< ଜଅନ୍‌ 7 >

1 ତାର୍‌ ପଚେ ଜିସୁ ଗାଲିଲି ବାଟେ ବୁଲ୍‌ବାର୍‌ ଗାଲା । ସେ ଜିଉଦା ଦେସେ ଜିବାକେ ମନ୍‌ କରେନାଇ । କାଇକେ ବଇଲେ ଜିଉଦି ନେତାମନ୍‌ ତାକେ ମରାଇବାକେ ଚେସ୍‌ଟା କର୍‌ତେ ରଇଲାଟା, ସେ ଜାନି ରଇଲା ।
Darnach zog Jesus umher in Galiläa; denn er wollte nicht in Judäa umherziehen, weil die Juden ihn zu töten suchten.
2 ସେ ବେଲେ ଜିଉଦିମନର୍‌ ଗଟେକ୍‌ କୁଡିଆ ପରବ୍‌ ଲଗେ କେଟି ରଇଲା ।
Es war aber das Laubhüttenfest der Juden nahe.
3 ସେଟାର୍‌ପାଇ ଜିସୁର୍‌ ବାଇମନ୍‌ ତାକେ କଇଲାଇ, “ତୁଇ ଏ ଜାଗା ଚାଡିକରି ଜିଉଦା ଦେସେ ପରବ୍‌ କାଇବାର୍‌ ଜା, ତେବେ ତୁଇ କର୍‌ବା କାବାଅଇଜିବା କାମ୍‌ମନ୍‌ ତର୍‌ ସିସ୍‌ମନ୍‌ ଦେକି ପାରତ୍‌ ।”
Da sprachen seine Brüder zu ihm: Brich doch auf von hier und ziehe nach Judäa, damit auch deine Jünger die Werke sehen, die du tust!
4 ଜେ ଡାକ୍‌ପୁଟା ବଲି ଜାନାଇ ଅଇବାକେ ମନ୍‌କଲାନି, ସେ ନିଜର୍‌ କାମ୍‌ ଲୁଚାଇକରି ନ ସଙ୍ଗଇ ରଏ । ଜେଡେବେଲା ତମେ ଏସବୁ କରିପାର୍‌ଲାସ୍‌ନି ବଇଲେ, ଦୁନିଆର୍‌ ସବୁଲକ୍‌ ତମ୍‌କେ ଜାନ୍‌ବାଇ ।
Denn niemand tut etwas im Verborgenen und sucht doch öffentlich bekannt zu sein. Wenn du solches tust, so offenbare dich der Welt!
5 କାଇକେ ବଇଲେ ଜିସୁର୍‌ ନିଜର୍‌ ବାଇମନ୍‌ ମିସା ତାକେ ବିସ୍‌ବାସ୍‌ ନ କର୍‌ତେ ରଇଲାଇ ।
Denn auch seine Brüder glaubten nicht an ihn.
6 ଜିସୁ ତାର୍‌ ବାଇମନ୍‌କେ କଇଲା, “ଏବେ ଜାକ ମର୍‌ ସମାନ୍‌ ବେଲା ଆସେ ନାଇତା । ମାତର୍‌ ତମର୍‌ପାଇ ସବୁ ବେଲା ସମାନ୍‌ସେ ।
Da spricht Jesus zu ihnen: Meine Zeit ist noch nicht da; aber eure Zeit ist immer bereit.
7 ଏ ଦୁନିଆର୍‌ ଲକ୍‌ମନ୍‌ ତମ୍‌କେ ଗିନ୍‌ ନ କରତ୍‌, ମାତର୍‌ ମକେ ଗିନ୍‌ କର୍‌ବାଇ । କାଇକେ ବଇଲେ ସେମନ୍‌ କର୍‌ବା କାମ୍‌ମନ୍‌ କାରାପ୍‌ ବଲି ମୁଇ ଜାନାଇଲିନି ।
Die Welt kann euch nicht hassen, mich aber haßt sie; denn ich bezeuge von ihr, daß ihre Werke böse sind.
8 ତମେ ପରବ୍‌ କର୍‌ବାକେ ଜାଆ, ମୁଇ ଜାଇ ନାପାରି । କାଇକେ ବଇଲେ ଏବେ ଜାକ ମର୍‌ ସମାନ୍‌ ବେଲା ଆସେ ନାଇତା ।”
Gehet ihr hinauf zum Fest; ich gehe nicht zu diesem Fest hinauf, denn meine Zeit ist noch nicht erfüllt.
9 ଜିସୁ ସେମନ୍‌କେ ଏ ସବୁ କାତା କଇକରି ଗାଲିଲିତେଇସେ ରଇଗାଲା ।
Solches sagte er zu ihnen und blieb in Galiläa.
10 ୧୦ ତାର୍‌ ବାଇମନ୍‌ ପରବ୍‌ ଟାନେ ଗାଲାପଚେ, ଜିସୁ ମିସା ତେଇ ଗାଲା । ସେ ସବୁଲକ୍‌ ଦେକ୍‌ଲାପାରା ନ ଜାଇକରି ଲୁଚ୍‌ତେ ଗାଲା ।
Nachdem aber seine Brüder zum Fest hinaufgegangen waren, ging auch er hinauf, nicht öffentlich, sondern wie im Verborgenen.
11 ୧୧ ତେବେ ପରବ୍‌ତେଇ ଜିଉଦି ନେତାମନ୍‌, “ଜିସୁ କନ୍ତି ଆଚେ?” ବଲି ପାଚାରି ପାଚାରି କଜ୍‌ଲାଇ ।
Da suchten ihn die Juden am Fest und sprachen: Wo ist er?
12 ୧୨ ତେଇ ରଇଲା ବେସି ଲକ୍‌ମନ୍‌ ନିଜର୍‌ ନିଜର୍‌ ବିତ୍‌ରେ ଜିସୁର୍‌ ବିସଇ କାତା ଅଇତେ ରଇଲାଇ । କେତେ ଲକ୍‌ ଜିସୁ ବେସି ନିକ ଲକ୍‌, ବଲି କଇତେ ରଇଲାଇ ମାତର୍‌ ଆରି ଅଦେକ୍‌ ଲକ୍‌ମନ୍‌ ତାକେ ନାଇ, ସେ ଲକ୍‌ମନ୍‌କେ ବୁଲ୍‌ ସିକିଆ ଦେଲାନି, ବଲି କଇତେ ରଇଲାଇ ।
Und es gab viel Gemurmel seinetwegen unter dem Volk. Etliche sagten: Er ist gut; andere aber sprachen: Nein, sondern er verführt das Volk.
13 ୧୩ ମାତର୍‌ ଜିଉଦି ନେତାମନ୍‌କେ ଡରିକରି କେ ମିସା ଜିସୁର୍‌ ବିସଇ ସବୁଲକ୍‌ ଜାନ୍‌ତେ ସବୁର୍‌ ମୁଆଁଟେ କଅତ୍‌ ନାଇ ।
Doch redete niemand freimütig über ihn, aus Furcht vor den Juden.
14 ୧୪ ଆରି ପରବ୍‌ ଅଦାଅଦି ସାରିଗାଲା ପଚେ, ଜିସୁ ମନ୍ଦିର୍‌ ବିତ୍‌ରେ ଜାଇକରି ଲକ୍‌ମନ୍‌କେ ସିକିଆ ଦେବାର୍‌ ଦାର୍‌ଲା ।
Als aber das Fest schon zur Hälfte verflossen war, ging Jesus in den Tempel hinauf und lehrte.
15 ୧୫ ତେଇ ଜିଉଦି ନେତାମନ୍‌ କାବାଅଇଜାଇ କରି କଇଲାଇ, “ଏ ଲକ୍‌ ପାଟ୍‌ ନ ପଡି ମିସା କେନ୍ତି ଏତ୍‌କି ବିସଇ ଜାନିଆଚେ?”
Und die Juden verwunderten sich und sprachen: Wie kennt dieser die Schrift? Er hat doch nicht studiert!
16 ୧୬ ଜିସୁ ସେମନ୍‌କେ କଇଲା, “ମୁଇ ସିକାଇଦେବା ଏ ସିକିଆ ମର୍‌ ନିଜର୍‌ଟାନେ ଅନି ନଏଁ, ମାତର୍‌ ମକେ ପାଟାଇରଇବା ପର୍‌ମେସରର୍‌ ତେଇଅନି ଆସିଆଚେ ।
Da antwortete ihnen Jesus und sprach: Meine Lehre ist nicht mein, sondern dessen, der mich gesandt hat.
17 ୧୭ ଜେ ଜଦି ପର୍‌ମେସର୍‌ ମନ୍‌କଲାଟା ପୁରୁନ୍‌ କର୍‌ବାକେ ମନ୍‍ କର୍‌ସି ବଇଲେ ସେ ଜାନିପାର୍‌ସି, ମୁଇ ଦେଇତେରଇବା ସିକିଆ ପର୍‌ମେସରର୍‌ ଟାନେ ଅନି ଆଇଲାନି କି ସେଟା ମର୍‌ ନିଜର୍‌ ବପୁର୍‌ ସଙ୍ଗ୍‌ କଲିନି ବଲି ।
Will jemand seinen Willen tun, der wird innewerden, ob diese Lehre von Gott sei, oder ob ich aus mir selbst rede.
18 ୧୮ ଜନ୍‌ ଲକ୍‌ ନିଜର୍‌ ଅଦିକାରେଅନି କାତା କଇସି ସେ ନିଜେ ମଇମା ପାଇ ଅଇବାକେ କଇସି । ମାତର୍‌ ଜନ୍‌ଲକ୍‌ ମକେ ପାଟାଇଲା ଲକ୍‌ ସନ୍‌ମାନ୍‌ ପାଅ ବଲି ମନ୍‌ କର୍‌ସି ବଇଲେ, ସେ ମିଚ୍‌ ନ କଇ ସତ୍‌ କାତା କଇସି । ଆରି ତାର୍‌ଟାନେ କାଇ ବୁଲ୍‌ ବିସଇ ନ ରଏ ।
Wer aus sich selbst redet, der sucht seine eigene Ehre; wer aber die Ehre dessen sucht, der ihn gesandt hat, der ist wahrhaft, und keine Ungerechtigkeit ist in ihm.
19 ୧୯ ମସା ତମ୍‌କେ ନିୟମ୍‌ ଦେଲା ଆଚେ, ଏଟା ସତ୍‌ । ମାତର୍‌ ତମର୍‌ ବିତ୍‌ରେ କେ ମିସା ଏ ନିୟମ୍‌ ମାନାସ୍‌ ନାଇ । ତମେ କାଇକେ ମକେ ମରାଇବାକେ ଚେସ୍‌ଟା କଲାସ୍‌ନି?”
Hat nicht Mose euch das Gesetz gegeben? Und doch tut keiner von euch das Gesetz. Warum sucht ihr mich zu töten?
20 ୨୦ ଲକ୍‌ମନ୍‌ ତାକେ କଇଲାଇ, “ତକେ ଡୁମା ଦାର୍‌ଲା ଆଚେ । କେ ତକେ ମରାଇବାକେ ଚେସ୍‌ଟା କଲାନି?”
Das Volk antwortete und sprach: Du hast einen Dämon! Wer sucht dich zu töten?
21 ୨୧ ଜିସୁ ସେମନ୍‌କେ କଇଲା, “ମୁଇ ଗଟେକ୍‌ ଚକିତ୍‍ ଅଇଜିବା କାମ୍‌ କଲି, ସେଟା ଦେକି ତମେ କାବା ଅଇଗାଲାସ୍‌ ।
Jesus antwortete und sprach zu ihnen: Ein Werk habe ich getan, und ihr alle verwundert euch darüber.
22 ୨୨ ‘ତମର୍‌ ପିଲାଜିଲାମନ୍‌କେ ସୁନତ୍‌ କରାଆ’ ବଲି ମସା ଆଦେସ୍‌ ଦେଇରଇଲା । ଅଇଲେମିସା ମସା ଏ ନିୟମ୍‌ ଆରାମ୍‌ କରି ନ ରଇଲା । ତମର୍‌ ଆନିଦାଦିମନର୍‌ ବେଲେଅନି ଏଟା ଚଲିଆଇତେରଇଲା ଆରି ତମର୍‌ ପିଲାମନ୍‌କେ ବିସ୍‌ରାମ୍‌ବାରେ ସୁନତ୍‌ କରାଇଲାସ୍‌ନି ।
Mose hat euch die Beschneidung gegeben (nicht daß sie von Mose kommt, sondern von den Vätern), und am Sabbat beschneidet ihr den Menschen.
23 ୨୩ ଜଦି ବିସ୍‌ରାମ୍‌ବାରେ ଗଟେକ୍‌ ପିଲାକେ ସୁନତ୍‌ କରାଇବାକେ ମସାର୍‌ ନିୟମ୍‌ ମାନାସ୍‌ ନାଇ, ମୁଇ ଜଦି ବିସ୍‌ରାମ୍‌ବାରେ ଗଟେକ୍‌ ଲକ୍‌କେ ପୁରାପୁରୁନ୍‌ ନିକ କଲେ, କାଇକେ ରିସା ଅଇଗାଲାସ୍‌ନି?
Wenn ein Mensch am Sabbat die Beschneidung empfängt, damit das Gesetz Moses nicht übertreten werde, was zürnet ihr mir denn, daß ich den ganzen Menschen am Sabbat gesund gemacht habe?
24 ୨୪ ବାଇରର୍‌ ବିସଇ ଦେକିକରି କାଇ ବିଚାର୍‌ କରାନାଇ । ଜନ୍‌ଟା ଟିକ୍, ସେ ଇସାବେ ବିଚାର୍‌ କରା ।”
Richtet nicht nach dem Schein, sondern fället ein gerechtes Urteil.
25 ୨୫ ଜିରୁସାଲାମର୍‌ କେତେକ୍‌ ଲକ୍‌ କଇଲାଇ, “ସେ ଜିଉଦି ନେତାମନ୍‌ ଜନ୍‌ ଲକ୍‌କେ ମରାଇବାକେ ଚେସ୍‌ଟା କଲାଇନି, ଏ କାଇ ସେ ଲକ୍‌ ନଏଁଁ କି?
Da sprachen etliche von Jerusalem: Ist das nicht der, den sie zu töten suchen?
26 ୨୬ ଦେକା, ସବୁଲକର୍‌ଟାନେ ଏତ୍‌କି ସବୁ କଇପାକାଇଲାନି, ମାତର୍‌ ତାକେ ର ବଲିକରି କେ ମିସା ପଦେକ୍‌ କଅତ୍‌ନାଇ । ସତ‍ଇସେ ଏ ପର୍‌ମେସର୍‌ ପାଟାଇଲା ମସିଅ ବଲି ନେତାମନ୍‌ ଜାନିଆଚତ୍‌ କି?
Und siehe, er redet öffentlich, und sie sagen ihm nichts. Haben etwa die Obersten wirklich erkannt, daß dieser der Christus ist?
27 ୨୭ ଜେଡେବେଲେ ପର୍‌ମେସର୍‌ ପାଟାଇଲା ମସିଅ ଆଇସି, ସେଡ୍‌କିବେଲେ ସେ କନ୍ତି ଅନି ଆସିଆଚେ ବଲି କେ ମିସା ନାଜାନତ୍‌ । ମାତର୍‌ ଏ ଲକ୍‌ କନ୍ତିଅନି ଆସିଆଚେ, ସେଟା ଆମେ ସବୁ ଜାନୁ ।”
Doch von diesem wissen wir, woher er ist; wenn aber der Christus kommt, so wird niemand wissen, woher er ist.
28 ୨୮ ଜିସୁ ମନ୍ଦିରେ ସିକିଆ ଦେବାବେଲେ ବେସି ଆଉଲିଅଇ କଇଲା, “ଉଁ ତମେ ମକେ ନିକ ସଙ୍ଗ୍‌ ଜାନିଆଚାସ୍‌ । ସତ‍ଇସେ ମୁଇ କେ ଆରି କନ୍ତିଅନି ଆସିଆଚି ଜାନିଆଚାସ୍‌ କି? ମାତର୍‌ ମୁଇ ମର୍‌ ନିଜର୍‌ ଅଦିକାରେ ଆସିନାଇ, ମକେ ଜେ ପାଟାଇ ଆଚେ ସେ ସତ୍‌ । ତମେ ତାକେ ନାଜାନାସ୍‌ ।
Da rief Jesus, während er im Tempel lehrte, und sprach: Ja, ihr kennet mich und wisset, woher ich bin! Und doch bin ich nicht von mir selbst gekommen, sondern der Wahrhaftige ist es, der mich gesandt hat, welchen ihr nicht kennet.
29 ୨୯ ମାତର୍‌ ମୁଇ ତାକେ ଜାନି ଆଚି । କାଇକେ ବଇଲେ ମୁଇ ତାର୍‌ତେଇଅନି ଆଇଲି ଆଚି ଆରି ସେ ମକେ ପାଟାଇଲା ଆଚେ ।”
Ich kenne ihn; denn von ihm bin ich, und er hat mich gesandt.
30 ୩୦ ଜିସୁ ଏ କାତା କଇବାବେଲେ, ସେମନ୍‌ ସୁନିକରି ତାକେ ଦାର୍‌ବାକେ ଚେସ୍‌ଟା କଲାଇ । ମାତର୍‌ କେ ମିସା ଚିଇ ନାପାର୍‌ଲାଇ । କାଇକେ ବଇଲେ ସେଡ୍‌କି ବେଲା ଜାକ ତାର୍‌ ବେଲା କେଟି ନ ରଇଲା ।
Da suchten sie ihn zu greifen; aber niemand legte Hand an ihn, denn seine Stunde war noch nicht gekommen.
31 ୩୧ ମାତର୍‌ ତେଇ ରଇଲା ଲକ୍‌ମନର୍‌ ବିତ୍‌ରେଅନି କେତେକ୍‌ ଲକ୍‌ ଜିସୁକେ ବିସ୍‌ବାସ୍‌ କରି କଇଲାଇ, “ମସିଅ ଆଇଲେ ଆର୍‌ଟାନେଅନି ସେ କାଇ ଅଦିକ୍‌ କାବା ଅଇଜିବା କାମ୍‌ କର୍‌ସି କି? ନାଇ ନ କରେ ।”
Viele aber aus dem Volke glaubten an ihn und sprachen: Wenn der Christus kommt, wird er wohl mehr Zeichen tun, als dieser getan hat?
32 ୩୨ ଲକ୍‌ମନ୍‌ ଜିସୁର୍‌ ବିସଇ ତାକର୍‌ ବିତ୍‌ରେ ଏନ୍ତାରି କାତା ଅଇତେ ରଇଲାଟା ପାରୁସି ଦଲର୍‌ କେତେକ୍‌ ଲକ୍‌ମନ୍‌ ସୁନ୍‌ଲାଇ । ତେବେ ମୁକିଅ ପୁଜାରିମନ୍‌ ଆରି ପାରୁସି ଲକ୍‌ମନ୍‌ ଜିସୁକେ ବନ୍ଦି କର୍‌ବାକେ କେତେଟା ମନ୍ଦିର୍‌ ଜାଗୁଆଲ୍‌ମନ୍‌କେ ପାଟାଇଲାଇ ।
Die Pharisäer hörten, daß das Volk solches von ihm murmelte; darum sandten die Hohenpriester und die Pharisäer Diener ab, um ihn zu greifen.
33 ୩୩ ପଚେ ଜିସୁ କଇଲା, “ମୁଇ ଚନେକ୍‌ସେ ତମର୍‌ ସଙ୍ଗ୍‌ ରଇବି । ତାର୍‌ ପଚେ ମକେ ଜେ ପାଟାଇଲା ଆଚେ, ତାର୍‌ ଲଗେ ବାଉଡି ଜିବି ।
Da sprach Jesus zu ihnen: Noch eine kleine Zeit bin ich bei euch, und dann gehe ich hin zu dem, der mich gesandt hat.
34 ୩୪ ତମେ ମକେ କଜ୍‍ସା, ମାତର୍‌ ବେଟ୍‌ ନ ଉଆସ୍‌ । ଆରି ମୁଇ ଜନ୍‌ ଜାଗାଇ ରଇବି, ସେ ଜାଗାଇ ତମେ ଆସି ନାପାରାସ୍‌ ।”
Ihr werdet mich suchen und nicht finden; und wo ich bin, dahin könnt ihr nicht kommen.
35 ୩୫ ଜିଉଦି ନେତାମନ୍‌ ନିଜର୍‌ ନିଜର୍‌ ବିତ୍‌ରେ କାତା ଅଇଲାଇ “ଏନ୍ତି ବଇଲେ ଏ ଲକ୍‌ କନ୍ତି ଜାଇସିଜେ ଆମେ ତାକେ କଜି ନାପାରୁ । ସେ କାଇ ଗିରିକ୍‌ ନଅରେ ଜାଇକରି ଏନେ ତେନେ ଅଇରଇବା ଆମର୍‌ ଲକ୍‌ମନ୍‌କେ ସିକିଆ ଦେଇସି କି?
Da sprachen die Juden untereinander: Wohin will er denn gehen, daß wir ihn nicht finden sollen? Will er etwa zu den unter den Griechen Zerstreuten gehen und die Griechen lehren?
36 ୩୬ ସେ କଇଲାନି, ତମେ ମକେ କଜ୍‍ସା ମାତର୍‌ ବେଟ୍‌ ଅଇ ନାପାର୍‌ସା ବଲି । ଆରି ଏନ୍ତି ମିସା କଇଲାନି, ‘ମୁଇ ଜନ୍‌ ଜାଗାଇ ଜିବି, ତେଇ ତମେ ଆସିନାପାରାସ୍‌’ ବଲି । ଏନ୍ତି ବଇଲେ ସେ କଇବା କାତାର୍‌ ଅରତ୍‌ କାଇଟା?”
Was soll das bedeuten, daß er sagt: Ihr werdet mich suchen und nicht finden, und wo ich bin, dahin könnt ihr nicht kommen?
37 ୩୭ ପରବର୍‌ ସାରାସାରି ଦିନେ, ଜନ୍‌ଟାକି ମୁକିଅ ଦିନେ, ଜିସୁ ଟିଆଅଇ ଆକ୍‌ମାରି କଇଲା, “ଜଦି କାକେ ସସ୍‌ କଲାନି, ସେ ମର୍‌ ଲଗେ ଆସ ।
Aber am letzten, dem großen Tage des Festes, stand Jesus auf, rief und sprach: Wenn jemand dürstet, der komme zu mir und trinke!
38 ୩୮ ଜେ ମକେ ବିସ୍‌ବାସ୍‌ କର୍‌ସି, ସେ ଆସି କାଅ । କାଇକେବଇଲେ ପର୍‌ମେସରର୍‌ ସାସ୍‌ତରେ ଏନ୍ତି ଲେକା ଆଚେ, ଜେ ମର୍‌ଟାନେ ବିସ୍‌ବାସ୍‌ କର୍‌ସି ତାର୍‌ ମନ୍‌ ବିତ୍‌ରେଅନି ନ ସାର୍‌ବା ଜିବନ୍‌ ଦେବା ପାନି ଉଚ୍‌ଲି କରି ବାରଇସି ।”
Wer an mich glaubt (wie die Schrift sagt), aus seinem Leibe werden Ströme lebendigen Wassers fließen.
39 ୩୯ ଜିସୁ ଜିବନ୍‌ ଦେବା ପାନି ବଲି ସୁକଲ୍‌ ଆତ୍‌ମାର୍‌ ବିସଇ କଇତେ ରଇଲା । ତାକେ ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌କେ ପଚେ ପର୍‌ମେସର୍‌ ଏ ସୁକଲ୍‌ ଆତ୍‌ମା ଦେଇସି । ମାତର୍‌ ଏବେ ଜାକ, କାକେ ଦେଇ ନ ରଇଲାଇ । କାଇକେବଇଲେ ଜିସୁ ସେବେଲା ଜାକ ମଇମାଇ ପୁରାପୁରୁନ୍‌ ନ ଅଇରଇଲା ।
Das sagte er aber von dem Geiste, den die empfangen sollten, welche an ihn glaubten; denn der heilige Geist war noch nicht da, weil Jesus noch nicht verherrlicht war.
40 ୪୦ ଜିସୁର୍‌ ଏ କାତା ସୁନିକରି କେତେକ୍‌ ଲକ୍‌ କଇଲାଇ, “ସତ୍‌କାତା, ଏ ଲକ୍‌ ଗଟେକ୍‌ ପର୍‌ମେସର୍‌ ଟାନେଅନି ଆସିରଇବା ବବିସତ୍‌ବକ୍‌ତା!”
Viele nun aus dem Volke, die diese Rede hörten, sagten: Dieser ist wahrhaftig der Prophet.
41 ୪୧ ଆରି ଅଦେକ୍‌ ଲକ୍‌ କଇଲାଇ, “ସେ ପର୍‌ମେସର୍‌ ବାଚି ପାଟାଇଲା ମସିଅ” ବଲି । ଆରି ଅଦେକ୍‌ ଲକ୍‌ମନ୍‌ ପାଚାର୍‌ଲାଇ, “ପର୍‌ମେସର୍‌ ବାଚି ପାଟାଇଲା ରାଜା ମସିଅ କାଇ ଗାଲିଲି ଦେସେଅନି ନ ଆସେ କି?
Andere sagten: Er ist der Christus. Andere aber sagten: Christus kommt doch nicht aus Galiläa?
42 ୪୨ ସାସ୍‌ତରେ ଏନ୍ତି ଲେକା ଅଇଲା ଆଚେ, ପର୍‌ମେସର୍‌ ବାଚି ପାଟାଇଲା ରାଜା ମସିଅ, ଦାଉଦ୍‌ ରାଜାର୍‌ ଜାଗାଇ, ତାର୍‌ କୁଟୁମେ ବେତ୍‌ଲିଇମ୍‌ ଗଡେ ଜନମ୍‌ ଅଇ ଆଇସି ।” ବଲି କଇଲାଇ ।
Sagt nicht die Schrift, daß der Christus aus dem Samen Davids und aus dem Flecken Bethlehem, wo David war, kommen werde?
43 ୪୩ ଏନ୍ତି ସେମନର୍‌ ବିତ୍‌ରେ ଜିସୁର୍‌ ବିସଇନେଇ ବାଗ୍‍ ବାଗ୍‍ ଅଇଲାଇ ।
Also entstand seinetwegen eine Spaltung unter dem Volk.
44 ୪୪ ଆରି ଲକ୍‌ମନର୍‌ ବିତ୍‌ରେଅନି କେତେ ଲକ୍‌ ଜିସୁକେ ବାନ୍ଦାଇ ଅ ବଲି ମନ୍‍ କର୍‌ତେରଇଲାଇ । ମାତର୍‌ କେ ମିସା ତାକେ ଦାରି ନାପାର୍‌ଲାଇ ।
Etliche aber von ihnen wollten ihn greifen, doch legte niemand Hand an ihn.
45 ୪୫ ଜିସୁକେ ବନ୍ଦି କର୍‌ବାକେ ଜାଇରଇବା ଜାଗୁଆଲ୍‌ମନ୍‌, ବାଉଡିଆଇଲାଇକେ ମୁକିଅ ପୁଜାରି ଆରି ପାରୁସିମନ୍‌ ସେମନ୍‌କେ ପାଚାର୍‌ଲାଇ, “ତମେ କାଇକେ ଜିସୁକେ ବାନ୍ଦି କରି ଆନାସ୍‌ ନାଇ?”
Nun kamen die Diener zu den Hohenpriestern und Pharisäern zurück, und diese sprachen zu ihnen: Warum habt ihr ihn nicht gebracht?
46 ୪୬ ଜାଗୁଆଲ୍‌ମନ୍‌ କ‍ଇଲାଇ, “ଏ ଲକ୍‌ କଇଲା ପାରା କାତା ଆଜିକେଜାକ କେ ମିସା କଅତ୍‌ ନାଇ ।”
Die Diener antworteten: Nie hat ein Mensch so geredet wie dieser Mensch!
47 ୪୭ ପାରୁସିମନ୍‌ ସେମନ୍‌କେ କଇଲାଇ, “ଏନ୍ତି ବଇଲେ ତମ୍‌କେ ମିସା ସେ ବକୁଆ କରିଦେଲା କି?”
Da antworteten ihnen die Pharisäer: Seid auch ihr verführt worden?
48 ୪୮ ଆରି ପାଚାର୍‌ଲାଇ, “ଗଟେକ୍‌ ନେତା ନଅଇଲେ ଗଟେକ୍‍ ପାରୁସି ତାକେ ବିସ୍‌ବାସ୍‌ କରିଆଚତ୍‌ ବଲି ତମେ ସୁନିଆଚାସ୍‌ କି?
Glaubt auch einer von den Obersten oder von den Pharisäern an ihn?
49 ୪୯ ମାତର୍‌ ଏ ଲକ୍‌ମନ୍‌, ମସାର୍‌ ନିୟମ୍‌ ନାଜାନତ୍‌ । ତେବର୍‌ ପାଇ ଏମନ୍‌ ସବୁ ଅବିସାପ୍‌ ପାଇରଇବା ଲକ୍‌ ।”
Aber dieser Pöbel, der das Gesetz nicht kennt, der ist unter dem Fluch!
50 ୫୦ ତେଇ ସେ ଦଲେଅନି ନିକଦିମ ନାଉଁର୍‌ ଗଟେକ୍‌ ନେତା ରଇଲା । ସେ ତରେକ୍‌ ଜିସୁକେ ଦେକ୍‌ବାର୍‌ ଜାଇରଇଲା । ସେ କଇଲା,
Da spricht zu ihnen Nikodemus, der des Nachts zu ihm gekommen und einer der Ihren war:
51 ୫୧ “ଆମର୍‌ ନିୟମ୍‌ ଇସାବେ ଗଟେକ୍‌ ଲକ୍‌କେ ଦସି କର୍‌ବା ଆଗ୍‌ତୁ ତାର୍‌ କାତା ସୁନ୍‌ବାକେ ପଡ୍‌ସି ଆରି କାଇଟା କଲାଆଚେ କଜ୍‌ବାକେ ପଡ୍‌ସି ।”
Richtet auch unser Gesetz einen Menschen, man habe ihn denn zuvor selbst gehört und erkannt, was er tut?
52 ୫୨ ବିନ୍‌ଲକ୍‌ମନ୍‌ କଇଲାଇ, “ଏନ୍ତି ବଇଲେ ତୁଇ ମିସା କାଇ ଗଟେକ୍‌ ଗାଲିଲିର୍‌ ଲକ୍‌ କି? କେ ମିସା ପର୍‌ମେସରର୍‌ ତେଇଅନି ବବିସତ୍‌କାତା କଇବା ଲକ୍‌ ଗାଲିଲିଅନି ଆସତ୍‌ ନାଇ ।”
Sie antworteten und sprachen zu ihm: Bist du auch aus Galiläa? Forsche nach, und du wirst sehen, daß aus Galiläa kein Prophet ersteht!
53 ୫୩ ତାର୍‌ ପଚେ ତେଇ ରଇଲା ଲକ୍‌ମନ୍‌ ସେ ଜାଗା ଚାଡିକରି ନିଜର୍‌ ନିଜର୍‌ ଗରେ ବାଉଡି ଗାଲାଇ ।
So ging jeder in sein Haus.

< ଜଅନ୍‌ 7 >