ଚାଡିକରି ନିଜର୍ ନିଜର୍ ଗରେ ବାଉଡି ଗାଲାଇ ।
Og de gikk hver til sitt.